Odisha: College Students Harassed During Public Meeting of BJD Leader VK Pandian in Kalahandi

Поділитися
Вставка
  • Опубліковано 15 жов 2024
  • ପାଣ୍ଡିଆନଙ୍କ ସଭାରେ ଭାତ କି ଡାଲି କିଛି ମିଳିଲାନି । ଭୋକରେ ଆଉଟୁପାଉଟୁ ହେଲେ ପିଲା ।
    #ArgusDigital #bjd #VKPandian #5t #students #foodshortage #OdishaPolitics #political #politics #kalahandi #OdishaNews #OdiaNews #Odisha
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    Odisha: College Students Harassed During Public Meeting of BJD Leader VK Pandian in Kalahandi
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argustvdigital
    UA-cam- / @argusdigital.official
    Instagram: / argustvdigital

КОМЕНТАРІ • 1 тис.

  • @sarojrout9173
    @sarojrout9173 9 місяців тому +141

    ଆପଣ ମାନେ ଖୁସି ତ ମୁଁ ବି ଖୁସି 😁
    ଏଇ ଭଳି ଓଡ଼ିଶା ରୁ ବାହାର କର ପାଣ୍ଡୁ କୁ

  • @udaynathray4251
    @udaynathray4251 9 місяців тому +129

    ଯିଏ କେଇ ଜଣ ଛାତ୍ର ଛାତ୍ରୀ ଙ୍କୁ ମେନେଜ କରି ପାରୁନାହାନ୍ତି ସେ ପୁଣି ଓଡିଶା କୁ କେମିତି ମେନେଜ କରିବ?

  • @Save_Odisha_from_looters
    @Save_Odisha_from_looters 9 місяців тому +40

    ଉଠ ଉଠ ଆହେ ଉତ୍କଳ ସନ୍ତାନ ଉଠିବୁତୁ କେତେ ଦିନେ. ପୂରୁବ ଗୌରବ ପୂରୁବ ମହିଁମା ପଡୁନାହିଁ କି ତୋ ମନେ. ଜୟ ଜଗନ୍ନାଥ ପ୍ରଭୁ

  • @BabulaNaik-he9uo
    @BabulaNaik-he9uo 9 місяців тому +1

    ଏଇଟା ପଣ୍ଡିଆନ ଙ୍କ ଦଶ ନାହିଁ ଏଇଟା ହେଉଛି ଟା ମା ଜିଲ୍ଲା ପ୍ରଶାସନ ର ଭୁଲ
    ସରକାର ଦେଇଥିବା ଲକ୍ଷ ଲକ୍ଷ ଟଙ୍କା କୁ ତମ ଜିଲ୍ଲା ପ୍ରଶାସନ ହିଁ ଲୁଟି ନଉ ଛନ୍ତି ପଛରେ ତମେ ମନେ ପାଣ୍ଡିଆନ ଆଉ ନବୀନ ସରକାରଙ୍କୁ ଦଶ ଦଉଛ
    ସରକାର ତମ ପାଇଁ କଣ ନ କରିଛି କୁହ ତମ ପିଲା ମାନଙ୍କ ପାଇଁ 5t ସ୍କୁଲ 5t କଲେଜ କଲା ଶିକ୍ଷା ରବିକସ ପାଇଁ ବଳି ଆଉ ଶେଷରେ ତମେ ମାନେ ତାଙ୍କୁ ହିଁ ଦଶ ଦେଉଛ

  • @Save_Odisha_from_looters
    @Save_Odisha_from_looters 9 місяців тому +296

    ତାମିଲ ଶାସନ ଅଧୀନରେ ଆଜି ଓଡ଼ିଶା। ସମସ୍ତ ଓଡିଆଙ୍କୁ ଲଜ୍ଜା, ଯେଉଁମାନେ କିଛି ଟଙ୍କା ପାଇଁ ତାମିଲ ଶାସନକୁ ସମର୍ଥନ କରନ୍ତି !!! ତୁମେ ତମ ମା ଏବଂ ମାତୃଭୂମିକୁ ତାମିଲ କୁ ବିକ୍ରି କରୁଛ ...

