କଥା ରଖିଲେ ଜ୍ୱାଇଁପୁଅ,ଖଣ୍ଡେ ଶାଢୀରେ ଶାଶୁଘର ଗଲା ହୀରାମଣୀ | Odisha Reporter

Поділитися
Вставка
  • Опубліковано 2 лют 2025

КОМЕНТАРІ • 473

  • @balaramsahu7561
    @balaramsahu7561 11 місяців тому +182

    ଧନ୍ୟ ବାଦ ଡାକ୍ତର ବାବୁ କୋଟି କୋଟି ପ୍ରଣାମ ଜଗନ୍ନାଥ ଆଶ୍ରୀବାଦ ତୁମ ଉପରେ ରହିବ ।

  • @sambitpatra3706
    @sambitpatra3706 11 місяців тому +165

    ଏଇଠି ସରକାରଙ୍କର ଉଦାସୀନତା ସ୍ପଷ୍ଟ ପ୍ରତୀୟମାନ... ଧନ୍ୟବାଦ ଡାକ୍ତର ଦମ୍ପତି ଆଉ ପୁଅଙ୍କ ପରିବାର 🙏🏻💕

  • @k.cvloggerkishor
    @k.cvloggerkishor 11 місяців тому +50

    ଡାକ୍ତର ମାଡ୍ରାମ ଓ ସାର କୁ ବହୁତ ବହୁତ ଧନ୍ୟବାଦ୍

  • @jyotirmayjena1869
    @jyotirmayjena1869 11 місяців тому +152

    ଡାକ୍ତର ବାବୁ ଓ ତାଙ୍କ ପତ୍ନୀ ସାକ୍ଷାତ ଭଗବାନ ରାମ ଓ ସୀତା

    • @laxmithela5159
      @laxmithela5159 10 місяців тому +2

      Bhagawan apananka mangala karantu Jay jagannath ❤️

  • @pashupati55
    @pashupati55 11 місяців тому +343

    ଏମିତି ପୁଅ କୁ ଜନ୍ମ ଦେଇ ଥିବା ମା ବାପା ଙ୍କୁ କୋଟି କୋଟି ପ୍ରଣାମ 🙏🙏

    • @vfggsaho7441
      @vfggsaho7441 11 місяців тому +3

      Sarajiban. Sukhare. Rakhantu. Jayjagananth

    • @ajeejkhan1510
      @ajeejkhan1510 11 місяців тому

      ❤️❤️❤️❤️🌹🌹🌹🌹

    • @barsha2749
      @barsha2749 11 місяців тому +1

      ❤❤jya jagannath sabu bele khurshi ra ruha

    • @AsminBegum-vr2li
      @AsminBegum-vr2li 11 місяців тому

      ​@@ajeejkhan1510uuhi
      Ji ch hghuuuggi9bbb

    • @chitrasenpalai5725
      @chitrasenpalai5725 11 місяців тому

      Good

  • @KuntalaBehera-k3s
    @KuntalaBehera-k3s 11 місяців тому +128

    ଅଶେଷ ଅଶେଷ ଧନ୍ୟବାଦ, ଧନ୍ୟବାଦ ପୁଅକୁ ଓ ବାବା ମାଆଙ୍କୁ ଏଭଳି ବାବା ମାଆ, ଭାଇ ସମସ୍ତଙ୍କୁ ମିଳାନ୍ତୁ. ଜୟ ଜଗନ୍ନାଥ, ଭଗବାନ ତାଙ୍କୁ ସମସ୍ତଙ୍କୁ ଭଲରେ ରଖନ୍ତୁ, ଏତିକି ପ୍ରାଥନା

