ଗାଡିରୁ ଓହ୍ଲାଇ ବର ଧୁମ୍ ଗାଁରେ ନାଚିଲେ l ବରଯାତ୍ରୀ ଭୋଜି l ସମସ୍ତଙ୍କ ଆଖିରେ ଲୁହ l Gouranga Nayak Odia Vlogs

Поділитися
Вставка
  • Опубліковано 10 лис 2024

КОМЕНТАРІ • 307

  • @Sahoo5009
    @Sahoo5009 2 роки тому +77

    ଗାଆଁ ର ଲୋକ ଚରିତ୍ର ମାନେ ଅତି ନିଜର ଲାଗନ୍ତି । କିଛି ନଥାଉ, ହସି କି ପଦେ କଥା କହି ଦେଲେ ପେଟ ପୁରି ଯାଏ । ଗାଆଁ ଦାଣ୍ଡ, ବିଲ ଗୋହିରି ରୁ ନେଇ ପୋଖରୀ ତୁଠ ଯାଏ ସବୁ ଆଡ ଲୋକଙ୍କ ଗହଳି । ଗାଆଁ ଭାଇ ଚାରା ଆଉ ବିପଦ ଆପଦରେ ପାଖରେ ଠିଆ ହେଇ ନିଜତ୍ବ ଜାହିର କରିବାରେ ଓଡ଼ିଆ ଲୋକେ କେବେ ପଛ ଘୁଂଚା ଦିଅନ୍ତନି । ସେଥିପାଇଁ ତ ଗାନ୍ଧିଜୀ କହିଥିଲେ, "ଭାରତର ଆତ୍ମା ଗାଆଁ ରେ ହିଁ ଲୁଚି ରହିଛି । ଯଦି ପ୍ରକୃତ ଭାରତର ଉନ୍ନତି ଚାହୁଁଛ, ତାହେଲେ ଶାସନ କଳକୁ ଗାଆଁ ପର୍ଯ୍ୟନ୍ତ ନେଇ ଆସ । "
    ବାସ୍ତବିକ ଧନ, ଗଣ୍ଠି, ଲିଟିଲ୍, ନଟ, ବୁଦ୍ଧିଆ ଭାଇ ଏମାନେ ସମସ୍ତେ ଗୋଟେ ଗୋଟେ ଜୀବନ୍ତ ଚରିତ୍ର । କାହାଣୀର ଗତି ବଢ଼େଇ ନୂଆ ବାଗରେ ଉପସ୍ଥାପନ କରିବାର କଥା ବଡ଼ ବିଚିତ୍ର, ଏ କ୍ଷେତ୍ରରେ ଗୌରାଙ୍ଗ ସାର୍ ଙ୍କ ଉଦ୍ୟମ ପ୍ରଶଂସନୀୟ । ଝିଅ ବିଦା ବେଳର ଦୃଶ୍ୟ ଅତି ସ୍ପର୍ଶ କାତର । ଗାଆଁ ଛାଡି ଝିଅଟିଏ ଅନ୍ୟ ଗାଆଁ କୁ ଯାଏ, ଏ ଗାଁର ପାଣି ପବନ, ଲୋକବାକ ସମସ୍ତଙ୍କୁ ପର କରି ଗାଆଁ ପାଇଁ ସେ କୁଣିଆ ସାଜେ । କେବେ ଆସିବ ଜଣା ନାହିଁ । ବାପା ମାଆ ଆଖିରେ ଆଖିଏ ଲୁହ, ସାଇ ପଡ଼ିଶା ବନ୍ଧୁ ବାନ୍ଧବ ସମସ୍ତଙ୍କୁ ଏକ ବିରହ ଭାବନା ଭିତରେ ବୁଡ଼ାଇ ଦେଇ ସତେ ଯେମିତି ଏ ଗାଆଁ କୁ ନିଶ୍ଵ କରି ସେ ପୃଥିବୀର ଆଉ କେଉଁ କୋଣକୁ ଚାଲି ଯାଉଛି । ସେ ଝିଅ ନୁହଁ, ଅନ୍ନ ପୂର୍ଣ୍ଣ। , ସମ୍ପୂର୍ଣ।।
    ଭାଇଚାରା ଏମିତି ବଞ୍ଚି ରହି ଥାଉ । ଗାଆଁ ରେ ସମସ୍ତେ ସୁସ୍ଥ ରହିବା ସହ ପରସ୍ପର ସହଯୋଗରେ ବିଶ୍ଵ ଭାତୃତ୍ୱର ବାର୍ତ୍ତା ପ୍ରଚାରିତ ହୋଇ ଓଡ଼ିଶା ତଥା ଭାରତ ବର୍ଷର ନାମ ବିଶ୍ବ ଇତିହାସର ଲିଖିତ ହେଉ, ମହାପ୍ରଭୁ ଙ୍କ ପାଖେ ଏତିକି କାମନା । ଜୟ ଜଗନ୍ନାଥ । ❤️🙏

