'Not just the media, general public is also looking for VK Pandian' | Listen to what a couple says

Поділитися
Вставка
  • Опубліковано 5 чер 2024
  • ‘ପାଣ୍ଡିଆନ୍ ବାବୁଙ୍କୁ ଆମେ କାଲିଠାରୁ ଖୋଜଛୁ । ଓଡ଼ିଶାକୁ ବରବାଦ କରି ଯାଇଛନ୍ତି ପାଣ୍ଡିଆନ୍ ବାବୁ ।’
    #Pandian #Missing #BJD #Bhubaneswar #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 777

  • @sanjaysahu-xo5cu
    @sanjaysahu-xo5cu 18 днів тому +281

    ସେ ବୋଧେ ସମୁଦ୍ର ରେ ପହଁରି ପହଁରି ତାମିଲନାଡୁ ପଳେଇଲା😂

  • @dalumahakud2723
    @dalumahakud2723 18 днів тому +99

    ପାଣ୍ଡୁ ଆଉ ପାଣ୍ଡୁ ର କୁଜି ନେତାମାନେ କାହାରି ଦେଖା ନାହିଁ 😂😂

    • @jaga8895
      @jaga8895 18 днів тому +4

      Sabu mg mane dariki achanti

    • @PrakashKumar-ps5md
      @PrakashKumar-ps5md 17 днів тому +3

      Amara ade bi kuji neta mane dekhibaku milunanti😂😂😂

  • @hemantakumarmohanty849
    @hemantakumarmohanty849 18 днів тому +37

    ଭି କେ ପାଣ୍ଡିଆନ କୌଣସି ସଚିବ ନୁହଁନ୍ତି କି କୌଣସି ରାଜନୀତି ବେକ୍ତି ନୁହଁନ୍ତି ତାହାଲେ କାହିଁକି ସୁରକ୍ଷା କାହିଁକି ଦିଆଯିବ ,,,, ପ୍ରଦୀପ ପ୍ରାଣିଗ୍ରାହୀ ବିଧାୟକ ଥାଇ ପୋଲିସ ସୁରକ୍ଷା ଦେଉ ନଥିଲେ, ଏବେ କାହିଁକି ଭି କେ ପାଣ୍ଡିଆନ କୁ କାହିଁକି ସୁରକ୍ଷା ଦିଆଯିବ ଏହାର ଉତ୍ତର ମୁଖ୍ୟ ଶାସନ ସଚିବ ଉତ୍ତର ଦିଅନ୍ତୁ, ରାଜ୍ୟର ମୁଖ୍ୟ ରାଜ୍ୟପାଳ ତାଙ୍କର ଶାସନ ସଚିବ ଉତ୍ତର ରଖନୁ

  • @nilendripatra5891
    @nilendripatra5891 18 днів тому +70

    ଆମର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବସମୟରେ ପାଣ୍ଡୁର ଦେଖାନାହିଁ ପୂର୍ବରୁ ଛାଇ ଭଳି ରହୁଥିଲେ ଏବେ କଣ ପାଇଁ ପାଖକୁ ଆସୁନାହାନ୍ତି ଏଇଥିରୁ ଆପଣ ମାନେ ଚିନ୍ତା କରନ୍ତୁ ଜାଣିପାରିବେ

  • @akshyasahu4335
    @akshyasahu4335 18 днів тому +69

    ଏ ବର୍ଷର ରାଜନୈତିକ ନାଟକ... ମୁଁ ବିଜେଡ଼ି ସନ୍ୟାସୀ,....ଆପଣମାନେ ଖୁସିତ 🎤

    • @mahendradas4516
      @mahendradas4516 17 днів тому

      ଭାଇ କୋଉ ଗଣନାଟ୍ୟ ଏ ନାଟକ

    • @jannatmyjaan_no1
      @jannatmyjaan_no1 17 днів тому

      Hmm 😇😇😇😇😇

    • @tusarkantasahu1064
      @tusarkantasahu1064 17 днів тому

      ବିଜେଡି ସନ୍ୟାସୀ, ନା ବିରାଡ଼ି ବୈଷ୍ଣବ 😂😂

  • @KukuaryVibhar
    @KukuaryVibhar 18 днів тому +6

    ଆଜି ସକାଳୁ ଆମ ଗାଁ ମଦଭାଟି ରେ ଦେଖିଥିଲି

  • @afsheenchoudhry0123
    @afsheenchoudhry0123 18 днів тому +138

    ପାଣ୍ଡୁ ସାବିତ୍ରୀ ପାଳିଛି ନବୀନ ବାବୁ ଙ୍କ ପାଇଁ ରାତି ରେ ଜଳ ଓ ପଣା ପାନ କରି ଉପାସ ଭାଙ୍ଗି କ୍ୟାମେରା ସାମ୍ନା କୁ ଆସିବେ

