Sab kuj tik keherehe all rights bhaktaraj mat kholta o dyar ab sab k niyam nity se pare he jagannath k niche patal ko samundar pi lega sare jagat k sab kuj he jagannath ko dekh k swarg or o Ratna dyar pe narka tak rasta he yani rasatal sare jib prani he satya se aj tak Ratna bhandar kholna alag he lov karna swajn mout k dyar bulawa he jiwan mrityu k khel he jagannath samje
ଆଉ ଡରେଇକି କିଛି ଲାଭ ନାହିଁ😂 ରତ୍ନ ଭଣ୍ଡାର ଖୋଲା ହେଇ ସାରିଲାଣି 🙏❤
Thik
Heini re bhai sudanga baki achhi
ରତ୍ନ ଭଣ୍ଡାର ରେ କିଛି ବି ନାହିଁ, ସୁନା। ବେଶ ରେ ଯେତିକି ଲାଗେ ସେତିକି ଛଡ଼ା ଶେଷ କୋଠରୀ ରେ କିଛି ନାହିଁ, ସବୁ ଜାଣି ଲୋକ ଚୁପ୍, ଯଦି ଏମାନଙ୍କୁ ଠାକୁର ସହି ପାରିଲେ ଆମେ କିଏ,
Se rasayan ku Odisharo sobu goribo lokonku chokhei dio....Kain gote bekaria kotha kohucho.
@@ratna5612 baki kuade gala
ତମରି ମାନକୁ ଆମେ ବିଶ୍ବାସ କରି ମସ୍ତବଡ ଭୁଲ୍ କରିଚାଲିଥିଲୁ କିନ୍ତୁ ଆଉ ନୁହେଁ ।
ପରମ ଟାଉଟର
ଏଇ ସବୁ କାହାଣୀ କୀଏ, ବୁଢ଼ୀ ମାଆ, ଙ୍କ ଠାରୁ ଶୁଣି ଥିଲ,
Pura galua ta😂😂
ବୁଢ଼ା ଠିକ କହିଛି ବୁଝି ଵା ଟିକେ କଷ୍ଟ ଶପ୍ତ ଫେଣି ସାପ ମାନେ ମଣିଷ ମୁଣ୍ଡ ରେ ସାତଟି ଇନ୍ଦ୍ରୟ ତାଠାରୁ ବଞ୍ଚି ଵା ମୁସ୍କିଲ ସାପ ଥାଉକି ନ ଥାଉ କିନ୍ତୁ ମଣିଷ ପାଖରୁ ବଞ୍ଚି ଵା କଷ୍ଟ @@santoshpurti6462
ଇ ସବୁ ଟାଉଟର ପୁରୀ ପଣ୍ଡା ମାନେ ସବୁ ଜାଣିଛନ୍ତି,
😂😂😂
ଏଇଟା ଗାଲୁଆ ଟା
କାହିଁକି ଗାଲୁ ଗପ ଗାଉଛ
ଏସବୁ କାଳ୍ପନିକ କଥା । କୌଣସି କଥା ସତ୍ୟ ନୁହେଁ।
I DON'T LIKE THIS WARDS YES YES YES ❤❤❤
Tame bhagaban ku bishwas karani na kan
ମା ଗିଁହା ସେବାୟତ ମହାନ ଚୋର
କାହିଁ ଗାଲୁ ପେଲୁଛ ମଉସା ?
ଭଲ କଥା ଶୁଣି ଥିଲେ
ଭୟ କରିଥିବାରୁ ପୁର୍ବଜ ମାନଙ୍କୁ ଧନ୍ୟବାଦ୍
ଭୟ ଅଛି ବୋଲି ରତ୍ନ ସୁରକ୍ଷିତ ଥିବ
ଜୟ ଜଗନ୍ନାଥ
❤ right amiti katha spread haba b bhala katha
ଏ ସେବାୟତଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ ମହାପ୍ରଭୁ ଜଗନ୍ନାଥ
ଏ ସେବାୟତ ଆଜି ବି ଅନ୍ଧ ବିଶ୍ୱାସୀ
YES,AAJI BI E SANSARARE ANDHA BISWASI MAANE ACHHANTI ❤❤❤❤
ମାଲିକ ଘରେ ନାହାନ୍ତି, ତାଙ୍କ ଭଣ୍ଡାର ଖୋଲିବା ଅନୁଚିତ, ତାଙ୍କ ଉପସ୍ଥିତିରେ ଖୋଲିବା କଥା l
Tama ku pachari kholiba katha.
