"ଥାନାରେ ନାଇଟ ପିନ୍ଧି ବସିବେ ସୁରକ୍ଷା ଦେବେ କଣ" | Sofia Firdous Demands Strict Action Against Accused Cop

Поділитися
Вставка
  • Опубліковано 9 лис 2024

КОМЕНТАРІ • 929

  • @bibhuprasadmohapatra6941
    @bibhuprasadmohapatra6941 Місяць тому +108

    ଧନ୍ୟବାଦ ଫିର୍ଦୋଷ, ତୁମେ ଠିକ କଥା କହିଛ, ଏଠି କିଛି ରାଜନୀତି ଆମର ଦରକାରନାହିଁ. ମହିଳା ସୁରକ୍ଷା ନିହାତି ଦରକାର. ଦୁଷ୍କର୍ମ କରିଥିବା ପୋଲିସକର୍ମୀ ମାନଙ୍କୁ ଶକ୍ତ କାନୁନ ରେ ଦଣ୍ଡ ଦିଅନ୍ତୁ. Thanks କଟକ ଝିଅ ଫିର୍ଦୋଷ. 🙏🌹

    • @royalindian6897
      @royalindian6897 Місяць тому +1

      She is talking about crime against women. Their govt brought Odisha on top 3 rank in crime against women.

    • @dambarudharjani-qd8pr
      @dambarudharjani-qd8pr Місяць тому

      Right

    • @indrajitdehuri8507
      @indrajitdehuri8507 Місяць тому

      ମୁଁ ବି ସହମତ ଦୋଷୀକୁ ଦଣ୍ଡ ନିହାତି ମିଳିବା ଦରକାର

  • @SadhabanandaPanda
    @SadhabanandaPanda Місяць тому +282

    ଭାରତର ସମ୍ବିଧାନ କୁ ଓଡ଼ିଶାର ପୋଲିସ ମାନୁନାହିଁ କେଉଁ ପ୍ରକାରର ବ୍ୟବସ୍ଥା

  • @sanjaynanda992
    @sanjaynanda992 Місяць тому +201

    ସାଧାରଣ ଲୋକ ପାଇଁ କେହି ନାହିଁ, army major ପାଇଁ army ବାହାରିଲେ, ଆମ ପାଇଁ କେହି ନାହିଁ ଭାଗ୍ୟ ଦୋଷ ଦେବା.

    • @Sk-ex2hr
      @Sk-ex2hr Місяць тому +4

      Army wala nka unity achi auo seta rahiba darkar

    • @sarojmirdha362
      @sarojmirdha362 Місяць тому

      Prakut re sat

    • @arjunamelaka5848
      @arjunamelaka5848 Місяць тому +1

      Police doso deba bohut sohojo

    • @SkKajal-f9b
      @SkKajal-f9b Місяць тому

      Thik kahilo

    • @barshadash2230
      @barshadash2230 Місяць тому +3

      ସାଧାରଣ ଲୋକ ତ ନିଜେ ନିଜର ନୁହେଁ

  • @sanjaynanda992
    @sanjaynanda992 Місяць тому +357

    ସୋଫିଆ ଭଳି educated ଦକ୍ଷ ନେତ୍ରୀ, ଓଡିଶା ରେ ୟୁନିକ, ବାପା ପରି ଝିଅ ଟ୍ୟାଲେଣ୍ଟେଡ, best mla ଓଡିଶାରେ

    • @Keyboardwarriors0789
      @Keyboardwarriors0789 Місяць тому +16

      ମୂର୍ଖ ନେତ୍ରୀ

    • @LaxmipriyaMurmu442
      @LaxmipriyaMurmu442 Місяць тому +10

      Bedhiya maikina

    • @samirkumartripathy2348
      @samirkumartripathy2348 Місяць тому +12

      Aachha ta Palestine flag Bhaichara ra sahara re kemiti udila tara kichhi gyana bi diantu madam

    • @VYASADEVSINGH
      @VYASADEVSINGH Місяць тому +2

      Mo bando kichi dino rhoo

    • @soumyaranjan4333
      @soumyaranjan4333 Місяць тому +14

      ଆଛା ସେଥି ପାଇଁ Palastine flag ଉଠାଉଛନ୍ତି ଆଉ Pakistan Zindabad କହୁଛନ୍ତି।

  • @SadhabanandaPanda
    @SadhabanandaPanda Місяць тому +195

    ଓଡ଼ିଶାର ପୋଲିସ ଉପରେ ସରକାର ଙ୍କର କଡ଼ା ଦୃଷ୍ଟି ରହିବା ଉଚିତ୍

  • @biswanathmishra9694
    @biswanathmishra9694 Місяць тому +99

    CCTV ଥାନାରେ କଣ ହେବ.. !!!!ରାସ୍ତାରେ ଲଗାଇଲେ FINE ଟଙ୍କା ମିଳିବ... ପକେଟ୍ କୁ କିଛି ଖର୍ଚ୍ଚ ମିଳିଯିବ.... 🙄🙄

  • @Coolsusant
    @Coolsusant Місяць тому +85

    Major ପାଇଁ army ବାହାରିଲା ଏଠି ସାଧାରଣ ଲୋକ ହେଇଥିଲେ କେହି ଗୋଟେ ଏ ଯୋଉ ବଡ଼ ବଡ଼ ନେତା ଆଗକୁ ଆସୁଛନ୍ତି କେହି ଗୋଟେ ଦେଖା ଯିବେନି

