Hlw sir mu aliva bbsr ru kohuchi mo sasu sasura mo baha hela nananda saha miseiki ghara karichanti au ghare bohut asanti lagi rahuchi mo husband hele gote pua hele semane tanka muhna ku b tike anaunahanti
Whether it is 8 parts or 9 parts to be divided for deciding main entrance of a house. Some Bastuvits are saying it is 9 parts. But , Sir you are telling for 8 parts. Please clarify which is acceptable and more perfect.🙏
Bara gachha ra chhai ghara upare na padiba darakara. Aji kali jeun batya heuchi bada bada gachha gharara khyati karuchi. Sethipain ghara pakhare bada bada gachha rakhiba uchit nuhe.
Sir🙏ame nua ghara karichhu, 5 years hela ame se ghare rahuchhu mora agaru jhia tie heithila se gharaku asiba para tharu santaan heunahin, ghara ti dobatire achhi tenu karana kn janibaku chahunchhu
Sir pranam ama plot agare gote chota devi mandir atchi ama plot south facing but mandir chai plot opare paduni so kn ghara kariparibu but sethaku amar rasta nahi thakuranka rasta re jibaku heba apananka matamata dianti
Sar.pranam apana jeun plotre ghara karibe gote konare 1'gata kari pani full karidebe kahile aau ta paradina dekhibe kete pani achhi sethiru subha asubha janiparibe.adhika khara samyare ta sar pani sukhijiba sei keshre kemiti janapadiba sar dayakari tike kahibe
Sir Namaskar apanankara Number mate darakar mu bohuta asubidhare achhi Mora phone Number 9937129774 jajapur mate apananka sahita Katha hebaku cahuchhi atikire rahuchhi Namaskar
ସାର୍ ପ୍ରଣାମ ,ଆମେ ପୂର୍ବ ଓ ଦକ୍ଷିଣ ମୁଖା ଘର କରି ରହୁଛୁ ,ହେଲେ ଏହା ଆମକୁ ଏତେ ଶୁଭଫଳ ଦେଉନାହିଁ। ଆପଣ କ ସାହାଯ୍ୟ
M-9337664861
Awesome 👍👍👍👍 is a beautiful video 😍😍😍😍😍😍😍😍😍😍😍😍😍😍😍😍
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
ଗୁରୁଜୀ ପ୍ରଣାମ ବହୁତ ବହୁତ ଧନ୍ୟବାଦ୍ ମୋର ପ୍ରଶ୍ନ ଥିଲା ଘର ର ଦ୍ୱାର ସଂଖ୍ୟା ଯୁଗ୍ମ ରହିବା କଥା ସେଥିରେ କମନ ଟୟେଲେଟ ର ଦ୍ୱାର ଗଣା ହେବ କି ନାହିଁ,🙏🙏🙏🙏
Han ganaheba.
🙏ଜୟ ଜଗନ୍ନାଥ, ଆପଣଙ୍କ ପରାମର୍ଶ ମହତ୍ୱ ପୂର୍ଣ୍ଣ
Dhanyabad.
Very good ideas. Thanks a lot Sir.
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
Hnn🌹👍
ଗୁରୁଜୀ ପ୍ରଣାମ, ଗୋଟେ ପ୍ରଶ୍ନ ଥିଲା ଆମର ଘର ଭିତର ର କମନ ଲାଟିନ ର ଦ୍ୱାର ଗଣା ହେବ କି ନାହିଁ ଦୟାକରି କହିଲେ ମୁଁ ଉପକୃତ ହେବି,🙏🙏🙏🙏
Kan pain ganaheba?
ଓଁ ଶାନ୍ତି 🇲🇰🇲🇰 ଆଞା ପ୍ରଣାମ୍। ଆପଣଙ୍କୁ ଯୋଗାଯୋଗ କେମିତି କରିହେବ ଦୟାକରି ଜଣାଇବେ। ମୋବାଇଲ୍ ନମ୍ବର ଦୟାକରି ଜଣାଇବେ।🙏🙏💐💐🌺🌺
9337664861.
