ଅହଂକାରର ସୀମା ଟପିଲେ ବିଜେଡି ନେତ୍ରୀ || BJD || Naveen Patnaik || V K Pandian

Поділитися
Вставка
  • Опубліковано 20 вер 2024
  • ଅହଙ୍କାରର ସୀମା ଟପିଲେ ବିଜେଡି ନେତ୍ରୀ । ନବୀନଙ୍କୁ ଜଗନ୍ନାଥଙ୍କଠୁ ବଡ ବୋଲି କହିବା ପରେ ପଶ୍ଚାତାପ ନାହିଁ।
    #ArgusNews #NaveenPatnaik #bjd #controversy #lordjagannath #Election2024 #SambitPatra #disrespectful #vkpandian #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    ଅହଂକାରର ସୀମା ଟପିଲେ ବିଜେଡି ନେତ୍ରୀ || BJD || Naveen Patnaik || V K Pandian
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 639

  • @sachhidanandamallick6433
    @sachhidanandamallick6433 4 місяці тому +140

    ନଵୀନ ପଟ୍ଟନାୟକ କୁ ଅଭିଶାପ ଦିଅ ଏଠାରେ Like👍 କରିକି।

  • @ajayaguru8808
    @ajayaguru8808 4 місяці тому +110

    ଯେତିକି ମୂର୍ଖ ନେତା bjd ଭରି ରହିଛନ୍ତି ଜନତା ବୁଝନ୍ତୁ ଜୟ ଜଗନ୍ନାଥ 🙏🙏🙏🙏

  • @rabindrakumarsahoo4920
    @rabindrakumarsahoo4920 4 місяці тому +77

    ଓଡିଆ ଜାତିର କଳଙ୍କ ହେଉଛନ୍ତି ନବୀନ ପଟ୍ଟନାୟକ।ଏହା ବଡ ଦୁଃଖର କଥା।ଅବଶ୍ଯ ଏ ଖରାପ ସମୟ ନିର୍ବାଚନ ଫଳପ୍ରକାଶ ପରେ ଦୂର ହେବାକୁ ଯାଉଛି। ବିଜେଡି ନେତାମାନଙ୍କର କ୍ରୀତଦାସ ହେବାରେ କି ଆଗ୍ରହ।ପୂର୍ବରୁ ବି ଚରଣଚୁଟିଆ ସବୁ ଥିଲେ,ଏବେ ବି ସାମାନ୍ୟ ସ୍ବାର୍ଥ ଲୋଭରେ ଚରଣଚୁଟିଆ ସବୁ ଅଛନ୍ତି। ଏମାନଙ୍କୁ ଇତିହାସ କେବେ ବି କ୍ଷମା ଦେବନାହିଁ।ଫଳ ପ୍ରକାଶ ପରେ ଏମାନଙ୍କ ସ୍ଥାନ ଝାରପଡା ଜେଲ।ଏଥର ଓଡ଼ିଶାରେ ଓଡିଆ ଶାସନ ଚାଲିବ। ତାମିଲ୍ ଶାସନ ହଟିବ। ଧର୍ମର ବିଜୟ ହେବ।ଜୟ ଜଗନ୍ନାଥ। ଜୟ ଶ୍ରୀ ରାମ।ଜୟ ବିଜେପି। ସବ୍ କା ସାଥ୍, ସବ୍ କା ବିକାଶ। ବନ୍ଦେ ଉତ୍କଳ ଜନନୀ। ବନ୍ଦେ ମାତରମ୍।

