Natia ComedY || Uthare Uthare Utkala Santana || Odia patriotic song

Поділитися
Вставка
  • Опубліковано 21 кві 2024
  • Watch Studio version here - • Utkal Santana || Natia...
    Song - Utkal Santana ( Famouse song bu Utkal Gaurab Madhusudan das )
    Music - Rangila Ranjit
    Singer - Soujanya Ratha
    Rangila Ranjit
    Dipti ranjan
    Mix & Master - Sanjay malick (Sanaman Studio)
    Dop - A1arun (A1 GRAPHICS)
    Animation - UCW team

КОМЕНТАРІ • 964

  • @bijaynayak6484
    @bijaynayak6484 Місяць тому +4

    ବହୁତ ସୁନ୍ଦର ନପିଇ comedy ❤❤, comedy ରେ କିଛି ଶିଖିବା ପାଇଁ ଅଛି 😢❤

  • @cutesasmita057
    @cutesasmita057 Місяць тому +425

    ଆମେ ଓଡ଼ିଆ ଭାରି ବଢିଆ ☺️,,, କେଉଁମାନେ ଓଡ଼ିଆ ହୋଇ ବହୁତ ଗର୍ବ ଅନୁଭବ କର ☺️👍

  • @jayganeshmmallikcrieation7194
    @jayganeshmmallikcrieation7194 Місяць тому +10

    ଓଡ଼ିଆ କବି ରାଧାନାଥ ରାୟ ଙ୍କ
    ବଡପଣ କବିତା ଅବଲମ୍ବି ହୋଇଅଛି
    ବହୁତ୍ ବଢିଆ ବହୁତ୍ ବଢିଆ

  • @mrvipax1245
    @mrvipax1245 Місяць тому +125

    Goosebumps asi gala 🥰🥰🥰 ଓଡିଆ ଭାଷା କୁ ଆଗେଇବାର ପ୍ରୟାସ କୁ ଦେଖି ଖୁସି ଲାଗିଲା ❤jay hind ଜୟ ଓଡ଼ିଶା

  • @Myself_prakash_07
    @Myself_prakash_07 Місяць тому +78

    ବର୍ତ୍ତମାନ ସମୟରେ ଓଡ଼ିଆ ଭାଷା କୁ ବହୁତ ପଛରେ ପକାଇଛନ୍ତି । ମୁଁ ଗୋଟିଏ ଓଡ଼ିଆ ହୋଇଥିବାରୁ ବହୁତ ଦୁଃଖ ଲାଗୁଛି। ଆପଣ ଏହି ଭିଡିଓ ମାଧ୍ୟମରେ ସତ୍ୟ କୁ ଲୋକ ସମ୍ମୁଖରେ ଆଣିବାକୁ ପ୍ରୟାସ କରିଛନ୍ତି। ଆପଣଙ୍କୁ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ ❤❤

  • @SibuDas-eo9qe
    @SibuDas-eo9qe Місяць тому +110

    Gita suni ଲୋମ ଟାଙ୍କୁରି ଉଠିଲା ❤❤❤❤😢😢😢😢😢😢

    • @Madhu5421
      @Madhu5421 Місяць тому +5

      Really😮😮

    • @KanhaPradhan-ky4sp
      @KanhaPradhan-ky4sp Місяць тому +2

      Satare bhai Morbi semiti heigala ❤❤❤

    • @DeepakRaj-wb8mu
      @DeepakRaj-wb8mu Місяць тому +1

      We’d s dvcxsddc sdxzz dssc Esdras ssc sswd❤eddxs❤❤❤❤❤😮😮😮😮😮😮😊

  • @sibanibehera-ke9kx
    @sibanibehera-ke9kx Місяць тому +42

    ମାତୃଭୂମି ମାତୃଭାଷା ରେ ମମତା
    ଯା ହୃଦେ ଜନମି ନାହିଁ
    ତାକୁ ଜଦି ଜ୍ଞାନୀ ଗଣରେ ଗଣିବା
    ଅଜ୍ଞାନୀ ରହିବେ କାହିଁ ?
    କବି : - ସ୍ଵଭାବ କବି
    ଗଙ୍ଗାଧର ମେହେର❤

  • @jayashreerana1_2_3_4
    @jayashreerana1_2_3_4 Місяць тому +40

    ମାତୃ ଭୂମି ମାତୃ ଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବେ ଅଜ୍ଞାନୀ ରହିବେ କାହିଁ ...❤
    ଅତି ସୁନ୍ଦର ଗୀତ 👌☺️

