Ollywood Actress : ରିୟାଙ୍କ ନାଁରେ ବଡ଼ ଆସିଲା ଅଭିଯୋଗ |Riya And Her Husband For Torturing Caretaker|N18V

Поділитися
Вставка
  • Опубліковано 8 лип 2024
  • Ollywood Actress : ରିୟାଙ୍କ ନାଁରେ ବଡ଼ ଆସିଲା ଅଭିଯୋଗ |Riya And Her Husband For Torturing Caretaker|N18V | Trouble mounted for Ollywood actress Riya Dey and her husband Sunil Kumar Dalai as a case has been filed against them for allegedly torturing their caretaker. | #ollywood #Actress #riyadey #Complaint #Filed #against #police #arrest #bhubaneswar #husband #Torturing #Caretaker #News18Odialive #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
    News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇଁ ପାରିବେ ।
    Please visit our website bit.ly/2YaikeJ for latest opinions and detailed news coverage.
    Follow us on
    Facebook: / news18odia
    Twitter: news18odia?lang=en
    Website: bit.ly/2YaikeJ
    Subscribe our channel to get latest news and updates tinyurl.com/y46bt2fm

КОМЕНТАРІ • 1,3 тис.

  • @swarnalataparamaguru5521
    @swarnalataparamaguru5521 29 днів тому +731

    ସେ ଝିଅ କୁ ନ୍ୟାୟ ମିଳୁ ।ଏ ମାନଙ୍କର ବହୁତ ଗର୍ବ ।ଏମାନେ କି ହିରୋଇନ ଛି ଛି ।

  • @sanjaymukhi3201
    @sanjaymukhi3201 29 днів тому +441

    ରିୟାକୁ ଗିରଫ କରାଯାଉ

  • @123abcgugul8
    @123abcgugul8 29 днів тому +205

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ମୁଁ ଅନୁରୋଧ କରୁଛି 🙏 ଅତି ଶିଘ୍ର ଏହି ଝିଅ କୁ ନ୍ୟାୟ ପ୍ରଦାନ କରନ୍ତୁ ଦୋଷୀ କୁ ଖୁବ୍ ଶୀଘ୍ର ଦଣ୍ଡ ଦିଆ ଯାଉ

  • @PriyaaBrata-cn2od
    @PriyaaBrata-cn2od 29 днів тому +65

    ରିୟା ଅଧା ଲଙ୍ଗୁଳୀ ହେଇ ରଜ ସୁନ୍ଦରୀ ରେ ବଡ଼ ବଡ଼ ଭାଷଣ ଦିଏ ପଇସା ନ ଦେଇ ଏ ଝିଅ କୁ ହଟ ହଟା କରୁଛି

  • @manojsahoo7284
    @manojsahoo7284 29 днів тому +711

    ରୀୟ କୁ ତୁରନ୍ତ ଗିରଫ କରାଯାଉ

  • @KumarPrabhat796
    @KumarPrabhat796 29 днів тому +754

    ତା ସ୍ବାମୀ ର ସାହସ କେତେ ଜଣେ ନିରୀହ ଗରିବ ଝିଅ ଉପରେ ମଦ ଢାଳିବାକୁ ।😡😡ସେ ମାଗୀହା କୁ ଖାସୁ କରାଯାଉ🙏🙏