  • @PramodNayak-br1mb
    @PramodNayak-br1mb 11 місяців тому +25

    ସତରେ କେତେ ସୁନ୍ଦର ଏ ଭାବନା

  • @kuanrtudu9960
    @kuanrtudu9960 11 місяців тому +53

    ଧନ୍ୟବାଦ ଡାକ୍ତର ବାବୁ ।

  • @laxmanprasad6662
    @laxmanprasad6662 11 місяців тому +33

    ମାନବିକତା ଏବେ ବି ବଞ୍ଚିଛି ଧନ୍ୟବାଦ୍ ସମସ୍ତଙ୍କୁ ❤❤❤

  • @dhirenmohapatra4584
    @dhirenmohapatra4584 11 місяців тому +59

    ଭଗବାନ ସେମାନଙ୍କୁ ଆଶୀର୍ବାଦ କରନ୍ତୁ

  • @damayantidas5308
    @damayantidas5308 11 місяців тому +4

    ପୁଅର ବାପା ମାଙ୍କୁ ବହୁତ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ

  • @hemantakumarrout6876
    @hemantakumarrout6876 11 місяців тому +50

    ଜଗନ୍ନାଥ ତୁମ ମାନଙ୍କୁ ଭଲରେ ରଖନ୍ତୁ

  • @manojsamal3430
    @manojsamal3430 11 місяців тому +20

    Doctor Sir and Madam ao se pua ku bahut bahut dhanyabad. Bhagwan apana samastanku bhalare rakhantu.

  • @smitamania9862
    @smitamania9862 11 місяців тому +39

    Madam apana nku hrudayaru dhanyabad

  • @mrmkkumar
    @mrmkkumar 11 місяців тому +1

    ସତରେ ଭାଇ ଆପଣଙ୍କ ପରି ଭାଇ ଆଉ ଆପଣଙ୍କ ପରି ପୁଅ ଭାଗ୍ୟରେ ଥିଲେ ମିଳନ୍ତି । ଭଗବାନ ସବୁବେଳେ ଆପଣଙ୍କ ଜୀବନରେ ଖୁସି ଭରି ଦିଅନ୍ତୁ।🙏🙏🙏

  • @muralidharajena4114
    @muralidharajena4114 11 місяців тому +19

    Many many thanks to that SON and doctor couple who helped them in this critical time.

  • @SURJYANARAYANCHHOTRAY
    @SURJYANARAYANCHHOTRAY 11 місяців тому +13

    Very good doctor. Very active Social responsibility . Thanks.

  • @surendrakumarrout7934
    @surendrakumarrout7934 2 місяці тому +1

    ବହୁତ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ.🎉🎉🎉

  • @gurucharanchattar6626
    @gurucharanchattar6626 11 місяців тому +1

    ଏମିତି ଭାଇ କୋଟି ଏରେ ଗୋଟିଏ ଭାଗ୍ୟ ରେ ଥିଲେ ମିଳେ ତାଙ୍କ ପରିବାର ସଦାସର୍ବଦା କୋଟି ପ୍ରମାୟୁ ଦିଅନ୍ତୁ ଜୟଜଗୋନାଥ 🙏🙏💕💕🤝🤝

  • @GeetaGeetanjalidas
    @GeetaGeetanjalidas День тому +1

    Very good ❤❤❤❤❤❤❤❤❤❤❤❤

  • @soumyaranjan3614
    @soumyaranjan3614 11 місяців тому

    ❤❤❤❤❤ Bhauni Satare tame au se bhai mrg karithibaru Dhanyabad 🙏🙏🙏🙏❤️❤️❤️ Amiti Samaste chinta dhara Badaliba Darkar

  • @manasranjanjena7678
    @manasranjanjena7678 11 місяців тому +57

    U R Great sir and mam🙏🏽🙏🏽🙏🏽

  • @maheshbehera1356
    @maheshbehera1356 11 місяців тому +14

    My odisha reporter ra all members ku bahut bahut dhanyavaad and mo married brother ku bahut bahut 😢😢😢dhanyavaad mo bhai mo bhagwaan nka ashirwaad heu sabubele khusire ruha samaste jai sai ram jai jagannath dham thank 🙏🙏🙏🙏you