  • @rupa1073
    @rupa1073 Місяць тому +215

    ନଟିଆ କମେଡି କୋଉ ମାନଙ୍କୁ ଭଲ ଲାଗେ👍❤😊 ଜୟ ଜଗନ୍ନାଥ❤️🙏

  • @Subas613
    @Subas613 Місяць тому +14

    Beautiful heart touching song ଦେହ ଶୀତେଇ ଦଉଛି
    ବନ୍ଦେ ଉତ୍କଳ ଜନନୀ 🇨🇮

    • @srpcreatorsuman5317
      @srpcreatorsuman5317 Місяць тому

      ଏଟା ତ୍ରିରଙ୍ଗା ନୁହେଁ 🇮🇳🇮🇳 ଆମ ଦେଶର ପତକା,🇮🇳🇮🇳🇮🇳🇮🇳🇮🇳🇮🇳🇮🇳

  • @Munagita86
    @Munagita86 Місяць тому +4

    ମୋ ଓଡ଼ିଆ ଭାଷା ନେଇ ମୁଁ ଗର୍ବ ଅନୁଭବ କରୁଛି ଜଦି ଆପଣ ମାନେ ଆମ ଓଡ଼ିଆ ଭାଷା କୁ ଆଗେଇ ନେବାକୁ ଚାହାନ୍ତି ସେମାନେ ମୋ କମେଟ କୁ ଗୋଟେ ଲାଇକ କରନ୍ତୁ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤❤❤❤❤❤❤🙏🙏🙏🙏🙏🙏🙏🙏

  • @Eassy_method_of_solution
    @Eassy_method_of_solution Місяць тому +80

    ବନ୍ଦେ ଉତ୍କଳ ଜନନୀ ଜୟ ଜଗନ୍ନାଥ ଜୟ ଓଡ଼ିଆ ଭାଷା ଓଡିଶା ମାଟି

  • @odiahonourslessonchannel4153
    @odiahonourslessonchannel4153 Місяць тому +9

    ବର୍ତ୍ତମାନ ସମୟ ରେ ଏପରି ଗୀତ ବିରଳ । ଆପଣଙ୍କୁ ହୃଦୟରୁ ଶତକୋଟି ପ୍ରଣାମ❤ ଏପରି ଗୀତ ଲୋକଲୋଚନକୁ ଆଣିଥିବାରୁ

  • @HopefulWaterskiing-qf9sl
    @HopefulWaterskiing-qf9sl Місяць тому +49

    ବହୁତ ବଢିଆ ନଟିଆ କମେଡି ❤❤❤❤ କିଛି ନୂଆ କଥା ଶିଖାଉଛି ଜୟ ମତରମ୍ ଜୟ ଜଗନ୍ନାଥ

  • @salish1400
    @salish1400 Місяць тому +38

    Natia comedy respect button ✅

  • @sreenutakri7358
    @sreenutakri7358 Місяць тому +15

    ସମସ୍ତଙ୍କର ଏକତା ଦେଖି ବହୁତ୍ ଖୁସି ଲାଗିଲା ତମେ ଗୋଟେ ଜିନିଷ ଲକ୍ଷ କଲ କି ଏହି ଭିଡିଓ ର କମେଣ୍ଟ ବକ୍ସ ରେ ସମସ୍ତେ ଓଡ଼ିଆ ରେ ନିଜ ନିଜର ବାର୍ତ୍ତା ପ୍ରକାଶ କରିଛନ୍ତି । ଯେତେବେଳେ ଆମର ଦରକାର ଥାଏ ଆମେ ଏହିଭଳି ଏକତା ହେବା ନିହାତି ଅତ୍ୟନ୍ତ ଆବଶ୍ୟକ । ଆଜିକାଲି ଓଡ଼ିଆ କୁ ପଛରେ ପକାଇବାର କାରଣ ହେଲା ରାଜନୀତି ଏବଂ ରାଜନୀତିର ଶିକ୍ଷା ଯଦି ବର୍ତ୍ତମାନ ସମୟରେ ଚାକିରି ପାଇବାକୁ ହେଲେ ଯଦି ଓଡ଼ିଆରେ କହିବ ତେବେ ତମକୁ କହିବେ what is the actual defination ? ଓଡ଼ିଆରେ ତମେ ସଠିକ୍ ଉତ୍ତର ଦେଇଥିବ ତଥାପି ତମକୁ ପଛରେ ଡାକିବୁ କାହିଁକି ପାଠେଇଦେବେ ଏବଂ ଯିଏ english re ଦିପଦ କହିଲା ସିଏ select । ମୁଁ ମୋ ଶ୍ରେନିକ୍ଷରେ ବହୁତ୍ ଥର ଏମିତି ଅପମାନିତ ହେଇଛି😢। କିନ୍ତୁ ଯେତେ ବି ଆମକୁ ଅପମାନିତ ହେବାକୁ ପଡୁନା କାହିଁକି ଆମ ମାତୃଭାଷା କୁ ବଜାଇ ରଖିବା ପାଇଁ ଆମକୁ ସମସ୍ତଙ୍କୁ ବୁଝେବକୁ ହେବ ।
    ଶେଷରେ ଏତିକି କହିବି କି ଉତ୍କଳ କାର୍ଟୁନ୍ ୱର୍ଲ୍ଡ କୁ ଜେତେ ବି ଧନ୍ୟବାଦ୍ ଦେଲେ କମ୍ ପଡ଼ିବ । ଜଗତର ନାଥ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆପଣ ଆପଣକଂ ଲକ୍ଷ୍ୟ ସ୍ଥଳରେ ପହଞ୍ଚନ୍ତୁ ଏବଂ ସାଧାରଣ ଲୋକଙ୍କୁ ଏଭଳି ଆଉ ଅନେକ ବିଷୟରେ ସଚେତନ କରାନ୍ତୁ ଏତକି ହିଁ କହିବି 🙏🙏🙏🙏🙏🙏♥️♥️♥️♥️♥️♥️💐🙏🙏🌹

