ପାଳ ଛତୁ କରନ୍ତୁ ଆଉ ଏକ ନୂଆ ଉପାୟରେ

Поділитися
Вставка
  • Опубліковано 2 лют 2025

КОМЕНТАРІ • 172

  • @ajayadixit9448
    @ajayadixit9448 4 місяці тому +7

    Bahut bhala lagila apana nka video trick and tips very nice 👍

  • @geetanjaliparida2765
    @geetanjaliparida2765 Місяць тому +4

    Bahut bhala lagila

  • @sarojasahoo8459
    @sarojasahoo8459 3 місяці тому +6

    Bahut vala. Sikhibara jinisha.

  • @lasibanmallick6717
    @lasibanmallick6717 14 днів тому

    ଭଲ ଲାଗିଲା ଧନ୍ୟବାଦ୍ ।

  • @hariharapanda7458
    @hariharapanda7458 21 день тому

    Bahut sundar

  • @Greengardenwithkalpana
    @Greengardenwithkalpana 4 дні тому

    👍superb...

  • @meherinternetcafe9819
    @meherinternetcafe9819 3 дні тому

    good

  • @laharimohanty3836
    @laharimohanty3836 3 місяці тому +1

    Bhala lagila

  • @usharanidigal440
    @usharanidigal440 Місяць тому

    Badhiaa

  • @PremanandaMoharana-s4i
    @PremanandaMoharana-s4i 2 місяці тому

    Bhala Idea

  • @shibanshisasmal9414
    @shibanshisasmal9414 Місяць тому

    Vala chatu teacherunku dhanyabad

  • @swarnalatabehera-nt6ht
    @swarnalatabehera-nt6ht 2 місяці тому

    Bahuta bhala lagila

  • @dilipkumarpatel4823
    @dilipkumarpatel4823 6 днів тому

    Odisha

  • @gayatripadhihary9015
    @gayatripadhihary9015 2 місяці тому +1

    Very nice and useful video

  • @rashminanda7758
    @rashminanda7758 2 місяці тому +1

    ଧନ୍ୟବାଦ ଖୁବ ବଢିଆ. 👍🏾

  • @kashinathmohanta1044
    @kashinathmohanta1044 Місяць тому

    ଧନ୍ୟବାଦ୍

  • @rashmiranjannayak3251
    @rashmiranjannayak3251 Місяць тому

    Bhala achhe, dhanyawad

  • @SanatanaNayak-eg5cg
    @SanatanaNayak-eg5cg 3 місяці тому +1

    Good masrum bed thank you.

  • @Samir.920
    @Samir.920 3 місяці тому +1

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏

  • @JadumaniNayak-w3z
    @JadumaniNayak-w3z Місяць тому

    Good idea

  • @prasanpatro2044
    @prasanpatro2044 2 місяці тому +1

    କଢ଼ ଥିବା ଅବସ୍ତ

    • @prasanpatro2044
      @prasanpatro2044 2 місяці тому +1

      କଢ଼ ଥିବା ଅବସ୍ଥା ରେ ବାହାର କଲେ ରେଟ ଅଧିକ ହବନାନାହିଁ ଗଣାଇବ.

