Ravenshaw Debate || Dharmendra Pradhan || Name Change Politics || ରେଭେନ୍ସା ବିଶ୍ଵବିଦ୍ୟାଳୟ

Поділитися
Вставка
  • Опубліковано 9 лис 2024

КОМЕНТАРІ • 706

  • @rasbiharidas2352
    @rasbiharidas2352 2 місяці тому +39

    Bjp ଦଳ ବେକାରିଆ ଲୋକ ମାନଙ୍କୁ ବଡ଼ ବଡ଼ ପୋଷ୍ଟ ରେ ବସେଇ ମୁନାଫା ନବ ଚାହୁଁଛି ।

  • @soysing2395
    @soysing2395 Місяць тому +1

    Right mam

  • @indrajitghose9843
    @indrajitghose9843 2 місяці тому +16

    ଅତି ସୁନ୍ଦର ଉପସ୍ଥାପନ। ଆଗେଇ ଚାଲ।

  • @trilochanpatnaik6321
    @trilochanpatnaik6321 2 місяці тому +9

    ବହୁତ ବହୁତ ଧନ୍ୟବାଦ debate ପାଇଁ।

  • @purnachandragouda5282
    @purnachandragouda5282 2 місяці тому +48

    BJP ର ଏକ ମାତ୍ର ଉପଲବଧ୍ଧି ନାମ ପରିବର୍ତ୍ତନ

  • @ranjankumarbiswal3118
    @ranjankumarbiswal3118 2 місяці тому +17

    ଧନ୍ୟବାଦ ଆପଣଙ୍କ ବିଶ୍ଳେଷଣ।

  • @thabiramajhi2392
    @thabiramajhi2392 2 місяці тому +32

    ସୁନ୍ଦର ଆଲୋଚନା। ଭଉଣୀ ଧନ୍ୟ ବାଦ।

  • @padminibankara8222
    @padminibankara8222 2 місяці тому +41

    ଧନ୍ୟବାଦ୍ ଭଉଣୀ ଏତେ କମ୍ ege re ଏତେ ସାର କଥା ତୁମେ କେମିତି କହି parucha ସତରେ ଓଡ଼ିଶା ତୁମ pani ଗର୍ବ କରିବ

    • @sarojkumarmohanty4977
      @sarojkumarmohanty4977 2 місяці тому

      ମୂର୍ଖ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • @pitabaspradhan-f4i
    @pitabaspradhan-f4i 2 місяці тому +28

    ବହୁତ ଭଲ କଥା କହିଲେ,ଧନ୍ୟବାଦ।

  • @AjitArukh
    @AjitArukh 2 місяці тому +34

    ଶିକ୍ଷ୍ୟା ମନ୍ତ୍ରୀ ପାଇଁ ତାର ଯୋଗ୍ୟତା ନାହିଁ

  • @bibhutibhusanpaikaray5896
    @bibhutibhusanpaikaray5896 2 місяці тому +2

    ଦେଶଦ୍ରୋହୀ କମ୍ୟୁନିଷ୍ଟ ନେତ୍ରୀ

  • @biswaranjanswain774
    @biswaranjanswain774 2 місяці тому +31

    Thank you Didi 🙏💐....

  • @sahasyapattanaik4197
    @sahasyapattanaik4197 2 місяці тому +26

    You are right mam
    I agree with you

  • @RabindraGamanga-l7j
    @RabindraGamanga-l7j 2 місяці тому +12

    Welcome mam very nice news 👍

  • @chenkabhainanastik
    @chenkabhainanastik 2 місяці тому +76

    Well said ଭଉଣୀ... ମୂର୍ଖ ଗୋବର ଖିଆ BJP RSS ଦଳ ମାନଙ୍କର ଗୋବର ଖିଆ ବୁଦ୍ଧି ବୋଲି ଲୋକ କୁହନ୍ତି.. ସେଟା ଧର୍ମେନ୍ଦ୍ର ପ୍ରଧାନ ଆଜି prove କରି ଦେଲା 😂😂😂

    • @sureshchmohanta1209
      @sureshchmohanta1209 2 місяці тому +1

      ରେଭେନ୍ସା ତର ମାଆ ର ଘଇତା କି

    • @chenkabhainanastik
      @chenkabhainanastik 2 місяці тому +1

      @@sureshchmohanta1209 ନା ତୋ ମାଆ କୁ ଗେହିଁ ଦେଇ ଥିଲା 😁😁

    • @Riversidebase
      @Riversidebase 2 місяці тому +2

      Tuma bhauni b biased ...
      Tanka katha kajya ku najar rakha.
      BJP and RSS are not always bad... They have done great works.

    • @chenkabhainanastik
      @chenkabhainanastik 2 місяці тому

      @@Riversidebase yes they did only riots between religion 😁

    • @Riversidebase
      @Riversidebase 2 місяці тому +1

      @@chenkabhainanastik How did you know about this ? Explain it
      Do you really know about Indian, World history?
      Let's have discussion....