  • @jibannayak7071
    @jibannayak7071 Місяць тому +4

    ଏ ଭିଡିଓ ଟି ଦେଖି ବହୁତ କାନ୍ଦ ଆସିଲା। ❤❤❤❤। ଓଡିଆ ଭାରି ବଢିଆ

  • @Vinood900
    @Vinood900 Місяць тому +12

    ଗୀତ ଟି ବାହୁବଳୀ ଫିଲ୍ମ ର ଗୀତ ଭଳି ବହୁତ୍ ବଢିଆ ହେଇଛି❤❤। ସେଚେତନ ଆଉ ଜାଗ୍ରତ ହୁଅ ଓଡ଼ିଆ ଲୋକ ❤🎉

  • @4PM384
    @4PM384 Місяць тому +351

    ଏଇ ଭିଡିଓ ରାଜନୀତି ପାଇଁ ଠିକ ଅଛି । ଆଜି ଆମ ଓଡ଼ିଶାରେ ଆମ ଓଡ଼ିଆ ଭାଷାକୁ ବହୁତ୍ ପଛରେ ପକେଇ ଦେଇଛନ୍ତି ଯେଉଁଥିରେ ଆଇପିଏଲ ଖେଳରେ ଦେଖିବାକୁ ମିଳିଛି ।

    • @Myself_prakash_07
      @Myself_prakash_07 Місяць тому +23

      ଓଡ଼ିଆ ଭାଷା ପ୍ରତି ଜାଗ୍ରତ ହେବା ଆବଶ୍ୟକ ❤❤

    • @-Jena_jena
      @-Jena_jena Місяць тому +9

      Bhi rajya ra head ta odia jani nahanti
      Sabu tamil pachare godauchanti

    • @padmalochanpradhan1370
      @padmalochanpradhan1370 Місяць тому +16

      ପୂର୍ବବର୍ଷ ଯେତେେଳେ ଆଇପିଏଲ ଓଡ଼ିଆ ରେ ପ୍ରସାରିତ ହେଉଥିଲା, ଲୋକମାନେ ସୋସିଆଲ ମିଡିଆରେ ଓଡ଼ିଆ ମନ୍ତବ୍ୟଦାତାଙ୍କୁ ପରିହାସ କରିଥିଲେ। ଓ ଜିଓ ସିନେମାର ସଭିଙ୍କ ଠାରୁ ପଛରେ ପଡ଼ିଥିଲା ଓଡ଼ିଆ ଭାଷା। ଆମ ଓଡ଼ିଆ ଲୋକ ମଧ୍ୟ ଦେଖୁ ନଥିଲେ।
      "ଆପଣା ହସ୍ତେ ଜିହ୍ୱା ଛେଦି "

    • @pintunaik3288
      @pintunaik3288 Місяць тому +3

      Sat katha bhai

    • @pintunaik3288
      @pintunaik3288 Місяць тому +5

      Aama odia bhasa ku kia b samman daunahanti..

  • @harekrushnasahoo8051
    @harekrushnasahoo8051 Місяць тому +5

    ଉଚ୍ଚ ହେବା ପାଇଁ କର ଯେବେ ଆଶା
    ଉଚ୍ଚ କର ଆଗେ ନିଜ ମାତୃଭାଷା।।
    ଆମେ ଓଡ଼ିଆ ଆମ ଭାଷା ବଢ଼ିଆ ଼❤❤

  • @jyotirbindupradhan4884
    @jyotirbindupradhan4884 Місяць тому +32

    ଆଜି ପ୍ରଥମେ ଦେଖିଲି ବହୁତ ଖୁସି ଲାଗୁଚି 😊

  • @ratandas3464
    @ratandas3464 Місяць тому +4

    ଏହି ଦେଶାତ୍ମକ ବୋଧକ ସଙ୍ଗୀତଟି ହୃଦୟସ୍ପର୍ଷୀ 👌👌

  • @mr.dibyaodisha8744
    @mr.dibyaodisha8744 Місяць тому +20

    ଜୟ ଉତ୍କଳ 🇮🇳🙏 ଜୟ ଜଗନ୍ନାଥ ସ୍ବାମୀ 🙏🇮🇳🇮🇳🇮🇳 ଆମେ ଓଡ଼ିଆ ସବୁଠୁ ବଢ଼ିଆ 🥰🥰🙏🙏🙏

  • @Dipti-ti6zj
    @Dipti-ti6zj Місяць тому +7

    ମୁଁ ଓଡ଼ିଆ ହୋଇ ନିଜକୁ ଗର୍ବିତ ଅନୁଭବ କରୁଛି ଏବଂ ମୋ ଜନ୍ମ ମାଟି କୁ ନତମସ୍ତକ ହେଉଛି। ଧନ୍ୟବାଦ ମହାପ୍ରଭୁ ମତେ ଜଣେ ଓଡ଼ିଆ କରି ଏ ଦୁନିଆ କୁ ପଠେଇଛ।🙏🙏🙏

