Key meeting held in Puri to finalise date for Pana Sankranti

Поділитися
Вставка
  • Опубліковано 10 вер 2024
  • ଏଥର ଓଡ଼ିଆ ନୂଆବର୍ଷ ଏପ୍ରିଲ ୧୩ରେ ନା ୧୪ରେ ? ପଞ୍ଜିକାରେ ପଣା ସଂକ୍ରାନ୍ତିର ଭିନ୍ନ ଭିନ୍ନ ତାରିଖକୁ ନେଇ ଦ୍ବନ୍ଦ୍ବ। ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ବିଗିଡ଼ିବା ଆଶଙ୍କା। ଆସନ୍ତା ୧୨ ତାରିଖ ବୈଠକରେ ନିଷ୍କର୍ସ ବାହାରିବା ସମ୍ଭାବନା। ଏ ବର୍ଷ ବି ପଡୁଛି ୧୩ ଦିନ ଅଣସର, ୪ଦିନ ପଞ୍ଚୁକ
    #New #Panjika #Panji #controversy #Odisha #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 10

  • @prasantapattanaik862
    @prasantapattanaik862 7 місяців тому +2

    ଅପ୍ରେଲ ୧୪ ହିଁ ପଣା ସଂକ୍ରାନ୍ତି ହୁଏ ଓ ହେବ।ରବି ଚଳନ ରାତିରେ ହେଲେ କଣ ହେବ ଆମେ ତ ରାତିରେ ଶୋଇଥିବୁ। ଆରଦିନ ରବି ଥିବେ।ତେଣୁ ରବିଙ୍କ ପୂଜା ଯେହେତୁ ହୁଏ ଏ ଦିନ ତେଣୁ ୧୪ତାରିଖ ହିଁ ନିଶ୍ଚୟ ସଂକ୍ରାନ୍ତି ହେବ।ଆମ ଗାଉଁଲି ହିସାବ ଏହା।

  • @kunmunsmruti6039
    @kunmunsmruti6039 7 місяців тому +2

    ରାକ୍ଷୀ ପୂର୍ଣିମା ପାଇଁ ମଧ୍ଯ ଦ୍ୱନ୍ଦ ଥିଲା.....ଆଗକୁ ମଧ୍ଯ ଏପରି ହେବ ବୋଲି ଆପଣ କହୁଛନ୍ତି ..... ସାଧାରଣ ଲୋକେ କଣ କରିବେ .....???!!!!

  • @user-xg1rw3dg9p
    @user-xg1rw3dg9p 7 місяців тому +3

    Please make a one panjika for all

  • @shubhasahoo1690
    @shubhasahoo1690 7 місяців тому +4

    ସଲା ସବୁ ଗୁଡ଼ କ ତ ପଇସା ପଛ ରେ ପଡିଲେ
    କିଏ ଆଉ ଗଣନା କରୁଛି
    ଧିକ୍ ତମ ପଣ୍ଡିତ ପଣିଆ କୁ😡

  • @user-hq4ov2pk3o
    @user-hq4ov2pk3o 6 місяців тому

    ଦୀପାବଳି କୁ ନେଇ ମଧ୍ଯ

  • @waterlife2998
    @waterlife2998 7 місяців тому

    ଭାଇ ସମସ୍ତେ ଜାଣନ୍ତି ଶିବ ରାତ୍ରି ବାସି ଅମାବାସ୍ୟା ହୁଏ କିନ୍ତୁ ତ୍ରୟ ଦଶୀ ରେ ଶିବ ରାତ୍ରି ତା ବାସିଦିନ ରବିବାର ବୋଧେ (ଆମିଷ ଖିଆ ବାର )ତା ବାସି ଅମାବାସ୍ୟା ପଡିଥିଲା.କହିବାର ଅର୍ଥ ଶିବରାତ୍ରି ବାସି ଅମାବାସ୍ୟା ସମସ୍ତେ ଜାଣନ୍ତି କିନ୍ତୁ ଶିବରାତ୍ର ବାସି ଆମିଷ ଖାଇ କିଛି ବ୍ୟକ୍ତି ତାବାଶିଦିନ ଅମାବାସ୍ୟା ପାଳନ କରିଛନ୍ତି.ପଚାରିଲେ କୁହନ୍ତି.ପାଞ୍ଜି ରେ ଲେଖା ଅଛି ଆମେ କଣ କରିବୁ.ମୋର ଅନୁରୋଧ ସମସ୍ତ ପାଞ୍ଜି ନିର୍ଭୁଲ ଭାବରେ ପାଞ୍ଜି ଲେଖନ୍ତୁ.ଯାହାଦ୍ୱାରା ସାଧାରଣ ଭୁଲ ର ସ୍ୱୀକାର ହେବେ ନାହିଁ.ଜୟ ଜଗନ୍ନାଥ

  • @bapujicharanbal6544
    @bapujicharanbal6544 7 місяців тому +1

    Amar madhaya rati sahita kounasi sapmrak nahi

  • @ranjitdhmajhi9400
    @ranjitdhmajhi9400 7 місяців тому

    Malikare Maha Purush Achyutanand Swami lekhithiba Katha Right hela. Panjiakara mane buddhi bana hebe boli.

  • @gobindabeheravlogs2237
    @gobindabeheravlogs2237 7 місяців тому

    April 14 re bhi

  • @bibhunayak9709
    @bibhunayak9709 7 місяців тому

    Don't believe in ASTROLOGY.