    • @sishirrout9026
      @sishirrout9026 2 роки тому +1

      Bahut sundar katha lekhicha,God bless you

    • @kapilasmahakur8371
      @kapilasmahakur8371 2 роки тому +1

      Jaya jagannath 🙏🙏🙏😪

    • @hemasini4188
      @hemasini4188 2 роки тому +2

      Aaponka lekha Bahut sundar 🙏🙏

    • @jitubhai18
      @jitubhai18 2 роки тому +2

      Beautifully summarised..good effort

    • @aabhashota
      @aabhashota 2 роки тому +1

      Bahut sundar lekhi chanti aagya...Jai Jagganath🙏🙏

  • @amarendramalla681
    @amarendramalla681 2 роки тому +8

    ସବୁ ବ୍ଲଗ୍ ଦେଖିଛି, ଆଖିରେ ଲୁହ ଆସି ନାହିଁ। ଆଜିର ବ୍ଲଗ୍ ଏତେ emotional ଥିଲା। ଲୁହ ଆସିଗଲା। ଗୌରାଙ୍ଗ ନାୟକ କେବଳ କାନ୍ଦି ନାହାନ୍ତି, Blog ଟି ଯିଏ ବି ଦେଖିବ କାନ୍ଦିବ।
    ବହୁତ ସୁନ୍ଦର। ଜୟ ଜଗନ୍ନାଥ। ଭଉଣୀ କୁ ଅନେକ ଅନେକ ଶୁଭେଚ୍ଛା।

  • @mukesh2972
    @mukesh2972 2 роки тому +2

    ଅମର ସଂସ୍କୃତି ଏବଂ ପରମ୍ପରା ବଞ୍ଚାଇ ରଖିଛନ୍ତି ଗ୍ରାମ ବାସୀ ମନେ ଯାହା ହେଉ ଆଜି କାଲି ତ କିଏ ଝିଅ ବିଦା ହେଲା ବେଳେ ଆଉ ସେ କାନ୍ଦ ନାହିଁ କିନ୍ତୁ ଆଜି ବହୁତ ଦିନ ପରେ ସେ ଦୂର୍ଶ୍ୟ ଦେଖିବାକୁ ମିଳିଲା ସେ ବାହାଘର ନିଜ ସକ୍ଷମ ଅନୁଯାୟୀ କଲେ ବି ବହୁତ ଭଲ ଲାଗିଲା ଆଉ ଗାଁ ଲୋକ ସବୁ ସହଯୋଗ କଲେ ସେ ବାହାଘର ରେ ଆଜି କାଲି ସହର ରେ କିନ୍ତୁ ଏ ସବୁ ଜିନିଷ ଦେଖିବାକୁ ମିଳୁନି ଏମିତି ଭିଡିଓ କର love from kendrapara town❤️

  • @jeebanpanda9976
    @jeebanpanda9976 2 роки тому +9

    ନମସ୍କାର, ବାହା ଘର ଏବଂ ଭୋଜି ଭଲ ଥିଲା, ଝିଅ ବିଦାୟ ବେଳର ଦୃଶ୍ୟ କୋହ ଭରା ଏବଂ ହୃଦୟ ବିଦାରକ ଥିଲା,ଝିଅ ଥିଲା ଲୋକ ହିଁ ଅନୁଭବ କରି ପାରିବ. ବରକନିଆ ଙ୍କୁ ଶୁଭକାମନା ଏବଂ ବୈବାହିକ ଜୀବନ ସୁଖମୟ ହେଉ, ଜୟ ଜଗନ୍ନାଥ.

