5T Chairman Kartik Pandian criticizes BJP over Puri Sri Mandira parikrama project || KalingaTV

Поділитися
Вставка
  • Опубліковано 17 тра 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 252

  • @minatisahoo642
    @minatisahoo642 29 днів тому +40

    5T ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି.କେ ପାଣ୍ଡିଆନ ଓଡ଼ିଶାରେ ରୂପାନ୍ତରିତ କାର୍ଯ୍ୟକୁ ଶିଘ୍ର ତ୍ୱରାନ୍ୱିତ କରୁଛନ୍ତି ।

  • @DNS7960
    @DNS7960 29 днів тому +40

    CM nka lokapriyata?
    Hasa laguchi.
    Nabina ta 24 barsa hela odisha ku no 1 kariba boli kahuchi.
    Ebe pandu kahuchi odisha ku no 1 kariba.
    Tuma dwara kichhi habani.
    Ethara paribartana.

    • @VIBES_OD
      @VIBES_OD 29 днів тому

      rajya bahare bidesh bahare odisha CM ak number abe bi
      Auu kn ak number karibe feku michua bjp dolo
      Development dekhi sohi pari nahanti chiiiii😅

  • @FactsAttacks
    @FactsAttacks 29 днів тому +14

    ଭାଇ ଶୁଣନ୍ତୁ ଓଡ଼ିଶା ର ରାଜା ନବୀନ ଆମ ଓଡ଼ିଆ ପାଇ ଯାହା କରିବ ନବୀନ କରିବ କିନ୍ତୁ ଏଠୀ ତାମିଲ ଶାସନ ଚାଲିଛି
    ଯଦି ଏବେ b j p ନ ଆସି ବ ତାହେଲେ ତାମିଲ ଚୋର ଓଡିଶା କୁ ବିକି ଭାଙ୍ଗି ଖାଇ ଯିବ

    • @suniltanty2811
      @suniltanty2811 29 днів тому

      😂😂😂 Bjp bikideva ..pandyan buhe

    • @babulmohapatra5553
      @babulmohapatra5553 29 днів тому +1

      ଗୋଟେ ଏମିତି ଭୁଲ ପାଣ୍ଡିୟନ ର ଦେଖାଅ। ମୁଁ ଜଣେ BJD ସମର୍ଥକ କହୁଚି ନବୀନ ପଟ୍ଟନାୟକ ତକୁ ତାମିଲ ପଠେଇ ଦେବେ। ଜୟ ଜଗନ୍ନାଥ🚩🚩🚩ଜୟ ନବୀନ 💚💚💚💚

    • @patitapabandash2659
      @patitapabandash2659 24 дні тому

      Government change hela keta bhula bhariba se time re Jana padiba

    • @babulasa4482
      @babulasa4482 23 дні тому

      Beda helana

    • @rajathapathapa2480
      @rajathapathapa2480 15 днів тому

      Au tui kenu asichhu je odisha ke 1.number karbu re Babu tui pala kale kale 😂

  • @user-hl6ml2wo9z
    @user-hl6ml2wo9z 28 днів тому +2

    ସମ୍ବଲପୁରୀ ଶାଢୀରେ ଥିବା ଇକତ ଡିଜାଇନକୁ ସ୍ଵତନ୍ତ୍ର ପରିଚୟ ଦେବାକୁ ଦିଲ୍ଲୀରେ ଥିବା କୃଷି ଭବନର ଜିଜାଇନ ଏହି ସମ୍ବଲପୁରୀ ଶାଢୀ ଡିଜାଇନରେ କରାଯାଇଛି।

  • @buluraj5428
    @buluraj5428 29 днів тому +13

    25 year Thai tume kan karichha

    • @VIBES_OD
      @VIBES_OD 29 днів тому

      Tamaku jodi age 25 ru 30 year heithibo Jani paribo devlopment kn heichi
      1998 Maha batya pore kichi nathila odisha auu abe dekho kn heichi school hau ki Medical road Pani 80% kama heichi auu 20% kama hei nathibo

    • @manashnayak2794
      @manashnayak2794 4 дні тому

      ଜାଣିନୁ ବହୁତ କିଛି ହେଇଚି

  • @kishorchsrichandan307
    @kishorchsrichandan307 29 днів тому +9

    Dum achhi ta MSP 3100 kariki dekha

    • @babulmohapatra5553
      @babulmohapatra5553 29 днів тому +3

      ମୋଦୀ ଦିଲ୍ଲୀ ରେ ଚାଷୀ ମାନଙ୍କୁ ଗାଡ଼ି ଚଢାଉ। ଓଡ଼ିଶାରେ କେମିତି ବଢିବ

    • @hardworkneverdies5679
      @hardworkneverdies5679 29 днів тому +1

      ମୂର୍ଖ ବିଜେପି 800 ଚାଷୀ କୁ ମାରିକି ଏଥି msp ଚିନ୍ତା ..

