ସୁଧାଂଶୁ@8:ରାଜ୍ୟର ପ୍ରଥମ ବେଲଜ୍ୟା ସସ୍ମିତ ପାତ୍ର

Поділитися
Вставка
  • Опубліковано 5 вер 2024
  • @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

КОМЕНТАРІ • 5 тис.

  • @santoshkumarmishra2620
    @santoshkumarmishra2620 3 місяці тому +1130

    ସୁଧାଂଶୁ ଭାଇ ଦୁର୍ଗାଶିଷ ଭାଇ ସର୍ବଦା ଅପ୍ରିୟ ସତ୍ଯ କୁହନ୍ତି. ସେଥିପାଇଁ ୧୦୦% ଧନ୍ଯବାଦ

  • @subhabratamishra4465
    @subhabratamishra4465 3 місяці тому +430

    ଏ ବେଧ , ଭାଡୁଆ , ମାଡୁଆ, ବେଲଜ୍ଜ୍ୟା ମାନଙ୍କୁ ଏମିତି ଧୁଆ ମୋତେ ବହୁତ୍ ସୁଖ ଦେଲା , ଏଥିପାଇଁ ଭାଇନାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଓ 🙏।

    • @bijaykhuntia868
      @bijaykhuntia868 3 місяці тому

      Mariki 1000-1000 cr nei palaila,1000 cr kharcha karidela...
      Aau e belajya, ghusuri muha ku dekha.

    • @rajeebpadhy5300
      @rajeebpadhy5300 3 місяці тому +8

      Bahut badhia heichi

  • @user-ij9jp6ex8s
    @user-ij9jp6ex8s 3 місяці тому +201

    ସୁଧାଂଶୁ ଭାଇ ମୋର ଆନ୍ତରିକ ଭୂମିଷ୍ଟ ପ୍ରଣାମ ।ତୁମେ ସତ୍ୟ କଥା କହିଥିବାରୁ କୋଟି କୋଟି ଧନ୍ୟବାଦ୍ ଜୟ ଶ୍ରୀରାମ।

  • @bijayasethy3972
    @bijayasethy3972 2 місяці тому +20

    ପ୍ରକୃତରେ ଆମ ରାଜ୍ୟର ହିତ ଚିନ୍ତା କରୁଥିବା ଦୁଇଗୋଟି news channel ହେଉଛି Focus Plus ଏବଂ Argus .
    ସୁଧାଂଶୁ ଭାଇ ଓ ଦୂର୍ଗାସିଶ ଭାଇ really hero .

  • @shreekantkumarpradhan602
    @shreekantkumarpradhan602 3 місяці тому +173

    ସୁଧାଂଶୁ ବାବୁ ଏଭଳି ସାହସିକତା ପୂର୍ଣ୍ଣ ଖବର ଆରିବେଷଣ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଖାଲି ସସ୍ମିତ୍ ପାତ୍ର ଏକା ନୁହେଁ , ନୟାଗଡ଼ ର ଚୋରା ଏବଂ ହତ୍ୟାକାରୀ MLA ର ଖବର ପରିବେଷଣ କରାଯାଉ।

  • @Lipu1996
    @Lipu1996 3 місяці тому +525

    ଏ ଭଳି ଚ୍ୟାନେଲ ପ୍ରସାରିତ କରିବା ନିହାତି ଦରକାର thank you focus plus

  • @surajitjana7671
    @surajitjana7671 3 місяці тому +146

    ଓଡ଼ିଶାରେ ଦୁଇଟା ସ୍ୱାମ୍ବାଦିକ ବୀର ଯବାନ ସୁଧାଶୁ ଭାଇ ଓ ଦୁର୍ଗାଶିଷ ଭାଇ

  • @samaruhernna4118
    @samaruhernna4118 2 місяці тому +47

    ଏକ ନମ୍ବର ନ୍ୟୁଜ ସାର ସାମ୍ବାଦିକ ସାର ଙ୍କୁ ମୋର ବହୁତ ବହୁତ ଧନ୍ୟବାଦ ସାର ❤❤❤

  • @Bijay.3456
    @Bijay.3456 3 місяці тому +156

    Argus News ର ଦୁର୍ଗାଶିଶ ଭାଇ and Focus Plus ର ସୁଧାଂଶୁ ଭାଇ ଙ୍କୁ salute 🎉

  • @niranjanmishra3792
    @niranjanmishra3792 3 місяці тому +643

    ଓଡ଼ିଆ ଲୋକଙ୍କୁ ସଚେତନ କରାଇବା ପାଇଁ ଆପଣଙ୍କ ପରି ଯୁବ ତାରକା ଆଗକୁ ଆସିବା ନିହାତି ଦରକାର୍। ଆପଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍। ଏବଂ ସବୁ ଯୁବ ତାରକା ମାନଙ୍କୁ ଅନୁରୋଧ ଏହି ପରି ସତ୍ୟ କୁ ସାମନା କୁ ଆଣନ୍ତୁ। ଏକ ହୁଅନ୍ତୁ। ଦୁର୍ନୀିଗ୍ରସ୍ତ ମାନଙ୍କୁ କଡ଼ା ଜବାବ୍ ଦିଅନ୍ତୁ। ସୁସ୍ଥ ସମାଜ, ରାଜ୍ୟ ତଥା ଦେଶ କୁ ଆଗେଇ ନେବାରେ ସହାୟକ ହୁଅନ୍ତୁ। ଜୟ ଜଗନ୍ନାଥ।