    • @debanjanagardening3636
      @debanjanagardening3636  2 місяці тому

      ଦେଢ଼ ଗୁଣା ଅଧିକ ଦାମ୍ ରେ ବିକ୍ରୀ ହେଇଥାଏ

  • @SushreeSangitaJena-l4q
    @SushreeSangitaJena-l4q 2 місяці тому

    The best

  • @naturesbeauty20
    @naturesbeauty20 2 місяці тому

    Wonderful 😊

  • @surendrabarad5260
    @surendrabarad5260 3 місяці тому

    Nice tips👌👌

  • @RatunuWataka
    @RatunuWataka 3 місяці тому

    Best Idea

  • @kusumamallick8778
    @kusumamallick8778 3 місяці тому +1

    Good

  • @gitabrahma9871
    @gitabrahma9871 3 місяці тому

    Very nice

  • @juludas-nl2bp
    @juludas-nl2bp 2 місяці тому

    VERY NICE ❤❤

  • @geetaranipattnaik4203
    @geetaranipattnaik4203 3 місяці тому

    Badhia kahile kichhi kastanahi. Karcha b nahi thank u

  • @hrushikeshmishra2074
    @hrushikeshmishra2074 3 місяці тому

    Nice

  • @AkshyaKumarMohanty-b1u
    @AkshyaKumarMohanty-b1u 3 місяці тому

    Badhia 👌

  • @jitubeherajitubehera
    @jitubeherajitubehera 3 місяці тому +3

    ପାଳ ଛତୁ ମଞ୍ଜି କେଉଁ ଠାରେ ମିଳିବ ଭାଇ କହିବେକି

    • @debanjanagardening3636
      @debanjanagardening3636  2 місяці тому +1

      ଏବେ ପାଳ ଛତୁ ଚାଷ ର ସମୟ ସରି ଯାଇଛି। ଛତୁ ଚଷି ମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ଅଧିକାରୀ ସହିତ ଯୋଗା ଯୋଗ କରନ୍ତୁ ଠିକଣା ପାଇ ପାରିବେ।(Flipcart,amazan) ରୁ ବି ମିଳୁଚି।

  • @GurunathamandalGuru
    @GurunathamandalGuru Місяць тому

    Theks

  • @bijaykumarsahoo7853
    @bijaykumarsahoo7853 2 місяці тому +6

    ଗୋଟିଏ ଝୁଡ଼ିରେ କେତେ ଟଙ୍କା ଖର୍ଚ୍ଚ କରି କେତେ ଓଜନର ଛତୁ ପାଇଲେ, ଦୟାକରି ଲେଖିଲେ ଚାଷ ପାଇଁ ଆଗ୍ରହ ଆସିବ ।

    • @debanjanagardening3636
      @debanjanagardening3636  2 місяці тому +1

      କୁଟା ୨୦ ଟଙ୍କା+ମଞ୍ଜି ୨୦ ଟଙ୍କା ଓ ଚକଡ଼ ୫ଟଙ୍କା। ଛତୁ ୭୫୦ ଗ୍ରାମ

  • @siprachhunmun9132
    @siprachhunmun9132 7 днів тому

    Sir, eii seeds kouthi milibo

  • @PrabhatkumarBehera-c5n
    @PrabhatkumarBehera-c5n День тому

    ଆପଣଙ୍କର ପ୍ରଚଳିତ ଛତୁ ପ୍ରଣାଳୀ କୁ ଅନୁସରଣ କରି କରିବା ପାଇଁ ଛତୁ ଚାସକରି ମାସିକ ଟଙ୍କା କେତ ମିଲିବ ଏଥିପାଇଁ ଆପଣଙ୍କୁ ଯୋଗାଯୋଗ କରିବାକୁ ଠିକଣାକୁ ଉଲ୍ଲେଖ କରିବା ପାଇଁ ଅନୁରୋଧ କରୁଅଛୁ

  • @dilipkumarpatel4823
    @dilipkumarpatel4823 6 днів тому

    Thare futi gala pare aou futi ba ki nahi chatu

  • @desigym680
    @desigym680 Місяць тому

    Ok

  • @mayadharmaharana9040
    @mayadharmaharana9040 3 місяці тому

    ଭାଇ ଛତୁ ଚାଷ ଦେଖି ଭଲ ଲାଗିଲା, ଆଉ ଥରେ କରି ଦେଖନ୍ତୁ, ଆମେ କରିବାକୁ ଚାହୁଁଛୁ, ଆପଣକଂ ଅପେକ୍ଷାରେ,କଟକ,

    • @debanjanagardening3636
      @debanjanagardening3636  3 місяці тому

      ମୋ ଚାନେଲ ରେ ବହୁତ୍ ଗୁଡ଼ା ଭିଡ଼ିଓ ଅଛି ଦେଖନ୍ତୁ 🙏

  • @rushavameher2451
    @rushavameher2451 2 місяці тому

    Betty. Good

  • @amitbehera5626
    @amitbehera5626 3 місяці тому +1

    ଶୀତ ଋତୁରେ ଏହି ଚାଷ ହେଇପାରିବ

    • @debanjanagardening3636
      @debanjanagardening3636  3 місяці тому

      ମାର୍ଚ୍ଚ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଛତୁ ଚାଷ କରାଯାଏ

  • @smbfamilyvlogs9626
    @smbfamilyvlogs9626 13 днів тому

    Chhatu manjira retkete dayakari kuhanti

  • @SRIGYAN2024
    @SRIGYAN2024 3 місяці тому +2

    931 ଜଣ subscriber ପୂରଣ କରିଥିବାରୁ ଧନ୍ୟବାଦ

    • @SunakarPatra-k5h
      @SunakarPatra-k5h 3 місяці тому

      ଛତୁ ମଞ୍ଜି କୋଉଠୁ ଆଉ କେମିତି ମିଳି ପାରିବ

  • @anasuyasenapati9325
    @anasuyasenapati9325 3 місяці тому

    Chhatu kadha asile palithin ghodaila bele kadha bhangijibani ? Setebele kemiti ghodajib dayakari janaibe

