Це відео не доступне.
Перепрошуємо.

#ନିଜ_ପିଲାର_ସମସ୍ତ_ପ୍ରକାର_ଉନ୍ନତି_ପାଇଁ_ମା_ମାନେ_କରନ୍ତୁ_ଏହି_ମହାଉପାୟ

Поділитися
Вставка
  • Опубліковано 23 січ 2021
  • #ନିଜ_ପିଲାର_ସମସ୍ତ_ପ୍ରକାର_ଉନ୍ନତି_ପାଇଁ_ମା_ମାନେ_କରନ୍ତୁ_ଏହି_ମହାଉପାୟ, #Nija_Pila_pain_karantu_ahi_UPAYA,
    ମା ମାନେ ନିଜ ପିଲାର ଉନ୍ନତି ପାଇଁ କରନ୍ତୁ ଏହି ମହା ଉପାୟ, ଯାହା ଦ୍ଵାରା ପିଲାକୁ ମିଳିବ ସବୁ କିଛି,
    ବିଦ୍ୟା, ଚାକିରି,ବିବାହ, ଶାରୀରିକ ସମସ୍ୟାରୁ ମୁକ୍ତି,
    #RemedyForChild
    #PilaraDevlopePainUpaya
    #HoeToSolveChildsProblems
    #EducationTips
    ଯଦି #astroparadise channel କୁ subscribe କରିନାହାନ୍ତି ତାହାଲେ କରିନିଅନ୍ତୁ।
    Video କୁ like କରନ୍ତୁ, comment କରନ୍ତୁ ଏବଂ share ବି କରନ୍ତୁ,
    Copyright disclaimer under section 107 of the copyright Act 1976, allowance is made for "fair use" for purposes such as criticism, comment,news reporting,teaching, scholarship,and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use.
    ଜ୍ୟୋତିଷ ଶାସ୍ତ୍ରର ମୁଖ୍ଯ ଉଦ୍ଦେଶ୍ୟ ଆପଣଙ୍କ ଦୈନଦିନ ଜୀବନରେ ଯେଉଁ ସବୁ ସମସ୍ଯା ଦେଖାଦେଉଛି ତାହାର ଭଲ ଭାବରେ ସମାଧାନ କରିବା, ଭବିଷ୍ୟତରେ ଘଟିବାକୁ ଥିବା ଘଟଣାକୁ ଜଣାଇବା, ଗ୍ରହ ପୀଡାରୁ ମୁକୁଳିବାର ଉପାୟ ବାହାର କରିବା, ନିଜର ଭାଗ୍ୟ ଭବିଷ୍ୟତ କୁ ଜାଣିବା,
    ଏସବୁକୁ ଆଧାର କରି ଆମର ଏ ଚ୍ୟାନେଲ୍ " ASTRO PARADISE " ଜ୍ୟୋତିଷ ଶାସ୍ତ୍ରକୁ ଭଲ ଭାବରେ ତର୍ଜମା କଲାପରେ ଆପଣଙ୍କ ଜୀବନରେ ଘଟୁଥିବା ସମସ୍ତ ସମସ୍ୟାର ସମାଧାନ ଏହି "ASTRO PARADISE " CHANNEL ମାଧ୍ୟମରେ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ପ୍ରୟାସ, ଏହି CHANNEL ଆଧ୍ଯାତ୍ମିକ, ପୌରାଣିକ ଏବଂ ଜ୍ଯୋତିର୍ବିଜ୍ଞାନ ଭିତ୍ତିକ ଅଟେ। ଏହି CHANNEL ରେ upload ହେଉଥିବା ସମସ୍ତ video ଜ୍ୟୋତିଷ ଶାସ୍ତ୍ର ସମ୍ମତ ଅଟେ, channel ମାଧ୍ୟମ ରେ ଅଶୁଭ ଗ୍ରହମାନଙ୍କ ପୀଡାର ଉପଚାର, ଜୀବନରେ ଘଟୁଥିବା ସମସ୍ୟାର ନିରାକରଣ,ବାସ୍ତୁ ସମସ୍ଯାର ସମାଧାନ ଆଦି ଦିଆଯାଏ।
    ଆପଣମାନଙ୍କୁ ଅନୁରୋଧ "ASTRO PARADISE CHANNEL "କୁ SUBSCRIBE କରନ୍ତୁ,upload ହେଉଥିବା video କୁ like ଓ share କରନ୍ତୁ, ଆପଣଙ୍କର ବହୁ ମୂଲ୍ୟ ମତାମତକୁ comment box ରେ ଲେଖନ୍ତୁ,
    ଆପଣଙ୍କ ଭଲପାଇବା ଆପଣଙ୍କ ଆଶିର୍ବାଦ ନିତ୍ୟାନ୍ତ କାମ୍ୟ।
    " ଜୟ ମା'ଶାରଳା "
    -----------------@@------------@@-------------------
    Thank you so much for watching my
    channel.
    #Astroparadise
    Channel link :-👇👇
    / astroparadise
    =================================
    OFFICIAL CONTACT
    =================================
    astro.paradise1@gmail.com
    acharya.adyasakti8@gmail.com
    OFFICE ADDRESS-
    ADYASAKTI JYOTISHA BHABANA
    AT-SANRA,PO-NALIBAR,
    DIST-JAGATSINGHPUR,
    PIN-754104(ODISHA)
    _______________________________________