  • @kumarmitanofficial9631
    @kumarmitanofficial9631 2 місяці тому +17

    T ରେଭେନ୍ସା ଯାହା କରିଛନ୍ତି ତାକୁ ଧର୍ମେନ୍ଦ୍ର ବାବୁ ଇର୍ଷା କରୁଛନ୍ତି.. କାରଣ ସେ ନିଜେ କିଛି କରିପାରିବେନି ବୋଲି ଅନ୍ୟକୁ ଇର୍ଷା କରୁଛନ୍ତି 😂😂😂😂

  • @kateellenjohnson3673
    @kateellenjohnson3673 2 місяці тому +2

    ଛୋଟ ପିଲା ହେଲେବି ମହାନ୍ ଚିନ୍ତା। ଭଗବାନ ତୁମ ଚଲାପଥ କୁସୁମିତ କରନ୍ତୁ।

  • @abhijitpatnaik7438
    @abhijitpatnaik7438 2 місяці тому +13

    I am proud of you. You are a leader. Yourh of Odisha should look forward working with you

  • @jayadevbehera2568
    @jayadevbehera2568 2 місяці тому +20

    Excellent sister

  • @GotiMuktiAndolan_Odisha
    @GotiMuktiAndolan_Odisha 2 місяці тому +27

    ଓଡିଆ ଲୋକ କ୍ରୁତଜ୍ଞ କ୍ରୁତଘ୍ନ ନୁହନ୍ତି ଧନ୍ଯବାଦ ମତାମତ ପାଇଁ

  • @girijaprasadsahoo7146
    @girijaprasadsahoo7146 2 місяці тому +12

    Right

  • @suryakantadigal127
    @suryakantadigal127 2 місяці тому +6

    Good Evening sister Sangamitra your speech very nice and good speach

  • @BabliMantry
    @BabliMantry 2 місяці тому +5

    ଠିକ୍ କଥା ଭଉଣୀ

  • @pabitramohanbehera5158
    @pabitramohanbehera5158 2 місяці тому +15

    Very good analysis..

  • @sanjaykumishra5186
    @sanjaykumishra5186 2 місяці тому +4

    ମାତୃଭୂମି ମାତୃଭାଷାରେ ମମତା
    ଯା ହୃଦେ ଜନମି ନାହିଁ,
    ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା
    ଅଜ୍ଞାନ ରହିବେ କାହିଁ

  • @sanjaymohanty6635
    @sanjaymohanty6635 2 місяці тому +5

    ସୁନ୍ଦର ଏବଂ ସଠିକ ଉପସ୍ଥାପନା

  • @KatruOfficial1433
    @KatruOfficial1433 2 місяці тому +16

    You are right ma'am

  • @Universe_code123
    @Universe_code123 2 місяці тому +53

    ମୂର୍ଖ ମାନେ ଶିକ୍ଷା ମନ୍ତ୍ରୀ ହେଲେ ଦେଶ ର ଅବସ୍ଥା ଯାହା ହବ😅

    • @dhadanarendra
      @dhadanarendra 2 місяці тому +1

      Bristisar chua badhe

    • @KamalaKanta-ul3ix
      @KamalaKanta-ul3ix 2 місяці тому +1

      ତୁମେ ଇଶ୍ରାଇଲୀଙ୍କ ଛୁଆ ବୋଧେ

    • @pradyumnapradhan5553
      @pradyumnapradhan5553 Місяць тому

      Did he try to get into Ravenshaw??Ravenshaw history .. Read ..

  • @arjungamango8543
    @arjungamango8543 2 місяці тому +3

    Good said mam. ମାଡି ଚାଲ l ମୁଁ ଆପଣଙ୍କ fans and Subcriber.

  • @BinodpandaHouse
    @BinodpandaHouse 2 місяці тому +6

    ଅସଲ ଇତିହାସର ସୁନ୍ଦର ଉପସ୍ଥାପନା।ମନ୍ତବ୍ୟ ଦେବା ପୁର୍ବରୁ ପଢ଼ାପଢ଼ି ଜ୍ଞାନର ଆବଶ୍ୟକତା ରହିଛି।ନାମ ଓ ରଙ୍ଗର ପରିବର୍ତ୍ତନ ଦରକାର ନାହିଁ। ଅସଲ ଉନ୍ନତି ଦିଗରେ ଆମେ ସମସ୍ତେ ଚେଷ୍ଟା କରିବା ଉଚିତ।

