Mate Bisa Tike Deijibu | Official Full Video | Prem Darshan | Romyanjali | Braja | Human Sagar

Поділитися
Вставка
  • Опубліковано 22 гру 2024

КОМЕНТАРІ • 3,6 тис.

  • @Odia.Jhia_Puja
    @Odia.Jhia_Puja 2 місяці тому +1489

    ପ୍ରେମ୍ ଭାଇ ଙ୍କ ସବୁ ଆଲବମ୍ ଭିଡ଼ିଓ କିଏ କିଏ ସବୁ ଦେଖିଛ ଲାଇକ୍ କର👍🏻👍🏻

    • @DoctormajhiYouTube
      @DoctormajhiYouTube 2 місяці тому +20

      Very nice comment 👌

    • @Odia.Jhia_Puja
      @Odia.Jhia_Puja 2 місяці тому +21

      Thankyou

    • @manaskumardash7981
      @manaskumardash7981 2 місяці тому

      @@Odia.Jhia_Puja mu dekhichi

    • @prakashsutar06030
      @prakashsutar06030 2 місяці тому +13

      Are mu dekhuchi tame sabu video re coment daucho .....nyc 💕

    • @ptssabarpila1228
      @ptssabarpila1228 2 місяці тому +6

      ମୁଁ ସବୁ ବେଳେ ତା'ର Break Up 💔 Sad video ଦେଖି ଥାଏ ଆଉ new Upload କୁ ଖୋଜୁ ଥାଏ...❤u Bro

  • @Gunureviewodia
    @Gunureviewodia 2 місяці тому +50

    ବୋହୁତ ସୁନ୍ଦର story ସତରେ ଆଖିରେ ଲୁହ ଆସିଗଲା ❤❤😢😢

  • @PrinceSanjayakumar
    @PrinceSanjayakumar Місяць тому +6

    ହେ ଜଗା ମତେ ତମ ପାଖକୁ ନେଇ ଯାଅ 😢😢😢😢😢😢

  • @galuagauravlog2029
    @galuagauravlog2029 2 місяці тому +234

    ପ୍ରେମ ରେ କେବେ କାହାକୁ ଧୋକା ଦିଅନି, ଯଦି ନିଜର କରିବାର ସତ୍ ସାହସ ନାହିଁ ତେବେ କାହାକୁ ଭଲ ପାଇବା ଦରକାର ନାହିଁ । 🖤

    • @SunamaniGond-jv8xt
      @SunamaniGond-jv8xt 2 місяці тому +5

      Right

    • @ManitriManitrimurmu
      @ManitriManitrimurmu 2 місяці тому +2

      Right

    • @PradeepSnehavlogs
      @PradeepSnehavlogs 2 місяці тому +1

      Right katha 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 time asiba se bhujhi pariba jia dhoka daba 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

    • @sushantkabadi6991
      @sushantkabadi6991 2 місяці тому

      Right bro

    • @am-cg7in
      @am-cg7in 2 місяці тому

      Right bro 😢😢

  • @Odia.Jhia_Puja
    @Odia.Jhia_Puja 2 місяці тому +782

    ସତରେ ଏ ଦୁନିଆ ଟା ହିଁ ଏମିତିକା😟....ଯାହା ଉପରେ ଭରସା ବିଶ୍ୱାସ କରିବ ସେ ହିଁ ତମକୁ ଦିନେ ନା ଦିନେ ଧୋକା ଦେବ😓.....ଆଉ ଯେତେବେଳେ ଅନୁତାପ୍ କରିବ ସେତେବେଳକୁ ଆଉ କିଛି ବି ନଥିବ😶🙂....ସବୁ କିଛି ବର୍ବାଦ୍ ହେଇଯାଇ ଥିବ👈👍👍.....କଣ ଠିକ୍ କହିଲି ନା ✅

  • @Purnachandra-v8b
    @Purnachandra-v8b Місяць тому +5

    ହଁ ଭାଇ ପୁଅ ମାନେ ଧକା ଖାଉଛନ୍ତି କାହିଁକି ନାଁ ପୁଅ ମାନେ ଗୋଟିଏ ଝିଅ କୁ ମୋର ଗୋଟିଏ ହୃଦୟ ରୁ ଦୁଇଟି ହୃଦୟ କରିବି କହିଁକି ଗ୍ରହଣ କରି ଥାଆନ୍ତି ପୁଅ
    ମାନେ। ସେତେବେଳେ ଝିଅ ମାନେ ଗୋଟିଏ ବାହାନା କରି କି ପୁଅକୁ ଧକା ଦିଅନ୍ତି । କିନ୍ତୁ ଝିଅ ମାନେ ହଉଛନ୍ତି ଧକେବାଜ୍