    • @mskpapuboss2691
      @mskpapuboss2691 29 днів тому

      ​@@hardworkneverdies5679kebe marila dekhichu

  • @user-hl6ml2wo9z
    @user-hl6ml2wo9z 28 днів тому +1

    ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କର ସୁବିଧା ପାଇଁ ରାସ୍ତା ଘାଟ ସ୍ୱାସ୍ଥ୍ୟ ଶିକ୍ଷା ବିଜୁଳି ଏବଂ ଗମନାଗମନର ବିକାଶ କରିବା ସହିତ ଓଡିଶାର ପ୍ରତିଘରକୁ ପାଇପଯୋଗେ ପିଇବା ପାଣି ଯୋଗାଇ ଦେଇଛନ୍ତି।

  • @user-ij5ic2ck8h
    @user-ij5ic2ck8h 28 днів тому +5

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଅଗ୍ରଗତି ପାଇଁ ନିଜ ତତ୍ତ୍ଵାବଧାନରେ ବାରମ୍ବାର କାର୍ଯ୍ୟର ସମୀକ୍ଷା କରିଛନ୍ତି ବାବୁ ପାଣ୍ଡିୟାନ

  • @LDAS-rj3ys
    @LDAS-rj3ys 28 днів тому +1

    25ବର୍ଷ ଗୁଜୁରାଟରେ ସରକାର ଥାଇ କାହିଁକି ଗୁଜୁରାଟ କୁ ଏକ ନମ୍ବର କରି ପାରିଲେ ନାହିଁ ସେଥିପାଇଁ ବିରୋଧୀଙ୍କୁ ଏହି ପ୍ରଶ୍ନ କରିଛନ୍ତି!

  • @user-hl6ml2wo9z
    @user-hl6ml2wo9z 28 днів тому +1

    ଲୋକ ଙ୍କ ପାଇଁ ଆଗେ ନିଜେ କାମ କର ତା ପରେ ଅନ୍ୟ ର କାର୍ଯ୍ୟ କୁ ସମାଲୋଚନା କରିବେ ଧର୍ମେନ୍ଦ୍ର ବାବୁ l

  • @LDAS-rj3ys
    @LDAS-rj3ys 28 днів тому +1

    ଗତପଞ୍ଚାୟତ ନିର୍ବାଚନରେ ବିଜେଡି ତିରିଶ ଜିଲ୍ଲା ରୁ ତିରିଶ ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ନିଜ ଆୟତରେ ଏଖିଥିଲା ସେଥିପାଇଁ ବିଜେପି ଦଳର ନେତା ମାନେ ଏ ନିର୍ବାଚନ ରେ ହନ୍ତସନ୍ତ ହେଉଛନ୍ତି!

  • @LDAS-rj3ys
    @LDAS-rj3ys 28 днів тому +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ 9ଇସ୍ତା ହାରରେ ବିଜେପି ଛତ୍ର ଭଙ୍ଗ ହୋଇଛି ସେଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କନାମରେ ସମାଲୋଚନା କରୁଛନ୍ତି!

  • @user-fi1ry3un3f
    @user-fi1ry3un3f 29 днів тому

    ପୁରୀ ପରୀକ୍ରମା ପ୍ରକଳ୍ପର ଉନ୍ନତି କୁ ଦେଖି ବଜେପି ଦଳ ସହି ନ ପାରି ବାଉଳି ଚାଉଳି ହେଉଛନ୍ତି ସେଥିପାଇଁ ଏମିତି ମିଛ କଥା କହୁଛନ୍ତି।

  • @user-nl9nz7lm9n
    @user-nl9nz7lm9n 29 днів тому +1

    ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବାବୁ ଆଗ ସ୍ପଷ୍ଟ କରନ୍ତୁ ସେ ଅସାମକୁ ନାଁ ଓଡ଼ିଶା କୁ ଏକ ନମ୍ବର ରାଜ୍ୟ କରିବେ ତାହା ସ୍ଥିର କରନ୍ତୁ |

  • @user-ij5ic2ck8h
    @user-ij5ic2ck8h 28 днів тому +1

    ୟେ ବର୍ଷ ସାରା ଆସନ୍ତି ନାହିଁ ଓଡ଼ିଶା ଯେମିତି ନିର୍ବାଚନ ସମୟ ଆସିଯାଏ ସେମିତି ମିଡ଼ିଆ ସାମ୍ନାରେ ବସିକି ଏମିତି ଘୃଣା ପ୍ରଚାର କରିବା ଆରମ୍ଭ କରିଦିଅନ୍ତି ଆଉ ଓଡ଼ିଶାଵାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧ କରିବାକୁ ଚେଷ୍ଟା କରନ୍ତି।

  • @user-hl6ml2wo9z
    @user-hl6ml2wo9z 28 днів тому +1

    ଓଡିଶା ରେ ଶିକ୍ଷା ରୁ ନେଇ ସ୍ୱାସ୍ଥ୍ୟ ସବୁ ଦାୟିତ୍ୱ ବହନ କରିଛନ୍ତି ଆମ ନବୀନ ସରକାର କିନ୍ତୁ ଧର୍ମେନ୍ଦ୍ର ବାବୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଥାଇ ବି ଗୋଟାଏ କେନ୍ଦ୍ରୟୀ ବିଦ୍ୟାଳୟ ଟିଏ କରିପାରିଲେ ନାହିଁ l