    ଏଠାରେ ନୂଆ ଜାତକ ତିଆରି କରିବା, ନଷ୍ଟ ଜାତକର ପୁନଃ ଉଦ୍ଧାର କରିବା, ବିବାହ ମେଳକ କରିବା, ବାସ୍ତୁ ବିଚାର କରିବା, ଜାତକ ତର୍ଜମା କରିବା,ସମସ୍ତ ପ୍ରକାର ଗ୍ରହ ପୀଡାରୁ ରକ୍ଷା ପାଇବା ପାଇଁ ପ୍ରତିକାର ବ୍ୟବସ୍ଥା କରିିିବା, ରତ୍ନ ପଥର ଓ ଯନ୍ତ୍ର ସୁୁୁଲଭ ମୂଲ୍ୟରେ ଯୋଗାଇ ଦିଆଯାଏ,
    _______________________________________
    Facebook ID👇👇
    / astro.paradise
    follow us on instagram 👇👇
    / astroparadise1
    Twitter 👇👇👇
    / astroparadise2
    ===================================
    ମା' ମାନେ ଏହି ମହା ଉପାୟ କଲେ ପିଲାକୁ ମିଳିବ ସଫଳତା👇
    • #ନିଜ_ପିଲାର_ସମସ୍ତ_ପ୍ରକା...
    ତୁଳସୀ ଚଉରାରେ ଜଳ ଅର୍ପଣ କରିବାର ବିଧି ବିଧାନ 👇👇
    • #Astroparadise ତୁଳସୀ ଚ...
    ଦୀପ ଜାଳିବା ବିଧି ବିଧାନ କଣ 👇👇
    • #Astroparadise Dipa j...
    ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାରେ କଣ ରହିଛି ବିଧି ବିଧାନ 👇👇
    • #Astroparadise ସୂର୍ଯ୍ୟ...
    ପ୍ରଥମ ରଜସ୍ବଳାର ଶୁଭାଶୁଭ👇👇👇
    • #Keun_Samaya_Re_1st_Me...
    ସନ୍ତାନ ପ୍ରାପ୍ତିର ଅମୋଘ ଉପାୟ 👇👇
    • #Astroparadise ସନ୍ତାନ ...
    ଜବର ଦଖଲକାରୀଙ୍କ ପାଖରୁ ନିଜ ସମ୍ପତ୍ତିକୁ ଫେରାଇ ଆଣିବାର ସୁନ୍ଦର ଉପାୟ 👇👇
    • #Astroparadise ଜବର ଦଖଲ...
    ରାବଣ ସଂହିତା ଅନୁସାରେ ବିଳମ୍ବ ବିବାହର ପ୍ରତିକାର👇
    • #ଲାଲ୍_କିତାବ_ଅନୁସାରେ _ବ...
    ପୁତ୍ର ପ୍ରାପ୍ତି ନିମନ୍ତେ ଉପାୟ👇👇👇
    • #Pua_hebara_satwika_up...
    ଲକ୍ଷ୍ମୀ ପ୍ରାପ୍ତିର ସାତ୍ତ୍ୱିକ ଉପାୟ 👇👇
    • #Astroparadise ମା ଲକ୍ଷ...
    ମୟୂର ଚନ୍ଦ୍ରିକା ବଦଳାଇ ଦେଇ ପାରେ ଆପଣଙ୍କ ଭାଗ୍ୟ👇
    • #Astroparadise ମୟୂର ଚନ...
    ଏହି ଭୁଲ କରିପାରେ ଆପଣଙ୍କୁ ବର୍ବାଦ👇👇
    • #Astroparadise ଏହି ପାଞ...
    ବନ୍ଦ ତାଲା ଫେରାଇ ଆଣିପାରେ ନିରୁଦ୍ଧିଷ୍ଟ ବ୍ୟକ୍ତିକୁ👇👇
    • #Astroparadise ବନ୍ଦ ତା...
    ଆଳତୀ କରିବାର ବିଧି ବିଧାନ କଣ👇👇👇
    • #Astroparadise ଆଳତୀ କର...
    ବନ୍ଦ ତାଲା ମଜବୁତ୍ କରିବ ଆପଣଙ୍କ ସମ୍ପର୍କକୁ👇👇
    • #ଖୋଲିବ_ଭାଗ୍ଯର_ତାଲା #ବନ...
    ଗଣେଶଙ୍କୁ ପୂଜା କରିବା ସମୟରେ କେତେ ଦୁବ ଅର୍ପଣ କରିବା👇👇
    • #Astroparadise Ganesh ...
    ଠାକୁର ପୂଜା କରିବା ପାଇଁ କଣ ରହିଛି ଶାସ୍ତ୍ରରେ ପ୍ରମାଣ👇👇👇👇👇
    • #Astroparadise Thakura...
    ଚନ୍ଦନ ଧାରଣ କରିବାର ଶାସ୍ତ୍ରୀୟ ବିଧି କଣ👇👇
    • #Astroparadise chandan...
    ଗାଧୋଇବା ସମୟରେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ👇
    • #Astroparadise ଗାଧୋଇ ସ...
    ଶାସ୍ତ୍ର ମତରେ କେଉଁ ସମୟରେ ସ୍ନାନ କରିବା ଉଚିତ👇
    • #Astroparadise ଶାସ୍ତ୍ର...
    ପ୍ରାର୍ଥନା କରିବାର ଉପକାରିତା👇👇
    • #Astroparadise Sandhya...
    ନିଜ ରାଶି ଅନୁଯାୟୀ କେଉ‍ଁ ମନ୍ତ୍ର ଜପ କରିବା👇👇
    • #Astroparadise keun ra...
    ମନ୍ତ୍ର ଜପର ବିଧି ବିଧାନ👇👇👇
    • #Astroparadise Mantra ...
    ଫିଟିକିର୍ ଦ୍ବାରା ନିଜର ସମସ୍ୟାର ସମାଧାନ👇👇
    • #Astroparadise ଫିଟିକିର...