  • @debashisdash5186
    @debashisdash5186 2 місяці тому +25

    ଆଜ୍ଞା ଭଉଣୀ ଠିକ୍ କଥା କହିଲେ।ଏବେ ବହୁତ ଲୋକ ରେଭେନ୍ସା ସାହେବଙ୍କ ବିଷୟରେ ଜାଣିବାକୁ ଆଗ୍ରହୀ ହେଲେଣି।
    ମୁଁ ଯେତେ ବେଳେ ପୂର୍ବରୁ ରେଭେନ୍ସା କଲେଜ ନାମ ଶୁଣୁ ଥିଲି ମୋ ମନରେ କେବେ ସେ ଗୋରା ଅଂଗ୍ରେଜ୍ ର ଚିତ୍ର ମନକୁ ଆସି ନଥିଲା ଯଦି ଆସିଥିଲା ତେବେ କଟକରେ ଛିଡା ହେଇ ରହିଥିବା କେବଳ ସେହି ନାଲି କୋଠା ଟିର ଚିତ୍ର।ବହୁତ ଇଛଥିଲା ସେଇଠି ପଢ଼ିବା ପାଇଁ।କିନ୍ତୁ କମ୍ ମାର୍କ ଯୋଗୁ ମୁ ସେଠି ପଢି ପାରିଲିନି।ମୁ କେବେ ଜାଣି ନଥିଲି ସେ ରେଭେନ୍ସା ଲୋକ ଟା କିଏ?କି ଜାଣିବାକୁ ଇଚ୍ଛା ବି ନଥିଲି ଏବଂ ଜାଣିବାକୁ ସମୟ ବି ପାଇନଥିଲି।ମୁ ସବୁବେଳେ ଛୋଟ ବେଳେ ଆମ ମହାପୁରୁଷଙ୍କ ଜୀବନୀ ପଢେ।ଘରେ ଟିଭି ରେ ଠାକୁରଙ୍କ ସେରିଏଲ୍ ଦେଖେ।
    କିନ୍ତୁ ଆଜି ଯଦି ମୁ ଇଚ୍ଛା ପ୍ରକାଶ କରୁଛି ସେଇ ଅଂଗେଜ୍ ମାନଙ୍କ ବିଷୟରେ ଜାଣିବା ପାଇଁ ତାହେଲେ ସେଥି ପାଇଁ କେବଳ ଧର୍ମେନ୍ଦ୍ର ପ୍ରଧାନ ଦାୟୀ।ତମେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଅସ୍ମିତା ସହ ଖେଳୁଚ।ତମେ ହିଁ ପିଲାମାନଙ୍କୁ ଟିହାଉଛ ଏବଂ ଉସକୋଉଛ ସେଇ ଅଂଗ୍ରେଜ ମାନକ ବିଷୟରେ ପଢ଼ିକି ତାଙ୍କ ବିଷୟରେ ଜ୍ଞାନ ଆହରଣ କରିବାକୁ।ତମେ ହିଁ କୋମଳ ମତୀ ପିଲା ମାନଙ୍କ ଭିତରେ ବିଦ୍ରୋହ ସୃଷ୍ଟି କରୁଛ।ଧିକ ତମକୁ ଧିକ୍।

    • @MrX-cx3no
      @MrX-cx3no 2 місяці тому

      ତମେ , ବେକାରୀଆ ଲେଖିଛ , ବିଜେପି ର ଛାଟୁକାରୀ !😮 ଆଗ ଦେଖ କ'ଣ ଉନ୍ନତି କରିବା ଦିଗରେ,ପରେ ନାଁ ବଦଳାଇବ ।। ଏହି ବିଜେପି ସରକାର ଖାଲି ନାଁ ବଦଳାଇବା ହିଁ ଜାଣିଛି ବାକି ଉନ୍ନତି କରିବା ଜାଣିନି ।। କେତେ ଆଉ ଓଡ଼ିଆ ଜନତାକୁ ଠକିବ ଓଡ଼ିଆ "ଅସ୍ମିତା "କହି -ଏହାର ଉଦାହରଣ ହେଉଛି ଆମର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ।। ଧର୍ମେନ୍ଦ୍ର ପ୍ରଧାନ ଖାଲି ଭାଷଣ ଦେବାରେ ଶିକ୍ଷା ବିଷୟରେ କିଛି ଫରକ୍ ପଡେନି ।। ଏମିତି ଲୋକମାନେ ମନ୍ତ୍ରୀ ହେବା ଅଯୋଗ୍ୟ ।।

    • @charannayak6826
      @charannayak6826 2 місяці тому

      Before commet youhave to know India history.name should bechanged.

    • @DusmantanaikDusmanta
      @DusmantanaikDusmanta 2 місяці тому

      You are right bro

  • @EnglishWithBidushSir
    @EnglishWithBidushSir 2 місяці тому +9

    Perfect and right message

  • @pabitraparida827
    @pabitraparida827 2 місяці тому +21

    ଧନ୍ୟବାଦ ସୋନୁ ପ୍ରକୃତ ସତ୍ୟ କଥାକୁ ଲୋକଲୋଚନକୁ ଆଣିଥିବାରୁ ଏବଂ କୁ ଚକ୍ରି ମାନଙ୍କୁ ଉଚିତ୍ ମାର୍ଗ ଦେଖାଇଥିବାରୁ।

  • @raazprasad3713
    @raazprasad3713 2 місяці тому +14

    ମାମ ଏହି information ପାଇ ଆପଣକୁ ଯେତେ ଯେତେ ପ୍ରଶଂସା କଲେ ବି କାମ ଲାଗୁଛି।❤🙏

  • @madhusudanparida4161
    @madhusudanparida4161 2 місяці тому +13

    Absolutely correct comments. Thanks.