  • @SalikaPradhaan
    @SalikaPradhaan 2 місяці тому +238

    ପ୍ରେମ କଷ୍ଟ ଦିଏନି yaar ପ୍ରେମୀ କଷ୍ଟ ଦିଏ , ପ୍ରେମ ଗୋଟିଏ ବହୁତ୍ ସୁନ୍ଦର ଶବ୍ଦ ହେଲେ ,ସମସ୍ତଙ୍କୁ ମିଳେନି କିଛି କମ୍ ଲୋକଙ୍କୁ ମିଳେ 😢😢❤

  • @rsheer144
    @rsheer144 2 місяці тому +17

    ଏ ଦୁନିଆ ହିଁ ଏମିତି
    କିଏ ଘୃଣା କଲା ପରେବି ତାକୁ ପ୍ରେମ ମିଳୁଛି, ଆଉ କିଏ ହୃଦୟ ଦେଇ ଭଲପାଇ ବି ଏକୁଟିଆ ରହି ଯାଉଛି ...😢...
    A video mo hrudaya lagila ❤❤

    • @raju.patra.
      @raju.patra. Місяць тому

      Ek dom perfect kotha re bhai

  • @pitabashkhillab321
    @pitabashkhillab321 Місяць тому +5

    କିଏ କିଏ 2024 ରେ ଦେଖୁଛ 👍 କର

  • @arunsabar1492
    @arunsabar1492 2 місяці тому +13

    ଆଜି ଦୁନିଆଁ ରେ ଏମିତି ହିଁ ଯାହାକୁ ହୃଦୟ ଦେଇ ଭଲ ପାଇବୁ ସିଏ ତ ଭଲ ପାଇବା ବୁଝି ପାରିବନି .....?
    ସେଇତି ପାଇଁ କାହାକୁ ଭଲ ପାଇବା ଅପେକ୍ଷା ନିଜ କୁ ଭଲ ପାଓ ଯଦି ନିଜେ ଠିକ୍ ଅଛ ତ ସବୁ ଠିକ୍.......!📍
    I'm right.....👍

  • @As26remix
    @As26remix 2 місяці тому +12

    ଏ ଦୁନିଆ ରେ ପ୍ରେମ ବୋଲି କିଛି ନାହିଂ , ଓ @,ଏଠି ପ୍ରେମ ହୃଦୟରୁ ନୁହଂ ଟଂକା ଆଉ ଚେହେରାରୁ ହୋଇ ଥାଏ ଓ ଓ .....ଏ ଦୁନିଆ ରେ ତମେ ଯାହାକୁ ବେଶି ଭଲ ପାଇବ ସେହି ଆଗ ହୃଦୟକୁ ଗୋଇଠା ମାରିକି ଯିବ.. ଓ ଓ ଓ ଆଉ ଗଲା ବେଳେ ତମଠୁ ସବୁ କିଛି ଛଡେଇ ନବ..........ତମେ ତାକୁ ଫେରି ପାଇବା ପାଇଂ ତା ଗୋଡ ତଳେ ପଡିଲେ ବି ତାକୁ ସେ ସବୁ କିଛି ଫରକ ପଡିବନି.....କାରଣ ଯାହାର ଯିବାର ଥୂବ ସେ ବହୁତ ଆଗରୁ ତୟାର ହେଇକି ଥୂବ ବାସ୍ ତମ ର ଟିକେ ଭୁଲ କୁ
    wait karithiba...miss you lo Sasmita ❤

  • @odiajhiagita6175
    @odiajhiagita6175 2 місяці тому +72

    ସତରେ ପ୍ରେମିକା ବାହାଘର ନିଜ ଆଖିରେ ଦେଖିବା କେତେ କଷ୍ଟ ଦାୟକ କହି ହୁଏନି କି ସହି ହୁଏନି 😢😢😢😢😢😢😢😢

    • @RajkumarSahu-e5q
      @RajkumarSahu-e5q 2 місяці тому +1

      😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢

    • @silusahu8823
      @silusahu8823 2 місяці тому

      😢😢😢

    • @tgrbunnyff
      @tgrbunnyff 2 місяці тому

      Thik je tamara thila jadi au kahaku baha hela ki pai 😂😂😂

    • @rajadasrajadas2271
      @rajadasrajadas2271 2 місяці тому

      Satare bhai

    • @rajadasrajadas2271
      @rajadasrajadas2271 2 місяці тому

      Aaa jhia sabu ghoda gehi aga khelibe ta pare bapa manka icha re marriage karidabe