    • @sonusunu2229
      @sonusunu2229 25 днів тому

      Report dekhi kahucha ...khalire kai gapucha

  • @minatisahoo642
    @minatisahoo642 29 днів тому +10

    5T ଅଧ୍ୟକ୍ଷଙ୍କ ପରିଚାଳନାରେ ଓଡ଼ିଶା ଵିକାଶ ଶିଖର ଛୁଇଁଛି ।

  • @LDAS-rj3ys
    @LDAS-rj3ys 28 днів тому +3

    25ବର୍ଷ ଗୁଜୁରାଟରେ ସରକାର ଥାଇ କାହିଁକି ଗୁଜୁରାଟ କୁ ଏକ ନମ୍ବର କରି ପାରିଲେ ନାହିଁ ସେଥିପାଇଁ ବିରୋଧୀଙ୍କୁ ଏହି ପ୍ରଶ୍ନ କରିଛନ୍ତି!ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ 9ଇସ୍ତା ହାରରେ ବିଜେପି ଛତ୍ର ଭଙ୍ଗ ହୋଇଛି ସେଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କନାମରେ ସମାଲୋଚନା କରୁଛନ୍ତି!

  • @LDAS-rj3ys
    @LDAS-rj3ys 28 днів тому +4

    ବିଜେପି ଦଳର ନେତା ମାନେ ନିଷ୍ପତ୍ତି ନିୟନ୍ତୁ କେଉଁ ରାଜ୍ୟକୁ ଆଗେ ଏକ ନମ୍ବର କରିବେ ଏହାର ଉତ୍ତର ଦିଅନ୍ତୁ!

  • @KUSHAMUNDA-dq2vo
    @KUSHAMUNDA-dq2vo 23 дні тому +1

    Ae jiba

  • @umeshmahapatra7331
    @umeshmahapatra7331 29 днів тому +1

    ବିଜେପି ଦଳ କେବେହେଲେ ଚାହିଁନାହିଁ ଓଡିଶା ର ବିକାଶ ହେଉ କି ଲୋକ ସୁବିଧା ପାନ୍ତୁ ସେ କେବଳ ନିଜ ସ୍ୱାର୍ଥ ଦେଖନ୍ତି

    • @JosephBunny-vi8hj
      @JosephBunny-vi8hj 24 дні тому

      Sadhe tini lakhya koti deichi BJP janicha kuade gala jala yojana pain 10 hajaar koti deichi BJP kuade gala pacharicha pradhan mantri abas ghara asithila setiki ku pandu biju pakka ghara baneichi au daba kuadu bjp khali dekhiki kuha

  • @user-hl6ml2wo9z
    @user-hl6ml2wo9z 28 днів тому

    ଦୂର ଦୃଷ୍ଟି ସମ୍ପନ୍ନ ଉଚ୍ଚ ଚିନ୍ତାଧାରା ତଥା ଦୃଢ଼ କାର୍ଯ୍ୟ ଦକ୍ଷତା ଦ୍ଵାରା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାଜିଛନ୍ତି ଆମ ନବୀନ ସରକାର।

  • @niranjanbehera2946
    @niranjanbehera2946 29 днів тому +1

    Naven pattnaik jemiti sobu dist ku number 1 koruche.

  • @user-hl6ml2wo9z
    @user-hl6ml2wo9z 28 днів тому

    କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ଗୁରୁତ୍ୱ ପୁର୍ଣ ବିଭାଗ ରେ ଅବସ୍ଥାପିତ ଅଛନ୍ତି, କିନ୍ତୁ ଦୁଃଖର ବିଷୟ ଯେ ଓଡିଶା କେବଳ ତାଙ୍କ ପ୍ରଚାର ରେ ପ୍ରାଧାନ୍ୟ ପାଇଛି କାର୍ଯ୍ୟ ରେ ନୁହେଁ l

  • @user-gi4ix1ss9j
    @user-gi4ix1ss9j 28 днів тому

    ଶ୍ରୀ ଜଗନ୍ନାଥ ଏବଂ ଓଡ଼ିଶା ବାସୀଙ୍କ ଆଶୀର୍ବାଦ ରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଜୁନ 9ତାରିଖରେ 11.30ରୁ 1.30ମଧ୍ୟରେ ଶପଥ ନେବାକୁଯାଉଛନ୍ତି!

  • @user-ij5ic2ck8h
    @user-ij5ic2ck8h 28 днів тому

    ଓଡ଼ିଶା ର ବିଭିନ୍ନ ବିକାଶ ମୁଳକ କ୍ଷେତ୍ରର ଭିତ୍ତିଭୂମି କୁ ସୁଦୃଢ କରିବା ଦିଗରେ ପାଣ୍ଡିଆନ ସାର ଙ୍କ ଅବଦାନ ଓଡ଼ିଶା ରେ ଇତିହାସ ସୃଷ୍ଟି କରିଛି।

  • @madhabpadhan7892
    @madhabpadhan7892 29 днів тому +9

    ଜୟ ବିଜେଡି ଜୟ ମା ସମଲେଇ

  • @PavitraMahanand-fc4yv
    @PavitraMahanand-fc4yv 18 днів тому

    Bahut thik katha kahile pandian sir

  • @user-hl6ml2wo9z
    @user-hl6ml2wo9z 28 днів тому +2

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ସତ କିନ୍ତୁ ଏପର୍ଯ୍ୟନ୍ତ ରାଜନୀତିରେ ତାଙ୍କର ଅଭିଜ୍ଞତା ଓ ଦକ୍ଷତା ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ବହୁତ କମ୍।ଆକାଶ ପାତାଳ ର ଫରକ୍ ରହିଛି।