  • @dibyashreedas562
    @dibyashreedas562 Місяць тому +118

    Right speech sofia mam

  • @gautamsenapati4591
    @gautamsenapati4591 Місяць тому +51

    Best arguement, really appreciable,, sofia ji jai hind

  • @ajitakumarsahoo9458
    @ajitakumarsahoo9458 Місяць тому +83

    ପୋଲିସ 😢😢
    ଓଡିଶା ପୋଲିସ 😢😢😢
    ଧିକ୍କାର 😢😮

    • @user-qe9tp9hi4u
      @user-qe9tp9hi4u Місяць тому

      ମୋର ଦୃଢ ବିଶ୍ବାସ ସତ୍ୟ ଜୀତିବ ମିଥ୍ୟା ଝାଉଁଳି ଯିବ ! କିଏ ସତ କିଏ ମିଛ ପୋଲିସ ନା ଆର୍ମି ।

  • @gopinathakisku7804
    @gopinathakisku7804 Місяць тому +69

    ଦୋଷୀ ପୋଲିସ ଙ୍କୁ ଦଣ୍ଡ ଦେବା ପାଇଁ ଜନତାଙ୍କ ସୁଯୋଗ ଦିଆଯାଉ 🙏

  • @binayakumarsahu6734
    @binayakumarsahu6734 Місяць тому +15

    U r right Sofia Mam...Realy ur speech is straight and truthfull.

  • @yeshsahoo6027
    @yeshsahoo6027 Місяць тому +11

    ପୁରା ଭାରତ ରେ ବଦନାମ ଓଡ଼ିଶା ଆଜି

  • @chaitanmurmu8410
    @chaitanmurmu8410 Місяць тому +26

    ପ୍ରତି ଥାନା ରେ ହୋଉଛି, ଏଭଳିଆ ଗରିବ ଲୋକଙ୍କକଥା ତ ଶୁଣନାହାନ୍ତି iic

  • @sumitkumardas506
    @sumitkumardas506 Місяць тому +13

    Best MLA candidate of Odisha

  • @sudhanshusekharmahapatra5078
    @sudhanshusekharmahapatra5078 Місяць тому +5

    ଏଠି ସାଧାରଣ ଲୋକ ହୋଇ ଥିଲେ, ଓଡିଶା ପୋଲିସ ତାକୁ ବଡ ବଡ ଧାରା ଲଗାଇ ତାକୁ ଜେଲ ପଠାଇ ଦିଅନ୍ତେ

  • @sangramkesharibehera379
    @sangramkesharibehera379 Місяць тому +8

    Ex major ଙ୍କ ସହ ଯଦି ଏମିତି ସାଧାରଣ ଲୋକଙ୍କ ପାଇଁ ଥାନା ରେ କେମିତି ବ୍ୟବହାର ହଉଥିବ🙏

  • @jasoji
    @jasoji Місяць тому +9

    ସୋଫିଆ madam Rahul Khan କୁ ଟିକେ ବୁଦ୍ଧି ଦେଉନ 🤣

  • @ashokmallick3087
    @ashokmallick3087 Місяць тому +18

    Perfect MLA

  • @santoshpattanayak-cg6fq
    @santoshpattanayak-cg6fq Місяць тому +24

    Mohan majhi babu se iic dinkrushna ku arrest karantu.

  • @chandan_dalei6610
    @chandan_dalei6610 Місяць тому +22

    Right 👉 correct sofia firdos 👍

  • @hrusikeshmallik3221
    @hrusikeshmallik3221 Місяць тому +23

    ଏ ସରକାର ତୁରନ୍ତ ଓଡ଼ିଶା ପୋଲିସ୍ ପାଇଁ ଡ୍ରେସ୍ କୋଡ ବଦଳାଇ ନାଇଟ୍ ଓ ଲୁଙ୍ଗି ରଖନ୍ତୁ, ଓଡ଼ିଆ ଅସ୍ମିତାର ପରିଚୟ ଠିକ୍ ହବ । ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ଆଜି ଓଡ଼ିଶାର ଲଜ୍ଜା ଲାଗୁନାହିଁ।

    • @jyotiranjankhadiratna
      @jyotiranjankhadiratna Місяць тому +1

      Thik kahile apana

    • @royalindian6897
      @royalindian6897 Місяць тому

      ଆଜ୍ଞା, ଏ ମାସେ ଦୁଇ ମାସର ଅଭ୍ଯାସ ନୁହେଁ। ଆଉ କିଏ ଲୁଙ୍ଗି ପିନ୍ଧାଇ ଥିଲା, ଆପଣ ବି ଜାଣନ୍ତି। ଓଡିଶାର ଆଇନ୍ ପରିସ୍ଥିତି ବିପର୍ଯ୍ୟସ୍ତ ଆଜି ଆପଣଙ୍କ ମନେ ପଡିଲା? ଏତେ ଦୋଗଲା ମାନସିକତା କାହିଁକି? ମନେ ଅଛି ମମିତା ମେହେର ହତ୍ଯା। ହତ୍ଯା କରି କି ପୋଡି ଦେଲେ ଯେ ପରିବାର ଲୋକ ଝିଅର ଅନ୍ତିମ ସଂସ୍କାର କରି ପାରିଲେନି। ପୋଲିସ୍ ଝିଅର ପରିବାରର FIR ରଖିଲା ନାହିଁ। କାରଣ ଗୃହ ମନ୍ତ୍ରୀ ଦିବ୍ଯଶଙ୍କର ନିଜେ ସଂଶ୍ଲିଷ୍ଟ ଥିଲେ। ପରେ ଗୋବିନ୍ଦ ସାହୁକୁ ଜେଲ୍ ଭିତରେ ମାରି ଦେଲେ।
      ସେତେବେଳେ ଆଇନ୍ ଠିକ୍ ଥିଲା। ଶହଶହ ଉଦାହରଣ ଅଛି।
      ବେଶୀ ଚାମଚାଗିରି ଭଲ ନୁହେଁ।

