ପୁଅର ଛବିଶିତମ ଜନ୍ମଦିନରେ ପିତୃ ହୃଦୟର ଆନନ୍ଦମୟ ଅଭିବ୍ୟକ୍ତି...✒️✒️*ହୋଇଥା ଯଶସ୍ବୀ ଧନ ମୋର*🌹🌹💫✍ଶେଷଦେବ ପଣ୍ଡା

Поділитися
Вставка
  • Опубліковано 17 вер 2024
  • ପୁଅର ଛବିଶିତମ ଜନ୍ମଦିନରେ ପିତୃ ହୃଦୟର ଆନନ୍ଦମୟ ଅଭିବ୍ୟକ୍ତି...✒️✒️
    *ହୋଇଥା ଯଶସ୍ବୀ ଧନ ମୋର*🌹🌹💫
    ✍ଶେଷଦେବ ପଣ୍ଡା

КОМЕНТАРІ • 24

  • @shesadevpanda5569
    @shesadevpanda5569 6 місяців тому +3

    ଅଠର ମାର୍ଚ୍ଚ ଉଣେଇଶ ଶହ ଅଠାନବେ ଦିନ ଆମ କୋଳରେ ଜଗତପିତା ଈଶ୍ବର ଓ ଜଗତମାତା ଭଗବତୀଙ୍କ ଅସୀମ କରୁଣାରୁ ଯେଉଁ ବିରଳ ପ୍ରତିଭାସଂପନ୍ନ ପୁତ୍ରର ଆବିର୍ଭାବ ଘଟେ,ସେ ହେଉଛି ଆପଣ ମାନଙ୍କର ପ୍ରିୟ "ଆଲୋକ ।" ତାର ପରିଚୟ ସେ ତାର ସୁ-କର୍ମ ଦ୍ବାରା ଲେଖୁଥିବାରୁ ପିତୃ ହୃଦୟ ପରିପୂର୍ଣ୍ଣ ହୋଇଅଛି । ତାର ଛବିଶିତମ ଜନ୍ମ ଦିନରେ ସଭିଏଁ ତାକୁ ଖୋଲା ହୃଦୟରେ ସୁକଲ୍ୟାଣ,ସଦିଚ୍ଛା ଭରି ଦିଅନ୍ତୁ । ( ଇତି) ମାତାପିତା ସଂଯୁକ୍ତା ଓ ଶେଷଦେବ🙌🌹

  • @MadhuChhatria-d1i
    @MadhuChhatria-d1i 6 місяців тому +1

    Waw bahut bahut sundar lekha and very nice voice sir

  • @g.ktime-gkt7574
    @g.ktime-gkt7574 6 місяців тому +1

    ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

  • @brpgyansagar2760
    @brpgyansagar2760 6 місяців тому +1

    ଜନ୍ମଦିନ ର ଶୁଭେଚ୍ଛା 🌹

  • @nareshkumarsahu440
    @nareshkumarsahu440 6 місяців тому +1

    ଜନ୍ମଦିନ ର ଅନେକ ଅନେକ ଶୁଭେ୍ଛା

  • @Priyankananda794
    @Priyankananda794 6 місяців тому +1

    ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଆଲୋକ ଦାଦା🙏🙏

  • @Rabindranathdas.1952
    @Rabindranathdas.1952 4 місяці тому +1

    ❤ ସ୍ନେହ ଆଶୀର୍ବାଦ ❤

  • @kitchensinger8536
    @kitchensinger8536 6 місяців тому +1

    ଜନ୍ମଦିନ ର ଅଶେଷ ଶୁଭକାମନା ସହ ମୋର ଆଶି୍ର୍ବାଦ ବାବୁ,
    ବହୁତ ସୁନ୍ଦର ଉପହାର👌👌❤❤

  • @g.ktime-gkt7574
    @g.ktime-gkt7574 6 місяців тому +1

    ଅତି ଉଚ୍ଚ କୋଟୀର ରଚନା

  • @JituramSahu07
    @JituramSahu07 6 місяців тому +1

    Happy birthday sir

  • @alokpasayat9564
    @alokpasayat9564 6 місяців тому +1

    Happy birthday too you marsat🙏

  • @user-cs4mi5ss1p
    @user-cs4mi5ss1p 6 місяців тому +1

    Happy birthday vai