  • @biswajitmoharana2271
    @biswajitmoharana2271 4 місяці тому +112

    ଏଥର ଓଡିଶା ବାସି ଠିକ ଜବାବ ଦେବେ

  • @chittaranjanmishra8540
    @chittaranjanmishra8540 4 місяці тому +78

    ଦିନେ ଏହିଭଳି ବକ୍ତବ୍ୟ ଦେଇଥିଲେ ସାରଥୀ ତାର ପରିଣାମ ଆପଣ ମାନେ ସମସ୍ତେ ଜାଣିଛନ୍ତି

  • @sarojbindhani8807
    @sarojbindhani8807 4 місяці тому +165

    ଏମାନଙ୍କ ଭଉଣୀ ର ଘଇତା ନବୀନ ଆଉ ପାଣ୍ଡୁ ଏମାନଙ୍କ ଝିଅ ର ଘଇତା

    • @DEEPANKAR_SINGH99
      @DEEPANKAR_SINGH99 4 місяці тому +12

      ଏଭଉଣୀ ନୁହେଁ ଜଣେ କଳଙ୍କିନୀ ନାରୀ

    • @prasantakumardash496
      @prasantakumardash496 4 місяці тому +8

      Emananku dhariki gehi dia

    • @pritampolei7087
      @pritampolei7087 4 місяці тому +7

      Anku misi ki samaste ginha

    • @digambardhal9216
      @digambardhal9216 4 місяці тому +7

      ସବୁଠୁ ଅହଙ୍କାର ର ସୀମା ଟପିଛି ପାଣ୍ଡିଆ ନ ।

    • @rudranarayan357
      @rudranarayan357 4 місяці тому +1

      Bhai mu e comment deithanti.....
      Apana agaru deidele😂😂😂

  • @biswajitmoharana2271
    @biswajitmoharana2271 4 місяці тому +124

    ଏ ଗର୍ବ ରହିବନି କେତେ ନେତା ଆସିଲେ ଗଲେ ଏଭଳି କଥା କହି ନିଜର ଅଶିକ୍ଷିତ ର ପ୍ରମାଣ ଦେଉଛ.

  • @samirnayak3768
    @samirnayak3768 4 місяці тому +30

    କାଲି ଜଗଦେବ ବାବୁଙ୍କ ପ୍ରେସ୍ କନଫ୍ରେନ୍ସ ଦେଖି ଯାଣିଲୁ ନବୀନ ନିଜେ ଓଡିଶାବାସୀଙ୍କୁ ସାଲେ ଓଡିଆ କୁହନ୍ତି, ତାହେଲେ ଏ ମ୍ୟାଡମ ବାଦ୍ ଯିବେ କେମିତି. ହେ ପ୍ରଭୁ ଆପଣ ଏହାର ବିଚାର କରନ୍ତୁ, ସବୁ ବିଜେଡିର ନେତା ନେତ୍ରୀ ମିଛ ସତ୍ତା ଲୋଭରେ ଜଗନ୍ନାଥ ସଂସ୍କୃତି ଓ ଧର୍ମ ପରମ୍ପରା କୁ ଧୁଳିସାତ୍ କରିଦେଲେ. ପ୍ରଭୁ ଆପଣ କଳ୍କୀ ଅବତାର ଗ୍ରହଣ କରି ଏ ଅହଂକାରୀ ଅଧର୍ମୀ ମାନଙ୍କୁ ଧ୍ୱଂସ କରି ସଂସାରରେ ଧର୍ମ ଓ ନ୍ୟାୟ ସ୍ଥାପନା କରନ୍ତୁ.

  • @baradaprasannabhuyan4723
    @baradaprasannabhuyan4723 4 місяці тому +19

    ଏମିତି କିଛି ଲୋକଙ୍କ ପାଈଁ ଦିନେ ସାରଥି ପାଦ ରୁ ମହୁ ଆଉ ଆଣ୍ଠୁଆ ଗୋପାଳ ହେଇ ନିଜକୁ ଜଗନ୍ନାଥ ବୋଲାଉ ଥିଲା। ଆଉ ଆଜି ତାର ପରିଣାମ ସମସ୍ତଙ୍କ ସାମ୍ନା ରେ ! ଯିଏ ଜଗନ୍ନାଥ ଙ୍କୁ ଅପମାନ କରେ ତାର ଫଳ ସେ ନିଜେ ଭୋଗିବ। ଚକା ଆଖି ସବୁ ଦେଖୁଛି