Hlw sir mu aliva bbsr ru kohuchi mo sasu sasura mo baha hela nananda saha miseiki ghara karichanti au ghare bohut asanti lagi rahuchi mo husband hele gote pua hele semane tanka muhna ku b tike anaunahanti
ଗୁରୁଜୀ ପ୍ରଣାମ
Pranam. Jay Jagannath.
Pranam sir, bahut bahut dhanyabad.
Dhanyabad
Mu apananka sahita katha hei paribi ki sir
9337664861
ସାର ପ୍ରଣାମ, ସାର ମୋ ନୂଆ ଘର ର ଐଶାନ୍ୟ କୋଣ କୁ ପୋଟିକ କରା ହୋଇଚି, ଆଉ ଅଗ୍ନି କୋଣ ଟି ବଡ଼ ଆକାର ର ଖୋଲା ଅଛି,ମୁଁ ଶୁଣିଲି କି ଦକ୍ଷିଣ ପୂର୍ଵ ଦିଗ ଖୋଲା ଥିଲେ ଅକାଳ ବିୟୋଗ ହୋଇଥାଏ, କଣ ସାର ପ୍ରତିକାର ଆବଶ୍ୟକ ହେବ
Aisanyare portico thile agnikona bada akara khola lagithai. Eha doshabaha nuhe. Kichhi samasya heuchi ki?
Sir Jay Jagannath
ଜୟ ଶ୍ରୀ ଜଗନ୍ନାଥ ।
ଗୁରୁଜୀ କୋଟି, କୋଟି ପ୍ରଣାମ ଆପଣଙ୍କ ଉପଦେଶ ପାଇଁ ଆପଣଙ୍କ ଭିଡିଓ ମତେ ବହୁତ ଭଲ ଲାଗେ ଗୁରୁଜୀ ସମାଜର କଲ୍ୟାଣ ପାଇଁ ଆପଣଙ୍କୁ କୋଟି କୋଟି ପ୍ରଣାମ,🙏🙏🙏🙏
ଧନ୍ଯବାଦ
Dhanyabad.
Asubidha nija manare achhi. Karana ambhemane sunithanti je puruna gharara dakhina kimba paschimare jadi Khali jaga thiba sethare nua ghara Kariba nahi. Rahu Saninka kopa drusti padiba. Manare bhaya thile puruna O nua ghara majhire eka pacheri karidiyantu.
Dr P.K.Pradhan
Sir please 🙏 ମୋର ଅନୁରାଧା ବିଛା 17/8ବିଛା ତାରିଖ 04/06/1974 ସମୟ 8.05pm ସାର ମୋର କୋଉ ଦିଗ ଘର ଶୁଭ ସାର ମେନ୍ ରାସ୍ତା ପଚିମ ଆଉଗୋଟେ ପୂର୍ବ ଅଛି 🙏🙏🙏🙏🙏 ଯୋଗା ଯୋଗ ନମ୍ୱର
9337664861.
Whether it is 8 parts or 9 parts to be divided for deciding main entrance of a house.
Some Bastuvits are saying it is 9 parts.
But , Sir you are telling for 8 parts.
Please clarify which is acceptable and more perfect.🙏
ମୁଖ୍ୟ ଦ୍ଵାର ପାଇଁ ସମୁଦାୟ ୩୨ ଦେବତା ଆଉ ୪ ମୁଖ୍ୟ ଦିଗ । ତେବେ ଗୋଟେ ଦିଗକୁ ୮ ଦେବତା ବା ଭାଗ ପଡ଼ିଲା । ତା ମଧ୍ୟରୁ ପ୍ରତ୍ୟେକ ଦିଗର ୩ୟ /୪ର୍ଥ ଭାଗ ମୁଖ୍ୟ ଦ୍ଵାର ପାଇଁ ଶୁଭ ।
Jay jagannaath🙏🙏🙏🙏🙏🙏
Jay Jagannath.
