@@worldtechprojects9181 bhai mu Sanskrit katha kahuni rashtra bhasa Hindi katha kahuchi are ebe ta tame bhasa pai odisha dui bhaga karibaku lagicha au kahucha laguange re kichi mane nahi are west odisha kahuchi tanku alga state darkar ei bhasa pai au baki Rahila pura bharat nijaku odia Bengali Marathi Punjabi esabu kahi sabu divide heijaichanti
Hindi rastriya bhasa he aap bolrehe he ki bhasa Hindi hona chahiye to ustarha hamare rashtriya pita to Gandhi he na to aap to Gandhi ko pitaji bolo na tum apne pita ko kiu pita bolrehe ho
ନିଜ ମାତୃ ଭାଷା କୁ ଭଲ ପାଉଥିଲେ ଲାଇକ ଗୋଟେ କର 😊😊
Wownatiaverygood❤😊😂😅
Yesnatiasobeautiful❤😂😅😊
Yes sir my name is ok
❤❤❤❤❤❤❤
🎉@@jagannathbehera1122
ଏଇ ଭିଡିଓ ଦେଖିଲା ପରେ ଦେହରେ goosebumps ଆସିଗଲା।ନଟିଆ ଟିମ୍ ଙ୍କୁ ବହୁତ୍ ବହୁତ ଧନ୍ୟବାଦ।
ଭାଇ ଲୋମ ଟାଙ୍କୁରି ଉଠିଲା କହୁନ ।
Hmmm
ଆଖିରୁ ଲୁହ ଆସିଗଲା❤ ଆମେ ଓଡିଆ ଭାରି ବଢିଆ❣️ ବନ୍ଦେ ଉତ୍କଳ ଜନନୀ🙏
Thanku😊😊❤❤
Yes
ମାତୃଭାଷା କୁ ନେଇ ଏ ଭଳିଆ ଗୋଟେ ସୁନ୍ଦର video କରିଥିବାରୁ ଧନ୍ୟବଦ୍ ସମସ୍ତେ ନିଜ ମାତୃଭାଷା କୁ ଭଲ ପାଇବା ଦରକାର ମୁଁ ଗର୍ବୀତ ଯେ ମୁଁ ଓଡ଼ିଆ❤ ନିଜ ମାତୃଭାଷା ଠାରୁ ଆଉ କିଛି ଭାଷା ଭଲ ନୁହ 😊😊
Qosmdkdvvzmldudxnxmxrulfka NJlebsitbOwirsmofzarignz🥰🥰🥰😍😍🤩🤩😜😜💞💞💅💅🥸🤡🤡🌞🌞😾😾⭐⭐✨✨✨✨🌟🌟💫💫💯💯💯🎉❤️
ମାତୃ ଭାଷା ସାହିତ୍ୟ କୁ କିଏ କିଏ ଭଲ ପାଉଥିଲ ,❤ ଆମେ ଓଡ଼ିଆ ଭାରି ବଢିଆ ଜୟ ଜଗନ୍ନାଥ
ଭାଇ ମୁଁ
❤
❤
❤❤❤❤❤❤
I love you.. odisha.. my language my odia.
କିଏ କିଏ ଆମ ଓଡ଼ିଆ ଭାଷା କୁ ଭଲ ପାଅ ଯଦି ❤️ ରୁ ଭଲ ପାଉଥିବା ତାହେଲେ ଗୋଟେ ଲାଇକ ହଉ 😊
Uk
ଓଡ଼ିଆ
Channel delete kana paain heithila?
TQ brother ❤❤
ମୁଁ ଓଡ଼ିଆ ଭାଷାକୁ ଜୀବନରୁ ଅଧିକ ଭଲ ପାଏ ତେଣୁ କରି ମୁଁ ଓଡ଼ିଆ ହୋନରସ୍ ନେଇଛି
ମାତୃ ଭୂମି ମାତୃ ଭାଷା ର ମମତା
ଯା ହୃଦେ ଜନମି ନାହିଁ !!
ତାଙ୍କୁ ଯଦି ଜ୍ଞାନୀ ଗଣ ରେ ଗଣିବା
ଅଜ୍ଞାନ ରହିବେ କାହିଁ !!
ମୋ ଓଡ଼ିଆ ଭାଷା ମୋତେ ପ୍ରାଣ ଠୁ ବି ପ୍ରିୟ କେତେ ମଧୁର ମୋ ମା ର ଭାଷା ❤
ବନ୍ଦେ ଉତ୍କଳ ଜନନୀ 🙏🙏🙏
Bande utkal janani ❤
Bohut Sundar katha te kahila Bhai ❤
ବନ୍ଧେ ଉତ୍କଳ ଜନନୀ ❤❤❤❤❤
Eha ku Mahatma Gandhi kahithile
Gagadhara meher
ମୁ ବହୁତ ଗର୍ବିତ କି ମୁ ଓଡ଼ିଆ I love india .💪✊🥺 ଯଦି ମାତୃ ଭାଷା କୁ ଭଲ ପାଉଛ ତା ହେଲେ like କର.❤️ ଜୟ ଜଗନ୍ନାଥ 🙏❤
Bhai... I love odisha lekhantu...plz❤❤
ଜନନୀ ଜନ୍ମ ଭୂମି ସ୍ୱରଗା ଦପି ଗରିଆସି, ଯେତେ ଇଂଲିଶ କହିଲେ କଣ, ଆମ ଓଡ଼ିଆ ଭାଷା, ସବୁଠୁ ବଡ଼, ଜୟ ଜଗନ୍ନାଥ
ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ 🕉️😊🚩🙌
Jai Jagannath Bhai
ସଠିକ ରେ ହଉଛି.. ଜନନୀ ଜନ୍ମଭୂମିସ୍ୟ ସ୍ବର୍ଗଦପି ଗରୀୟସି ✅✅
❤❤❤❤❤❤❤❤❤❤❤❤❤❤
@@archanaranipattnaik9955hi.
ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ
ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ 😊😊
ମୁଁ ମୋ ମାତୃଭାଷା ଓଡ଼ିଆ ପାଇଁ ଗର୍ବିତ 🤗🤗 ଜୟ ଜଗନ୍ନାଥ
@donttalk7499 ଆଶା କରେ ମୋ ଲେଖା ରେ କିଛି ତ୍ରୁଟି ରହିପାରେ ମାତ୍ର ମୋତେ କହିପାରିବେ ଅଜ୍ଞାନ ନା ଅଜ୍ଞାନୀ.. ସାଧାରଣ ଭାଷା ରେ ବୁଝିବାକୁ ଗଲେ ଅଜ୍ଞାନ ଯାହା କୌଣସି ଲୋକ ବୁଝାଏନି ବାସ୍ତବ ରେ ଅଜ୍ଞାନୀ ସେମାନେ ଯାହା ସ୍ଵଭାଵ କବି ଗଙ୍ଗାଧର ମେହେର ଲେଖିଛନ୍ତି ଯାହାଙ୍କର ଜ୍ଞାନ ବୋଲି କିଛି ନଥାଏ ସେମାନେ ହେଉଛନ୍ତି ଅଜ୍ଞାନୀ ଆଶା କରେ ମୋ କହିବ କଥା ଆପଣ ବୁଝିପାରୁଥିବେ 🙏🙏
@donttalk7499 ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ସାରର୍ଥ ଅତି ସରଳ ଯାହା ସମ୍ପୂର୍ଣ ବୁଝାଉଛି ଜ୍ଞାନୀ ଆଉ ଅଜ୍ଞାନୀ... ଯୋଉ ମାନଙ୍କ ମନରେ ନିଜ ମାତୃଭୂମି ମାତୃଭାଷା ପ୍ରତି ଭଲ ପାଇବା ଜନ୍ମ ହୋଇନି ଯେଉଁ ମାନେ ନିଜ ମାତୃଭାଷା ର ଗୁରୁତ୍ୱ ଦିଅନ୍ତି ନାହିଁ.. ଯଦି ସେମାନଙ୍କୁ ଆମେ ଜ୍ଞାନୀ ଗଣ ମଣ୍ଡଳୀୟ ଲୋକ ଙ୍କ ସହ ସମାନ କରି ଜ୍ଞାନହୀନ ଲୋକ ଙ୍କୁ ଗଣନା କରିବା ତେବେ ଅଜ୍ଞାନୀ ମାନେ ମୂର୍ଖ ସେମାନେ କୁଆଡେ ଯିବେ ଆଶା କରେ ମୋ ଭୁଲ ଥିଲେ ତ୍ରୁଟି ସୁଧାରିବେ ❤️
Satare
ନାଇଁ ଭାଇ ସେଇଟା ଠିକ୍ ଅଛି
@@Prahaladadbehera4710 ଧନ୍ୟବାଦ ଭାଇ ❤️❤️
ଯିଏ ଯିଏ ଓଡ଼ିଆ ସମସ୍ତେ Like କର ❤❤❤ ଆମେ ଓଡ଼ିଆ ଭାରି ବଢିଆ😊😊
Nice ❤😂🎉😢😮😅😊❤❤❤❤❤❤❤❤❤❤❤❤😂😂😂😂😂😂😂😂😂😂😂😂😂🎉🎉🎉🎉🎉🎉🎉🎉🎉😢😢😢😢😢😢😢😢😢😢😮😮😮😮😮😮😮😮😮😅😅😅😅😅😅😅😅😅😊😊😊😊😊😊😊😊😊😊😊😊
Bhai mu bi odia
ଧନ୍ୟବାଦ୍ ଭାଇ 😢😮😢
😊😊😊😊😊😊😊😊😊😊😊😊😊vala hai chi
@@DhaniramBhatra-o1uueyyyuyeyyyyuyeuuuy3yy374y
ମଧୁ ବାବୁ, ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି,ରାଧାନାଥ ରାୟ,ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସୁରେନ୍ଦ୍ର ସାଏ,ହରେକୃଷ୍ଣ ମହତାବ ଏମାନେ ସବୁ ଆମ ରାଜ୍ୟ କୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ , ଆମ ଭାଷା କୁ ବଞ୍ଚାଇବା ପାଇଁ ,ଓଡ଼ିଆ ଜାତି କୁ ବଞ୍ଚାଇ ରଖିବା ପାଇଁ ଅନେକ ସଂଘର୍ଷ କରିଛନ୍ତି ଏମାନଙ୍କର ଅବଦାନ ମହାନ୍ ଉତ୍କଳ ପାଇଁ କଣ ଥିଲା ପ୍ରତ୍ୟେକ ଓଡ଼ିଆ ଜାଣିବା ଦରକାର ।
ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ ଏପରି ଏକ ପ୍ରୟାସ କରିଥିବା ରୁ ।
ଜୟ ଜଗନ୍ନାଥ , ବନ୍ଦେ ଉତ୍କଳ ଜନନୀ 🙏🏻
ସତରେ ଏହି ବ୍ୟାଖ୍ୟାନ ଦେଖିକି ଆଖି ରୁ ଲୁହ ଆସିଗଲା 🥲 ଅତ୍ୟନ୍ତ ହୃୟସ୍ପର୍ଶୀ ହୋଇଛି ଏହି ଭିଡିଓ ଟି । ଜୟ ଜଗନ୍ନାଥ ❤
Good
Y u didn't
PR of😅😅 b🎉
hmm number send କର ତ ଟିକେ କାମ ଅଛି
ଆମେ ଓଡିଆ ଆମ ଭାଷା ଆମ ପାଇଁ ଭାରି ବଢିଆ❤👌
I love you odisha 🥰
from Bhadrak ❤
🙏🙏ଜୟ ଜଗନ୍ନାଥ🙏🙏
Me Be Cuttack ❤❤
I am from bhadrak
I am from bhadrak❤I love my odisha
XX
,😢😮😅😊
ସତରେ ବହୁତ ସୁନ୍ଦର ଭାବ ରେ ଓଡ଼ିଆ ଭାଷା ର ମହତ୍ତ୍ଵ ବିଷୟ ରେ ବୁଝାଇଛନ୍ତି❤❤ ❤