  • @pareshkumarbehera1483
    @pareshkumarbehera1483 Місяць тому +4

    ଜୟ ଶ୍ରୀଜଗନ୍ନାଥ*🙏
    💐Subha Utkal Gaurav Madhusudan Dash🙏 Jayanti(28/04/24).
    Nice heart touching song of soil.
    Thanks to UCW team.👍

  • @padmanavpanda149
    @padmanavpanda149 Місяць тому +7

    ଭାଇ ମତେ କିଛି ସମୟ ପାଇଁ ଲାଗିଲା କି ନଟିଆ କମେଡି ବନ୍ଦ ହେଇଗଲା ❤️❤️

  • @user-hm5pr7pi2e
    @user-hm5pr7pi2e Місяць тому +5

    ଏହା ଏକ ସମାଜ ପାଇଁ ବହୁତ ଭଲ ନୋଟିସ୍ ଆଜି କାଲି ଓଡିଆ ଭାଷାକୁ ବହୁତ ପଛରେ ପକାଇଦେଇଛନ୍ତି ଯିଏ ବି ଓଡ଼ିଆ ହବାର ଅନୁଭବ କରୁଛ ତାକୁ ମୋର ସଲାମ thank you utkal world Make for
    Very nice patriotic song you open eyes of the odisha people 🙏🙏

  • @KushaRaut-eg1yr
    @KushaRaut-eg1yr Місяць тому +13

    🙏🌻🌹ବହୁତ୍ ବଢିଆ ଲାଗିଲା ଆମ ଉତ୍କଳ
    ଓଡିଶା ସଙ୍ଗୀତ
    ଆଜି ଓଡ଼ିଆ ଭାଷା ର ପ୍ରମାଣ ହଜି ବାରେ ଲାଗିଛି ତାମିଲ୍ ଶାସନ କଲେ ଓଡ଼ିଆ ର ସ୍ୱାଭିମାନ କୁ ନଷ୍ଟ କଲେ ଆଜି ଉଠିବା ବା ଜାଗ୍ରତ ହୋଇ ଆମ ଉତ୍କଳ ଜନନୀ ସଙ୍ଗୀତ ଭାଷା ଓ ଶିଳ୍ପ କୁ ବଞ୍ଚାଅ❤❤❤❤❤❤❤❤❤❤🌹🌻🙏

  • @Madhaba_Dora
    @Madhaba_Dora Місяць тому +8

    Bande Utkal janani 🇮🇳 ବନ୍ଦେ ଉତ୍କଳଜନନୀ 🇮🇳Jai Hind 🇮🇳🫡

  • @RebatrajVlog
    @RebatrajVlog Місяць тому +11

    ବନ୍ଦେ ଉତ୍କଳ ଜନନୀ 🚩🙏🏻 ଆମେ ଓଡିଆ ସବୁଠାରୁ ବଡ ହୁଦୟ ❤ ଜୟ ଜଗନ୍ନାଥ 🙏🏻

  • @laxmipriya7230
    @laxmipriya7230 Місяць тому +19

    ଜୟ ଜଗନ୍ନାଥ 🙏ଆମେ ଓଡ଼ିଆ ଭାରୀ ବଢିଆ ☺️

    • @KishorRana-qx6ee
      @KishorRana-qx6ee Місяць тому

      Mui sambalpuri

    • @HakaiEditz55
      @HakaiEditz55 9 днів тому

      ​@@KishorRana-qx6eesambalpuri hele bhi odia tui bhai love from Sundargarh ❤❤❤ amke development darkar together assa ladai karba jemetiti ama bharat raa loke ladai pain prann harai thilee 😢😢😢😢😢❤❤❤❤❤🙏🙏🙏🙏🙏