КОМЕНТАРІ • 970

  • @urmilaacharya2813
    @urmilaacharya2813 3 роки тому +14

    ଅତି ଚମତ୍କାର ପ୍ରତିକାର,
    ଆପଣଙ୍କୁ ଅନେକ ଅନେକ ଧନ୍ଯବାଦ

  • @mahadevchannel5456
    @mahadevchannel5456 2 роки тому +9

    ଧନ୍ୟବାଦ ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ ‌।🙏🏼🙏🏼🙏🏼🙏🏼

  • @laxmipriyapahadi889
    @laxmipriyapahadi889 2 роки тому +2

    Khub sundar bartta ti deichhanti
    Anek anek dhanyavaad

  • @bijayakumarluha3638
    @bijayakumarluha3638 Місяць тому +1

    Many many thanks

  • @lopamudratripathy9871
    @lopamudratripathy9871 3 роки тому +11

    ଆପଣଙ୍କ ଉପସ୍ଥାପନା ଶୈଳୀ ଅତୀବ ଚମତ୍କାର,
    ଆଜିର ବିଷୟ ମଧ୍ୟ ଅତି ମହତ୍ତ୍ୱପୂର୍ଣ୍ଣ

  • @prasannakumaracharya5624
    @prasannakumaracharya5624 3 роки тому +3

    ବହୁତ ସୁନ୍ଦର ତଥା ଉପାଦେୟ କଥା।

    • @AstroParadise
      @AstroParadise  3 роки тому

      ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ,

  • @sasmitamuduli8166
    @sasmitamuduli8166 Рік тому +2

    Bahuta bhala upaya thank q guruji

  • @sipramishra4703
    @sipramishra4703 10 місяців тому

    Baudh sundar upaay 👌👌

  • @ronitkumar3346
    @ronitkumar3346 3 роки тому +4

    Nice topic and powerful presentation

  • @aadyashaarora1555
    @aadyashaarora1555 3 роки тому +26

    ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଉପସ୍ଥାପନା

  • @barshararosei2644
    @barshararosei2644 2 роки тому +1

    Bahut bahut Sunder

  • @sudhansubalamansingh6371
    @sudhansubalamansingh6371 2 роки тому +1

    Ati sunder Katha.