🖤💜💙🖤💜🖤🧑✈️☺️🧑✈️🖤💜🖤💜🖤💜🖤💜🖤💜🖤💙🤎💙🤎💙🤎💙🤎💙🤎💙🤎💙💚💘💚💘💚💘💚💘💚💘 4:50 4:50 4:50 4:50 4:51 4:51
ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗେ ନିଜ ମାତୃ ଭାଷା
ଓଡ଼ିଆ ଭାରି ବଢିଆ ଗୋଟା ନଡ଼ିଆ❤❤❤❤👇👇👇👇👇👇
Class 8. Udbodhan
😊
ବନ୍ଦେ ଉତ୍କଳଜନନୀ ❤ ଯୋଉ ମାନେ ଓଡ଼ିଆ ସେମାନେ ଲାଇକ କରନ୍ତୁ କମେଟ କରନ୍ତୁ
❤❤❤❤❤❤❤
@@theanimal3153 😀😀😀😀
ମାତୂଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅ
ଜ୍ଞାନ ରହିବେ କାହିଁ ଯୋଉ ମାନେ ମାତୂଭାଷା କୁ ଭଲପାଅ 👍👍 କର
First time I got 100 likes thank you
@@ashutosh24279 ଆଛା ଏମିତି କଥା । ତୁ ଯାଉନୁ,,,,! ହିନ୍ଦୀ ଭାଷା ତେଲୁଗୁ ଭାଷା ତାମିଲ ଭାଷା ଗୁଜରାଟୀ, ମରାଠୀ, ପଞ୍ଜାବୀ , ଆସାମୀ,ବଙ୍ଗାଳୀ ଭାଷାରେ ଯେଉଁ ମାନେ ନିଜେ ନିଜ ମାତୃ ଭାଷାକୁ ଭଲ ପାଆନ୍ତି କଥା ହୁଅନ୍ତି। ଯା ସେହି ରାଜ୍ୟ ମାନଙ୍କୁ ଆଉ ସେଠିକାର ଅଞ୍ଚଳ ବାସୀ ଆଉ ସେମାନଙ୍କ ମୁଖ୍ୟ ମନ୍ତ୍ରୀ ମାନଙ୍କୁ କହିବୁ। ହିନ୍ଦୀ English ଶିଖିବା ଓ କହିବା ଭୁଲ ନୁହେଁ। ନିଜେ ନିଜ ମାତୃଭୂମି ମାତୃ ଭାଷାକୁ ଭଲ ପାଉଥିବାରୁ ନିଜ ମାତୃ ଭାଷାକୁ ବଞ୍ଚାଇ ରଖିବା ପାଇଁ ଏହା ଏକ ଛୋଟ ପ୍ରାୟାସ 👍
@@ashutosh24279ଯଦି ବି କହୁଛ ତାହେଲେ ଏଇ ଯୋଉ ଶବ୍ଦ ଲେଖିଛ ତାକୁ ଆପଣ ହିନ୍ଦୀ ରେ ବି ଲେଖି ପାରିଥାନ୍ତେ ତାହେଲେ ୟାକୁ ଇଂରାଜୀ ରେ ଲେଖିବା କଣ ଦରକାର ଥିଲା.....
କଥାରେ ଅଛି ଯେ ଦେଶ ଯାଏ ସେ ଫଳ ଖାଏ
ସେମିତି ଆମ ଓଡ଼ିଆ ଭାଷା ବି ଗୋଟେ ଭାରତ ଦେଶ ର ଭାଷା ଆଉ ସେଇଟା ଓଡିଶା ରାଜ୍ୟ ପାଇଁ ସମ୍ଭବ ହୋଇପାରିଛି...
ହିନ୍ଦୀ ଭାଷା ଆମ ରାଷ୍ଟ୍ର ଭାଷା ହୋଇପାରେ କିନ୍ତୁ ଆମ ଓଡ଼ିଶା ରାଜ୍ୟ ରେ ଯେଉଁ ଭାଷା ପ୍ରଚଳିତ ହେଉଛି ତାକୁ ଆମେ ସମ୍ମାନ ଦେବା କଥା....
ମୁଁ ମୋ ଓଡ଼ିଶା ରାଜ୍ୟ ଆଉ ଓଡ଼ିଆ ଭାଷା କୁ ଗର୍ବ କରେ.....
❤️🙏🏻👑🫡💯
@@worldtechprojects9181 bhai mu Sanskrit katha kahuni rashtra bhasa Hindi katha kahuchi are ebe ta tame bhasa pai odisha dui bhaga karibaku lagicha au kahucha laguange re kichi mane nahi are west odisha kahuchi tanku alga state darkar ei bhasa pai au baki Rahila pura bharat nijaku odia Bengali Marathi Punjabi esabu kahi sabu divide heijaichanti
@@worldtechprojects9181 eita bi sata Katha je amaku ama matrubhasa odia Priya but jouta sata seita kahuchi
Jay odia
ଓଡ଼ିଆ ଆମ ମାତୃ ଭାଷା।
ଗୋଟେ ମଜା କଥା ଜାଣିଛ ଯୋଉ ଇଂରେଜ ମାନେ ଆମ ଦେଶ କୁ ଇଂରାଜୀ ଆଣି ଥିଲେ ସେମାନେ ଆମ ଦେଶ ର ସବୁ ରାଜ୍ୟ ର ରାଜା ଙ୍କୁ ହରାଇ ରାଜ୍ୟ ରେ ରେ ରାଜୁତି କରୁଥିଲେ କିନ୍ତୁ
ଏଇ ଓଡ଼ିଆ ରାଜ୍ୟ କୁ କେବେ ହତିଆର କରି ପାରିନଥିଲେ।
ସେଇ ପାଇଁ ଆମ ରାଜ୍ୟ ଓଡ଼ିଶା ଓ ଆମ ମାତୃ ଭାଷା ଓଡ଼ିଆ କୁ ସମ୍ମାନ ଦେଇ ❤ ଟେ କରି ଦିଅ
❤❤❤❤
Bhul.. Odia huchi ama vasa... Ta ame odia hni khiba... Ame English, Hindi jniba... Kintu odia hni khiba...