    • @shreeeff
      @shreeeff 29 днів тому +21

      Bhai ki katha kahila na pura right

    • @binodraaz7197
      @binodraaz7197 29 днів тому +10

      Riya au ta husband ku turont arest korajau please govt ku atiki mo anurodh

    • @opjubul241
      @opjubul241 29 днів тому +2

      Ta husband ra maa Bharat maa

    • @satyabratabarik9449
      @satyabratabarik9449 29 днів тому +8

      Riya bia re Gihajau

    • @desi_gamer_fans
      @desi_gamer_fans 29 днів тому +2

      Takuta sabu hiro gehile auri galu achhi

  • @dulalsagaiabado8627
    @dulalsagaiabado8627 29 днів тому +304

    ଧନୀ ଲୋକମାନଙ୍କୁ ବିଶ୍ଵIସ କେବେହେଲେ କରିବ ନାହିଁ କାରଣ ଗରିବର ଦୁଃଖ କ'ଣ ଜାଣି ନାହାନ୍ତି

  • @pinkyvidyashort
    @pinkyvidyashort 28 днів тому +13

    ସେ କଡରେ ବସିଥିବା ladies ଜଣକୁ ବହୁତ ହଁସ ମାଡୁଛି ଜଣେ ଦୁଃଖ ଖବର ଜଣାଉଛି ସେ ମୁଚିକି ହସୁଛି😢

  • @sukantpradhan-be2jb
    @sukantpradhan-be2jb 29 днів тому +270

    ରିୟା ଛତରିକୁ ଗିରଫ କରନ୍ତୁ

  • @sunilkumarnaik6460
    @sunilkumarnaik6460 29 днів тому +118

    ଭଗବାନ ଜଗନ୍ନାଥ ଦେଖୁ ଛନ୍ତି... ରିୟା.. ତମକୁ ବି ଏମିତି ହିଁ god କରିବେ..

  • @samirballiarsingh9433
    @samirballiarsingh9433 29 днів тому +177

    ଓଡ଼ିଆ ସିନେମା ର ନାଇକା ମାନେ ଧନ୍ଦା ବାଲି

  • @aratisarvang7100
    @aratisarvang7100 29 днів тому +24

    ଝଅଟିଏ କୁ ନ୍ୟା ୟ ମିଳିବା ଦରକାର

  • @LambuaMarndi
    @LambuaMarndi 29 днів тому +324

    ଦୁଶି କୁ ଦଣ୍ଡ ପାଇବା ଦରକାର ଜୟ ହିନ୍ଦ୍

  • @pinkysamal4947
    @pinkysamal4947 29 днів тому +296

    ଟାଣି ଟାଣି ଆଣ ରିୟା ଦେ କୁ ତାକୁ ବି ସେଇ ଭଳିଆ ଦରକାର

  • @subhasmitarout8707
    @subhasmitarout8707 29 днів тому +30

    ଏ ତାଙ୍କ ଘରେ କାମ କଲାପରି ଲାଗୁନି, ସେ ତାଙ୍କୁ ପଚାରିକି ସବୁ କହୁଛି, ଏତେ ବର୍ଷ ଜଣେ କାମ କରିଛି କୋଉଥିରେ ଘର ପୋଛା ହୁଏ ଜାଣିନି ତାଙ୍କୁ ପଚାରୁଛି, ଆଉ ଜଣେ ବର୍ଷା ପ୍ରିୟ ଦର୍ଶିନୀ ଙ୍କୁ ବି କହିଥିଲେ ମିଛ ବାହାରିଲା, ସତ ସେତେବେଳେ ଜଣା ପଡିବ ଉଭୟ ଯେତେବେଳେ ସାମ୍ନାସାମନି ହେବେ.

    • @rinkiswain119
      @rinkiswain119 28 днів тому

      Yes

    • @jasminpradhan7333
      @jasminpradhan7333 28 днів тому +2

      Tu Jai kama kar ta pakhare janibu ta husband jetebele tate deba 😂😂😂😂😂

    • @snehanirmal2142
      @snehanirmal2142 26 днів тому

      Au kabari kahi lani riya nam kahini kahila

    • @snehanirmal2142
      @snehanirmal2142 26 днів тому +1

      Au kau bhali tate lagithaant .. Ti jani thaantu.. tu gute jhiana??chhi chhi..tu...dekha ??? i chhaliki jai parunshi... Patha padhini kahilapa ghara puchha...tu jani pariluni ??tu jibu kama karibu riya rate raha queen karei dab.jaa😊😊😊

  • @Chandanbehera-es3xq
    @Chandanbehera-es3xq 29 днів тому +16

    ସେ କୋଉ ବାଳ ହିରୋଇନ୍ ତାକୁ କିଏ ହିରୋଇନ୍ କରିଛି

  • @manashnayak2794
    @manashnayak2794 29 днів тому +254

    ଠିକି ଯେ ସେଇ ଝିଅ ଟି ଫିଟିଙ୍ଗ ନାହିଁ ଠିକୀରେ କଥା କହି ପାରୁନି ହଉ ଶେ ଝିଅ କୁ ନ୍ୟୟ ଦିଆଯାଉ

  • @SanatanchattarChattar
    @SanatanchattarChattar 29 днів тому +378

    ରିୟା କୁ ବି ବିଚ୍ ରାସ୍ତାରେ ପୀଟ ନଙ୍ଗଳା କରି ରାସ୍ତାରେ ବୁଲାଅ

    • @opjubul241
      @opjubul241 29 днів тому +7

      Ki amanabiya chinta dhara jadi ta Swami jadi rasta re apari bulanta abam to parivar sadasya thante kana chamatkar huanta na manasika khetra re opposite huanta?Vivek thile bujhi heba