  • @oldisgold9015
    @oldisgold9015 2 місяці тому

    ପାଣି କେତେ ଥର ଦେବାକୁ ହେବ

    • @debanjanagardening3636
      @debanjanagardening3636  2 місяці тому

      ଯଦି କୁଟା ଶୁଖିଲା ଜଣା ପଡ଼େ ତା ହେଲେ ଅଳ୍ପ ପାଣି ସ୍ପ୍ରେ କରିପାରିବେ ସ୍ପ୍ରେ ମେସିନ୍ ଦ୍ବାରା। ପାଣି ବେଶି ହେଲେ ଖରାପ୍

  • @suramanayak5222
    @suramanayak5222 4 місяці тому

    Bahut bahia mu try karibi ❤

  • @bijayabijayalaxmi5718
    @bijayabijayalaxmi5718 2 місяці тому

    Kendrapara ra garad pur block re chhatu manji milipariba

  • @binodkisku4906
    @binodkisku4906 Місяць тому

    Monji keuthare milibo

    • @debanjanagardening3636
      @debanjanagardening3636  Місяць тому

      ମାର୍ଚ୍ଚ ମାସକୁ ଯୋଗା ଯୋଗ କରନ୍ତୁ

  • @ritasoreng8954
    @ritasoreng8954 Місяць тому

    Panire kete ghonta vijaiba

  • @udrakalingautkal1702
    @udrakalingautkal1702 3 місяці тому

    ସବୁ ଛତୁ ଅମଳ ସରିଲା ପର୍ଯ୍ୟନ୍ତ ସବୁବେଳେ ବା ସବୁଦିନ କଣ ଏମିତି ଜରିଘୋଡିଆ ହେଉଥିବ ଓ କଢାହେଉଥିବ ? ଟିକେ ଦୟାକରି ଜଣାଇବେ ,
    ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏

    • @debanjanagardening3636
      @debanjanagardening3636  3 місяці тому +1

      ସାତ ଦିନ ପରେ ଛତୁ ହେବା ପର୍ଯ୍ୟନ୍ତ ଏମିତି କରିବେ

  • @learnwithpravin3613
    @learnwithpravin3613 13 днів тому +1

    ଥରେ ଛତୁ ଫୁଟିଲା ପରେ ପଲିଥିନ ଢାଙ୍କିବା ନା ନାହିଁ

    • @debanjanagardening3636
      @debanjanagardening3636  11 днів тому +1

      ଛତୁ ଅମଳ ହେବା ପରେ ଆଉ ଢାଙ୍କିବା ପାଇଁ ପଡିବ ନାହିଁ

    • @learnwithpravin3613
      @learnwithpravin3613 11 днів тому

      @debanjanagardening3636 ଧନ୍ୟବାଦ 🙏

  • @bhagabanmaharana145
    @bhagabanmaharana145 Місяць тому

    Chatu Bihan Kemiti Banaibar Kuha

    • @debanjanagardening3636
      @debanjanagardening3636  Місяць тому

      ଛତୁ ର ମଞ୍ଜି ଲେବ୍ ରେ ପ୍ରସ୍ତୁତ ହୁଏ

  • @sachikantasahoo-vd6fb
    @sachikantasahoo-vd6fb 3 місяці тому +2

    ଯାତ୍ରା ଠୁ ପାଉଡର ଅଧିକ ହେଇଗଲା , ମୁଁ ଏ କାମ କରିବି ନାହି , 20 ଟଙ୍କା ରେ 250 ଗ୍ରାମ ମିଳୁଛି । ଆଣି କି ଖାଇବି