  • @MaheshHantal-qh2nk
    @MaheshHantal-qh2nk 17 днів тому +6

    I love you Naveen Patnaik ji odisha ro No1 CM NAVEEN Patnaik ji

  • @drranjitkumarlenka4747
    @drranjitkumarlenka4747 17 днів тому +3

    ଏତେ ସମ୍ମାନ l ପାଣ୍ଡିଆନ ବାବୁ???? କାହିଁକି ଖାଲି ପାଣ୍ଡିଆନ କହିଲେ କଣ ହବନି

  • @MTGEMER775
    @MTGEMER775 17 днів тому +5

    ସବୁ ନାଟ ଶଳା ତାମିଲ ବାବୁର ଆମ ନବୀନ ସାର କିଛି ଦୋଷୀ ନାହିଁ

  • @nirmalbarik3367
    @nirmalbarik3367 18 днів тому +58

    Bhai pandu ta pandu...athi nandi Ghosh TV bi au dekha jaunii😊

    • @hirachandmunda7541
      @hirachandmunda7541 18 днів тому +3

      😅 right

    • @Einstein_Kumar
      @Einstein_Kumar 18 днів тому +9

      ନନ୍ଦି ୪ ତାରିଖ ଠାରୁ ସୁନା ପିଲା ହେଇ ଯାଇଛି

    • @djrisingstar4314
      @djrisingstar4314 18 днів тому

      😂😂😂

    • @navinkandulna763
      @navinkandulna763 18 днів тому +1

      Bhai sei Chanel na re ba case hei jaichi seiti pai semane chup achanti

    • @Einstein_Kumar
      @Einstein_Kumar 18 днів тому

      @@navinkandulna763 hn kintu BJD power ku asithile nandi puni gandimastani kari thanta

  • @kalyanpanda5885
    @kalyanpanda5885 18 днів тому +116

    କାପୁରୁଷ ପାଣ୍ଡିଆନ ଦମ ଅଛି ଯଦି ଗୋଟେ ବାପର ଛୁଆ ବାହାର କୁ ଆସ

    • @user-ko5ud1rl2c
      @user-ko5ud1rl2c 18 днів тому

      😂😂😂😂

    • @shibanaik4983
      @shibanaik4983 18 днів тому +5

      Bodh hue sadharan janata ku dari gharu baharuni kale taku maribe......

    • @sarojnayak983
      @sarojnayak983 18 днів тому +2

      Se gote bapara nuhen 😂😂😂

    • @chandramanibehera7777
      @chandramanibehera7777 17 днів тому +1

      Se salaku godei godei mara......😂😂😂

    • @PrakashKumar-ps5md
      @PrakashKumar-ps5md 17 днів тому

      Prakutare pandu ra kichi dosa naire ama cm taku asraya deithile boli se odisha re pasithila

  • @trustworthy-guy6408
    @trustworthy-guy6408 18 днів тому +18

    ଶଙ୍ଖାସୁର ଶଙ୍ଖ ଭିତରେ ଲୁଚିଛି,ପଦ୍ମନାଭ ଙ୍କ ଚେଷ୍ଟାରେ ବହୁତ ଶୀଘ୍ର ବାହାରକୁ ଆସିବ😂😂😂👍👍👍

  • @kalyanpanda5885
    @kalyanpanda5885 18 днів тому +46

    ବିଶେଷ ସୂତ୍ର ରୁ ପ୍ରକାଶ ଯେ ସେ ଏବେ ମାଳିସାହି ରେ ଦଣ୍ଡ ବୈଠକ ମାରୁଛନ୍ତି

  • @kananbiharipattanayak6602
    @kananbiharipattanayak6602 18 днів тому +32

    ପାଣ୍ଡିଆନକୁଂ ସରକାରୀ ଅର୍ଥରେ ସିକୁରିଟି କାହିଁକି ?