ଠିକ୍ କହିଛ ଭଉଣୀ@@geetikrishna788
@@ashutosh24279ଆମେ ଆମ ରାଷ୍ଟ୍ରଭାଷା କୁ ସମ୍ମାନ ଦଉଛୁ ଏବଂ ଦଉଥିବୁ ମଧ୍ୟ । କିନ୍ତୁ ଆମେ ଯେତେବେଳେ ପ୍ରଥମେ କଥା କହିବା ଶିଖିଲୁ ଆମ ପାଟିରେ ଆମ ମାତୃଭାଷା ଓଡ଼ିଆ ହିଁ ଥିଲା। ଯେତେବେଳେ ଯାଏ କୌଣସି ଦରକାର୍ ନପଢ଼ିଛି ଆମେ ଅନ୍ୟ ଭାଷା କଣ ପାଇଁ ବ୍ୟବହାର କରିବା,ନିଜ ମାତୃଭାଷା କୁ ଛାଡ଼ିକି।ଆମ ପାଇଁ ଆମ ମାତୃଭାଷା ମହାନ୍ । ଜୟ ଓଡ଼ିଆ ଜୟ ଓଡ଼ିଶା ଜୟ ଜଗନ୍ନାଥ 🙏🙏🙏
ମୁଁ ଗର୍ବ କରେ କି ମୁଁ ଏହି ମହାନ୍ ସଂଗ୍ରାମୀ ମଧୁସୂଦନ ଦାସଙ୍କ ଗ୍ରାମ ର ଗ୍ରାମବାସୀ ❤😊
Madhu babu the great👍👍👍👍👍👍
ଅତି ସୁନ୍ଦର ବ୍ୟାଖ୍ୟାନ। ଅନେକ କୃତଜ୍ଞତା ଆପଣଙ୍କ ଦଳ କୁ । ଆମେ ଓଡ଼ିଆ ଆମ ଭାଷା ବହୁତ୍ ବଢିଆ।ଧିକ ସେମାନଙ୍କୁ ଯିଏ ନିଜ ମାତୃ ଭାଷା ମାତୃ ମାଟି ପାଇଁ ଶ୍ରଦ୍ଧା ଆଉ ସ୍ନେହ ମନରେ ନାହିଁ । ବନ୍ଦେ ଉତ୍କଳ ଜନନୀ।❤ ଜୟ ଜଗନ୍ନାଥ ମହାପ୍ରଭୁ।🪔
Sgsvgjjfs kkdgkoo🎉😂😮 16:19
ଯଉ ଯଉ ମାନେ ମାତୃଭାଷା ଓଡ଼ିଆ କୁ ଭଲ ପାଉଥିଲେ ଗୋଟିଏ like ❤ ନିଶ୍ଚିତ କରିବେ
Like ra odia aga lekhe doudi asila dekhei habaku
ନିଜ ମାତୃଭାଷା କୁ ଭଲ ପାଉଥିଲେ ଗୋଟେ like କର Jay Jagannath
Brudesibddfehoffydpg😢
ହୃଦୟକୁ ଥରେଇଦେଲା ଭଳି voice... ସତେ ମଧୁବାବୁ ଆମ ସମସ୍ତଙ୍କୁ ପ୍ରଶ୍ନ କରୁଛନ୍ତି.. ଚେତେଇ ଦଉଛନ୍ତି... ତାଙ୍କର ଅବଦାନ କୁ ଆମେ ଭୁଲିଯାଇଛେ.. ତାଙ୍କର ବଳିଦାନ କୁ ଆମେ ଭୁଲିଯାଇଛେ 🥺🥺
ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଅବଦାନ କୁ ଭୁଲିଗଲେ କି ଭାଇନା , ଆମର ଅଞ୍ଚଳ ଆନ୍ଧ୍ର ରେ ଥାଆନ୍ତା ଯଦି ମହାରାଜା ନଥାନ୍ତେ ( from ପାରଳାଖେମୁଣ୍ଡି) ଜୟ ଉତ୍କଳ 🚩
ମୋର ପୂର୍ବ ପୁରୁଷ ଆନ୍ଧ୍ର ରୁ ମୁଁ ମଧ୍ୟ ତେଲୁଗୁ ଜାଣେ, ଆମ ଗ୍ରାମ ରେ ତେଲୁଗୁ ନୋ ଜାଣିଲେ ଚଳି ହେବନି କିନ୍ତୁ ମୁ ସବୁଠି ଓଡ଼ିଆ ରେ କଥା ହୁଏ।
ଦୟା କରି ଓଡ଼ିଆ ରେ ସମସ୍ତ ଙ୍କୁ ଓଡ଼ିଆ ରେ କଥା କହିବା ଶିଖାନ୍ତୁ
ଧନ୍ୟବାଦ
@@Prahaladadbehera4710 nischay bhai
ମୁଁ ପାରଳାଖେମୁଣ୍ଡି ର ନିବାସୀ ❤❤❤
Hindi rastriya bhasa he aap bolrehe he ki bhasa Hindi hona chahiye to ustarha hamare rashtriya pita to Gandhi he na to aap to Gandhi ko pitaji bolo na tum apne pita ko kiu pita bolrehe ho
ଉଚ୍ଚ ହେବା ପାଇ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା
Class 8 udbodhana Kavita 😢
Good comment 👏👏
❤❤❤
ହୃଦୟସ୍ପର୍ଶୀ କାହାଣୀ 😢 ଧନ୍ୟବାଦ sir 🙏 ଆମ ଓଡ଼ିଆ ମାନଙ୍କୁ ଠିକ୍ ରାସ୍ତା କୁ ଆଣିହେବ ଏଇ କାହାଣୀ ମାଧ୍ୟମରେ
ବହୁତ ସୁନ୍ଦର ପ୍ରୟାସ।
ଚିର ନିଦ୍ରା ରେ ସୋଇଥିବା ଓଡ଼ିଆଙ୍କୁ ଜାଗ୍ରତ କରିବାର ସୁନ୍ଦର ପ୍ରୟାସ।
ଏମିତି ଏ ମାଟିର ର ଭାଷା, ସଂସ୍କୃତି କୁ ଜୀବିତ ରଖିବାର ର ଏହା ହିଁ ଉତ୍କୃଷ୍ଟ ମାଧ୍ୟମ।
ଧନ୍ୟବାଦ
ବନ୍ଦେ ଉତ୍କଳ ଜନନୀ
ସତରେ ଆଖି ରୁ ଲୁହ ଆସିଗଲା ...ଏହି ଉଠରେ ଉଠରେ ଉତ୍କଳ ସନ୍ତାନ ଗୀତ ଟି ଶୁଣିକି... ସତରେ ଆମେ ଓଡିଆ ବୋଲି ଗର୍ବିତ ❤❤
❤❤❤