  • @sanjuktamohanty9668
    @sanjuktamohanty9668 2 місяці тому +3

    Jhia re you are great 👍 👌. May God bless you to full fill your future endeavors.

  • @NaliniKansarali
    @NaliniKansarali Місяць тому

    ❤ସୁନ୍ଦର ଉପସ୍ଥପନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭଉଣୀ । ଦୀର୍ଘ ଦିନରୁ ନାମିତ ହୋଇଥିବା ନାମ ପରିବର୍ତ୍ତନ କଲେ ଦୁର୍ନୀତି ହଟିଯିବନି କିମ୍ବା ଉନ୍ନତିର ଗତି ଦ୍ରୁତ ହେବନାହିଁ। ଆପଣଙ୍କ ଆଲୋଚନା ସଂପୂର୍ଣ୍ଣ ଭାବେ ଠିକ୍ ।❤

  • @prosonosingh9156
    @prosonosingh9156 2 місяці тому +16

    Right 🎉🎉

  • @bhajakanta6145
    @bhajakanta6145 2 місяці тому +8

    ଆଗେ ଏଭଳି ବିଶ୍ୱବିଦ୍ୟାଳୟ ସ୍ଥାପନ କରି ନିଜ ନାଁକୁ ସ୍ବର୍ଣାକ୍ଷରରେ ଲେଖି ଦିଅନ୍ତୁ କିଏ ମନା କରୁଛି..

  • @gangarajunayak3040
    @gangarajunayak3040 Місяць тому +1

    ସଙ୍ଗ ମିତ୍ରା ମାଡାମ ପାର୍ଟି ବିରଧୀ ଛାଡି ପ୍ରକୃତ କଥା ଚିନ୍ତା କରନ୍ତୁ ରେଭନ୍ସା ନାମ ବଦଡିବ ଓଡ଼ିଆ ହିସାବ ରେ ଚିନ୍ତା କରନ୍ତୁ

  • @pabitramohan4848
    @pabitramohan4848 2 місяці тому +1

    INDIA. name CHANGE first

  • @babajeesamal6821
    @babajeesamal6821 2 місяці тому +4

    ଧରମା କଥା ଛାଡ଼ ତା ଗୁରୁ ମୋଦି ଯାହାକହେ କରେ ଠିକ ତାର ଓଲଟା ଏ କଥା ଓଡିଶା ବସି ବୁଝିପାରିଲେ ନାହିଁ। ସେମାନେ କିଛି କରନ୍ତି ନାହିଁ। ଖାଲି ଡିମାକ୍ ସୈତାନ ର ଘର । ତେଣୁ ଏମାନେ ତ ଜଣେ ଜଣେ ସୈତାନ ।

  • @rameshchandrabehera9435
    @rameshchandrabehera9435 2 місяці тому

    ଧନ୍ୟବାଦ୍ ଆପଣଙ୍କର ପଶୁପତ ଅସ୍ତର ପ୍ରୟୋଗ ବହୁତ ଭଲ ଲାଗିଲା

  • @DasbiswaranjanDas
    @DasbiswaranjanDas Місяць тому

    ବହୁତ ସୁନ୍ଦର ଉପସ୍ଥାପନା ଭଗବାନ ମଙ୍ଗଳ କରନ୍ତୁ

  • @subratakumartarai9510
    @subratakumartarai9510 2 місяці тому +9

    Thank you sister

  • @fabianuslugun7499
    @fabianuslugun7499 2 місяці тому +1

    Good vedio

  • @hemantamahananda738
    @hemantamahananda738 2 місяці тому +1

    Good madam 👌

  • @27-a-namitapatra53
    @27-a-namitapatra53 2 місяці тому +7

    Absolutely Right Madam

  • @Reenabehera0
    @Reenabehera0 2 місяці тому +1

    BJP michha kahithanti

  • @gadadharbehera2520
    @gadadharbehera2520 2 місяці тому +1

    ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ମିଛୁଆ ରାଧୁଆ,ମିଛ କହିବା ତାଙ୍କର ଧର୍ମ