  • @sadasibabiswal3023
    @sadasibabiswal3023 11 місяців тому +23

    Dhanyabad Dr couple

  • @jayashree10000
    @jayashree10000 11 місяців тому +33

    This is real modern smart mentality 👍👍👍👍👍

    • @RamaChandra-df3js
      @RamaChandra-df3js 11 місяців тому +1

      Divorce bele ku odha sampati neba 😊😊😊😊😊

  • @uttamkumarsahu511
    @uttamkumarsahu511 Місяць тому

    ଧନ୍ୟବାଦ୍ ଡାକ୍ତର ବାବୁ ଭଗବାନ ତୁ 7:11 6:26 ମଙ୍ଗଳ କରନ୍ତୁ

  • @jayadevsahoo9916
    @jayadevsahoo9916 11 місяців тому +1

    ମାନବିକତା ପାଇଁ ତାଙ୍କୁ dhanyabad

  • @Laxman_shorts_creation
    @Laxman_shorts_creation 11 місяців тому +15

    Thank you sir &mem

  • @RyfghhVbb
    @RyfghhVbb 11 місяців тому +6

    Sata re bhai salute tumaku Odisha ra number 1 jwain tume A duniyaan pain tume gotia udaharana 🙏🙏 jen bhai bhauni help jeun doctor dampati help karichhanti tanku koti koti pranam 🙏🙏🙏🙏

  • @chakradharapati4080
    @chakradharapati4080 9 днів тому

    ଅଶେଷ ଅଶେଷ ଧନ୍ୟବାଦ୍ ଜୋଇଁ ପୁଅ କୁ,,,

  • @swaticreation6559
    @swaticreation6559 11 місяців тому

    ଏମିତି ହୃଦୟ ବାନ ଉତ୍କଳ ଓଡିଶା.... କିନ୍ତୁ ହାରାମି ସରକାର ତାମିଲ କୁଳାଙ୍ଗାର ନୀତି ସରକାର ଅଛି ନେତା ମାନଙ୍କ ପାଇଁ... 🇮🇳🇮🇳

  • @ajayahans4183
    @ajayahans4183 11 місяців тому +9

    Salute to you both of you doctors
    God bless you❤

  • @sukumar97966
    @sukumar97966 11 місяців тому +15

    ଧନ୍ୟବାଦ

  • @ritiksahu1997
    @ritiksahu1997 11 місяців тому +16

    Great thinking Brother....your father and mother have a good personality 😊

  • @Lmahanta14
    @Lmahanta14 11 місяців тому

    ଏଇ ତ ପ୍ରଭୁଙ୍କ କୃପା/ଆଶୀର୍ବାଦ । ଆମ ମାନଙ୍କ ଭିତରେ ଭଗବାନ ଅଛନ୍ତି ଶୁଣିଥିଲି ଆଜି ପ୍ରମାଣ ପାଇଗଲି । ଏପରି ଭଲପାଇବା ସମସ୍ତ ଙ୍କୁ ମିଳୁ। ଜୟ ଜଗନ୍ନାଥ ।

  • @DevrajbhatraDevrajbhatra
    @DevrajbhatraDevrajbhatra Місяць тому

    ଧନ୍ୟ ବାଦ ଡାକ୍ତର ବାବୁ ଆଉ ଦିଦି ଧନ୍ୟ ବାଦ ❤️❤️❤️❤️❤️❤️

  • @puspareddy8107
    @puspareddy8107 11 місяців тому +12

    ajira a swthapar duniya re apana nka bhali bhala loka achhanti kaliya thakur apana nku sabu bele khusi re rakhantu

  • @kailashpanigrahi6705
    @kailashpanigrahi6705 Місяць тому

    ଠାକୁର ଡାକ୍ତର ଦମ୍ପତ୍ତିଙ୍କୁ ଆଶିଷ ଦିଅନ୍ତୁ, ଗରିବକୁ ଠାକୁର ସାହା।

  • @SurprisedDrums-sm3ck
    @SurprisedDrums-sm3ck 11 місяців тому +1

    Bahut bahut Dhanyabad Bhai. I Love Your Works. Very Good Brother. Jay Jagannath.