  • @RituPriya-nd5op
    @RituPriya-nd5op 18 днів тому +2

    Jai Naveen ur always in our heart❤❤❤

  • @LalitSwain-lm7fx
    @LalitSwain-lm7fx 17 днів тому +1

    Pandian sir we are all so with you dontworry we salute sir

  • @Jayparida07
    @Jayparida07 17 днів тому +1

    Mr Pandian contribution to Odisha is unmatched, what you did Odisha, you will be missed

  • @SudhaiPatanik
    @SudhaiPatanik 18 днів тому +3

    Rudra Babu apan Dhenkanal re Kan development karichhanti dhavale swar bridge karithile rudra Babu??

  • @user-ny9gb7zi1r
    @user-ny9gb7zi1r 18 днів тому +2

    Super hit picture heba ku jauchhi ,khoja chalichhi PANDU BABU

  • @sipubarik5667
    @sipubarik5667 18 днів тому +13

    Choro ta au luchiboni na😅

  • @jayjagannath-Puri123
    @jayjagannath-Puri123 18 днів тому +39

    Pandu savitri brata karichhi Naveen pain😂😂😂

  • @Jollymolly8632
    @Jollymolly8632 18 днів тому +2

    East or west ,v k pandiyan is best

  • @Himanshuparida.04
    @Himanshuparida.04 18 днів тому +7

    End of an ERA
    Thank you Naveen Patnaik ❤

  • @skindoctor21
    @skindoctor21 16 днів тому

    VK Pandians contribution Odisha always remember

  • @satyasahu2074
    @satyasahu2074 18 днів тому +34

    ନବୀନ ହିଁ ଦାୟୀ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ହେଲେ ଏମିତି ଲୋକ ବାହାରିବେ।

  • @nareshpatro7986
    @nareshpatro7986 18 днів тому

    UR absolutely right Pani babu
    Congratulations

  • @gunanidhinaik3699
    @gunanidhinaik3699 17 днів тому +2

    କୁହାଳିଆ ନେତା କିଶୋର ହୋତା କୁଆଡେ ଗଲେ?

  • @purnachandrabaskey4600
    @purnachandrabaskey4600 18 днів тому +10

    Sanyasi heigola.😅

  • @user-or7um8qf8k
    @user-or7um8qf8k 17 днів тому +1

    ପାଣ୍ଡୁ ମରିଗଲା 👌👌👌

  • @pramodabarick8889
    @pramodabarick8889 15 днів тому

    Pandian Babu Veri good person

  • @seemadas4741
    @seemadas4741 18 днів тому +30

    Confidence thiba bhala....but pandu t k overconfident heigala....😂

    • @ajitakar4373
      @ajitakar4373 17 днів тому

      Plse sura Bhai Niraba rahibeki.bhala heba.

  • @todayfacts1191
    @todayfacts1191 18 днів тому +8

    Thik heichi 😂😂😂

  • @prasantkumarpradhan4504
    @prasantkumarpradhan4504 18 днів тому +1

    Preplan video

  • @bhagabanrana4898
    @bhagabanrana4898 18 днів тому +40

    ତାମିଲ ମାଆଗିଆ ଚୋର ମଦୁଆ, ଟାଉଟର, ଦଲାଲ, ଡକାୟତ, ଧୋକାବାଜ ସକାସେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପଦ ଖାଇ ଦେଲା 🙏🙏🙏

    • @Ranjan_Mohanty
      @Ranjan_Mohanty 18 днів тому +2

      ଖାଲି ବୁଲି ବୁଲି ଭାଷା କହୁଛ , ୪ ଜୁନ ଆଗରେ ତାହାକୁ ମୁଣ୍ଡରେ କାହିଁ ଟେକିଥିଲ ?