ଜୟ ଭାରତ 🇮🇳 ଜୟ ମାତୃଭୂମି ❤️🇮🇳 ଜେଉ ମାନେ ମାତୃଭାଷା କୁ ସମ୍ମାନ କର ସେଇ ମାନେ ଲାଇକ କର🙏 ❤❤❤❤❤❤
Jggjh❤❤❤❤❤❤❤❤❤😂😂😂😂😂
🤯🤯🤯🤯🤯🤯🤯🤯🤯🤯🤯🤯🤯🤯🤯🤯🤯🤯🎉🎉🎉🎉🎉🎉🎉🥰🤩💙🤎💚💘😢😥🤯🖤😍🥳😂🥰🤩 2:33 2:33 2:33 2:33 2:34 2:34 2:34
❤❤❤❤
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@@SumanathPradhan-o4v❤❤❤❤❤❤❤❤❤❤❤❤😂😂😂😂😂😂😂
ମାତୃଭୂମି ମାତୃ ଭାଷାରେ ମମତା ଭ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନି ଗଣରେ ଗଣିବା ଅଜ୍ଞାନି ରହିବେ କାହିଁ 👈👈🙏🙏
ବହୁତ ଦିନ ପରେ ଏତେ ସୁନ୍ଦର ଗୋଟେ ଅଭିନୟ ର କଳା ଦେଖିବାକୁ ମିଳିଲା। ଆମେ ଓଡ଼ିଆ ଆମ ଭାଷା ଭାରି ବଢିଆ।
ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା ଜୟ 🙏ଜଗନ୍ନାଥ 🙏
ଖୁବ ସୁନ୍ଦର ଭିଡ଼ିଓ👈🙏ବନ୍ଦେ ଉତ୍କଳ ଜନନୀ🙏ଆଉ ମୁଁ ବି ସବୁକଥା ଓଡ଼ିଆରେ କୁହେ ଏବଂ ଆମ ଘର ପାଖ କମ୍ଫାନୀ ରେ କିଛି ଓଡ଼ିଆ ଜାଣିନଥିବା ବାହାର ଲୋକ କାମ କରନ୍ତି ତାଙ୍କୁବି ଓଡ଼ିଆ ଶିଖେଇ ସାରିଲିନେ😀😂
ଜୟ ଜଗନ୍ନାଥ 🙏 ବହୁତ୍ ସୁନ୍ଦର ଉପଦେଶ ଓଡ଼ିଆ ଭାଷା ଉପରେ ଧନ୍ୟବାଦ୍ ❤
ରାଜନୀତି ସମୟରେ ଏଇ ଭିଡିଓ ବହୁତ୍ ମାତ୍ରା ରେ କମ ଦେବ । ଆମ ଓଡ଼ିଶା ବାସୀ ପାଇ । ଏହା ଏକ ଭଲ ପ୍ରୟାସ କରିଛନ୍ତି । Thank u ଉତ୍କଳ କାର୍ଟୁନ୍ youtub channel । ଉତ୍କଳ ନାମ ରହି ବହୁତ୍ ଭଲ କରିଛନ୍ତି ।
ବହୁତ୍ ଦିନ ପରେ ଏମିତି ଗୋଟେ ବିଷୟ ରେ ଭିଡିଓ କରି ଥିବାରୁ , ମୋର ସମସ୍ତ ଉତ୍କଳ କାର୍ଟୁନ୍ ସଦସ୍ୟ ମାନଙ୍କୁ ମୋର ହୃଦୟରୁ ଧନ୍ୟବାଦ୍ ଜଣାଉଛି 🎉 , ଆମ ମାତୃଭାଷା ଆମର ଗୌରବ , ଆମର ପରିଚୟ 😊
ମାତୃଭୂମି ମାତୃଭାଷା ରେ ଯା ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ଆମେ ଓଡ଼ିଆ ଭାରି ବଢିଆ ବନ୍ଦେ ଉତ୍କଳଜନନୀ 🙏🏼🙏🏼
ଆମେ ଓଡ଼ିଆ ଭାରି ବଢିଆ❤❤ । ଯେଉମାନେ ଓଡ଼ିଆ like କର
କଣ ମାନେ ଯେ ମୂର୍ଖ ମାନେ ହିଁ କେବଳ ଓଡ଼ିଆ କୁହନ୍ତି🙄ଯୋଉ ଜନ୍ମ ମାଟିରେ ଜନ୍ମ ନେଲେ ତାଙ୍କୁହିଁ ଭୁଲିଗଲେ😞ବୁଝେଇତେ ପଡିବ ଆମେ ଓଡ଼ିଆ ଆମ ଭାଷା ଭାରି ବଢିଆ🙂😃ଭଗବାନ ଙ୍କୁ କୋଟି କୋଟି ଧନ୍ୟବାଦ ମୋତେ ଏଇ ଭଳି ରାଜ୍ୟରେ ଜନ୍ମ ଦେଇଥିବା ରୁ😇🥰ଜୟ ଜଗନ୍ନାଥ🙏
ବହୁତ୍ ଭଲ କାହାଣୀ ଟିଏ। ଆମ ମାତୃ ଭାଷା ଉପରେ❤ ବନ୍ଦେଉତ୍କଳ ଜନନୀ । ଜୟ ଜଗନ୍ନାଥ 🙏🙏
ଆମେ ବାଲେଶ୍ୱରିଆ ଆମ ଓଡ଼ିଆ ଭାଷା ଭାରି ବଢିଆ। ବାଲେଶ୍ଵରିଆ ବସୀ ଟିକେ like ହଉ ❤
Sata Katha bhai
❤❤❤
From balesore
Bhai kuha ame odia,bhari badhia
Right katha balasoer no 1
❤ I am pravakara from balasour
Form. Balasore ❤
ସତରେ ଏ ଭିଡିଉଦେଖି ଆଖିରୁ 😢😢😢 ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ କର ଭାରି ବଢିଆ ଆଗେନିଜ ମାତୃ ଭାଷା ଓଡ଼ିଆ ଯଦି ମାତୃଭାଷା ଭଲ ପାଉଛ ତା ହେଲେ like କର
ମଣିଷ ଏ ପୃଥିବୀ ପୁଷ୍ଟ ରେ ଯେମିତି ଚଲିବା ପାଇଁ ଖାଦ୍ୟ, ବସ୍ତ୍ର, ଓ ବାସଗୃହ ରିହାତି ଆବଶ୍ୟକ ସେମିତି ଆମ ଭାଷା ମଧ୍ୟ ଆବଶ୍ୟକ ❤❤
