🔴 LIVE || Exclusive Interview Gajapati Maharaja Dibyasingha Deba || Kanak News

Поділитися
Вставка
  • Опубліковано 30 вер 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #OdishaNews #IndiaNews

КОМЕНТАРІ • 172

  • @samparksathi
    @samparksathi 3 місяці тому +80

    ବହୁତ୍ ବହୁତ୍ ଧନ୍ୟବାଦ ଆମ ଜାତିର ଗୌରବ ଗଜପତି ମହାରାଜା ମହଦୋୟଙ୍କୁ, ଆପଣ ରାଜ୍ୟବାସୀଙ୍କୁ ସବୁ ସତ୍ୟା ସତ ଜଣାଇ ଥିବାରୁ। ପ୍ରଭୂ ଜଗନ୍ନାଥ କ୍ଷମା କରିବେନି, ଯିଏ ତାଙ୍କ ନାମକୁ ନେଇ ମିଥ୍ୟା ରାଜନୀତି କରିଛନ୍ତି।

    • @baikunthabehera3971
      @baikunthabehera3971 3 місяці тому +9

      SATYA SATA SETIKI THAU .CM NKA BHALLI RAJA PARIBARYAN HUANTU .RAJANKU 25 BARSA DHEKHILUNHI ..

    • @samparksathi
      @samparksathi 3 місяці тому

      ​@@baikunthabehera3971 ଓଡ଼ିଆ ହୋଇ ଓଡ଼ିଆ ରେ ଲେଖି ପାରୁନାହାନ୍ତି, ଆଗେ ଓଡ଼ିଆ ରେ ଲେଖି ଶିଖନ୍ତୁ ତା ପରେ କିଛି କହିବେ। ମୂଲ୍ୟହୀନ କଥା କହୁଛନ୍ତି।

    • @samparksathi
      @samparksathi 3 місяці тому

      @@baikunthabehera3971 ଓଡ଼ିଆ ହୋଇ ଓଡ଼ିଆରେ ଲେଖି ଜାଣି ନାହାନ୍ତି, ପ୍ରଥମେ ଓଡ଼ିଆ ରେ ଲେଖି ଶିଖନ୍ତୁ ତା ପରେ ନିଜର ମନ୍ତବ୍ୟ ଦିଅନ୍ତୁ। ମୂଲ୍ୟହୀନ କଥା ସେହିମାନେ କହିଥାନ୍ତି, ଯାହାକୁ ଓଡ଼ିଶାର ଅସ୍ମିତା ବିଷୟରେ ଜଣା ନାହିଁ।

    • @SabitaSethii
      @SabitaSethii 3 місяці тому

      😮😮😮😮😮😮😮😮😮😮😮😅😮😅😮😮😮😮😮😮😮😮😮😮😮😮😮😮😮😮😅😅😮😮😮😮😮😅😅😮😮😮😮😮😢😮😮😅😅😢😮😢😮😢😮😢😮😅😅😢😢😅😮😢😮😢😅😢😢😢😢😢😮😮😮😢😢😮😢😢😮😅😅😮😮😮😮😮😅😮😅😮😅😮😮😮

    • @samparksathi
      @samparksathi 3 місяці тому

      @@baikunthabehera3971 ପ୍ରଥମେ ଓଡ଼ିଆ ରେ ଲେଖି ଶିଖନ୍ତୁ, ତା ପରେ ଦେଖିବା କଣ ହୋଉଛି।

  • @manabbpd
    @manabbpd 3 місяці тому +14

    ଏ ଭିଡ଼ିଓ ଟା ଓଟିଭି ଆଉ ଅର୍ଗୁସ ଟିଭି ଦେଖିବା ଦରକାର ଆଉ ମିଛ ପ୍ରଚାର କରିବେ ନାହିଁ

  • @debiprasadmishra2699
    @debiprasadmishra2699 3 місяці тому +27

    କେତେ ଧୈର୍ଯ୍ଯ,ଶାଳୀନତା ଓ ପ୍ରାଞ୍ଜଳତାର ସହ ଗଜପତି ମହାରାଜ ପ୍ରଶ୍ନଗୁଡିକର ଉତ୍ତର ରଖୁଛନ୍ତି।
    ନିର୍ବାଚନ ପ୍ରଚାର ବେଳେ କି କି ଭୟଙ୍କର ଅପପ୍ରଚାର ହେଲା ,ସତେ !