ସାର୍ ନମସ୍କାର, ମୁ ସୁଶାନ୍ତ କୁମାର୍ ପ୍ରଧାନ,ଜିଲ୍ଲା-କନ୍ଧମାଳ, ଜାଗାଟି ଶୁଭ ଅଶୁଭ ଜାଣିବା ପାଇଁ ସାର୍ ଆପଣଙ୍କୁ ଅନୁରୋଧ କଲେ ସେ ଜାଗାକୁ ଜାଇପାରନ୍ତି କି?
9337664961.
Sir 🙏🙏🙏🙏 ଆପଣଙ୍କ ପ୍ରତେକ୍ ଟିପ୍ସ ଦେଖୁଛି sir ମୁଁ ଗୋଟେ ଘର କରିବାକୁ ଚାହୁଚି କିନ୍ତୁ ଆମର ଗୋଟିଏ ଲମ୍ବା ଗୋଟିଏ ପ୍ଲଟ ଦକ୍ଷିଣ ଦିଗ ଡ଼ଙ୍ଗା ପରି ମୁଁ କଣ କରିବି ଅଥବା ଭଲ ବୋଲି କେମିତି ଜାଣିବି sir please 🙏 ମୋର ଅନୁରାଧା ବିଛା ଲଗ୍ନ ଧନୁ please 🙏🙏🙏🙏 sir
Sir please 🙏🙏🙏🙏
Se jagaku nija anchalara kounasi abhignya vastubitnku daki dekhantu.
Very very happy
Dhanyabad.
Excellent
Dhanyabad. Jay Jagannath.
ସାର୍ ଆପଣ କହିଲେ ଘର ପାଖରେ ଶ୍ମଶାନ ରହିବା ଉଚିତ୍ ନୁହେଁ ବୋଲି କିନ୍ତୁ ମୋ ଘର କୁ ଲାଗି ଆମ ପିତୃ ପୁରୁଷ ମାନଙ୍କ ଶ୍ମଶାନ ଆଉ ସମାଧି କିଛି ଅସୁବିଧା ଅଛିକି କିଛି ପ୍ରତିକାର ଦୟା କରି ଜଣାଇବେ
Kounasi asubidha heuchiki?
Dakhina diga hadubandhu Mahankuda date 21.8.1985 good morning sir
Sir pranam karuchi
Pranam. Jay Jagannath.
Sir ପ୍ରଣାମ ଆମ ଘର ମୁଖ୍ୟ ଦୁଆର ମୁହଁ ସିଧା ବଡ଼ ଆମ୍ବ ଗଛ ଅଛି କଣ ପ୍ରତିକାର କରିବୁ କୁହନ୍ତୁ 🙏
ଗୁରୁଜୀ ମୋ ଘରର ଉତ୍ତର ଭାଗରେ ଘର କରିବି ପୁରୁଣା ଘରର ପଶ୍ଚିମ ଓ ପୁର୍ବ ଦିଗରେ ଏକ ଫୁଟ୍ ଲେଖାଏଁ ବଢାଇଲେ ହବକି
A bisayare video achhi. Dekhantu.
Ghare bohut asanti rohuchi plz kichhi upaya kuhanti
9337664861.
ସାର୍, ଆପଣଙ୍କ ନମ୍ବର ଦରକାର। ମୋର ଘର କରିବାର ଆଗରୁ ଆପଣଙ୍କୁ ଭେଟିବାକୁ ଚାହେଁ।
9337664861.
Sir namaska I wanted. to contact you how it is possible
9337664861.
how many pillar in a building.Odd or even.
Gruha nirmana pain jetiki ta pillar nihati darakara taha odd heu ba even heu karibe.
Sir Namaskar, Apananku kemiti contact kariparibi.