    • @binayakrai9009
      @binayakrai9009 3 місяці тому +21

      ପାତ୍ର ପାଠ ସାଠ ପଡିଛି କି ନାହିଁ ବୁଦ୍ଧି ହୀନ ଜଣା ପଡୁଛି

    • @user-ph3vn6fn2h
      @user-ph3vn6fn2h 3 місяці тому +5

      Rt

    • @jitendrarout3973
      @jitendrarout3973 3 місяці тому +2

      Doedala ra bhai

    • @PrasantkumarMekap
      @PrasantkumarMekap 3 місяці тому +1

      Good

    • @anilkumardas9571
      @anilkumardas9571 3 місяці тому +5

      Patra pandu sabu misi ki bjd ku hareichanti

  • @user-jg8bb7cj2b
    @user-jg8bb7cj2b 3 місяці тому +239

    ବାପରେ ଏମିତି news ମୋ life ରେ ଶୁଣିନଥିଲି... News କରିବ ତ ଏମିତି 👍👍👍👍👍best of lock

  • @abhimanyuhaboda2825
    @abhimanyuhaboda2825 2 місяці тому +9

    ସୁଧାଂଶୁ ଭାଇ ,କିସ୍ କହିଲା ,ଏ ହିଁ ଶଳା ହାରାମି ଘୁଷୁରୀ ମୁହାଁ ଵିଷୟରେ ,ତେଣୁ ବହୁତ ବହୁତ ଧନ୍ୟବାଦ ।ନବୀନ ସରକାରର କଳଙ୍କିତ ଶାସନର ଅବସାନ ଘଟିଥିଵା ଯୋଗୁଁ ଆମେ ସମସ୍ତେ ଓଡ଼ିଆ ଆଜି ପ୍ରଭୁ ଜଗନ୍ନାଥଙ୍କ ପାଖରେ ନତ ମସ୍ତକ ଓ ଭାରତର ଜଶସ୍ଵ ପ୍ରଧାନ ମନ୍ତ୍ରୀଙ୍କ ଚିର ରୁଣୁ ।ଦୁର୍ନୀତିରେ ସଂପୃକ୍ତ ଥିବା ବିଜେଡି ଡକାୟତମାନେକୁ ଶୁଳୀ ଦେବା ଦରକାର।
    ସବୁ ଅଫିସଗୁଡିକୁ ତଦନ୍ତ କଲେ ହଜାର ହଜାର କୋଟିର ଦୁର୍ନୀତି ବାହାରକୁ ଆସିବା। ସରକାରୀ କର୍ମଚାରୀମାନେ ଏକାଧିକ ପ୍ରୋମସନ ପାଇଁ ମଧ୍ୟ କୋଡ଼ିଏରୁ ତିରିଶି ବର୍ଷ ଧରି ଗୋଟିଏ ଜାଗାରେ ମାଡି ବସିଛନ୍ତି ।ସବୁଠାରୁ ବେଶୀ ଜଳସେଚନ ପ୍ରକଳ୍ପ,ଡାକ୍ତରଖାନା ତହସିଲ ଇତ୍ୟାଦି ।ବିଜେଡି ନେତାଙ୍କ ଛତ୍ରଛାୟା ତଳେ ରହି ଏମନେ ସବୁ ଦୁର୍ନୀତି କରିଛନ୍ତି।

  • @surendranarayanpanda8021
    @surendranarayanpanda8021 3 місяці тому +115

    ଧନ୍ୟବାଦ ସୁଧାଂଶୁ ବାବୁ.କିଛିଦିନ ନୀରବତାର ପରେ.

  • @RAJA-sj2hz
    @RAJA-sj2hz 3 місяці тому +351

    ଏ ଭଳି ଚ୍ୟାନେଲ ଦରକାର ଓଡିଶା ପାଈଁ ରୋକ ଠୋକ ଜବାବ ଧନ୍ୟବାଦ ଫୋକସ ଚ୍ୟାନେଲ 👍👍👍

    • @technicaltips8247
      @technicaltips8247 3 місяці тому +1

      ଯେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ଥିଲେ ସେତେବେଳେ ଏ ନିଉଜୁ ଚାନେଲ କୋଉଠି ଥିଲା ।ସେତେ ବେଳେ ସତ କହୁନଥିଲା । ଯଦି କହି ଥାନ୍ତେ ତା ଗାଣ୍ଡୀ ଫାଟି ଥାଆନ୍ତା ।ଏବେ ବିଜେପି ବିଷୟରେ କହୁ ଦେଖିବା ।କେତେ ଅଣ୍ଡିରି ପୁଅ

    • @factsunloaded4808
      @factsunloaded4808 3 місяці тому

      Jia govt ra sata au corruption news waala dekhau thila se news upare political power through hairana karuthile..🎉

    • @user-yr1hq5ei7d
      @user-yr1hq5ei7d 2 місяці тому

      News. Bala. Kaha. Birodhara. Kahantini. Jautha. Niyam. Seata. Kuhanti.