    • @DurgaPrasadMohanty-qr6sl
      @DurgaPrasadMohanty-qr6sl 3 місяці тому

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

    • @DurgaPrasadMohanty-qr6sl
      @DurgaPrasadMohanty-qr6sl 3 місяці тому

      ❤❤❤❤❤❤❤❤❤❤❤❤❤❤❤

    • @baikunthabehera3971
      @baikunthabehera3971 3 місяці тому

      NARA MAYA NARAYANHA NKU JANHA .A RAJANKA SAMAYARE MATHHA MANDHIR BINASA HOICHI .ABE PARIBARTAN RAJA NKU KARAJAU

    • @anandamohakuda4943
      @anandamohakuda4943 3 місяці тому

      Nonsense jumla party

  • @Odiatube5
    @Odiatube5 3 місяці тому +12

    କରି କରାଉଥାଏ ସେହି, ତା ବିନୁ ଅନ୍ୟ ଗତିନାହିଁ॥ ⭕️❕⭕️🙏🏻🙏🏻🙏🏻

  • @sunitapradhan3852
    @sunitapradhan3852 3 місяці тому +5

    ଏମିତି ଭଦ୍ରମୀ ସହିତ ନିରପେକ୍ଷ news ଭଲ ଲାଗେ, BJP ଟଉଟର ଦଳ ଲଗିପଡ଼ି ମିଛ କହି କହି ହରେଇ ଦେଲେ, ନବୀନ କୁ, ଧର୍ମ ସବୁ ଦେଖୁଛି, ପ୍ରଭୁ,...

    • @mrdebasis890
      @mrdebasis890 3 місяці тому

      pandian ra banda chatibu jaa maghiya bedhei

  • @jullysamal6626
    @jullysamal6626 3 місяці тому +9

    Pranam maharaja
    ଆପଣ ଏତିକି ଯଦି election purbaru କହିଥାନ୍ତି କି bide ଦେଇଥାନ୍ତେ ତେବେ bjd ki nabin babu,vk ete ଅସୁବିଧାରେ ପଡ଼ି ନଥାନ୍ତେ କି bjd hari na ଥାଆନ୍ତା
    Bjp kete ବାଜେ ଗୁଜବ ଓ bjd ku କିଲିବିଲି କରି ଯାହା କରିଚି,ଆମେ ବିଶ୍ଵ ଇତିହାସ ରେ b suninu, bjp hina ରାଜନୀତି କରି ସବୁ ଓଲଟା କରିଦେଲା,very sad
    Se jagannath ବୁଝିବେ a ହୀନ ରାଜନୀତି
    ଜୟ ନବୀନ,ଜୟ vk, ଜୟ jaganath

    • @SasmitaSwain-eh7xb
      @SasmitaSwain-eh7xb 3 місяці тому

      Sabu rajaniti loka chora

    • @sunitapradhan3852
      @sunitapradhan3852 3 місяці тому +2

      ନୀଚ୍ଚ ହୀନ ମାନସିକତା BJP ଧର୍ମ ସବୁ ଦେଖୁଛି,

    • @manojsahoo8530
      @manojsahoo8530 3 місяці тому +2

      କଳଯୁଗରେ କଳିକାଳର ପ୍ରଳାପ ଯେତେବେଳେ ସ୍ୱୟଂ ବିଷ୍ଣୁ ନିଜେ ତାଙ୍କ ପରିବାର କୁ ରକ୍ଷା କରି ପାରିଲେ ନାହିଁ ଛାର ନବୀନ ବାବୁ କଣ କରିପାରିବେ ଏଇଟା କଳି ଯୁଗ ଯେତେବେଳେ ସାରା ଓଡିଶା ବାସି ବୁଝିବେ କଣ ବୁଝି ସାରିଲେଣି କିନ୍ତୁ କଣ ହେବ ହଁ ନିଶ୍ଚୟ ଭାବରେ ସାଧାରଣ ଲୋକଙ୍କ ପାଇଁ ଭଗବାନ ଅବତାର ନେବେ ଓ ପରିବର୍ତ୍ତନ ହେବ ବୋଲି ଆଶା ଓ ବିଶ୍ଵାସ ରହିଛି ଦେଖାଯାଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଣ ଇଛା ହେଉଛି ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

    • @anandamohakuda4943
      @anandamohakuda4943 3 місяці тому +1

      Bahuta jaldi lord jagannath tanka bichar karibe, jumla party ra

    • @jullysamal6626
      @jullysamal6626 3 місяці тому +1

      EVM tampering କରି BJP ଜିତିଛି ୮୦ ସିଟ୍ mla
      ୨୦ seat MP seat
      ନିକୁଞ୍ଜ ଧଳ EC a ସବୁ କରିଚି ତାକୁ arest Kariba କଥା

  • @minatibalabarik9031
    @minatibalabarik9031 3 місяці тому +2

    କଳାକାର ହରିହର ମହାପାତ୍ର ପାଖକୁ ଏଖଵର ପହଞ୍ଚିଵା ଦରକାର୍ ହାରାମି କଉଟିକାର ତା ମୁହଁ ରେ କୁକୁର ଏକ କରିଵା ନିହାତି ଦରକାର୍