  • @raghumaninayak9593
    @raghumaninayak9593 4 місяці тому +49

    ଅଲାଯୁକି ଓଡ଼ିଆ ରକ୍ତରେ ଜନ୍ମ ହୋଇ ନାହାନ୍ତି,ECI ପାଖରେ ଅଭଯୋଗ କରାଯାଉ

  • @KukuaryVibhar
    @KukuaryVibhar 4 місяці тому +44

    ମୁଁ BJD ରୁ ୨୦୦୦ ପାଇଛି, ହେଲେ ଭୋଟ ତାକୁ ଦେବିନି, ୨୫ବର୍ଷ ଲୁଟିଛି, ବେଇମାନି କରିଛି ନବୀନ, ମୋର ୨୦୦୦ ନେବାରେ କି ପାପ

    • @saratkumarswain887
      @saratkumarswain887 4 місяці тому

      Thika କରିଚ only bjp

    • @Tapas_Biswal
      @Tapas_Biswal 4 місяці тому +6

      Papa nahi re a ama Paisa. Thakrunku Dana Kari dio aau sathiki neta ku vote dei sarkar change Kari diantu.

    • @binayakumarsethi6114
      @binayakumarsethi6114 4 місяці тому +5

      ଭାଇ କିଛି ଛୋଟ ପିଲାଙ୍କ ସହିତ ମିଶି ଭୋଜି କରି ଖାଇଦିଅ, ଭଗବାନ ଖୁସି ହେବେ

    • @NICSR4
      @NICSR4 4 місяці тому +1

      Right

    • @NandiniguruNandiniguru-qg1wf
      @NandiniguruNandiniguru-qg1wf 3 місяці тому +2

      ଠିକ୍ କଥା ଖାଇ ଯାଅ

  • @ndr51
    @ndr51 4 місяці тому +7

    ଆରେ ଭଉଣୀ ନବୀନ ପଟ୍ଟନାୟକ ଯୋଗୁ ତମର ପରିଚୟ ସୃଷ୍ଟି ହୋଇଛି କିନ୍ତୁ ପ୍ରଭୁ ଜଗନ୍ନାଥ ଙ୍କ ପାଇଁ ଓଡ଼ିଶା ର ପରିଚୟ ସୃଷ୍ଟି ହୋଇଛି ।

  • @dolagobindasahu4917
    @dolagobindasahu4917 4 місяці тому +23

    ଏହି ଭଦ୍ରମହିଳାର ବୟସ ବୋଧହୁଏ 35--40ବର୍ଷ ମଧ୍ୟରେ । ଜଗନ୍ନାଥ ମନ୍ଦିର/ଜଗନ୍ନାଥ ମହାପ୍ରଭୁଙ୍କ ବିଷୟରେ ଟିପ୍ପଣୀ ଦେବା ପୂର୍ବରୁ ୧୦୦ ଥର ଭାବିବା ଦରକାର
    କିଛି ବର୍ଷ ପୂର୍ବେ କେତେକ ଆର୍ଥିକ ଦୁର୍ବଳ ମହିଳା ମାନେ ସାରଥୀ ବାବାଙ୍କ ସହ ରାତି କାଟିଲେ ଓ ସାରଥୀ ବାବାଙ୍କୁ ଭଗବାନ ସମ୍ବୋଧନ କଲେ। ଠିକ୍ ସେହିପରି ଏହି ଭଦ୍ରମହିଳା କିଛି BJD କର୍ମୀ/ନେତା/ମନ୍ତ୍ରୀ ଭଳି ଷଣ୍ଢଙ୍କ ଭାବୁଡରେ ପଡ଼ି ଯାଇଛନ୍ତି, ସେ ରାତିର ଅଭୁଲା ସ୍ମୃତିକୁ ଭୁଲି ପାରୁନାହାଁନ୍ତି। ନବୀନ ପଟ୍ଟନାୟକ 25ବର୍ଷ ପୂର୍ବରୁ ଓଡ଼ିଶା ମାଟି ମାଡିଲେ ଅର୍ଥାତ ବିଜୁବାବୁଙ୍କ ମୃତ୍ୟୁ ପରେ। କଟକ ସହର 1035 ବର୍ଷର । ଏହା ର ବହୁପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ। ଓଡ଼ିଶା, ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯୋଗୁଁ ବିଶ୍ୱ ପ୍ରସିଦ୍ଧ। ଏହି ଭଦ୍ରମହିଳାର ନିଜସ୍ଵ ବୁଦ୍ଧି ନାହିଁ।

