Prachanda Pandab - ପ୍ରଚଣ୍ଡ ପାଣ୍ଡଵ | Ladhei Pala ଲଢେଇ ପାଲା | Part-1 | Subash Chandra,Karunakar Barik
Вставка
- Опубліковано 8 лют 2025
- ବିଷୟବସ୍ତୁ : ପ୍ରଚଣ୍ଡ ପାଣ୍ଡଵ
ପ୍ରଥମଦଳ : ଗାୟକ ସୂର୍ଯ୍ୟ : ସୁବାଷ ଚନ୍ଦ୍ର ଶତପଥୀ ଓ ସାଥି
ଦ୍ୱିତୀୟଦଳ : ଗାୟକ ଅର୍ଜୁନ : କରୁଣାକର ବାରିକ ଓ ସାଥି
ବିଚାରକ :ପଣ୍ଡିତ ନିରଞ୍ଜନ ସାହୁ
ପାଲା ଏମିତି ଏକ ଲୋକ କଳା ଯେଉଁଥିରେ ପୁରାଣ କାହାଣୀ, ସଙ୍ଗୀତ, ନୃତ୍ୟ ଓ ନାଟକର ସ୍ୱାଦ ମିଶିକି ରହିଥାଏI“ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ନୂଆ କାର୍ଯ୍ୟକ୍ରମ" ଲଢେଇପାଲା" ରେ ଦୁଇ ପ୍ରତିପକ୍ଷ ଦଳ ମଧ୍ୟରେ ଦମଦାର ଲଢେଇରୁ ଦର୍ଶକ ଭରପୁର ମନୋରଞ୍ଜନ ପାଇଥାଆନ୍ତି I ଏହି କାର୍ଯ୍ୟକ୍ରମ ଆପଣଙ୍କ TV ପରଦାରେ ମଧ୍ୟ ସୋମବାର ରୁ ଶନିବାର ରାତି ୮ଟା୩୦, ସକାଳ୯ଟା୩୦, ଦିନ୨ଟା୩୦ରେ ଦେଖିପାରିବେ I ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁI
Sidharth Bhakti Channel ଏବେ DTH ଏବଂ Cabel ରେ ଉପଲବ୍ଧ ..
Sidharth Bhakti : Dish TV-1395, Airtel-616,Sun-491
Sidharrth TV : Dish-1311,Tata Play-1757,Airtel-600
Sun Direct -657,D2H-1311
Sidharth Gold : Dish TV -1333, Airtel-602,Sun-658
Jay Jagannath : Dish-1397,Videocon D2H-1397
SUBSCRIBE us for new shows every day:
UA-cam : / sidharthbhakti
Instagram : / sidharthbhakti
Facebook : / sidharthbhaktiodia
Subscribe our other Television Channels :
Sidharth TV : / sidharthtv
Sidharth Gold : bit.ly/3a1P4Ac
Jay Jagannath : bit.ly/3aa1lTa
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #jayjagannath
Jay Jagannath 🙏
Bayasa anusare sundar gayaka subasa babu sundara upastapana.
JAY BHABANI
Prabhu Jagarnnathankara jaya heu
Ati sundar🙏
ଚମତ୍କାର ପରିବେଷଣ
Karunakar Barik is best gayak.
Thank u very much Sir.
Satpathy is good.
ସୁପ୍ରଶଂସ୍ୟ ପରିବେଷଣ।ସାଧନା ଆଗକୁ ଯାଉ।
ସୁନ୍ଦର ପରିବେଷଣ
ଚମତ୍କାର
Pranam janauchhi .
Lik
Dhanyabad.
Jay Baba Satyanarayan Swami sundar paribeshan sir Pranam
ମଞ୍ଚ ର ସାଜସଜ୍ଜା ଭଲଲାଗୁନି । ପ୍ରାର୍ଥନା ଟିଭିର ବାଦିପାଲା ମଞ୍ଚ ର ସାଜସଜ୍ଜା ଖୁବ୍ ସୁନ୍ଦର ଲାଗୁଛି
ସିଦ୍ଧାର୍ଥ ଟିଭିକୁ ଅନୁରୋଧ ମଞ୍ଚ ପ୍ରତି ଧ୍ଯାନ ଦିଅନ୍ତୁ ।
Barik babu apanakar voice bahut bahadur. Mu apanakar gote fan heigali.