    • @Dk-ec8gm
      @Dk-ec8gm 29 днів тому +1

      Cccccccçcççl😮😢

    • @sagarikadas7958
      @sagarikadas7958 29 днів тому +7

      Sie Kou dress pindhuthila je tanku nangala kariki pinfhibi

    • @Bhadrikia
      @Bhadrikia 29 днів тому

      Right

    • @lovefromodisha6651
      @lovefromodisha6651 29 днів тому

      @@sagarikadas7958 Hm dress pindhiki sabu dekhauthiba taku dress pindha kuhajibani 😂😂

  • @brajeswarisingh909
    @brajeswarisingh909 29 днів тому +59

    ଉଭୟ ପକ୍ଷ ବିଚାର କରାଯାଇ ନିଷ୍ପତି ନିଆଯାଉ, ଦୋଷୀକୁ ଦଣ୍ଡ ଦିଆଯାଉ 🙏

  • @PramodGuru-el7hp
    @PramodGuru-el7hp 29 днів тому +16

    ସେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଙ୍କୁ ତୁରନ୍ତ ଗିରଫ କରାଯାଉ 😡

  • @pabitrabehera975
    @pabitrabehera975 29 днів тому +223

    ବଡ଼ ଘର ବଡ଼ ଗୁମର କଥା

    • @madhusmitaray3640
      @madhusmitaray3640 29 днів тому +4

      Bala bada loka nachila paisa paiba besi hauchi sempiti

    • @jyotiranjanmishra101
      @jyotiranjanmishra101 29 днів тому

      ସେମାନେ କଣ ଏମିତି ହେଇଗଲେକି ବଡ଼ ଲୋକ ହେଇଗଲେ

    • @KRISHNAROADLINES-00081
      @KRISHNAROADLINES-00081 29 днів тому

      Bhai aeita serial heigala

    • @priyankamohantyraam-zp5jo
      @priyankamohantyraam-zp5jo 29 днів тому

      Emane bada loka nuhanti emane naguli nacha karikari tanka income karnti emane kana janiparuthibe

  • @nabinraj7474
    @nabinraj7474 29 днів тому +90

    ଭାବି ବିଚାରି କଥା କୁହ ଯଦି ସତ କହୁଥିବ ତାହେଲେ ଭଲ ନହେଲେ 1000 ଥର ଭାବିକି କୁହ

  • @JagabandhuBehera-yw1ez
    @JagabandhuBehera-yw1ez 29 днів тому +123

    ରିୟା କୁ ଗିହା ଦରକାର

    • @KshitishSa
      @KshitishSa 29 днів тому +4

      Right

    • @sitansug
      @sitansug 28 днів тому +1

      Bausa bate giha darkar

    • @sitansug
      @sitansug 28 днів тому

      Maghiya tume mane kalakar mada piucha public aani pita jau maghiga ku

    • @sushantstatus9674
      @sushantstatus9674 25 днів тому

      😂😂

  • @jaydevsamal9169
    @jaydevsamal9169 29 днів тому +20

    I request to odisha police kindly intervene the matter and make a proper justice.

  • @DushmonthNayak
    @DushmonthNayak 29 днів тому +26

    ଆମେ କେବେ। ବବିନଥିଲୁ ରିୟା madam ଏମିତି dealing କରିବେ

  • @anitamallick8067
    @anitamallick8067 27 днів тому +3

    ଏମିତି ହୃଦୟ ହିନ ମଣିଷ ମାନଙ୍କୁ ହିରୋଇନ୍ ଠାରୁ ବହିସ୍କାର କରାଯାଉ। ଏମାନେ ନିଜେ ଅଶିକ୍ଷିତ ସେମାନେ ସମାଜ କ'ଣ ସେବା କରିବେ 🙏🙏🙏🙏🙏🙏🙏

  • @subhashreejena4064
    @subhashreejena4064 29 днів тому +10

    ବଡ଼ ଲୋକ ଙ୍କ ବହୁତ୍ ଭାଉ, ଗରିବ ମାନଙ୍କୁ ଏମାନେ ପାଦ ର ଜୋତା ଭାବନ୍ତି ,

    • @pritipravamallick410
      @pritipravamallick410 28 днів тому

      No Riya bada loka nuhe ratan ta , pc , srk , ambani esabu bada loka Riya ta bhikari ta😅