  • @mssubhadarshan7001
    @mssubhadarshan7001 Місяць тому +10

    Pravu Jay Bajarangbali nka janmautsava re samastanku avinandan❤❤

  • @user-rd9uc9ke9g
    @user-rd9uc9ke9g Місяць тому +6

    ବନ୍ଦେ ଉତ୍କଳ ଜନନୀ ଓଡ଼ିଆ ଆମ ମାତୃଭାଷା 🇮🇳🇮🇳🇮🇳🇮🇳🇮🇳

  • @shanchoudhuryray1098
    @shanchoudhuryray1098 Місяць тому +5

    Garba Re Kuha Ama Sabu Utkala Santan ❤

  • @mr.colourmanofficial
    @mr.colourmanofficial Місяць тому +1

    ନଟିଆ କମେଡି ମାଧ୍ୟମରେ ଏ ପ୍ରୟାସ ଖୁବ ଚମତ୍କାର ❤❤❤❤❤❤❤

  • @sukadevmunda963
    @sukadevmunda963 Місяць тому +1

    ଏଇ ଗିତଟି ବହୁତ୍ ବଢ଼ିଆ ଲାଗୁଛି
    ବନ୍ଦେ ଉତ୍କଳ ଜନନୀ
    ଆମ ଓଡ଼ିଆ ଭାରି ବଢିଆ 💪💪💪💪

  • @gyanapriyasarangi7860
    @gyanapriyasarangi7860 Місяць тому +13

    Beautiful ❤️

  • @Madhaba_Dora
    @Madhaba_Dora Місяць тому +4

    Happy HanumanJayanti to all! May the mighty Lord Hanuman inspire us with his devotion, humility, and unwavering dedication to righteousness🌺🙏🏻

  • @pabitrakumar4492
    @pabitrakumar4492 Місяць тому +9

    ଆମେ ଓଡ଼ିଆ, ଆମ ଭାଷା କେଡେ ବଢିଆ ❤

  • @user-yx2lv5gn4z
    @user-yx2lv5gn4z Місяць тому +1

    ଆମେ ଓଡ଼ିଆ ଭାରି ବଢିଆ
    ଆମ ଓଡ଼ିଆ ଭାଷା, ଆମ୍ଭ ଓଡ଼ିଆ ଙ୍କ ନିଶା
    ବନ୍ଦେ ଉତ୍କଳ ଜନନୀ ❤❤❤❤❤❤❤

  • @chakaradharapadhan-yq4el
    @chakaradharapadhan-yq4el Місяць тому +3

    Garba❤️ re kuha ame UTKALIYA 🙋🏻🛕🗽

  • @anandasahu5686
    @anandasahu5686 Місяць тому +6

    ବହୁତ ସୁନ୍ଦର ସଂଗୀତ 🙏🙏
    ଧନ୍ୟବାଦ ❤️❤️

  • @MadhusmitaMalik-sw5eq
    @MadhusmitaMalik-sw5eq Місяць тому +1

    ଏଇ ଭିଡ଼ିଓ ସବୁଠୁ ବେଷ୍ଟ୍।। ରିଏଲୀ ସୋ nice❤❤❤

  • @Narandramaharana2224
    @Narandramaharana2224 Місяць тому +1

    କେଉଁ ମାନଙ୍କ ହୃଦୟ କୁ ଛୁଇଁଲା ଏହି song 👍👍👍👍

  • @Krishnadasbls180
    @Krishnadasbls180 Місяць тому +17

    ମୋତେ ଲାଗୁଛି ଏଟା କୋଉ Episode ର ସୀନ ଟା😄ଏହି ଗୀତ ଯିଏ ଭଲସେ ବୁଝିଛନ୍ତି ସେମାନଙ୍କୁ ଏହି ଗୀତ ବହୁତ ଭଲ ଲାଗିବ🥰ଫକୀର ମୋହନ ସେନାପତି ଙ୍କ ଜନ୍ମସ୍ଥାନ ପାଖରେ ଆମ School ଓ କଲେଜ ଘର ଭି ସେଇ ପାଖାପାଖିରେ🙂ଗର୍ବର ସହ ଆମେ କହିବା ଆମେ ଉତ୍କଳ ସନ୍ତାନ.... ଜୟ ଜଗନ୍ନାଥ 🙏🏻❤

  • @Padminiparida-ki2eu
    @Padminiparida-ki2eu Місяць тому +21

    ନଟିଆ ଆଦର୍ଶ ପରୀକ୍ଷା ଓ ପରୀକ୍ଷା ଫଳରେ ଆଦର୍ଶ ପାଇଲା ସମସ୍ତେ ଖୁସି ହେଇ ଯାଉଛନ୍ତି କିନ୍ତୁ ନଟିଆ ର ସାଙ୍ଗ ମାନେ ଛାଡି ଦେଉ ନାହାନ୍ତି । ସେହି ଉପରେ ନାଟ କଟେ ଅଣାଯାଉ😢😢🙏🏻🙏🏻🙏🏻🙏🏻🙏🏻😭😭😭

  • @sarojkumarswain7121
    @sarojkumarswain7121 Місяць тому +1

    ଉଚ ହେବାକୁ କର ଯେବେ ଆଶା ଉଚ କର ଆଗ ନିଜ ମାତୃଭାଷା❤❤❤

  • @GugunMehndiAndArts
    @GugunMehndiAndArts Місяць тому +3

    ଆମେ ଓଡିଆ ଭାରି ବଢିଆ ❤❤❤

  • @sritamswain2802
    @sritamswain2802 Місяць тому +5

    Respect our odia language ☺️

  • @LaxmiDharaSahoo-yt4gv
    @LaxmiDharaSahoo-yt4gv Місяць тому +3

    ଆମେ ଓଡ଼ିଆ ଭାରି ବଢିଆ, ଏହା ଆମ ଓଡ଼ିଶା ମାଟିର ଗୌରବ ଓ ସ୍ମୃତି କୁ ମନେପକାଇବା ପାଇଁ ଏକ ନୂଆ ପ୍ରୟାସ