  • @1984sib
    @1984sib 2 місяці тому +3

    ରେଭେନ୍ସା କଣ University ନିଜ ନାଁ ରେ ରହିବ ବୋଲି copyright କରିଥିଲେ? ଯେଉଁମାନେ ଅନୁରୋଧ କରିଥିଲେ କଟକ କଲେଜ ର ନାଁ କୁ ରେଭେନ୍ସା ଙ୍କ ନାମରେ ରଖିବା ପାଇଁ ସେମାନେ ଭୁଲ୍ କରିଥିଲେ । ହୋଇଥାଇପାରେ ସେମାନଙ୍କର କିଛି ଫାଇଦା ପାଇଁ ଇଂରେଜ ପ୍ରୀତି ଥିଲା । ସେତେବେଳର କେତେଟା university କୌଣସି ବ୍ୟକ୍ତି ନାଁ ରେ ଥିଲା? ଜଣେ ବିଦେଶୀ ଲୋକର ନାଁରେ university କାହିଁକି ରହିବ? University ର ବିକାଶ ଏକ ଗତାନୁଗତିକ ପ୍ରକ୍ରିୟା । ବିକାଶ ତ ନିଶ୍ଚୟ ହେବ । ନାଁ ଟା change ହୋଇଗଲେ କଣ ଏମିତି ଭାସି ଯିବ? ଓଲଟା ଏହି ବିଶ୍ଵବିଦ୍ୟାଳୟ ର ନାଁ କଟକ ବିଶ୍ଵବିଦ୍ୟାଳୟ ରହିଲେ କଟକ ଓ ଓଡ଼ିଶା ର ପରିଚୟ ଓ ଗର୍ବ ବୃଦ୍ଧି ପାଇବ। ୧୯୪୭ ର ସ୍ଵାଧୀନତା ଏକ ରାଜନୈତିକ ପଦକ୍ଷେପ ଥିଲା, ଇଂରେଜ ଙ୍କ ସହ ଏକ ଚୁକ୍ତି ଥିଲା । ପ୍ରକୃତ ସ୍ଵାଧୀନତା ଭଗତ ସିଂହ, ସୁଭାଷ ବୋଷ ଇତ୍ୟାଦି ଆଣିଥିଲେ । ଇଂରେଜ ଐତିହାସିକ ଲେଖିଥିବା ଇତିହାସରେ ଆମେ ବିଶ୍ବାସ କରୁ ନାହୁଁ। ଆମ ଇତିହାସ ଆମେ ନିଜେ ଲେଖିବୁ । ରେଭେନ୍ସା କଲେଜ କୁ ଆମ ଦ୍ଵାରା ପରିଚାଳିତ ଓଡ଼ିଶା ସରକାର ବିଶ୍ଵବିଦ୍ୟାଳୟ ରେ ପରିଣତ କରିଛନ୍ତି । ଯଦି ରେଭେନ୍ସା ଙ୍କ ଏତେ ଓଡ଼ିଆ ପ୍ରୀତି ଥିଲା, ତେବେ ଭାରତର ପୁରାତନ କଲିକତା, ମାଡ୍ରାସ, ବମ୍ବେ ଇତ୍ୟାଦି university ପରି ଓଡ଼ିଶାରେ ଏକ university କାହିଁକି କଲେ ନାହିଁ? ଏଗୁଡ଼ା ଫାଲତୁ ରାଜନୀତି । ଆମର ଗଣତାନ୍ତ୍ରିକ ସରକାର । ଆଉ ଯଦି ଆମ ସରକାର କୌଣସି ଅନୁଷ୍ଠାନ ର ବିଦେଶୀ ନାଁ କୁ ହଟାଇ ଦେଶୀୟ ନାଁ ରେ ନାମିତ କରିବାକୁ ଚାହୁଁଛନ୍ତି, ତାକୁ ଆମେ ପୂର୍ଣ୍ଣ ସମର୍ଥନ କରିବୁ ।

    • @pavitraranjanswain4010
      @pavitraranjanswain4010 2 місяці тому +1

      You want to write history based on stories narrated in Sanghas. History should be written based on historical documents.

    • @SrikantaSwain-w1l
      @SrikantaSwain-w1l Місяць тому +1

      Tuma mamu kuha gote revensa tiari karu para jinisa ku nijar kahiba chada

  • @-susanthpani547
    @-susanthpani547 2 місяці тому +11

    Thank you so much ma'am for your genuine and trustworthy information about T.E RAVENSHAW. We are with you 🙏💖🙏💖

  • @kantarupradhan5294
    @kantarupradhan5294 2 місяці тому +10

    Good
    Sanghamitra sister.

  • @ashokdash3149
    @ashokdash3149 2 місяці тому +4

    Thank you

    • @umapatra1958
      @umapatra1958 2 місяці тому

      Mam hi dencer very good
      Thank you i❤mam hi t💋👌🏾👍🏽❤❤

  • @bipinmalik9965
    @bipinmalik9965 2 місяці тому +6

    Thanks mam

  • @hrusikeshmallik3221
    @hrusikeshmallik3221 2 місяці тому +13

    ଏ ଅଯୋଗ୍ୟ ଶିକ୍ଷା ମନ୍ତ୍ରୀ। ଯାହାର ନିଜସ୍ୱତା କିଛି ନାହିଁ ମୋଦୀର ଦଲାଲ। ତେବେ ଆଗ ନିଜ ନାମ ବାପ ଓ ମା' ଦେଇଥିବା ନାମ ପରିବର୍ତ୍ତନ କରନ୍ତୁ ତ ।

    • @Realmsks
      @Realmsks 2 місяці тому

      ଗଣତନ୍ତ୍ର ରେ ସମସ୍ତଙ୍କ ର କହିବାର ଅଧିକାର ଅଛି। ତାହାରି ଫାଇଦା ନେବାକୁ ଚେଷ୍ଟା କରିଛି।ବହୁତ୍ ବଢିଆ। ଶିକ୍ଷିତ/ମୂର୍ଖ। ୟୂ କଉଟା ?