  • @SesadebDalai-nn9pw
    @SesadebDalai-nn9pw 3 місяці тому +9

    ଠାକୁର ରଜା କେତେ ସରଳ, ନମ୍ର 🙏🙏🙏 ତାଂକ ମୁଖ ମଂଡଳ କେତେ ସରଳ। ଜୟ ଜଗନ୍ନାଥ 🙏🙏🙏

  • @jullysamal6626
    @jullysamal6626 3 місяці тому +26

    Kanak news bala ବହୁତ୍ ସୁନ୍ଦର୍,ସରଳ ଭାବେ question ପଚାରୁଛନ୍ତି ଭଦ୍ରlମିର ସହ,ଏମିତି ସବୁ ଲୋକଙ୍କୁ respect ଦିଅ ମିଡିଆ ଭାଇ

  • @birupakshyajena609
    @birupakshyajena609 3 місяці тому +7

    Ratnavandar Chhabi vk pandiyan pakhare achhi boli kahi bjp lokanku olata prachara Modi kale kintu pandiyan best person

    • @mrdebasis890
      @mrdebasis890 3 місяці тому

      kete thara pandu ra banda chatichu

  • @committedsoul7588
    @committedsoul7588 3 місяці тому +1

    ସ୍ୱୟଂ ଜଗନ୍ନାଥଙ୍କ ଠାରୁ ଏବେ ରତ୍ନଭଣ୍ଡାର ବେଶି ଚର୍ଚ୍ଚାରେ । କଳିଯୁଗ ଏବେ full mood ରେ । 😂

  • @jullysamal6626
    @jullysamal6626 3 місяці тому +12

    ଆଜ୍ଞା କ୍ଷମା କରିବେ ମହାରାଜା ଆପଣଙ୍କ ନିରବତା ଆଜି bjd କୁ ହରାଇ ଦେଇଚି
    ନବୀନ ଲାଗି ଓଡ଼ିଆ ୪ କୋଟି ଲୋକ ଆଜି କାନ୍ଦୁଛନ୍ତି,ଓଡ଼ିଶାବାସୀ ଓ ନବୀନଙ୍କ ଲୁହ bjp upare ନିଶ୍ଚୟ ପଡ଼ିବ
    ଏହା କିନ୍ତୁ ଭଲ ହେଲାନି,ଓଡ଼ିଆ କାନ୍ଦୁଚି ଆଜି
    ମୋଦି ଚାଲ୍ ଓଡ଼ିଶାକୁ ବୁଡ଼େଇ ଦେଇଚି

  • @subhenduofficial3608
    @subhenduofficial3608 3 місяці тому +8

    BJP ahara parinama bhogiba. Khubb kam Samaya lagiba......

  • @prasantakumarbisoyi4231
    @prasantakumarbisoyi4231 3 місяці тому +1

    ସାମ୍ବାଦିକ ଭାଇଙ୍କୁ ମୋର ବିନୀତ ଅନୁରୋଧ
    ଆପଣ ସିଧା ସିଧା କହିଦୀୟନ୍ତୁ କି ହରିହର ମହାପାତ୍ର ଆଉ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଜୁକ୍ତ ନରେନ୍ଦ୍ରମୋଦିଜି କହିଥିଲେ କି ରତ୍ନ ଭଣ୍ଡାର ଚାବି ତାମିଲନାଡୁ ପଲେଇଚି

  • @saritamaharana4151
    @saritamaharana4151 3 місяці тому +1

    ବ.ଜେ.ଡି ଅନ୍ଧ.ମୁକ.ବଧିର ପରି ବସିଥିଲେ ।ନବୀନ ପଟ୍ଟନାୟକ ରାଜ୍ୟ କୁ ଚଳାଉ ନଥିଲେ ତାଙ୍କ ମନ୍ତ୍ରୀ ମଣ୍ଡଳ, ପାଣ୍ଡିଆନ ଚଳାଉ ଥିଲେ ସେଥିପାଇ ଆଜି ଓଡିଶା ବହୁତ କଳା କାମ,ଅନ୍ୟାୟ କାମ ହେଉଛି ।

  • @santoshkumarmishra2620
    @santoshkumarmishra2620 3 місяці тому +2

    ମୋର ଅନୁରୋଧ ଆମ ଗଜପତି ମହାରାଜା ଙ୍କ ଠାରୁ ସମସ୍ତ ଦଳର ନେତାମାନେ ଶାଳୀନତା ଓ ଭଦ୍ରତା ଶିଖନ୍ତୁ.

  • @maheshmotto
    @maheshmotto 3 місяці тому +5

    Sabu andha bhakt mane dekhiba nihati darkar 😂😊

    • @Zanil-kr7ll
      @Zanil-kr7ll 3 місяці тому +2

      Semane andha Modi chhada semananku aau kehi dekha jibeni ebe semane kaala heigaleni 😁😁😁 aau kete Dina pare muka heijibe

  • @subhenduofficial3608
    @subhenduofficial3608 3 місяці тому +3

    Dharmaku nei Rajaniti Karuthila bjp I

  • @rajaniapat7946
    @rajaniapat7946 3 місяці тому +1

    ଠାକୁର ଙ୍କ ରାଜା କେତେ ସରଳ , ନମ୍ର ତାଙ୍କର ମୁଖ ମଣ୍ଡଳ କେତେସରଳ🙏🙏🙏🙏 ଜୟ ଜଗନ୍ନାଥ 🕉️🚩🙏⭕‼️⭕🙏🙏ପୁରୀ ଗଜପତୀ ମହାରାଜଙ୍କୁ କୋଟିକୋଟି ପ୍ରଣାମ