ଆମ ମାତୃ ଭାଷା ଓଡ଼ିଆ ,ଶୁଣିବାକୁ ଯେତେ ମଧୁର ,ଲେଖିବାକୁ ଯେତେ ସୁନ୍ଦର, ଅନ୍ୟ ଏକ ପରିଚୟ ଆମ ଗୌରବର, ବିଦେଶୀ ଭାଷା ପାଈଁ ମାତୃ ଭାଷା ଅଧୁନା ଦୁର୍ବଳ ହେବାକୁ ଲାଗୁଚି , ଯାହା ଓଡ଼ିଆ ଙ୍କ ପାଈଁ ଦୁଃଖର ବିଷୟ ।
ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ channel ଏତେ ସୁନ୍ଦର ଭିଡିଓ ମାତୃଭାଷା କୁ ନେଇ କରିଥିବାରୁ।❤️
ବହୁତ ସୁନ୍ଦର ଓ ଶିକ୍ଷଣୀୟ ଏହି କମେଡି ଧାରାବାହିକଟି ପ୍ରସ୍ତୁତ କରିଥିବାରୁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଓ ଶୁଭେଚ୍ଛା। ଉତ୍କଳ ଗୌରବ ମଧୁ ବାବୁଙ୍କ ସେହି ଉକ୍ତିଟି ମନେପଡେ ମାତୃଭାଷା ମାତୃଭୂମି ଯା'ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନି ଗଣରେ ଗଣିବା,ଅଜ୍ଞାନି ରହିବେ କାହିଁ।
Neija matrubhasa ku bhala pausa like kare❤❤
ଓପି କାଟୁନ ❤️❤️❤️❤️❤️❤️❤️❤️❤️ ନଟିଆ କୁ ଯିଏ ଭଲ ପାଓ ସି ଏ ଲାକି କର ❤️
❤
Odisha Rajya pain Bahut badhiya Barta.Bahut khusi lagila 💯💯💯
ଓଡ଼ିଆ ଭାଷା କୁ ବଞ୍ଚାଇବା ପାଇଁ ଏକ ସୁନ୍ଦର ପ୍ରୟାସ
🙏 ଧନ୍ୟବାଦ 🙏
❤❤
Madhusudhana❤❤ ❤❤❤❤
ଏହା ଏକ ଅତ୍ୟନ୍ତ ଆଦୃତ ବାର୍ତ୍ତା ଆମର ଓଡ଼ିଶା ବାସୀ ଙ୍କ ପାଇଁ👌👌👌👌
U po🫛qfhgapshu 1:45 1:45 1:46 1:46 1:47 1:48
Hog ip 2:13 2:14 2:14 2:14 2:15 2:15 2:16 2:17 2:17
Hog y 2:25 2:25 2:25 2:26 2:27 2:27 2:28 2:28 2:29 2:29 2:30
ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ , ଆମ୍ଭ ମାନଙ୍କୁ ଆମ ମାତୃ ଭାଷା ପ୍ରତି ସଚେତନ କରାଇବା ପାଇଁ l ପୁଣି ଥରେ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ l🙏🏻
Jie comments like koriba taro maa bopa nku bhagawan 100 years khushi re rokhontu❤😊😊😊
ଦୟା କରି ଓଡ଼ିଆ ରେ କମେଣ୍ଟ କରନ୍ତୁ
Ucha heba pain kara jebeasha ucha kara age nija matrubhasa ❤
Ucha hefhwyhkuwj. Entel 😂😮 cc e,🌈💫🌺🌙🛺☁️
ମାତୃ ଭୂମି ମାତୃ ଭାଷାର ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନୀ ରହିବେ କାହିଁ । ❤️🙏👍
Agyani boli kaunasi sabda nathae " agyana '' kuhajae...dhanyabad...❤
କାହିଁ ପରେ ପ୍ରଶ୍ନ ବାଚକ ଚିହ୍ନ (?)
FC
Mo Roma tankuri uthila ea Gita suni aame❤❤❤odia bhari badhia
Jay Jagannath🙏🙏🙏...
ମୋର ବି
ମାତୃଭାଷା ରେ ଅଧିକରୁ ଅଧିକ କଥାବାର୍ତ୍ତା ହେବା ଦରକାର, ଏହା ଦ୍ବାରା ଆମ ଓଡ଼ିଶା ଏବଂ ତାର ସଂସ୍କୃତି ପରମ୍ପରାକୁ ବଞ୍ଚାଇ ପାରିବା।
ଆମ ମାତୃଭାଷା ଓଡ଼ିଆ
Matru bhasa ku kia kia bhala paya gote like kara ❤👍
ମନୁଷ୍ୟ ଏହି ପୃଥିବୀ ପୃଷ୍ଠରେ ଯେମିତି ଚଳିବା ପାଇଁ ଖାଦ୍ୟ, ବସ୍ତ୍ର, ଏବଂ ବାସଗୃହ ଏକାନ୍ତ ଆବଶ୍ୟକ, ସେମିତି ଆମ ଭାଷା ମଧ୍ୟ ସେତିକି ଆବଶ୍ୟକ ! ଉଚ୍ଚ ହେବାପାଇଁ କର ଯେବେ ଆଶା , ଉଚ୍ଚ କର ଆଗ ନିଜ ମାତୃଭାଷା ❤🙏
ତୁ ପରା ନିଜେ comment ରେ ହିନ୍ଦୀ ଆଉ English add କରୁଚୁ ଶଳା 😡😡
@@Abhijeet_Panda mg