  • @gkmasteruday
    @gkmasteruday 29 днів тому +18

    ଏ ମାଗିହା ପୋଲିସ କିଛି ଛୋଡ଼ି ପାରିବ ନାହିଁ
    ମୁଁ 100% ସିୟୋର

    • @pritipravamallick410
      @pritipravamallick410 28 днів тому

      Govt change heichi police power chuli re sabh heba bjp ho to munkin hai

  • @rasmitaaluk1728
    @rasmitaaluk1728 29 днів тому +11

    ରିୟା କୁ 1000ଥର ଵସଭଠ କରାଅ

  • @pradeepnaik6513
    @pradeepnaik6513 29 днів тому +179

    କେତେ ବର୍ଷ ହେବ କାମ କରୁଛି ସେ ନିଜେ ଜାଣିନି, ସେ ଅନ୍ୟକୁ ପଚାରୁଛି, ହେ ପ୍ରଭୁ...

    • @Adityafoodandvlogs
      @Adityafoodandvlogs 29 днів тому +1

      Thik katha

    • @Soulsubha
      @Soulsubha 29 днів тому +34

      Sambalpuri jhiata Vasa alaga Tara year ku odia re kn kuhanti taku asini sethipain se pacharuchi

    • @rameshkeshari5325
      @rameshkeshari5325 29 днів тому

      Koruchi to

    • @chunapatra
      @chunapatra 29 днів тому +7

      ରେ ମାଗେହା ତ ଗାଣ୍ଡି ରେ କେତେଟା ବାଳ ଅଛି କହିପାରବୁ

    • @OdiaMummaandBeti
      @OdiaMummaandBeti 29 днів тому +15

      Are bujhibaku chesta karo jhia chhoto chhuata aau tara language b alga ei sabu re already nervous b acchi sethipaain pacharidela

  • @satyanayakodiavlogs
    @satyanayakodiavlogs 29 днів тому +6

    ଏମାନଙ୍କୁ କୁହନ୍ତି ହିରୋଇନ
    ଯଉ ମୁଭି କରୁଚ ସେଥିରୁ କିଛି ହେଲେ ଶିଖ
    ସେଝିଅକୁ ଉଚିତ ନ୍ୟାୟ ମିଳୁ ନହେଲେ ଆହୁରି ଏମିତି କେତେ ଝିଅ ଏମିତି ଶିକାରହେବେ
    ଯେତେ ହିରୋଇନ ଅଛନ୍ତି ରାଣୀପଣ୍ଡା ପରୀ କେହି ସମାଜ ସେବା ଝିଅ ନାହାନ୍ତି ! ତାଙ୍କ ଠାରୁ ନହେଲେ କିଛି ଶିଖ!

  • @janmejayajena3097
    @janmejayajena3097 29 днів тому +20

    ରିୟା ର ବିୟା କୁ ଫାଡ଼ି ଦିଆ ଯାଉ

    • @AmarendraDigal-v6n
      @AmarendraDigal-v6n 28 днів тому

      Yess absolutely right bro I agree with you 😅😅😅

  • @soumyaranjanpatra1057
    @soumyaranjanpatra1057 29 днів тому +78

    Mote prathamaru raga chide se riya ku😢

  • @Mira_nayak
    @Mira_nayak 29 днів тому +48

    ତୁରନ୍ତ ଆକ୍ସନ ନିଆଜାଉ।ଗରିବ ବୋଲି କଣ କିଛି ଇଜ୍ଜତ ନାହିଁ। ଯଦି ଆପଣ କିଛି ଆକ୍ସନ ନ ନେଇଛନ୍ତି ତେବେ ଆମେ(public) ତ ଅଛି।