  • @user-gi4ix1ss9j
    @user-gi4ix1ss9j 28 днів тому

    ଆସାମ ର ମୁଖ୍ୟମନ୍ତ୍ରୀ ହେମନ୍ତ ବାବୁ ଆଗ ସ୍ପଷ୍ଟ କରନ୍ତୁ ସେ ଆସାମକୁ ନାଁ ଓଡ଼ିଶା କୁ ଏକ ନମ୍ବର ରାଜ୍ୟ କରିବେ ତାହା ସ୍ଥିର କରନ୍ତୁ!

  • @minatisahoo642
    @minatisahoo642 29 днів тому +3

    😮ସତ୍ୟ ପଥ ରେ ଥିବା ନେତା ମାନେ କେବଳ ଶ୍ରେଷ୍ଠ ସ୍ଥାନ ରେ ରୁହନ୍ତିନି ଅନେକ ଭଲ କାମ ଏବଂ ସମାଜ ର ବିକାଶ କରେଇଥାନ୍ତି।
    ସଚିବ କାର୍ତିକ ପାଣ୍ଡିଆନ ଏହାର ଏକ ଜୁଳାନ୍ତ ଉଦାହରଣ।

  • @umeshmahapatra7331
    @umeshmahapatra7331 29 днів тому

    ବିଜେପି ସରକାର ଜାଣି ପାରୁନି କୋଉ ରାଜ୍ୟକୁ ନମ୍ବର 1 ରାଜ୍ୟ କରିବ ହେଲେ ସବୁ ରାଜ୍ୟରେ କହୁଛନ୍ତି ନମ୍ବର 1 ରାଜ୍ୟ କରିବେ ବୋଲି ଯୋଉ ଦଳର କଥା ଠିକ ନାହିଁ ସେ କଣ ଲୋକଙ୍କ ସ୍ବପ୍ନ ପୂରଣ କରିବେ

  • @ramchadramunda2817
    @ramchadramunda2817 2 дні тому

    Odisha no 1

  • @user-np8zn8im4n
    @user-np8zn8im4n 29 днів тому

    ଟାଟା ପାୱାର (Tpwodl) କହୁଚି ଗୋଟିଏ ପରିବାର କୁ ଗୋଟାଏ କାନେକ୍ସ୍ରଣ ହି ଦିଆହାବ ପରିବାର ଅନ୍ୟ ସଦ୍ୟସ କୁ ଦୀୟାହବ ନାହିଁ

  • @user-hl6ml2wo9z
    @user-hl6ml2wo9z 28 днів тому

    ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର କେନ୍ଦ୍ର ସହ ମିଶି ବେଆଇନ ଆଡ଼ିବନ୍ଧ ଓ ଡ୍ଯାମ ନିର୍ମାଣ କଲେ ରାଜ୍ୟ ସରକାର ବିରୋଧ କରି ଏକ ଟ୍ରିବ୍ଯୁନାଲ ଗଠନ କରିଥିଲେ ସେଥିରେ ବିରୋଧ କରିଥିଲେ କେନ୍ଦ୍ର ସରକାର।

  • @umeshmahapatra7331
    @umeshmahapatra7331 29 днів тому

    ବିଜେପି ଦଳ ଆଜି ଯାଏ ଯାହା ପ୍ରତିଶୃତି ଦେଇଛି ଆଜି ଯାଏ ପୂରଣ କରିନି ହେଲେ ନବୀନ ବାବୁ ଯାହା କୁହନ୍ତି ତାହା କରିକି ଦେଖାନ୍ତି

  • @user-nl9nz7lm9n
    @user-nl9nz7lm9n 28 днів тому

    ମହାପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଶା ବାସୀଙ୍କ ଆଶୀର୍ବାଦରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଜୁନ ୯ତାରିଖ ୧୧.୩୦ରୁ ୧.୩୦ମଧ୍ୟରେ ଶପଥ ନେବାକୁ ଯାଉଛନ୍ତି |

  • @user-gi4ix1ss9j
    @user-gi4ix1ss9j 28 днів тому

    ଓଡିଶାକୁ ଏକ ନୁମ୍ବର କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ କହୁଛନ୍ତି ହେଲେ ଆସାମ ରେ କଣ କରିବେ!

  • @LDAS-rj3ys
    @LDAS-rj3ys 28 днів тому

    ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପରେ ମୋଟ ଖର୍ଚ୍ଚ ତିନି ହଜାର ପଚାଶ କୋଟି ଟଙ୍କା ଖର୍ଚ୍ଚ ହୋଇଛି!