    • @user-yr1hq5ei7d
      @user-yr1hq5ei7d 2 місяці тому

      Nabini. Pattnayak. Sarkar. Kon. Mo. Banda. Mundi. Thila. Na. Tu. Mo. Banda. Mundi. Tu. Ma. Ghea. Kon. Kahibu. Bedha. Chua. Sea. Thik. Channel. Argusnews. Jinda. Bad. Jai. Arghushnews. Jai. Jagannath. Sasmita. Patra. Gota. Bedha. Chua. Ma. Ghea. Bhaunighea.

    • @user-yr1hq5ei7d
      @user-yr1hq5ei7d 2 місяці тому

      ​@@technicaltips8247ara. Maghea. Murkha. To. Baubia. Bedha. Chua. Mo. Masaghe. Taku. Tikya. Bhalara. Padhibu. Maghea. Bedha. Chua. Ama. Publick. Fast. Sarkar. Sa. Nabin. Kon. Na. Sa. Modi. Kon. Kaha. Maghea. Mo. Massaghe. Ra. Javab. Da. Jadi. Tu. Jara. Chua. Hai. Thibu. Tu. Maghea. Jadi. Badha. Chua. Haithibu. Tahala. Mo. Massaghe. Ku. Padhi. Bu. Ni.

  • @FocusPlusDigital
    @FocusPlusDigital 3 місяці тому +63

    ସମସ୍ତ ଦର୍ଶକ ଭଗବାନଙ୍କୁ ସୁଧାଂଶୁ ସାରଙ୍କ ତରଫରୁ ଅଭିନନ୍ଦନ, ଆପଣ mane👍ସମସ୍ତେ ଚାହିଁଲେ ଏ ସମାଜର ପରିବର୍ତ୍ତନ ନିଶ୍ଚୟ l ଏମିତି ବଳ ଆଉ ସାହସ ଦେଇ ଚାଲନ୍ତୁ, ଲୋକଙ୍କ ପାଇଁ ଲଢ଼ିବା ପାଇଁ କଲିଜା ସୁଧାଂଶୁ ସାରଙ୍କ ପାଖରେ ନିଶ୍ଚୟ ଅଛି l

  • @subashchandra7563
    @subashchandra7563 2 місяці тому +55

    ସୁଧାଂଶୁ ଭାଇ ମୁଁ ତୁମର ନିର୍ଭୀକତା କୁ salute କରୁଛି। ମୁଁ ତୁମର ଫ୍ୟାନ ହୋଇଗଲି ଆଜି ଠାରୁ

  • @netranandasahu8743
    @netranandasahu8743 3 місяці тому +134

    ଧନ୍ୟବାଦ, ଫୋକସ

  • @anjan5735
    @anjan5735 3 місяці тому +139

    ଭାଇ ପୁରା ଅଲଗା ପ୍ରକାର ଧୋଇଲ। ମନ ଖୁସି ହେଇଗଲା। ବହୁତ୍ ବଢିଆ

  • @madhusudanmishra1675
    @madhusudanmishra1675 3 місяці тому +57

    ମୋର ସମସ୍ତ କମେଟର ମାନଙ୍କୁ ବିଶେଷ ଧନ୍ୟବାଦ। ଏମିତି ସତ୍ୟ ପ୍ରଚାର କରି ସେମାନଙ୍କୁ ଦଣ୍ଡ ଦେବା ନିହାତି ଜରୁରୀ।।

  • @anantakumarpradhan5913
    @anantakumarpradhan5913 2 місяці тому +38

    ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ କେଶ୍ ରିଷ୍ଟାଟ ହୋଇଯାଉ

  • @sanjeebthanapati166
    @sanjeebthanapati166 3 місяці тому +41

    ସାର ଆପଣଙ୍କ ନିର୍ଭୀକ ସାମ୍ବାଦିକତା ପାଇଁ ଆପଣଙ୍କୁ ସାଲୁଟ୍। ଧନ୍ୟବାଦ ସାର୍। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସହାୟ ହୁଅନ୍ତୁ।