    • @binodraaz7197
      @binodraaz7197 29 днів тому +2

      Ame samaste ochhu Barsha vouni sathe

    • @laxmiranibehera8173
      @laxmiranibehera8173 28 днів тому +1

      ରିୟା କୁ ଯଉଠି ଦେଖିବ ଅଣ୍ଡା ମାଡ଼ ଦିଅ 😡😡😡ଚପଲ ରେ ମାର ସେ ରିୟା ଝାଡ଼ାମୁତିଆଣୀ ମରୁନି

    • @sampoornnabehera4581
      @sampoornnabehera4581 27 днів тому

      Right

  • @KalyanKalyan-rv7mu
    @KalyanKalyan-rv7mu 29 днів тому +112

    ଏ ଝିଅ ସତକହୁ ଚି ନା ମିଛ କହୁଛି କିଛି ଜାଣି ହେଉନି‌‌

    • @sasmitabiswal7321
      @sasmitabiswal7321 29 днів тому +4

      Right

    • @Ms.-355
      @Ms.-355 29 днів тому

      ତୁ ମା ଘିଆ କି

    • @Ms.-355
      @Ms.-355 29 днів тому +10

      ​@@sasmitabiswal7321ଘୋଡ଼ା ଗେହୀ କଣ right ତୁ ଜାଣିଚୁ ନା କିଛି

    • @rameshchbehera3496
      @rameshchbehera3496 29 днів тому +1

      Tu sabu janichhi ta hele to saha heithile bhala heithanta

    • @aravindabehera7677
      @aravindabehera7677 29 днів тому +1

      ​@@Ms.-355 bhai tu bi thik kahi nu bhasa tike control kare massage re lekhuchu boli kichi bi lekhibu na kana...

  • @Santosh.731
    @Santosh.731 29 днів тому +23

    ପୋଲିସ ବାବୁ ମାନେ ଦୟାକରି ସେ ରିଆ କୁ ଆରେଷ୍ଟ କର

  • @manojjena29
    @manojjena29 29 днів тому +55

    se Riya au ta Husband ku arrest kari nahanti ejae...amar police wala mananku..Dhanyabad.....

    • @chandannaik9949
      @chandannaik9949 29 днів тому +5

      Police କିଛି ଛୋଡ଼ି ପାରିବନି ରିୟା ଦେ ର।ଟଙ୍କା ଖାଇ ବସି ପଡ଼ିବ gm police

    • @manojjena29
      @manojjena29 29 днів тому

      @@chandannaik9949 thik katha

  • @Priyadarshinipanda740
    @Priyadarshinipanda740 29 днів тому +36

    Michha katha kahila vali laguchi katha change karuchi ei jhia tk vala se investigation kara jau

    • @chandannaik9949
      @chandannaik9949 29 днів тому +6

      ମୋ ମତରେ ଏ ଝିଅ ଠିକ କହୁଚି। ମିଛ କହି କଣ ମିଳିବ ତାକୁ। ଏ ରିୟା କୁ ପାନେ ଦରକାର।

    • @monalisamohanty2194
      @monalisamohanty2194 29 днів тому +6

      Jhia ti ete chalak nuha. Sethipain bodhe thik re explain kari paruni. Sata kahuthiba laguchi

  • @satyanarayansatapathy4705
    @satyanarayansatapathy4705 29 днів тому +17

    ଏ ବର୍ଷ ର ସୁପରହିଟ ଓଡ଼ିଆ ସିନେମା ଭଲ ମଣିଷ ଅତି ଖରାପ

  • @babunamallick5594
    @babunamallick5594 29 днів тому +4

    ଏବେ ଲୋକ ମାନେ ମାନବିକତା ଭୁଲିଗଲେଣି, ନିଜର ସ୍ଵାର୍ଥ ପାଇଁ, ଅତି ନିମ୍ନସ୍ତରରେ ପହଁଞ୍ଚିଗଲେଣି, ରିୟା ଏବଂ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

  • @tukunasadapravututorial5067
    @tukunasadapravututorial5067 29 днів тому +11

    Rahasya au kichhi luchi rahichhi

  • @BijayanaikBiju
    @BijayanaikBiju 29 днів тому +7

    ରିୟା କୁ ଗିରଫ କରାଯାଉ

  • @biswaranjanbehera7996
    @biswaranjanbehera7996 29 днів тому +5

    ରିୟା ବାଳ ଅଭିନେତ୍ରୀ

  • @jaydevadha488
    @jaydevadha488 29 днів тому +4

    God bless you

  • @amrutamaitrisahoosahoo9336
    @amrutamaitrisahoosahoo9336 29 днів тому +23

    Kete innocent jhia achi, bilkul micha kahunathiba. Ete torture kehi kemti karipare, manisha na pasu