    • @biswanathmishra8119
      @biswanathmishra8119 9 місяців тому +15

      ଓଡ଼ିଆ ଜାଗ୍ରତ ହୁଅ

    • @tapankumarnayak7695
      @tapankumarnayak7695 9 місяців тому +5

      Odisha basi ei election re jabab debe
      Jagannath nka upare mor bharasa achhi
      Jai jagannath 🙏🙏

    • @LokeshSahu-ze6by
      @LokeshSahu-ze6by 9 місяців тому +1

      ଭାଇ ତମେ ଗୋଟେ କଥା କୁହ ଓଡ଼ିଶା ର ଲୋକ 25 ବର୍ଷତଳେ ଜେଉ କଂଗେସ ଏବଂ ବିଜେପି ଶାସନ ସମୟରେ ଓଡ଼ିଶା ପାଇଁ ଏବଂ ଛାତ୍ର ମାନଙ୍କ ପାଇଁ କୋଣ ଉନ୍ନତି ମୂଳ ହୋଇଥିଲା । ହେଲେ ତାମିଲ୍ ରୁ ଆସି ଜଣେ ଓଡ଼ିଶା ପାଇଁ ଯେଉ କାମ କରିଆସୁଛନ୍ତି ଆମ କଳାହାଣ୍ଡି ବାସି ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ ବହୁତ୍ ଉନ୍ନତି ହୋଇ ପାରିଛି ଆମ କଳାହାଣ୍ଡି ଜିଲ୍ଲା 5t ଅଧ୍ୟକ୍ଷ ଙ୍କ ପାଇଁ ❤

    • @Save_Odisha_from_looters
      @Save_Odisha_from_looters 9 місяців тому +4

      @@LokeshSahu-ze6by ହେଲୋ ନବୀନ, ହିସାବା ଦିଅ - ଗତ 20 ବର୍ଷରେ ଆପଣ କେତେ ଓଡିଆ ଦାଦନ ସୃଷ୍ଟି କରିଛ ?? ତାମିଲ ଓଡିଶାକୁ ଶାସନ ଏବଂ ଲୁଣ୍ଠନ କରୁଛି? କେତେ କରଖାନା, ଶିଳ୍ପ ଏବଂ ଚାକିରି ସୃଷ୍ଟି କରିଛ ? ଶ୍ରୀଜଗନ୍ନାଥଙ୍କା ରତ୍ନଭନ୍ଦରଙ୍ ରୁ କେତେ ସୁନା ଚୋରି କରିଛ?? ତୁମେ ଓଡିଶାରେ କେତେ ମଦ ଦୋକାନ ଖୋଲିଛ ?? କେତେ ଓଡିଆ ଯୁବକ, ଗରିବ ପରିବାର କୁ ତୁମେ ମଦ ଦେଇ ଧ୍ବସଂ କରିଛ ??
      ଗରିବ ଓଡିଆ ଲୋକଙ୍କ ଚିଟ୍ ଫଣ୍ଡରେ କେତେ ଟଙ୍କା ଲୁଟ୍ କରିଛନ୍ତି ? ଜୟ ଜଗନ୍ନାଥ 🙏🙏🙏

    • @Save_Odisha_from_looters
      @Save_Odisha_from_looters 9 місяців тому +2

      @@LokeshSahu-ze6by ଓଡ଼ିଶାରେ ତାମିଲ ପାଣ୍ଡୁଆ ର ଆତଙ୍ ରାଜ ଚାଲିଛି !!!
      ଲୋକକୁ ଭୁଆଁ ବୁଲାଉଛି ନବୀନ । ସେ ମରିବା ପୂର୍ବରୁ ଓଡ଼ିଶାକୁ ବରବାଦ୍ କରି ମରିବ । ଓଡ଼ିଆଙ୍କ ଉପରେ ତା'ର ଭରଷା ଜମା ନାହିଁ । ଓଡ଼ିଆ ଲୋକଙ୍କୁ ସେ ବିଶ୍ଵାସ କରୁନାହିଁ । ତେଣୁ ତାମିଲ ଲୋକ ହାତରେ ଓଡ଼ିଶାକୁ ସେ ଟେକି ଦେଇଛି