😅😅😂
ସେସବୁ ଯାଗାରେ ଅଛି
ମୂଷା ନିଶ୍ଚୟ ରହୁଥିବ
ଏ ସେବାୟତ ଟା ପାଗଳ ହେଇଛି । କିଛି ନ ଜାଣି ଗପୁଛି ।
କୋଉଠୁ ପାଉଛ ଏମିତି ଜନ୍ତୁ ମାନଙ୍କୁ
ଜଣେ ସେବାୟତ ହେଇ ମଧ୍ୟ ମିଛ କହିବା ଠିକ ନୁହଁ ଜୟ ଜଗନ୍ନାଥ 🙏
ବେକାର କଥା,,,,,, ବ୍ରହ୍ମ ପରିବର୍ତ୍ତନ ସମୟରେ ଏଇମିତି ଗାଲୁ କଥା କହିଥଲେ
ଜଗନ୍ନାଥ ବିରୁଦ୍ଧରେ ଏମିତି ଭାବ ରହିବା ଉଚିତ ନୁହେଁ ।
ତୋ ବୋପା ର ଥିବ। ଚୋରି ପାଇଁ ଯାଇଥିବ। ଠାକୁର ଙ୍କ ରତ୍ନ ସେ ପିନ୍ଧିବେ। ଏ ଭାଡୁଆ ମାନେ ଅତିରଂଜିତ କରି କହୁଛନ୍ତି।
Satre re bhai
RIGHT BROTHER ❤❤
ଭାଡ଼ୁଆ ରିପୋର୍ଟର
ହଁ ସେ ସପ୍ତଫେଣୀ ନାଗ ହୋଇଛି ଅନନ୍ତ ନାଗ🙏🐍
ଠାକୁର ସାପ
ଏ ଶଳା ମୁଣ୍ଡ ବୁଲା 😂
ବାଳ ନା mg ମିଡିଆ ଆଗରେ ଯାହା ନାହିଁ ତାହା କହି ପକେଇଛି ଗାଲୁଆଙ୍କ ବାପା ମିଛ କଥା ସବୁ
Sab kuj tik keherehe all rights bhaktaraj mat kholta o dyar ab sab k niyam nity se pare he jagannath k niche patal ko samundar pi lega sare jagat k sab kuj he jagannath ko dekh k swarg or o Ratna dyar pe narka tak rasta he yani rasatal sare jib prani he satya se aj tak Ratna bhandar kholna alag he lov karna swajn mout k dyar bulawa he jiwan mrityu k khel he jagannath samje
ସପ୍ତମ ଶ୍ରେଣୀ ସାପ 🐉😂😂କାଇଁକି ଆଉ 5 T ସ୍କୁଲ ରେ ଆଗକୁ ଗଲାନି କି 🤣🤣
ସେ ରସାୟନ ମେଡିକାଲ୍ ରେ ରହିଲେ ବହୁତ ଲୋକ ବଞ୍ଚିଯାନ୍ତେ
ଏ.. ନ ନା ସା ବ ଧାଁ ନ ସାପ ଅଛି 🙏🤭😢🤣👍❤❤❤
ଏ ପଣ୍ଡା ପଢ଼ିଆରୀ ସେବାୟତ ସବୁ ପାଗଳ ହେଇଗଲେଣି, ଏମାନଙ୍କୁ ସଦବୁଦ୍ଧି ହେ ଗୋସାଇଁ। ଜୟ ଜଗନ୍ନାଥ 🙏
ଖୋଲା ହେଲାଣି। ଦେଖିବା କଣ ମିଳୁଛି। କିନ୍ତୁ ଏହି ସମୟରେ ପାଣ୍ଡିଆ ତା ପୋଲିସ ଚାମଚା ମାନଙ୍କୁ ଧରି କିଛି ଚକ୍ରାନ୍ତ କରିପାରେ। ମାଝୀ ସରକାର ସତର୍କ ରୁହନ୍ତୁ।
ମଣିଷ ବଳୀ ଦିଆ ଯାଉଥିଲା investigation ହେଉ !!