@@Madhaba_Dora kn kire mgh ଶୋଧୁଚୁ.. ଶୁଣୁ ମୁଁ ସେଇ ପିଲା ଯିଏ ଉତ୍କଳ sir ଙ୍କୁ request କରିଥିଲା ନନ୍ଦନକାନନ episode Kariba pain... ଆଉ mgh tu ଗୋଟେ bedha chhua te bujhilu
@@Abhijeet_Panda Kia aga sodila kahuna
Right
ମଧୁବାବୁଙ୍କ କଥା ଶୁଣି ବହୁତ୍ ଭଲ ଲାଗିଲା ... 🎉❤🎉
ଗୋଟେ like mate bi milu ,
First comment କରିଥିବାରୁ
ହଁ
Odisha wale like kare ❤❤❤nija matrubhasa pain
ବଢ଼ିଆ ହେଇଚି। ସତ୍ୟବାଦୀ ବନ ବିଦ୍ୟାଳୟ ଏବଂ ଅନ୍ୟ ମହାପୁରୁଷ ମାନଙ୍କ ଜୀବନୀ ଉପରେ ବି ବନାଇବାକୁ ଅନୁରୋଧ🙏
ଉଚ୍ଚ ହେବା ପାଇଁ ଯେବେ କର ଆଶା
ଉଚ୍ଚ କର ଆଗେ ନିଜ ମାତୃଭାଷା
ମୁଁ ମୋ ମାତୃଭାଷା ଓଡ଼ିଆ ପାଇଁ ଗର୍ଗିତ ❤
ବନ୍ଦେ ଉତ୍କଳ ଜନନୀ
❤❤❤❤❤❤❤❤❤❤❤❤❤
ଅତି ସୁନ୍ଦର ଉପସ୍ଥାପନା।।ବର୍ତ୍ତମାନ ସମୟରେ ଆମ ଓଡ଼ିଆ ଭାଷା କୁ ମାରିଦେବା ପାଇଁ ଅନେକ ଅପଚେଷ୍ଟା ଚାଲିଛି।ଯାହା ଗାଁ ମାନଙ୍କରେ ଓଡ଼ିଆ ଭାଷା ବଞ୍ଚିକି ଅଛି ସହରରେ ଖାଲି ଇଂଲିଶ।।ଯଦି ଓଡ଼ିଆ ଭାଷା ତାର ଅସ୍ତିତ୍ବ ହରାଉଛି କେବଳ ଆମ ଓଡ଼ିଆ ମାନଙ୍କ ପାଇଁ ।।ଆମେ ନିଜେ ହିଁ ଆମ ଭାଷା କୁ ଇଂରାଜୀ ଠାରୁ ନୀଚ ଭାବୁଚେ ।😢😢
😊😊😊
ମୁଁ ଓଡ଼ିଆ, ମୋ ଜାତି ଓଡ଼ିଆ, ମୋ ମାତୃଭାଷା ଓଡ଼ିଆ । ମୋ ଓଡ଼ିଶା ପାଇଁ ମୁଁ ଗର୍ବିତ । 🙏🙏🙏🙏🙏 ଏ ଗପ ନ ଥିଲା ଏ ସତ ଥିଲା। ଏ ଗପ ମାଧ୍ୟମ ରେ ଓଡ଼ିଶାର ଲୋକ ହୋଇ ଇଗ୍ରାଜୀ କହୁଥିବା ଲୋକମାନଙ୍କୁ ସଚେତନ କରାଗଲା,,👌👌👌 ଆମ ଓଡ଼ିଆ କେତେ ବଢିଆ ,👌👌
ବନ୍ଦେ ଉତ୍କଳ ଜନନୀ 🙏🏻 ବନ୍ଦେ ମୋ ଓଡ଼ିଆ, ବନ୍ଦେ ମୋ ଉତ୍କଳ ,,,,,,,,,,😊❤
ଜୟ ଜୱlନ୍ ଜୟ କିଶlନ ଯେଉଁ ମାନେ ଓଡ଼ିଶା କୁ ଭଲ ପାଉଛନ୍ତି ସେମାନେ ଓଡ଼ିଆ ରେ ମନ୍ତବ୍ୟ ଦିଅନ୍ତୁ ଜୟ ଜଗନ୍ନାଥ 😔😔🇮🇳
CSK fan like kara❤❤❤❤
ଆମେ ଓଡ଼ିଆ ଭାରୀ ବଢିଆ,,,,,, ଜୟ ଜଗନ୍ନାଥ 🙏,,,,,,, ମୁଁ ଓଡ଼ିଆ ହେଇଥିବାରୁ ଗର୍ବ ଅନୁଭବ କରୁଅଛି 😊,,,,,
❤❤❤
ଜୟ ଶ୍ରୀଜଗନ୍ନାଥ*🙏
How are You??
ନଟିଆ କମେଡି ର ସବୁ ଏପିସୋଡ ଠାରୁ ଏଇ ଏପିସୋଡ ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ❤️
ଜୟ ଓଡିଆ❤ ଜୟ ଓଡ଼ିଶା ❤️
ନିଜ ମାତୃ ଭାଷା କୁ ଭଲ ପାଉଥିଲେ ଲାଇକ ଗୋଟେ କର ଜୟ ଶ୍ରୀ ଜଗନ୍ନାଥ❤❤❤❤❤❤❤❤❤❤❤❤❤❤❤
Ame odia ama ranga odia ama dhanga odia Jay odia Jay like hau❤❤❤❤
ମୁଁ ଓଡ଼ିଶାର ସନ୍ତାନ ହୋଇଥିବାରୁ ନିଜକୁ ଗର୍ବ ମନେ କରୁଅଛି 🥹 ଜୟ ଜଗନ୍ନାଥ 🙏🙏🙏 ମୁଁ ଓଡ଼ିଆ ମୋ ଭାଷା ଓଡିଆ 🤗
Jyotsna Rani Hii
ପ୍ରଥମ ଥରପାଇଁ ନଟିଆ କମେଡି ଦେଖି ଆଖିରେ ଅଜାଣତରେ ଲୁହ ଆସିଗଲା 🎉🎉🎉 କାହିଁକି ଜାଣିନି 🙏 ବନ୍ଦେ ଉତ୍କଳ ଜନନୀ 🙏... ମୁଁ ଓଡ଼ିଆ, ମୋ ଓଡ଼ିଆ ଭାଷା ଭାରି ମଧୁର ❤ ମୋ ଓଡ଼ିଶା ସବୁଠୁ ସୁନ୍ଦର ❤❤
ଯୋଉ ମାନେ ମାତୃଭାଷା କୁ ଭଲ ପାଉଛ like kara 🙏
ଏତେଦିନ ପରେ ଗୋଟେ ସୁନ୍ଦର ଅଧ୍ୟାୟ ଦେଖିବାକୁ ମିଳିଲା ଏବଂ ଓଡ଼ିଆ ସମାଜକୁ ଏକ ପ୍ରେରଣାତ୍ମକ ବାର୍ତ୍ତା ମିଳିଲା...ଓଡିଆ ମାତୃଭାଷାର ସମୃଦ୍ଧି ଦିଗରେ ଏହି ଅଧ୍ୟାୟ ଏକ ସୁନ୍ଦର ପଦକ୍ଷେପ।
Song ta mast heichi direct heart ku touch karuchi ❤❤❤❤❤ bhasa odia bhari badhia