  • @aamy00
    @aamy00 2 роки тому +8

    ବହୁତ୍ ଭାବପ୍ରବଣ ପରିବେଶ। ଭାଇ ଆପଣ ଜଣେ କୋମଳ ହୃଦୟର ବ୍ୟକ୍ତି ବୋଲି ମୁଁ ଜାଣିଥିଲି। ହେଲେ କାନ୍ହା ଓ ନଟ ନିଜର ଦୁଃଖ ଭିତରେ ଚାପି ରଖିଥିଲେ।
    ଝିଅ ର ବୈବାହିକ ଜୀବନ ସୁଖମୟ ହେଉ।
    ଜୟ ଶ୍ରୀଜଗନ୍ନାଥ।

  • @smrutisethi1406
    @smrutisethi1406 2 роки тому +4

    ଭାଈ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଦିନରୁ ରାତି ଓ ସାରା ରାତି ଅନିଦ୍ରା ରହି ଯେଉଁ ଭିଡିଓ କଭର କରି ଆମ ମାନଙ୍କୁ ଖୁସି ପ୍ରଦାନ କରୁଛନ୍ତି। ଏହି ଭଳି ଆଗକୁ ଆହୁରି ସୁନ୍ଦର ସୁନ୍ଦର ଭିଡିଓ ତିଆରି କରିଚାଲନ୍ତୁ,ପ୍ରଭୂ ଜଗନ୍ନାଥଙ୍କ କ୍ରୃପା ଆପଣଙ୍କ ଉପରେ ସଦା ରହିଥାଉ।

  • @sibabratarout1189
    @sibabratarout1189 2 роки тому +23

    ଝିଅ ବିଦାୟ କାଳୀନ ଦୃଶ୍ଯ ଵହୁତ ମନ କୁ ଦୁଖ ଦିଏ,ମୋ ଭଉଣୀ କଥା ମନେ ପଡିଗଲା

  • @muodia2002
    @muodia2002 2 роки тому +10

    ଗୋଟେ କଥା ଭଲ ଲାଗିଲା ବାହାଘରରେ ବି କଦଳୀ ପତ୍ର ବେବହାର କରୃଛନ୍ତି

  • @thirdeye9492
    @thirdeye9492 2 роки тому +6

    ବାପଘର ଛାଡି ଶାଶୁ ଘର ଯାଏ
    ଅଲିଅଳି ଗାଁ ଝିଅ
    ମା ' ର ପଣତେ ବନ୍ୟା ରଚାଏ
    ଅମାନିଆ ଆଖି ଲୁହ ❤💚

  • @sanjeevswain7451
    @sanjeevswain7451 2 роки тому +1

    ସବୁଠୁ ଭଲ ଭିଡ଼ିଓ..ଭାଇ....ଜୟ ଜଗନ୍ନାଥ....

  • @rabinarayannayak4979
    @rabinarayannayak4979 2 роки тому +6

    ଆତ୍ମିୟତା ଭରି ରହୁଛି । ମନ ବହୁତ ବଡ଼ । ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ ।

  • @riteshtrl
    @riteshtrl 2 роки тому +7

    Jaya Jagannath Gouranga babu...very beautiful blog today...started with so much masti barajatri procession n ended with very tearful and sad moments of kanya bidaya...kanya bidaya is such a moment that tears come in every one's eyes n hrudaya bhari jai..bhoji was very good n kanya pita has given the best to his capacity...god bless him..a complete blog today and keep it up ur good work...Jaya Jagannatha...