  • @bhimagadba3153
    @bhimagadba3153 9 місяців тому +232

    କଳାହାଣ୍ଡି ଜିଲ୍ଲା ର ଭାଇମାନଙ୍କୁ ସମସ୍ତେ ଧନ୍ୟବାଦ ଦେବା କଥା।

    • @anilmohanta3266
      @anilmohanta3266 9 місяців тому

      😅

    • @pradhanvlog.8163
      @pradhanvlog.8163 9 місяців тому +6

      Vote kahaku debe dekha ..aji voko hela khaibaku mililani kali Desi ku handia Banta hele sei BJD pachhare bulibe...dekha...

    • @daadyhunter920
      @daadyhunter920 9 місяців тому

      ❤❤❤❤

    • @indian..shanatani
      @indian..shanatani 9 місяців тому

      Pura 1 num Bhai mane

    • @indian..shanatani
      @indian..shanatani 9 місяців тому +1

      BJD party magihe vote bilkul ne debar katha Bhai mane amar paschim odisha save

  • @bulubhoi6166
    @bulubhoi6166 9 місяців тому +378

    ଏ ପ୍ରକାର ଆଗରୁ ହେବା ଦରକାର୍ 👍

  • @MuCuteMama
    @MuCuteMama 9 місяців тому

    ମାଡ଼ି ଚାଲ

  • @gopalmajhi5659
    @gopalmajhi5659 9 місяців тому +69

    ଆଦିବାସୀ ଏରିଆ ଆଜ୍ଞା ଆମେ ଇଂରେଜକୁବି ଛାଡି ନଥିଲେ, ନେତାମନ୍ତ୍ରୀ ତ ଛାଡ😂😂

  • @umeshbhoiumeshbhoi
    @umeshbhoiumeshbhoi 9 місяців тому +1

    ବିଜେଡି ହଟାଅ

  • @AshokKumarPradhan-to5um
    @AshokKumarPradhan-to5um 9 місяців тому +184

    Right work done by students

    • @pradhanvlog.8163
      @pradhanvlog.8163 9 місяців тому +1

      Right na ki vai...magana khia lovo re jaithile chicken vata khaibe ..na milile fopodibe ...

    • @02rk
      @02rk 9 місяців тому

      Tume mane odisha ku barbad karideba

    • @ashutosh24279
      @ashutosh24279 9 місяців тому

      ​@@pradhanvlog.8163oh bhai kie kahila amara khordha meeting re bi neiki jaithile ame hostel pila ta samastanku neiki gale

  • @bikashbarik230
    @bikashbarik230 9 місяців тому +1

    ତୁମେ ମାନେ ଯଦି କୋଶଳ ମାଟି ର ଛୁଆ ଅ ବେଲେ ଇ ପଣ୍ଡିଆଁ ପ୍ରୋଗ୍ରାମ କେ କେହି ବି ନି ଯ, ସେ ତାର ତାର କରିଥାଉ

  • @nalinimohapatra4033
    @nalinimohapatra4033 9 місяців тому +63

    ଓଡିଶା ର ପିଲା ମାନଙ୍କର ବି ସ୍ୱାଭିମାନ ଅଛି ଏ କଥା ଭଲ ଭାବରେ ବୁଝିବା ଉଚିତ । ହେୟ ଜ୍ଞାନ କଲେ ଫଳ ...........