  • @jagadishmohanta5675
    @jagadishmohanta5675 Місяць тому

    Sita dinare heba ki nahin

    • @debanjanagardening3636
      @debanjanagardening3636  Місяць тому

      ମାର୍ଚ୍ଚ ରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଛତୁ ଚାଷ କରାଯାଏ

  • @AjitkumarMahapatro
    @AjitkumarMahapatro 2 місяці тому

    Chatu chasa re kete kharcha kete labha kete ojanara chatu paiba

    • @debanjanagardening3636
      @debanjanagardening3636  2 місяці тому

      ୨୦୦ ଗ୍ରାମ ମଞ୍ଜିରୁ ୮୦୦/୧କି:ଗ୍ରା: ଛତୁ ହେବ। କିଲେ ଛତୁ ପାଇଁ ଖର୍ଚ୍ଚ ହେବ ୭୦/୮୦ଟଙ୍କା

  • @gunaramkisku4599
    @gunaramkisku4599 3 місяці тому +1

    Dhingri chhatu vdo upload kra

    • @debanjanagardening3636
      @debanjanagardening3636  3 місяці тому

      ଚେନେଲ୍ ରେ ଭିଡିଓ ଅଛି ଦେଖନ୍ତୁ

  • @ayushbuda521
    @ayushbuda521 Місяць тому

    ସେଇ ପାଳ ରେ ପୁଣି ଛତୁ ବାହାରିବ କି

  • @ShyamMetalics-c2v
    @ShyamMetalics-c2v Місяць тому

    Tala layer re jou manji thila seta ta futiparibani

    • @debanjanagardening3636
      @debanjanagardening3636  Місяць тому

      ଯେତେବେଳେ ଫିମ୍ପି ଉପର ପଟକୁ ମାଡ଼ିବ ସେତେବେଳେ କେବଳ ଉପରେ ହିଁ ଛତୁ ହେବ

  • @shubhendunarayanlenka2851
    @shubhendunarayanlenka2851 2 місяці тому

    kouthi miliba chatu manji Bhubaneswar location kindly tell

    • @debanjanagardening3636
      @debanjanagardening3636  2 місяці тому

      ଏବେ ପାଳ ଛତୁ ଚାଷ ର ସମୟ ସରି ଯାଇଛି। ଛତୁ ଚଷି ମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ଅଧିକାରୀ ସହିତ ଯୋଗା ଯୋଗ କରନ୍ତୁ ଠିକଣା ପାଇ ପାରିବେ।(Flipcart,amazan) ରୁ ବି ମିଳୁଚି

  • @sumanmishra293
    @sumanmishra293 3 місяці тому

    Chaatu sab toliba pare Kana sei used nada ku puni thare use kari haba? Na thare hin use haba ta pare phopadibaku padiba?
    .
    Kana bali chhatu chasa kari haba? Kahinki na ta teste ta best 😊
    But aaji kali aau miluni
    😢

  • @bharatipanigrahy9155
    @bharatipanigrahy9155 3 місяці тому

    Apana adha kahidele... Kadhi start hela bele dina 10ta re polythin bahar jari.. Dina 2ta jaen khola rakhibe... Au ta pare kichi kahileni... 2,ta pare puni polythin debaku heba ki

    • @debanjanagardening3636
      @debanjanagardening3636  3 місяці тому

      ଦୁଇଟା ପର୍ଯନ୍ତ ଖୋଲା ରହିବ ମାନେ ତା ପରେ ପୁଣି ପଲିଥିନ୍ ଘୋଡେ଼ଇ ଦିଆଯିବ

  • @ramachandrapanda5803
    @ramachandrapanda5803 2 місяці тому

    7 dina pare dina 10.30 pare polythene khola jiba puni ketabele cover karibaku padiba ebhali ketedina cover darkar apan adha kahinki kahuchhanti chhatu manji keunthi miliba

    • @debanjanagardening3636
      @debanjanagardening3636  2 місяці тому

      ସାତ ଦିନ ପରେ ପ୍ରତିଦିନ ଚାରି ପାଞ୍ଚ ଘଣ୍ଟା ପଲିଥିନ୍ ଖୋଲିବେ ପୁଣି ଘୋଡାଇ ଦେବେ। ଛତୁ ହେବା ପର୍ଯ୍ୟନ୍ତ। ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ବିଜ୍ଞାନ କେନ୍ଦ୍ର ରେ ଯୋଗା ଯୋଗ କରନ୍ତୁ ଠିକଣା ପାଇ ପାରିବେ। online ରେ ବି ମିଳୁଚି।(Paddy straw mushroom spawn) ଲେଖି ସର୍ଚ୍ଚ କରନ୍ତୁ