  • @kalpanasamal8462
    @kalpanasamal8462 3 місяці тому +1

    ଜୟ ଜଗନ୍ନାଥ ପ୍ରଭୂ ଆମ ଓଡିଶାର ଗର୍ବ ଓ ଗୌରବର ପ୍ରତୀକ ଶ୍ରୀ ଶ୍ରୀ ଗଜପତି ମହାରାଜ କୁଂ କୋଟି ପରମାୟୁ ଦିଅନ୍ତୁ ଚକାଆଖି ସୁସ୍ଥଓନିରାମୟଜୀବନ କାମନା କରୁଛି ଆପଣ କଂ କରୁଣା ସଂସାର ବାସୀଂକ ଠାରେ ପଡୁ। 🙏🙏🙏🌹🌹🌹💐💐💐❤❤❤

  • @benudharabastia8838
    @benudharabastia8838 3 місяці тому +1

    ଆପଣ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଣିମା, କୋଟି କୋଟି ଓଡିଆ ଜାତି ଆପଣଙ୍କୁ ନେଇ ସଦା ଗର୍ବିତ କରୁଥିବ ,ଜଯୃ ଶ୍ରୀଜଗନ୍ନାଥ

  • @subhenduofficial3608
    @subhenduofficial3608 3 місяці тому +1

    Asal katha sunantu. Kintu Bjp Odisha vasinku bibhrantikar paristire Rakhile. Rajaniti Karuthila bjp.

  • @Hemantpradhan88
    @Hemantpradhan88 3 місяці тому +17

    ଆମ ରାଜାଧି ରାଜ.. ପ୍ରଭୁଙ୍କର ଆଦ୍ୟ ସେବକ... ଆମ ଐତିହ ଆମ ଗୌରବ... 🚩🚩 ଜୟ ଜଗନ୍ନାଥ 🚩🚩

  • @simplescienceoftemplesjdrc4928
    @simplescienceoftemplesjdrc4928 3 місяці тому +3

    ଆ କି ସୁନ୍ଦର ଉପସ୍ଥାପନା।
    ମଣିମାଙ୍କର ଜୟ ହେଉ
    ଜୟ ଜଗନ୍ନାଥ।

    • @baikunthabehera3971
      @baikunthabehera3971 3 місяці тому

      MANHIMA PADHABI PARIBARTAN HEU .NABIN BASILE .RAJA BASANTU ....NUTAN RAJA SELECT KARAJAU ..KICHHI BHUL KARI NAHANTI .KHALI PALLI DHHARICHHANTI PALLIA HOI ..

  • @ranjeetjena3419
    @ranjeetjena3419 3 місяці тому +2

    Maharaj apana nije ratna bhandar kholantu thik heba.

  • @jyotitaranginidash2781
    @jyotitaranginidash2781 3 місяці тому

    Maharaj kebela raja ନୁହନ୍ତି 😢ସେ ଆମ କୋଟି ଓଡ଼ିଆର ମଉଡମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ର ଆଦ୍ୟସେବକ ତେଣୁ ତାଙ୍କୁ କେବଳ ମହାରାଜ ନ କହି ପରମ ପୂଜ୍ୟ ଶ୍ରୀ ଗଜପତି ମହାରାଜା ବୋଲି ସମ୍ବୋଧିତ କଲେ ଭଲ ହୁଅନ୍ତା ।🙏🙏🙏🙏

  • @babitapattanayak1753
    @babitapattanayak1753 3 місяці тому +1

    ଶ୍ରୀ ଜଗନ୍ନାଥ ଆମକୁ ସଦବୁଦ୍ଧି ଦିଅନ୍ତୁ, ଆମେ ଠିକ ଭୁଲ ଜାଣିପାରିବା ନିରପେକ୍ଷ ସମ୍ବାଦ ପ୍ରକାଶ କରିବା