  • @soumyaranjan475
    @soumyaranjan475 29 днів тому +5

    ରିଆ କୁ ଦରକାର ଗୀହା😂😂

  • @jitubeherajitubehera
    @jitubeherajitubehera 29 днів тому +4

    ପଇସା ଵାଲା ତୋ ଗରିବ ଟଚର କରିବେନି କାହିଁକି ହେରୋଇନ ନା ବାଳ

  • @evaranipadhihari5868
    @evaranipadhihari5868 29 днів тому +2

    ଏହି celebrety ମାନେ ବାହାରକୁ ବହୁତ୍ ଭଦ୍ର ଦେଖା ଯାଆନ୍ତି, ଭିତରେ ବହୁତ୍ ବଦମାସ୍। ଏ ମାନଙ୍କୁ ଦଣ୍ଡ ଦିଆଯାଉ।

  • @ashokkumarnayak2816
    @ashokkumarnayak2816 29 днів тому +8

    ଅତି ଲଜ୍ଜ୍ୟା ଘଟଣା

  • @sahoo300
    @sahoo300 29 днів тому +4

    ପୁରା ବିଚ୍ ରୋଡ ରେ ବେଜିତ୍ କରା ଯାଉ ହାରାମି କୁ

  • @bandanamallick3107
    @bandanamallick3107 27 днів тому +1

    Otv vai mane kuade gale a news kn loka janiba darkar nuhe...

  • @nksodiatutorial2880
    @nksodiatutorial2880 29 днів тому +4

    ସେ ତ ନଙ୍ଗୁଲି ହିରୋଇ😅😅😅

  • @MKD886
    @MKD886 29 днів тому +28

    ସେ ଟେରୀ ରିୟାକୁ ତୁରନ୍ତ ଆରେଷ୍ଟ କର

  • @user-wf7og4el9m
    @user-wf7og4el9m 29 днів тому +25

    ତା କଥା ମୁଁ ବୁଝି ପାରୁନି କଣ ସେ କହୁଛି😂🤣🤣

    • @Jyotiprakashpali
      @Jyotiprakashpali 29 днів тому +5

      Chhoto chhua ta katha kahiparuni ethiru हासीबारे kn achhi be

    • @user-wf7og4el9m
      @user-wf7og4el9m 29 днів тому

      @@Jyotiprakashpali ତୁ କିଏ ବେ ଛୋଡିପୁଅ ମତେ କହିବା ଲୋକ ଛୋଟ ଛୁଆଟା ଯାଉନୁ କାଖେଇ କ୍ଷୀର ପିଏଇ ଆସିବୁ ,,ମୁ ବୁଝୁଛି ସେ କହିପାରୁନି ଡରିଯାଇଛି ,,,ତୁ କିଏବେ ମତେ ବୁଝେଇବା ଲୋକ

    • @Jyotiprakashpali
      @Jyotiprakashpali 29 днів тому

      @@user-wf7og4el9m ta bhali maghia bujhibeni kichhi enu tenu kahibe .. sethipain bujheiba pain ama bhli loka achhanti re maghia

  • @SUBRATODIAQUIZ
    @SUBRATODIAQUIZ 28 днів тому +1

    ଏହା ବହୁତ ନିନ୍ଦନୀୟ ଘଟଣା 😢😢😢

  • @user-ey1zn6hs2b
    @user-ey1zn6hs2b 29 днів тому +1

    😔😔

  • @rabindrakumarmeher8220
    @rabindrakumarmeher8220 29 днів тому +4

    ସମ୍ବଲପୁର ର ଝିଅ ବୋଲି ଏତେ ମାଡ଼

  • @pp-146
    @pp-146 29 днів тому +15

    Nije janini se anyamananka katha suni kahuchi..pura mana ru kahuchi nahele sikheichi kie

    • @soumyapallisamohapatra4858
      @soumyapallisamohapatra4858 28 днів тому

      ଯେଉଁମାନେ ଉଦ୍ଧାର କରିଛନ୍ତି ତାଙ୍କୁ ସେ ସବୁବେଳେ କଥା କହିସାରିଛି .. ସେ ଏତେ ଚାଲାକ ଆଉ ସ୍ମାର୍ଟ ନୁହଁ ଯେ ମିଡ଼ିଆ ଆଗରେ ମିଛ କହିପାରିବ