  • @gunanidhinaik3699
    @gunanidhinaik3699 4 місяці тому +24

    ଅଧିକ ଦିନ କ୍ଷମତାରେ ରହିଲେ ଏମିତି ଅହଙ୍କାର ବଢିଯାଏ

  • @Riyanshi-Nupur20.
    @Riyanshi-Nupur20. 4 місяці тому +16

    ଛି ଛି ଛି ଲଜ୍ଜିତ ଲାଗୁଛି ଏମାନଙ୍କ କଥା ଶୁଣି।

  • @jharanapradhan7836
    @jharanapradhan7836 4 місяці тому +23

    ଯେଉଁମାନେ ଡକ୍ଟର ସମ୍ବିତ ପାତ୍ର ଙ୍କର ଅଜାଣତରେ ହୋଇଥିବା ଭୁଲକୁ ନେଇ ଏତେ ଗପୁଥିଲେ , ଆଜି ଯେତେବେଳେ ଜାଣି ଶୁଣି ମହାପ୍ରଭୁଙ୍କର ଅପମାନ ହେଉଛି , ସେତେବେଳେ ଓଡ଼ିଆ ଅସ୍ମିତା କୁଆଡେ ପଳେଇ ଯାଉଛି ସେମାନଙ୍କର??? କଂଗ୍ରେସ ନେତା ମାନେ ଯଉ ଏତେ ବଡ ବଡ କଥା କହୁଥିଲେ , କୁଆଡେ ଗଲା ସବୁ ସେମାନଙ୍କର ଜଗନ୍ନାଥଙ୍କ ପ୍ରତି ଭଲପାଇବା।ଚକା ଆଖି ସବୁ ଦେଖୁଛି। ତୁମ ବିଜେଡ଼ି ଦଳର ଶେଷ ସମୟ ଆସିଗଲାଣି। ତୁମେ ମାନେ ସମସ୍ତେ ଦଣ୍ଡ ପାଇବ।