ଯା ଥାଉ, କଙ୍କାଳ ଥାଉ କି ସାପ ଥାଉ କି କୁମ୍ଭୀର ଥାଉ ହାତୀ ଥାଉ, ଯା ଥାଉ ମର କି ଯା କର କିନ୍ତୁ ଖୋଲ ଗଣି କି ଆସ, ଓଡ଼ିଆ ଙ୍କୁ ଏ କଥା କହି ଭୋଟ ନେଇଚ ମର କି ବଞ୍ଚ କିନ୍ତୁ କାମ ଶେଷ କର, ତୋ କଥା ତୁହି ରକ୍ଷା କର ହେ ବିଜେପି ସରକାର,
Right bhai
ମିଛ
ଠାକ ବ୍ରାହ୍ମଣ
❤ଜିୟ ଜଗନ୍ନାଥ❤
Jay Jagannath 🙏🙏🙏
ଏନନା ଗଞ୍ଜେଇ ଟାଣି ଛନ୍ତି ନିଶ୍ଚୟ।
କଙ୍କାଳ ଓ ଖପୁରୀ କଥା ନୀରାଟ ସତ, କାରଣ କଙ୍କାଳ ଓ ଖପୁରୀ ବିନା ସଇତାନ ସନାତନ ତାନ୍ତ୍ରିକ ଙ୍କ ସାଧନା ଅସମ୍ଭବ!!!
ସେ ଦେଖି ନାହାନ୍ତି ଯାହା ଶୁଣିଛନ୍ତି ତାହା କହିଲେ।
ଲୋକେ ଚାଖିଲେ ଆଉ ମାଗଣା ଚାଉଳ ଦେବେ କଣ ପାଇଁ ଭୋକ ହବନି ଆଉ
Good.
😂😂😂
ତୂମକୁ ପଣ୍ଡା ମିଳିଲେ ନାହିଁ ! ବେକାର କଥା,ତୁମ ଶୂଣା କଥା ସବୁ ଗପ ,ସବୁ ଦ୍ବାର ଖୋଲିଲା ଆଉ ବୋକା ବନାନ୍ତୁ ନାହିଁ! କିଛି ନାହିଁ ସବୁ ଟାଉଟର !
Sir apan jaithile kahiki khabar karuchanti jay jagannath namare
ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏🙏
ଏଗୁଡ଼ାଙ୍କୁ କାହିଁକି ପଚାରୁଛନ୍ତି, ଇଆଡୁ ସିଆଡୁ, ଗୁଡ଼ାଏ ଗୁଲୁଖଟି ଗପ କରି ନିଜର କ୍ରେଡିଟ ନେବେ, ଏମାନଙ୍କ କଥା ଆଦୌ ବିଶ୍ୱାସକରନ୍ତୁ ନାହିଁ, ମନ୍ଦିର ଭିତରେ ନର କଙ୍କାଳ, ଏହା ମନ୍ଦିର ନା ସ୍ମଶାନ ବୋଲି ସେ ମହାଶୟ ଭାବୁଛନ୍ତି
YOUR TALKING IS BETTER OF ALL 🎉🎉🎉🎉❤❤❤❤❤
ଆଗ ଚଦା ହାରମ୍ ଜାଦା କିଏ ପାଡି ଦେଲା ଶୁଘିଂ ଦେଇ ଗପିଜାଉଛୁ ଡାହା ମିଛ ଗୁଡା ।
ମିଛ ପ୍ରଚାର ।
ଏ ପାଗଲ ସେଵାୟତ
ଏ ବୁଢ଼ା କେଉଁଠୁ ସୁଣିଲା ମିଛ କହୁଚୁ ଜୟ ଜଗନ୍ନାଥ
ଭାଙ୍ଗ ନିଶା ମୁଣ୍ଡକୁ ଚଢ଼ି ଯାଇଛି ସେବକଙ୍କର
ସତ କହିଲେ badhe😢
ସବୁ vandami
ଓଡିଶାର଼଼ବଡମିଛୁଆ଼଼଼ଏସେବାୟତନନା😢😢😢
ସବୁ ମନଗଢା କଥା,
Jay Jagannath 🙏❤️🙏
ଡାଇନୋସର ଅଛି
😅😅😅
Ta bhitare 5 headed snake achi.godei khaiba.