  • @omkarnathjena527
    @omkarnathjena527 27 днів тому +1

    ଆଉ reporter ଆପଣବି ଲୋକଙ୍କୁ କେମିତି ସମ୍ମାନ ଦିଅନ୍ତି ଶିଖନ୍ତୁ

  • @sureshbhola3608
    @sureshbhola3608 29 днів тому

    Its so sad

  • @JyotiJyotiranjandas
    @JyotiJyotiranjandas 29 днів тому +4

    ଏ ଝିଅକୁ ନୟ ମିଳୁ

  • @SNCreationtm
    @SNCreationtm 29 днів тому +5

    ମୁଁ ଜାଣିଥିଲି ରିୟା ଏଇମିତି ଝିଅ ଗୋଟେ

  • @vloggernabitakeonjhar
    @vloggernabitakeonjhar 26 днів тому +1

    ଏ news wala ଲୋକ ଟା କେମିତି ଜଣକୁ side କଲା ହାତରେ ଟାଣି କି ଦେଖିଲନା ସମସ୍ତେ

  • @informativebinod
    @informativebinod 29 днів тому

    😢😢

  • @calmquiet1377
    @calmquiet1377 29 днів тому +4

    Why that lady is smiling mysteriously 😮

  • @nibeditasenapati763
    @nibeditasenapati763 29 днів тому +41

    ଏ ଝିଅ କଥା କିଛି ବି ବୁଝପଡୁନି😢

  • @AmilyaPradhan
    @AmilyaPradhan 29 днів тому +2

    ଏତେ ସମୟ ହେଲାନି police investgation କରିନି......

  • @TukunaNaik-vt5kc
    @TukunaNaik-vt5kc 29 днів тому +46

    Are ସେ ଗୋଟେ ବେଧୋ ତାକୁ କେତେ ହିରୋ କରିଚିତି ଠିକ ନାହି

    • @laxmikantamohapatra8732
      @laxmikantamohapatra8732 29 днів тому +5

      ହିରୋ ମାନେ କଲା ବେଳେ ତୁମେ ସେ ନାଳଗୁଡ଼ା ପଛୁଥିଲୁ ବୋଧହୁଏ । ନହେଲେ କେମିତି ଜାଣିଲୁ।

    • @KumarPrabhat796
      @KumarPrabhat796 29 днів тому

      😂​@@laxmikantamohapatra8732

    • @KumarPrabhat796
      @KumarPrabhat796 29 днів тому

      😂😂😂😂

    • @manidiparay4885
      @manidiparay4885 29 днів тому

      😂😂😂😂😂😂

    • @pintupurty3611
      @pintupurty3611 29 днів тому

      Hmm​@@laxmikantamohapatra8732

  • @happypuja9437
    @happypuja9437 29 днів тому +38

    ଏ ଝିଅ କଥା କିଛି ବୁଝା ପଡୁନି। ମିଛ କଥା କହୁଛି ଏ ଝିଅ।

  • @Byashadev
    @Byashadev 29 днів тому

    Give Justice..... 😢

  • @user-fs8ou9op4o
    @user-fs8ou9op4o 27 днів тому +1

    Head line thik re lekha re
    ବଡ ଆସିଲା ଅଭିେଯାଗ😂😂😂😂😂

  • @snigdha6406
    @snigdha6406 29 днів тому +11

    Proper investigation should be done,by listening 1 side story we should not judge. Justice should be serverd to the deserving.

  • @manasjena3740
    @manasjena3740 29 днів тому +7

    Riya n her husband should be imprisoned in jail .

  • @ChanduMallick-hd6yq
    @ChanduMallick-hd6yq 14 днів тому

    😮😢

  • @sasmitalenka5510
    @sasmitalenka5510 29 днів тому +2

    ମଦ ଆଉ ମିଳିବନି ତ, ସେଥିପାଇଁ ଅଧିକ ପିଇ ଦେଇଥିବେ

  • @soumyaranjanpatra1057
    @soumyaranjanpatra1057 29 днів тому +33

    Nija ku gote gote mundi bhabuchanti sabu 😂

  • @sagarikapradhan8609
    @sagarikapradhan8609 29 днів тому +16

    Riya ku giraf karajau

  • @Sunilsantoshipatra-h6k
    @Sunilsantoshipatra-h6k 28 днів тому

    😢

  • @nihimiyabardhan8846
    @nihimiyabardhan8846 28 днів тому

    କେତେଦୂର ସତ ଇନଭେସ୍ଟିଗେଶନ ପରେ ଆକ୍ସନ ନେବା ଦରକାର

  • @mitanaik2059
    @mitanaik2059 29 днів тому +4

    News 18 odia channel se kohila 50 tharo utha bosa kole abe kohu6i 10 tharo a jhio ti ro katha barta thik nain

  • @ajitbarik1681
    @ajitbarik1681 29 днів тому +3

    Ama area jhia .