  • @pixelcitizens
    @pixelcitizens 9 місяців тому

    Thanks ArgusNews

  • @kalyanpanda5885
    @kalyanpanda5885 9 місяців тому +29

    କଳାହାଣ୍ଡି ରୁ କିଛି ଶିଖା ଯାଉ

  • @PremaMeher-c6e
    @PremaMeher-c6e 9 місяців тому

    Thanks Dada

  • @samirnaik-ij6os
    @samirnaik-ij6os 9 місяців тому +245

    BJD hatao

  • @dillipkumarpanda2875
    @dillipkumarpanda2875 9 місяців тому +118

    କଲେଜ୍ ପିଲାଙ୍କୁ ରାଜନୀତି କୁ ଟାଣି ଭୁଲ କରୁଛ ସମୟ କୁ ଅପେକ୍ଷା କର

    • @pradeeppradhan6133
      @pradeeppradhan6133 9 місяців тому

      Aita amo bhul bhai ame n gole kn pandiyan taniki nebo ki

  • @gurugautamempire3728
    @gurugautamempire3728 9 місяців тому

    ବିଜେଡ଼ି ପାଇଁ ଅର୍ଗସ ଅଧିକ ଫାଟୁଛି

  • @laxmidharhasda6209
    @laxmidharhasda6209 9 місяців тому +63

    ଭାଇମାନେ ପାଣ୍ଡେ କୁ ଦଶ ବାର ଥର ଗୋଇଠା ମାର ଶଳା କୁ ଓଡ଼ିଶାରୁ ତାମିଲନାଡୁ ପଠାଅ

  • @Bmohoanb
    @Bmohoanb 9 місяців тому +1

    Joinoben,5t

  • @Save_Odisha_from_looters
    @Save_Odisha_from_looters 9 місяців тому +53

    ଛିଃ ଛିଃ ବେଲଜ୍ୟା | ରାଜ୍ଯ ଦୌହୀ ଗେଣ୍ଡାଦଳିଆ ଗୁଡ଼ିକ | ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!!

  • @PrabhatMohanty-story
    @PrabhatMohanty-story 9 місяців тому

    ଯଦି ଉପଯୁକ୍ତ ରାଜ୍ୟ ର ଉନ୍ନତି ଦେଖିବାକୁ ଯାଇଥାନ୍ତା ଭାତ ଡାଲମା ପଛରେ ପଡି ନ ଥାନ୍ତା କୌଣସି ଡେଭ୍ଲୋପମେଣ୍ଟ ର ପ୍ରଶ୍ନ କରିଥାନ୍ତେ।ଏ ତ ବିଜେପି ଚାନେଲ ବିଜେଡି ବାଲା କେଉଁଠି କଣ ଗଳି ପଡ଼ିଲା ସେହି ନିଉଜ ଦେଖେଇ ଆସିବ

  • @pkumarguru9914
    @pkumarguru9914 9 місяців тому +14

    ଧନ୍ୟବାଦ କଳାହାଣ୍ଡି ର ଭାଇ ଭଉଣୀମାନେ ଠିକ୍ ଯବାବ ଦେଇଛ।

  • @MADHUGUNTHAOFFICIAL9677
    @MADHUGUNTHAOFFICIAL9677 9 місяців тому

    ବହୁତ ଖୁସି ଲାଗିଲା ଦିଲ୍ ସେ ନୂଆ ସରକାର ଗଡ଼ିବା ଉଚିତ୍ ଜୟ ଜଗନ୍ନାଥ

  • @usmusicofficial7880
    @usmusicofficial7880 9 місяців тому +30

    ବହୁତ ଖୁସିଲାଗିଲା ଭିଡ଼ିଓ ଦେଖି କି ପାଣ୍ଡିଆନ କେ ଲାତ ମାରି କରି କ୍ଷେତବାର କଥା ତାମିଲ ଚୋର କେ ପିଟି ପିଟି ଓଡିଶା ରୁ ବିଦାୟ କରାଯାଉ