Jay jagannath 🙏
ଚୋଡି ପୁଅକୁ ମାଡ଼ ହେବ ଜମା ଗଲୁଆ ମାରେ ନି
ସବୁ ବାଯ୍ଯକଥା
Vanga ra Kamal
ମାନସିକ ଚିକିତ୍ସା ଦରକାର। ସେବା କଣ କରୁଥିବେ ?
ରତ୍ନ ଭଣ୍ଡାର ଖୋଲିଲେ ସବୁ ମରିବରେ ଓଡ଼ିଆ ଲୋକ ମାନେ ବୁଝୁନା କଣ ପାଇଁ. ଓଡ଼ିଆ ହେଇକି ଓଡ଼ିଆ ବୁଝିପାରୁନ
କାହିଁକି ଏତେ ଅତିରଂଜିତ କରି କହୁଛନ୍ତି, ରତ୍ନଭଣ୍ଡାର ଖୋଲିବାକଥା ଠିକ ହେଲେ ଘରର ମାଲିକ ବିନା ଘରେ ପଶିବା ସବୁଠୁ ବଡ ଭୁଲ,
ଏତେଦିନ ଅପେକ୍ଷା କଲେ ଏମିତି କଣ ଘିଅ ଘର ପିମ୍ପୁଡି ଲାଗିଗଲା ମହାପ୍ରଭୁ ଆସିବା ପର୍ଯ୍ୟନ୍ତ ସମ୍ଭାଳିପାରିଲେନି?
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ତୁମେହିଁ ସାହା 🙏🙏🙏
ଜଗନ୍ନାଥ ଙ୍କ ଆଜ୍ଞା ମାଳ ନେଈ ଖୋଲା ଯାଇଛି,ଠିକୁର ସିଂହାସନ ରେ ଵିଜେ କଲେ ଗହଳି ଲାଗି ରହିବ ଭକ୍ତ ଭୋଳା ଙ୍କୁ ଭକ୍ତ ଙ୍କ ଦର୍ଶନ ରୁ ବଞ୍ଚିତ କରା ଯାଇ ପାରିବ ନାହିଁ।
ଗାଲୁ ପେଲିବାକୁ ସେବାୟତ ମାନେ ଅଛନ୍ତି
Jadi ete bhayankar ratna bhandar bhagaban nka gahana sehi jagare kemiti rakhajauthila subidha thila boli gahana rakhajaichi agaru raja rajya jaya kari suna gahana ra adha sehi jagare jagannath pain rakha jauthila
ଶୁଣା କଥାର , ସତ ନ ଥାଏ,
ମିଡ଼ିଆ ପାଗଳ, ବାଇଟ ଦେଉଥିବା ଲୋକ ପାଗଳ, ମିଡ଼ିଆ TRP ପାଇଁ ପାଗଳ
ଏ ସେବାୟତ ଙ୍କୁ ଟିକେ ସାହସ ଦିଅନ୍ତୁ ପ୍ରଭୁ
Suniba, dekhiba tafat.