  • @user-hl6ml2wo9z
    @user-hl6ml2wo9z 28 днів тому

    ଧର୍ମେନ୍ଦ୍ର ବାବୁ ଜଣେ ବଡ଼ ଅପାରଗ ଶିକ୍ଷା ମନ୍ତ୍ରୀ କେବଳ ବଡ଼ ବଡ଼ ଭାଷଣ ମାରି କଥାକହିବା ଛଡା ଅନ୍ୟ କିଛି କାଯ୍ୟରେ ନୁହନ୍ତି l

  • @LDAS-rj3ys
    @LDAS-rj3ys 28 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଲୋକ ପ୍ରିୟତା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି ଓଡ଼ିଶାକୁ ଏକ ନମ୍ବର କରବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହୁ ଛନ୍ତି ତେବେ ଆସାମ ରେ କଣ କରିବେ!

  • @umeshmahapatra7331
    @umeshmahapatra7331 29 днів тому

    ବିଜେପି ଦଳ ନେତା ଏକ ହୀନ ରାଜନୀତି କରୁଛନ୍ତି ଓଡିଶା ରେ ସେମାନେ କେବଳ ନିଜ ସ୍ୱାର୍ଥ ହାସଲ ପାଇଁ ଓଡିଶା କୁ ଆସନ୍ତି

  • @MishraMajhi-qn8nq
    @MishraMajhi-qn8nq 29 днів тому

    Right sir

  • @umeshmahapatra7331
    @umeshmahapatra7331 29 днів тому

    ଓଡିଶା ବାସି କେବଳ ନବୀନ ବାବୁଙ୍କୁ ଭଲପାଉ ଆମ ଓଡିଶା ବାସୀଙ୍କ ଆସ୍ଥା ବିଶ୍ଵାସ ହେଉଛନ୍ତି ନବୀନ ବାବୁ

  • @kabichandrasethi9432
    @kabichandrasethi9432 27 днів тому

    ନବୀନ ମୋଦି ଚାଉଳକୁ ମୁଁ ଦଉଛି କହୁଥିଲା ଏବେ କାହିଁ କହୁନିତ ମୁଁ ଦଉଛି, ବ୍ୟାଗ୍ ରେ କଣ ବାଳ ବେପାର ହବ? ଡାକ୍ତର ଖାନା ରେ ଡାକ୍ତର ନାହିଁ, ବିଦ୍ୟାଳୟରେ ଶିକ୍ଷକ ନାହିଁ, ନାରୀକୁ ସୁରକ୍ଷା ନାହିଁ, ବଳାତ୍କରୀ କୁ ସୁରକ୍ଷା ଦେବା କଣ ବିକାଶ, ଦ୍ଧିକ୍ ଓଡ଼ିଆ ଦ୍ଧିକ୍

  • @AlokPaikeray
    @AlokPaikeray 24 дні тому

    Right

  • @maneswarsabar1343
    @maneswarsabar1343 15 днів тому

    👏👏👏👏👏👏

  • @KanhucharanaBhoi
    @KanhucharanaBhoi 29 днів тому +4

    Bjp zindabad

  • @user-gi4ix1ss9j
    @user-gi4ix1ss9j 28 днів тому

    ପୁରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତିନି ହଜାର ପଚାଶ କୋଟି ଟଙ୍କା ଖର୍ଚ୍ଚ ହିସାବ ଦେଇଛନ୍ତି କିନ୍ତୁ ବିରୋଧୀ ଚାରି ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମିଛ କହୁଛନ୍ତି!

  • @LDAS-rj3ys
    @LDAS-rj3ys 28 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଲୋକ ପ୍ରିୟତା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି ଓଡ଼ିଶାକୁ ଏକ ନମ୍ବର କରବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହୁ ଛନ୍ତି ତେବେ ଆସାମ ରେ କଣ କରିବେ!ଗତପଞ୍ଚାୟତ ନିର୍ବାଚନରେ ବିଜେଡି ତିରିଶ ଜିଲ୍ଲା ରୁ ତିରିଶ ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ନିଜ ଆୟତରେ ଏଖିଥିଲା ସେଥିପାଇଁ ବିଜେପି ଦଳର ନେତା ମାନେ ଏ ନିର୍ବାଚନ ରେ ହନ୍ତସନ୍ତ ହେଉଛନ୍ତି!

  • @umeshmahapatra7331
    @umeshmahapatra7331 29 днів тому

    ବିଜେପି ଆଜି ଯାଏ ଓଡିଶା ପାଇଁ କିଛି କରିନାହିଁ କି କରିପାରିବନି ସେ କେବଳ ବଡ ବଡ କଥା କହିବା ଜାଣିଛି

  • @user-fi1ry3un3f
    @user-fi1ry3un3f 29 днів тому

    ବିଜେପି 2024ନିର୍ବାଚନ ରେ ବିଜେଡି ପାଖରୁ ହାରିବ ବୋଲି ଜାଣି ସାରିଛି ସେଥିପାଇଁ ଏମିତି ମିଛ ଏବଂ ବାହାସସ୍ପଟ କଥା କହିବା ଆରମ୍ଭ କରିଛି।

  • @budupradhan
    @budupradhan 29 днів тому

    କେଉଁ ରାଜ୍ୟ କୁ ଓଡ଼ିଶାର ଲୋକମାନେ ଅଧିକ ଦାଦନ ଖଟିବାକୁ ଯାଉଛନ୍ତି।
    ୧ ଗୁଜୁରାଟ(ସୁରଟ)
    ୨ ମହାରାଷ୍ଟ୍ର
    ୩ ଆନ୍ଧ୍ରପ୍ରଦେଶ।

  • @sasmitapani9439
    @sasmitapani9439 24 дні тому

    Pandian sir is right . He is for development of Orissa.

