Odisha CRP Workers Stage Protest in Bhubaneswar, Demand Salary Hike, Recognition

Поділитися
Вставка
  • Опубліковано 16 вер 2024
  • #ରାଜଧାନୀରେ_ଓଡ଼ିଶା_ଗୋଷ୍ଠୀ_ସହାୟିକା_ସଂଘର_ଗର୍ଜନ
    ଲୋୟର ପିଏମଜିରେ ବିଶାଳ ରାଲି କରିଛି ସଂଘ । ବକେୟା ଦରମା, ସରକାରୀ ମାନ୍ୟତା, ସର୍ବନିମ୍ନ ମଜୁରୀ ଓ ପରିଚୟ ପତ୍ର ପ୍ରଦାନ ଦାବିରେ ରାସ୍ତାକୁ ଓହ୍ଲାଇଛି ସଂଘ ।..
    #Bhubaneswar #Odisha #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 537

  • @manoramanayak3786
    @manoramanayak3786 6 днів тому +15

    ଥରେ gplf ଆସନ୍ତୁ ଦେଖିଯିବେ crp କଣ କରୁଛନ୍ତି ନ ଜାଣି ଏମିତି ମନ୍ତବ୍ୟ ଦିଅନ୍ତୁ ନାହିଁ ।ଗରିବ ମାନଙ୍କୁ ସାହୁକାର ଙ୍କ ଠୁ କିଏ ବଞ୍ଚାଇଛି ।କେତେ ଗରିବ ପରିବାର ଆଜି ସୁବିଧା ପାଉଛନ୍ତି ।ପିଲାଙ୍କ ପଠା ପଢା ଠୁ ଆରମ୍ଭ କରି ଘର କରିବା ଝିଅ ବାହାଘର ଏମିତି ଅନେକ ବଡ ବଡ କାମ ଗରିବ ପରିବାର ର ଲୋକଟି କରିବାକୁ ସାହାସ ପାଉଛି ଆଉ crp ମାନେ ସେମାନଙ୍କ ର ଏହିସବୁ ସୁବିଧା କୁ ସହଜରେ କରାଇ ଦେଉଛନ୍ତି ।ଗୋଟେ ଲେଖା shg ର 100000 ଲକ୍ଷ ପଯ୍ୟନ୍ତ ହିସାବ kitab ନିର୍ଭୂଲ୍ ଭାବରେ ଲେଖି ବୁଝୁଛି ।ଓ ସେମାନେ କିପରି ଠିକ୍ ସମୟରେ ପରି ସୋଧ୍ କରିବେ ସେ ପାଇଁ ମଧ୍ୟ crp ତତ୍ପରତା ସହିତ କାମ କରୁଛି ।ମୁଁ ଏସବୁ ସଟ ରେ କହିଲି ଆହୁରି ଅନେକ କାମ ମଧ୍ୟ crp ଙ୍କ ଦ୍ଵାରା କରାଯାଉଛି ।ଆପଣ ମାନେ ଧନୀ ହୋଇଥିବେ ନିଚାୟ ନହେଲେ କାହା ପେଟ ପାଟ ଣ। କୁ ନେଇଁ ଏମିତି ମନ୍ତବ୍ୟ ଦେଇ ନ ଥାନ୍ତେ।

  • @KaberiMalik-u4f
    @KaberiMalik-u4f 6 днів тому +13

    CRP didi mane bahuta kasta karuchhanti semananka dabi purana heu🙏🏻🙏🏻👍🏻

  • @padminimajhi7555
    @padminimajhi7555 6 днів тому +9

    ଭାଇ ମାନେ ଏମିତି କମେଣ୍ଟ କାହିଁକି କରୁଛ , କାହାର ମା ମଧ୍ୟ ଜଣେ କିବା, ଭ ଉ ଣୀ ବି crp ହୋଇ ପାରେ କିଛି ଟଙ୍କା ଦରମା ପାଇ ପରିବାର ଚଳାଉଛି 🙏🙏

  • @KHERWAL_BAZAAR
    @KHERWAL_BAZAAR 6 днів тому +13

    କିଛି ଅସୁବିଧା ହେବନି ମା
    ମୋହନ ସରକାର ତୁମ ଦୁଃଖ ନିଶ୍ଚୟ ଶୁଣିବେ ।

  • @manoramanayak3786
    @manoramanayak3786 6 днів тому +10

    ପ୍ରତି shg ର 3 ଟା ଲେଖାଁଏ ଖାତା 15ଟି shg ର 45ଟି ଖାତା vrf ର 10 ଟି ଖାତା ଲେଖୁଛନ୍ତି crp ଓ ଲୋନ 3ପ୍ରକାର cif ,vrf ଓ bank ଲିଙ୍କେଜ୍ ଆଣି ସଭ୍ୟା ମାନଙ୍କୁ ଦେଇ ପୁଣି ରିକୋଭାରି କରାନ୍ତି crp ପୁଣି ନୂତନ ଲୋ ନ ପାଇଁ ପ୍ରସ୍ତୁତି କରାନ୍ତି crp ମାସକୁ 4 ରୋଟି ବୈଠକ ବସାଇ ସେମାନଙ୍କ ଠୁ ପରିଶୋଧ କରି ଆଣିବା ଜେ କେତେ କଷ୍ଟ କାମ ଥରେ ଆସି ଦେଖି ଦେଖି ଯାଆନ୍ତୁ ।ଆହୁରି onlin କାମ ତ ବହୁତ୍ ଅଛି ।crp ମାନେ କେତେ କଷ୍ଟ କରୁ ଛନ୍ତି ନିଜ ଆଖିରେ ଦେଖିଲେ ହିଁ ବିଶ୍ଵାସ କରିବେ ।କଥାରେ କହିଦେଲେ ହେବନି ।