Sir.. Mora agaru paschima diga re ghara rahi chhi purba patrare nua ghara tiarile puruna ghara saha jodi rahile.. Kichhi asubidha heba ki.?
.
Asubidha heipare. Kounasi bhala janithiba vastubitnka paramarsha niyantu.
ସାର୍ ବାୟୁ ଏବଂ ନୌରୁତ କୋଣ ମାଜମଝିରେ ଟିୟୁଏଲ୍ କରିହେବକି
ନା, ସମସ୍ୟା ଆସିପାରେ ।
ସାର୍ 🙏 ମୁଁ ଗୋଟିଏ ନୂଆଁ ଘର ତିଆରି କରିବା କୁ ଚାହୁଁଛି ଆପଣଙ୍କୁ ଡାକିଲେ ଆସିପାରିବେ କି? ଆମ ଜିଲ୍ଲା ବଲାଙ୍ଗୀର
Han
9337664861
ମେସ ରାଶି ,ଅଶ୍ୱିନୀ ନକ୍ଷେତ୍ର ଥିଵା ଗୃହ କର୍ତ୍ତାଙ୍କ ଗୃହ ମୁଖ୍ୟ ଦ୍ୱାର କେଉଁ ଦିଗ ରେ ଶୁଭ ଦାୟକ
Mesha rashi ra adhipati graha-Mangala, diga-dakshina.
Fine
Dhanyabad.
Sir, ghara ra main dwara west ku achhi . Kichhi asubidha achhi ki sir.pls kuhantu. Mora age 32 helani but job hauni.
ମୁଖ୍ୟ ଦ୍ଵାର ପଶ୍ଚିମର ୩/୪ର୍ଥ ଭାଗରେ ଥିଲେ ଉତ୍ତମ । ଅନ୍ୟ ଭାଗରେ ଥିଲେ ସମସ୍ୟା ସୃଷ୍ଟି କରିବ । ଚାକିରୀ ପାଇଁ ଘରର ଉତ୍ତର, ପୂର୍ବ ଓ ପଶ୍ଚିମ ଦିଗକୁ ଦୃଷ୍ଟି ଦିଅନ୍ତୁ I ଏଠାରେ ନିଶ୍ଚିତ କିଛି ବାସ୍ତୁଦୋଷ ଥିବ, ତାହା ଦୂର କରନ୍ତୁ ଓ ଜାତକ କୌଣସି ଅଭିଜ୍ଞ ଜ୍ୟୋତିଷଙ୍କୁ ନେଇ ଦେଖାନ୍ତୁ ଓ ପ୍ରତିକାର କରନ୍ତୁ । ଜୀବନର ଯେ କୌଣସି ପରିସ୍ଥିତିର ଦୃଢ଼ ମୁକାବିଲା କରନ୍ତୁ | ନିଜର ୱିଲ୍ ପାୱାରକୁ ବଢ଼ାନ୍ତୁ I
Sir apana jatak dekhuchhanti ki ,jadi dekhuthibe kemiti jogajoga kariparibi sir.
ବାସ୍ତୁ କାର୍ଯ୍ୟରେ ବ୍ୟସ୍ତ ରହି ଜାତକ ଦେଖିବା ବନ୍ଦ କରିଦେଇଛି । କ୍ଷମା କରିବେ I
J
Sir namaskar,mo plot re dakhina,purba re 2 side ku road achi road Ara pataku bara gacha achi suva hebaki
Bara gachha ra chhai ghara upare na padiba darakara. Aji kali jeun batya heuchi bada bada gachha gharara khyati karuchi. Sethipain ghara pakhare bada bada gachha rakhiba uchit nuhe.