  • @odiasong6918
    @odiasong6918 2 місяці тому +15

    ମତେ କ'ଣ ଆଜି ଲାଇକ୍ ମିଳିବନି ❤

  • @subarnacreation4132
    @subarnacreation4132 Місяць тому +26

    ମୁଁ ପ୍ରେମରେ ଧୋକା ଖାଇଛି ଥରେ ସତ ହେଲେ
    ଧୋକା ଦେଇଛି ପ୍ରବଳ 😮 ❤

  • @sntvlog8294
    @sntvlog8294 2 місяці тому +78

    ପ୍ରେମ ଭାଇ ର କିଏ କିଏ big fan ଲାଇକ କମେଣ୍ଟ କରନ୍ତୁ ଯଦି କିଏ କିଏ big fan ହେଇ ଥିବ ତୋ ❤️❤️❤️❤️👍🏻👍🏻👍🏻

  • @KailashKumbhar-d4f
    @KailashKumbhar-d4f 2 місяці тому +27

    ମତେ ବହୁତ ଭଲ ଲାଗିସି ❤❤❤❤❤ love song.....

  • @dineshkumarpanda6507
    @dineshkumarpanda6507 Місяць тому +16

    ବହୁତ ସୁନ୍ଦର ଭିଡ଼ିଓ ମନ କୁ ଛୁଇଁ ଗଲା ❤

  • @OD01STD
    @OD01STD 2 місяці тому +15

    ପ୍ରେମ ଭାଇର ଏମିତି କୈାଣସି ଭିଡ଼ିଓ ନାହିଁ ଯେ ଦେଖିଲେ ଆଖିରୁ ପାଣି ଆସିବନି । ଆଉ ଏ ଭିଡିଓ ଟି ମଧ୍ୟ ସେମିତି ହେଇଛି ବହୁତ ସୁନ୍ଦର ଭାଇ

  • @p.kofficial2712
    @p.kofficial2712 2 місяці тому +211

    ମାରିଦେଲା ନା ଗୋଟେ ନିରୀହ ଜୀବନ କୁ 😢😢😢😢😢

    • @DebashiPintu
      @DebashiPintu 2 місяці тому +6

      Bhai ata to jia mana nka neti dinia Kama kyaratr lass

    • @Sanju_music_Creaction
      @Sanju_music_Creaction 2 місяці тому +1

      @@DebashiPintu sata kahila

    • @Gopihalba8249
      @Gopihalba8249 Місяць тому +1

      ଏମିତି ଝିଅ କୁ ଜୀବନ ରୁ ମାରିଦେବା ଦରକାର 💔

    • @FoluKhan
      @FoluKhan Місяць тому

      😂❤🎉😮​@@Sanju_music_Creaction

    • @ajaydehuri3449
      @ajaydehuri3449 Місяць тому +1

      😢😢😅😅❤❤❤🎉🎉😊😊🎉🎉😢😮😮😮😅😅

  • @shivaprasadnath8500
    @shivaprasadnath8500 26 днів тому +26

    କନ୍ଦେଇ ଦେଲା। ମୋ ଜୀବନ ସହ କିଛି ମିଶୁଛି।

  • @ganeshbehera8953
    @ganeshbehera8953 2 місяці тому +43

    ହୃଦୟ କୁ ଛୁଇଂଗଲା video ଟା ❤

  • @DE__MUSIC__PRESENT
    @DE__MUSIC__PRESENT 2 місяці тому +32

    ପ୍ରେମ ଭାଇ ତମର ଏଇ ଭଳିଆ ଭିଡିଓ ଦେଖିଲେ ଆଖିରୁ ଲୁହ ଆସିଯାଏ 😭 ଆଉ ସତରେ ଜଣକର କଥା ବହୁତ ମନେ ପଡେ 💯

  • @AmitGope-e3u
    @AmitGope-e3u Місяць тому +8

    Prem bhai romyanjali video bhout sunder lagila mu like karibi❤❤❤ dil se👍🙏

    • @AmitGope-e3u
      @AmitGope-e3u Місяць тому +1

      Aau gote video dhoka heiteba boneibo Prem bhai 👍

  • @Mrsisiravolgs
    @Mrsisiravolgs 2 місяці тому +126

    ପ୍ରମ କିଏ କିଏ କରିଛ like ଆସୁ😰😰

  • @AnantaNaik-xg7nk
    @AnantaNaik-xg7nk 2 місяці тому +13

    ସୁନ୍ଦର ଏକ ନମ୍ବର ଭିଡିଓ |❤❤❤❤

  • @HarapriyaHarapriya-i3t
    @HarapriyaHarapriya-i3t Місяць тому +5

    Love emiti Pila ku Kara jaha Saha life katipariba❤❤❤ Au emiti Pila ku Karan Jia dhoka daba