  • @user-hc2jk5wp6x
    @user-hc2jk5wp6x Місяць тому +4

    Bandemataram❤❤❤❤❤❤❤❤❤❤❤❤❤❤❤

  • @manashdakualifestyle3640
    @manashdakualifestyle3640 Місяць тому +1

    ବନ୍ଦେ ଉତ୍କଳ ଜନନୀ ଆମ ଓଡ଼ିଶା, ମୋ ଓଡ଼ିଶା, ଜୟ ଜଗନ୍ନାଥ ଆମେ ଓଡ଼ିଆ ଭାରି ବଢିଆ ❤❤❤

  • @ChittaranjanMandal-ll3qr
    @ChittaranjanMandal-ll3qr Місяць тому +3

    ଆମେ ଓଡ଼ିଆ ଭାରି ଭଢିଆ ❤❤❤

  • @sibanibehera-ke9kx
    @sibanibehera-ke9kx Місяць тому +4

    ବନ୍ଦେ ଉତ୍କଳ ଜନନୀ 🙏🙏🙏
    ଜୟ ଉତ୍କଳ ଜୟ ଓଡ଼ିଆ
    ଆମ ଭାଷା ବଢିଆ

  • @susantabehera9142
    @susantabehera9142 Місяць тому +2

    Gita suniki akhiru 😢😢asigalare bhai❤❤❤

  • @DipchandanMadkami-uf2qd
    @DipchandanMadkami-uf2qd Місяць тому +1

    ବନ୍ଦେ ଉତ୍କଳ ଜନନୀ ଗୀତ ଶୁଣି ସତରେ ଲୋମ ଟାଙ୍କୁରି ଉଠୁଛି ❤❤❤❤❤😢😢

  • @kanhumakut
    @kanhumakut Місяць тому +3

    Nice video। ବନ୍ଦେ ଉତ୍କଳ ଜନନୀ 🇮🇳🇮🇳🇮🇳🇮🇳🇮🇳

  • @devilqueenankitapari
    @devilqueenankitapari Місяць тому +7

    Pura rakta garam song ta...padhithilu bahi re hele aji aeta suniki jou feel hauchhi seta padha re nathila.... ଉଠ ରେ ଉଠ ରେ ଉତ୍କଳ ସନ୍ତାନ ❤

  • @kirankumardas2662
    @kirankumardas2662 Місяць тому +1

    ଏହି ଭିଡିଓ ଟି ଦେଖି ବହୁତ ଖିସୀ ଲାଗିଲା ଧନ୍ୟବାଦ ନଟିଆ କମେଡି ଏବଂ ଗୀତ ଶୁଣି ବହୁତ କାନ୍ଦ ଲାଗିଲା ଭାଗବାନ ଙ୍କ କୃପାରୁ ଆପଣ ଏମିତି ଆଗେଇଚାଲନ୍ତୁ ଜୟ ଜଗନ୍ନାଥ ଆମେ ଓଡିଆ ଭାରି ବଢିଆ❤❤❤

  • @Skindiagaming321
    @Skindiagaming321 Місяць тому +2

    ଭିଡିଓ ଭଲ ଲାଗିଲା ଧନ୍ୟବାଦ ❤❤❤❤🎉🎉

  • @jharanapradhan7446
    @jharanapradhan7446 Місяць тому +3

    My heart melted after listen this patriotic song 😢🙏🏻✨💖

  • @birasethy7750
    @birasethy7750 Місяць тому +3

    ବହୁତ ସୁନ୍ଦର ଗୀତ ✨✨✨💞💞

  • @jesarjanshortofficial...5470
    @jesarjanshortofficial...5470 Місяць тому +1

    ଆମେ ଓଡ଼ିଆ ଭାରି ବଢିଆ , ଆମ ଓଡ଼ିଆ ଭାଷାର ଅଗ୍ରଗତି ପାଇଁ ସମସ୍ତେ ରାଜି ତ 🙏 ବନ୍ଦେ ଉତ୍କଳ ଜନନୀ 🙏

  • @abhishekmajumdar380
    @abhishekmajumdar380 Місяць тому +1

    Goosebumps asigala Jay Jagannath.....