ଆଇ ମା ଭୂତ କାହାଣୀ
ପଣ୍ଡା ମାନେ ଆଗରୁ ଭାର କରି ଖାଇ ସଇଲେଣି
ଶଳା ଏ ହେଉଛୁ ଚୋର
ଏ ସବୁ ଜାଣିଚି
Purana katha
ସେ ରସାୟନକୁ ତୁମେ, ତୁମ ବଉଁଶ ର ସମସ୍ତେ ଚାଟିପକାଅ 15 ବର୍ଷ ଆଉ ଖାଇବାନି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ କୁ ବି ଚଟେଇଦେବ। ଏବଂ ଓଡ଼ିଶାର , ଭାରତ ର ସବୁ ଲୋକଙ୍କୁ ଚଟେଇଦେବା। କାହାକୁ କୁ ବି ଆସନ୍ତା 15ବର୍ଷ ଖାଇବାକୁ ପଡ଼ିବନି।
ଆଇ ମା କାହାଣୀ 😄😄😄
ସବୁ ଓଡିଶା ଭାଇ ଭଉଣୀ ଙ୍କୁ କେତେ କଣ ଅଛି ଜଣାଅ
Rasayan aniki Indian army ku diajau
Jay jagannatha 🙏
ପାଗଳ
ଯେତେବେଳେ ଜଣେ ଜଗନ୍ନାଥ କୁ ଦର୍ଶନ କରିବାକୁ ଯାଏ ସେତେବେଳେ ମନ୍ଦିର ଅଶୁଚି ହୁଏ
ତୁମପରି ଠକ ସଂସାର ରେ ନଥାଉ
ମିଛୁଆ
ମଣିଷ ମୁଣ୍ଡ ନା ମଇଁଶି ମୁଣ୍ଡ, ?
ଛୋଡ଼ି ପୁଅ ଶଳେ ଏଇ କଥା ସବୁ ବନ୍ଦ କର ଜଲ୍ଦୀ ଖୋଲି ବାକୁ ସୋପୋର୍ଟ କର
ଖାଲି ଟାଉଟରି କଥା।ସେ ଶାପ କଣ ଖାଉଛି?ତାଙ୍କୁ ଖାଇବାକୁ ଦେଉଛି କିଏ?
ବାୟା ଉବାଚ😂😂😂
ଗପ ସବୁ.....
Very good story 😄
Satiata
ଏମାନେ ସବୁ କଟିକିଆ ଟାଉଟର ସବୁ ଚର ଗୁଡା
ଏ ଫାଲତୁ କଥା ଶୁଣି ସମସ୍ତଙ୍କ ମନରେ ଅନ୍ଧ ବିଶ୍ୱାସ ଜନ୍ମାୟୁଛନ୍ତ ଇ। ସବୁ ବେକାର କଥା।
A ହା ପଣ୍ଡା ବାବୁ ଲୋକ ଦେଖି bite nuachha 🤔ତଳ କେ ଜ 50000qn ଅଜଗର ଅଛି କହିବେ କିନ୍ତୁ ପ୍ରକୃତ ଭକ୍ତ sir media bhai kam bite ନେଇ ଜଗନ୍ନାଥ କୁ କେହିବି ବଦନାମ ନାଇଁ କର 🙏
Yesabu bhanda katha 🎉
ଭିତରେ କଣ ଅଛି ମୁଁ ଜାଣିଛି
ଏଇଟା ରିପୋର୍ଟର ନା ଷ୍ଟୋରୀ ଲେଖକ
ଏଇଟା ପାଗଳ ଟା
Are bhai ehibhali murakh pandit sebayat ku prathame arest kari tank kahiba mutabak keteta kankal baharuchi dekhantu nachet tankra ehibhali pilaliami katha jogu tanku sebaru bahiskar kari arest karajau
ପଣ୍ଡା ମାନେ ମାରିକି ପୁରେଇ ଛନ୍ତି ତେଣୁ କଙ୍କାଳ ଭାହାରିଵ
ପୁରା ଗାଲୁଆ 😄
ସବୁ ମିଛ