  • @bipinbiharipradhan8257
    @bipinbiharipradhan8257 3 місяці тому +34

    ପାଲଛତୁ ମଞ୍ଜି କେଉଁ ଠାରେ ମିଳିବ

    • @subhraize
      @subhraize 3 місяці тому +2

      Nursery ରେ ମିଳି ଯାଏ

    • @debanjanagardening3636
      @debanjanagardening3636  3 місяці тому +5

      ଏବେ ଆଜ୍ଞା ପାଳ ଛତୁ ର ସମୟ ଶେଷ ଶେଷ ହେବା ଉପରେ। ଶୀତ ଦିନେ ପାଳ ଛତୁ ଚାଷ କରାଯାଏ ନାହିଁ। ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ନଚେତ୍ ବ୍ଲକ୍ କୃଷି ବିଜ୍ଞାନ କେନ୍ଦ୍ର ରେ ଯୋଗା ଯୋଗ କରନ୍ତୁ ଠିକଣା ପାଇ ପାରିବେ। ଅନଲାଇନ ରେ ବି ସର୍ଚ୍ଚ କରନ୍ତୁ ମିଳିଯିବ।(Flipcart,amazan) 7381217904

    • @dhirendranathsamal7509
      @dhirendranathsamal7509 2 місяці тому

      Very nice

    • @abhishekkumardas6885
      @abhishekkumardas6885 2 місяці тому +1

      Chhatu mangi kouthu miliba

    • @usamantaray1
      @usamantaray1 2 місяці тому +1

      Awesome ❤

  • @SujataMahapatra-ms1ky
    @SujataMahapatra-ms1ky 4 місяці тому

    Mo plants re nali pimpudi laguchanti. Kan kale amane jibe. Plz kahibeki bhai.

    • @debanjanagardening3636
      @debanjanagardening3636  4 місяці тому

      ସେମ୍ପୁ ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ବା ମୋନକ୍ସିଲ ସ୍ପ୍ରେ କରନ୍ତୁ

    • @biswabhusanbhanja1561
      @biswabhusanbhanja1561 3 місяці тому

      ବାଉଁଶ ଝୁଡି ବଦଳରେ ପ୍ଲାଷ୍ଟିକ ଝୁଡି ବ୍ୟବହାର କରି ହେବ କି ନାହିଁ ?

  • @jaganmansingh1516
    @jaganmansingh1516 3 місяці тому

    Nice🎉😂👌

  • @priyabrata2401
    @priyabrata2401 4 місяці тому

    Naa eguda sabu upara layar chatu, thare kadha hela pare au jari ghodeiba ?

    • @debanjanagardening3636
      @debanjanagardening3636  4 місяці тому

      ଏଥିରେ କେବଳ ଉପରେ ହିଁ ଛତୁ ହେବ

    • @debanjanagardening3636
      @debanjanagardening3636  4 місяці тому

      ଛତୁ ଅମଳ ହେବା ପର୍ଯ୍ୟନ୍ତ ଘୋଡେ଼ଇ ରଖା ଯିବ

    • @priyabrata2401
      @priyabrata2401 4 місяці тому

      @@debanjanagardening3636 tahale tala lable re deithiba manji bekar jiba futibani, Khali upara lable re deba kathaa.

    • @priyabrata2401
      @priyabrata2401 4 місяці тому

      @@debanjanagardening3636 kadha bahari sariba pare au kn jari ghoda jiba ?

    • @debanjanagardening3636
      @debanjanagardening3636  4 місяці тому

      @priyabrata2401 ମଞ୍ଜି ମାନେ ଏହା ଗୋଟିଏ ଫିମ୍ପି। ଏହି ଫିମ୍ପି କ୍ରମେ ଉପରକୁ ମାଡ଼ି ଆସି ପରେ ଛତୁ ରେ ରୂପାନ୍ତରିତ ହୁଏ

  • @jayantidas8179
    @jayantidas8179 2 місяці тому

    Chhatu manji kauthu miliba,mun chasa karibaku chahunchi kintu manji pauni

    • @debanjanagardening3636
      @debanjanagardening3636  2 місяці тому

      ଏବେ ପାଳ ଛତୁ ଚାଷ ର ସମୟ ସରି ଯାଇଛି। ଛତୁ ଚଷି ମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ଅଧିକାରୀ ସହିତ ଯୋଗା ଯୋଗ କରନ୍ତୁ ଠିକଣା ପାଇ ପାରିବେ।(Flipcart,amazan) ରୁ ବି ମିଳୁଚି।