    • @laharikasahoo5919
      @laharikasahoo5919 6 днів тому

      🙏🙏🙏

    • @trilochanswain9461
      @trilochanswain9461 5 днів тому

      Kn pae job karucha chhadi dia bhauni

    • @prakashgiri4071
      @prakashgiri4071 5 днів тому

      Ate kasta jadi gate entrance karideba adarkar

    • @Rohini95sangh
      @Rohini95sangh 5 днів тому

      Chopa kama karuchhanti kn anganwadi didi nka thu adhika kama tankar daily kama ta nuhe ta

  • @rajesh-jrcu
    @rajesh-jrcu 6 днів тому +18

    ___ ଙ୍କ ପାଇଁ___ସେବାରେ ଲାଗିଥିଲେ ଏବେ କହୁଛନ୍ତି ଦରମା ବଢାଅ। ଏଇ ଜୋବ ପାଇଁ entrance ହେଉ,ପାଣି ରୁ କ୍ଷୀର ଅଲଗା ହେଇଯିବ। ମାଷ୍ଟର ଟେ ହେବ ପାଇଁ kete je exam ଦେବାକୁ ପଡୁଛି କେତେ କଷ୍ଟ କରିକି ସେ ପାଉଛନ୍ତି 3000 ହଜାର ତୁମେ ପାଇବ 15000/- ?

  • @BIPUNBIPIN
    @BIPUNBIPIN 6 днів тому +25

    CRP ମାନଙ୍କର କାମ କିଛି ନାଇ ,କିଛି କାମ କରୁ ନାହାନ୍ତି । ଓଲଟା ଗ୍ରୁପ୍ ମାନଙ୍କର ରୁ LOAN କରେଇବା କହି ଟଙ୍କା ପଇସା ମାଗୁଛନ୍ତି Demand କରୁଛନ୍ନ୍ତି ଟଙ୍କା ଦେଲେ Sign କରିବୁ ନହେଲେ ନାଇ । ଏମାନଙ୍କୁ ରଖିବା ଦରକାର କିଛି ନାଇ ।

  • @Anilbhoi-ob1bl
    @Anilbhoi-ob1bl 6 днів тому +42

    Juniour teacher salary 11000 only 😢😢😢qualification +3,ct, otet paper-2,jts eaxm

    • @sasmita190
      @sasmita190 6 днів тому +2

      Thik katha amene aaile 20k paibe 😅😅😅 govt ku

    • @sasmita190
      @sasmita190 6 днів тому +2

      Ate exam dei pila basichanti amene kn hauchhanti 20k paibe lajya

    • @santoshminiaka1999
      @santoshminiaka1999 6 днів тому +1

      Emanokaro qualification kn kau kau exam clr kari post paichanti ki

    • @Anilbhoi-ob1bl
      @Anilbhoi-ob1bl 6 днів тому

      @@santoshminiaka1999 only 10 marks selection

    • @kajalmahanta6506
      @kajalmahanta6506 6 днів тому

      Bhai Tama jaga re tame thik ochho onyonku kahiki hinsa korucho sethi pain to agaku Tama salary badhiparuni

  • @BDKVAIVLOGViDEO
    @BDKVAIVLOGViDEO 6 днів тому +105

    ଶିକ୍ଷାଗତ ଯୋଗ୍ୟ ତା ଅଛି ତ.... ପିମ୍ପୁଡ଼ି ର ଡେଣା ଲାଗିଲେ ଠିକ୍ ଏମିତି ଫର୍ ଫର୍ ହେବେ

    • @ashoksahoo483
      @ashoksahoo483 6 днів тому +1

      Right now

    • @sanjuktasahu3875
      @sanjuktasahu3875 5 днів тому +1

      Bhae tame crp kama kana janichha janinaha tahahele crp pakhaku jae ki kama kana bujha tapare kharap katha kahiba

    • @Rashmi66643
      @Rashmi66643 5 днів тому

      ​@@sanjuktasahu3875 Mo girl friend CRP achi ki kama karuchi muu janini kii tama manaka darkar nahin shg hemiti chaliba

    • @Rashmi66643
      @Rashmi66643 5 днів тому

      Kama kariparuna jadi chhadi dia

  • @KHERWAL_BAZAAR
    @KHERWAL_BAZAAR 6 днів тому +110

    ଏମାନଙ୍କୁ CT & OTET ପାସ କରିବାକୁ କୁହା ଯାଉ ।

    • @SASHADHARMALLICK-qo9sv
      @SASHADHARMALLICK-qo9sv 6 днів тому

      A ita stop

    • @dipikasahoo4139
      @dipikasahoo4139 6 днів тому +3

      CRP- Cm kn school re patha padheibe CT pass karibe

    • @raghukumbhar287
      @raghukumbhar287 6 днів тому

      Yes right

    • @ankitabiswal9606
      @ankitabiswal9606 6 днів тому +5

      Tame bhai murkha boli amiti katha kahuchha jee OTET pass karibe amane kn school re patha padheibe tanka kama jeitiki se karibe but se mane jetiki kama karuchhanti se mane paisa satiki paunahnanti

    • @sovanpradhan8522
      @sovanpradhan8522 6 днів тому +4

      Bhai tama wife bodhe Ct & otet clear karichhanti so...eai typ ra katha kahuchhantiii