Dhanyawad sir🙏
ମୋ ପାଖରେ ଆପଣଙ୍କ ନମ୍ବର ଥିଲା ଓ ମୁଁ। ଆପଣଙ୍କ ସହିତ କଥା ହୋଇଥିଲି । ଘର ବଦଳିରେ କେଉଁଠି ହଜିଯାଇଛି। ମୋର ଇ-ମେଲ୍ ବା ୯୮୬୧୪୨୪୧୫୬ ରେ ଜଣାଇଲେ ଉପଦ୍ରୁତ ହେବି । ନିକଟରେ ମୋର ଘର ତିଆରି କରିବା ପାଇଁ ଯୋଗାଡ଼ କରୁଛି । ନମସ୍କାର
M-9337664861
sir ଆପଣ ଙ୍କ ପରାମର୍ଶ ନେବାପାଇଁ ମୁଁ ଏବଂ ମୋ ପରିବାର ଇଛୁକ ଦୟାକରି ନମ୍ବର ଦେବେ କି
9337664861.
ଜନ୍ମ ମାସରେ ଘରଆରମ୍ଭ କରି ହେବକି ଗୁରୁଜୀ
ଆମ ଓଡ଼ିଶାରେ ସାଧାରଣତଃ ଜନ୍ମ ମାସରେ କୌଣସି ଶୁଭକାର୍ଯ୍ୟ କରନ୍ତି ନାହିଁ ।
Sir online consultation nebaku chanchuchhi.. kou time re call Kari heba?
9pm
Jay Jagannath
Jay Jagannath.
Sir mitun rasi pain paschimadyara subha ki osuba
Very nice
Dhanyabad.
Sir namaskar amme rahuthiba jagare matitale kichi thae pare ahara duspravaba kemiti kamajaye pariba daya kari kahibe
Se jagaku gale janapadiba kana duspravaba achhi O pratikara madhya karajaipariba.
Namaskar sir
Namaskar
Thanks
Gurujee dakhin mukhi ghar drain dehantu 6 hat jagar
Sir namaskar
Sir mora Tula rashi (16/7) achhi
mo pain kau facing plot nele subha heithaye
Rashi nuhe nija kundalira 4th house re thiba rashi lordanka digaku face karuthiba plot nele subha heithaye. Nija anchalara kounasi abhignya jyotishanku jataka dekhantu.
Sir apananka bastu tips sunibaku bahut val lagila...ama puruna gharara dakhina digaku ghar ku t k badheibaku chahuchu...apananka phone no. Darkar achi ayi bisayare kichi jogajog kariba pain...
9337664861.
Nana jahara jataka /kundali na thile ame keu diga ku mukhya duar kariba
ନାମ ରାଶିରୁ ଦିଗ ବାହାର କରାଯାଏ ବା scanner ଦ୍ଵାରା ଚେକ୍ କରି ସଠିକ୍ ଦିଗ ଜଣାଯାଏ |
Sir namaskar, Mo plot Ra West side re road achi, ghara Kale ghara Ra main door koi side re rahiba please
Paschimare 3/4th bhagare kariparibe.
Sir🙏ame nua ghara karichhu, 5 years hela ame se ghare rahuchhu mora agaru jhia tie heithila se gharaku asiba para tharu santaan heunahin, ghara ti dobatire achhi tenu karana kn janibaku chahunchhu
Jay jagannath sir
Jay Jagannath
Sir apankar mobile nob diantu
9337664861.
ଜୟ ଜଗନ୍ନାଥ🙏
Jay jay Jagannath.
Sir namaskar , amara bidisha plat bayab konare men door kipari heba please khantu
Eha jagaku dekhi kuhajaipariba. Sethipain kounasi abhignya vastubitnka paramarsha niyantu.
Sir ନମସ୍କାର 🙏🙏 ପୁରନା ଘର କିଣିଲେ ତାର ନୂଆ ବନ୍ଧ ପକେଇ ହେବ ନିଜ ନାମ ରେ plz
Prathame Purana gharara energy ku check Kari tapare nua subha bandhare kariparibe.