  • @sureshchandramallick3216
    @sureshchandramallick3216 3 місяці тому +45

    ବହୁତ ସୁନ୍ଦର ଆଲୋଚନା ଏବଂ ସାଂପ୍ରତିକ ରାଜନୈତିକ ବିଷୟ ରେ ତର୍ଜମା ବହୁତ୍ ମନଛୁଆଁ ।

  • @bhupeshkarmi513
    @bhupeshkarmi513 3 місяці тому +40

    ଆପଣଙ୍କ ସାହସ ପାଇଁ ମୋର ହୃଦୟରୁ ଧନ୍ୟବାଦ୍ ସୁଧାଂଶୁ ବାବୁ

  • @middletrailers3543
    @middletrailers3543 2 місяці тому +8

    ସୁଧାଂଶୁ ଭାଇ ଆଗେଇଚାଲ ଆମେତୁମ ସାଙ୍ଗରେ ଅଛୁ, ♥️💕🚩💋👍👌

  • @chitrasentv
    @chitrasentv 3 місяці тому +54

    ଏମିତି ସାହସୀ repoter ଆଗରୁ କେବେ ଦେଖିନି । Repotar ହେବ ତ ଅମିତି thank you sir

    • @santilatapanda1386
      @santilatapanda1386 3 місяці тому

      Chandini ra Election re Gau thila Gita sunao BJP ra

  • @swarnalatasahoo9449
    @swarnalatasahoo9449 3 місяці тому +78

    ଏପରି ସାହସିକତା ବାର୍ତ୍ତାଳାପ , ଭଗବାନ ତୁମକୁ ଆଶ୍ରିବାଦ ଦିଅନ୍ତୁ ।

  • @rajkishorebehera3086
    @rajkishorebehera3086 3 місяці тому +73

    ଧନ୍ୟବାଦ ଭାଇ,ବେଲଯ୍ୟା ସସ୍ମିତ ପାତ୍ର

  • @gouttamgiri1293
    @gouttamgiri1293 2 місяці тому +25

    ଓଡ଼ିଶାରେ ଏମିତି ବି channel ଅଛି ପ୍ରଥମ ଥର ଦେଖିଲି । ଅପ୍ରୀୟ ସତ୍ୟ କଥାର ଜନ ନାୟକ, ଆପଣଙ୍କୁ ଧନ୍ୟବାଦ ।

  • @Vinood900
    @Vinood900 3 місяці тому +36

    ମାନି ଗଲି, ଏମିତି news channel ଦରକାର୍ ଯିଏ ଆଖି ରେ ଆଖି ମିଶେଇ challange କରିବ। Salute man

    • @Sunshine234t
      @Sunshine234t 3 місяці тому

      Eta news Channel nuhen😂

  • @IPMKID
    @IPMKID 3 місяці тому +70

    ଭାଈ ଏମାନଙ୍କୁ ଦଣ୍ଡ ଦିଆଯାଉ ଓଡ଼ିଶାବାସୀ ବହୁତ ଖୁସି ହେବେ।

  • @user-xb5js1lj2r
    @user-xb5js1lj2r 3 місяці тому +43

    ଧନ୍ୟବାଦ । ଚୋର ଯହିଁ ଯାଏ ରାତି ତାହିଁ ପାଏ । ମରଣ କାଳେ ନିଦ୍ରା ଗଲେ, ଯମକି ଛାଡିଦେବ ଭଲେ । ଡକ୍ଟର ସସ୍ମିତ ନୁହଁ ଠକ ଚୋର ସସ୍ମିତ ।

  • @laxmidharkhuntia2341
    @laxmidharkhuntia2341 2 місяці тому +9

    ଭାଇ, ମାନିବାକୁ ପଡିବ ଆପଣଙ୍କୁ । Salute you bhai.very good.go ahead.god bless you.

  • @rukdhargadaba4848
    @rukdhargadaba4848 3 місяці тому +172

    ଧନ୍ୟବାଦ ଭାଇ ସମ୍ବିଧାନ ପାତ୍ରକୁ ଜେଲ ଯିବା ଧରକାର

    • @rashmiranjanbehera7thbroll385
      @rashmiranjanbehera7thbroll385 3 місяці тому +1

      ତୁ ପାଳା

    • @limitedstatusvideos7574
      @limitedstatusvideos7574 3 місяці тому

      ​@@rashmiranjanbehera7thbroll385 Tu sopat karanire Ta sahita bi tote patheidebe

    • @gspallrounder3298
      @gspallrounder3298 3 місяці тому +3

      ସସ୍ମିତ୍ ପାତ୍ରକୁ ତୁରନ୍ତ ଗିରଫ କରାଯାଉ

    • @Beautifulnture-et2bk
      @Beautifulnture-et2bk 3 місяці тому

      Odia Lekhii Sikhh beee😂😂😂​@@rashmiranjanbehera7thbroll385

    • @RAKESHKUMAR-on9sm
      @RAKESHKUMAR-on9sm 3 місяці тому

      ​@@rashmiranjanbehera7thbroll385tu gote chodipua 😂

  • @sridharpradhan9665
    @sridharpradhan9665 3 місяці тому +20

    ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସୁଧାଂଶୁ ଭାଇ 🙏🙏🙏

  • @kailashchandranayak9831
    @kailashchandranayak9831 3 місяці тому +20

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏମିତି ଖବର ପ୍ରସାରଣ କରୁଥିବାରୁ

  • @bimalmajhi7775
    @bimalmajhi7775 2 місяці тому +10

    ସୁଧାଂଶୁ ସାର ଆପଣଙ୍କୁ ବହୁତ ଧନ୍ୟବାଦ ଆମ ହିନ୍ଦୁ ବିରୋଧୀ କୁ ଜବାବ ଦେଉଛନ୍ତି ଆଉ ବିଜେଡି ଵାଲା ଙ୍କୁ ଆମେ ବହୁତ ଖୁସୀ ଏ ପ୍ରକାର ସତ୍ୟ ଖବର ପ୍ରସାରଣ କରନ୍ତୁ 🙏🙏🙏

  • @arjunanayak647
    @arjunanayak647 3 місяці тому +75

    ସାନଭାଇ ତୁମେ ଧନ୍ୟବାଦ ର ପାତ୍ର .।ସସ୍ମିତ ପାତ୍ର ର ବାପା ସ୍ଵରୂପା ନନ୍ଦ ପାତ୍ର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଙ୍କ ହତ୍ୟା ରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ। ଆଜି ବହୁ ବର୍ଷ ପରେ ତୁମ ଭଳି ଜଣେ ସଚ୍ଚୋଟ ସାମ୍ବାଦିକ ଦେଖିଲି, ଯିଏ ଖୁଲମଖୁଲା ସସ୍ମିତ ପାତ୍ର christian ର କଳା କାର୍ନାମାକୁ ଲୋକଙ୍କ ସାମନା କୁ ଆଣିଛନ୍ତି। ତୁମ କୁ ଶତାଧିକ ଧନ୍ୟବାଦ ।