  • @ABVP-INDIAN
    @ABVP-INDIAN 2 місяці тому +83

    କିଏ କିଏ ଏ situation ସହିଚ Like kala

  • @rajeahpradhan
    @rajeahpradhan 2 місяці тому +122

    କାହା କାହା ଆଖିରୁ ଲୁହ ବାହାରି ଆସିଲା 😢 😭😭

  • @Nilusunita
    @Nilusunita Місяць тому +6

    ଭଙ୍ଗା ହୃଦୟ କୁ କେବେ ଯଡି ହୁଅନି ସେଥିପାଇଁ ପ୍ରେମ କରିବାର ଅଛି କହିଲେ successful କରିକି ଦେଖାଅ ଜୀବନରେ ସବୁ ମିଳିବ କିନ୍ତୁ ମନର ମଣିଷ କୁ ଥରେ ପାଇବା ପାଇଁ ଯାହା କଷ୍ଟ ଆସୁନା କାହିଁକି ସହିଯାଇକି ହାତ ଧରିକି ଚାଲ ଆଉ ଦୁନିଆ ର କିଛି ବି ଦରକାର ନାହିଁ କହିବ ❤️🫶💔

  • @DeepakRout-z6h
    @DeepakRout-z6h 2 місяці тому +32

    Verry nice story ❤ ଏହି ଭିଡିଓ ଦେଖିକି ଆଖିରୁ ଲୁହ ଆସିଗଲା 😢 ପୁରା reeal ଭଳିଆ lagila 😮thank you for this 😊 and all the best for future 🎉

  • @chandanmudulivlog1576
    @chandanmudulivlog1576 2 місяці тому +6

    ସତରେ ପାଖରେ ଥିଲାବେଳେ କେହିବି ଭଲ ପାଇବା କୁ ବୁଝି ପାରାନ୍ତିନି ଆଉ ବୁଝିଲା ବେଳକୁ ସବୁ କିଛି ସରିଯାଇଥାଏ😢😢😢