  • @Radhakrishnashorts14350
    @Radhakrishnashorts14350 Місяць тому +4

    Nice... I love natia comedy❤❤❤❤❤❤❤❤we love natia comedy natia pain gote like

  • @Parikudtoka100
    @Parikudtoka100 Місяць тому +3

    Wow satare bhaut bhala lagila ❤❤❤❤

  • @Sudhansu__Jena
    @Sudhansu__Jena Місяць тому +1

    ଆମେ ଓଡ଼ିଆ ଭାରି ବଢିଆ❤❤
    ବନ୍ଦେ ଉତ୍କଳ ଜନନୀ 🙏❤️🙏

  • @chandan8798
    @chandan8798 Місяць тому +1

    ବହୁତ ଭଲ ଲାଗିଲା ଉତ୍କଳ ର ଗୀତ ଶୁଣି❤❤ଧନ୍ୟବାଦ ଉତ୍କଳ କାର୍ଟୁନ ଏହି ଗୀତ ଟି ପୋଷ୍ଟ କରିଥିବାରୁ🙏🙏🙏

  • @LaxmiDharaSahoo-yt4gv
    @LaxmiDharaSahoo-yt4gv Місяць тому +3

    ଜୟ ଜଗନ୍ନାଥ

  • @odiarummytech8082
    @odiarummytech8082 Місяць тому +3

    ବନ୍ଦେ ଉତ୍କଳ ଜନନୀ ❤️❤️

  • @user-gw8nc5wg2t
    @user-gw8nc5wg2t 15 днів тому +1

    ମୋ ଭାସା❤

  • @krupamajhi5742
    @krupamajhi5742 Місяць тому +1

    ଜୟ ଜଗନ୍ନାଥ 🙏❤️💕ଆମେ ଓଡ଼ିଆ ଭାରି ବଢିଆ 💯🤩... ବନ୍ଦେ ଉତ୍କଳ ଜନନୀ 🙏🙏🙏🥰🥰🥰...

  • @baisakhisahu9923
    @baisakhisahu9923 Місяць тому +3

    Ame odia bari bodhiya ❤😊 💫🥰 Mu bohut khusi ki mu jone Odia boli 💯😊😍💖💗 Jay jaganath 🙏🎉✨❣️⭕❗⭕

  • @ArchitaKar
    @ArchitaKar Місяць тому +3

    *Utkal cartoon world bahut prakara samajika sikhya dauchi ta video madhyama re❤huge respect ️🙏*

  • @kumarkartik9338
    @kumarkartik9338 Місяць тому +2

    ବହୁତ ଖୁସି ଲାଗିଲା ଓଡ଼ିଶା ବାସୀଙ୍କୁ ସଚେତନା ବାର୍ତ୍ତା ଦେଇଥିବା ରୁ ଧନ୍ୟବାଦ ଉତ୍କୋଳ କାର୍ଟୁନ୍ ଟିମ❤❤❤❤

  • @Bikrambehera121
    @Bikrambehera121 12 днів тому

    ଲୋମ ଟାଙ୍କୁରି ଉଠିଲା 🔥ଓଡ଼ିଆ ଭାଷା ପ୍ରାଣ ମୋର❤

  • @lordJagannath123
    @lordJagannath123 Місяць тому +3

    ମୁଁ ବହୁତ୍ ଗର୍ବିତ ଓଡ଼ିଆ ମାଟିରେ ଜନ୍ମ ନେଇ

  • @purtyshyama8984
    @purtyshyama8984 Місяць тому +4

    1K like miliba bhai mane

  • @SaGar75746
    @SaGar75746 Місяць тому +1

    Beautiful song 😍 vande utkal janani jay Jagannath 🙏🙏🙏 tysm ucw all team members 😊

  • @SachinSing-ki5wm
    @SachinSing-ki5wm Місяць тому

    ଏଇ ଗୀତ ମୗ ହୣଦୟକୁ ଛୁଇ ଦେଇଛି ଧନ୍ୟ ବାଦ୍ ନଟୀଆ କମେଡି😢😢😢😢

  • @gururam646
    @gururam646 Місяць тому +4

    First like koro somoste

  • @hkproduction970
    @hkproduction970 Місяць тому +3

    O ki santi ...aye khora pagore notia comedy video dekhidele tike santi laguchi ...❤❤🎉🎉 Goto kali ate search koli mililani .. thank you so much notia comedy group's...

  • @Natia-gaming-143
    @Natia-gaming-143 Місяць тому +2

    Thank God natia is back 😊😊😊😊😊😊😊😊

  • @anantabehera498
    @anantabehera498 Місяць тому

    ସଂଗ ବହୁତ ବଢିଆ ହୋଇଛି ..... ଜୟ ଯବାନ ଜୟ କିଷାନ...