    • @seemamohanty6277
      @seemamohanty6277 2 місяці тому

      Haan tthia hoi dekhuthhile spot re emane murder karibara

  • @Jagannathdhaam
    @Jagannathdhaam 3 місяці тому +26

    ବହୁତ ବହୁତ ଧନ୍ୟବାଦ ଭାଇ, ଆଜି ତୁମ ସାହସ ଦେଖି ମୋତେ ଲାଗୁଛି କି, ମିଡ଼ିଆ କୁ ବିଜେଡି କେତେ ଡରାଇ କି ରଖିଥିଲା

  • @rajkishorebehera3086
    @rajkishorebehera3086 3 місяці тому +124

    ୧୦୦ରୁ ୧୦୦ ଧନ୍ୟବାଦ ଏହିଭଳି ଚ୍ୟାନେଲ ଦରକାର

  • @Blackcommando1
    @Blackcommando1 2 місяці тому +4

    Iam speechless 😶❤❤This is Called Journalism ❤Love you Brother....May Lord Jagannath 🚩 Blessings u🙏🏻

  • @biswaranjanparida297
    @biswaranjanparida297 3 місяці тому +44

    ସସ୍ମିତ୍ ପାତ୍ର କୁ ଭଲ କରି ଧୋଇ ଥିବାରୁ ଧନ୍ଯବାଦ।

  • @manjushaswain1037
    @manjushaswain1037 3 місяці тому +40

    ଧନ୍ୟବାଦ
    ଆପଣଙ୍କ ଜୟଯାତ୍ରା ‌ବଜାୟ ରହୁ
    ଗଣମାଧ୍ୟମ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ
    ଆମେ ଆପଣଙ୍କ ସାଥିରେ ଅଛୁ
    ସସ୍କିତ୍ ପାତ୍ର ପାଇଁ ଆହୁରି ଅଧିକା ହେଉ ।

  • @krishnamahakud2954
    @krishnamahakud2954 3 місяці тому +62

    ବିଜେଡି ର ସମସ୍ତ ଗୁମର ଉପରେ ଜନତା ଙ୍କ ଜାଣିବା ଦରକାର ଧନ୍ୟବାଦ ସାର୍ ଧନ୍ୟବାଦ

  • @s_sarojakumar7270
    @s_sarojakumar7270 2 місяці тому +4

    ସୁଧାଂଶୁ ଭାଇ କଥା ଶୁଣିଲେ ରକ୍ତ ଗରମ ହେଇଯାଉଛି... ଭାବୁଛି ଗଣମାଧ୍ୟମ ଗୁଡ଼ିକୁ ସ୍ଵାଧୀନତା ମିଳିବାର ଦିନ ହିଁ ଆସିଗଲା।

  • @prabirkumardash3836
    @prabirkumardash3836 3 місяці тому +98

    ତାର ଲୁଙ୍ଗି କାହିଁ ଗଲା, ରାଜ୍ୟ କୁ ପୁରା ବରୱାଦ କରି ଦେଇଛନ୍ତି, 1000 କୋଟି ଟଙ୍କା pandian କେବଳ ବୁଲି ବୁଲି ସାରି ଦେଇ ଛନ୍ତି, ସେତିକି ପଇସାରେ NPS କର୍ମଚାରୀ ମାନଙ୍କର ପେନସନ ହୋଇ ଯାଇ ଥାଆନ୍ତା

  • @sad_uttam
    @sad_uttam 3 місяці тому +29

    ଆପଣଙ୍କ ପରି ସମସ୍ତେ ହେଲେ ସତ ଯୁଗ ଫେରି ଆସିବ sir🙏

  • @arjuncharansamal7344
    @arjuncharansamal7344 3 місяці тому +144

    ବାପ ମରିଗଲେ ମଧ୍ଯ ଏତେ କେହି କାନ୍ଦିବେ
    ନାହିଁ ।

  • @kalucharanpatra5767
    @kalucharanpatra5767 2 місяці тому +2

    ପୂରା ଠିକ୍ କଥା ସାର୍,ଜୟ ଜଗନ୍ନାଥ 🙏🚩

  • @generalyt6550
    @generalyt6550 3 місяці тому +25

    Wah wah ଅତି ସୁନ୍ଦର ଭାବରେ ଉପସ୍ଥାପନ ପୁରା ଧୋତି ଟେକି ଦେଲ

    • @nirakarb7233
      @nirakarb7233 3 місяці тому +1

      ଧୋତି ନୁହେଁ ଲୁଙ୍ଗି

  • @sankarnayak-tp1ye
    @sankarnayak-tp1ye 3 місяці тому +36

    ହଇରେ ସସ୍ମିତ କଣ କଲୁ ସାପ ଲଙ୍ଗୁଡ଼ରେ ହାତ ମାରିଦେଲୁ ❤️❤️❤️❤️

  • @bipinimallickbipini6793
    @bipinimallickbipini6793 3 місяці тому +22

    🙏🏼ସୁଧାଂଶୁ. ଭାଇ. 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼

  • @loveislife8947
    @loveislife8947 2 місяці тому +6

    ସସ୍ମିତ୍ ସାର୍ ଆପଣଙ୍କ ଓଡ଼ିଆ ଅକ୍ଷର ଏତେ ସୁନ୍ଦର୍ ମୁଁ ଆପଣଙ୍କ ଦସ୍ତଖତ ରୁ ଜାଣିଲି OMG 😱😱😱

  • @tunamishra7183
    @tunamishra7183 3 місяці тому +75

    ହତ୍ୟାକାରୀଙ୍କୁ ଚିହ୍ନଟ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ, ଓଡ଼ିଶାବାସୀ ଦୋଷୀ କୁ ଦଣ୍ଡ ଦେବା ଅପେକ୍ଷା ରେ ଅଛନ୍ତି 🙏