    • @prasantkudas3438
      @prasantkudas3438 18 днів тому +4

      କାଇଁ ତମ ମୁଖ୍ୟମନ୍ତ୍ରୀ କ'ଣ ମାଇଚିଆ, ହିଂଜଡା, ମଦୁଆ ଯେ ପାଣ୍ଡିଆ ତାକୁ

    • @Dineshparida-sh1hb
      @Dineshparida-sh1hb 18 днів тому +4

      Navin pandu ku sabu power dei ghare mada sigaret tani hinjida bhali rahiba mahanga padila

    • @damodarmajhi8936
      @damodarmajhi8936 18 днів тому

      Right

    • @surathapatranice9601
      @surathapatranice9601 18 днів тому

      Pandu pa tama bikasara purusa😂

  • @user-tp6wq9ub2j
    @user-tp6wq9ub2j 17 днів тому +1

    ସମ୍ପଦ କାଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା 😂😂😂

  • @sidhakatha_2021
    @sidhakatha_2021 17 днів тому +5

    ନବୀନ ପଟ୍ଟନାୟକ ଯାହା ହେଉ ନିଜ ଜୀବଦଶାରେ ହିଁ କଲା କର୍ମର ଫଳ ପାଇଗଲେ । ଟିକିଏ ଦୁଃଖ ରହିଗଲା ଯେ ସେ ଅଳ୍ପକେ ହିଞ୍ଜଳିରୁ ଜିତିଗଲେ ।

  • @krishnamahakud2954
    @krishnamahakud2954 18 днів тому +3

    ଜନତା କୁ ସଠିକ୍ ତଥ୍ୟ ଦେବେ କି,? ପାଣ୍ଡୁ ବର୍ତ୍ତମାନ ସରକାରୀ ଘରେ ରହୁଛନ୍ତି,ନା ତାଙ୍କ ର ନିଜସ୍ବ ଘର ଅଛି

  • @narayanchandrasamal3733
    @narayanchandrasamal3733 18 днів тому +1

    ସାରଥି ଓ ପାଣ୍ଡିଆନ୍ ଙ୍କ ପାଇଁ ଭାରତୀୟ ଦଣ୍ଡବିଧି ବ୍ୟବସ୍ଥା ସମାନ ଭାବେ ପ୍ରଯୁଜ୍ୟ।ଉଭୟ ଜଗନ୍ନାଥ ମହାପ୍ରଭୁଙ୍କୁ ପଦ ଦଳିତ କରିବାରେ ସମାନ ଭାବେ ଦାୟୀ।ତାପାଇଁ ସିକୁରିଟି ଏରେଞ୍ଜମେଣ୍ଟ କାହା ସ୍ୱାର୍ଥରେ? Honourable Governor has to look over the matter seriously.

  • @sarmilakhora
    @sarmilakhora 16 днів тому

    i heartly miss you naveen sir

  • @manojdas8427
    @manojdas8427 18 днів тому

    Right

  • @GSMUSICOFFICIAL316
    @GSMUSICOFFICIAL316 18 днів тому +2

    ଗୋଟେ ନାଟକ ଚଲେଇଚ

  • @karttikapradhan9951
    @karttikapradhan9951 17 днів тому

    Right Bhai

  • @prakashmohanty-lq2jj
    @prakashmohanty-lq2jj 18 днів тому +6

    ନାଇଁ ନାଇଁ ସେ ଅଛି ସେଇ ରୁମ ରେ bcz କଲି evening ରେ ସେ ନବୀନ ନିୱାସ ଯାଇଥିଲା,,ଅଛି ସେଇ qtr re

  • @nirmalkumarbehuria6411
    @nirmalkumarbehuria6411 17 днів тому +2

    ସେ ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କୁ ଅନେକ ଅନେକ ଧନ୍ୟବାଦ

  • @mahendradas4516
    @mahendradas4516 17 днів тому +1

    ଖୋଜ ଖୋଜ ଭାଇ ପାଣ୍ଡୁ ଚାଲି ଗଲେ ହିମାଳୟକୁ

  • @ChapaBagarty-hz6qm
    @ChapaBagarty-hz6qm 18 днів тому +5

    Now Odisha is pagal for pandian.Dhik Dhik Odisha basi. Pachhabudhia Odisha loka

  • @soubhagyasahoo3218
    @soubhagyasahoo3218 18 днів тому

    Wah wah wah beautiful

  • @saubhagyachandrapatita8461
    @saubhagyachandrapatita8461 18 днів тому

    😢😢

  • @akpanda833
    @akpanda833 17 днів тому

    Investigate how many security personnel employed & action to be taken against Sr Police officers who had deployed