  • @ranjitswain5692
    @ranjitswain5692 6 днів тому +96

    ଏମାନଙ୍କୁ ହଟାଇ, ନୂଆ ଙ୍କୁ ଲଗାଅ

  • @user-vj1eb6ue6m
    @user-vj1eb6ue6m 6 днів тому +4

    Job kale ସମସ୍ତକୁ କାମ କରିବାକୁ ପଡେ କାମରେ ଛୋଟ ବଡ଼ କିଛି ନଥାଏ CRP-CM ବସିକି ଦରମା ନେଉନାହାନ୍ତି ସେମାନେ 5 ମାସେ ହେଲା ଖଟିଛନ୍ତି ତାକୁ ଦରମା ମିଳୁନି ସେମାନେ complen କରିବାଟା kn bhul

  • @soumyaranjanpattanayak7100
    @soumyaranjanpattanayak7100 6 днів тому +15

    ତମେ ମାନେ ସ୍ଥାୟୀ ନିଯୁକ୍ତି ନିଅ, ଆଉ ସ୍ବାମୀମାନଙ୍କର ସ୍ବାମୀତ୍ବ ଭତ୍ତା କରେଇଦିଅ 🤣🤣🤣

  • @suryakantamahalik3462
    @suryakantamahalik3462 6 днів тому +19

    ଏମାନଙ୍କ ପାଇଁ ଅନ୍ୟ ମହିଳା ମାନେ ରାଗୁଛନ୍ତି... ଜଣେ ବସିକି କାହିଁକି 5 ରୁ 6 ହଜାରେ ଟଙ୍କା ପାଇବ... ଆମ ଓଡିଶା ଟଙ୍କା କୁ ନଷ୍ଟ କରା ଯାଉଛି...

  • @sujatapradhan2657
    @sujatapradhan2657 6 днів тому +46

    ସମସ୍ତଙ୍କ Entrance karajau । ବହୁତ ପିଲା ପାଠ ପଢ଼ି Entrance deuchhanti । govt service paila belaku kete kasta ।emananka pai Entrance କରାଯାଉ...

    • @smrutiranisadangi1996
      @smrutiranisadangi1996 6 днів тому +1

      Interview hauchi mu nije bank mitra achhi mu interview deiki pass heithili

    • @satyabratasahoo3157
      @satyabratasahoo3157 6 днів тому

      Tu me paisa dei paichha​@@smrutiranisadangi1996

    • @rajesh-jrcu
      @rajesh-jrcu 6 днів тому

      ​​​@@smrutiranisadangi1996interview deiki job Kariba and osssc ki ossc ki otet, ostet clear kariki job kariba kete kasta tume se government job paithiba ku pachar tume baa kn janibo patho padhi padhi mundo ra balo pachigalani tume paiba 15000/- aau ame pagala parika patha padhi paibu 3000/- satare tume mahan

    • @sujatapradhan2657
      @sujatapradhan2657 6 днів тому +2

      @@smrutiranisadangi1996 mam exam kemiti deithile online na offline ।nije bichar karantu gote pila patha padhi job paila bele ku kete ta exam ku debaku paduchhi। Au apana mane stayi nijukti khojuchhanti।

    • @MayaMajhi-s6e
      @MayaMajhi-s6e 6 днів тому

      Tik kahucha

  • @DuryodhanDas-wu7ft
    @DuryodhanDas-wu7ft 6 днів тому +60

    ଏମାନଙ୍କୁ ଚାକିରି ରଉବଆହରକରଆଯଆଉ।କିଛି କାମ ନାହିଁ।ଖାଲିଶାଢିପିନ୍ଧିସୋ଼଼଼଼ଦେଖାଉଛନ୍ତି

    • @MahendraRana-vb2ix
      @MahendraRana-vb2ix 6 днів тому +5

      ଏମାନେ ଠକୁଛନ୍ତି କିଛି କରୁନାହିଁ

    • @sapnabanka5813
      @sapnabanka5813 6 днів тому +1

      Kaha ku tomo ku thokile ki

  • @user-ih1fn2pl6t
    @user-ih1fn2pl6t 6 днів тому +29

    ଏମିତି କରି ଓଡ଼ିଶା କୁ ଦରିଦ୍ର କର ତୁମକୁ କଣ ପାଇଁ ପଇସା ଦିଆହବ

  • @akshyakumarbaral4002
    @akshyakumarbaral4002 6 днів тому +13

    Sabu channel ମାନଙ୍କର comment dekhiki decision ନିଅନ୍ତୁ ସରକାର ,ଏମାନଙ୍କୁ ବାହର କରି ସେମାନଙ୍କର ପଇସାରେ ବଡ଼ବଡ଼ ପ୍ଲାଣ୍ଟ ବସାଇଲେ ବେକାରୀ ସମସ୍ୟା ଦୂର ହେବ, ଏମାଙ୍କଠୁ kaunsi ଆଶାଜନକ out put baharunahi ଅଯଥାରେ govt paisa barbad ହେଉଛି

    • @bhanumatibhoi8404
      @bhanumatibhoi8404 6 днів тому

      Tor mayejhi kichhi karu na thiba tr lagi kahuchhu thare bhal se dek kayen karuchhsnt ceder j