  • @manojsahoo8530
    @manojsahoo8530 3 місяці тому

    ଆମ ଓଡ଼ିଶାର ଗର୍ବ ଓ ଗୌରବ ଗଜପତି ମହାରାଜାଙ୍କ କଥା ଶୁଣି ଶାରିବାପରେ ସାରା ଓଡ଼ିଶାର ପୁରପଲ୍ଲୀର ସବୁ ଓଡିଆ ପରିବାର ନିଜ ନିଜ ମଧ୍ୟରେ ସବୁକିଛି ବୁଝିପାରୁଥିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ରତ୍ନଭଣ୍ଡାର ବିଷୟରେ ବାହାର ରତ୍ନଭଣ୍ଡାର ଖୋଲାଯିବା ପରେ ଭିତରରତ୍ନଭଣ୍ଡାର ଖୋଲାଯିବ ତାହେଲେ ଓଡ଼ିଶା ବାସି ବିଚାର କରନ୍ତୁ ମହାପ୍ରଭୁଙ୍କର ରତ୍ନଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ତତବ୍ୟତିତ ଆମେ ସାରା ଓଡିଶାବାସୀ ଜାଣିବା ଦରକାର ସାରା ପୃଥିବୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଚଳାଉଛନ୍ତି ତାଙ୍କ ଘରେ ଚୋରି ହଉଛି ବୋଲି ଯେଉଁମାନେ ରାଜନିତୀ ର ମନ୍ଦ ଉଦ୍ଦେଶ୍ୟ ନେଇ ପ୍ରଚାର ପ୍ରଶାର କରୁଛନ୍ତି ସେମାନେ ହେଉଛନ୍ତି ଗୋଟେ ଗୋଟ ଅଣହିନ୍ଦୁ ସେମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ କେବେ କ୍ଷମା ଦେବେ ନାହିଁ ଖୁବ ଅଳ୍ପ ଦିନ ଭିତରେ ସାରା ବିଶ୍ଵ ଦରବାରରେ ଏହା ନିଶ୍ଚୟ ପ୍ରମାଣିତ ହେବ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @mahendrabehera5214
    @mahendrabehera5214 2 місяці тому +1

    ମହାରାଜ କୁ ମୋର କୋଟି ନମସ୍କାର 🙏🙏🙏

  • @nabinbeura3225
    @nabinbeura3225 3 місяці тому

    ତିଥି ଅନୁଯାୟୀ ରଥଯାତ୍ରା ତାର ସମସ୍ତ ବିଧି ସମ୍ପାଦନ ହୁଏ. ଏଣୁ ପନ୍ଦର ଦିନାର୍ ଅବଧିରେ ଅର୍ଥ କିଛି ନାହିଁ .

  • @sudhansu159
    @sudhansu159 3 місяці тому +2

    dayakari maharaj nku request sarakar nku question karantu chabi rajaniti bjp kn pani ksla abe kouthu paeila

  • @purnachandrapanda2499
    @purnachandrapanda2499 3 місяці тому +4

    Sri Sri gajapati dibysingha Maharaj Jai Jai Jai jai ❤ mahaprabhu nka saman Maharaj ji koti pranam

  • @birupakshyajena609
    @birupakshyajena609 3 місяці тому +3

    Election purbaru Maharaj kahithile BJD must win karithanta but kichhi planning ethara hoichhi Modi ji and Mmaharajanka vitare

  • @arnavpanda3058
    @arnavpanda3058 3 місяці тому +4

    Gajapati maharaj jagannath nkara chalanti pratima . 🙏🏻

  • @AkshayakumarMalla
    @AkshayakumarMalla 3 місяці тому +6

    JAY jaganath Swami 🙏🙏🙏🙏

  • @ranjankumarsahoo9444
    @ranjankumarsahoo9444 3 місяці тому +3

    ଜୟ ଜଗନ୍ନାଥ 🙏🙏🙏🙏🚩🚩🚩🚩🚩

  • @priyambadadas233
    @priyambadadas233 3 місяці тому +1

    Best interviewer I have seen.The Questionir system is worthwatching.Maharaj nku kotikoti pranam.Manas Babu hat's off to U for ur nice presentation. Mahaprabhu samastanku sadd budhhi diantu.

  • @nonabaghraroad5147
    @nonabaghraroad5147 3 місяці тому +4

    ଜୟ ଜଗନ୍ନାଥ 🙏

  • @Odiatube5
    @Odiatube5 3 місяці тому +3

    Very good Kanak news . Ete Dina pare gote bhala news prasarana karila 🙏🏻Jay Jagannath 🙏🏻

  • @rabindrakumardas4338
    @rabindrakumardas4338 3 місяці тому +3

    Jay Jagannath, Gajapati Maharaj nku pranam

  • @narayanpradhan2325
    @narayanpradhan2325 3 місяці тому +1

    BJP kathavarta bhasa byabahar Raja sahebnka tharu sikhile bhala

  • @sasmitamohanty1970
    @sasmitamohanty1970 3 місяці тому

    ଗଜପତି ରାଜା ଙ୍କ ଠାରୁ ସବୁ ସତ୍ୟାସତ୍ୟ ଜାଣିଲା ପରେ ଏବେ ଆପଣ ମାନେ ଖୁସିତ??? ଓଡ଼ିଶାର ଅସ୍ମିତା ଜଗନ୍ନାଥ ଙ୍କୁ ଦ୍ୱାହି ଦେଇ ହୀନ ରାଜନୀତି କରି
    ଲୋକମାନଙ୍କୁ ମିଛ କହି ମୋଦି ଅମିତ ଶାହ
    ଆଉ ନିୟୁଜ ଚାନେଲ ଵାଲା ମିଶି ଓଡ଼ିଶାରେ ବିଜେପି କୁ ଜିତେଇଛନ୍ତି 😡😡
    ଅନ୍ୟାୟି, ମିଛୁଆ, ବିଭ୍ରାନ୍ତିକାର ନିୟୁଜ ଚାନେଲ ଅର୍ଗସ, କନକ, ଓଟିଭି, ନନ୍ଦିଘୋଷ ତୁମେ ମାନେ ସୁଧୁରି ଯାଅ ନହେଲେ ଜଗନ୍ନାଥ ତୁମ ମାନଙ୍କୁ କେବେବି କ୍ଷମା କରିବେନି 😡😡😡😡