  • @digalrajesh2619
    @digalrajesh2619 2 місяці тому +6

    ବହୁତ ବଡ଼ିଆ କଥା କହିଲେ ଦିଦି 🙏🙏🙏🙏🙏

  • @sishirbehera5329
    @sishirbehera5329 2 місяці тому +7

    ଭଉଣୀ, ଆପଣଙ୍କୁ ସେଳୁଟ

  • @debashisdash5186
    @debashisdash5186 2 місяці тому +16

    ବିତର୍କ କେଉଁ ବିଷୟରେ କରାଯାଏ,ଯାହାର କିଛି ପ୍ରାସଙ୍ଗିକତା ଥାଏ,ଯାହାର ବର୍ତମାନ ବିଷୟରେ କିଛି ଆବଶ୍ୟକ ଥାଏ।ସିଆଡେ ଆଳୁ ଚାଉଳ ଦର ବଢ଼ିଗଲା,ଟା ଉପରେ ବିତର୍କ କରି ତାର ସମାଧାନ କର ନହେଲେ ଆଉ ଗୋଟେ ନ ଅଙ୍କ ଦୁର୍ଭିକ୍ଷ ପଡ଼ିଯିବ।
    ଧର୍ମେନ୍ଦ୍ର ପ୍ରଧାନ ଙ୍କର କିଛି କାମ ଧନ୍ଦା ନାହିଁ।ସେଥି ପାଇଁ ସେ ବସି ବସି ବୋର୍ ହୋଇଗଲେଣି।ବର୍ତମାନ ବିତର୍କ(ମୋ ମତରେ ବିତଣ୍ଡା ଯୁକ୍ତି) କରି ନିଜର ଟାଇମ୍ ପାସ୍ କରିବାକୁ ଚାହୁଁଛନ୍ତି।

  • @NiranjanBehera-q8f
    @NiranjanBehera-q8f 2 місяці тому +5

    Right ଭଉଣୀ

  • @apartimoharana2763
    @apartimoharana2763 2 місяці тому +15

    ଧର୍ମେନ୍ଦ୍ର ପରି କେତେକ ଯେତେକ ଜୋତା ଚଟା ଓଡ଼ିଆ ଥିଲେ ସେମାନଙ୍କ ସକାଶେ ନ ଅଙ୍କ ଦୁର୍ଭିକ୍ଷରେ ମୃତ୍ୟୁ ହୋଇଥିଲା. ଏହା ସତ୍ୟ ଇଂରେଜ ସରକାର ଶୋଷଣ କାରି ଥିଲେ.ଜଦି ସେଥିସକାଶେ ରେଭେନ ସାହା ନାମ ଆମ ସକାଶେ କଳଙ୍କ ତେବେ ଇଂରାଜୀ ଭାଷା କଳଙ୍କ ମଧ୍ୟ. ଜଦି ଶିକ୍ଷା ମନ୍ତ୍ରୀ ଙ୍କର ଦମ ଅଛି ଇଂରାଜୀ ଭାଷା କୁ ଭାରତରୁ ଉଠାଇ ଦିଆଯାଉ. ଖାଲି ଭୁକି ହେଲେ କଣ ହେବ. ଭାରତରୁ ଯେତେ ଇଂରେଜ ରେ ଅଛନ୍ତି ତାଙ୍କୁ ଫେରାଇ ଆଣ. ଦମ ଦେଖାଅ.

    • @Realmsks
      @Realmsks 2 місяці тому

      ତୁ ତୋ କାଢୁଆ ମଣିଷ ତ ଚିନ୍ତା ଧାରା କୁ ମାନିବାକୁ ପଡ଼ିବ।ଆବେ ତୁ ତୋ ବିଶ୍ୱ ଯୁଦ୍ଧ କରାଇବା ଭଳି ଲାଗୁଛୁ?

  • @hksahoo8755
    @hksahoo8755 2 місяці тому +2

    ଇଂରେଜ ମାନେ ଆମ ଦେଶ ରୁ କେତେ ନେଲେ, କେତେ ଦେଲେ ତୁ ଗୋଟେ ହିସାବ ଦେବୁ କିଲୋ , ତଥାପି ଆମେ ତାଙ୍କୁ ଧନ୍ୟବାଦ୍ କରୁଛେ, କଣ ପାଇଁ ❤❤