  • @lopamudradevi4634
    @lopamudradevi4634 15 днів тому

    ଆମେ ଛତୁ ମଞ୍ଜି କୋଉଠୁ ପାଇବୁ ଆପଣଙ୍କ ଫୋନ ନମ୍ବର ଦିଅନ୍ତୁ

    • @debanjanagardening3636
      @debanjanagardening3636  14 днів тому

      ମାର୍ଚ୍ଚ ମାସକୁ ଯୋଗା ଯୋଗ କରନ୍ତୁ

  • @GuruPremanand_18
    @GuruPremanand_18 3 місяці тому

    Chhatu manji kauthu milib

    • @debanjanagardening3636
      @debanjanagardening3636  3 місяці тому

      ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ବିଜ୍ଞାନ କେନ୍ଦ୍ର ରେ ଯୋଗା ଯୋଗ କରନ୍ତୁ ଠିକଣା ପାଇ ପାରିବେ।flipcart, Amazan ରୁ ବି ମିଳୁଚି

  • @soumyaranjanbarik3015
    @soumyaranjanbarik3015 2 місяці тому

    Chakada kan seta

  • @learnwithpravin3613
    @learnwithpravin3613 18 днів тому

    ଛତୁଆ ବ୍ୟବହାର କରିପାରିବା କି

  • @laharimohanty3836
    @laharimohanty3836 3 місяці тому

    Than chhatu bad re puni chhatu mango buni heba ki

  • @rashmisrikala4040
    @rashmisrikala4040 3 місяці тому

    Monjo kouthi milibo😊

    • @debanjanagardening3636
      @debanjanagardening3636  2 місяці тому

      Online re paiparibe kintu ebe eharo samay sari jaichhi puni March ru October paryanta chasa Kara heba

  • @kiranfoundation-rt1kl
    @kiranfoundation-rt1kl 25 днів тому

    🎉😢😅😅

  • @deepakjena6989
    @deepakjena6989 Місяць тому

    ଆଜ୍ଞା ଏ ଚାଷ ରେ ଭଲ ଲାଭ ହେବକି ନାହିଁ ଆପଣଙ୍କ ମତ ଜଣାଇ ବେ

    • @debanjanagardening3636
      @debanjanagardening3636  26 днів тому

      ବ୍ୟବସାୟ ପାଇଁ ଚାଷରେ ବହୁତ୍ ଭଲ ଲାଭ ଅଛି। ଏଥି ପାଇଁ ସରକାରୀ ଅନୁଦାନ ରାଶି ମିଳେ

  • @DeepaMajhi-x1b
    @DeepaMajhi-x1b 3 місяці тому

    Chatu manji miliba

  • @bantypadhan2087
    @bantypadhan2087 3 місяці тому

    Nada kata mesin milib ke

  • @MamitaMeher-c1v
    @MamitaMeher-c1v 4 місяці тому

    Bhai please chhatu manji ra link tk diantu

    • @debanjanagardening3636
      @debanjanagardening3636  4 місяці тому

      ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ବିଜ୍ଞାନ କେନ୍ଦ୍ର ରେ ଯୋଗା ଯୋଗ କରନ୍ତୁ ଠିକଣା ପାଇ ପାରିବେ। ଏବେ ମାର୍କେଟ ରେ ବି ମିଳୁଚି। (flipcart,amazan) ରୁ ବି ପାଇ ପାରିବେ

    • @MamitaMeher-c1v
      @MamitaMeher-c1v 3 місяці тому +1

      @@debanjanagardening3636 link tk diya

    • @debanjanagardening3636
      @debanjanagardening3636  3 місяці тому

      ଆପଣଙ୍କ ଘର କେଉଁଠି?