@@vastusachetanata9394 sir ଧନ୍ୟବାଦ କେମିତି energy check କରି ହେବ sir
@@vastusachetanata9394 sir ଆପଣ ଆମ ଘର କୁ ଆସିଲେ ଫି କେତେ ପଡିବ plz କହିବେsir ଆମ ଘର ଟା ବାରିପଦା
Sir pranam
Sir ama ra plot kini sariba pare ta pakha re sonthosi maa nka mandir hoichi se plot ghara kari heba ki ?
Please janantu
ନମସ୍କାର ସାର।ସାର ଦୟାକରି ଆପଣଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ଦିଅନ୍ତୁ
9337664861.
Sir,ନମସ୍କାର ମୁ ଗୋଟେ ଉତ୍ତର ଦିଶା ଜମି କିଣିଛି ।
ତାର ଭୂମି ପରୀକ୍ଷା କରିବାକୁ ଚାହୁଚି କେମିତି କରି ହେବ
Se jagaku jai dekhibaku padiba.
Sir amo Ghare bahuta Ashanti rahuchi upaya kichhi achhi ki sir
ଯଦି ଆପଣ ଅନୁଭବ କରୁଛନ୍ତି କି ବାସ୍ତୁଦୋଷ ଦ୍ଵାରା ଏପରି ଅଶାନ୍ତି ସୃଷ୍ଟି ହେଉଛି ତେବେ ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଘର ଦେଖାନ୍ତୁ ଓ ତାଙ୍କ ପରାମର୍ଶ ନିୟନ୍ତୁ ।
ସିଡି ତଳେ ଦୁଆର ମୁହ ରହିଲେ କିଛି ଅସୁବିଧା ହେବ କି ସାର୍
ପଶ୍ଚିମ ମୂଖ ଦୁଆର ରହିଲେ କ'ଣ ଅସୁବିଧା ହେବ କି
@SumatiRana-fi8uz ପଶ୍ଚିମ ମୁଖ ୩/୪ର୍ଥ ଭାଗର ଦ୍ଵାର ଆର୍ଥିକ ଉନ୍ନତି ପ୍ରଦାନ କରିଥାଏ l
ସିିଡ଼ି ତଳେ ୩/୪ର୍ଥ ଭାଗରେ ମୁଖ୍ୟଦ୍ୱାର ଚଳିବ । ଅନ୍ୟ ଭାଗରେ ମୁଖ୍ୟ ଦ୍ୱାର ଅସୁବିଧା ସୃଷ୍ଟି କରିପାରେ ।
Sir 🙏. Bidhisha plot Subha na asubha ? Road north east re 50 degree ?
ଆଜିକାଲି ହାରାହାରି 10 ଟି ପ୍ଲଟ୍ ରୁ 6/7 ଟି ପ୍ଲଟ୍ ବିଦିଶା ପ୍ଲଟ୍ ଦେଖିବାକୁ ମିଳୁଛି।ସେଥିରେ ବାସ୍ତୁ ନିୟମ କୁ ପାଳନ କରି ଘର କରାଗଲେ ତାହା ଅନେକାଂଶରେ ଆମ ପାଇଁ ଶୁଭ ହୋଇଥାଏ ।
Sir,pranam. Mu aapananka sathire Phone re jaga ra vastu babadare kichi katha hebaku chahunchi.. kanakale katha hoiparibi janaibe. Rahuchi namaskar.
9337664861.
Purbadiga front re rasta jagarebwndry keundigaru arambha karibu
Sir namaskar mnu gharatia baneibaku chanhuchhi so aapan nku meet karibaku chanhuchhi
M-9337664861
Sir apnanka fee kete?jadi rajgangur in asanti
9337664861.