    • @somanathkishan4910
      @somanathkishan4910 Місяць тому

      ମାଡାମ ସେ ବିଷୟରେ କିଛି କହିବାକୁ ସତ୍ ସାହାସ ନାହିଁ। ​@@royalindian6897

  • @1980deepakdihudi
    @1980deepakdihudi Місяць тому +3

    ଅଧିକା ଗପ୍ପୁଚ madam ସେ ଝିଅ ମଦ୍ ପି ରାତିରେ କଣ କରୁଥିଲେ,କିଛି ନଜାଣି ଖାଲି ଗପୁଚ

  • @BibunaBibhuti
    @BibunaBibhuti Місяць тому +25

    Right your speakers thanks to your indications madam

  • @pravatkumarpradhan6672
    @pravatkumarpradhan6672 Місяць тому +12

    Thik katha mam

  • @missskywalker2588
    @missskywalker2588 Місяць тому +11

    Well educated..well said mam 👏👏👏👏

  • @biswabhusanswain2598
    @biswabhusanswain2598 Місяць тому +10

    ନାଇଟି କାହିଁ ପିନ୍ଧି କି ବସିଛନତି ଚଡି ପିନ୍ଧି ବସୁ ନାହାନ୍ତି

  • @keshabamajhi3650
    @keshabamajhi3650 Місяць тому +20

    ସେହି ପୋଳିସ ମାନଙ୍କୁ suspent କରନ୍ତୁ

  • @amareshamohanty69
    @amareshamohanty69 Місяць тому +44

    ଭୁବନେଶ୍ବର ରେ ଯେପର୍ଯ୍ୟନ୍ତ ପାଉଡର ବେପାର ସଂପୂର୍ଣ୍ଣ ବନ୍ଦ ନ ହେବ , ସେ ପର୍ଯ୍ୟନ୍ତ ମହିଳା କିମ୍ବା ସାଧାରଣ ଜନତା ସୁରକ୍ଷିତ ନୁହନ୍ତି । କାରଣ ଓଡ଼ିଶାର ଯେଉଁ ଯେଉଁ ଠାରେ ଏ ବେପାର ଖୁଲମ୍ ଖୁଲା ଚାଲୁଛି ସେଠାରେ ସ୍ଥାନୀୟ ପୋଲିସ ଅଫିସର ଏବଂ କର୍ମଚାରୀ ମାନେ ମାସିକିଆ ବଟି ନେଉଛନ୍ତି ।

    • @rocklipu1855
      @rocklipu1855 Місяць тому

      Aaj ka time mein ladkiyan bahut ghatiya hai... Bt ladkon ko dost deta hai.. isiliye ladki ko Suraksha nahin Dena chahie agar Dena chahie to ladka aur ladki donon ko same Dena chahie... Ghatiya ladki Ko nahin 👊🤬🤮

  • @dingarkumbhar2024
    @dingarkumbhar2024 Місяць тому +11

    ଓଡିଶା ପୋଲିସ ର ଏଭେରେଜ ଇନ୍ସପେକ୍ଟର, ଅଫିସର ବିଶ୍ରୁଂଖଲିତ ଓ ସ୍ବାଧୀନତା ପୂର୍ବ ର ଇଂରେଜ ପୋଲିସ ପରି ବ୍ୟବହାର କରୁଛନ୍ତି

  • @ShaktiKhuntia-h3w
    @ShaktiKhuntia-h3w Місяць тому +11

    Great sister

  • @bibhutisahu4204
    @bibhutisahu4204 Місяць тому +1

    ପଚିଶ ବର୍ଷ ବିଜେଡି ସରକାର ସିସିଟିଭି ଲଗାଇଲାନି କାହିଁକି, ଏ ତିନି ବର୍ଷ ର ସରକାର କୁ ଦୋଷ ଦଉଛ

  • @PrakashRout-u2d
    @PrakashRout-u2d Місяць тому +16

    Odisha All police station failure

  • @amitmk403
    @amitmk403 Місяць тому +5

    ଅଙ୍କିତା ଯାହା କରିଛନ୍ତି ବହୁତ୍ ଭଲ ହେଇଛି କାରଣ ସେ ଓଡ଼ିଶା ଝିଅ ନୁହ ସେ Army ମେଜର୍ ଙ୍କ ଝିଅ

  • @susantkumarmohanty9411
    @susantkumarmohanty9411 Місяць тому +4

    ଯଦି ଜଣେ army officer ଙ୍କ ସଙ୍ଗରେ ଏମିତି ହୋଇ ପାରେ????? ତା ହେଲେ ସାଧାରଣ ଲୋକ ଙ୍କ ସଙ୍ଗରେ କଣ ନ ହେଉଥିବ 😢😢😢😢😢???????? totally ଥାନା ଅଧିକାରୀ ଙ୍କୁ ଚାକିରି ରୁ ବାହାର କରା ଯାଉ

    • @manofstone-xo3pq
      @manofstone-xo3pq Місяць тому

      Bhai army officer ra bhi bhul achi mada pi rati re gadi chalauchi urbi wife ra hita hita gyana nahi dhamki douchi odisha police ku army desha ra suraksha pain na ki army rank re miss use kari mada pi gadi chalai loka mananku hairan kariba