  • @ranibehera4394
    @ranibehera4394 6 днів тому +36

    ଏମାନଙ୍କୁ ବହିସ୍କାର କରାଯାଇ ନୂଆ ନିଯୁକ୍ତି କରାଯାଉ

    • @AnupamaGauda
      @AnupamaGauda 6 днів тому +2

      Kan pain tu bupa darama deuchhi ki

    • @kajalmahanta6506
      @kajalmahanta6506 6 днів тому +2

      Hn Tama oja deuchhanti na nijukti au darama

  • @Ajit_editing_videos
    @Ajit_editing_videos 6 днів тому +67

    ଏମାନଙ୍କ 2ବର୍ଷ ପାଇଁ କରା ହୋଇ ଥିଲା ଏମାନଙ୍କ ଏକ୍ସପାରି ସରିଲା ନୂଆ ମହିଳା ଙ୍କୁ କରନ୍ତୁ

    • @mamatamahapatra4281
      @mamatamahapatra4281 6 днів тому +2

      Apana guideline thik re janinahanti bodhe

    • @mamatamahapatra4281
      @mamatamahapatra4281 6 днів тому +1

      Emane qualification anusare kama paichhanti

    • @Arup-2306
      @Arup-2306 6 днів тому

      Salary hike kichi hebani... Job ru bahar karajau emananku jadi job darkar exam diantu​@@mamatamahapatra4281

    • @SunitaPradhan-d7u
      @SunitaPradhan-d7u 6 днів тому

      🤗🤗😌

    • @AnnapurnaJena-h5d
      @AnnapurnaJena-h5d 6 днів тому +1

      ​@@mamatamahapatra4281emane ki kama karanti tame janina bodhe mo vauja ba achhi mo se ba sabu dina ghare 😂😂😂😂kebe kebe masare 4 ki 5 thara janti

  • @sripatitalasaruda9940
    @sripatitalasaruda9940 6 днів тому +26

    ତମେ ସବୁ ବାଳ ଉପାଡୁଛ,ତେଣୁ ଏମାନଙ୍କୁ IAS ଲେବେଲ ର ଦରମା ଦିଆଯାଉ .ସରକାର କୁ ଅନୁରୋଧ ଓଡିଶାର ସମସ୍ତ ପରିବାରର ସମସ୍ତ ସଦସ୍ୟଙ୍କୁ ସରକାରୀ ମାନ୍ୟତା ଦିଆଯାଉ,ସମସ୍ତେ ସରକାରୀ ଦରମା ପାଇବେ,ଆଉ କେହି ଆନ୍ଦାଳନ କରିବେ ନାହିଁ......

  • @SINU_SUNIL_VLOGGER
    @SINU_SUNIL_VLOGGER 6 днів тому +27

    କିଛି କାମ କରୁନାହାନ୍ତି , ଏମାନଙ୍କୁ ଚାକିରୀ ରୁ ବାହାର କରାଯାଉ

  • @JogeshwarGond-b7t
    @JogeshwarGond-b7t 5 днів тому

    ୩ ରୁ ୬ ବର୍ଷ ପିଲା ମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟ ରେ ଟଙ୍କା ଖର୍ଚ୍ଚ କରାଯାଉ ଆଜିର ଶିଶୁ କାଲିର ଭବିଷ୍ୟତ 🎉🎉🎉🎉😊😊❤❤❤

  • @manojkumarpatrakumarpatra
    @manojkumarpatrakumarpatra 6 днів тому +19

    ଏମାନେ କିଛି କରୁନାହାନ୍ତି ଛି ଛି ଛି ତୁମକୁ ଲାଜ ନାହିଁ କୋଉ ମୁଁ ହଁ ରେ ଏତେ ଫର ଫର ହୋଇ ଉଡୁଛ ତୁମେ କେତେ ବର୍ଷ ଚାକିରି କଲ ନି

  • @bismatchhatria3408
    @bismatchhatria3408 6 днів тому

    ଏ ମାନଙ୍କୁ ହଟାଇ ନୂଆ ନୂଆ ମାଁ ମାନଙ୍କୁ ସୁଯୋଗ ଦିଆଯାଉ, ନଚେତ୍ ଦରମା ବନ୍ଦ କରିବା ସଙ୍ଗେ ସଙ୍ଗେ ଏ CRP post ବନ୍ଦ୍ ହେଉ ।

  • @jaytrimayreview887
    @jaytrimayreview887 5 днів тому +1

    ନବରଙ୍ଗପୁର କିଛି କାମ ନାହିଁ crpମାନଙ୍କର

  • @saktisethy9204
    @saktisethy9204 6 днів тому +20

    ସବୁ ସରକାର ଙ୍କ ଭୁଲ୍, ଆଣିକି ମୁଣ୍ଡରେ ବସା, ତା ପରେ କିଳା ନିଅ ।।।

  • @mylovemylive1620
    @mylovemylive1620 6 днів тому +14

    ଏମାନେ entranceଦେଇ CRP CM ହୋଇ ଛନ୍ତି।

  • @PramodLenka-lf7ee
    @PramodLenka-lf7ee 6 днів тому +17

    Kichi kama nahi khali govt paisa nast

  • @balaramjhankar9002
    @balaramjhankar9002 6 днів тому +9

    Qualification kana amanankara...😂😂😂

  • @nilamadhabhansda2252
    @nilamadhabhansda2252 6 днів тому +4

    ଏଇ ଲୋକମାନେ ଦିନେ ନବୀନ୍ ପଟ୍ଟନାୟକଙ୍କ ତିରସ୍କାର କରିଥିଲେ ଆଉ ଏବେ ତାଙ୍କ କଥା ମନେ ପକଉଛନ୍ତି

  • @tapaswinikhutuli5227
    @tapaswinikhutuli5227 6 днів тому +14

    ମାଡିଚାଲ ଦିଦିମାନେ ବହୁତ ଧନ୍ୟବାଦ

  • @ankitabiswal9606
    @ankitabiswal9606 6 днів тому +3

    CRP nka Dabi purana kara jau se mane bahut kama karuchhanti

  • @PrasantaSwain-be5ik
    @PrasantaSwain-be5ik 6 днів тому +17

    Bekara organisations,ghra kama ketebele karuchha.