  • @sibaguru5439
    @sibaguru5439 Рік тому

    ଯାହା ବି ହେଉ ଆଜ୍ଞା ସବୁ ଆନନ୍ଦ ଉଲ୍ଲାସ ରେ କେମିତି ସମୟ ପଳେଇଲା ଜଣାପଡିଲାନି ସମସ୍ତଙ୍କ ଏକତ୍ରା ଦେଖି ବହୁତ ଖୁସି ଲାଗିଲା ଜୟ ଜଗନ୍ନାଥ🙏🙏🙏

  • @sashadhardash852
    @sashadhardash852 2 роки тому +5

    Last 5minute very sad heart'touching moment....god bless you married life....

  • @deepakkumardas5643
    @deepakkumardas5643 2 роки тому

    Barajatri Manankara dance performance pure extraordinary dhana ra dance unique bahaghara bhala re sarila Jai jagannath

  • @thirdeye9492
    @thirdeye9492 2 роки тому +5

    ବାପ ଘର ଛାଡି ଶାଶୁ ଯାଏ
    ଅଲିଅଳି ଗାଁ ଝିଅ
    ମା' ର ପଣତେ ବନ୍ୟା ରଚଇ
    ଅମାନିଆ ଆଖି ଲୁହ 💚❤

  • @sagarghadei5493
    @sagarghadei5493 2 роки тому

    Rati anidra heiki video karucha thnx .sabuthu Val katha bhai ye marriage video au besi dekhi Baku miluni .Tama video dekhila belaku nija gaa katha bahut Mane paduchi.tnx .......vai

  • @sureshbehera8420
    @sureshbehera8420 2 роки тому +2

    First time saw your emotions, never forget it s very heart touching❤....

  • @muralidharnaik5239
    @muralidharnaik5239 2 роки тому +6

    ସତ କଥା ସାର ବିଦାୟ ବେଳ ର ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଝରି ଯାଏ ।ଝିଅ ଜନମ ପର ଘର କୁ ।

  • @santoshkrishna9913
    @santoshkrishna9913 2 роки тому +2

    Great sir...really it's a apperceive moment nd Great motivational moment....🙏

  • @Rockyffgaming296
    @Rockyffgaming296 2 роки тому +6

    Jay Jagannath sir🙏🙏

  • @sejalmishra5227
    @sejalmishra5227 2 роки тому +2

    ଆପଣ ସବୁବେଳେ ହସୁଥନ୍ତି ଆଉ ଅନ୍ୟ ମାନଙ୍କୁ ବି ହସାଉଥନ୍ତି.. ହେଲେ ଆଜି ପ୍ରଥମ ଥର ପାଇଁ ଆପଣଙ୍କ ଆଖିରେ ଲୁହ ଦେଖି ଆମେ ବି ବହୁତ୍ imotional ହେଇଗଲୁ.. ପ୍ରକୃତରେ ଝିଆବିଦା ବେଳର ଦୃଶ୍ୟ ବହୁତ୍ କଷ୍ଟ ଦାୟକ.. ପ୍ରଭୁ ଜଗନ୍ନାଥ ଦୁଲି ଭଉଣୀଙ୍କୁ ଭଲରେ ରଖନ୍ତୁ ଏତିକି ପ୍ରାର୍ଥନା..Jay jagannath 🙏🙏

  • @hemasini4188
    @hemasini4188 2 роки тому +1

    So beautiful Baha Ghara vlog
    Jai jagannath 🙏

  • @bibhuprasadprusty2466
    @bibhuprasadprusty2466 2 роки тому +1

    Ate Dina pare...aji apankara akhire luha dekhili...mana vangigala😞..anyaku khusi karauthiba loka ra akhire luha....a luha khusi ,anandara luha thilla...sata matra kintu...mana vala lagilani...nua Kari Baha hoijaethiba jhia tiku au ta Swami nka Mangala kamana pravu Jagannath nka pakhare karuchi... Vari sundar blog 🙏