  • @AmarjitSwain-m1x
    @AmarjitSwain-m1x 9 місяців тому

    Very 👍

  • @gourisankarrana6412
    @gourisankarrana6412 9 місяців тому +3

    Power of kalahandi student ...🔥
    👇🏻

  • @saratmanjaribehera6219
    @saratmanjaribehera6219 9 місяців тому +1

    ପାଣ୍ଡି ଆକୁ ଖାଇଦୌନ

  • @kalyanpanda5885
    @kalyanpanda5885 9 місяців тому +25

    କାଙ୍ଗାଳ ଭୋଜନ ଦିଆଯାଉଛି ଓଡ଼ିଆ ପିଲାଙ୍କୁ

  • @chandrasekharpanditra6375
    @chandrasekharpanditra6375 9 місяців тому

    Haaa

  • @sarojkumarpangi4772
    @sarojkumarpangi4772 9 місяців тому +27

    ଭଲ ହେଇଚି ମୁର୍ଖ ସରକାର୍ କୁ ଆଉ ମୁର୍ଖ ପିଲାଙ୍କୁ...😅😅😅

  • @drmedia5418
    @drmedia5418 9 місяців тому

    ମାଡ଼ିଚାଲ

  • @DebantakaRana
    @DebantakaRana 9 місяців тому +105

    Bjd hatao odisha banchao

  • @subratkumarsahoo9514
    @subratkumarsahoo9514 9 місяців тому

    👍

  • @pashupati55
    @pashupati55 9 місяців тому +3

    ଲାଜ ନାହିଁ ଏ ବିକଳିଆ ଛୁଆଙ୍କୁ। ସେ ପାଣ୍ତୁ ଡାକିଲେ ଯାଉଛ କାଇଁ ଏମିତି ହଉଛ କାଇଁ। କିଏ ତେଲ କଡେଇରେ ପଡି ଗଲାଣି ତ କିଏ ଖାଇବା ନ ପାଇ ମାରପିଟା କଲାଣି। 🤣🤣

  • @chhabindramansingh73
    @chhabindramansingh73 9 місяців тому

    ଅଲାଜୁକ ସଳେ ପାଠ ନାପଢି, ମୂର୍ଖ ସଳେ bjd ସବାକୁ ଆସୁଛ, କାଙ୍ଗାଳ ଗୁଡା

  • @Rajababu-xh6ek
    @Rajababu-xh6ek 9 місяців тому +56

    ବହୁତ ସୁନ୍ଦର

  • @ManoranjanKisan-kq6yk
    @ManoranjanKisan-kq6yk 9 місяців тому

    👌

  • @Save_Odisha_from_looters
    @Save_Odisha_from_looters 9 місяців тому +19

    ସମସ୍ତ ଓଡିଆ ଏକ ହୁଅ !!! ଚୋର ତାମିଲ ପାଣ୍ଡୁ କୁ ଆଗ ଓଡ଼ିଶାରୁ ବାହାର କର !

  • @sanjaykumarbehera6504
    @sanjaykumarbehera6504 9 місяців тому +1

    Odisa money gm pandiyan

  • @rajendraacharya4331
    @rajendraacharya4331 9 місяців тому +7

    ଏଇ ହେଉଛି ଓଡିଶାର ବିକଳ ଚିତ୍ର...

  • @gopabandhumashra8949
    @gopabandhumashra8949 9 місяців тому +2

    ଏହି ପ୍ରକାର ଅନେକ ହେବ ଆପଣ ଧର୍ଯ୍ୟ ରଖି ଦେଖନ୍ତୁ ଆମେ ପଶ୍ଚିମ ଓଡିଶାର ଲୋକ
    ପାଣ୍ଡିଆନ ଇଟା ଆମେ ପଥର ରେ ବାଡେଇବା

  • @Anwesha_Odisha
    @Anwesha_Odisha 9 місяців тому +4

    ଛି ଛି ! Avbp ର ଗୁଣ୍ଡା ଛାତ୍ର ମାନଙ୍କୁ ଆଣି ଏଠି ଗଣ୍ଡଗୋଳ କରାଉଛି ବିଜେପି

  • @Pattanaikashutosh01
    @Pattanaikashutosh01 9 місяців тому +1

    #Pandian Ko nikalo odisha re bahar Karo pura barbad karisarileni I'm 😡 I am talks

  • @anandamurmu1200
    @anandamurmu1200 9 місяців тому

    Thnx students

  • @jitendramohanty6352
    @jitendramohanty6352 9 місяців тому +3

    Students should think carefully about their time and importance of it

  • @smrutisethi1406
    @smrutisethi1406 9 місяців тому +1

    ଛାତ୍ରମାନେ ପାଟି ତୁଣ୍ଡ କରିବାର ଦେଖିଲି। କିନ୍ତୁ ଛାତ୍ରୀ ମାନଙ୍କୁ ପାଟିତୁଣ୍ଡ କରିବାର ଦେଖି ପାରିଲି ନାହିଁ। କେବେ ଶୁଣିଛ ମାଇ ପିଲାମାନେ ରାଜନୀତି ସଭାରେ ପାଟିତୁଣ୍ଡ କରିବାର?