  • @ramakantasharma4225
    @ramakantasharma4225 3 роки тому +7

    ଏମିତି ସୁନ୍ଦର ସୁନ୍ଦର ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @sandhyaranihota6739
    @sandhyaranihota6739 3 роки тому +6

    Tremendous information

  • @sabitapradhan3513
    @sabitapradhan3513 Рік тому +2

    Jay ma laxmi Thanks you Sar

  • @guruprashadguru1698
    @guruprashadguru1698 3 роки тому +2

    Sir,
    Amiti valuable information dei thibaru apananku dhanyabad

  • @nipunacharya6986
    @nipunacharya6986 3 роки тому +4

    Amazing remedy
    Outstanding presentation

  • @pinkuray3710
    @pinkuray3710 3 роки тому +4

    Useful information to all

  • @pujarnibehera8366
    @pujarnibehera8366 2 роки тому +2

    Thankyou sir bahut bhala lagila joy jagannath 🙏🙏🙏

  • @meenakumarimohapatra7745
    @meenakumarimohapatra7745 2 роки тому +1

    Bahut sundar Katha Bahut sundar Katha in

  • @dhhnuapada4169
    @dhhnuapada4169 2 роки тому +3

    Thank you very much sir for this kind informatin

  • @bishnuprasadbhola3934
    @bishnuprasadbhola3934 2 роки тому +4

    Thank you very much sir🙏🏼🙏🏼🙏🏼

  • @sasmitasamantray5337
    @sasmitasamantray5337 2 роки тому +1

    Bahuta sundar tapic thank u guruji

  • @sushreesumitra5596
    @sushreesumitra5596 3 роки тому +2

    Waawoo
    Excellent topic sir

  • @devikumari5676
    @devikumari5676 3 роки тому +5

    Topic is very memorable

  • @abhiramparida1202
    @abhiramparida1202 Рік тому +3

    ॐ ଗଂ ଗଣପତୟେ ନମଂ
    🙏🙏🙏🙏🙏🙏🙏

  • @swarnalatasingh5633
    @swarnalatasingh5633 2 роки тому +1

    Baht sundartips dele pranam

  • @diptiranichoudhury3084
    @diptiranichoudhury3084 2 роки тому +1

    Jay Jagannath
    Nice & valuable information

  • @gagannaik1908
    @gagannaik1908 2 роки тому +3

    ନମସ୍ତେ ସାର୍ , ଏହି ମହା ଉପାୟ ଅବଲମ୍ବନ କରିକରିଲେ ପିଲାମାନଙ୍କ ମଧ୍ୟରେ ଉତ୍ତମ ଫଳ ପ୍ରାପ୍ତ ହୋଇ ପାରିବ । ମାତ୍ର ମୋ ଜାଣିବା ପାଇଁ ଚାହୁଁଛି ଯେ ଏକ ମାଳା କେତେ ସଂଖ୍ୟା ବିଶିଷ୍ଟ ହେବା ଦରକାର । ଏହା ଜାଣି ପାରିଲେ ମୁଁ ବିଶେଷ ଉପକୃତ ହୋଇ ପାରନ୍ତି । ଦୟାକରି ଜଣାଇବେ ।