  • @pinkysethi7537
    @pinkysethi7537 Місяць тому +6

    ଆଜି ନବୀନ ଶାସନ ଆଉ ମୋ ସରକାର କଥା ମନେ ପଡେ।

  • @satyadhal555
    @satyadhal555 Місяць тому +5

    Sofia mam personally i am ur fan for ur dedication and speach good support for all human beinga

  • @ratikantapanda120
    @ratikantapanda120 Місяць тому +5

    ସମସ୍ତ ପୋଲିସ ଙ୍କୁ ତୁରନ୍ତ ଫାଶୀ ଦିଆଯାଉ

  • @bishnuprasadmishra8830
    @bishnuprasadmishra8830 Місяць тому +10

    Nice madam

  • @kunjamohanmishra69
    @kunjamohanmishra69 Місяць тому

    ଜଣେ ବିଧାନ ସଭ୍ୟା ହେଲେ ବି ଦେବା ଅଂଶୀ।।।।।।।।

  • @subashchandra5589
    @subashchandra5589 Місяць тому +16

    Absolutely true madam💯

  • @ritandhal2238
    @ritandhal2238 Місяць тому

    Are ପଠାଣି ଲେଡି ପୋଲିସ ଜଣକ ପୁଣି ନିଜ ନାଇଟ୍ କୁ ସୁରକ୍ଷା କୁ ଦେବେ ନା ନହିଁ

  • @MGSBlogs4487
    @MGSBlogs4487 Місяць тому +33

    ନବୀନ ବାବୁ ଥିଲେ ପୋଲିସ ଙ୍କର ଟିକେ ଭୟ ଥିଲା

  • @nepalkisan5418
    @nepalkisan5418 Місяць тому +6

    ସବୁ ଠିକ କଥା କହୁଛନ୍ତି।କିନ୍ତୁ ନାରୀ ମାନେ ରାତି 1ଟାଏ ରେ ମଦ ପିକି ବୁଲିବା ଟା ଠିକ କଥା କି

    • @sudeshnanayak765
      @sudeshnanayak765 Місяць тому

      Pura thik pua mane bulibe ,jhiya kahiki bulibani

    • @pragyanparamitabiswal4432
      @pragyanparamitabiswal4432 Місяць тому

      Apan mane drinks kariki comment maribe...se drinks karidela ta se kharab...
      Hau agree karuchi ki se drinks karithila seta bhul.. Normal loka nka katha tk bhaabantu semane kn safe ki...

  • @youtuberyoutuber8910
    @youtuberyoutuber8910 Місяць тому +35

    Sofiya didi ro jabab diwo sarkar

    • @aimimboss4540
      @aimimboss4540 Місяць тому

      Sofia bhauja ra jabab dei paribe nahi kehi bhi

    • @samirkumartripathy2348
      @samirkumartripathy2348 Місяць тому +1

      Palestine flag udithila Cuttack re ketejanana arrest hele yaa nadani me hogeyatha

    • @mukeshtandi9578
      @mukeshtandi9578 Місяць тому

      ​@@samirkumartripathy2348 BJP ra rakhel speakerer kana kahesi bartaman issue ra kuhajau

    • @indography1
      @indography1 Місяць тому

      @@samirkumartripathy2348 highcourt kahila semiti kichi asubidha nhi , tu kn pain ge ge hauchu

  • @subaspatra9754
    @subaspatra9754 Місяць тому +2

    Thank madam for your statement

  • @Similipalclasses
    @Similipalclasses Місяць тому +8

    Odisha re gunda giri sarakari agency achhanty

  • @ShibaBehera-p4i
    @ShibaBehera-p4i Місяць тому +6

    ପୋଲିସ କୁ ସ୍ୱାଧୀନତା ଦିଆଯାଉ, ରାଜନୀତି ରୁ ମୁକ୍ତ କରାଯାଉ

  • @BhubaneswarChhatria-u2m
    @BhubaneswarChhatria-u2m Місяць тому +3

    ନାଇଟୀ ରେ ସୁରକ୍ଷା ଦେଲେତ ଭଲ ସୁବିଧା ହେବ mam ଛାଡ଼ ହୋ ବୁଝିବା ଲୋକ ଠିକ୍ ବୁଝିବ

    • @prakashsoreng9193
      @prakashsoreng9193 Місяць тому

      @@BhubaneswarChhatria-u2m bhai se nighty pindhiki duty karuchanti se video kouthu miliba ?

  • @pareshrout3026
    @pareshrout3026 Місяць тому +6

    ଗୋଟେ କଥା ମନକୁ ଆସୁଛି ସେ ମହିଳା ଙ୍କ ସେଦିନ ରାତି ଭିଡିଓ ଦେଖିଲେ ଲାଗୁନି ତାଙ୍କୁ ପୋଲିସ ଦୁର୍ବ୍ୟବହାର କରୁଥିଲା ନା ପୋଲିସ କୁ ନିର୍ଯ୍ୟାତନା ଦେଉଥିଲେ । ଆଉ କାଲି ର ଭିଡିଓ ଦେଖିଲେ ଲାଗୁଛି ସେ ବହୁତ ଭଲ କଳାକାର ,ସେନା ର ଆଢୁଆଳରେ ରେ ଏ ରାଜନୀତି ନାଟକ ଚାଲିଛି। ମୁଁ କେବେ ବିଜେପି କୁ ସମର୍ଥନ ଦିଏନି ,ହେଲେ ଏବେ ଯାହା ହଉଛି ମହିଳା ନାଟକ। ଜଣେ କଣ ସେନା ରେ ରହିଲେ ଯାହା ତାହା କରିବେ।ସେମାନେ ସେତେ ରାତି ରେ ରାସ୍ତା ରେ ମଦ ବୋତଲ ଧରି ଗାଡି ରେ କଣ କରୁଥିଲେ ?? ସେ ମହିଳା ତା ସେନା ଅଧିକାରୀ ଙ୍କ ସ୍ତ୍ରୀ ନୁହନ୍ତି । ମିଡ଼ିଆ ରାଜନୀତି କରୁଛି ,ଆଉ ସେ ମହିଳା ଙ୍କ କଳା କାରନାମା କୁ ସେନା ନାଁ ରେ ଲୁଚାଉଛି