  • @Ranjit99Earning
    @Ranjit99Earning Місяць тому +8

    Dil ku chhuin gala ❤❤❤❤

  • @JyotiJyotiprabhajena
    @JyotiJyotiprabhajena 2 місяці тому +37

    ଯେତେ album ଭିଡ଼ିଓ ମୁଁ youtub ରେ ଦେଖେ ସବୁଠୁ ଆମ ପ୍ରେମ ସାରଙ୍କ ଭିଡ଼ିଓ ୟୁନିକ ❤❤

    • @DarshanMusic
      @DarshanMusic  2 місяці тому +4

      Thanks dear ❤️🥰

    • @jkstyle1969
      @jkstyle1969 2 місяці тому +1

      @@DarshanMusic bhai aamaku Ripley dabani aame kn ate kharap.....😭😭

    • @TunaGouda-w1k
      @TunaGouda-w1k Місяць тому +1

      ​@@jkstyle1969hhghh 2:18 😂😢

  • @SusantKumar-p6o
    @SusantKumar-p6o 2 місяці тому +8

    ମୋର ବହୁତ ଦିନର ଅପେକ୍ଷା ର ଅନ୍ତ ଘଟିଲା ଫାଇନାଲି vidio ଆସିଗଲା thanks prem bhai 👌👌👌👌👌

  • @SantoshNaik9078
    @SantoshNaik9078 15 днів тому +4

    ସତରେ ଭାଇ ଏହି ଟା ନାରୀ ମାନଙ୍କର ଅସଲ ରୂପ ଏହିଟା ରିଲ ନୁହଁ ରିଏଲି thq ଆମେ ଶିଖି ବାର ଅଛି

  • @Gamingzone-01-y2p
    @Gamingzone-01-y2p 2 місяці тому +9

    Prem Bhai joumany love karuthiba like karibo ❤

  • @situ682
    @situ682 2 місяці тому +45

    ଯିଏ ଭାବୁଛ କି ଭାଇ ଙ୍କ ର ସବୁ ଭିଡ଼ିଓ ହିଟ ବୋଲି ସେମନେ ସବୁ ଲାଇକ କର ❤️❤️❤️❤️❤️

  • @BaniDalai
    @BaniDalai 22 дні тому +3

    ସତରେ ଏ ଦୁନିଆ ଟା ବହୁତ ଖରାପ😢😢😢😢😢😢😢😢😢😢😢😢😢😢😢😢😢😢😢😢😢

  • @Soumyamama143
    @Soumyamama143 2 місяці тому +116

    ପ୍ରେମ ଭାଇ ସତରେ ମୋ ହୃଦୟ କିଣି ନେଲ ଆଇ ରିଅଲି ଲଭ ୟୁ ଭାଇ 🥰❤️😘❤️

  • @MissPrachi143
    @MissPrachi143 2 місяці тому +1500

    କିଏ କିଏ ପ୍ରେମ ରେ ଧକା ଖାଇଛ 😒💔🫀😥😔👍

  • @allmusicheart
    @allmusicheart 20 днів тому +3

    ଏପରି ଗିତ ବହୁତ ଭଲ ଲାଗେ ଫିଲ୍ ହେଇଥାଏ 😊

  • @mr.dhirendraproductoin5402
    @mr.dhirendraproductoin5402 2 місяці тому +19

    ରମିଓ ଅଞ୍ଜଳି ସାଙ୍ଗରେ ହିଁ ଭିଡ଼ିଓ କଲେ ଭହୁତ ଭଲ ଲାଗୁଚି ଭାଇନା 👌👌👌👌👌👌👌👌👌

  • @K.L.Ghosh2808
    @K.L.Ghosh2808 2 місяці тому +19

    ପ୍ରେମ ଭାଇ tiktok ଯେମିତି ହିରୋ ଥିଲେ ଏବେବି ସେମିତି ହିରୋ ଅଛନ୍ତି ବହୁତ୍ ଭଲ ଷ୍ଟୋରୀ ହେଇଛି ଭାଇ ❤🎉🎉😊

  • @PrahalladBenayat
    @PrahalladBenayat 13 днів тому +3

    କଣ ଗୀତ ତିଆରି କରିଛ ଭାଇ ଧନ୍ୟବାଦ ❤

  • @SangeetaNayak-l2l
    @SangeetaNayak-l2l 2 місяці тому +89

    ପ୍ରେମ୍ ଭାଇ ଙ୍କ ସବୁ video ପୁରା heart touching ❤❤❤❤

    • @Brokenboy91
      @Brokenboy91 Місяць тому +3

      Yes you are right 👍

  • @DaDdy_is_Live45
    @DaDdy_is_Live45 2 місяці тому +10

    Bhai Mo Hrudaya Bhangila Pari Ae song Mo Hrudaya pain Malam.. Love U Prem Bhai From My bottom Of heart ❤❤❤❤❤😘😘😘😘😘😘😘😘😘

  • @rameshjena1203
    @rameshjena1203 Місяць тому +3

    Kahara story aimiti katichi❤❤❤

  • @HrudayaraGito
    @HrudayaraGito Місяць тому +14

    ଭାଇ Story ଭଲ ଥିଲା କିନ୍ତୁ Emotion ଟା ହେଇପାରିଲାନି, ଲୁହ ବଦଳରେ Comedy ହେଇଗଲା 😁

  • @rajuchinda-t9z
    @rajuchinda-t9z 2 місяці тому +218

    କାହା କାହା କେ Prema Darsan ର song ଭଲ ଲାଗସି ❤

  • @ChikuChiku-co8ms
    @ChikuChiku-co8ms Місяць тому +3

    ଏଇଟା ଭାଇ କଳୀ ଯୁଗ ❤️😔😔😔😔😔😔😔😔😭😭😭😭😭😫😫😩😩😦😦😨😨😨😨😰

  • @0.6ashu
    @0.6ashu 2 місяці тому +6

    Jibanara bhala jinsha miliba bahtu kast jadi bi mili jaye!
    sea bahtu kast deia !!
    na mili lee adhika kast ☺️
    Bhagwan jaha daei chnati taku naye khushi ruha jibana bahtu khushimaya heba!