    • @MamitaMeher-c1v
      @MamitaMeher-c1v 3 місяці тому

      @@debanjanagardening3636 nuapada dist sinapali

    • @MamitaMeher-c1v
      @MamitaMeher-c1v 3 місяці тому

      @@debanjanagardening3636 nuapada khariar

  • @lukeswarkachharia5208
    @lukeswarkachharia5208 Місяць тому

    Sita dine chhatu chasa heba na nahi

    • @debanjanagardening3636
      @debanjanagardening3636  Місяць тому

      March ru October paryanta chasa Kara Jaye ebang sita dinare dhingiri chhatu chasa Kara Jaye

  • @SuperSn1964
    @SuperSn1964 3 місяці тому

    E manji kintu barsa dine hi mile

  • @babulubabulu4791
    @babulubabulu4791 3 місяці тому

    Kete dina chhatu futiba

  • @GuguBehera-z5v
    @GuguBehera-z5v 2 місяці тому

    Bhai mo Pou basuni kathakahuni chaluni Mo pau ra gote you tube Na gugu behera plz Mo pau Ku subscribers bariba plz Mo 😢

  • @KedarBarik-b3b
    @KedarBarik-b3b Місяць тому +1

    ମୁଖିସିମୋରହହୁନି

  • @BasudebTudu-w4b
    @BasudebTudu-w4b Місяць тому +1

    ଷିତ ଦିିନିଆ ଛ ତୂୁ ପାଇଁ କେେ ମି ତି

    • @debanjanagardening3636
      @debanjanagardening3636  Місяць тому

      ଶୀତ ଦିନେ ଧିଙ୍ଗିରି ଛତୁ ଓ ମାର୍ଚ୍ଚ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ପାଳ ଛତୁ ଚାଷ କରାଯାଏ

  • @nirupamapatra9335
    @nirupamapatra9335 4 місяці тому

    Mu aapankar video 2 year hela dekhuchhi sir
    Kintu manji na milibaru chasa kari paruni
    Mu bahut dukhita 😢😢😢😢😢

    • @debanjanagardening3636
      @debanjanagardening3636  4 місяці тому

      ଆପଣଙ୍କ ଘର କେଉଁଠି?

    • @nirupamapatra9335
      @nirupamapatra9335 4 місяці тому

      @@debanjanagardening3636 Dist - Bolangir
      Block -Titlagarh
      Village - Kursud

  • @nabinswain1554
    @nabinswain1554 Місяць тому

    Dhenkanal pandua

  • @priyabrata2401
    @priyabrata2401 4 місяці тому

    Sabuthu sesa bhagare deithiba manji kn futila

    • @debanjanagardening3636
      @debanjanagardening3636  4 місяці тому

      ଏହିପରି ବେଡ୍ ରେ କେବଳ ଉପରେ ହିଁ ଛତୁ ହେବ। ଗୋଟିଏ ବେଡ୍ ରେ ଯେତିକି ଅମଳ ହେବା କଥା ସେତିକି ଅମଳ ହେଇ ଥାଏ।

  • @sohamjena2222
    @sohamjena2222 Місяць тому

    Chhatu chasa kaubsamaya rekariba katha

    • @debanjanagardening3636
      @debanjanagardening3636  Місяць тому

      ଏହି ଛତୁ ମାର୍ଚ୍ଚ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ କରାଯାଏ। ବାକି ଦିନମାନଙ୍କରେ ଧିଙ୍ଗିରି ଛତୁ ଚାଷ କରାଯାଏ

  • @MamitaMeher-c1v
    @MamitaMeher-c1v 4 місяці тому

    Besan dele heba ni ki

  • @subhrajitparida3748
    @subhrajitparida3748 2 місяці тому

    RS full bottle

  • @pradeepkumaragrawal2430
    @pradeepkumaragrawal2430 2 місяці тому

    Kete tankara manjire kete chhatu bahariba kahibe .

  • @BASANTKUDAS-p7f
    @BASANTKUDAS-p7f 2 місяці тому

    Ahi palochatu bihono kouthi milibo sir.

    • @debanjanagardening3636
      @debanjanagardening3636  2 місяці тому

      ଏବେ ପାଳ ଛତୁ ର ସମୟ ସାରିଯାଇଛି ପୁଣି ମାର୍ଚ୍ଚ ମାସ ରେ ଆରମ୍ଭ ହେବ

  • @bipinthapa8063
    @bipinthapa8063 4 місяці тому

    କେଉଁ ମାସ ପ୍ରଜ୍ୟନ୍ତ ଚାଷ କରିପାରିବ

    • @debanjanagardening3636
      @debanjanagardening3636  3 місяці тому

      ମାର୍ଚ୍ଚ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ

  • @dillipdhar7510
    @dillipdhar7510 15 годин тому

    Bahut bhala lagila

  • @BASANTKUDAS-p7f
    @BASANTKUDAS-p7f 2 місяці тому

    A gotia thorore ketethoro chotu hebo.