  • @MANOJDAS-bn1if
    @MANOJDAS-bn1if 2 роки тому

    ଭାଇ ଜୟ ଜଗନ୍ନାଥ। ବହୁତ୍ ହୃଦୟ ବିଦାରକ ।

  • @sejalmishra5227
    @sejalmishra5227 2 роки тому +4

    Happy married life sister duli.. Lord jagannath bless both newly wed couple..🥰🥰

  • @rabindrapalai9328
    @rabindrapalai9328 2 роки тому

    Bahut sunder blog ti dekhi bahut bhala lagila..satare blogra bahut bhala jhinsha dekhibaku milila..bilkul srunkhalita barajatri..khushire khaeba khauchanti..blogre seshare jhia bida belara durshya koha bharathila..thank u Nana..keep it up

  • @BikashSingh-tv3hg
    @BikashSingh-tv3hg 2 роки тому +3

    ଆପଣଙ୍କର ଏତେ ବାହାଘର ଭିଡିଓ ଦେଖିଥିଲି କିନ୍ତୁ ଆଜିର ଭିଡିଓ ଆଖିରେ ଲୁହ ଆଣିଦେଲା।
    ମାଉସୀ ଯେଉଁଭଳି ତାଙ୍କ ଝିଅକୁ ବିଦାୟ ଦେଉଥିଲେ ମୋ ଭଉଣୀ ବାହାଘରରେ ବି ମୋ ବୋଉ ଅବିକଳ ସେଇଭଳି ବିଦାୟ ଦେଉଥିଲା,ଯାହାକି ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା😭😭😭
    ଝିଅ ବାହାଘରରେ ବାପା ମା କେତେ କଷ୍ଟରେ ଝିଅ ବାହାଘର କରନ୍ତି ସେକଥା ଭୋଜିରେ ମଟନ ଖୋଜୁଥିବା ଲୋକ ଜାଣିବ କୁଆଡୁ।

  • @babitamahari4459
    @babitamahari4459 2 роки тому

    Very beautiful vlog.. Emiti village life moro bahut pasand

  • @lokanathnayak4722
    @lokanathnayak4722 2 роки тому

    Apanka apari video dekhi bahut khusi laga ati sundar paribesa saha apanka upastapana bahut bhala

  • @manmathnayak9887
    @manmathnayak9887 2 роки тому +2

    A purely village girl marriage ,very heart touching.........

  • @monishapradhan8012
    @monishapradhan8012 2 роки тому +2

    କ'ଣ ମଟନ୍ ଖାଇଲେ ହିଁ ପେଟ ପୁରିବ କି? ଏହିପରି ମହଙ୍ଗା ଯୁଗରେ ଜଣେ ଚାକିରିଆ ମଧ୍ଯ ମଟନ୍ କରିପାରିବନି। ଜଣେ ଚାଷି ଭାଇ କ୍ଷେତ୍ରରେ ଏହା ବହୁତ ଅସମ୍ଭବ ହୋଇପାରେ। ଝିଅଟି କୁ ବିଦା କଲେ କେତେ ଯେ କଷ୍ଟ ସେଇଟା କନ୍ଯା ପିତା ହିଁ ଜାଣିପାରେ। ଜଣେ ତାର ନିଜର ସକ୍ଷମ ଅନୁସାରେ ଯାହା କରିପାରିଲା।

  • @kunadharus2964
    @kunadharus2964 2 роки тому

    Sir aapna bahut bhal vlog banau chhanti village merrige great sir

  • @desivlogs8504
    @desivlogs8504 2 роки тому +1

    Bhai ati sundar apnka video and apanka katha emiti jatra chalithau mu jibi bhai apnka gan ku

  • @akashsahoovlogs2385
    @akashsahoovlogs2385 2 роки тому

    Love from puri dham jay jagannath ⭕‼️⭕ 🙏

  • @11susanta
    @11susanta 2 роки тому

    Really great video, thanks lot..