  • @bisudj6732
    @bisudj6732 3 місяці тому +1

    Jay Shri Ram Jay Jay Shri Ram Jay Jagannath har har mahadev Jay Hind🎉🎉🎉🎉🎉🎉🎉🎉🎉🎉

  • @Reenabehera0
    @Reenabehera0 3 місяці тому +3

    Thakura raja nku koti koti pranam Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @subhenduofficial3608
    @subhenduofficial3608 3 місяці тому +1

    Athipain odisha BJP mukta heba....

    • @sunitapradhan3852
      @sunitapradhan3852 3 місяці тому

      ମୁକ୍ତ ହେବେନି ସାର୍, ଆଗାମୀ ରାଜନୀତି ର ମୂଳଦୁଆ ଷ୍ଟ୍ରଙ୍ଗ ପାଈଁ ଆହୁରି କେତେ ଯୋଜନା କାଢି ସାରିଥିବା, ଓଡ଼ିଶା ବାସୀଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧିବା ପାଇଁ, ଏବେ ଯେମିତି, ଇଲେକ୍ସନ ପାଈଁ ଅପ ପ୍ରଚାର କରି ଜିତିଲା, ସେତେବେଳେ ସେମିତି 5 ବର୍ଷ ପାଇଁ ଯୋଜନା କରି 6 ବର୍ଷ ବେଳକୁ ହରିଲୁଟ କରିବ ଯେମିତି ଭାରତ ରେ ହେଉଛି

  • @prativamishra1290
    @prativamishra1290 2 місяці тому

    ଆମ ଗଜପତି ମହାରାଜା ଙ୍କୁ ମୋର ହୃଦୟରୁ ପ୍ରଣାମ.

  • @sweetchulbuli2999
    @sweetchulbuli2999 3 місяці тому +1

    ଦି ଦିନ, ନୁହେଁ, ଦୁଇ ଦିନ ବାବୁ

  • @THESUNNYSWARAJ
    @THESUNNYSWARAJ 3 місяці тому

    ଆଦ୍ୟ ସେବକ ଶ୍ରୀ ଗଜପତିମହାରାଜ ଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ସର୍ବଦା ଆରୋଗ୍ୟ ରଖନ୍ତୁ ...ଜୟଜଗନ୍ନାଥ

  • @dhaneswarkatual6046
    @dhaneswarkatual6046 3 місяці тому +1

    ଆରେ ବାବା ସବୁ ସେଇ କାଳିଆ କୃପା

  • @lalitakantabehera6757
    @lalitakantabehera6757 3 місяці тому +5

    Pranam prabhu pranam

  • @babitapattanayak1753
    @babitapattanayak1753 3 місяці тому

    ଗଜପତି ମହାରଜ ଙ୍କୁ କୋଟି କୋଟି ଦଣ୍ଡବତ 🙏ଯିଏକି ମହାପ୍ରଭୁଙ୍କ ପ୍ରଥମ ସେବକ ଆଉ ଯିଏ ଫେରେ ମହାନ ଜ୍ଞାନୀ, ତାଙ୍କ ଠାରୁ ଆମେ ବହୁତ କିଛି ଶିଖିବାର ଅଛି 🙏👍 ତେଣୁ ତାଙ୍କୁ ଯେତେ ବୁଲେଇ ବାଙ୍କିଙ୍କି ବି ପଚାରିଲେ ବି ସେ ଯାହା ଠିକ ତାହା କହିଛନ୍ତି, ଆମେ ବି ତାହା ଦେଖିବା ସରକାର ଯେଉଁ ଦଳ କରିଛି ଓ କରୁଛି ନା କାହଁକି ଯିଏ କିଛି ଉର୍ନତି ମୂଳକ କାର୍ଯ୍ୟ କରିଛି ଆମେ ତାକୁ ପ୍ରଂଶସା କରିବା ଆଉ ଯିଏ ଯେଉଁଠି କିଛି ତ୍ରୁଟି କରୁଛି ତାକୁ ଲୋକଲୋଚନ କୁ ଆଣିବା ତେବେ ଯାଇ ଗଣମାଧ୍ୟ୍ୟମ କୁ ଲୋକେ ସନ୍ନମାନ ଦେବେ ବିଶ୍ୱାସ କରିବେ, କିନ୍ତୁ ଦୁଃଖର ବିଷୟ ଆଜିକୁ କେତେ ବର୍ଷ ହେଲା କିଛି ନିୟୁସ ଚେନାଲ ନିରପେକ୍ଷ ସମ୍ବାଦ ପରିବେଷଣ ନକରି ନିର୍ଦ୍ଧିଷ୍ଟ ଗୋଟିଏ ଦଳର ଚାଟୁକାର ହୋଇଯାଉଛନ୍ତି ଯାହାକି ଗଣତନ୍ତ୍ର ରାଷ୍ଟ୍ରପାଇଁ ଠିକ ନୁହଁ 👌