    • @babitamandal1860
      @babitamandal1860 6 днів тому

      Khani tame kn guado ghare ruha ki ghara kama tame karuna

    • @sambhu1683
      @sambhu1683 6 днів тому

      ​@@babitamandal1860 କିଛି ତ କାମ କରୁନ ବାଳକୁ ପଇସା ପାଈ ଆସିଛ 😂😂

  • @PrasantaBhuyan-ww2hm
    @PrasantaBhuyan-ww2hm 6 днів тому +7

    Jadi amane 5th,6th,7th,8th,9th Pass kariki jadi per month salary 15,000/- milibo ta, Au 10th,+2,+3, PG Pass kariki pila achhanthi se mane kan karibe, pila mane jemiti OSSSC
    entrance deuchhanthi se pari a mane b semiti entrance deba darakara achi

    • @renukasingh8680
      @renukasingh8680 6 днів тому

      Hm

    • @renukasingh8680
      @renukasingh8680 6 днів тому

      +3,pg kariki bekar basichonti emane 10 pass kete kn kohileni

    • @kajalmahanta6506
      @kajalmahanta6506 6 днів тому

      ​@@renukasingh8680Mu PG Kari CRP chakiri koruchi Tamar kichhi osubidha ochhi

    • @kajalmahanta6506
      @kajalmahanta6506 6 днів тому

      ​@@renukasingh8680mo pain gote bhala vacancy khojideuno

    • @renukasingh8680
      @renukasingh8680 5 днів тому

      Tu ekutia deshaku unatti karibuna 100-98% under graduate tm ku bahut badhila

  • @RituBehera-333
    @RituBehera-333 2 дні тому

    ଆମ ଗାଁ ରେ CRP ମାନଙ୍କୁ ସୁଭଦ୍ରା ଯୋଜନା ଫର୍ମ ବି ଲେଖିବାର ଆସୁନି ଏମାନଙ୍କୁ ଦରମା ମିଳିବ 🤦🏻‍♀️

  • @soumyaranjanpattanayak7100
    @soumyaranjanpattanayak7100 6 днів тому +21

    କିଳାକୁ ବହିନା ନବୀନ ବାବୁ କରିଥିଲେ, ଏବେ ମୋହନ ବାବୁ ସମ୍ଭାଳ 😂😂😂

    • @user-vj1eb6ue6m
      @user-vj1eb6ue6m 6 днів тому +1

      To ମା ବି ତୋ ପାଇଁ ଗୋଟେ କିଳା ହେଇଥିବା ବେ

  • @manasnaik441
    @manasnaik441 5 днів тому

    ପୁଣି ଏବେ ଆମ ଦ୍ୱାରା ସୁଭଦ୍ରା ଯୋଜନା ମା ମାନଙ୍କର form କରିବାକୁ ଦେଇଛନ୍ତି

  • @jasaswinitripathy2429
    @jasaswinitripathy2429 6 днів тому +2

    Mission shakti totali upare uthai diajau

  • @rkrdigitalcsc7550
    @rkrdigitalcsc7550 5 днів тому

    ଯଦି ନବୀନ ପଟ୍ଟନାୟକଙ୍କ ସମୟ ରେ ଘୋଷଣା ହୋଇ ଥିଲା ସେ କହି ଦେୟି ପାରିଲେ ନି କି ଏଟା ସବୁ bjp ପ୍ଲାନ୍

  • @pkmahanta3783
    @pkmahanta3783 6 днів тому

    ସମସ୍ତଙ୍କୁ ବାହାର କରି ନୁଆ ନିଯୁକ୍ତି ଦିଆଯାଉ

  • @user-sl4zi4wp5q
    @user-sl4zi4wp5q 6 днів тому +1

    ଏସବୁ ମିଛ କଥା କିଛି କାମ କରୁନାହାନ୍ତି ଖାଲି ପଦପି ପାଇଁ ଏ ସମସ୍ତେ ଏକାଠି ହୋଇଛନ୍ତି ଦରମା ପାଇବା ପାଇଁ ତାହେଲେ ସରପଞ୍ଚ ୱାଡମେମ୍ବର ସଭ୍ୟ ଏମାନଙ୍କର କାମ କ'ଣ

  • @puspanjaligiri5253
    @puspanjaligiri5253 6 днів тому +4

    CT ,bed with otet and osstet qualify Kari kichi miluni. Tumeta 3thousand paucha

  • @subhransudalai8360
    @subhransudalai8360 6 днів тому +11

    ପାରିଶ୍ରମିକ କିଛି ବଢା ଯାଉ, ମାହାଙ୍ଗା ଯୁଗରେ ପରିବାର ଚଳେଇବାରେ ସହଜ ହେବ

    • @Sujata_1344
      @Sujata_1344 6 днів тому

      Amane karuchanti kana

    • @Sujata_1344
      @Sujata_1344 6 днів тому

      Tame Mane lokoknu hairan Kariba chada au kichi kariparuna shg members manknu kukura pari slang language kahiki bebahar karuca Tama mankna education kana