  • @diputripathy3251
    @diputripathy3251 2 роки тому +3

    Trust me sir, today episode is very imotional, because it is village girl marriage, when I saw this video I think I am in village, keep it up and jay Jagannath

  • @rikeshsahoo8447
    @rikeshsahoo8447 2 роки тому +4

    Bhai jay jagaganth

  • @sarojkumarjena2691
    @sarojkumarjena2691 2 роки тому +4

    ସତରେ ଗୌରାଙ୍ଗ ଭାଇ । ମୋ ଆଖିରୁ ମଧ୍ୟ ଅଶ୍ରୁ ବାହାରି ଆସିଲା । ମୁଁ ଜାଣେ ଝିଅ ଜନ୍ମ ପର ଘରକୁ । ଜଣେ ଅନ୍ତ ଫାଡ଼ି ଜନ୍ମ ଦେଇ ତାକୁ ପୁଣି ପରିଣତ ବୟସ ଆସିଲେ ବିବାହ ବେଦୀ ରେ ବସି ପର ଘରକୁ ଯିବାକୁ ପଡେ । ଯାହା ଅତ୍ୟନ୍ତ ଦୁଃଖ ଦାୟକ । ବିଧିର ବିଧାନ କେ କରିବ ଆନ । ସତରେ ଝିଅ ବିଦାୟ କଲା ବେଳେ ବହୁତ ଦୁଃଖ ଲାଗେ । ମୁଁ ନିଜେ ଭଉଣୀ ବିଦାୟ କଲା ବେଳେ ବହୁତ ଦୁଃଖ ଲାଗିଥିଲା । ଈଶ୍ୱର କରନ୍ତୁ ନବ ଦମ୍ପତି ଭଲରେ ରୁହନ୍ତୁ ।

  • @lalmohansahoo4224
    @lalmohansahoo4224 2 роки тому

    Bhaina actually really picture
    Apanka nku manibaku padiba
    Bhala lagila

  • @pradipbarik7861
    @pradipbarik7861 2 роки тому

    Nice vlog sir from village full with love and emotion...

  • @babitamahari4459
    @babitamahari4459 2 роки тому +1

    Ama village bi bahut bhala.. But ete bhoji hueni... 😜😋

  • @sidhartharay9781
    @sidhartharay9781 2 роки тому +1

    ଵହୁତ ସୁନ୍ଦର 🙏

  • @bikrammohanty2453
    @bikrammohanty2453 2 роки тому

    This is true Odiya culture ❤️

  • @samirabehera2747
    @samirabehera2747 2 роки тому +3

    Bahaghra ameti eka muhurta sethire khusi au dhoukha rahithe kintu parmpara Anu Jai jaha haba katha taha ame palana kariba Amara dhrma Gaurang bhai Tama akhere luha dekhi mo akhere luha asigala

  • @y-mer6744
    @y-mer6744 2 роки тому

    bhai bass etiki kahibi bohut bhla lagila

  • @biju2045
    @biju2045 2 роки тому +1

    Bahut Emotional jhia bida satare😭😭😭😭

  • @charmingirlsima6204
    @charmingirlsima6204 2 роки тому +2

    Beautiful video 🥰🤞🏻

  • @satyabratanath8357
    @satyabratanath8357 2 роки тому

    Bhari bhala lagila bhai

  • @jbrecordjay9588
    @jbrecordjay9588 2 роки тому

    ବହୁତ ହୁର୍ଦୟ ସ୍ପର୍ଶ

  • @rajanipaul4255
    @rajanipaul4255 2 роки тому

    Jay jagannath Gauranga Babu

  • @kalandimajhi5061
    @kalandimajhi5061 Рік тому

    🙏🌹very nice ଭାଇ 🙏🙏

  • @anshumantv.5804
    @anshumantv.5804 2 роки тому

    Bhai tama video mate sabu taru bhala lagila

  • @Barad99Sridhara
    @Barad99Sridhara 2 роки тому

    Khanti desi odia blogs ❤️ from Ganjam

  • @tapanswain7579
    @tapanswain7579 2 роки тому

    Bhai Gan Gan ...e miti video besi popular hue ..sabu sundartaa Gan re hin thhae .. ei sabu dinisa dekhile manaku santi lage