    • @sushantasahu6107
      @sushantasahu6107 Місяць тому

      ଗୋଟେ କଥା ହେଲା ଗଙ୍ଗା ଯିବା କଥା ସମସ୍ତେ ଭାଷଣ ମାରିବେ କିନ୍ତୁ ଗୋରୁ ମାରିବା କଥା କେହି କହିବେନି। ସେ ଅଭିଯୁକ୍ତ ହୁଅନ୍ତୁ କିମ୍ବା ଅଭିଯୋଗକାରୀ ହୁଅନ୍ତୁ।

    • @rajendrajenabhairav3996
      @rajendrajenabhairav3996 Місяць тому +1

      Sach kya he ...investigation ke baad pata chalega !

    • @BabluBhoi-b1c
      @BabluBhoi-b1c Місяць тому

      99% log ek taraf aur yeh bhaisahab ek taraf

  • @DanduPradeeppatra
    @DanduPradeeppatra Місяць тому +1

    Thnx madam

  • @MsDelivery
    @MsDelivery Місяць тому +3

    ସଲେ ଭୋଟ ଜୀବି ନୋଟ୍ ଜୀବି ରାଜନେତାଙ୍କ ଘେରାଉ କରି ବିଧାନ ସଭାରେ ନୁଆ ନିୟମ ଲାଗୁ କରିବାକୁ ହେବ

  • @reenapradhan2655
    @reenapradhan2655 Місяць тому

    ଧନ୍ୟବାଦ ଆପଣ right ✅ katha kahuchhanti sister କିନ୍ତୁ ଆର୍ମି ଲେଡିଜ ବୋଲି ଆଜି କଥା ଟି ବାହାର କୁ ଆସିଲା କିନ୍ତୁ ଆମ ପରି ସାଧାରଣ ମହିଳା ଙ୍କୁ କିଏ ସହଯୋଗ କରିବା ପାଇଁ ନାହାଁନ୍ତି

  • @RajaNayak-i3x
    @RajaNayak-i3x Місяць тому +5

    Jay Congress

  • @sudhanshusekharmahapatra5078
    @sudhanshusekharmahapatra5078 Місяць тому +2

    ଓଡିଶା ପୋଲିସ ଏଠି ଲୋକଙ୍କ ବଡ଼ ଶତ୍ରୁ ପାଲଟି ଯାଇଛନ୍ତି

  • @manoranjanmullick3487
    @manoranjanmullick3487 Місяць тому +9

    ମୋଦି ଯୋଗୁ ଓଡିଶା ରେ କୁଶାସନ ଚାଲିଛି, ଅପେକ୍ଷା କର କଂଗ୍ରେସ ଆସିଲେ ସବୁ ପୋଲିସ ହେବେ ସାବାଡ଼ 🙏

  • @sumidevswain1898
    @sumidevswain1898 Місяць тому

    ତୁମ ରାଜନୀତି କରୁଥିବା ଲୋକ କେବଳ କହିବା ସିଖିଚ ସବୁ ତୁମ ପାଇଁ. ଆଗ ତୁମେ ଠିକ୍ ହୁଅ ତା ପରେ କହିବ

  • @AmulyaMallick-b9l
    @AmulyaMallick-b9l Місяць тому +11

    Nighty heichhi ventilation paain😅garam hauchhi jetiki paban b tk jiba darkar ki nahin??Thana re ta sabuthu besi garam,,so govt allow Karu sabu thana re mahila police nighty pindhantu😜😜

