Prameya Podcast | Singer Shakti Mishra | ସେଇଟା ଟିକିଏ ମାନ ଅଭିମାନ ଥିଲା, ସଙ୍ଗୀତକୁ ଚୟନ ପରେ ବାପା କହିଲେ..
Вставка
- Опубліковано 28 лис 2024
- Prameya Podcast | Singer Shakti Mishra | ପ୍ରେମା ସହ ମୋର ମାନ ଅଭିମାନ..ବାପା ଥିଲେ ପୁଅ ରାଜା..ଅଭିଶାପ ନୁହେଁ ମୋ ପାଇଁ ଥିଲା ଆଶୀର୍ବାଦ
#prameya #singershaktimishra #musician #musicindustry #shaktimishra #odiasinger #odiasongs #odiaalbum #odiaalbumsong #musicdirectorpremanand #shaktimishrasongs #bayuasarajpathare #asithilakalise #muanusothraniraja #abhanandan #chuindeikahucha #odiafilmsongs #odiacinemasongs #odiasingers#Prameya #odisha
Prameya, is a the largest circulated Odia daily. Prameya provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameya.com/
/ prameyaodia
/ prameyaodia
Sakti sir nka behaviour bahut sundar katha barta au se bahut down to earth sir 🙏🙏🙏🙏🥰
ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ପ୍ରଣବ ପଟ୍ଟନାୟକ ଚିତ୍ତ ଜେନା, ଏବଂ ଶାସ୍ତ୍ରୀୟ ସଂଗୀତ ଦୃଷ୍ଟିରୁ ରଘୁନାଥ ପାଣିଗ୍ରାହୀ ଏଇମାନଙ୍କର ଗୋଟେ ଯୁଗ ଥିଲା, ତାପରେ, ମୋର ଯାହା ମନେ ହୁଏ ନବେ ଦଶକରେ ଶକ୍ତି ମିଶ୍ର ସରୋଜ ନନ୍ଦ, ଶ୍ରୀକାନ୍ତ ଗୌତମ, ସମୟଟା ଓଡ଼ିଆ ସଂଗୀତ ଜଗତର ନୂଆ ଏକ ଅଧ୍ୟାୟ ବୋଲି ମତେ ଅନୁଭବ ହୁଏ।ଭାରି ଭଲ ଲାଗିଲା ସାକ୍ଷାତକାର, ଆଉ କିଛି କଥା ବାକି ରହିଗଲା। ଆଉ ଥରେ ଶକ୍ତି ମିଶ୍ରଙ୍କୁ ଷ୍ଟୁଡ଼ିଓକୁ ଡାକନ୍ତୁ,ଆମେ ଅବଶିଷ୍ଟ ଶୁଣିବାକୁ ଚାହୁଁଛୁ।ଆମ ମନୋରଞ୍ଜନ ପାଇଁ ଯିଏ ଏତେ ସମୟ ଦେଇଛନ୍ତି ତାଙ୍କୁ ଏତେ କମ ସମୟରେ କଣ ଶୁଣିହେବ।ନିହାତି ଆଉ କିଛି ସମୟ ଆବଶ୍ୟକ।
One of my favourite singer
My favourite singer ...❤❤❤
Supper Singer saluting you sir stay happy and healthy always 🙏❤
ଶକ୍ତି ମିଶ୍ର ସୁନ୍ଦର ଗୀତ ସବୁବେଳେ ମୁଁ ଶୁଣେ, ସାକ୍ଷାତକାର ବହୁତ ଭଲ ଲାଗିଲା
Love you shakti sir
ବହୁତ ସୁନ୍ଦର ସ୍ଵାକ୍ଷତକାର
Romantic singer Shakti bhai
I adore you so much sakti sir❤❤❤❤
କଣ ଶକ୍ତି ଭାଇ ୟୁଟୁବ ଚାନଲ କରିବେ ଗୀତ ପକେଇବେ ନୁଆ କଳାକାର ତିଆରି କରିବେ ଜୟ ଜଗନ୍ନାଥ 🙏
Shakti misra my favourite singer
କୁମାର ବାପି ଭାଇ ❤❤❤❤
No body can replace shakti mishra sir. Odia Album King❤
ଦୟାକରି ବାପି ଭାଇ ଙ୍କୁ ଡାକନ୍ତୁ
I agree kou channel bi daku nahanti😢 tanku
My favourite singer Shakti mishra
Slow and steady wins the race.
ଧୀର ପାଣି ପଥର କାଟେ । କହିଲେ ଶକ୍ତି ମିଶ୍ର -- ଆଧୁନିକ ପ୍ରେମ ଗୀତ ଗାଇବାରେ ଧୁରନ୍ଧର । ଆଇ ସମସ୍ତଙ୍କ ସହ ଭାଇଚାରା ରଖି ବନ୍ଧୁତ୍ୱ-ସୂତ୍ରରେ ଗୀତ ଗାଆନ୍ତି । ସୌଭାଗ୍ୟ ଭାଇଙ୍କ ସହ ତାଙ୍କ ସାକ୍ଷାତ୍କାର ଖୁବ୍ ଭଲ ଲାଗିଲା । ଧନ୍ୟବାଦ ।
Good singer shakti sir🙏
ଏବେକାର ଗୀତରେ କିଛି ଦାମ ନାହିଁ
Shakti mishra sir nka sahita dekha heithila se bahut bhala loka bahut katha kahile
Sakti sir back karantu।❤😢
My favorite ❤❤❤❤❤ voice .