  • @anasuyajena4029
    @anasuyajena4029 2 роки тому +2

    Jay jagannath 🙏, very emotional vlog 😭🙏n nice one 👍👍❤❤👍👍🙏

  • @bikikumar6355
    @bikikumar6355 2 роки тому +1

    Jai Jagannath

  • @hemantabeheraa2449
    @hemantabeheraa2449 2 роки тому

    Bahut bhala lagila last part Bahut emotional karidela

  • @nabakishoremoharana1690
    @nabakishoremoharana1690 2 роки тому +1

    nice video. such a real heart touching

  • @PradeepKumar-ph1kh
    @PradeepKumar-ph1kh 2 роки тому

    11:02 Bhai amara tike kaacha paida nei jaichanti bodhe.
    and Gourang bhai... i see almost all ur vlogs ,,it reminded us of our village life,,, tysm for this.... Love u bhai

  • @sarojbehera5315
    @sarojbehera5315 2 роки тому

    So, sad, 😭😭😭. Wonderful blog👌 jai Jagannath, Sir. 🙏🏾🙏🏾🙏🏾

  • @swadhinnayak8209
    @swadhinnayak8209 2 роки тому

    Bahuta bhala lagila apana nka vlog

  • @mamaneemohapatra5925
    @mamaneemohapatra5925 2 роки тому

    Very hart touching video..
    Thank you sir..
    🙏🙏🙏🙏🙏

  • @birennayak9044
    @birennayak9044 2 роки тому

    Osm vai.really nice moments.

  • @arabindarath1696
    @arabindarath1696 2 роки тому

    Jay jagannath 🙏🙏🙏 Beautiful ❤️❣️❤️😭😭😭

  • @OdiaSoumyaLifestyle
    @OdiaSoumyaLifestyle 2 роки тому +1

    ଜୟ ଜଗନ୍ନାଥ 🙏🙏🙏

  • @morazu8781
    @morazu8781 2 роки тому +3

    ଭାଇ ଝିଅ ଜନମ ପର ଘରକୁ ଆଜି ନ ହେଲେ କାଲିକି ହବ ଆଗେ ଝିଅ ପରେ ଘର
    କଥା

  • @akpfood7438travel
    @akpfood7438travel 2 роки тому +1

    So sad sir this moment

  • @dibyajyoti-q8y
    @dibyajyoti-q8y 2 роки тому

    Satare bhai jhia bida samayare bahut kasta lage .bhala lagila a volg dekhiki .

  • @santoshbaral2687
    @santoshbaral2687 2 роки тому

    I will go to u r village. Very soon

  • @biswaranjanpatra9659
    @biswaranjanpatra9659 2 роки тому

    Gauranga Bhai u r really gem

  • @short_reels7468
    @short_reels7468 2 роки тому +1

    Little jetebele baha haeki jiba setebele ,apananku bahut kasta heba,janichi gote bapa ra chhatire kete koha ..jetebele apana haeki bi anya ghara ku jaethae.❤❤❤❤ from Jajpur.
    Apanaka vlog sabubele dekhe.

  • @rudraprakashpattanaik182
    @rudraprakashpattanaik182 2 роки тому

    Amiti bahaghara dekhibaku swapna ajika timere jaahau .kichhi gramare Amiti chali Cha bahut jhusira kathaa barapakyha loka jahau khusi Grahana karuchhanti....nahele bahut loka achhanti jahaki besi ranga kadhanti...bara Jana ka bahut bhalapilate pari laguchhanti.. jahabi hau tanka mrg life bhalaree Katy.jaya jagannath 🙏🙏.khubb Sundar volg....👌👌🥰🥰