  • @songlyrics-uf8ph
    @songlyrics-uf8ph Місяць тому +4

    First like mora 😊😊😊

  • @Madhaba_Dora
    @Madhaba_Dora Місяць тому +4

    Bhadiyaa heichi 👏 Jai Jagannath 🙏🙏 Love From Kalahandi ❤️❤️

  • @Barsha_sahu07
    @Barsha_sahu07 Місяць тому +2

    ଆମେ ଓଡ଼ିଆ ଭାରି ବଢିଆ 😊☺️ଜୟ ଜଗନ୍ନାଥ 🙏

  • @KCvlog1
    @KCvlog1 Місяць тому +13

    ଭାଇମାନେ ଆଉ କଣ ଉତ୍କଳ ସନ୍ତାନ ଉଠିବେ।।।ଉଠିବାର ଥିଲେ ଦୀର୍ଘ ୨୫ ବର୍ଷ ହେଲା ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଓଡ଼ିଆ ନଜାଣି ମଧ୍ୟ ଶାସନରେ....ଜଣେ ଅଣ ଓଡ଼ିଆ ଅଫିସ ର ମୁଖ୍ୟମନ୍ତ୍ରୀ ଙ୍କୁ ଗୃହ ବନ୍ଦୀ କରି ୪କୋଟି ଓଡ଼ିଆ ଙ୍କୁ କିଛି social welfair ଯୋଜନା କରି କ୍ରୀତଦାସ ବନେଇରଖିଛନ୍ତି...ଆହୁରି ଏବେ ଯାଏଁ ଓଡ଼ିଆ ଙ୍କ ପ୍ରତି ଛଳନା ଚାଲିଛି...ଉତ୍କଳ ବାବୁ ଙ୍କ ଏ ପ୍ରୟାସ ବହୁତ୍ ଗୁରୁତ୍ୱପୂର୍ଣ୍ଣ...ପ୍ରିୟ ଓଡ଼ିଆ ମାନେ ଏବେ ବି ସମୟ ଅଛି ଉଠି ଯାଆନ୍ତୁ....ନଚେତ୍ ଆପଣଙ୍କ ଆଗାମୀ ୧୦୦ ବର୍ଷ ର ଭବିଷ୍ୟତ ଆପଣଙ୍କ କାରନାମା ପାଇଁ ନିନ୍ଦା କରିବାକୁ ବାଧ୍ୟ ହେବେ...ବନ୍ଦେ ଉତ୍କଳ ଜନନୀ❤❤❤❤

  • @Scrollingtime99767
    @Scrollingtime99767 Місяць тому +1

    ବନ୍ଦେ ଉତ୍କଳ ଜନନୀ । ଅନେକ ଅନେକ ଧନ୍ୟବାଦ ଉତ୍କଳ କାର୍ଟୁନ୍ ନେଟୱର୍କ ଏହିପରି ଏକ ଭିଡିଓ ମାଧ୍ୟମ ରେ ଏଇ ସୋଇପଡିଥିବା ଓଡ଼ିଆ ଜାତିକୁ ଜାଗ୍ରତ କରିବା ପାଇଁ ଏକ ପ୍ରୟାସ କରିଥିବାରୁ। ଜୟ ଜଗନ୍ନାଥ ❤

  • @bhairavbhairavkunda
    @bhairavbhairavkunda Місяць тому +1

    Bande mo odisha ❤❤❤sundar mo odia bhasha ❤❤❤❤

  • @sidhantasahoo6419
    @sidhantasahoo6419 Місяць тому +2

    🥰ଆମେ ଓଡ଼ିଆ ଭାରି ବଢିଆ😍ଜୟ ଜଗନ୍ନାଥ🙏

  • @JyotiraniSahoo-kp4em
    @JyotiraniSahoo-kp4em Місяць тому

    ବନ୍ଦେ ଉତ୍କଳ ଜନନୀ ଜୟ ଜଗନ୍ନାଥ ଓଡିଶା ଭାଷା ଓଡ଼ିଆ ଜାତି...🙏😘❤👍🙈

  • @dipunnaik2827
    @dipunnaik2827 Місяць тому +1

    ବନ୍ଦେ ଉତ୍କଳ ଜନନୀ ❤️❤️❤️❤️❤️ଜୟ ଜଗନ୍ନାଥ 🙏🙏🙏🙏🙏... Natia comdey 👍👍👍👍👍👍👍

  • @jogendrapradhan22
    @jogendrapradhan22 Місяць тому +1

    ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପାଇଁ ❤
    ଜୟ ଜଗନ୍ନାଥ

  • @rajeshkumarsahu9413
    @rajeshkumarsahu9413 Місяць тому +2

    I love odia & I love odisha 🙏🙏😊😊

  • @goutambarikkanha1323
    @goutambarikkanha1323 Місяць тому +1

    ଭାଇ ଗୀତଟି କୁ ଯିଏ ପରିବେଷଣ କରିଛନ୍ତି ବହୁତ ସୁନ୍ଦର ହେଇଛି ଆମେ ଓଡ଼ିଆ ଆମ ମାତୃଭାଷା ଭାରି ବଢିଆ ❤❤❤

  • @Odisha_Kings
    @Odisha_Kings Місяць тому +1

    ବନ୍ଦେ ଉତ୍କଳ ଜନନୀ 🦾

  • @Odishateam00
    @Odishateam00 22 дні тому +1

    Jay jagannath ⭕‼️⭕ ବନ୍ଦେ ଉତ୍କଳ ଜନନୀ

  • @SAHUKUMARSAMBITSearch2.0
    @SAHUKUMARSAMBITSearch2.0 Місяць тому

    ଭାରତୀୟ ସଙ୍ଗୀତ ଓଡ଼ିଶାର ❤❤

  • @user-qx7jz2zf4t
    @user-qx7jz2zf4t Місяць тому +1

    ବନ୍ଦେ ଉତ୍କଳ ଜନନୀ