    • @AstroParadise
      @AstroParadise  2 роки тому +1

      ଏକ ମାଳା ୧୦୮ ଥର

    • @gagannaik1908
      @gagannaik1908 2 роки тому +1

      @@AstroParadise ବହୁତ ବହୁତ ଧନ୍ୟବାଦ ସାର୍

  • @sudhanshusekhardas1577
    @sudhanshusekhardas1577 2 роки тому +3

    Thank you sir 🙏

  • @piyushpatra3869
    @piyushpatra3869 3 роки тому +2

    Apananka upasthapana bahut helpful

  • @p.chinmayareddy704
    @p.chinmayareddy704 2 роки тому +2

    Super guruji

  • @deepakdash7510
    @deepakdash7510 3 роки тому +3

    Powerful and knowledgeable information

  • @sombarimarndi1794
    @sombarimarndi1794 2 роки тому +6

    ଧନ୍ୟବାଦ ସାର୍

  • @simanchalbaghasingh3878
    @simanchalbaghasingh3878 Рік тому +1

    ସାର୍ ବାସ୍ତବରେ ଏଇ ମହାଉପାୟଟି ସ୍ବାଗତଯୋଗ୍ୟ । ଧନ୍ୟବାଦ୍

  • @jayabiharinaik3675
    @jayabiharinaik3675 2 роки тому +1

    ଅତି ସୁନ୍ଦର

  • @smrutisahoo934
    @smrutisahoo934 2 роки тому +3

    ବହୁତ୍ ସୁନ୍ଦର୍ ପ୍ରତିକାର🙏🏻 ହେଲେ ଗୋଟେ କଥା ବୁଝି ହେଲାନି ହାତରେ ଯୋଉ ଫୁଲ ଅକ୍ଷତ ଧରିଥିବ କଣ କରିବ?

  • @ranapradhan3090
    @ranapradhan3090 2 роки тому +25

    ବାମ ହାତରେ ରଖିଥିବା ସଂକଳ୍ପ ଅରୁଆ ଚାଉଳ ଓ ନାଲି ଫୁଲ କୁ କଣ କରାଯିବ ଓ ଆପଣ କହିଥିବା ଗଣେଶ ଙ୍କ ଜପ ମାଳ ସିଏ କେଉଁ ମାଳି ଓ କେଉଁଠା ରେ ମିଳିବ ଆପଣ ଆମାନଙ୍କୁ ଜଲଦି ଜଣାନ୍ତୁ ଦୟା କରି ଆମେ ଆପଣ ଙ୍କ ଅପେକ୍ଷା ରେ ରହିଲୁ

    • @AstroParadise
      @AstroParadise  2 роки тому +6

      ସଙ୍କଳ୍ପରେ ଥିବା ସାମଗ୍ରୀକୁ ଜଳାଶାୟୀ କରିବେ,
      ରୁଦ୍ରାକ୍ଷ ,ସ୍ପଟିକ, ପଦ୍ମବୀଜ, ମାଳାରେ ଜପ କରିପାରିବେ,

    • @ranjitamohapatra4912
      @ranjitamohapatra4912 Рік тому

      @@AstroParadise llll la l1 AA

  • @paramanandakhara8590
    @paramanandakhara8590 8 місяців тому +1

    Good post

  • @pramodnayak557
    @pramodnayak557 2 роки тому +2

    ଅଶେଷ ଧନ୍ୟବାଦ ସାର୍।
    ଜୟ ଜଗଜ୍ଜନନୀ ମା ଶାରଳା ......

  • @gitadash1610
    @gitadash1610 2 роки тому +11

    Thank you, ବହୁତ ଉପକାରୀ ଔଷଧୀୟ କଥା 👌👌👌👌👌👌

  • @nibeditabehera5865
    @nibeditabehera5865 2 роки тому +4

    Jay Jagannat Guruji 🙏🏻🙏🏻🙏🏻🙏🏻

  • @subhampadhi5013
    @subhampadhi5013 2 роки тому +1

    Nice video jai jaganath🙏🙏🙏🙏🙏🙏🙏🙏😯

  • @namitabehera3555
    @namitabehera3555 Рік тому +1

    Apanku mora hrudaya ru dhanyabad sir ye Maha upaya paien

  • @prativasahoo2491
    @prativasahoo2491 2 роки тому +4

    Thank you very much sir.🙏🏻🙏🏻🙏🏻🙏🏻

  • @lisapadhi9716
    @lisapadhi9716 3 роки тому +7

    This is the world's best memorable prediction.

  • @drajaykumarpanda8013
    @drajaykumarpanda8013 2 роки тому +1

    ଏଟି ଉପାଦେୟ ପ୍ରସଙ୍ଗ। ଧନ୍ୟବାଦ୍।

  • @shyampadiami5580
    @shyampadiami5580 Рік тому +1

    Heart touching topic sir verry nice

  • @tanishanayak6636
    @tanishanayak6636 2 роки тому +4

    Thanks sir, please tell me what should do this rice and flower

    • @AstroParadise
      @AstroParadise  2 роки тому

      You should Relinguishing in flow water

  • @puspapalai8260
    @puspapalai8260 2 роки тому +5

    Heart touching topic 🙏🙏 thank you sir 🙏🙏🙏

  • @OdiaBohuAnitaMishra
    @OdiaBohuAnitaMishra 2 роки тому +1

    Very nice video Sir

  • @snehalatarath8282
    @snehalatarath8282 2 роки тому +1

    Bahut sundar kathatia sabu maa mane pila pain byasta

  • @priteepanda4159
    @priteepanda4159 3 роки тому +6

    Mother is very very beautiful flower for her child's garden .