ନମସ୍କାର ସାର
ଆପଣଙ୍କୁ ଅନୁରୋଧ କରୁଛି ଆମ ଘରର ମୁଖ୍ୟ ଦ୍ୟାର ଦକ୍ଷିଣ ପଟ ଅଛି ଅଗ୍ନୀ କୋଣରୁ ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ରହିଛି ଏହା ଶୁଭ ନା ଅଶୁଭ ଆପଣ ଜଣାଇବେ ବୋଲି ମୋର ବିଶ୍ବାସ ରହିଛି
ସାର ଆଉ ଏକ ପଶ୍ନ ପଛଦ୍ୟାର ଅଗ୍ନି କୋଣରୁ ପଞ୍ଚମ ସ୍ଥାନରେ ରହିଛି
Puruna Ghar achhi kintu new Ghar purba dakhina kanuani Ghar haichi knk. Asubidha heba kahibe plz
ପୁରୁଣା ଓ ନୂଆ ଘର ପରସ୍ପର ଲାଗିକି ଥିଲେ ଅସୁବିଧା ଆସିପାରେ ।
Lagki nuha alga kina jamire haichi
Sir Namaskar. Sir Ghara ra main entrance 3 and 4 place rahiba katha, apana tk kuhantu ko diga ru 3 and 4 no place
Ghara bhitaru baharaku chahin bamaru dahanaku 3/4 re.mukhyadwar karibe.
Sir give me contact number
Thank you sir
Dhanyabad
South ku road achhi aau west ku bhi road achhi king paribi ki (tula rashi achhi
South ra 3/4 kimba West ra 3/4 bhagare jadi Mukhya dwara padiba tebe kiniparibe. Kounasi abhignya vastubitnka paramarsha niyantu.
Sir ghara ra naga ba bhumi pujan kou jagare haba taku nei gote vedio karantu
ଭୂମି ପୂଜନ ସର୍ବଦା Plot ର ଐଶାନ୍ୟରେ ହେବ ଓ ନାଗଶୁଦ୍ଧି ନାଗର ଅନାକ୍ରାନ୍ତ ଦିଗରେ ହେବା ଭଲ ।
ଜାଗା ରେ ମୋଡ଼ ଥିଲେବି କିପରି ଘର ହେବ, ସେ ଭିଡିଓ ଟି କରନ୍ତୁ
ଆଗରୁ ବୈଦିକ ବାସ୍ତୁଶାସ୍ତ୍ରରେ ଦିଗ ମୋଡ଼ ଥିବା ସ୍ଥାନରେ (ଯେପରି ଅଗ୍ନି ମୋଡ) ଘର କରିବାକୁ ମନା କରାଯାଉଥିଲା। ବର୍ତ୍ତମାନ ତ ସ୍ଥାନର ଘୋର ଅଭାବ l ଠିକ୍ ଦିଗ ଥିବା ସ୍ଥାନ ମିଳିବା ଆହୁରି କଷ୍ଟ । ବିଦିଶା ପ୍ଲଟ ବହୁତ ମିଳୁଛି। ଆଧୁନିକ ବାସ୍ତୁଶାସ୍ତ୍ର ରେ ବିସ୍ତୁନିୟମକୁ ମାନି ସୁନ୍ଦର ଭାବରେ ଘର କରାଯାଇପାରୁଛି । କାହାର କିପରି ବିିଦିଶା ପ୍ଲଟ୍ ଅଛି ତାକୁ ଦେଖି ଘର ପ୍ଳାନ କରାଯାଇଥାଏ l ସୁବିଧା ଦେଖି ଏ ବିଷୟରେ ଭିଡ଼ିଓ କରାଯିବ l
@@vastusachetanata9394 ଧନ୍ୟବାଦ ସାର୍ l
Myself professor
ଆପଣଙ୍କ ମୋବାଇଲ ନମ୍ବର ଦିଅନ୍ତୁ
9337664861
Sir Namaskar Mora plot jauthu arambha seithi rasta sarichi mu Sethi ghara Kari paibi ki?
Kounasi abhignya vastubitnku daki plot dekhantu O tanka paramarsha niyantu.
Sir, mo nija ghara ra south re khali jaga achhi. Se jagare mu ghara kari paribiki. Se jaga be dhalu achhi. Sir, daya kari tike janaibe.
9337664861.