  • @rakshyakarmahakud4603
    @rakshyakarmahakud4603 3 місяці тому +30

    Thank you ସୁଧାଂଶୁ ଭାଇ....... ଏମିତି news ଦେଇ ଚାଲନ୍ତୁ..... ଏଲିନା କେତେ ବଡ଼ ନିଲଠି ଜଣା ପଡି ଯାଉଛି

  • @laxmidharapanda6086
    @laxmidharapanda6086 3 місяці тому +72

    ଏପରି ସତ୍ୟ ଓ ସାହାସିକ ଖବର କୁ ସ୍ୱାଭିମାନୀ ଓଡ଼ିଆ ନିଶ୍ଚୟ ସ୍ୱାଗତ କରିବେ !

  • @Business-inodia
    @Business-inodia 2 місяці тому +2

    Sudhanshu babu your explanation are really wonderful for Odisha and odiya people.I have seen first time in Odiya TV channel.Thanks a lot.

  • @SuperHitsOdia
    @SuperHitsOdia 3 місяці тому +125

    ବିଜେପି ସରକାର ଶପଥ ନେବା ପର ଦିନଠାରୁ ଏମାନେ ସବୁ ଆରେଷ୍ଟ ହେବା ଦରକାର ନ ହେଲେ ଡେରି ହେଇଯିବ । ସମସ୍ତେ ଦେଶ ଛାଡ଼ି ପଳେଇବେ।

    • @purnaparida1260
      @purnaparida1260 3 місяці тому

      So funny

    • @SuperHitsOdia
      @SuperHitsOdia 3 місяці тому +4

      @@purnaparida1260 *funny ଲାଗିବା ଆରମ୍ଭ ହେଇଗଲାଣି । କିଏ ଇସ୍ତଫା ଦେଲାଣି ତ କିଏ ଛୁଟିରେ ରହିଲା, କିଏ ଡରରେ ଲୁଚିଲାଣି । ପ୍ରକୃତ ମଜା ଆସିବାକୁ ବାକି ଅଛି । Wait for the best fun .😊*

    • @subhakantadas5577
      @subhakantadas5577 3 місяці тому +1

      ​@@SuperHitsOdiaRight

  • @PramodKumar-pz2ev
    @PramodKumar-pz2ev 3 місяці тому +44

    ସୁଧାଂଶୁ ବାବୁ ନିରାଟ ସତ କଥା ,ସମୟକୁ ଅପେକ୍ଷା ।

  • @prasantakumaracharya7979
    @prasantakumaracharya7979 3 місяці тому +19

    ସୁଧାଂଶୁ ବାବୁ ଧନ୍ୟବାଦ ।

  • @ashwinikumarlenka3817
    @ashwinikumarlenka3817 2 місяці тому +1

    Hats off to you to provide such pure truth to public.Yr today's news dedicated to my father who hated this s Patra whenever he see him in tv channels.

  • @manasbehera7488
    @manasbehera7488 3 місяці тому +30

    Bhai... You are Right answer

  • @bichitrabisoyi6449
    @bichitrabisoyi6449 3 місяці тому +73

    ମିଡ଼ିଆ king 🐅ସୁଧାଂଶୁ ଭାଇ 👍

  • @susantasahu1000
    @susantasahu1000 3 місяці тому +14

    ଭାଇ ବହୁତ ସାହାସ ର ଶହ ସାମ୍ନା କଲେ ଆଜି ଧନ୍ୟବାଦ ଭାଇ

  • @tanmaykumarbehera3307
    @tanmaykumarbehera3307 2 місяці тому +2

    Such a brave reporting sir.
    1st time see a true & brave news anchor in odisha.selute you sir

  • @sksahoo10
    @sksahoo10 3 місяці тому +73

    ଚୋର ପାଇଁ ଅନ୍ଧାର ରାତି ସବୁଦିନେ ନଥାଏ ସାର୍ l🙏

    • @user-jy2jg8zv2i
      @user-jy2jg8zv2i 3 місяці тому

      କଥା ପଦେ କହିଛନ୍ତି ଭାଇ

  • @manojpalei
    @manojpalei 3 місяці тому +11

    Verey verey good ସାମ୍ବାଦିକ ଭାଇ । ଓଡିଆଙ୍କୁ ଜାଗ୍ରତ କରନ୍ତୁ

  • @bmn2568
    @bmn2568 3 місяці тому +218

    ଦଙ୍ଗା କାରି ସସ୍ମିତ ପାତ୍ର କୁ ଶୀଘ୍ର ଜେଲ ପଠେଇବା ଦରକାର ବେଲଜ୍ୟା ଚୋର ରେଡି ହେଇ ଯାଅ ଜେଲ ଯିବା ପାଇଁ