  • @aswinipradhan2237
    @aswinipradhan2237 18 днів тому +2

    ହିମାଲୟ ଗଲେ ସନ୍ୟାସୀ ହବାପାଇଁ

  • @tuluprasadlenka2262
    @tuluprasadlenka2262 18 днів тому +1

    Bjd great
    Naveen Pattanayak sir great for me

  • @kalpatarujena9466
    @kalpatarujena9466 18 днів тому +3

    ସନ୍ୟାସୀ ହେଇଗଲା

  • @ReenaMalik-pc1xx
    @ReenaMalik-pc1xx 17 днів тому

    Hi

  • @bapibhoi7528
    @bapibhoi7528 18 днів тому +1

    I miss u fyan babu nabin babu

  • @priyadarshantripathy9495
    @priyadarshantripathy9495 17 днів тому

    Are bhai sie Delhi re tame janina?

  • @upendrapadhi3785
    @upendrapadhi3785 18 днів тому +3

    ମରିଗଲା

    • @jatadharibehera3067
      @jatadharibehera3067 18 днів тому

      ନା ନା ନା ସେ ମରି ନାହିଁ ହାର୍ଟ ଆଟାକ୍ ହୋଇ ତା ଘରେ ପଡିଥିବା, ନହେଲେ ମଦ ଖାଇ କେବଳ ନିଶାରେ ଶୋଇଥିବା l ଆମର ଜ୍ୟୋତିଷ ବିଶାରଦ ମାନେ ଖୋଜୁ ନାହାନ୍ତି, ସେମାନେ କେବଳ କାମ ସରିଗଲେ ପରେ କହନ୍ତି ଆମେ ଜାଣିଥିଲୁ ବୋଲି l

  • @himansumohapatra2953
    @himansumohapatra2953 18 днів тому +1

    Jay Shree Ram 🙏

  • @user-lo1dh8bl5v
    @user-lo1dh8bl5v 18 днів тому +3

    କେବେ କେହି ଆଜି କା ଦୁନିଆରେ ବିନା ସ୍ୱାଥ ରେ କିଛି କଲାଣି।

  • @uttamdas55
    @uttamdas55 18 днів тому +3

    ଓଡ଼ିଶାରେ ପୁଣି ଥରେ ନିର୍ବାଚନ 😂

  • @Vintageabhi
    @Vintageabhi 17 днів тому +2

    Yeh dui swami stree ku bodhe OTV bhadha re neichanti

  • @santoshpanda1610
    @santoshpanda1610 18 днів тому +38

    ଓଡିଶା ର ସବୁ ଲୋକ ଏକାଠି ହୁଅ ଆମେ ପାଣ୍ଡିଆନକୁ ବାହାର କରିବା ଏସଳା ପୋଲିସ କାହିଁକି ପାଣ୍ଡିଆନ ଘର ଜଗିଛନ୍ତି ପଚାରିବା ବିଜେଡି ଆଜକୁ ୩ଦିନ ହେଲା ଗଲାଣି ଏକୁକୁର ମାନେ କାହିଁକି ଜଗିଛନ୍ତି ବୋଧେ ମୋଦି ନବିନ ପ୍ରେମ ଜାଇନାହିଁ ବିଜେପିବାଲା ଜଗାଇଥିବେ

    • @Einstein_Kumar
      @Einstein_Kumar 18 днів тому +7

      Abe 10 tarik re bjp power ku aasiba , ebe bi police BJD hatare achi

    • @minatipradhan8727
      @minatipradhan8727 18 днів тому +5

      Bhaina Eve bhi sarkar bjd pakhare achi 10 tarika apekhyakarantu tapare navin sahita pura bjd jail jiba😂😂😂

    • @Einstein_Kumar
      @Einstein_Kumar 18 днів тому

      @@sorajkumarkar8992 🤣

    • @Einstein_Kumar
      @Einstein_Kumar 18 днів тому +3

      @@minatipradhan8727 naa re bhai ebe government governor run karuchi 🤡 BJP 10 tarik re aasu BJD ra sabu criminal MLA jail jibe