  • @user-fi1ry3un3f
    @user-fi1ry3un3f 29 днів тому

    ବିରୋଧୀ ବିଜେପି ଦଳ ର ନେତା ମାନେ କରୁଥିବା ମିଥ୍ୟା ପ୍ରଚାର କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ ମନା କରିଛନ୍ତି l

  • @minatisahoo642
    @minatisahoo642 29 днів тому

    5t ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆ ସାର ନିଃସ୍ଵାର୍ଥପର ଭାବରେ ଆମ ଓଡ଼ିଶା ବାସୀଙ୍କର ସେବା କରି ଚାଲି ଆସିଛନ୍ତି।

  • @user-ij5ic2ck8h
    @user-ij5ic2ck8h 28 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ କଥା କମ କାମ ବେଶୀ ରେ ବିଶ୍ୱାସ କରନ୍ତି।ସେଥିପାଇଁ ଓଡ଼ିଶା ର ଜନତା ବିଗତ ୨୫ ବର୍ଷ ଧରି ତାଙ୍କୁ ମୁଖ୍ୟମନ୍ତ୍ରୀ କରି ଆସୁଛନ୍ତି।ତେଣୁ ବିରୋଧୀ ବିଜେପି ଯେତେ ଚେଷ୍ଟା କରିଲେ କିଛି ଲାଭ ପାଇବେ ନାହିଁ।

  • @user-gi4ix1ss9j
    @user-gi4ix1ss9j 28 днів тому

    ବିଜେପି ଦଳକୁ ନିର୍ବାଚନ ହାରିବା ଭୟ ଘାରି ଲାଣି ସେଥି ପାଇଁ ସେମାନେ ମିଛ କହୁଛନ୍ତି!

  • @minatisahoo642
    @minatisahoo642 29 днів тому

    5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କ ଜୀବନୀ ଆଜିର ସମାଜ ର ପିଲା ମାନଙ୍କୁ ଅଧିକ ପ୍ରେରଣା ଯୋଗାଇବ ଜୀବନରେ ସଫଳତା ପାଇବା ପାଇଁ!

  • @user-nl9nz7lm9n
    @user-nl9nz7lm9n 28 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇସ୍ତାହାରରେ ବିଜେପି ଚ୍ଛିନ ବିଚ୍ଛିନ ହୋଇଯାଇଛନ୍ତି ତେଣୁ ସେମାନେ ନବୀନ ବାବୁଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି |

  • @user-ij5ic2ck8h
    @user-ij5ic2ck8h 29 днів тому

    ଓଡିଶା ର ଧାର୍ମିକ ସ୍ଥଳୀ ଓ ଐତିହ୍ୟ ସ୍ଥଳୀ ର ରୂପାନ୍ତର ଓ ଉନ୍ନତି କରଣ କରିବାର ମୁଖ୍ୟମନ୍ତ୍ରୀ ଙ୍କ ଭିଜନ କୁ ସାକାର ରୂପ ଦେଇଛନ୍ତି ଭି କେ ପାଣ୍ଡିଆନ!

  • @user-gi4ix1ss9j
    @user-gi4ix1ss9j 28 днів тому

    ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଓଡ଼ିଶା ବାସୀଙ୍କୁ ବହୁତ ପ୍ରତିଶୃତି ଦେଇ ଥିଲେ ହେଲେ କିଛି କରିପାରିଲେ ନାହିଁ!

  • @LDAS-rj3ys
    @LDAS-rj3ys 28 днів тому

    ବିଜେପି ଦଳର ନେତା ମାନେ ଓଡ଼ିଶା ରେ ହୀନ ରାଜନୀତି କରନ୍ତି କେତେଦିନ ଆଉ କରିବେ!

  • @user-og9xo9lj6q
    @user-og9xo9lj6q 24 дні тому

    ସରକାରୀ ଚାକିରୀଆ ମାନଙ୍କୁ ଆଗ ପେନସନଭୋଗୀ କର

  • @user-nl9nz7lm9n
    @user-nl9nz7lm9n 29 днів тому

    ଆଜି ବିଜେପିର ଶ୍ରୀମନ୍ଦିରକୁ ନେଇ ମିଥ୍ୟା ଅଭିଯୋଗର ପର୍ଦାଫାଶ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ |

  • @user-fi1ry3un3f
    @user-fi1ry3un3f 29 днів тому

    ବିଜେପି ସରକାର ଆଜି ଯାଏ କୋଉଠି ସୋଇଥିଲା ଆଜି ମାନେ ପଡିଲା ଓଡ଼ିଆ ବାସୀଙ୍କ କଥା, ଏବେ ନିର୍ବାଚନ ଆସିଲା ବୋଲି ଓଡିଶା ଆସିଲେ କେନ୍ଦ୍ର ସରକାର

  • @RengaboiSimadri
    @RengaboiSimadri 23 дні тому

    Thik kahichanthi sir

  • @user-gi4ix1ss9j
    @user-gi4ix1ss9j 28 днів тому

    ବିଜେପି ସରକାରଙ୍କୁ ଉଚିତ ଜବାବ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ସାରା ସମ୍ବଲପୁର ବାସୀ!