  • @rabinarayannayak4979
    @rabinarayannayak4979 2 місяці тому +2

    ସୁଧାଂଶୁ ବାବୁ ଆପଣଙ୍କ ନ୍ୟୁଜକୁ ଭଗବାନ ଆଶୀର୍ବାଦ ପ୍ରଦାନ କରନ୍ତୁ।

  • @dhaneswardas7823
    @dhaneswardas7823 3 місяці тому +32

    ବନ୍ଦେ ଉତ୍କଳ ଜନନୀ ବନ୍ଦେ
    ଧନ୍ୟବାଦ ଉତ୍କଳ ମାଟିର ସନ୍ତାନ

  • @emkopspot
    @emkopspot 3 місяці тому +27

    ଏ ଭଳି ସାହସିକ ସାମ୍ବାଦିକ ଓଡ଼ିଶା ରେ ଆବଶ୍ୟକ 😊😊😊।

  • @RushabhSeth-wl6fl
    @RushabhSeth-wl6fl 3 місяці тому +53

    ଏ ଭଳିଆ ଖବର କେବେ ଶୁଣିଣ ଥିଲି ବହୁତ ବହୁତ ଧନ୍ୟବାଦ ଫୋକ୍ସ ଚେନାଲ

  • @sarojkantapatra4021
    @sarojkantapatra4021 2 місяці тому +2

    ଠିକ କେମିତି ଜାଣିଲେ ଭାଇ ଧନ୍ୟବାଦ.

  • @artistfakirmohan9670
    @artistfakirmohan9670 3 місяці тому +63

    ଆପଣ ଙ୍କୁ ଯେମିତି pandyan ମିଛ ଅଭିଯୋଗ ରେ ଫସାଇ ଥିଲା, ସେମିତି ଏବେ ଆପଣଙ୍କ ପାଳି ତାର ସବୁ ଚିଠା ବାହାର କରି ଦିଅନ୍ତୁ, ଧନ୍ୟବାଦ ଭାଇ, reporting ଜାରି ରହୁ,,, ଜୟ ଜଗନ୍ନାଥ ❤❤❤❤

  • @brajakishorepadhi4022
    @brajakishorepadhi4022 3 місяці тому +120

    ଏକ ନଂବର ହାରାମି ସସ୍ମିତ ପାତ୍ର।

    • @user-ed9ih5ky4o
      @user-ed9ih5ky4o 3 місяці тому

      No

    • @arunkumarhota4136
      @arunkumarhota4136 3 місяці тому

      Yes parama ମା..ଆ ଟା

    • @ramprasadkhatua2257
      @ramprasadkhatua2257 2 місяці тому +1

      Sasmit କୁ TV ରେ ଦେଖିଲେ TV ଭଙ୍ଗିବାକୁ ଇଛା ହେଉଥିଲା।

  • @raazdas1237
    @raazdas1237 3 місяці тому +15

    ସୁଧାଂଶୁ ଭାଇ
    ଆପଣଙ୍କ କହିବା ଶୈଳୀ କିଛି ଦଳ କୁ ପଛ ଆଡୁ ମାରିଲା ଭଳି ଲାଗୁଥିବ l
    ଏ ସବୁ ଜାରୀ ରହୁ l
    ମୁଁ ଭାଇ ତମ ସାଙ୍ଗେ ଅଛି l

  • @user-hv3md9vr5h
    @user-hv3md9vr5h 2 місяці тому +3

    ବହୁତ ଖୁସି ଲାଗିଲା

  • @tosabantakumbhar6820
    @tosabantakumbhar6820 3 місяці тому +14

    ବହୁତ ବହୁତ ଧନ୍ୟବାଦ ସୁଧାଂଶୁ ଭାଇ

  • @ganeswarsahoo8982
    @ganeswarsahoo8982 3 місяці тому +15

    ବହୁତ ସୁନ୍ଦର ଉପସ୍ଥାପନା ଧନ୍ୟବାଦ ସୁଧାଂଶୁ ଭାଇ

  • @rajendrarajput8469
    @rajendrarajput8469 3 місяці тому +11

    Good Statement Sir it is correct and true fact that I am Proud of you Jay Shree Jagannath Swami 🙏 🙏 🙏

  • @krupasindhumohanty3351
    @krupasindhumohanty3351 2 місяці тому +1

    ଏ ବୋକଚା ବୁହା ଙ୍କ ପାଇଁ ଆଜି ଓଡ଼ିଶା ମୁଣ୍ଡ ତଳକୁ।ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ହତ୍ୟା ର ପୁଣି ତଦନ୍ତ ଆରମ୍ଭ ହେଉ। ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ।

  • @dolagobindasahu4917
    @dolagobindasahu4917 3 місяці тому +14

    Thank you Sudhanshu babu for your appropriate presentation.ଏଭଳି ସ୍ପଷ୍ଟବାଦୀତ ଖବର ଉପସ୍ଥାପନ କରୁଥିବାରୁ ମୁଁ ଆପଣଙ୍କୁ କୋଟି ନମସ୍କାର। ସସ୍ମିତ ପାତ୍ରକୁ ଏହିଭଳି higher Antibiotics ପ୍ରତିଦିନ ସକାଳେ ଓ ସଞ୍ଜରେ ଦରକାର।