  • @bharatipradhanswain2722
    @bharatipradhanswain2722 Місяць тому +1

    ଅହଂକାରୀ ପ୍ରକୃତିର ମହିଳା ଯିଏ କି କୋଉଠି କାହା ସିଟ୍ ରେ ବସି ଯିବେ

  • @chitaranjandas8878
    @chitaranjandas8878 Місяць тому +5

    Sadharana janata heithile case ku pura dabei deithante

  • @johnlenka7099
    @johnlenka7099 27 днів тому +1

    Suspend kahinki jail bhitore purantu

  • @BasantaBehera-gl3li
    @BasantaBehera-gl3li Місяць тому +11

    ମିଛୁଆ ସରକାର କିଛି କରି ପାରିବନି ଖାଲି କ୍ୟାମେରା ଆଗରେ ତୁଚ୍ଛା ଭାଷଣ ଦେବେ

  • @purnaodisha5712
    @purnaodisha5712 Місяць тому

    ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ପୋଲିସ ଥାନାରେ କ'ଣ ହୋଇଥଲା

  • @rasanandanaik4263
    @rasanandanaik4263 Місяць тому +4

    Ur right mla madam

  • @iswarkhilar2993
    @iswarkhilar2993 Місяць тому +1

    Madam ଆପଣ ଆଉ ଟିକେ ଆଗରୁ ବାହାରୁନଥିଲେ କଣ ପାଇଁ ଏବେ କଣ ଦେଖାଗଲା କି. ଏଠି political ବେସି ଚାଲିଛି. 1st case କଣ ହେଇଛି investigation ସରିବାକୁ ଦିଅନ୍ତୁ ଯିଏ ଦୋଷୀ ସିଏ ସଜା ପାଇବା ଦରକାର but ଆମ police system ku kehi ଖରାପ କହିବା ଗୋଟେ ଓଡିଶା ପାଇଁ ଲଜ୍ୟା ର କଥା political ବନ୍ଧ କରନ୍ତୁ ନାରୀ କୁ ସୁରକ୍ଷା ନାରୀ କୁ ସନ୍ନମାନ ଦିଅନ୍ତୁ aau ଓଡିଶା police always best kehi bi ama odisha କୁ ଖରାପ କୁହନ୍ତୁ ନାହିଁ 🙏🙏🙏🙏ଯିଏ ଦୋଷ କରିଥିବ ସିଏ ସଜା ପାଇବ Indian army and odisha police ଏକ ଏହାକୁ ନେଇକି କେହି ରାଜନୀତି କରନ୍ତୁ ନାହିଁ 🙏🙏🙏

  • @NSkantKumar
    @NSkantKumar Місяць тому +5

    ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉🎉
    ପାପରୁ କ୍ଷମା ଅନନ୍ତ ନର୍କ ଦଣ୍ଡରୁ ରକ୍ଷା ସ୍ୱର୍ଗୀୟ ଅନନ୍ତ ଜୀବନ ଶାନ୍ତି ବିଶ୍ରାମ ସାନ୍ତ୍ଵନା ପାଇବାକୁ ହେଲେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର 🎉🎉
    ପାପର ଦୁନିଆଁ ଅସ୍ଥାୟୀ ଜୀବନ ଈଶ୍ୱର ବିଶ୍ବାସ ମଧ୍ୟରେ ଏହା ହିଁ ଜୀବନର ସାର ସତ୍ୟ 🎉🎉

    • @cloud9_200
      @cloud9_200 Місяць тому

      କି ପାଗଳ ରେ ତୁ

  • @nabinchpadhi1781
    @nabinchpadhi1781 Місяць тому

    Very good talented MLA of Cuttack, God bless you go ahead for the general public

  • @rabi6071
    @rabi6071 Місяць тому +7

    Police sir mane bhabuchonti semane nije nije doubl engine sarkar

  • @bibhutisahu4204
    @bibhutisahu4204 Місяць тому

    ମହିଳା ସୁରକ୍ଷା ପ୍ରଥମ, ହେଲେ ମହିଳା ଯଦି ରାତି ଦି ଟା ରେ ମଦ ପିଇ ଉତ୍ପାତ ହେଵା ଠିକ କି

  • @Odiaclasic
    @Odiaclasic Місяць тому +3

    ନା ଏ ମିଡ଼ିଆ, ନା ଏ ଫାଲତୁ ଲୋକଙ୍କର କିଛି କାମ ଧନ୍ଦା ନାହିଁ l ନିୟମ ଅନୁସାରେ ଯେତେଯାଏ ଯେତେଯାଏ ଦୋଷ ସାବ୍ୟସ୍ତ ନ ହୋଇଛି ସେତେଯାଏ କାହାକୁ ଜେଲ କଣ ଦୋଷୀ ବୋଲି ବି କୁହାଯାଇ ପାରିବ ନାହିଁ l ସରକାର action mood ରେ ଅଛନ୍ତି, ଏଣୁ ତଦନ୍ତ ଚାଲିଛି l ତଦନ୍ତ 4/5 ଦିନ ଲାଗିବ l ତଦନ୍ତ ପରେ ଯଦି ଦୋଷୀ କୁ ଦଣ୍ଡ ନ ମିଳିବ ତେବେ ଆପଣ ରାସ୍ତା କୁ ଓଲ୍ହାଇବେ l ମୂର୍ଖ ଆଉ ପାଗଳ ରାଜନେତା ଙ୍କ ଭଳି ଜେଲ ଦିଅ, ଫାସୀ ଦିଅ ବୋଲି କାହିଁକି ହେଉଛ l ଯଦି ପୋଲିସ ଵାଲା ନିର୍ଦୋଷ ହୁଏ ତେବେ ତାଙ୍କ ସଂମାନ ଫେରେଇବାକୁ ରାସ୍ତା କୁ ଓଲ୍ହେଇବେ କି..... ଯଦି ନା, ତେବେ ଅନ୍ୟ କାହାର ସନ୍ନମାନ ହାନି କରିବା ପୂର୍ବରୁ ତଦନ୍ତ ଶେଷ ହେବାକୁ ଅପେକ୍ଷା କରନ୍ତୁ l ଦେଖିବେ ଶେଷରେ ଉଭୟ ଦୋଷୀ ବାହାରିବେ l ଏମାନେ ବି ଆଇନ ହାତକୁ ନେଇକି ପୋଲିସ ଉପରେ ଆକ୍ରମଣ କରିଥିବେ ଆଉ ପୋଲିସ ଵାଲା ବି ଶେଷରେ ପ୍ରତିଉତ୍ତର ଦେଇଥିବେ କିନ୍ତୁ ସେ ମହିଳା ଜଣକ ଯେପରି କହିଲେ, ତାଙ୍କ ବ୍ରା ଖୋଲିଦେଲେ, ଛାତି କୁ ନାତ ମାରିଲେ, ପେଣ୍ଟ ଟିକେ ତଳକୁ ଖସାଇଦେଲେ.... ଏଗୁଡା ସବୁ ତଦନ୍ତ ରେ ଜଣାପଡିବ l ଭିଡ଼ିଓ ରେ ସ୍ପଷ୍ଟ ଜଣାପଡୁଛି ମହିଳା ଜଣଙ୍କ ହଁ ଯାହା କରୁଛନ୍ତି ବା କହୁଛନ୍ତି କିନ୍ତୁ ପୋଲିସ ଵାଲା ପୁରା silent, ସେଥିପାଇଁ ଧର୍ଯ୍ୟ ଧର ତଦନ୍ତ ସରିବା ଯାଏ l ବିଜେଡି ସମୟରେ ବେବିନା, ଛବିରାଣୀ, ମମିତା, ପରି ଭଳି ବହୁ ନାରୀ ଜୀବନ ହରେଇଲେ, ତାଙ୍କର ନା ତଦନ୍ତ ରିପୋଟ ଆସିଲା ନା କାହାକୁ ଦଣ୍ଡ ମିଳିଲା, ସେତେବେଳେ ଆପଣ ମାନେ କୋଉଠି ସବୁ ଉଷୁମ ହୋଉଥିଲେ, ଏବେ ଯାଇକି ସେଇଠି ଥାନ୍ତୁ l ତଦନ୍ତ ସରିଲେ ପୋଲିସ ହେଉ କି army ହେଉ ଯିଏ ଦୋଷୀ ଆମେ ମିଶିକି ଦଣ୍ଡ ପାଇଁ ସ୍ୱର ଉଠେଇବା, ଦୟା କରି ବର୍ତମାନ ଏ ପ୍ରହଶ୍ଚନ ବନ୍ଧ କରନ୍ତୁ