  • @retareta1436
    @retareta1436 11 місяців тому

    ଏମିତି ପୁଅକୁ ଜନ୍ମ ଦେଇ ଥିଵା ବାପା ମା ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏

  • @MRSRIKANTAODIA
    @MRSRIKANTAODIA 4 місяці тому

    ଭାଇ ତମକୁ ବହୁତ ବହୁତ ଧନ୍ୟବାଦ 🙏ଏମିତି ସାହାଯ୍ୟ କରିଥିବାରୁ 🙏

  • @nilachalapadhan5882
    @nilachalapadhan5882 11 місяців тому

    ଡାକ୍ତର ଡାକ୍ତରାଣୀ ଏବଂ ତମ ଜୁଆଇଁ କୁ କୋଟି ଧନ୍ୟବାଦ

  • @creationofhansdahbakhul..3196
    @creationofhansdahbakhul..3196 11 місяців тому +4

    Doctor bhauni ku bahut dhanyawad& se joinpuo ku bi bahut dhanyawad 🙏🙏

  • @gurucharanchattar6626
    @gurucharanchattar6626 11 місяців тому

    ଭାଇ ଆପଣ ବି ରାଉରକେଲା ରୁ ଆସିକି ଏହି ଦୁଃଖ ସମୟରେ ଏହି ପରିବା ରେ ଭଗବାନ ସଦୃଶ୍ୟ ସାହା ହବା ବହୁତ ସୌଭାଗ୍ୟ ତମୋର ବହୁତ ବଡ଼ ହୃଦୟ ଭାଇ ଜୟ ମା କିଚକେଶରୀ ସଦାସର୍ବଦା କୋଟି ପ୍ରମାୟୁ ଦିଅନ୍ତୁ ମୁଁ ଗୁରୁଚରଣ ରରୁଆନ ମୟୂରଭଞ୍ଜ 🙏🙏💕💕🤝🤝♥️♥️

  • @rajendrabaskey3516
    @rajendrabaskey3516 11 місяців тому +12

    Salute brother

  • @RanjeetaPurohit
    @RanjeetaPurohit 11 місяців тому +2

    Pua ra paribar ku bahut dhanyabad.god bless the two family and the newly married couple

  • @ramkrishnagouda9086
    @ramkrishnagouda9086 11 місяців тому

    ବହୁତ ବହୁତ ଧନ୍ୟବାଦ,ସମାଜକୁ ବି କିଛି ଶିକ୍ଷା ମିଳୁ ଯେଉଁ ଲୋକମାନେ ବଧୂହତ୍ୟା ନାରୀ ନିର୍ଯାତନା ଭଳି ଅପରାଧ କରୁଛନ୍ତି ସେମାନେ ଏଥିରୁ ଶିଖିବା କଥା,ବହୁତ ଧନ୍ୟବାଦ ଭାଇ ଭଗବାନ ଭଲରେ ରଖନ୍ତୁ ଆଉ ସମସ୍ତଙ୍କ ଆଶ୍ରିବାଦ ମିଳୁ😅😊

  • @alokbarik1356
    @alokbarik1356 11 місяців тому +8

    This is called humanity.salute to doctor couple, villagers and the groom 🙏🙏🙏

  • @omofficial9265
    @omofficial9265 11 місяців тому +2

    ବହୁତ ଧନ୍ୟବାଦ ଦି

  • @puspapuspa9513
    @puspapuspa9513 11 місяців тому

    ଆଜି ର ସମାଜ ରେ ଏ ଭଳି ଜ୍ୱାଇଁ ବିରଳ ,,, ଠାକୁର ଆଶିର୍ବାଦ କରନ୍ତୁ " ତୁମ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ "
    ସାହାଯ୍ୟ ର ହାତ ବଢ଼େଇ ଥିବା ପ୍ରତ୍ୟେକ ମାନବରୂପୀ ଭଗବାନ ଙ୍କୁ ଶତତ ନମନ୍ 🙏❤️🙏❤️🙏❤️🙏❤️🙏❤️