    • @Einstein_Kumar
      @Einstein_Kumar 18 днів тому

      @@minatipradhan8727 rajyapaal hatre government achi

  • @couplesstatus43
    @couplesstatus43 18 днів тому

    Hiiiii

  • @brundabanmandika5298
    @brundabanmandika5298 18 днів тому +1

    ଏଥିପାଇଁ କ'ଣ ମୁଖ୍ୟମନ୍ତ୍ରୀ ଦାୟୀ ନୁହନ୍ତି କି ବିଜେଡି ହାରିବା ପଛରେ, ମୁଖ୍ୟମନ୍ତ୍ରୀ ତ ସବୁ ଦାୟିତ୍ଵ ପଣ୍ଡିଆନ୍ କୁ ଦେଇଥିଲେ।

  • @prasantkudas3438
    @prasantkudas3438 18 днів тому +46

    ତାର କ୍ରୀତଦାସମାନକ ଘରେ ପଲଙ୍କ ସେବା ପାଉଥିବ

    • @ajitakar4373
      @ajitakar4373 17 днів тому

      Pandu prbala mada pulae khaiba.seithi pain luchichhi.😊

  • @samarmohapatra-jr3ne
    @samarmohapatra-jr3ne 17 днів тому +2

    ସେ ନିଶ୍ଚିତ ଭଲ ପରିବାର ରୁ ଆସିନଥିବେ , ନହେଲେ ଚାକିରୀ କରିବାକୁ ଆସି ବାହାର ରାଜ୍ୟରେ ରାଜନୀତି ର ପାଣିପାଗ ଦେଖି ନିଜ ଶିକ୍ଷା, ଚାକିରୀ ଛାଡି ସର୍ବେ ସର୍ବା ହେବାର ସ୍ୱପ୍ନ , ଗର୍ବ ଅହଂକାର , ଦୁର୍ନୀତି, ଏକଛାତ୍ରବାଦୀତାର ପରିଣାମ ଆଜି କର୍ମ ସ୍ଥଳରେ ଖଳନାୟକ ରୁ ଘୃଣ୍ୟ ନାୟକ କରିଦେଲା.

  • @NarayanSimha
    @NarayanSimha 18 днів тому +1

    Tanka streenku khojo re milijibe😂😂😂

  • @guguldugul7784
    @guguldugul7784 18 днів тому

    Lungi pindha kritadasa mukhaptra mane kuade gale? Sasmit kritadasa kuadegala

  • @neverevergiveup674
    @neverevergiveup674 18 днів тому +5

    Please Nabin Sir ଙ୍କୁ CM କରାଯାଉ , Pandian ପାଇ ସିନା BJD ହାରିଲା ହେଲେ ଓଡ଼ିଶା ର 4.5 କୋଟି ଲୋକ ନବୀନ ପଟ୍ଟନାୟକ ଙ୍କୁ ବହୁତ୍ ଭଲ ପାଆନ୍ତି , 😢 , Requested to Narendra Modi ପୁଣି ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ , ଏହା ସାରା ଓଡ଼ିଶା ର ଲୋକ ଚାହାନ୍ତି |
    ଆଜି ନବୀନ ସାର୍ ଙ୍କୁ ସମସ୍ତେ ଝୁରୁଛନ୍ତି , ଯିଏ BJP ରେ କି କଂଗ୍ରେସ ରେ ଭୋଟ ଦେଇଛି ଭି |

    • @dinabandhutarai49
      @dinabandhutarai49 8 днів тому

      ଯଦି ନବୀନ ପଟ୍ଟନାୟକ ଏତେ ଜନପ୍ରିୟ ଏକ ଜାଗାରେ ହାରୁ ହା ରୁ ଜିତିଲେ ଅନ୍ୟ ଏକ ଜାଗାରେ ହାରିଲେ କେମିତି? ତେଣୁ ସେ ଏକ ନିକମା ଓ ଅପାରଗ।

  • @upendrapadhi3785
    @upendrapadhi3785 18 днів тому +7

    ମା ଘିଆ ଉଡାଜାହାଜରେ ବୁଲୁ ଥିଲା। କୋଟି କୋଟି ଟଙ୍କା ନଷ୍ଟ କରି ଦେଲା

  • @BishnukumarBaral-es6gx
    @BishnukumarBaral-es6gx 18 днів тому +1

    ସ୍ୱାଗତଂ ସଂସଦ ରୁଦ୍ରବାବୁ ସ୍ୱାଗତଂ ବିଧାୟକ ମୋ କୃଷ୍ଣ ବାବୁ ମୁଁ ବହୁତ ଖୁସି କି ମୋ ଉଦ୍ଦେଶ୍ୟ ଓ ଇଛା ପୂର୍ଣ୍ଣ ହେଲା ,ଧନ୍ୟବାଦ ,

