Bastu shastra ଶିଳ୍ପ ଶାସ୍ତ୍ର ରେ ଗୃହ 🏡 ବନ୍ଧ । କେଉଁ ବନ୍ଧ ଘର ନିର୍ମାଣ ପାଇଁ ସର୍ବଶ୍ରେଷ୍ଠ ଓ ତୁଳସୀ ଚଉରା ପାଇଁ

Поділитися
Вставка
  • Опубліковано 25 жов 2024

КОМЕНТАРІ • 23

  • @manishadash6942
    @manishadash6942 9 місяців тому +2

    Very good information sir

  • @RankandhiJena-iq2sg
    @RankandhiJena-iq2sg 7 місяців тому +1

    ବହୁତ ସୁନ୍ଦର।

  • @priyankaa5861
    @priyankaa5861 6 місяців тому +1

    Bahut sundar sir. Dhanyabad

  • @NarayaniPanda-zb4q
    @NarayaniPanda-zb4q 9 місяців тому +1

    ❤thank you sir

  • @sitakantahans1843
    @sitakantahans1843 7 місяців тому +2

    ଘର ର ମୂଳ ପିଣ୍ଡ ବାହାରକରିବା ଉଦାହରଣ ସହିତ ବୁଝାଇଥିଲେ ବହୁତ ଭଳ ହୋଇଥାଆନ୍ତା

  • @pradeepkumarbiswal8673
    @pradeepkumarbiswal8673 6 місяців тому +1

    ପ୍ରଣାମ ଗୁରୁଜୀ 🙏🙏
    ଜଦି ଘରଟି ବୃଷ ବନ୍ଧ ରେ ହୋଉଛି କଣ ଅସୁବିଧା ହେବ କି???

  • @gobinda1237
    @gobinda1237 2 місяці тому +1

    Sir mor gote question thila

  • @birendrakhara4988
    @birendrakhara4988 4 місяці тому +1

    Kenu masare duarabanda basaiba sir please video chada

  • @banamalishial3002
    @banamalishial3002 9 місяців тому +1

    ବନ୍ଧ କଥା ଠିକ୍ ଅଛି କିନ୍ତୁ ଏହାର ରାଶି ସହିତ ସମ୍ପର୍କ କଣ କୁହନ୍ତୁ

    • @SUDARSHANPANDA9439887993
      @SUDARSHANPANDA9439887993  9 місяців тому

      ଆଗାମୀ ଭିଡିଓ ଦେଖନ୍ତୁ । ଜାଣିପାରିବେ

  • @gayadharpanda5612
    @gayadharpanda5612 Місяць тому +1

    ଏବେ ଲୋକେ ଫୁଟ, ଇଞ୍ଚରେ ଘର କରିବାକୁ ଚାହୁଁଛନ୍ତି। ବନ୍ଧ କେମିତି ବାହାରିବ? ନା, ତାକୁ ହାତକୁ ବଦଳାଇବାକୁ ହେବ?

  • @maheswarojha3191
    @maheswarojha3191 8 місяців тому +1

    ଗୁରୁଜୀ ପ୍ରଣାମ
    ଆମେ ଗୃହ ଭାଗ ପାଇଁ ହାତ ସଂଖ୍ୟା ଯୁଗ୍ମ
    ନେଇ ପାରିବା କି ଆଙ୍ଗୁଳି ଅଯୁଗ୍ମ ଅଛି
    26 ହାତ 13ଆ ଏବଂ 14ହାତ 11ଆ ଏହା ଠିକ୍ ଅଛି କି ଗଜ ବନ୍ଧ ପାଇଁ

  • @pradeepkumarbiswal8673
    @pradeepkumarbiswal8673 6 місяців тому +2

    ଘର ର ଲମ୍ବା - ୧୮ ହାତ ୫ ଆଙ୍ଗୁଳି
    ଚଉଡା - ୧୮ ହାତ ୧୭ ଆଙ୍ଗୁଳି
    ଘର ର ବନ୍ଧ - ବୃଷ ବନ୍ଧ
    ନକ୍ଷତ୍ର - ମୁର୍ଗାଶିରା
    ରାଶି - ବୃଷ ରାଶି
    ଆୟ - ୮ ଭାଗ
    ବ୍ୟୟ - ୫ ଭାଗ
    ନବାମାଂଶ - ୨ ଚନ୍ଦ୍ର
    ନାଗ- ୧ ଅନନ୍ତ
    ଗୁରୁଜୀ ଘର ର ମାପ ଟି ଠିକ ଅଛି କି????

  • @goutamchandranayak1481
    @goutamchandranayak1481 7 місяців тому +1

    Sir, ଲମ୍ବ -48 ଫୁଟ ଓ ଓସାର 38 ଫୁଟ ର ଘର ବନ୍ଧ କହିବେକି? ଗୃହ କର୍ତ୍ତା ଙ୍କ ନାମ -ନିଶିକାନ୍ତ ନାୟକ l ରାଶି ନକ୍ଷତ୍ର ଅନୁସାରେ ଗୃହ ବନ୍ଧ କଣ ହେବ l

  • @roshanmajhi45
    @roshanmajhi45 6 місяців тому +1

    Sir phunomber