  • @KapuraMajhi-m5t
    @KapuraMajhi-m5t 11 місяців тому +2

    Many many thanks doctor couple and love you.❤️

  • @dinabandhusethy4980
    @dinabandhusethy4980 11 місяців тому

    ଡାକ୍ତର ପରିବାର ଙ୍କୁ ବହୁତ ବହୁତ ଧନ୍ୟବାଦ

  • @diba1143
    @diba1143 11 місяців тому +9

    Thanku doctor madam

  • @Actorchinmayvlogs
    @Actorchinmayvlogs 11 місяців тому

    ଆଗାମୀ ଦିନରେ ଏଇ ଝିଅ ସେ ପୁଅକୁ ହିଁ କନ୍ଦେଇବ...ଏ ଯୁଗରେ ଯିଏ ଭଲ କରିବ ସେ କିଳାଟେ ନେବ..The man of great heart ❤ salute that brave groom

  • @akshayakumar8712
    @akshayakumar8712 11 місяців тому

    ଏଭଳି ପୁଅକୁ କୋଟି କୋଟି ପ୍ରଣାମ 🙏🙏🙏

  • @Pabanentertainment20.
    @Pabanentertainment20. 11 місяців тому

    ଏତେ ଖୁସି ଲାଗିଲା ଆଖି ରୁ ଲୁହ ଆସିଗଲା ❤❤❤

  • @puspareddy8107
    @puspareddy8107 11 місяців тому +10

    dhanyawad Bhai medam 🙏

  • @satyajitray1224
    @satyajitray1224 11 місяців тому +1

    Really thank you so much for your help God bless you always 🙏🙏🙏🙏🙏🙏

  • @DamodaraSahoo-xs9nx
    @DamodaraSahoo-xs9nx 11 місяців тому +3

    Jay jagannath Bhai Hero

  • @deepakkumarmishra1703
    @deepakkumarmishra1703 11 місяців тому

    ସାରା ଓଡ଼ିଶା ଦେଖିଲା ଗୋଟେ ପୁଅ ର ଉଦାରତା ଓ ଝିୟ ଙ୍କ ଅପେକ୍ଷା ପୁଅ ମାନକ ଗରିମା ଯୁଗେ ଯୁଗେ ରହିଛି ରହିବ ଜୟ ଜଗନ୍ନାଥ ❤

  • @dilipbarsatia956
    @dilipbarsatia956 11 місяців тому +3

    Many many thanks to doctor couple 🙏...

  • @jamadev5588
    @jamadev5588 4 дні тому

    🙏🏻ଜୟ ଜଗନ୍ନାଥ 🙏🏻🪷🙏🏻Jai Dharamraj 🙏🏻🇮🇳

  • @satyanayakodiavlogs
    @satyanayakodiavlogs 11 місяців тому

    କିଏ ଆଜିକାଲି କାହାକୁ ସାହାଯ୍ୟ କରୁଚି
    ଏ ଦମ୍ପତି ଦୁଇଜଣ ଏ ସମାଜ ପାଇଁ ଉଦାହରଣ
    ଆଜିକାଲି ଦୁନିଆରେ ସେମାନେ ଭଗବାନ କହିଲେ ଅତୁକ୍ତି ହେବନାହିଁ 🙏🙏