  • @Barsha_odisha
    @Barsha_odisha 9 місяців тому +4

    ଅସଭ୍ୟ ପିତାମାତାଙ୍କ ଅସଭ୍ୟ ସନ୍ତାନ

    • @Anwesha_Odisha
      @Anwesha_Odisha 9 місяців тому +1

      ଠିକ କହିଲ

    • @Puru_bjd
      @Puru_bjd 9 місяців тому +1

      ପଦେ କହିଲ ଭଉଣୀ

    • @deepaksabar3415
      @deepaksabar3415 9 місяців тому

      to maa Mission sakti re achhi ki....😂..

  • @mishrakradika1173
    @mishrakradika1173 9 місяців тому

    ଶଳା ପଣ୍ଡିଆକୁ ମାରିବାର ଥିଲା😅😅

  • @gobindabhoi2173
    @gobindabhoi2173 9 місяців тому +16

    ପଣ୍ଡିଆଁନ କୁ ଫାଶୀ ଦିଆ 😂😂😂

  • @kasunatha9005
    @kasunatha9005 8 місяців тому

    Vhery good bhai

  • @LokeshSahu-ze6by
    @LokeshSahu-ze6by 9 місяців тому +14

    Man behind odisha's transformation 🙏

  • @vandemataram7510
    @vandemataram7510 9 місяців тому

    Dhanya re mo Odisha

  • @myskd5153
    @myskd5153 9 місяців тому +11

    ଠିକ୍ ହୋଇଛି ଧନ୳ବାଦ ବିଜେଡି ହଟାଅ

  • @tapansemerlia400
    @tapansemerlia400 8 місяців тому +1

    Everyone Really Right Speaking 👍👍👍👍 💯💯💯💯❤️❤️

  • @uhart427
    @uhart427 9 місяців тому +7

    The same thing has happened in Rayagada district too...

  • @SusilSahooo
    @SusilSahooo 9 місяців тому +5

    ଏମାନେ କେବେ ବି ବିଜେଡ଼ି ଭଲ ପିଲା ହେଇନଥିବେ, sure ଏମାନେ abvp ର ଗୁଣ୍ଡା ଛାତ୍ର

  • @prabhatpanda9161
    @prabhatpanda9161 9 місяців тому

    ଏମିତି ବିରୋଧ ବହୁବର୍ଷ ଆଗରୁ ହେବା ଉଚିତ୍ ଥିଲା।

  • @krishnaprasadrath
    @krishnaprasadrath 9 місяців тому +8

    Kunikuni chhatrachhatree nku nei kiprakara ra rajaniti chalichhi bhai.😝🤭🫣😂🙏 Jai Srikrishna 🙏 Jai ❤️🔥🇮🇳 Hind 🙏

  • @kalyanpanda5885
    @kalyanpanda5885 9 місяців тому

    ଓଡ଼ିଆ ଙ୍କୁ ଲଜ୍ୟା ନାହିଁ

  • @SmashEnough
    @SmashEnough 9 місяців тому +19

    ଭା ତ ଡାଲମା ଖାଇବାକୁ କଲେଜ ପିଲା ଆସିଥିଲେ କାହିଁକି ପୂର୍ବରୁ ଜ୍ଞାନ ନାହିଁ ପାଣ୍ଡିଆ ନ ତୁମକୁ ସାଂସାରିକ ଜୀବନ ସୁଖମୟ କରିବାକୁ ମାର୍ଗ ଦର୍ଶକ ଦେବ 😢 ଛି ଛି ଛି କଲେଜ ପିଲା