    • @AstroParadise
      @AstroParadise  3 роки тому

      You are right,

    • @mrasmr-u4g
      @mrasmr-u4g 2 роки тому

      Sir sanklp 7din jaka kariba ku padiba na kebal first.din Heba

    • @AstroParadise
      @AstroParadise  2 роки тому

      ଖାଲି ପ୍ରଥମ ଦିନ କରିବେ

    • @kalucharannaik1786
      @kalucharannaik1786 8 місяців тому

      Sar sankalpatiku satadina jaye rakhibaku heba na prathama dinare bisarjana karibaku heba plz kuhatu

  • @pabitrathanapati8773
    @pabitrathanapati8773 3 роки тому +6

    ଭାଇ ଓ ଭଉଣୀମାନେ ଆଚାର୍ଯ୍ୟ ଆଜ୍ଞା ଙ୍କର ଭିଡ଼ିଓମାନଙ୍କୁ like କରନ୍ତୁ ଫଳରେ ଆଜ୍ଞାଙ୍କୁ ଉତ୍ସାହିତ ଲାଗିବ ଧନ୍ୟବାଦ

    • @AstroParadise
      @AstroParadise  3 роки тому

      ଆପଣଙ୍କ ଭଲପାଇବା ଏମିତି ସବୁବେଳେ ଥାଉ,
      ମା ଶାରଳା ଆପଣଙ୍କୁ ଘଣ୍ଟ ଘୋଡେଇ ରଖନ୍ତୁ,

  • @RashmitaSahoo-om9zw
    @RashmitaSahoo-om9zw Рік тому

    Thank you sir

  • @sabitasahoo7292
    @sabitasahoo7292 2 роки тому +1

    Good imformation guruji pranam

  • @sumitradash4378
    @sumitradash4378 3 роки тому +10

    Very special and so beautiful lesson , It's a right and real lesson . Thank you very much sir, for this valuable information .

    • @AstroParadise
      @AstroParadise  3 роки тому +3

      Thank you so much for your valuable comment

    • @chapalapanigrahi8784
      @chapalapanigrahi8784 2 роки тому +1

      Bohut bholo kothata janili

    • @bishnupriyasarangi5573
      @bishnupriyasarangi5573 2 роки тому +3

      ସଙ୍କଳ୍ପ ଚାଉଳ କେଉଁ ଠାରେ ରଖାଯିବ। ପିଲା ପାଖରେ ନଥିଲେ କଣ କରିବ।

    • @ashokbehera7372
      @ashokbehera7372 Рік тому

      Mo ro mana rahunahi patha kn kale patha mana rahiba

    • @AstroParadise
      @AstroParadise  Рік тому

      Athi pain special video upload achhi

  • @binodinipadhy2584
    @binodinipadhy2584 3 роки тому +8

    Mother's bless is the best and powerful medicine of all problems of her child .

