Sar pana chashara adhika gromara sar pakai daithilu lata pacha maruchi ba lata haladiya padi jaichi tqeat fange saide ku praya kari thilu age baha riba pin kayu haro mon kuhantu plice
Sir Hector prati 1200 ru 1500 gata a6i, semane200 meter ku jata jata karu6nti, sabu prayog kaluni , musa b maru6nti, kintu control hai ni, kana spary kale gachha ku katibeni taha janantu
Sir Npk 0 52 34and Boron spre karithili but paddy ra patra gudika agapatra marigala and patragudikaHaladia and lal dekhajauchi wha shell ido.
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରିବା ଉଚିତ୍।
ଦିନ ସମୟ ରେ ସ୍ପ୍ରେ କଲେ ପତ୍ର ହଳଦିଆ ହୋଇଥିବ ବା ଘାସମରା ଥିବା drum ରେ ସ୍ପ୍ରେ କଲେ ପତ୍ର ପୋଡି ଯିବ।
ବର୍ତମାନ ଜମିରେ ପାଣି ରଖନ୍ତୁ।BIOZYME lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
ମୂଷା ବହୁତ୍ ହୁସିଆର ହେଲେଣି ଟିକିଏ କଳା ରଙ୍ଗ ଦିଶିଲେ ଖାଉନାହାନ୍ତି
Besan ki ata re golei ki dia
Good information sir
Nuakhai juhar❤
Sir ଗୁଣ୍ଡି ପୋକ ଵା ମହିଷା ରୋଗ ର ନିୟନ୍ତ୍ରଣ ପାଇଁ ଗୋଟେ video ଆଣନ୍ତୁ
ସାର ବିରି ଚାଷ ରେ କେଉଁ ଘାସ ମରା ଔଷଧ ମାରିଲେ ଭଲ ଚାଷ ହୁଏ ସେ ନେଇ ଭିଡ଼ିଓ କରନ୍ତୁ
ଗୁଡ ମୋନିଂ ସାର
Sir ବିଭିନ୍ନ ଘାସ ର ନା ରେ ଗୋଟେ ଭିଡିଓ ବନାନ୍ତୁ please, ଆମେ ଜାଣି ପାରୁନୁ କଉଟା କି ଘାସ
Sar pana chashara adhika gromara sar pakai daithilu lata pacha maruchi ba lata haladiya padi jaichi tqeat fange saide ku praya kari thilu age baha riba pin kayu haro mon kuhantu plice
Sir lembu ( lemon🍋) chasa re April masare amala paibaku hele kipari parichalana kariba.....
Sandha pain kichi medicine achhiki dayakari kahibe
Thank you sir...
Hele musa to se guda khaunahanti
Musa Mane bahut chalak heigoleni sir sata
Zinkphosphet ଦିଆଯାଉଛି
Dhhuripok lagile kan karajiba
Sir Hector prati 1200 ru 1500 gata a6i, semane200 meter ku jata jata karu6nti, sabu prayog kaluni , musa b maru6nti, kintu control hai ni, kana spary kale gachha ku katibeni taha janantu
Good news
Biri muga, cheli aau sandha jemiti na khaibe,kn medicine darkar
Bisa mane ki bisa daba
ଭଲ nai ଲାଗିଲା ତମେ ମୂଷା ମାରିବା ଟା କମ କହୁଛ au ବେଶୀ ସ୍ସକରାଇବ ର କଥା କହୁଛ
Apana kauthi rahuchha sir
ସାର୍ ଧାନ ପତ୍ର ଗୁଡ଼ିକ ହଳଦିଆ ଓ ଖସିଯାଉଛାଇ ତାର ପ୍ରତିକାର କଣ
ଧାନ ଗଛ ର ପୋତ୍ର ହଲ ଦିଆ ହେଉଛି ଓ କାଣ୍ଡ ବିନ୍ଧା ଲାଗୁଛି ତେବେ ତାର ପ୍ରତିକାର ବ୍ୟବସ୍ଥା କିପରି ଭାବରେ କରା ଯାଏ
Celphos tablets keun oushadh dokanare mile janantu
Pesticide ଦୋକାନ ରେ
Good solution
good,morning,dada,rama
Good morning
Ghore to bohut Musa kemeti polaibe
ବିଷ ଥୋପ ବ୍ୟବହାର କରନ୍ତୁ।କାନ୍ଥ side ରେ ଓ ଘର କଣ ରେ ରଖନ୍ତୁ।
Sir apana watt shop re massage ra answer deunahanti
Neula musa ku kemiti kariba
Sir forrate is best
Thank you
dada,madichala
Sar 3 no dosre fetradelehebagn
ଦିଅନ୍ତୁ
ଆଜ୍ଞ୍ୟା ଗୁଣ୍ଡୁଚି ମୂଷା କୁ କେମିତି ମାରିବା
Kankada kemiti maribe
Ghar ka Musa kese da man kare
ସାର ଧାନଡୁଲି ର ହିଡ଼ଜେତେ ସଫା କଲେ ମଧ୍ଯ ମୂଷା ମାନୁନାହାନ୍ତି କଣ କରାଜିବ🙏
ମୂଷା ଗାତ ରେ Celphos tablet ଦେଇ ବନ୍ଦ କରନ୍ତୁ
Sir ବଜାରରେ ଯେଉଁ ମୂଷା ବିଷ ମିଳୁଛି ତାହା ପ୍ରୟୋଗ କଲେ ହବନା ?