    • @kajalmahanta6506
      @kajalmahanta6506 6 днів тому

      ​@@Sujata_1344tame karucha kn

  • @pratya8884
    @pratya8884 6 днів тому +2

    Emane kn staai nijukti katha kahuchhanti emananka education qualification kn ... Teacher,, lecture. Emane b 15 thousands payment paunahanti emane under matric heiki kn 15 thousands.... Lajya.. Lajya😂 emananka education qualifications Ct & Bed karajau

  • @AbhinKerketta-sh6xr
    @AbhinKerketta-sh6xr 5 днів тому

    ଏମାନଙ୍କ ର ଯୋଗ୍ୟତା କ'ଣ ଏବଂ ଏମାନେ interview ଦେଇଥିଲେ କି ଅନ୍ୟ ଚାକିରି ପାଇଁ ଚପଲ ଛିଣ୍ଡି ଯାଉଛି ।

  • @mamatapanigrahi7286
    @mamatapanigrahi7286 6 днів тому +6

    CRP bahut parisram karichanti tenu parmanent karajau

    • @SASHADHARMALLICK-qo9sv
      @SASHADHARMALLICK-qo9sv 6 днів тому

      Sabu chhidauchhi

    • @sambhu1683
      @sambhu1683 6 днів тому

      😂😂😂 ତୁମକୁ ଲାଜ ନାହିଁ କୁଆଡେ଼ ଆସିଛ ବେ???

  • @prakashkumarjena.babusan.n3760

    ଜୟ ଜଗନ୍ନାଥ ଜୟ ମୋହନ ସରକାର 🙏🙏🙏🙏

  • @pkmahanta3783
    @pkmahanta3783 6 днів тому

    ନିର୍ବାଚନ ବେଳେ ବିଜେଡି ପାଇଁ ଟଙ୍କା ବାଣ୍ଟୁଥିଲେ... ଆଉ ବର୍ତ୍ତମାନ ଆସିଛନ୍ତି ବିଜେପି ସରକାର କୁ ଟଙ୍କା ବଢେଇବା ପାଇଁ 😅😅😅😅

  • @gourahariswain690
    @gourahariswain690 6 днів тому +32

    ଏମାନଂକୁ ମାସକୁ 50000 ଦିଆ ଯାଉ

    • @padmin164
      @padmin164 6 днів тому +1

      Mote miliba au😂

    • @narayanbehera6994
      @narayanbehera6994 6 днів тому +1

      2ta zero Kate dea.

    • @AnnapurnaJena-h5d
      @AnnapurnaJena-h5d 6 днів тому

      Tanka kama Kan emane rajya pain ki seva Karu chanti ....😂😂😂😂eka paisara b kama nai emana nkara gaan re ghare rosei Kari Kari emane masaku 4 ki 5 thara janti bahara Kara

    • @ankitabiswal9606
      @ankitabiswal9606 6 днів тому

      @@AnnapurnaJena-h5d Kama karuchhanti kii nahni Tama gain CRPku pachari bujha

  • @sudiptaarts2082
    @sudiptaarts2082 6 днів тому +9

    ଏମାନଙ୍କ ଦରମା ଜେତିକି ଅଛି ଠିକ୍। କାମ କିଛି ନାହିଁ ଖାଲି ବଡ ବଡ଼ କଥା ।ସେଇ ପଇସାରେ ନୁଆ company ଖୋଲିଲେ ବେକାର ହେଇ ବସିଥିବା ଯୁବକ ଓ ଯୁବତୀ ମାନେ ରୋଜକାର କରିପାରିବେ

  • @manasranjannayak7858
    @manasranjannayak7858 6 днів тому +2

    Educational qualification au ntrance karidia jau sabu ranga chhadijiba

  • @mirinjayamandal2339
    @mirinjayamandal2339 5 днів тому

    କିଛି ବି କାମ ନାହିଁ । ସରକାର କେମିତି ଏତେ ଦରମା ଦେବେ

  • @tapanmajhi9541
    @tapanmajhi9541 6 днів тому +3

    Emanka ra Qualification check karajau...

  • @chandan1758
    @chandan1758 6 днів тому +28

    ଏମାନଙ୍କ ପାଇଁ 3000ହି ଯଥେଷ୍ଟ,,, ଏମାନେ ସବୁ ପାଣ୍ଡୁ ର ଗ୍ରାମ୍ୟ ମାଇପ୍

    • @niludhmaji8205
      @niludhmaji8205 6 днів тому

      Tu sala bala janichu

    • @susamamajhimajhisusama-ky6ix
      @susamamajhimajhisusama-ky6ix 5 днів тому +1

      ଭାଇ ଦିନେ ଆସିକିଆମ କାମ କର ତାପରେ ୩୦୦୦ଯଥେ‌ଷ୍ଠ କହିଵ ଏମାନେ ସବୁ ପଣ୍ଡୁର ଗ୍ରାମ୍ୟ ମାଇପ୍ ମାନେ ଇଥିତୁମ ମାଁ କି ଭଉଣୀ ଭିଥିଵେ

    • @JyotiMohapatra-o9c
      @JyotiMohapatra-o9c 2 дні тому

      To bhouni to maa pandura maikina heithibe

  • @bismatchhatria3408
    @bismatchhatria3408 6 днів тому

    ଏ ମାନଙ୍କର ଗ୍ରୁପ ପ୍ରତି କିଛି କାମ ନାହଁ । ବେକାର ରେ ନବିନ ସରକାର ଏ ମାନଙ୍କୁ ରଖି ଦରମା ଦେଇ ଗ୍ରୁପ ସଦସ୍ୟ ମାନଙ୍କୁ ହ ଇରାଣ କରୁଛନ୍ତି।