  • @DocTapan
    @DocTapan 29 днів тому +1

    Dum achhi ta Tamilnadu re jai ki election re contest karantu.....
    Nije ta Tamilnadu ru asi odisha ra bikash katha kahuchhanti...

    • @VIBES_OD
      @VIBES_OD 29 днів тому

      Pandian tamil odisha kendrapara juinn
      Aparajita sarangi bihari
      Dharmendra Pradhan ra wife himanchal
      Auu kn kahibi bhai development dekho kn heichi odisha re
      Tamaku jodi age 25 ru 30 year heithibo Jani paribo devlopment kn heichi
      1998 Maha batya pore kichi nathila odisha auu abe dekho kn heichi school hau ki Medical road Pani 80% kama heichi auu 20% kama hei nathibo

  • @LDAS-rj3ys
    @LDAS-rj3ys 28 днів тому

    ବିଜେପି ଦଳର ନେତା ମାନେ ଓଡ଼ିଶା ରେ ହୀନ ରାଜନୀତି କରନ୍ତି କେତେଦିନ ଆଉ କବିଜେପି ଦଳର ନେତା ମାନେ ଓଡ଼ିଶା ରେ ହୀନ ରାଜନୀତି କରନ୍ତି କେତେଦିନ ଆଉ କରିବେ!ରିବେ!

  • @minatisahoo642
    @minatisahoo642 29 днів тому +4

    ବିରୋଧୀ ଦଳ ଯେତେ ଜଳିଲେ କଣ ହବ ଓଡିଶା ର ରୂପାନ୍ତରଣରେ ବିଜୁ ଜନତା ଦଳ ର ନବୀନ ବାବୁ ଏବଂ ସଚିବ ପାଣ୍ଡିଆନ ଏକ ମାଇଲ ଖୁଣ୍ଟ ଭାବରେ ଠିଆ ହେଇ ସମସ୍ତ ଦୁଃଖିଙ୍କ କଥା ବୁଝୁବା ସହ ଓଡିଶା ର ବିକାଶ ରେ ଲାଗିପଡିଛନ୍ତି।

  • @PravakarPravakar-xd6qh
    @PravakarPravakar-xd6qh 13 днів тому

    I love you pandian sir ❤❤❤❤❤❤❤❤❤❤❤❤❤❤❤

  • @user-fi1ry3un3f
    @user-fi1ry3un3f 29 днів тому

    ବିରୋଧୀ ଦଳ ନବୀନ ସରକାରଙ୍କ ବିକାଶ କାର୍ଯ୍ୟ ଦେଖି ପାଗଳ ହୋଇଗଲେଣି, ତେଣୁ ଏମିତି ପ୍ରଳାପ କରିବା ସ୍ୱାଭାବିକ.

  • @umeshmahapatra7331
    @umeshmahapatra7331 29 днів тому

    କେନ୍ଦ୍ର ସରକାର ଆଜି ଯାଏ ଲୋକଙ୍କ ପାଖକୁ ଆସୁନଥିଲେ ହେଲେ ଏବେ କଣ ପାଇଁ ଆସୁଛନ୍ତି ଓଡିଶା ବାସୀଙ୍କ ପାଖକୁ କଣ କାମ ପଡିଲା ବୋଲି

  • @tofanjena8373
    @tofanjena8373 27 днів тому

    ସବୁ ଫୁଲ

  • @BidesiPradhan86
    @BidesiPradhan86 29 днів тому

    ଆଗ କହ ଗୁଜୁରାଟ ରୁ ଆସି ଓଡିଶା ରେ କାମ କରୁଚତି ଓଡିଶା ରୁ ଗୁଜରାଟ ଜାଉଛତି

  • @user-fi1ry3un3f
    @user-fi1ry3un3f 29 днів тому

    ବିଜେପି ସରକାର କେବଳ ମିଛ କଥା କୁହେ ଓଡିଶା ବାସୀଙ୍କୁ ହେଲେ କିଛି ସୁବିଧା କରିନହିଁ ଓଡିଶା ପାଇଁ

  • @rahulsatapathy07
    @rahulsatapathy07 29 днів тому

    Dhamak ra karjya bjp ku sobha dia BJD ku nuha .