  • @SatyanarayanRout-lc5gz
    @SatyanarayanRout-lc5gz 3 місяці тому +14

    ନିରାଟ ସତ୍ୟ କଥା କହୁଥିବାରୁ ଆପଣଙ୍କୁ ଧନ୍ୟବାଦ

  • @user-mw5zs6gl5u
    @user-mw5zs6gl5u 3 місяці тому +38

    ଭାଇ ଆପଣଙ୍କ ସତ କହିବାର ଶାହସ କୁ କୋଟି କୋଟି ପ୍ରଣାମ🙏🙏🙏🙏

  • @govindakhadia2103
    @govindakhadia2103 2 місяці тому +1

    ❤Really it is a great opportunity to work with truth

  • @Rajesh45288
    @Rajesh45288 3 місяці тому +11

    Bhai tumoku salute karuchi.tumo msz re bahut clarity au powerful. Odisha basi tumoku salute karuchi.hei churo sabu nku sabad Kariba darkar. Jai jagannath

  • @sridharmohanty4436
    @sridharmohanty4436 3 місяці тому +21

    ଗଣତନ୍ତ୍ର ରେ ଏ ଧର୍ମ ଛଡ଼ା ମାନେ ପାଦଚଟା କୁକୁର। ଆହୁରି ନିର୍ଭିକ ହୁଅନ୍ତୁ ଆପଣ ମାନେ। ଅନେକ ଅନେକ ଶୁଭକାମନା ସୁଧାଂଶୁ ବାବୁ। ଧନ୍ୟବାଦ ❤🎉❤

  • @nimaindas9233
    @nimaindas9233 3 місяці тому +85

    ସସ୍ମିତ୍ ଗୋଟେ ନଳିଆ ଆଉ ପରମ ମାଗିହା

    • @manojmallick9333
      @manojmallick9333 3 місяці тому

      Apanka Maa Ku Kothai Aau Kete Thara Gihan Jaichhi kuhantu. Hnn With Condom Na Without Condom Bi Kuhantu...Kebala Front Ru Na Both Side Ru Gihan Jaichhi kuhantu... Gote Enquiry Definitely Heba😢

    • @shubhammohanty6199
      @shubhammohanty6199 3 місяці тому +1

      ​@@manojmallick9333ବାଧିଗଲା କି ଫଟା ଶଙ୍ଖ?😂

  • @vijoybaliarsingh8050
    @vijoybaliarsingh8050 2 місяці тому +1

    Thanks a lot . Please take Bold steps to reopen the case of Swami Laxmananda Saraswati.

  • @sumitrabhanja660
    @sumitrabhanja660 3 місяці тому +20

    Bhai, you're absolutely right.

  • @GamerFF037
    @GamerFF037 3 місяці тому +13

    ଅଖା ନାହିଁ ବିରି ନାହଁ ମଦୁଆ ମୁହାଁ ମିଡ଼ିଆ କୁ ଧମକାଇ ବେଳ ଗଲା
    Keep it up sir

  • @PKOFFICIALKP
    @PKOFFICIALKP 3 місяці тому +38

    ଧନ୍ୟବାଦ ସୁଧାଂଶୁ ସାର୍।ଆଗ କୁ ମାଡ଼ି ଚାଲନ୍ତୁ।

  • @parshurambehera8855
    @parshurambehera8855 2 місяці тому +1

    Many many thanks focus plus

  • @SurendrarautSurendraraut-uf1th
    @SurendrarautSurendraraut-uf1th 3 місяці тому +99

    ସସ୍ମିତ ପାତ୍ରକୁ ଝାରପଡା ଝୁରିଲାଣି, ମଣିଷ ମରା ସସ୍ମିତ ପାତ୍ରକୁ କୁନ୍ଦା ରସଗୋଲା ଛେଚା ପୁରି ଦରକାର

  • @siba427
    @siba427 3 місяці тому +30

    CBI, CBI, CBI CBI... ଯାଞ୍ଚ ହେଉ

    • @reactionjecky505
      @reactionjecky505 3 місяці тому +1

      Ratna bhandara chabi pain v CID forensic tadanta hau sethi tamil pandu au ta camcha mananka DNA miliba

  • @user-jl6qb7wj5v
    @user-jl6qb7wj5v 3 місяці тому +28

    Bhai thanks

  • @papunarzo3065
    @papunarzo3065 2 місяці тому +1

    Excellent your opinion, I am very proud of you.

  • @bharatnahak5117
    @bharatnahak5117 3 місяці тому +35

    ଧନ୍ୟବାଦ ଭାଇ, ଆମ ଓଡିଶା କୁ ଏହି ଚୋର ମାନେ 25 ବର୍ଷ ତଳକୁ ନେଇଯାଇଛନ୍ତି

  • @sad_uttam
    @sad_uttam 3 місяці тому +11

    ଖୁସି ଲାଗୁଛି, news

  • @Titlagarhnews
    @Titlagarhnews 3 місяці тому +12

    ଓଡ଼ିଶାରେ ସତ କହିବା ଓ ସତ ଦେଖାଇବା ଏକ ନମ୍ବର ଚାନେଲ ହେଉଛି ଫୋକସ ପ୍ଲସ

  • @bikramadityapadhiary4600
    @bikramadityapadhiary4600 2 місяці тому +1

    850 crore. An CBI enquiry is very much required.
    U r very correct. Please continue.