  • @pratimasahoo3151
    @pratimasahoo3151 Рік тому +1

    Useful video

  • @bandanakumarimahapatra9902
    @bandanakumarimahapatra9902 2 роки тому +1

    ଧନ୍ୟବାଦ ସାର

  • @jenakalyanicreation4886
    @jenakalyanicreation4886 3 роки тому +3

    ଯଦି ପିଲା ପାଖରେ ନଥାନ୍ତି ତେବେ ପାଣିକୁ କଣ କରିବା

  • @nrusinghasingh3516
    @nrusinghasingh3516 3 роки тому +2

    Awesome information,
    Really you are great sir,

  • @laxmipriyabehera5852
    @laxmipriyabehera5852 2 роки тому

    Bahut vala upaya bataile ,

  • @jugalkishorhota4994
    @jugalkishorhota4994 8 місяців тому +1

    Jay mangala

  • @ambikadas8690
    @ambikadas8690 Рік тому +1

    Thanku so much sir 🙏🙏

  • @sushantakumarparida1366
    @sushantakumarparida1366 2 роки тому +1

    Dhanyvad sir

  • @tukunisahoo7696
    @tukunisahoo7696 2 роки тому +1

    Tukuni sahoo ai video ti amo kuvall lagila

  • @puspamohanta2119
    @puspamohanta2119 2 роки тому +1

    Best topic sir

  • @haimabatinayak4792
    @haimabatinayak4792 2 роки тому +1

    Thank you very good bichar

  • @pradeeprout6674
    @pradeeprout6674 2 роки тому +2

    Thanks sir.Grand salute

  • @user-ps4sk7zj2q
    @user-ps4sk7zj2q 8 місяців тому +1

    Jaymaa Saraland.jay jagannatha.❤

  • @sangeetanjalisatapathy5948
    @sangeetanjalisatapathy5948 2 роки тому +2

    Very nice

  • @saralaprashad9913
    @saralaprashad9913 3 роки тому +1

    Outstanding topic
    Really amazing topic

  • @biranchinarayanswain7567
    @biranchinarayanswain7567 2 роки тому +1

    Very nice thank you

  • @gyandeephota18
    @gyandeephota18 2 роки тому +1

    Best.sir 🙏🏻

  • @gyanaytchannel8605
    @gyanaytchannel8605 2 роки тому +1

    ନମସ୍ତେ ଧନ୍ୟବାଦ

  • @annapurnastudiojspur6060
    @annapurnastudiojspur6060 3 роки тому

    Awesome and amazing explain

  • @basantakumardas3818
    @basantakumardas3818 2 роки тому +1

    Super sir

  • @jogeshmeher1121
    @jogeshmeher1121 Рік тому +1

    Thanku sir 🙏🙏🙏🙏🙏

  • @mamataswain3886
    @mamataswain3886 Рік тому +1

    Very good

  • @pranatipatra6138
    @pranatipatra6138 2 роки тому +1

    Very nice video

  • @khageswarrao9255
    @khageswarrao9255 Рік тому +1

    Thank You Sir

  • @lipipanda3910
    @lipipanda3910 3 роки тому +1

    Excellent information

  • @sabitakumaridash2641
    @sabitakumaridash2641 2 роки тому +1

    ଓମ୍ ଗଂ ବିଘ୍ନ ହର୍ତ୍ତାୟ ନମଃ

  • @sasmitapattnaik7449
    @sasmitapattnaik7449 Рік тому +1

    Prati pranama guruji

  • @pramilaprusty9336
    @pramilaprusty9336 3 роки тому +1

    You are Great sir

  • @sudhansubalamohanty5269
    @sudhansubalamohanty5269 Рік тому +1

    Pranam sir

  • @rinaraniroutaray7596
    @rinaraniroutaray7596 2 роки тому

    Very nice video sir thank you very much

  • @kalpanakanungo2065
    @kalpanakanungo2065 2 роки тому +1

    Bahut dhanyabat

  • @soudaminipattnaik710
    @soudaminipattnaik710 2 роки тому +1

    Dhhanybad apan nk khiba shayli bahut vhal🙏

  • @sandhyaraniacharya7092
    @sandhyaraniacharya7092 2 роки тому +1

    Thank you so much for valuable information.

  • @awcdanali4599
    @awcdanali4599 2 роки тому +1

    Nice topic

  • @BikashKumar-xr4di
    @BikashKumar-xr4di 2 роки тому +1

    Thanks u sir God bless you 🙏

  • @gitanjalimeher8465
    @gitanjalimeher8465 2 місяці тому +1

    Namaskar sir

  • @jchoudhury274
    @jchoudhury274 2 роки тому +1

    Jai ganesh ji 🙏🙏🙏🙏🙏🙏 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @rashmitamuduli6190
    @rashmitamuduli6190 2 роки тому +1

    bahut bahut dhanyabad guruji🙏🏻🙏🏻

  • @kanakpradhan1558
    @kanakpradhan1558 Рік тому +1

    Thank you very much sir.

  • @swayams.biswal3467
    @swayams.biswal3467 2 роки тому

    🙏🏻 Very very very helpful vidio.... Thanks

  • @santilatapradhan6249
    @santilatapradhan6249 Рік тому +1

    Jay jagannth

  • @banabiharibanabihari9095
    @banabiharibanabihari9095 3 роки тому +2

    It is too valuable topic