  • @Proudsiri-yq8kb
    @Proudsiri-yq8kb 6 днів тому +2

    Kichi darker nahi aemana nka paisa badheiba.pila 8 hr parisrama kari job paunahanti aete post khali padichi se sabu purana karantu aau jou mane aethi strike karibaku asichanti tanka pain exam karantu

  • @d.mamata9811
    @d.mamata9811 5 днів тому

    ପ୍ରଥମେ crp ଭଉଣୀ ମାନଙ୍କ ଭଳି କାମ କର ତା ପରେ ଏମତି କହିବ

  • @sanjulataswain6081
    @sanjulataswain6081 6 днів тому +2

    Thank you didi mane

  • @diliprath9587
    @diliprath9587 6 днів тому +3

    ପୋଷ୍ଟ ହଟି ଯିବା ଦରକାର.

    • @diliprath9587
      @diliprath9587 6 днів тому

      ଏମାନଙ୍କ ପାଇଁ ରାଜ୍ୟ ଅର୍ଥନୀତି ଦୁର୍ବଳ ହେବା ସାର. ଡାକ୍ତର ମାଷ୍ଟର ଜଜ ଆଦି ଖାଲି ଥିବା ପଦବୀ ପୂର୍ଣ୍ଣ କରିବା ସାଙ୍ଗରେ ରେଭିନ୍ୟୁ ବିଭାଗ କୁ ତ୍ୱରାନ୍ୱିତ ଓ ଦୁର୍ନତି ମୁକ୍ତ କରିବା ଦରକାର.

  • @jagannathnarasingh1204
    @jagannathnarasingh1204 6 днів тому +2

    CRP ପାଇଁ ଓଡ଼ିଶା ର କ'ଣ ଉପକାର
    ବନ୍ଦ କରି ଅନ୍ୟ କୌଣସି କାମରେ ଦାଇତ୍ୱ ଦେଲେ ଉପକାରୀ ହବ

  • @shakuntalabehera6236
    @shakuntalabehera6236 6 днів тому

    ଆମ ପଂଚାୟତ ରେ କିଛି କାମ କରାଯାଉନାହିଁ।ଖାଲି ବ୍ୟାଙ୍କ ରୁ loan ନିଅ।

  • @pabitramohansahoo176
    @pabitramohansahoo176 6 днів тому +1

    BJP GOVERNMENT WILL DO NOTHING...

  • @pandurajbiswal5347
    @pandurajbiswal5347 6 днів тому

    Very good

  • @manasbehera90
    @manasbehera90 6 днів тому

    ବିଜେପି ସରକାଙ୍କୁ ଅନୁରୋଧ ଏସେଜି ଗ୍ରୁପ ବନ୍ଦ କରାଯାଉ, ଏମାନଙ୍କର କିଛି କାମ ନାହିଁ ଗାଁ ଗଣ୍ଡାରେ

  • @suryakantamahalik3462
    @suryakantamahalik3462 6 днів тому +1

    Ssg ଗ୍ରୁପ ଯେମିତି ଆଗରୁ ଚାଲୁଥିବା ସେମିତି ଚାଲୁ... Crp, ମବକ ଏସବୁ ପୋଷ୍ଟ ଉଠା ଯାଉ.. 🙏🙏🙏🙏

  • @u-disefilmworld6803
    @u-disefilmworld6803 6 днів тому +3

    Ete sabu kamo karuchho boli ebe janili😂😂😂😂😂

  • @findyourway8105
    @findyourway8105 6 днів тому +1

    Kebe gotie dina emane ama Village re kaama karibaara dekhini👈👈👈👈👈

  • @arjunkumarDas-mb3lr
    @arjunkumarDas-mb3lr 6 днів тому

    Right

  • @malatikousalya291
    @malatikousalya291 6 днів тому

    Very good 👍👍👍👍👍👍👍👍👍👍👍👍👍👍👍👍

  • @padmabatitarai554
    @padmabatitarai554 6 днів тому +2

    Crp nka katha na bujile next time bjp hariba puni Navin asibe.

  • @manasranjandash8094
    @manasranjandash8094 6 днів тому +8

    Election time re paisa batuchanti e mane

  • @batakrushnapradhan8812
    @batakrushnapradhan8812 6 днів тому +3

    New crp selection karajaau

  • @BiswanathMurmu-m5x
    @BiswanathMurmu-m5x 6 днів тому +1

    Emananku +3 and govt exam qulified koribaku podibo.Gain re kete +3 pg qulified bekari o6nti emananku 15000 dorkar 😂😂😂😂

  • @badalraaz1908motivational
    @badalraaz1908motivational 6 днів тому +2

    ତମ ମାନଙ୍କୁ ଲକ୍ଷେ ଟଙ୍କା ଦିଆଯିବନା ପିଲା ପାଠ ପଢିକି exam clear କରିକି 15000 ପାଉନାହାନ୍ତି ତମେ ଏମିତି କଣ କାମ କରୁଛ କି

  • @manishanarendra8914
    @manishanarendra8914 6 днів тому +1

    TEACHER PAIBE 11000
    EMANKU OTET, OSSTET, PARI EXAM KARAJAU, QUALIFY HELE TANK DABI PURAN KARIDIANTU.