    • @abkashrout5323
      @abkashrout5323 3 місяці тому

      Agaru jagannath temple tiari hae nathila Nabina jagannath temple karichhanti 😂😂😂

  • @rabindrabiswal2241
    @rabindrabiswal2241 4 місяці тому +28

    ଓଡ଼ିଶାର ସରକାର ବଦଳିବା ଦରକାର ।

  • @gunanidhinaik3699
    @gunanidhinaik3699 4 місяці тому +7

    ସାରା ବିଶ୍ୱ ରେ ଆମ ପରିଚୟ ମାହାପ୍ରଭୁ ଶ୍ରୀ ଜଗନ୍ନାଥ ।

  • @pashupati55
    @pashupati55 4 місяці тому +17

    ଦେଖିବା ସମ୍ବିତ ପାତ୍ର ଙ୍କ ପରି ୩ ଦିନ ଲେଖା ଉପାସ କରନ୍ତୁ ଏଇ BJD ର କୁଜି ନେତା ସବୁ

  • @srcreationzphotoediting
    @srcreationzphotoediting 3 місяці тому +3

    ସମୟ ଆସିଗଲାଣି ଆଉ ଅଳ୍ପ ଦିନ ଆଉ ଏ ଅହଙ୍କାର ର ପଶ୍ଚାତାପ ନିଶ୍ଚୟ ମିଳିବ
    ଜୟ ଜଗନ୍ନାଥ🙏

  • @prafulladash748
    @prafulladash748 4 місяці тому +16

    ପାଗଳ କୁ କି ଉତ୍ତର ଦେବେ... ଏଇ କେତେକ ନେତା ପାଇଁ ନବୀନ ବଦନାମ

  • @TrinathMajhi-ob4vf
    @TrinathMajhi-ob4vf 4 місяці тому +12

    ଏ ବିଜେଡି ନେତା ଓଡ଼ିଶାରେ ଯେତେବି ଅଛନ୍ତି ସବୁ ଲୁଟପାତ କରିଚାଲିଛନ୍ତି

  • @jayantsethi3353
    @jayantsethi3353 4 місяці тому +17

    ଉଦ୍ଧତ ମହିଳା ଜଣକ କଣ କହୁଛନ୍ତି ଟିକେ ବି ଚିନ୍ତା କରୁନାହାନ୍ତି ।

    • @sisirkumardas7501
      @sisirkumardas7501 4 місяці тому +1

      ଖାଲି ଉଦ୍ଧତ ନୁହେଁ, ଅତି ଶସ୍ତା ମଧ୍ୟ l

  • @DEEPANKAR_SINGH99
    @DEEPANKAR_SINGH99 4 місяці тому +5

    ଯିଏ ଵିଶ୍ୱ ର ପାଳନ କର୍ତ୍ତା ତାଙ୍କ ପରିଚୟ ପାଇଁ କୌଣସି ଵ୍ୟକ୍ତି ର ସାହାଯ୍ୟ ଆଵଶ୍ୟକତା ନାହିଁ ଵରଂ ତାଙ୍କ ପାଇଁ ଓଡିଶା ଆଜି ସାରା ଵିଶ୍ୱରେ ପରିଚିତ ଏମିତି ମୁର୍ଖ ସ୍ତ୍ରୀ ଲୋକ ଵିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ହେଵା ସହିତ ସର୍ଵ ସାଧାରଣ ଆଗରେ କ୍ଷମା ମାଗିବା ଦରକାର ।

  • @hiranmayisarangi4496
    @hiranmayisarangi4496 4 місяці тому +31

    ଅଲାଜୁକୀ

    • @sisirkumardas7501
      @sisirkumardas7501 4 місяці тому

      ଶସ୍ତା ସ୍ତ୍ରୀ ଲୋକ, ଲଜ୍ୟା କୋଉଁଠୁ ଆସିବ l ଟିକିଏ ସ୍ୱାର୍ଥ ପାଇଁ ଏଭଳି ସ୍ତ୍ରୀ ଲୋକଟିଏ କିଛି ବି କରିପାରିବ