  • @MalatiSahoo-u4c
    @MalatiSahoo-u4c 2 місяці тому +28

    ସତରେ ବହୁତ ସୁନ୍ଦର ହେଇଛି ❤

  • @BhabanisankarPatra-mm6qg
    @BhabanisankarPatra-mm6qg Місяць тому +3

    ଶୋବୁ ଭାଈ ମାନେ ଝିଅ କୁ ଲୋଭ ପାଇ ବୋନୀ 🥺❤️‍🩹🙏

  • @pabitranaik2539
    @pabitranaik2539 2 місяці тому +8

    Story ବହୁତ ସୁନ୍ଦର😊😢😢😢

  • @deepaknayak4932
    @deepaknayak4932 2 місяці тому +71

    ମାରି ଦେଲା ନା ଗୋଟେ ନୀରିହ ଜିବନ କୁ 😮💔❤️‍🩹🥀

  • @DharatreeNayak
    @DharatreeNayak 17 днів тому +2

    Prem darshan nka sabu vdo mote bahut bhala lage aau mu barambar dekhe😢😢😢😢😊

  • @deepaksamlpuri193
    @deepaksamlpuri193 2 місяці тому +11

    Heart' touching story 👌 Emiti jahasaha heichi se bujhiba 😭 hele jhia pai keve b jibana deba nai kahiki na maa au Bapa b ama paiachanti

  • @ALONEROYALMRUTYU
    @ALONEROYALMRUTYU 2 місяці тому +15

    Waiting for (ବରଷି ଯା ମେଘ ତୁ ବରଷି ଯା) ପାଇଁ

  • @TofanNayakMistiri
    @TofanNayakMistiri Місяць тому +4

    ପ୍ରେମ କରି ତାପାଇଁ ସବୁକିଛି କରି ତଥାପି ସେ ତୁମକୁ ସବୁବେଳେ ଛୋଟ କଥା କୁ ନେଇ income ନେଇ କଷ୍ଟ ଦିଏ ଆଉ କୁହେ ତମକୁ ପାଇଁ ମୁଁ ବହୁତ ପାଏ,,,,,plz କାହା ସହ ଏମିତି ହେଇଛି like କର 💔💔💔🙏

  • @chinmaykumar_777
    @chinmaykumar_777 2 місяці тому +9

    Bhai mu emit end chanhuthili. 😂😢😮 ❤ Really heart touching....❤❤❤❤❤❤❤❤❤

  • @SOUMYA.CREATION_01
    @SOUMYA.CREATION_01 2 місяці тому +8

    ବିଶ୍ଵାସ କର ଏଇଗୀତ ଶୁଣିଲେ ଆଖିରେ ଲୁହ ଆସି ଯାଉଛି😭😭💔💔

  • @rudragamerytff5981
    @rudragamerytff5981 20 днів тому +3

    Satare bhai A duniya ta semiti hni 🥺

  • @hokule6515
    @hokule6515 2 місяці тому +20

    ଦର୍ଶନ ଭାଇ ଆପଣଙ୍କ ଅଭିନୟ ବହୁତ୍ ଉଚ୍ଚକୋଟୀର ,ବହୁତ୍ ପ୍ରସଂଶନୀୟ, ଆପଣକଂ ଅଭିନୟରେ ଚମତ୍କାର ଅଛି । I love you Darsan bhai❤❤❤
    ମୁଁ ବି ଜଣକୁ ବହୁତ୍ ଭଲ ପାଉଥିଲି 7 ବର୍ଷ ଧରି, ସେ ଆଜି ମୋତେ ଚାଡ଼ିକି ଚାଲିଗଲା ଆଉ ଜଣକ ସହ ବାହା ହେଇଗଲା । ଆଜି ମୁ ବି ରେଲୱେ ରେ ଜଣେ ଅଫିସର୍ ପୋଷ୍ଟ ରେ ଅଛି ।

    • @DarshanMusic
      @DarshanMusic  2 місяці тому +2

      Thankyou so much for your love and support ❤️🥰❤️

    • @hokule6515
      @hokule6515 2 місяці тому

      ଆଜି ବହୁତ୍ ଖୁସି ଲାଗୁଛି ଭାଇ ମୋର କମେଣ୍ଟ ର reply dele bhagaban ଆପଣଙ୍କୁ ବହୁତ ଆଶୀର୍ବାଦ କରନ୍ତୁ।​Love you Darsan bhai❤❤❤​@@DarshanMusic