  • @GurunKamar-sn1rc
    @GurunKamar-sn1rc 13 днів тому

    ❤❤❤❤❤❤❤

  • @kabichandrasethi9432
    @kabichandrasethi9432 27 днів тому

    BJD ବାଲା ଯାହା କହିଛନ୍ତି କରିଛନ୍ତିକି, ବ୍ୟାନର ମାରି ଫଲ୍ସ ବିଲ୍ ଉଥାଉଛ, ଖାଲି ଗୋଇଠା ଖାଇବ

  • @alfaomega2733
    @alfaomega2733 29 днів тому

    Coal, mine, khani sabu adani ku dei hauni athipain BJP apa pracharara karuchhanti 😅

  • @BramhanandaPadihari-eb2qe
    @BramhanandaPadihari-eb2qe 29 днів тому

    Sir public ku eka dekha carnation milk and y

  • @user-nf4eg2pz3i
    @user-nf4eg2pz3i 24 дні тому

    Now you mad for oppose the opposite

  • @pravakarsasmal4206
    @pravakarsasmal4206 29 днів тому

    Pandian nka quest ra perfect jabab deiparunahanti BJP...... Janata seita bujhunahanti

  • @patitapabandash2659
    @patitapabandash2659 24 дні тому

    Bhaimane gujrat 1 number haini
    But 25 year ame gujrat jaiki
    Kama karucha
    Kain 25 year odisha ku
    Ku jugrat loka mane asi ki
    Kama kariba dekhichanti ki

  • @kishorkumarswain9358
    @kishorkumarswain9358 24 дні тому

    ବିଜେଡ଼ି ତାମିଲ୍ ହଟାଅ ଓଡ଼ିଶା ବଞ୍ଚାଅ

  • @user-ij5ic2ck8h
    @user-ij5ic2ck8h 28 днів тому +2

    ବିଜେପିର ଏ ସବୁ ଗୁଣ ପାଇଁ ଲୋକେ ଆଦୌ ପାଖ ପୂରାଉ ନାହାନ୍ତି କି ଆଗକୁ ପୂରାଇବେନି ମଧ୍ୟ

  • @user-dg6pj4wf8u
    @user-dg6pj4wf8u 24 дні тому

    BJP ଦଳ ସବୁ ମିଛ ପ୍ରତଶ୍ରୁତି ଦେଉଛନ୍ତି BJD jindabad👍👍

  • @AkshayaPanigrahi-su7ft
    @AkshayaPanigrahi-su7ft 15 днів тому

    Kalinga tv ku kete mili chi

  • @patitapabandash2659
    @patitapabandash2659 24 дні тому

    Navin babu nka 25 years ra
    Sasana kala re sabu bhai mane
    Surat..mubai Bangalore jauchanti
    Au jadi 5 year bjd government asiba
    Ta sabu bhai mane uganda jibe

  • @sanjaytudu5788
    @sanjaytudu5788 29 днів тому

    ଓଡିଶା ନୁହେଁ ତାମିଲନାଡୁ 1 ନମ୍ବର ହେଲା

  • @randomhuman8802
    @randomhuman8802 23 дні тому +1

    Bye bye Veshiya srkar of blw job dal

  • @user-hl6ml2wo9z
    @user-hl6ml2wo9z 28 днів тому +1

    ଓଡିଶା ରେ ଶିକ୍ଷା ରୁ ନେଇ ସ୍ୱାସ୍ଥ୍ୟ ସବୁ ଦାୟିତ୍ୱ ବହନ କରିଛନ୍ତି ଆମ ନବୀନ ସରକାର ଗରିବ ଙ୍କ ଆଶା ବାଡ଼ି ହୋଇ ସେ ଛିଡ଼ାହୋଇଛନ୍ତି।

    • @samratstudios
      @samratstudios 19 днів тому

      ଶିକ୍ଷ୍ୟା ନା ବାଳ, ଶିକ୍ଷ୍ୟା ନାରେ ରାଲି ,ମିଟିଂ, ଡାନ୍ସ ର ଯାତ୍ରା ଚାଲେଇଛ

  • @satyabratasahoo7028
    @satyabratasahoo7028 29 днів тому +1

    JAY JAGANATH JAY SANKHA JAY ODISHA JAY BJD JAY CM NAVEEN PATNAIK SIR JAY VK PANDIAN SIR JAY PRANAB PRAKASH DAS SIR 🙏🙏🙏

  • @samratstudios
    @samratstudios 19 днів тому

    ପେଣ୍ଟ ତତେ ବାଳ, ତୁ ଜାଣିଛୁ ମୋ ପେଳ 🤭😜

  • @user-ij5ic2ck8h
    @user-ij5ic2ck8h 29 днів тому +1

    ରାଜ୍ୟ ର ବିକାଶ ଓ ସମୃଦ୍ଧିର ବାସ୍ତବତା ର ଦୃତ ଅଗ୍ରଗତି ଦେଖି ରାଜ୍ୟ BJP ଦଳ ନିରାଶ ହୋଇ ପାଗଳଙ୍କ ଭଳି ପ୍ରଳାପ କରୁଛି।

  • @SanjyaRout-yt6mw
    @SanjyaRout-yt6mw 29 днів тому

    ଓଡ଼ିଶା ବାସୀ ଏକ ହୁଏ

  • @cngtanaygameng3592
    @cngtanaygameng3592 29 днів тому +2

    Odisha ru BJD ku Kiya bhi horai paribo nahi 🙏💚💚 Jay BJD💚💚👍

  • @radhakantamahakur3164
    @radhakantamahakur3164 29 днів тому

    Pandian is an I AS .He is right.

  • @maheswarbadatyamasm9616
    @maheswarbadatyamasm9616 29 днів тому

    seita odisha loke prasna karibe ,tamaku kene? tame tamilnadu jaao tama rajyaku 1 no karuna he pandia babu ! prathame nijaku sambhala ?tame ta odishare aasi looti khauchha .