    • @anirudhamuduli3726
      @anirudhamuduli3726 9 місяців тому +1

      All rights sir

    • @SmashEnough
      @SmashEnough 9 місяців тому +1

      @@anirudhamuduli3726 thank you for your comments and suggestions for improvement

  • @aknaik2026
    @aknaik2026 9 місяців тому

    Right 👍

  • @Biru135
    @Biru135 9 місяців тому +5

    ପାଠ ପଢା ପଢ଼ି କର ରେ ପିଲେ
    ତାମିଲ ର ପଛରେ ଜମା ଜାଓନି
    ଭାତ ଡାଲମା ପାଇଁ ନିଜ ଭବିଷ୍ୟତ ଖରାପ୍ କରନି

  • @pradeeppadhan4911
    @pradeeppadhan4911 9 місяців тому

    Woooooo good

  • @ShankarshanShankarshansahu
    @ShankarshanShankarshansahu 9 місяців тому +4

    Good student❤

  • @KiranKumar-qr4sh
    @KiranKumar-qr4sh 9 місяців тому

    Bjd jindabad vk pandian jindabad

  • @Radhu1971
    @Radhu1971 9 місяців тому +6

    I think all are going to meeting for food , dress and money.

  • @kailashchandrarout2551
    @kailashchandrarout2551 9 місяців тому

    ତମେ ସବୁ ଦେଶର ଭବିଷ୍ୟତ ।ତମକୁ ନେଇ ନିର୍ବାଚନ ଜିତିବା ପାଇଁ ଗୋଟେ ପ୍ରାୟାସ ।

  • @sugyanjena2740
    @sugyanjena2740 9 місяців тому +4

    A sabu kana chalichi ra nabin hatao odisha bancha😂😂😂😂😂

  • @RR14377
    @RR14377 9 місяців тому

    ବିଜେପିର ଦଲାଲ ମିଡ଼ିଆ....

  • @Swaggers-Of-Balasore
    @Swaggers-Of-Balasore 9 місяців тому +3

    Hats Off💫

  • @Sanatanaojha04
    @Sanatanaojha04 9 місяців тому

    Very good

  • @Save_Odisha_from_looters
    @Save_Odisha_from_looters 9 місяців тому +11

    ଓଡ଼ିଶାରେ ତାମିଲ ପାଣ୍ଡୁଆ ର ଆତଙ୍ ରାଜ ଚାଲିଛି !!!
    ଲୋକକୁ ଭୁଆଁ ବୁଲାଉଛି ନବୀନ । ସେ ମରିବା ପୂର୍ବରୁ ଓଡ଼ିଶାକୁ ବରବାଦ୍ କରି ମରିବ । ଓଡ଼ିଆଙ୍କ ଉପରେ ତା'ର ଭରଷା ଜମା ନାହିଁ । ଓଡ଼ିଆ ଲୋକଙ୍କୁ ସେ ବିଶ୍ଵାସ କରୁନାହିଁ । ତେଣୁ ତାମିଲ ଲୋକ ହାତରେ ଓଡ଼ିଶାକୁ ସେ ଟେକି ଦେଇଛି

  • @swainandswain97678
    @swainandswain97678 9 місяців тому +12

    ଏମିତି ହବା ଦରକାର

  • @niranjanmalik5816
    @niranjanmalik5816 9 місяців тому

    Bahut Sundar

  • @shyamsundarmalik4614
    @shyamsundarmalik4614 9 місяців тому +10

    ଆଜିଠୁ ଦଶା ପଡ଼ିଲା

  • @gopabandhumashra8949
    @gopabandhumashra8949 9 місяців тому

    ପାଣ୍ଡିଆନ ବାବୁ ଏହା ତାମିଲନାଡୁ ନୁହେଁ
    ପଶ୍ଚିମ ଓଡିଶାର ପିଲାମାନଙ୍କ ହକ

  • @myartdrawing5439
    @myartdrawing5439 9 місяців тому +3

    ଯାହା ପାଇଁ general ପିଲାମାନେ ଚାକିରି ନପାଇ SC ପିଲାମାନେ ଚାକିରି ପାଉଛନ୍ତି 😂 ତାଙ୍କୁ କେହି vote ଦିଅନା😅 ନବୀନ କୁ ହଟାଯାଉ 😊