  • @bkprusti8091
    @bkprusti8091 2 місяці тому +1

    Thank you Sanghamitra mam. Good information

  • @RanjanPrusty-lp7hg
    @RanjanPrusty-lp7hg 2 місяці тому

    Sabbas Sanghamitra sabbas

  • @pratibhabehera7898
    @pratibhabehera7898 Місяць тому

    Thank you 👌👌👌 sanghamitra thank you 👍👍👍 thank you

  • @Sukigi
    @Sukigi 2 місяці тому +1

    ଵୋହୁତ ଭଳ ଦିଦୀ ଆପଣକ ଆଳୋନା ଆମେବହୁତ ଖୁସିହେଳୂ

  • @arucharanpradhan5502
    @arucharanpradhan5502 2 місяці тому +5

    ଭାବନା ଚିନ୍ତନ ଯାର ତାର ଆଦର୍ଶ ବୋଲି ଧରାଯାଏ। ଭଗବାନ ବିଷ୍ଣୁ ଗରୁଡ଼କୁ କହିଛନ୍ତି ସୃଷ୍ଟିରେ ସମସ୍ତଙ୍କୁ ଜ୍ଞାନ ପ୍ରଦାନ କରା ଯାଇଛି। କିନ୍ତୁ ବହୁତ କମ୍ ଲୋକଙ୍କୁ ବିବେକ ଦିଆ ଯାଇଛି। ବର୍ତ୍ତମାନ ଜ୍ଞାନୀ ମାନେ ମାତି ଛନ୍ତି ଓ ବିବେକୀ ମାନେ ଲୁଚି ରହୁଛନ୍ତି। ତେଣୁ ଘରେ ଘରେ, ଗାଁ ଗାଁରେ, ରାଜ୍ୟ ରାଜ୍ଯରେ ଓ ଦେଶ ଦେଶରେ ବିଶୃଙ୍ଖଳା ସୃଷ୍ଟି ହେଉଛି।ନିଜ ପିତା ମାତା ମାନଙ୍କୁ ସମ୍ମାନ ନଦେଇ ଅନ୍ଯର ସମ୍ମାନ ଚିନ୍ତା କରି ଥାନ୍ତି। କେବଳ ରାଜନୀତି ଖେଳୁଛନ୍ତି।

  • @hksahoo8755
    @hksahoo8755 2 місяці тому +6

    ବାଳ କଥା, ଆମେ ଓଡ଼ିଆ କଙ୍କଡା, ଯିଏ ଆମ କୁ ଶାସନ କରି ତା ଦେଶ କୁ ସବୁ ସମ୍ପତ୍ତି ବୋହିନେଲା,ସେଇ ଇଂଲଣ୍ଡ ର ଗୋଟେ କର୍ମଚାରୀ ତମକୁ କିଛି ଟଙ୍କା ଦେଲା କଲେଜ୍ କରିବାକୁ, ସିଏ ଆମ ଓଡ଼ିଆ ର ଘଇତା ହେଇଗଲା, ଇତିହାସ ପଢ଼ ଚାଇନା,ଜାପାନ ରେ ସେମାନଙ୍କ ନା କୁ ବଦଳା ଯାଇଛି, ଆମକୁ ତାଙ୍କ ନାଁ ଭଲ ଲାଗୁଚି ❤

    • @SrikantaSwain-w1l
      @SrikantaSwain-w1l Місяць тому

      Bala katha ambani adani ku a sale desa ku bikidebe gote Revensa a sala kahiparibe bujhila bhai bala katha

    • @Nirapekhya_News
      @Nirapekhya_News Місяць тому

      Plz mind your own language... ଭାଷା ପ୍ରତି ସତର୍କ ରୁହନ୍ତୁ

  • @amitkisan3087
    @amitkisan3087 2 місяці тому

    ମାର mg pradhan କୁ

  • @mastermaneesee2581
    @mastermaneesee2581 2 місяці тому +1

    Thanks sister.

  • @ugresanbibhar4712
    @ugresanbibhar4712 2 місяці тому +2

    Ok Bhauni💙💙💙

  • @rabindrakumarpanda9861
    @rabindrakumarpanda9861 2 місяці тому

    Excellently Excellent
    Stay blessed

  • @badaljena7749
    @badaljena7749 2 місяці тому

    ସ ତ କଥା କ ହିଲ୍ ଝିଅ ଧନ୍ୟବାଦ୍❤❤❤❤❤

  • @jyotirmayeerout4150
    @jyotirmayeerout4150 2 місяці тому +3

    Ekdam thik 👌👌

  • @rabindraDeogam-b3u
    @rabindraDeogam-b3u Місяць тому

    Thank you madam bahut bhola bichar dara

  • @swain_parivaar
    @swain_parivaar 2 місяці тому

    Thanks to you and your talent. Go ahead. Bright future

  • @ceekay9911
    @ceekay9911 2 місяці тому +13

    ଧର୍ମେନ୍ଦ୍ର ପ୍ରଧାନ ଜଣେ ମୂର୍ଖ।

    • @dkmohapatramohapatra5620
      @dkmohapatramohapatra5620 2 місяці тому +1

      ତୁମେ କଣ କରୁଛ
      ସେ ତ୍ ମୂର୍ଖ
      ମନ୍ତ୍ରୀ ଅଛନ୍ତି

    • @niranjannaik6376
      @niranjannaik6376 2 місяці тому

      ନ ହେଲେ ପାରିବର୍ତନ ରେଭେନ୍ସା ନା କଥା କୁହନ୍ତନାହିଁ,ପାଣ୍ଡିଆନ ର follower dharmender and mohan,