  • @biswambarnayak361
    @biswambarnayak361 2 роки тому

    Jay Jagannath 🙏 🙌

  • @satyaprakashmohanty550
    @satyaprakashmohanty550 2 роки тому

    very painfull moment of jhia bida.......😭😭😭😭

  • @kapilasmahakur8371
    @kapilasmahakur8371 2 роки тому

    Jaya jagannath 🙏🙏🙏

  • @manoranjansahoo3474
    @manoranjansahoo3474 2 роки тому

    Video is very nice 👌

  • @rajeshbehera9705
    @rajeshbehera9705 2 роки тому

    Ei video mind blown ❤❤❤

  • @sunilmemorybullvlogs
    @sunilmemorybullvlogs 2 роки тому

    ହଁ ହେଲା

  • @rocksiba6427
    @rocksiba6427 2 роки тому

    Mast heichi gournga bhai

  • @akshyasahu4335
    @akshyasahu4335 2 роки тому

    Sir 🙏, Really a jhia Bida bela ra drusya bahut dukha dayaka.😭😭😭mo akhiru b luha asi gala.jau jhia sasu ghara jaa mu Kandi pakaa.but aeta dunia ra niyama.

  • @SanjayDas-iz6im
    @SanjayDas-iz6im 2 роки тому

    Jay Jagannath 🙏🙏🙏🙏🙏

  • @ranjitnayak4713
    @ranjitnayak4713 2 роки тому +2

    Great video ❤️

  • @niharranjannayak6370
    @niharranjannayak6370 2 роки тому

    GOD BLESS THE COUPLE

  • @OdiaSoumyaLifestyle
    @OdiaSoumyaLifestyle 2 роки тому +1

    ଅତି ସୁନ୍ଦର vlog 👌👌

  • @tapanpati9024
    @tapanpati9024 2 роки тому

    Bholo laguchi...❤️

  • @amareswarmohanty123
    @amareswarmohanty123 2 роки тому

    Bhai last part dekhiki mu b kandi pakeili

  • @nidrabatimudi3490
    @nidrabatimudi3490 2 роки тому

    Bahut dukha dayaka thila sesha drushya Jane jhia Tara Sabu nijara mananku chhadi chalijiba aneka Swapna nei hele Kia Jane Sethi Taku Sukha miliba ki dukha miliba se janini bhagavan karantu tanka jibana sukhamaya heu dhanyabad apanku.

  • @daluswain8979
    @daluswain8979 2 роки тому

    The climax was good

  • @TunutunuBehera
    @TunutunuBehera 4 місяці тому

    Jay jagannth

  • @danardanpradhan853
    @danardanpradhan853 2 роки тому

    So nise👍👍

  • @akshyasahu4335
    @akshyasahu4335 2 роки тому

    Naba dampati nka dampatya jibana sukhamaya hau🙏God bless him

  • @aloknaik4371
    @aloknaik4371 2 роки тому

    Bhai jaha kuha tama bhoji vlog mast lage ......swadista khaiba 🤤

  • @Odiafunnytech993
    @Odiafunnytech993 2 роки тому

    ନଟିଆ କମେଡି ର ଡ଼ାଙ୍ଗ... ଆଉ ଆମ ବୁଦ୍ଧିଆ ଭାଇ ପୁଅ ଘଣ୍ଟି same same

  • @ranjanmuduli8885
    @ranjanmuduli8885 2 роки тому

    Nice couple. God bless u

  • @mohankumarmrmk4u
    @mohankumarmrmk4u 2 роки тому

    Love to see reality .

  • @kalandimajhi5061
    @kalandimajhi5061 Рік тому

    Very nice video 👌👌🌹🙏🙏🙏

  • @situna100
    @situna100 2 роки тому

    Nice video bhai

  • @drupadpattanaik1374
    @drupadpattanaik1374 2 роки тому

    I also became very emotional .

  • @jenaalltypesvlogs8363
    @jenaalltypesvlogs8363 2 роки тому

    Very nice 👌 bhai