  • @reddy8658
    @reddy8658 2 місяці тому +8

    Amazing story. Love u prema bhai. Really akhire luha asigaala...... 😂😂😂😂😂

  • @ashirbad151
    @ashirbad151 24 дні тому +4

    ଥାଙ୍କ ଭାଈ ଏଇ ଗୀତ ଯିଏ ଲେଖିଛନ୍ତି ବହୁତ୍ ଭଲ ମୋ ଜୀବନ ରେ ମିଶୁଛି

  • @niracreation
    @niracreation 2 місяці тому +32

    ପ୍ରେମ ଭାଇ Fan ଲାଇକ କର ❤❤

  • @biswapuja915
    @biswapuja915 2 місяці тому +6

    Heart touching❤
    But ending tike happy hoethile bhala lagithanta

  • @MaminaMalik-uq1im
    @MaminaMalik-uq1im Місяць тому +3

    ଏତେ କଠରେ ବଚିବା ପଛିକା ମରିଜିବାଟା ଉଚିତି😢🥀🥹

  • @DeepakKumar-oi6oj
    @DeepakKumar-oi6oj Місяць тому +110

    ବହୁତ୍ ଭଲ ଲାଗିଲା କିନ୍ତୁ real life ରେ ବହୁତ୍ କଷ୍ଟ ଦିଏ yaar❤❤❤😮

  • @Rayagada_Couple
    @Rayagada_Couple 2 місяці тому +8

    bhai kon lagila mo really very heart touching vdo...1% bi kaouthi skip mariba pain hata galani....realy very nice.. love from Rayagada ❤

  • @RinkuBhagyaExpress988
    @RinkuBhagyaExpress988 23 дні тому +4

    Nice video love you 💕💕💕💕💕💕💕💕

  • @bullettravellerkishore
    @bullettravellerkishore 2 місяці тому +26

    ଭାଇ ରେ ତୁ ସକାଳୁ ସକାଳୁ କନ୍ଦେଇ ଦେଲୁ ,ଗୀତ ଆଉ ଅଭିନୟ ପୁରା ମୋର ❤ ଛୁଇଗଲା

  • @indrapradhan7469
    @indrapradhan7469 2 місяці тому +20

    ଏହି ଗୀତ ସତରେ ବହୁତ ଭଲ ଲାଗିଲା ଆଖିରେ ଲୁହ ଆସିଗଲା 😢 ବହୁତ ସୁନ୍ଦର ହେଇଛି 😢

  • @AparajitaN
    @AparajitaN Місяць тому +3

    Love you preem Bhai ❤❤❤❤❤❤

  • @laxmidharkumbhar9590
    @laxmidharkumbhar9590 2 місяці тому +111

    ପ୍ରେମ୍ ଭାଇ ବହୁତ ସୁନ୍ଦର ଅଭିନୟ କରିଛ ହୃଦୟକୁ ଛଛୁଇଁଗଲା ଧନ୍ୟବାଦ ❤❤❤❤❤

    • @nanumallick1422
      @nanumallick1422 Місяць тому

      Frre free👿👿😡😈😈🤔🤔

    • @nanumallick1422
      @nanumallick1422 Місяць тому +2

      Hmm bhai💔💔💔💔😭😭😭😭😭😭😭😭😭😭😭😭😭😭

  • @mrperfectnabin2026
    @mrperfectnabin2026 2 місяці тому +26

    ପ୍ରେମ ଭାଇ ❤ love you tumar sabu video ବହୁତ୍ ଭଲ ଥାଏ ଏ video ବି ବହୁତ୍ ଭଲ ଲାଗିଲା

  • @bikashpradhan8793
    @bikashpradhan8793 Місяць тому +4

    Very nice Prem bhai

  • @smrutiranjan156
    @smrutiranjan156 2 місяці тому +7

    Bahuti Badhia Concept Prema Bhai ❤️ Congratulations 🎉
    Sabu Kichi Sarila Pare Nhai Samste Bujhi Parnti Au Sete Bele Ku Kichi Nathae