  • @gblstatus4027
    @gblstatus4027 9 місяців тому

    All right

  • @nababarika4028
    @nababarika4028 9 місяців тому +7

    Before election this is a situation after election we will see the real situation of odisha

  • @hrusikeshabiswal5755
    @hrusikeshabiswal5755 9 місяців тому

    ପିଲାଙ୍କୁ ବୋହିକୁ ଆଣିଛ, ସେମାନେ ତାଙ୍କ ଇଚ୍ଛା ରେ ଆସି ନାହାନ୍ତି , ଏ colleage ପିଲା ଗୁଡାକ ଏତେ ବୋକା ବନୁଛନ୍ତି କଣ ପାଇଁ !

  • @kalyanpanda5885
    @kalyanpanda5885 9 місяців тому +5

    ପ୍ରକୃତ ଓଡ଼ିଆ ପିଲା

  • @noiseinpetscottage9123
    @noiseinpetscottage9123 9 місяців тому

    Argus news KOSHAL movement k ,k hela j n dekhe...Dum ne na k dekhabar

  • @umeshbhoiumeshbhoi
    @umeshbhoiumeshbhoi 9 місяців тому +9

    ବିଜେଡି ହଟାଅ ନବୀନ ପଟ୍ଟନାୟକ ପିଟ

  • @dumarbhatra7910
    @dumarbhatra7910 9 місяців тому

    ଦୁଇ ମୁଠା ଖାଇବାକୁ ଦେଇପାରୁ ନାହାନ୍ତି ଭୋଟ ଜିତିଲା ପରେ ଲୋକଙ୍କର କଣ ଅବସ୍ଥା ନ କରିବେ।

  • @KiranKumar-qr4sh
    @KiranKumar-qr4sh 9 місяців тому +3

    We are inspired by the personality of 5T chairman sir

  • @priyaranjanmaharaj8805
    @priyaranjanmaharaj8805 9 місяців тому

    💯 percent right 👍 katha

  • @jitenkumaar4786
    @jitenkumaar4786 9 місяців тому +4

    Hat's up to the guyz... really educated students...

  • @saratchandrasahu9837
    @saratchandrasahu9837 9 місяців тому +1

    ଏହା ମୋ ଓଡିଶା-ନବୀନ ଓଡିଶା।😂

  • @dipakmallickdipak7365
    @dipakmallickdipak7365 9 місяців тому +3

    Jadi sabu nija maa khira khaicha tamaku se tama maa khira ra ran thik netaku vote dia nahele bahu alpa dinare mariba sabu

  • @izibhubaneswarodishaproper5671
    @izibhubaneswarodishaproper5671 9 місяців тому

    😮😮

  • @trilochanmeher-rx1ng
    @trilochanmeher-rx1ng 9 місяців тому +3

    ଠିକ୍ କଲ

  • @santilatapanda1386
    @santilatapanda1386 9 місяців тому +7

    Right 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍▶️▶️▶️👍👍👍

  • @pritikjena5996
    @pritikjena5996 9 місяців тому +1

    ପାଣ୍ଡିଆନ କୁ ବାଡ଼ଓ

  • @papuspd2706
    @papuspd2706 9 місяців тому +4

    Beautiful

  • @Nrusingh619
    @Nrusingh619 9 місяців тому +1

    ମାଗଣା ଖାଇଲେ ସେମିତି ହେବ ରେ ପୁଅ, ଅଧିକ ଖାଅନି

  • @LokeshSahu-ze6by
    @LokeshSahu-ze6by 9 місяців тому +6

    Truly dedicated and devoted to Odisha.
    Beacon of Peace, Progress and hope.
    #VKPandian

  • @Sanatanaojha04
    @Sanatanaojha04 9 місяців тому

    Right

  • @krushnamohansahoo5633
    @krushnamohansahoo5633 9 місяців тому

    ଆହାଃ ପାଣ୍ଡିଆନ୍ କୁ ମାଡ଼ ମାରିଥିଲେ ଭଲ ହେଇଥାଆନ୍ତା।