  • @SurprisedBackpacker-sd6lg
    @SurprisedBackpacker-sd6lg 2 місяці тому +1

    Jay Sri Jagannath Swami

  • @bipinrout5578
    @bipinrout5578 2 місяці тому

    କୋଟିକୋଟି ପ୍ରଣାମ ମଣିମା 🙏🙏🙏🙏

  • @Hrudanandah
    @Hrudanandah 3 місяці тому +5

    Naveen Babu best CM

  • @MrJitSambalpuria-
    @MrJitSambalpuria- 3 місяці тому

    Athi ସୁନ୍ଦର voice ଗଜପତି ମହାରାଜା so nice love you

  • @godabarimangaraj5027
    @godabarimangaraj5027 3 місяці тому

    🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ💐💐💐💐💐💐💐💐💐💐🙏🙏🙏🙏🙏⚫️🔻⚫️🙏🙏🙏🙏

  • @taranisenpatra9171
    @taranisenpatra9171 3 місяці тому +3

    Jay Jagarnnath jay Gajapati

  • @bhupindrasahu8567
    @bhupindrasahu8567 3 місяці тому +3

    Jay Jagannath 🙏🙏🙏

  • @ranjeetjena3419
    @ranjeetjena3419 3 місяці тому +2

    Naveen sir best cm

  • @kb42001
    @kb42001 3 місяці тому +3

    Jay Jagannath 🙏

  • @gajanannahak9226
    @gajanannahak9226 3 місяці тому +1

    Satare manash babu first question dilsay...wow Jay Jagannath

  • @hemantakumar7056
    @hemantakumar7056 3 місяці тому

    ସବ୍ କା ମାଲିକ୍ ଏକ ହୈ, ଜୟ ଶ୍ରୀ ଜଗନ୍ନାଥ

  • @Sanghamitrananda007
    @Sanghamitrananda007 2 місяці тому

    Apana nkara pada chhuinebaku mana kintu sehi soubhagya nanhi mora🙏🏻

  • @rajeshkumarhota7239
    @rajeshkumarhota7239 3 місяці тому

    Maharaj kesaba thhakuranku jannichhanti ki. Jadi jannichhanti tahele tikia kuhantu.

  • @safaladas5664
    @safaladas5664 2 місяці тому +1

    Jay Jagannth

  • @anantasamal5654
    @anantasamal5654 3 місяці тому +1

    ❤❤❤❤❤❤❤❤❤❤❤❤❤❤ठाकुर राजा nku mora कोटि कोटि कोटि नमन❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @birupakshyajena609
    @birupakshyajena609 3 місяці тому +1

    Sabu pre planning re Election hela Odisha re BJD janiparilani

  • @sumantalenka7496
    @sumantalenka7496 3 місяці тому +1

    Maha rajanku mor pratham pranam
    Maha raja apankun mor gote anurodha kare ki ratna bhandara daityo soyam apana nije rakhiba darkar karana apana sara odisha ra raja kounsi prasana hataku deba uchiti nuhe apana heuchhnti chalanti pratima jagannath nkra mandirara pratyaka karya apnaka dwara samapti huye.

  • @Ssssssssssss-v4w
    @Ssssssssssss-v4w 3 місяці тому

    Bahut Anyae Kale Laguchi Bada Deula Chadi Prabhu Bhakta Manaka Melare Khelu Chanti

  • @dibyaranjanmohanta2018
    @dibyaranjanmohanta2018 3 місяці тому

    Ratnna bhandara ra jou Chabhi hojiba katha aou Nokali chabhi tiari heba kathata ketedura thik taha amo lokomane bujhi chhanti kebala kichhi lokamane bujhi nahanti munda bikali mane aou chabhi hojithila jodi nokli chabhi bi hela tebe khalibare problem ta kouthi rahila Committee baseile kn ta hobo sabu bahana gote jinisha karibaku chahile Asambhav kouthi lokankku aou gopo sunantuni

  • @kurtibasbihari2191
    @kurtibasbihari2191 3 місяці тому +3

    Maharaja 🙏

  • @rohitbiswal
    @rohitbiswal 3 місяці тому

    Maharaj
    Nibedana ,
    Please take care of total Puti Town including aminities as lot of tourist visiting for Vagaban Darshan.
    Pranam.