  • @jndas4709
    @jndas4709 11 місяців тому +5

    A great salute to you Ma'am and Sir🙏🙏

  • @sangram4855
    @sangram4855 11 місяців тому

    ଓଡ଼ିଶାର ନାଥ ଜଗନ୍ନାଥ କେବେ କହାକୁ ଏତେ ଦୁଃଖ ଦିଅନ୍ତି ନାହିଁ। ଦୁଃଖ ଯେତେବେଳେ ଦିଅନ୍ତି ତା ଠାରୁ ଅଧିକ ସୁଖ ଦିଅନ୍ତି। ଜୟ ଜଗନ୍ନାଥ ତୁମର କୃପା ଓଡ଼ିଶାର ସମସ୍ତ ଲୋକଙ୍କ ଉପରେ ସଦା ସର୍ବଦା ଥାଉ ଜୟ ଜଗନ୍ନାଥ

  • @subasacharanasahu9169
    @subasacharanasahu9169 11 місяців тому +2

    Bahut Dhanyavaad sei Doctor couple nku, Au sei Bara pua ku.

  • @reenaranimohanty6334
    @reenaranimohanty6334 11 місяців тому

    ଅଜସ୍ର ଶୁଭ କାମନା କରୁଛି। ବର କୁ ସାଧୁବାଦ୍ ଜଣାଉଛି l🎉

  • @SanghamitraMajhi-f9e
    @SanghamitraMajhi-f9e 8 місяців тому

    Doctor sir and madam ao se pua ku bahut bahut dhanyawad

  • @sonarani38
    @sonarani38 11 місяців тому +2

    Great work manisha ra janma anyaku help kariba pai aethire jete khusi thae na❤❤❤❤satare bht sundar

    • @RamaChandra-df3js
      @RamaChandra-df3js 11 місяців тому +1

      Divorce bele ku odha sampati neba 😊😊😊😊😊

  • @RamaChandra-df3js
    @RamaChandra-df3js 11 місяців тому +1

    Divorce bele odha sampati neba😊😊😊😊😊

  • @prasantamallick4357
    @prasantamallick4357 11 місяців тому +16

    God bless you Both.
    Happy married life ❤❤

    • @rameshkhosla-ff6sq
      @rameshkhosla-ff6sq 11 місяців тому

      ସବୁ ସେହି ଉପର ବାଲାର କୋମାଲ
      ଦନ୍ୟୟ ବାଦ

  • @santoshkumarbagh1938
    @santoshkumarbagh1938 11 місяців тому +5

    Thank you doctor ji god bless you 🙏

  • @kedarpradhan6292
    @kedarpradhan6292 11 місяців тому

    Doctor sir o madam nku koti pranam

  • @basantasahoo153
    @basantasahoo153 11 місяців тому +3

    Thank you Dr.Copul🎉🎉Apana Bhagaban Sukhare Rakhantu.

  • @chandramanisahoo4177
    @chandramanisahoo4177 11 місяців тому +4

    Great Work Dr.Couple

  • @deepakbehera5414
    @deepakbehera5414 11 місяців тому +6

    Thanks you doctor madam

  • @kalpalatapurohit9022
    @kalpalatapurohit9022 11 місяців тому

    Aaji bi Mananikata banchichi dunia re. Pura ku great salute. Doctor couple incredible. May God Bless You.....

  • @niranjannayak7425
    @niranjannayak7425 11 місяців тому +10

    Dhanyabad madam

  • @khadalgouda6076
    @khadalgouda6076 11 місяців тому

    *ଘରପୋଡି ଠାରୁ ବିପତ୍ତି ନାହିଁ* ଜୀବନରେ ଏମିତି କେତେଯେ ବିପଦ ଆଉ ଦୈବୀ ଦୁର୍ବିପାକ ଆସିବ ସେ ସବୁକୁ ସାମ୍ନା କରିବାକୁ ପଡିବ। ଯେଉଁ ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ ବାହାଘର ସମ୍ପନ୍ନ ହେଇପାରିଲା ପ୍ରତ୍ୟେକ ଙ୍କୁ ବହୁତ ବହୁତ ଧନ୍ୟବାଦ।