Sir pranam ama plot agare gote chota devi mandir atchi ama plot south facing but mandir chai plot opare paduni so kn ghara kariparibu but sethaku amar rasta nahi thakuranka rasta re jibaku heba apananka matamata dianti
Se jagaku jai Scannerre dekhibaku padiba je Mandira jagaupare asubha prabhaba pakauchhi ki nahi.
Sir, ame gote ghara karibara achi. Sei uppare tik Katha habara thila. Apana kan number mili pariba?
9337664861
ନମସ୍କାର ସାର୍,ସାର୍ ଦୟାକରି ଆପଣଙ୍କ ସହିତ ଯୋଗାଯୋଗୋ କରିବାର ସୁଯୋଗ ଦିଅନ୍ତୁ
9337664861.
sir Namaskar apananka mo no ti debeki?
9337664861.
Mora sir plot ti trivuj akar panschima mukha dwar kana pratikar karibaku padiba
Kichhi asubidha heuthile uttam vastubitnku daki ghara dekhantu O pratikara karantu.
Sar.pranam apana jeun plotre ghara karibe gote konare 1'gata kari pani full karidebe kahile aau ta paradina dekhibe kete pani achhi sethiru subha asubha janiparibe.adhika khara samyare ta sar pani sukhijiba sei keshre kemiti janapadiba sar dayakari tike kahibe
Kharadine gataku dhankideba. Emitibi 5/6 ghanta madhyare janiparibe plot vastu upayogi ki nuhe. Pura 24 ghanta darakar nahi.
Sir
Sair nua rosei gharaku aji prabdaesa kale kan heba pratham dina kan rosei heba
Nua roseigharaku aji gale kan heba
More tula rasi
Prathame khiri karibe.
ଶାର ଆପଣଙ୍କ ଆଡ଼ରେସ ଦରକାର
9337664861.
🙏🙏🙏🙏🙏🙏sir apanka video asuni please send me
Sir namaskar ! Ame ghara kale balasore asiparibeki? Please
Han.
ସାର୍ ମୁଁ ଗୋଟେ ମ୍ୟାପ୍ ଦେଖାଇବି ଆପଣ ଟିକେ ଦେଖିକି କହିବେ।
Map sahita jagara compas degree debe.
@@vastusachetanata9394 ସାର୍ ମୁଁ map ta ଆପଣଙ୍କର ମୋବାଇଲ no ରେ ପଥେଇଦେବି।
Sir mor plot 32 decimal Achi.mu kou site re ghara kale Suva haba.
Jeun digara urja tumapain subha heba sehi sthanare ghara karibe kimba purba O uttarku besi jaga chhadi SW adaku ghara karibe.
Februaryre vumi pujahoichi baisakhare ghara arambha karihebaki
Na, karana gurbaditya joga thibaru subha (gruha) karya nisedha.
Sir pranam akhya trutiya re gruha prabesa kale vala, but sankrati And sani bara paduchi kan karibaku heba,..
Sanibar gruhaprabesh karantinahi. Anya subhadina dekhantu.
Sir, Namaskar , mu nua ghara karibaku chahuchi, aapanaku vetibaku chahuchi tenu aapanka Adress aau phone no. diantu, please.
9337664861.
Sir Namaskar apanankara Number mate darakar mu bohuta asubidhare achhi Mora phone Number 9937129774 jajapur mate apananka sahita Katha hebaku cahuchhi atikire rahuchhi Namaskar
9337664861.
Sir ଆପଣ ଘର ଦେଖିବା ପାଇଁ ଆସୁଛନ୍ତି ନା
Jeunmane dakuchhanti jauchi.
@@vastusachetanata9394 kete fee neuchanti
Namaskar Sir apana odisha re kauthi rahuchanti number sir teke debe
Bhubaneswar, 9337664861.
Jagaupare bawende.ry arambhakeun digaru arambhakribu keunbara masa pakhya dayakari kuhanti