  • @sadhucharansahu6361
    @sadhucharansahu6361 18 днів тому +1

    Laxmi bus dhariki paleila tamilnadu 😢😢

  • @anantaprasadpanda4853
    @anantaprasadpanda4853 8 днів тому

    Se kemiti gala bus train or plane

  • @saratsahu4895
    @saratsahu4895 18 днів тому +1

    ପାଣ୍ଡୁ ଭିଲିଆନ ରୋଲ୍ବ କରୁଥିଲେ | ଇସ୍ତଫl ଦେବ| ପୂର୍ବରୁ ED ଭୟରେ ଅମିତ ଶାହାଙ୍କୁ ଦେଖା କରିଥିଲେ କାହିଁକି ?

  • @user-ys9uk4pg7e
    @user-ys9uk4pg7e 17 днів тому +1

    Rudra babu apana 4 thara hariki emiti garba kn bayasa helani rest karantu

  • @chakradhardas6461
    @chakradhardas6461 18 днів тому +1

    ଓଡ଼ିଶାର ଧନ ସମ୍ପତ୍ତି ଲୁଟିଛି ପାଣ୍ଡୁ

  • @user-rx5tx2vz6g
    @user-rx5tx2vz6g 18 днів тому +1

    New CM should make pandian Ji his PA. Without pandian Ji like IAS, no leader can understand a sentence. Without pandian Ji, Naveen Ji wouldn't be able to be the CM for five days. The world is being ruled by the IAS, not by the so called leaders.

    • @narendrakpalai3995
      @narendrakpalai3995 18 днів тому

      Once upon a time new CM was the PA of Gujrat CM, like Pandian, wait and see

  • @hodhum8244
    @hodhum8244 18 днів тому +1

    Withdraw security immediately.

  • @santoshkumarbhuyan4706
    @santoshkumarbhuyan4706 18 днів тому

    Now Naveen Pattnaik given statement without assistance of Pandian, how is it possible.Can Pandian explain it.

  • @user-tu9wo4tb3t
    @user-tu9wo4tb3t 18 днів тому +2

    Love you Nabeen sir laguchi odisha Kan gote haareidela aji

    • @GyaanaNayak
      @GyaanaNayak 18 днів тому +1

      Nabeen sir nku ta 5 years purva ru hi hareideithile odisha loka pandian hi thila na ki nabeen sir murkh tike ta bujha tate kn dekha hauni kichi tike ta aakhi kholi dekha nabeen sir thile ki na ki pandian thila

  • @trinathsahoo4543
    @trinathsahoo4543 17 днів тому

    OTV only emiti politics news miluchi.... international news kichh miluni

  • @user-rc8wn1ol2w
    @user-rc8wn1ol2w 18 днів тому +59

    BJD ହାରିବା vk pandian bjp ଠାରୁ ଟଙ୍କା ନେଇଛି

    • @AbhimanyuAbhi-od7fk
      @AbhimanyuAbhi-od7fk 18 днів тому

      Right

    • @jtl1872
      @jtl1872 18 днів тому

      Right

    • @dilhaihindustani8662
      @dilhaihindustani8662 18 днів тому +5

      ବାଳ ନା ପାଣ୍ଡୁ ୨୦୦୨ ମସିହା ରୁ ନବୀନ ବାବୁ ସହ ଅଛି.. ନବୀନ politics ବିଷୟରେ ସେତେବେଳେ କିଛି ଜାଣି ନଥିଲେ,ଏବେ ବି ଜାଣି ନାହାନ୍ତି,,,ପାଣ୍ଡୁ ଓଡିଶା ଚଲଉଥିଲା ନବୀନ ନା ରେ

    • @sabitasahoo9419
      @sabitasahoo9419 17 днів тому

      Pandian jadi B.J.P ru tanka neichhanti se kebala nija vote divert kariparibe ,karana se tanti phatei B.J.D ra prachara karutile even that graund leble jai madhya. Kichhi bi kahideucha.