  • @trilochandeepu4054
    @trilochandeepu4054 11 місяців тому +1

    Bhae dhanayabad🎉

  • @lifefacts1055
    @lifefacts1055 11 місяців тому +5

    Thanks doctor 🙏🙏🙏

  • @shantipriyapal1287
    @shantipriyapal1287 11 місяців тому

    ଡାକ୍ତର ଦମ୍ପତି ଓ ସେ ପୁଅ ହେଉଛନ୍ତି ଭଗବାନ

  • @maheswarkumar4907
    @maheswarkumar4907 11 місяців тому +5

    THANKS sair Dr ❤❤❤🎉🎉🎉

  • @RanjeetaPurohit
    @RanjeetaPurohit 11 місяців тому

    He bhagaban bahut kasta lagila amiti vidio dekhi.Au bahut khusi laguchi madhya doctor dampatinka sahajya dekhi.

  • @rameshbarik8242
    @rameshbarik8242 11 місяців тому +8

    Thank you sir

  • @LingarajRout-x5q
    @LingarajRout-x5q Місяць тому +1

    Jagannatha.jhia.puara.mangala.karantu

  • @shantipriyapal1287
    @shantipriyapal1287 11 місяців тому

    ଅସୁବିଧା ବେଳେ ଭଗବାନ ହୋଇ ଛିଡାହେଲେ।

  • @nagenbeharijena7330
    @nagenbeharijena7330 11 місяців тому +4

    God bless the doctor couple as well as the groom for their greatness & to make better future

  • @MiniPradhan-r2c
    @MiniPradhan-r2c 7 місяців тому

    Thank you bhai se jhia a jibana ku bacheidela ❤❤❤🙏🙏🙏🙏🙏

  • @panchunathsoren6047
    @panchunathsoren6047 11 місяців тому

    ଭାଇ ଓ ତାଙ୍କ ପରିବାର ଙ୍କୁ ପ୍ରଶଂସା କରିବା ପାଇଁ ମ ପାଖରେ ଭାଷା ନାହିଁ 🙏🙏🙏🙏

  • @ChandinidasTina
    @ChandinidasTina 11 місяців тому +3

    Bahut bahut dhanya didi 🙏🙏🙏

  • @nirmalpalei
    @nirmalpalei 2 місяці тому +1

    Super great didi super super super great sir 🙏🙏🙏🙏🙏🙏🙏🙏🙏🙏🙏🥇🏆🇮🇳🌹🩺🩹💊💉🔬🔭

  • @sangram-vlogs1127
    @sangram-vlogs1127 11 місяців тому +1

    Jay Jagannath

  • @shambhunathabarik3341
    @shambhunathabarik3341 Місяць тому

    Se Bhaibhauja Nku Koti koti Dhanyabad ❤❤❤❤❤❤

  • @BhaktaBirganthia
    @BhaktaBirganthia 11 місяців тому +3

    Bahut bahut sadhubad pura bahaghara samasta paribar ku koti koti naman

  • @PrativaSethi-y7z
    @PrativaSethi-y7z 11 місяців тому

    Doctor.didi.bhai.nku.bahutu.dhanyabada

  • @sabitaroutray9064
    @sabitaroutray9064 11 місяців тому

    ଏମିତି ପୁଅ କୁ ଜନ୍ମ ଦେଇଥିବା ବାବା , ମା ଙ୍କୁ କୋଟି ପ୍ରଣାମ

  • @kasturinaik2058
    @kasturinaik2058 11 місяців тому +2

    Dhanyabad doctor sir......

  • @bhaktabandhumeher8261
    @bhaktabandhumeher8261 11 місяців тому +17

    great thinking of doctor...❤❤❤

  • @NatureLover-lo4ii
    @NatureLover-lo4ii 11 місяців тому +16

    Great work 👏👏