  • @BhanuPratap-vc6yj
    @BhanuPratap-vc6yj 6 днів тому +8

    Gote smart phone chalaiparunahanti aau laptop darkar

  • @rostlyx6930
    @rostlyx6930 6 днів тому +1

    ନା କାମ ନା ଧାମ ଦେଶ କରୁଛ ବଦନାମ

  • @pabitramahanta7410
    @pabitramahanta7410 6 днів тому

    ଏମାନଙ୍କୁ ହଟା ଯାଉ

  • @manasnayak750
    @manasnayak750 6 днів тому +1

    CRP post close hau kichhi kama nahi besi rajaniti village re karuchanti mam,m jaha kahuchanti bala ama village re kichhi nahi kahaku amane basi bala re pacharunahanti

  • @basudev999t
    @basudev999t 5 днів тому

    ଭୋଟ ବେଳେ ଏଇମାନେ ଟଙ୍କା ବାଣ୍ଣୁଥିଲେ ବହୁତ ଟଙ୍କା ଖାଇଛନ୍ତି ଆଉ ଦିଅନି ଏମାନେ ବିଜେଡ଼ି ଚାମ୍ ଚା

  • @viralmanojxyz
    @viralmanojxyz 6 днів тому +3

    Kichhi kamo nanhi khali show karuchhanti

  • @chandandas7160
    @chandandas7160 6 днів тому +1

    CRP department kebe ta exam conduct karithila au crp ra qualification kn

  • @MayaMajhi-s6e
    @MayaMajhi-s6e 6 днів тому +2

    Amanakar Govt job pari Entrance karajau.

  • @doraemontrolls8935
    @doraemontrolls8935 6 днів тому +1

    Amo Goan re kama kichi heini..😂😂😂Sabu Doo😂😂

  • @manojsabar8908
    @manojsabar8908 6 днів тому

    ଧର୍ମେନ୍ଦ୍ର ବାବୁ ଏମାନଙ୍କର ଶାଢ଼ୀ colour ଟିକେ change କରନ୍ତୁ 🤣🤣

  • @rkrdigitalcsc7550
    @rkrdigitalcsc7550 5 днів тому

    ନବୀନ ପଟ୍ଟନାୟକ ତାଙ୍କ ସମୟ ରେ ଦେୟୀ ପାରିଲେନି କି

  • @manamohansahoo4693
    @manamohansahoo4693 6 днів тому +2

    Agudak close karajau, jadi job dabaku ichha entrance kari job dia salary dia, faltu group kari gan Re vote hateiba Kama, Baba Re ki govt.

  • @madhusmitajena5629
    @madhusmitajena5629 6 днів тому

    Sabu katha bujhiba pain aasa, anganwardi didi SABUAADE ACHHANTI..

  • @itsbikram24
    @itsbikram24 6 днів тому

    ଏହି ସବୁ ବନ୍ଦ କରନ୍ତୁ କାମ କିଛି ନାହିଁ। କାହା ଘର ନାହିଁ କାହା ଲାଟିନ ନାହିଁ ଯଦି ନାହିଁ ବୁଝୁଛନ୍ତି ତେବେ ଫଳ କାହିଁ । ଯେଉଁ ସବୁ କାମ କରୁଛନ୍ତି କହୁଛନ୍ତି କିଛି କରୁନାହାନ୍ତି । ଯୁବକ ଯୁବତୀ ଙ୍କୁ ଚାକିରି ଦିଅନ୍ତୁ ଭଲ ଭାବେ କାମ କରିବେ । ପ୍ରକୃତ ରେ ଗ୍ରାଉଣ୍ଡ ରେ କାମ ହେଉନାହିଁ ।

  • @susantbiswal2194
    @susantbiswal2194 6 днів тому +1

    ପାର୍ଲାମେଣ୍ଟ ପଠା ଯାଉ

  • @bharatigouda797
    @bharatigouda797 6 днів тому +2

    Kou exam dei asicha

  • @gourangadas3212
    @gourangadas3212 6 днів тому +3

    50000 karidio sabu taduchanti gaan re rahi

  • @PrasantaSwain-be5ik
    @PrasantaSwain-be5ik 6 днів тому +5

    Bilkul nadiajau kehi asibeni,jeterhara asibe sete 500 tanka kata dekhibe kehi asibeni

  • @SRK17170
    @SRK17170 6 днів тому +2

    Government job pain jemiti students mane exam deuchhanti separi emane exam diantu tapare salary katha

  • @pramilakhilo6249
    @pramilakhilo6249 6 днів тому +1

    Sola ame mane junior Teacher paiki amaku 15000 nhn tomaku kou hisabare 15000 miliba 😮😮😮

  • @itsurbriten8994
    @itsurbriten8994 6 днів тому +2

    Excuse me,, what's your qualifications.....? 😂😂😂😂😂😂

    • @laharikasahoo5919
      @laharikasahoo5919 6 днів тому

      Tothu adhika

    • @itsurbriten8994
      @itsurbriten8994 6 днів тому

      @@laharikasahoo5919 thile ajii aethi bhika magibaku asi nathantu. Kou office re chakiri karuthantuu 😂😂😂👍

  • @abhilipsanayak7070
    @abhilipsanayak7070 6 днів тому +1

    Jahara kichhi kama naii tankara sabu kama....
    Gote entrance karajauu bass.....

  • @debasmitadhir
    @debasmitadhir 6 днів тому +1

    Emananku jadi permanent kariba mu jt jouthi join karithile b chhadibi emananka saha misibi. 😂

  • @anjannaik9350
    @anjannaik9350 6 днів тому +1

    CRP manaku hotao Khali faltu Katha kahuchhanti . 😂😂😂