    • @chinmaydas460
      @chinmaydas460 17 днів тому

      ​@@sabitasahoo9419 bhai pandu agoru janithila bjd haribo boli tume bhitiri kotha janinothilo

  • @swainmoves8990
    @swainmoves8990 18 днів тому +2

    Belajya

  • @Ranjankumar-fz8xj
    @Ranjankumar-fz8xj 18 днів тому +1

    ବଡ ଦୁଖଃର କଥା ଯେ ଆମ ଓଡିଶା ବାସୀଙ୍କ ପାଇଁ ଗୋଟାଏ ତାମିଲୀ ଗୋମାସ୍ତା ଓଡିଶାରୁ ଲୋଟି ଓଡିଆଙ୍କୁ ତାର ଗୋଲାମ କରି ରଖିଥିଲା

  • @satishghadhei5131
    @satishghadhei5131 18 днів тому +2

    Naben babu ku pachar

  • @balaramjhankar9002
    @balaramjhankar9002 18 днів тому +3

    Mate ta doubt laguchhi j bjd ku hareiba pandu ra plan thila na jiteiba target thila ....ama cm ku majhi samudra re bhasei dela bahut dukha laguchhi amiti gote cm ku hareiki ...🙏🙏🙏🙏🙏🙏🙏

  • @sabitasahoo9419
    @sabitasahoo9419 18 днів тому

    Prashanna sir thick katha kahuchhanti.

  • @PradeepKumar_yt
    @PradeepKumar_yt 18 днів тому +1

    ଶଙ୍ଖ ଭିତରେ ଅଛି

  • @superheroverse3941
    @superheroverse3941 18 днів тому

    Why police

  • @Cuty_chiki143
    @Cuty_chiki143 18 днів тому +2

    ପାଣ୍ଡିଆନ ତାମିଲନାଡୁ ପଳେଇଲା 😂😂 ଚୋର ପାଣ୍ଡିଆନ ପାଇଁ ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ହାରିଲେ 😔😔😔

    • @manoj-jb5lk
      @manoj-jb5lk 18 днів тому

      ​@@jagyanseneeParidatu jaha ko dii kahucho se hela dada
      Tu sabitri brata karicho?

  • @gobindapatro3471
    @gobindapatro3471 18 днів тому

    What a shame. The media is not able to trace out Pandian.

  • @bipinsahuvlogskoraputodish2536
    @bipinsahuvlogskoraputodish2536 18 днів тому

    ଏବେ କଣ ପାଇଁ Security ଦିଆଯାଉଛି

  • @maharananaresh-rn7nj
    @maharananaresh-rn7nj 18 днів тому +11

    ଲେଲିନ ମହାନ୍ତି,, ଇପ୍ସିତା ସାହୁ,, ସସ୍ମିତ୍ ପାତ୍ର,, ଏହି ତିନି ଜଣ କୁଆଡେ ଗଲେ,

  • @akshayahota3973
    @akshayahota3973 18 днів тому

    Ask such type of question to Rabi Das Journalist who will explain better than Sri Mohanty.

  • @rabinarayansingh500
    @rabinarayansingh500 18 днів тому

    Why govt. security has been provided to his residence yet ? Who's he ? Suitable action is required immediately to withdraw govt security from his residence and authority providing govt security should be liable for explanation.

  • @ranjanbeheraranjan9791
    @ranjanbeheraranjan9791 16 днів тому

    Nabin sir miss you

  • @bhaktasahoo3854
    @bhaktasahoo3854 17 днів тому

    Bhai aji ta pandian nahi au Nabini Babu nka hata Kai tharu Nita 👌👌👌

  • @sop828
    @sop828 18 днів тому

    2 T ( Bala & Pandu ) Absconding. Balance 3T Left. = 5 T

  • @sahebmaharana1040
    @sahebmaharana1040 17 днів тому +1

    ସସ୍ମିତ ପାତ୍ର ବଡ଼ ବଡ଼ କଥା କହୁଛି, ମିଡ଼ିଆ କୁ ନିନ୍ଦା କରୁଛି, ହାରିଲା ପର ଦିନ ଉଭାନ କାହିଁକି ହେଲା,

  • @momssuperchild9349
    @momssuperchild9349 18 днів тому

    Must be in NAVEEN NIWAS...KINDLY CHECK THERE