    • @deepakkumarsahoo5544
      @deepakkumarsahoo5544 Місяць тому

      Etiki kuha bhai model police station re CCTV lagini,Khali government ku support karibaku baharipadila

  • @realman-x9n
    @realman-x9n Місяць тому

    ଆଜ୍ଞା ଡବଲ ଇଞ୍ଜିନ ସରକାର ନାଁ ଓ ରଙ୍ଗ ବଦଳେଇଲା ହେଲେ ଥାନାରେ CCTV ଲଗେଇ ପାରିଲା ନାହିଁ. ଡବଲ ଇଞ୍ଜିନ ଆସିଛି କଣ ନାଁ ଓ ରଙ୍ଗ ବଦଳେଇ ବାକୁ😂😂😂😁😁😁😁

  • @rajeshbehera8116
    @rajeshbehera8116 Місяць тому +5

    DGP KHURANIA KU TRANSFER KARA PUNJAB/ HARIYANA KU FULL TIGHT KARIDIA JIBA ANIL BIJA , BHUPINDER HOODA, MANISH TIWARI LOOK KARIBE

  • @rupalihembram1327
    @rupalihembram1327 Місяць тому +1

    Good going madam🙏🏻❤️

  • @pratapkumarsahu1384
    @pratapkumarsahu1384 Місяць тому +3

    ଏ ସୋଫିଆ ତୁ ମଦ ପିଇ କି ରାତିରେ ଏମିତି ମାତାଲ ହଁ ଦେଖିବୁ ତୋତେ କେତେ ଲୋକ ପସନ୍ଦ କରିବେ ।ନାରୀ ପୁରୁଷ ଯଦି ସମାନ ତାହେଲେ ସବୁ ସମାନ ନ୍ୟାୟ ହେବା ଦରକାର ।

  • @alokswain4392
    @alokswain4392 Місяць тому

    ଇଏ ସେଇ ତ ଯାହା ଙ୍କ ରାଲି ରେ ପାକିସ୍ତାନ ଜିନ୍ଦାବାଦ ନାରା ଶୁଣାଯାଉଥିଲା

  • @gopalkrishnapattnaik5313
    @gopalkrishnapattnaik5313 Місяць тому +4

    We request MLA & MP to go on surprise visit to all police stations in their constituencies. They will know ground realities about condition of police stations . Only speaking before TV is partially accepted by public.

    • @TikaHemrom
      @TikaHemrom Місяць тому

      Yes

    • @pritamamitkumarpradhan3091
      @pritamamitkumarpradhan3091 Місяць тому

      They are main responsible for this , maximum political leaders are culprits, corrupted, unustice for poor people

  • @s.mohapatra-i1k
    @s.mohapatra-i1k Місяць тому

    ସେହି ଥାନା 11/3/2024 ଉଦ୍ଘାଟନ ହୋଇ ଥିଲା ସେତେବେଳେ କେମେରା ଥିଲା ତାପରେ ବାହାର୍ କରାଯାଇଛି

  • @prahaladojha5628
    @prahaladojha5628 Місяць тому +7

    ସୋଫିଆ ମଦ ଏ ବିଷୟରେ ଟିକେ ବିଜେଡି ଦଳକୁ ପଚାରିଲେ ଭଲ ହୋଇଥାନ୍ତା ବିଜେପି ସରକାର ମାତ୍ର 100 ଦିନର ବିଜେଡି ଓଡ଼ିଶାରେ ଯେତିକି ଅଳିଆ କରିଛି ବିଜେପି 1 ବର୍ଷରେବି ସୁଧାରି ପାରିବନି

  • @amarreallifevlog6879
    @amarreallifevlog6879 Місяць тому

    ସାଧାରଣ ଲୋକ ନୀରିହ ଗରିବ ଲୋକଙ୍କୁ ଥାନା ବାବୁ ମାନେ ମନ ମାନୀ ହଇରାଣ ହାରାସମେଣ୍ଟ କରୁଛନ୍ତି

  • @sneha6303
    @sneha6303 Місяць тому +4

    We hope mohan Majhi sarkar will give proper justice to public not like Naveen sarkar

  • @harishchandrapradhan8637
    @harishchandrapradhan8637 Місяць тому +1

    ଓଡ଼ିଶା ପୋଲିସ୍ ଥାନାକୁ ଘର କରିରହୁଛନ୍ତି

  • @PrakashRout-u2d
    @PrakashRout-u2d Місяць тому +3

    Chadi ta bahut vhala haba sabu police station pindhiba darkar tiky vhala huanta

  • @SurendraKarjee-pk8bu
    @SurendraKarjee-pk8bu Місяць тому

    ଏହି ସରକାର ଯେବେଠୁ ଆସିଛି ସର୍ବ ସାଧାରଣଙ୍କ ଜୀବନରେ ଦୁଃଖ ହିଁ ଦୁଃଖ 😭😭😭😭😭😭.