ଆମେ ଓଡ଼ିଆ ଭାରି ବଢିଆ ❤,
ଜୟ ମାତୃଭାଷା, ଜୟ ଓଡ଼ିଆ ❤️
Jaya odisha😊
ଯେଉଁମାନେ ଆମ ମାତ୍ରୁଭାଷା କୁ ଭଲପାଆନ୍ତି ଜଣାନ୍ତୁ👍 ଜୟ ଜଗନ୍ନାଥ🙏❤ଆମେ ଓଡିଆ ଭାରି ବଢିଆ❤
ମୁଁ
Mu
Satare madhubabuai video dekhi luha asigala 😭😭😭🥰i love you odia bhasajaymadhubabunkarajay ❤❤❤
ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ🕉️⭕‼️⭕❤️🔱🌞🌝🚩🙌 ଉଚ୍ଚ ହେବାକୁ କର ଯେବେ ଆସା ଉଚ୍ଚ କର ଆଗ ନିଜ ମାତୃଭାଷା🇮🇳❤️🙏 ଜୟ ମଧୁ ବାବୁ🙏🇮🇳😊 ଅତି ସୁନ୍ଦର ଭିଡିଓ 🙏👌👌👌👌👌👌😊
ଜୟ ଜଗନ୍ନାଥ 🙏 ଧନ୍ୟବାଦ୍ ମୋ ଭାଷା ଓଡ଼ିଆ ମୁଁ ଓଡ଼ିଆ ❤❤
ଆମେ ଓଡିଆ ଆମ ଓଡିଆ ଭାଷା ବଢିଆ ❤ଜୟ ଜଗନ୍ନାଥ 🙏
ବାନର ସେନା ପାଇଁ ଗୋଟେ ଲାଇକ କରନ୍ତୁ ❤👇
Heartly salute u .... Mind blowing consept..... Mo akhiru luha asigala 😢
Ru of study c
GH kii x hmm x
Hmmm sata katha 😢
ମାତୃଭାଷା କୁ ଯେଉଁମାନେ ଭଲ ପାଉଛନ୍ତି ଲାଇକ କରନ୍ତୁ ❤❤❤
ଆମେ ଓଡିଆ ସବୁଠୁ ବଢ଼ିଆ😊😊😊😊😊
ଆମ ଓଡ଼ିଆ ସଂସ୍କୃତି ସବୁଠାରୁ ବଢିଆ❤❤❤
ଭାଇ ମୁଁ ପ୍ରଥମ viewer like ଗୋଟିଏ ମିଲିବାକି ନିଜ ମାତୃଭାଷା କୁ ଯିଏ ଭଲ ପାଅ ତାହେଲେ like ଗୁଟେ କରି ଦିଅ i love my ମାତୃଭାଷା i really love you 🥰
ମାତ୍ରୁୁ ଭାଷା ମାତ୍ରୁୁ ଭାଷା ହଉଛ ଆଉ ସେଥିରେ ପୁଣି ଲେଖିଛ viewer like, like, I love my, I really love u ଏଗୁଡିକ କାହିଁକି ଲେଖିଛ ଓଡିଆ ରେ ଜଦି ଲେଖିବାର ଅଛି କେବଳ ଓଡିଆ ରେ ଲେଖ! ଆଉ ସେଥିରେ ଇଂରାଜୀ କାହିଁକି ଲେଖିଛ
ଧନ୍ୟବାଦ ଉତ୍କଳ ସଂସ୍କୃତି କୁ ବଞ୍ଚାଇବାକୁ ଆପଣଙ୍କ ଚେଷ୍ଟା କୁ ଆମେ ସମସ୍ତେ କହିବା ଆମେ ଓଡିଆ
ଆମେ ଓଡ଼ିଆ ଭାରୀ ବଢିଆ ❤❤jai Jagannath Bless you 🙏 ❤️ ମୁ ଓଡ଼ିଆ ହେଇଥିବାରୁ ଗର୍ବ ଅନୁଭବ କରୁଅଛି ,,,,❤😊 ନିଜ ମାତୃ ଭାଷା ପାଇଁ ଗୋଟିଏ Like କର ❤❤
ମାତୃଭୂମି ମାତୃଭଷା ମମତା ଯାହା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ❤❤❤ ମୋ ମାତୃଭଷା ମୋତେ ଶ୍ରେଷ୍ଠ 😊😊ଏହି ଅଧ୍ୟାୟ ଟି ସବୁଠାରୁ ସୁନ୍ଦର ଲାଗିଲା ମୋତେ ଆଜି❤❤❤
ଆମେ ଓଡ଼ିଆ ଭାରି ବଢିଆ
ଜୟ ଜଗନ୍ନାଥ
best episode ever 🚫ସବୁଠୁ ଭଲ ଏପିସୋଡ ✅
ଯିଏ ନିଜ ମାତୃଭାଷା କୁ ଭଲପାଅ ଗୋଟିଏ like କର ଜୟ ଜଗନ୍ନାଥ ⭕‼️⭕🙏🙏🙏🙏
ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏମିତି ମହତ୍ୱପୂର୍ଣ୍ଣ ଶିକ୍ଷ୍ୟା ଦେଉଥିବାରୁ
ସବୁ ଅଧ୍ୟାୟ ଠାରୁ ଏହି ଅଧ୍ୟାୟଟି ବହୁତ ଭଲ ହୋଇଛି। ଆପଣମାନଙ୍କ ପ୍ରଚେଷ୍ଟା ପାଇଁ ଅଶେଷ ଅଶେଷ ଧନ୍ୟବାଦ ।
ବନ୍ଦେ ଉତ୍କଳଜନନୀ
Mate natia comedy bahut bhala lage😍😍😍
Satare 😊
Satare na kn 😊
@@manasparida7761 hn satare😊
Mote bi bhala Lage 💯💯💯
Satre ki
ଆମ ଭାଷା ର ବ୍ୟାକରଣ କେତେ ବଢ଼ିଆ ଓ
ଇଂରାଜୀ ଭାଷା ଗୋଟିଏ ଅନ୍ତର୍ଜାତୀୟ ଭାଷା ନୁହେଁ 😂😂😂 ବିଦେଶ ଗଲେ (ଜାପାନ ଚୀନ୍) ବୁଝିପାରିବ
ମଧୂସୁଦନ ଦାସ କି ଜୟ✊
ବନ୍ଦେ ଉତ୍କଳଜନନୀ 🙏🚩
RCB fan like Kara only Virat Kohli fan ❤
Kuade asichu ja t 20 match dekhibu