dada,pratidina,chhada nti,
ଆଜ୍ଞା କପା ଗଛ ଯେତେ ୟୁରିଆ ଏଵଂ ଡିଏପି ଦେଲେ ବି ଗଛ ବଢ଼ୁନାହି କି ସାର ଦେଲେ ବଢିବ କୁହନ୍ତୁ ଅଜ୍ଞା
Biovita ଏକର ପ୍ରତି 8kg ବା Sagarika Z+++ 10kg ପ୍ରୟୋଗ କରନ୍ତୁ।
Jivaras lit ପ୍ରତି 2ml ସହିତ NPK 12:61:0 lit ପ୍ରତି 5gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
କାଣ୍ଡବିନ୍ଧା ଓ ପତ୍ରମୋଡ଼ା ଓ ଗୁଣ୍ଡିପୋକ ନିୟଂତ୍ରଣ କେମିତି କରିବା ଦୟାକରି କୁହନ୍ତୁ
ଧାନ ଫସଲରେ କାଣ୍ଡ ବିନ୍ଧା ପୋକ ପତ୍ର ମୋଡା ପୋକ କୁ ନିୟନ୍ତ୍ରଣ କରିବା ପାଇଁ
ଦାନାଦାର କୀଟନାଶକ Ferterra ଏକର ପ୍ରତି 4kg ବା
Virtako ଏକର ପ୍ରତି 2.5 kg ବା
Barroz 3kg ପ୍ରୟୋଗ କରନ୍ତୁ।
କିମ୍ବା
Cartap hydrochloride 50%SP lit ପ୍ରତି 2gm ସହିତ Emamectin Benzoite 5%SG lit ପ୍ରତି 0.5gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ ବା
Chlorontraniliprole 18.5%SC (Coragen /Cover)drum ପ୍ରତି 6ml ବା
Vayego ଏକର ପ୍ରତି 100-120ml ବା Incipio ଏକର ପ୍ରତି 120ml ବା
Chloropyriphos 50%+Cypermethrin 5%EC lit ପ୍ରତି 2ml ବା
Fipronil 5%SC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ସାର୍ ମାଣ୍ଡିଆ ଚାଷ ରେ କେଉ ସାର ଯିବ
ଧାନ,ହେଲାଣି,କିନ୍ତୁ, ମୂଷା,କାଟି,ଦେଉଛି,କଣ,କରାଯିବ
Vedio କୁ ସମ୍ପୂର୍ଣ ଦେଖନ୍ତୁ
Good morning sir
Good morning
2 4-D Dimethyl amine salt 58%sl + fenoxaprop-p-Ethyl 9.3%ec ଏ ଥିରେ ସୁଜି ଲଟା ମର୍ବା କି ନାହିଁ
20 ଦିନ ମଧ୍ୟରେ ରୋଆ ହେଇଥିବା ଦରକାର
କଙ୍କଡା,ଗାତରେ,କଣ,ଦିଆଯିବ
Celphos tablet 2ଟି ଦେଇ ଗାତ ବନ୍ଦ କରନ୍ତୁ
Zink phosphate
Thank you
ଆପଣଙ୍କ ଫୋନ ନମ୍ବର ଟିକେ ଦିଅନ୍ତୁ sir
Eco
Ratol
lαkhαnѕαntα
Jangal are aaa
ta pare
🟢🟢🟢
Apananka phon no diantu
Bahut bolo vidio
Thank you