Thanks
Please ph no debe
ନିଷ୍ଠା ରୁ ପ୍ରତିଷ୍ଠା ।
ଉଭୟ ଯୁବ ଗାୟକ ବନ୍ଧୁ ବୁଝିବେ ନିଶ୍ଚୟ ।
ପାଲା ଅତି ମଧୁର ।ଜୟ ଜଗନ୍ନାଥ ।।
thanks
Subash satpathy great
Very nice video 👍
ଗାୟକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସତପଥୀ ମହୋଦୟ ଅତ୍ୟନ୍ତ ସରସ ଓ ପାଣ୍ଡିତ୍ୟ ପୂର୍ଣ୍ଣ ପରିବେଷଣ କରିଛନ୍ତି। ମାତ୍ର ଗାୟକ ବାରିକ ମହୋଦୟ ବୋଧେ ବିଷୟ ଜାଣିନାହାନ୍ତି , ଖାଲି ଅବାନ୍ତର ପରିବେଷଣ କଲେ। ଖାଲି ଧିରବର କଉତୁକି.....ରେ କି ପାଲା? ଦ୍ରୌପଦୀ ତ ଯଜ୍ଞରୁ ଯୌବନ ଜାତ - ତାଙ୍କ ପୁଣି ନାଭି ଛେଦନ କାହିଁକି?
Jay guru.
ଆପଣ ପାଲା ପଣ୍ଡିତ
Satapathy and Barik. The difference is obvious.
Subash babu,apananku,satakoti,dhanyabad,apana,mo,nambarare,apananka,mobail,nambar,masage,karibaku,anurodh.karuchhi
Excellent performance
Ati sundar pala
Jay Jagannath Swami Nayana Patha Gami Bhaba Tume
Subash sir apana nka bisayabastu ku upastha pana saeili ti bahut bhala lagila apana emiti agaku madi chalantu
Research karantu prachanda judhare abatirna hua. Ladhei karantu. Barik babu mu tumar gote fan. Melodius voice. U are choice of gayak.
Pranam janauchhi.
Subas sir uch kotira pala paribesan kale
Pala nichita ucha kotira
Odia palara future
Drupadinabayobanasampaarnahoijagyarubaharithilebolimahabharatkahe
Sweet voice a blessing of Lord Jagannath for Subasbabu.
Beautiful
ATI sundar pala
ଭବିଷ୍ୟତ ବହୁତ ଉଜ୍ଜ୍ବଳ ସୁନ୍ଦର ପାଲା ଧନ୍ୟବାଦ
Please ,2 pait
ମଞ୍ଚ ସଜା ଟି ପାଇଁ ଆକର୍ଷଣ ହେଇ ପାରୁନି। ପାଳିଆ ମାନ ଙ୍କ ସ୍ଥାନ ସାଧାରଣ ପାଲା ମଞ୍ଚ ରୁ ଭିନ୍ନ।
Part 2 jaldi load karantu
By
Bahut Bhalla
ଗାୟକ ସୂର୍ଯ୍ୟ ସୁବାସ ବାବୁ ଙ୍କୁ ଶୁଭ ଅଭିନନ୍ଦନ l ଜୟ ଶ୍ରୀ ଜଗନ୍ନାଥ ! 🙏🌹
L
ସମ୍ମାନୀୟ ଗାୟକ କରୁଣାକର ବାରିକ ମହାଶୟଙ୍କ ଅନେକ ଶିଖିବାକୁ ପଡିବ ।ପ୍ରତିଷ୍ଠିତ ଚେନାଲରେ ପାଲା ଗାଇବାକୁ ହେଲେ ଶିଖିବାକୁ ପଡିବ ।ସୁବାଷ ବାବୁଙ୍କ ପାଲା ପରିବେଷଣ ବହୁତ ସୁନ୍ଦର ।
ବାରିକ ବାବୁ ଆପଣ ରାଗ ଚୋଖି କହିଲେ ଆପଣ କଣ ଗାଇଲେ ଚୋଖି ରାଗ କଣ ଏପରି ହେଲାଣି ଆଉ ଟିକେ ଶିଖନ୍ତୁ
ATI sundar barnana.The gayak appears to be knowledgeable.
Tu Surya but kirannanhi Tu 1st baunsadhanu dhare tapare. Gandibadharibu
No advertisements during Pala.
Best pala
God bless you
2 nd part upload quickly plz.
Excellent chanting of slokas by subas satpathy
Subas sir 🙏 very nice voice 👌👌👌👌👌👌👌
ବାରିକ ବାବୁଙ୍କ ଉଚ୍ଚାରଣ ଠିକ୍ ଭାବରେ କରିପାରୁ ନାହାନ୍ତି।