  • @pscreation2795
    @pscreation2795 2 місяці тому +11

    Wow ଭାଈ ବଢ଼ିଆ ଗୀତ ଟିଏ, ହୃଦୟ କୁ ଛୁଇଁଲା ପରି 🥰

  • @rudranarayansahu7822
    @rudranarayansahu7822 Місяць тому +3

    Pura berhampur style song ta ker kera laguchi❤❤❤❤

  • @nilugouda9438
    @nilugouda9438 2 місяці тому +11

    Pura mind ra feelings change karidauchi bro ,emiti video

  • @DhabalamaniCreations
    @DhabalamaniCreations 2 місяці тому +10

    vai Concept ❤❤ Pure Goosebumps 🎉😢😢

  • @JituJituJitu-i2r
    @JituJituJitu-i2r Місяць тому +6

    Mate bahut khusi lagila je Prem ku ta love miligala❤❤❤❤ I am very happy 😁😁😊

  • @LipuLipu-u7g
    @LipuLipu-u7g 2 місяці тому +9

    Bhai lo what a video
    Last seen re goosebump aasi gala ❤❤

  • @tanmayrana3040
    @tanmayrana3040 2 місяці тому +13

    ସୁନ୍ଦର ହୋଇଛି ଭିଡିଓ ହ୍ରୁଦୟ କୁ ଛୁଇଁ ଗଲା

  • @balabhadratantytanty8917
    @balabhadratantytanty8917 Місяць тому +3

    Mate biso tike deijibu😮😢❤❤❤❤💔💔💔💔very very nice beautiful song

  • @CRICKETKIBAATEIN640
    @CRICKETKIBAATEIN640 2 місяці тому +53

    Million Cross 🤞 Kariba Pakka
    Kan Bhai Sakalu Sakalu Akhiru Luha Bahara Kari delo....

  • @situ682
    @situ682 2 місяці тому +6

    ମତେ ସବୁ ଠୁ ବ୍ରେକ up ଭିଡ଼ିଓ ଲାଗେ ଭାଇ ଙ୍କ ର ❤️❤️❤️❤️🥰🥰🥰

  • @SonunigamJena-mq9pp
    @SonunigamJena-mq9pp 2 місяці тому +12

    Bahut dina hela ei song ra video ku wait karithili finally aji asigala🥰

  • @DilipadiluDilipadilu
    @DilipadiluDilipadilu 2 місяці тому +57

    ସତରେ ତମର ସବୁ song ମୋତେ❤ଭଲଲାଗେ prem Bhai super 👌🎉🎉🎉🎉

  • @asissahoo3598
    @asissahoo3598 21 день тому +3

    Pream bhai ..dil se ❤great 👍

  • @PradiptaDas-mi8lb
    @PradiptaDas-mi8lb 2 місяці тому +9

    Pema bhai sabu album tharu aita pura masta heichi pura heart touching 😢

  • @Pritamtv0
    @Pritamtv0 2 місяці тому +132

    ଏହି ଗୀତ ଦେଖିବା ପାଇ ବହୁତ୍ ଦିନରୁ wait କରିଛି❤

  • @AjayBehera-t9y
    @AjayBehera-t9y Місяць тому +3

    Akhe ru luha ashe jaucee Bhai bohu to sundra story 😢😢😢😢

  • @smrutisethi5037
    @smrutisethi5037 2 місяці тому +10

    Satare Swartha Sari Gale kie Ba kahara 😔 __so Beautiful video 😢❤😢__(💔)__(💔)

  • @situ682
    @situ682 2 місяці тому +91

    ଯେବେ ବି ଆଲବମ ଭିଡ଼ିଓ କରୁଛନ୍ତି ସବୁବେଳେ ହିଟ ସୁପର hit❤️❤️❤️❤️❤️

  • @pritinitesh969
    @pritinitesh969 Місяць тому +4

    କେତେ ଜଣ ଅଛ ନିଜ ପ୍ରେମ ପାଇଁ ମରଣ ସହିତ ଆଖିରେ ଆଖି ମିଶେଇ ଲଢି ପାରିବ
    ମରଣ କୁ ହରେଇ ଦୁନିଆ ଆଖି ଆଗରେ ଗ୍ରୁଣା ର ପାତ୍ର ହେଇ ବଞ୍ଚିପାରିବ ମରଣ ମୁଁହ ରୁ ଉଠିଲା ପରେ ପୁଣି ସେଇ ଝିଅ କୁ ମନରେ ସାଇତି ପାଗଳ ପରି ବଞ୍ଚି ପାରିବ ତ ମୁଁ ମାନିବି ସେ ପ୍ରକୃତ ରେ ଭଲ ପାଉଛି।
    ଜୟ ଜଗନ୍ନାଥ ❤❤❤❤❤❤❤❤😭😭😭😭😭😭😭😭😭😭😭😭💔💔💔💔💔💔💔💔💔

  • @someswarbhuyan8218
    @someswarbhuyan8218 2 місяці тому +11

    Jabardast hoichi video ta
    Video dekhi ki mo akhi re luha asigala..❤❤❤

  • @SR_SAHOO_4U
    @SR_SAHOO_4U 2 місяці тому +9

    Sir gift part pura heart re lagila 🥀🥺💔

  • @sanubhaiodiatoka1978
    @sanubhaiodiatoka1978 Місяць тому +7

    ମୋ ହୃଦୟ ଛୁଇଁଲା ❤❤ ପ୍ରେମ୍ ଭାଇ