What a voice, host ❤
Best Singer👍
Shakti Mishra' s voice is very very nice.He is very very super singer.🎉🎉❤❤👍👍👌👌💯💯🙏🙏God bless both of you.
Bahut val lagila n sakshyatkar b
Jewel of dhenkanal 👌❤️
ଶକ୍ତି ଭାଇ ଆମ ଢେଙ୍କାନାଳ ର ଗର୍ବ ଗୌରବ 🙏🙏🙏🙏👌❤️
👍 Nice Voice.
ବିକାଶ ଭାଇଙ୍କ ଆଳାପ : --
ବାଦଲ ନାହିଁ, ନାଚେ ମୟୂର;
ପବନ ନାହିଁ, ଝୁମେ ପତର ।
ଫଗୁଣ ନାହିଁ, ଡାକେ କୋଇଲୀ...
ଏଇ ଗୀତରେ ପୁରସ୍କାର ପାଇଥିଲେ ।
Love u Shakti mishra
Skati bhai❤
ଓଡିଶା ମାଟିର ଗୌରବ ଶକ୍ତି ଭାଇ I କି କୁହୁକ ତାଙ୍କ ସ୍ୱରରେ!🙏 ସବୁ ନିର୍ଦ୍ଦେଶକ ତାଙ୍କୁ ସୁଯୋଗ ଦେବା ଉଚିତ I ଆପଣ ୟୁଟ୍ୟୁବ ଆରମ୍ଭ କରନ୍ତୁ I
Plz invite Kumar bapi, the legend
ଶକ୍ତି ମିଶ୍ର ଶେଷରେ ତାଙ୍କ ହିଟ୍ ଗୀତ ଗାଇଲେ :--
ଛୁଇଁ ଦେଇ କହୁଛୁ ମୋତେ ଛୁଅଁ ନା ।
ଭଲ ପାଇ କହୁଛୁ ଭଲ ପାଅ ନା ।
ଅବୁଝା ଏ ମନ ଝୁରେ ରାତି ଦିନ
ଖୋଜୁଥିଲି ଯାହାକୁ ମୁଁ ମୁଁ ମୁଁ
ସେଇ ଝିଅଟି ତୁ ତୁ ତୁ ।
ପରିବାର ଭିତରେ ଦରମା ବ୍ୟବସ୍ଥା । ବାପାଙ୍କ କଥାରେ ରାଗି ଘର ଛାଡ଼ି ଚାଲି ଯାଇଥିଲେ । ବାପା କିନ୍ତୁ ତାଙ୍କରି ହାତରେ ଗଲେ । ବାପାଙ୍କୁ ମିସ୍ କରୁଛନ୍ତି । କହିଲେ -- ବାପ ଥିଲେ ପୁଅ ରଜା । ଏବେ ପରିବାର ଦାୟିତ୍ଵ ତାଙ୍କର । ସ୍ତ୍ରୀ ଖୁବ୍ ଭଲ, ସହଯୋଗୀ । ପୁଅ ଚାକିରି କଲାଣି । ଝିଅକୁ ବାହା ଦେଇ ସାରିଛନ୍ତି ।
🎉❤😊
Please share your all romantic song plese
ତାଙ୍କର ବ୍ୟବସାୟ ଅଛି । ଏବେ ଗୀତ ତିଆରି କରୁଛନ୍ତି । ୟୁଟ୍ୟୁବରେ ଛାଡ଼ିବେ ।
Sabu Gita Hit
Odisara no one singar sakti misra
Dhenkanal ❤❤❤❤angul
Sakti babu jaha kahile tik kahile aaji kali gita mana ichha karuchanti kou singer kou hero pain shoot kariba seta dekhu nahanti
Sir ame mane chota belu janma hei hetu asiba pare apankna voice ru gita sunichu.eve bu sunuchi mariba jaye sunuthibu
କୁମାର ବାପିଙ୍କୁ ଆଣନ୍ତୁ , ଗୋଟିଏ ବି Interview ନାହିଁ ତାଙ୍କର
ବିବାହ କିପରି ହେଳା କହି ନାହାନ୍ତି ।
Sir music director Ajay Kumar sir ku dakantu studio ku
Ye hauchi real voice.aaji kali singer manakna bhali autotune voice nuha khas kari se dadara voice humane sagar ra
Kumar bapi interview?
Kumar bapi ku dakantu
Kumar bapi nku dakantu
Kumar.bapi.ki.daka.hau
Ebe b Shakti Mishra nka kantha re Shakti achhi.