  • @SomanathDas-jg2kr
    @SomanathDas-jg2kr Місяць тому +2

    Right 👍👍👍 thanks

  • @bijaykumarbehera260
    @bijaykumarbehera260 Місяць тому +2

    Madam thank you

  • @maheswarkumar4907
    @maheswarkumar4907 Місяць тому +1

    THANKS madam ❤❤❤

  • @Ranjitpandao85
    @Ranjitpandao85 Місяць тому

    ମହାତ୍ମାଗାନ୍ଧୀଙ୍କ ମତରେ ଯେଉଁ ଦିନ ରାତି ୯ଟାରେ ଜଣେ ମହିଳା ଏକୁଟିଆ ରାଜରାସ୍ତାରେ ନିରାପଦରେ ଯାଇପାରିବ । ସେହିଦିନ ଭାରତ ସ୍ଵାଧୀନତା ହୋଇଛି ବୋଲି ଜାଣିବ ମାତ୍ର ଏଠି ଦିନରେ ମହିଳା ସୁରକ୍ଷିତ ନୁହଁନ୍ତି ଅର୍ଥାତ୍ ଆମେ ସମସ୍ତେ ପରାଧିନ ଆଉ ଆମ ପୋଲିସ ଅଫିସର ନିଜକୁ ଭାବୁଛନ୍ତି ଜଣେ ଜଣେ ବ୍ରିଟିଶର । I respect madam phirdosi opinion

  • @AMIYABHUSANMARTHA-c1b
    @AMIYABHUSANMARTHA-c1b Місяць тому

    ଝିଅ ପିଲା କିଛି ମାନୁ ନାହାଁନ୍ତି। ସବୁ ସେ ଝିଅ ର ଭୁଲ୍

  • @trinathmahanta7322
    @trinathmahanta7322 Місяць тому

    ଓଡିଶା ଆଉ ଓଡିଶା ହେଇ ନାହିଁ କାହା ପାଇଁ ଏଠି ଇଂରେଜ ଶାସନ ଚାଲୁଚି ଓଡିଶାରେ

  • @Animallovers1985-z5x
    @Animallovers1985-z5x Місяць тому +2

    Ekdam thik kahile mam

  • @JagannathBarik-jc6zt
    @JagannathBarik-jc6zt Місяць тому

    ମେଡମ ବହୁତ ଭଲ କଥା କହିଛନ୍ତି👍👍👍

  • @parsuramjani1993
    @parsuramjani1993 Місяць тому +2

    BJP ସରକାରଙ୍କ କଥା ମାନୁନାହିଁ odisha police

  • @ctctokalitusangram8368
    @ctctokalitusangram8368 Місяць тому

    ବହୁତ ବଢିଆ କଥା କହିଛ ସୋଫିଆ ମାଡାମ 👍👍👍

  • @subashchandra639
    @subashchandra639 Місяць тому

    ସୋଫିଆ ମାଡାମ ଙ୍କ ବାଇଟ ସ୍ୱାଗତ ଯୋଗ୍ୟ,

  • @haranarayanparida2366
    @haranarayanparida2366 Місяць тому

    ନାଇଟୀ ପିନ୍ଧିଲେ କାମ କରିବାକୁ ସୁବିଧା,,,ସବୁ କାମ

  • @dravaranibal590
    @dravaranibal590 Місяць тому

    ପାକିସ୍ତାନ ଯା ଭାଷଣ ଦେବୁ

  • @bhanupriyapradhan9580
    @bhanupriyapradhan9580 Місяць тому +1

    Perfect

  • @mamunpradhan9801
    @mamunpradhan9801 Місяць тому +1

    Right mam

  • @muchiramhembram6268
    @muchiramhembram6268 Місяць тому

    ମ୍ୟାଡମ୍ ଠିକ୍ କହିଛନ୍ତି, ଆପଣ ଯାହା କହିଲେ ତାହା ହିଁ କାର୍ଯ୍ୟରେ ପରିଣତ ହେଉ।

  • @pramodchoudharypramodchoud7769
    @pramodchoudharypramodchoud7769 Місяць тому

    ହଁ ଯେ ମାଡାମ ଜୋ ଝିଅ ମଦ ପିଇକି ବାର ରୁ ବାହାରି କେମିତି ଲିପିଫ୍ଟ କୁ ଲାତ ମାରୁଛନ୍ତି ସେ ଲେଡି ଆପଣ ଭିଡିଓ ଦେଖନ୍ତୁ... ଆପଣ ରାଜନୀତି କରୁଛନ୍ତି ରାଜନୀତି କଥା କହୁଛନ୍ତି. ହଗିଲେ ମୁତିଲେ ସରକାର ଙ୍କୁ ଦୋଷ ଦେବା ହିଂ ଶିଖିଛନ୍ତି ବିରୋଧୀ...