    • @ceekay9911
      @ceekay9911 2 місяці тому

      ଆମେ ତାଙ୍କ ବାପା ଠାରୁ ବି ବଡ଼।

  • @sanjayaarukha1259
    @sanjayaarukha1259 2 місяці тому +1

    All right🎉

  • @Sudhakarjani-k3v
    @Sudhakarjani-k3v 2 місяці тому +2

    Right speech madam

  • @mastarLambodar
    @mastarLambodar 2 місяці тому

    ସତ୍ୟ କଥା କହି ଛନ୍ତି, ଧନ୍ୟବାଦ ଭଉଣୀ

  • @kalpatarugauntia2942
    @kalpatarugauntia2942 2 місяці тому +2

    ଧର୍ମେନ୍ଦ୍ର ପ୍ରଧାନଙ୍କ ମାମୁ ଘର ଅମଗାଁ, ତାଙ୍କ ମାମୁ ଘରେ ତାଙ୍କୁ ଶଳା, ଶଶୁର ପୁଅ, କହିକି ପାଟି କରନ୍ତି 😂

  • @shishiramalik8196
    @shishiramalik8196 Місяць тому

    Dhanyavaad bhauni
    🙏🙏🙏🙏🙏🙏🙏🙏
    SALUTE

  • @purnachandranag9719
    @purnachandranag9719 2 місяці тому +1

    ଧନ୍ୟବାଦ madam

  • @sebastambasymbolofhumanity4076
    @sebastambasymbolofhumanity4076 2 місяці тому +2

    ରେଭେନ୍ସା ନା ଟି ହିଁ ଓଡ଼ିଶା ର ଅସ୍ମିତା।ଅସ୍ମିତା କହିଲେ ବହୁତ୍ କଥା ଉଠିବ,ଇତିହାସ କହୁଛି କଟକ ପୁରୁଣା ରାଜଧାନୀ ତେବେ ଗଭର୍ଣ୍ଣର ହାଉସ,ବିଧାନ ସଭା, ସଚିବାଳୟ କେଉଁଠି? ସେ ବି ଅସ୍ମିତା ଥିଲା ଗଲା କୁଆଡେ? ପ୍ରଥମେ ସରକାର ଉତ୍ତର ଦିଅନ୍ତୁ।

  • @majhibhai8346
    @majhibhai8346 Місяць тому +1

    Nonsense debate......nijaku besi dekhei huana...

  • @lokanathdas5246
    @lokanathdas5246 2 місяці тому +1

    No change name of Ravanshaw University.

  • @biranchinarayandash3096
    @biranchinarayandash3096 2 місяці тому

    Thanks.

  • @subashdas9693
    @subashdas9693 2 місяці тому +2

    ମାମୁଁ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର

  • @ramakantadehury3771
    @ramakantadehury3771 2 місяці тому +3

    ଆଜି ପର୍ଯ୍ୟନ୍ତ ଯାହା କିଛି ଓଡ଼ିଶାର ଉନ୍ନତିମୂଳକ କାର୍ଯ୍ୟ ହୋଇଛି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଅଛି।କେନ୍ଦ୍ର ମନ୍ତ୍ରୀଙ୍କର ନିଜର ମତ କୂ ରିଜନୀତି କ,ଣ ପାଇ।

  • @DayakanhusidaMurmu
    @DayakanhusidaMurmu 2 місяці тому +2

    You are right Madam 💥

  • @ramaraonayak3854
    @ramaraonayak3854 2 місяці тому +4

    Thank you madam, your counter is genuine. God help you.

  • @TirasioPradhan
    @TirasioPradhan Місяць тому

    ନାମ ବଦଳାଇ ଆମ ଦେଶକୁ ବିଶ୍ପ ଗୁରୁ କରିବାପାଇଁ ଭାବୁଛନ୍ତି ମନ୍ତ୍ରୀ ମହାଶୟ!!! ଅଜବ ଏ ଚିନ୍ତାଧାରା ତାଙ୍କର!!!

  • @ASISH_JENA
    @ASISH_JENA 2 місяці тому

    ଧର୍ମେନ୍ଦ୍ର ପ୍ରଧାନ ଭଲ କିଛି ଅସୁବିଧା ନାହଁ ବିଜେପି ଜାହାକରୁଛି ଭଲକରୁଛି

  • @LipunaNayak-p6l
    @LipunaNayak-p6l 2 місяці тому

    Bohuta ekdam ttik kottha ,maam

  • @SMILAN_143
    @SMILAN_143 2 місяці тому +1

    ଠିକ୍ କଥା କହିଛନ୍ତି ❤❤❤❤

  • @muralidharbehera616
    @muralidharbehera616 2 місяці тому +1

    Very good Sanghamitra,

  • @prangyadas5127
    @prangyadas5127 2 місяці тому

    I appreciate you sister. Whatever you have told is 100% to the point. Keep growing

  • @torasionayak4637
    @torasionayak4637 2 місяці тому

    Right, Answer,very good sanghamitra

  • @karanjena1766
    @karanjena1766 2 місяці тому +1

    Ravenshaw is the identity of odisha in the world after lord jagaannth and lord budha❤❤❤

  • @gourabkumarsingh4979
    @gourabkumarsingh4979 Місяць тому +1

    ଓଡ଼ିଶାର #Dhruv_Rathi
    #Sanghamitra_Jena_Mam
    ❤❤❤❤❤❤
    ବହୁତ ଧନ୍ୟବାଦ...