  • @jssahoo
    @jssahoo 29 днів тому

    😮

  • @Adityafoodandvlogs
    @Adityafoodandvlogs 29 днів тому +4

    Dedha barsa hela kama kari paisa neinahanti biswas heuni ei jhia jaha kahuchi sei bisayare tadanta kari taku nyaya diajau

  • @december_grl
    @december_grl 29 днів тому +3

    Chandrasekhar police station taa kouthi puni 😅 reporter bhai

  • @babidasyouthchannels9388
    @babidasyouthchannels9388 29 днів тому +2

    ହେ ପ୍ରଭୁ🫢😂🫢 ଏମାନଙ୍କୁ କିଏ ତ ସାହାଯ୍ୟ କର। ଭାଇମାନେ ଏମାନେ ଆଉ ସୁଦୁରି ବେନି।

  • @allhadinipatel1655
    @allhadinipatel1655 29 днів тому

    Madam mananku dhanyabad

  • @user-Arun1KB3
    @user-Arun1KB3 29 днів тому +11

    Riya ku turanta Malisahi re chhada

    • @sadboysumit
      @sadboysumit 29 днів тому

      Ta ghaita 😢😢😢😢

  • @rohinaik5592
    @rohinaik5592 29 днів тому +4

    Justice milu jhio ku Riya ku arrest karajau

  • @aswinikumartarei4895
    @aswinikumartarei4895 29 днів тому +2

    ନାୟ ମିଳିବ ଦରକାର୍

  • @satrughanbehera9756
    @satrughanbehera9756 23 дні тому

    😢😢😢😢😢

  • @darshanputel5393
    @darshanputel5393 29 днів тому +32

    Riya Maduani bhikaruni

  • @namitasethy8919
    @namitasethy8919 29 днів тому +36

    Riya phaltu toki taku mada darkar riya ku

    • @chandannaik9949
      @chandannaik9949 29 днів тому

      ​@BuluRaut-ny5yw ସେ ନୀରିହ ଝିଅ କୁ ଜଉ ଶାସ୍ତି ଦେଇଛି ରିୟା ଦେ।ସେଥି ପାଇଁ ମୁ ଭାବୁଛି ରିୟା ଗାଣ୍ଡୀ ରେ ବିଛୁଟୀ ମାରିବି

    • @Divya-569
      @Divya-569 29 днів тому

      😂

    • @sahoosahooalokalok3
      @sahoosahooalokalok3 29 днів тому

      Hmm riya ku badeiki ta pacha pata nali karidia jau

  • @Pujaofficial71
    @Pujaofficial71 29 днів тому +1

    How innocent 😢

  • @shubhasinipatra5328
    @shubhasinipatra5328 29 днів тому +2

    Riya jadi tate police station neithila dareibaku tu smti kichi karithibu sabubele gote side story suniki jana padibani kea thik kea bhul

  • @soumyaranjansahoo2344
    @soumyaranjansahoo2344 29 днів тому +5

    Ethi mu gote katha kahibi nije kete year rahichi se jhia kahi paruni taku side loko mane kahuchanti 1.5 year rahichi boli se jhia ta nije kahi pariba na jadi e katha sata thaye tahele riya ku chadiba katha nuhan taku panishment deba darkar

  • @Radhekrishna-e9k
    @Radhekrishna-e9k 29 днів тому +6

    A jhia ଟି ଗପ ଭଳି କହୁଛି

  • @SunitaSingh-se6kx
    @SunitaSingh-se6kx 28 днів тому +1

    Nua sarkar asichhi sabu thik hei jiba jay jagannath

  • @umamaheswarswain2282
    @umamaheswarswain2282 27 днів тому

    ନ୍ୟାୟ ମିଳିବା ନିହାତି ଦରକାର

  • @manaskumarbehera1440
    @manaskumarbehera1440 29 днів тому +8

    ଏମାନେ ଯାହା କହନ୍ତି ସେୟା ନୁହନ୍ତି l

  • @DushmonthNayak
    @DushmonthNayak 29 днів тому +5

    ଆପଣ ଙ୍କୁ ମୋର ଅନୁରୋଧ ଆପଣ କ୍ଷମା ଦେଈ ଆଗୋକୁ ଯାଆନ୍ତୁ
    Volunteer ଭାଇ ଓ ଭଉଣୀ ମାନଙ୍କୁ ମୋର ସାଲୁଟ କରେ ଆପଣ ମାନୋଙ୍କୁ ସମସ୍ତଙ୍କୁ