  • @dibyaranjanmohanta2018
    @dibyaranjanmohanta2018 3 місяці тому

    Jane Gajapati Maharaj jodi kahibe mu kichhi janini tebe yathu archarjya ghatana kan hoipare sabu committee members bi samil thibe burba sarkarnkka sahita bhago karithhibe

  • @ganeshkhatei845
    @ganeshkhatei845 3 місяці тому

    You guys should concentrate on growth unemployment and future investments in Odisha. The so called medical facilities on root level are in terrible condition. Just avoid these kind stuffs ( You media guys are doing just unnecessary things which are not relevant to the people of Odisha). Just take care the people of Odisha, if the people will leave in harmony, Lord Jaga will be also happy

  • @arjunaswain9771
    @arjunaswain9771 3 місяці тому +3

    Thanks to answer

  • @Aamodit2022
    @Aamodit2022 3 місяці тому

    14.00 min should be watched and listened by andhbhakt

  • @suchitrakhuntia7866
    @suchitrakhuntia7866 3 місяці тому

    ଠାକୁର ରାଜା ଠାକୁର ଅଟନ୍ତି।

  • @Tapanpujharit
    @Tapanpujharit 3 місяці тому

    ଜୟ ଗଜପତି ମହାରାଜ 🙏🙏🙏

  • @Harapriya25
    @Harapriya25 3 місяці тому +1

    Jay jagannath

  • @rabindrakumardas4338
    @rabindrakumardas4338 3 місяці тому

    Maharaj,pravu nkar Ratna bhandar re jeunsabu Alankar achhi tahar list procedure anujai hoichhi ta?

  • @k.venketswarsubudhi555
    @k.venketswarsubudhi555 3 місяці тому

    Very nice & memorable topic for all. Thanks 🎉❤ pranam to Sri moharaj

  • @kurtibasbihari2191
    @kurtibasbihari2191 3 місяці тому +2

    Jay Jagganath🙏

  • @sudhansusekharmishra3684
    @sudhansusekharmishra3684 3 місяці тому

    Excellent interview.gajapati maharaj ki jay..jayajagannath

  • @PurnaChandranayakPurna
    @PurnaChandranayakPurna 3 місяці тому +2

    Jaya jagannath

  • @Godeepak
    @Godeepak 3 місяці тому

    ମହାରାଜା ଙ୍କ ର ଜୟ ହୋ,,,ଜୟ ଜଗନ୍ନାଥ 🙏

  • @SAMIMOHAPATRA
    @SAMIMOHAPATRA 3 місяці тому +1

    Corona time re kana lagi kalani.bahut time milinathanta

  • @narendrabarik9855
    @narendrabarik9855 2 місяці тому

    700 Natasha Raja

  • @PriyambadaMishra-um9kq
    @PriyambadaMishra-um9kq 2 місяці тому

    Thakurr. Thakirarananku. Satayi. Karantiu

  • @ballavcharanpradhan3532
    @ballavcharanpradhan3532 3 місяці тому

    Jai puri gajapati l

  • @PriyambadaMishra-um9kq
    @PriyambadaMishra-um9kq 2 місяці тому

    Thakurs
    Thakura. Rajan(ku.satayu.karantu

  • @sumantalenka7496
    @sumantalenka7496 3 місяці тому

    Ratnabhandarku nei politics na karajau taha maharaja gajpati se daitho dia jau se hi kolibe aau banda karibe karana se jagannath maha patbhunkra paribara sadsya amara sanskriti anujai

  • @subhu609
    @subhu609 3 місяці тому +1

    Jay Jagannath swami❤❤❤

  • @simanchalasahu1425
    @simanchalasahu1425 3 місяці тому

    1977ru 2024 madhya ra ratana bhandra khola haiparila nahi ahara mukhya daiee mandir parichalana commite & nija gajapati ????????

  • @anandamohakuda4943
    @anandamohakuda4943 3 місяці тому

    Jay jagannath 🙏🙏🙏 jay Nabin

  • @k.venketswarsubudhi555
    @k.venketswarsubudhi555 3 місяці тому

    Ate Sundar karyakram 🎉❤

  • @baishalibose5615
    @baishalibose5615 3 місяці тому

    Joy Jagannath 🙏🙇🙏

  • @Joysofpuspaabcde
    @Joysofpuspaabcde 3 місяці тому

    Kanak news ra ae Sambadika mahashaya jemiti namrata o bhadrami ra sahita interview nnianti au tankar pacharibar tarika ta jemiti au kounasi sambadika nka thare mileni.tanku newcomer mane follow Kariba darkar.

  • @subhransudalai8360
    @subhransudalai8360 3 місяці тому

    bjp hina rajaniti karithila,dharma ku nei rajaniti durbhagya

  • @laxmidharsahu8083
    @laxmidharsahu8083 3 місяці тому

    Ratna bhandar bhali bhandara,jahaki Prabhu Jagannathnkara , hajigalla hajigalla jadi se daityahina Kia? Kebe nuhan. Aha aka Rahasya.Taku prathame arrest karajau.

  • @ommiamit
    @ommiamit 3 місяці тому

    Jai jagarnnath 🙏