  • @sunilrout3290
    @sunilrout3290 4 місяці тому +16

    ନାଁ ଆଜ୍ଞା ସେ ଭୁଲ କହିଲେ.... ପାଣ୍ଡୁ ଆଜ୍ଞାତ କାମିଆ ଯାନୀ ଆଣିଥିଲେ ପ୍ରଚାର ପ୍ରସାର ପାଇଁ

  • @mantupianojourney6697
    @mantupianojourney6697 4 місяці тому +11

    ହଇରେ ମାଇକୀନା ତୁ କେତେ ମୁର୍ଖ ଜେ ତୋ ମୁର୍ଖାମି ଦେଖାଗଲାଣି

  • @Manoranjansahoo34680
    @Manoranjansahoo34680 4 місяці тому +1

    ଏହାର ଜବାବ କେଵଳ ମହାପ୍ରଭୁ ହିଁ ଦେବେ ଏହି ନିର୍ବାଚନରେ ଜୟ ଜଗନ୍ନାଥ 🙏🙏🙏

  • @ଜୟଜଗନ୍ନାଥ-ଠ8ଡ
    @ଜୟଜଗନ୍ନାଥ-ଠ8ଡ 4 місяці тому +8

    ଏ ବେଧ ର କଥା ଅନୁସାରେ ଜଗନ୍ନାଥ ଙ୍କ ନାଁ ଜଗନ୍ନାଥ ପେଟନାୟକ

  • @pravkakarnayak9117
    @pravkakarnayak9117 4 місяці тому +10

    ଏହି ମାଡାମ ପାଇଁ ଜଗନ୍ନାଥ ବିଶ୍ବ ପ୍ରସିଦ୍ଧ

    • @Bnbwq7133
      @Bnbwq7133 4 місяці тому

      Madam bjd garba

  • @sarbanipanda6962
    @sarbanipanda6962 3 місяці тому +1

    ଯେତେ ଦିନ ପ୍ରଭୁ ଜଗନ୍ନାଥ ଙ୍କ ଦୟା ଓ କୃପା ଥିଲା ସେତେଦିନ ରହିଗଲେ ଶାସନରେ ଏବେ ସନିଦାସ ପଡ଼ିଲାଣି ଆଉ ଏବେ ତଳକୁ ଯିବେ...... ଜୟ ଜଗନ୍ନାଥ 🙏🙏🙏

  • @balmikisingh4008
    @balmikisingh4008 4 місяці тому +6

    ଅରୁ Madam କୁ ଘଇତା ରୋଗ ମାଡି😊 ବସିଛି

  • @ranjitdas5250
    @ranjitdas5250 4 місяці тому +4

    କୁଆଡେ ଗଲେ ଗେଣ୍ଡା ଦଳ ଆଉ ଚମଚା, ସମ୍ବିତ ପାତ୍ର ବିରୋଧ ରେ କେତେ କଣ କହୁଥିଲେ

  • @purnendubehera2661
    @purnendubehera2661 4 місяці тому +5

    ଏମାନେ ପାଣ୍ଡିଆନ ପ୍ରେମ ରେ ପଡି ହିତାହିତ ଜ୍ଞାନ ଭୁଲି ଗଲେଣି।

  • @skpahan975
    @skpahan975 3 місяці тому +1

    ବିଜୁ ଜନତା ଦଳରେ ଅହଂକାରୀ ନେତା ନେତ୍ରୀ ମାନଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ।

  • @abyaktakumarrout9084
    @abyaktakumarrout9084 4 місяці тому +4

    କଣ କହିବି ମୁଁ ଜଗତର ନାଥ ଜଗନ୍ନାଥ ତମ ବିଚାର କରିବେ ଏହି ଥର

  • @HarishchandraPradhan-sm6cg
    @HarishchandraPradhan-sm6cg 4 місяці тому +9

    Bjd balaku shree Jagannath hi bujhibe sir

  • @gunanidhinaik3699
    @gunanidhinaik3699 4 місяці тому +4

    ବଂଶନାଶ ବେଳେ ଘୋଡାମୁଁହ ପୁଅର ଜନ୍ମ

  • @anmayakumar1551
    @anmayakumar1551 4 місяці тому +20

    CMO Twitter X Account ସେ ତାମିଲ ପାଣ୍ଡୁ ହ୍ୟାଣ୍ଡେଲ କରୁଛି

  • @RITANJALI-d7v
    @RITANJALI-d7v 4 місяці тому +10

    ଏ ଛତରଖାଇ ଟା କିଏ ଆକୁ ଚପଲ ରେ ପିଟ

  • @krutibashmohanta968
    @krutibashmohanta968 4 місяці тому +2

    ଗର୍ବ ଓ ଅହଙ୍କାର ପାଇଁ କଂସ ,ରାବଣ ମଲା
    ଗର୍ବ ଅହଙ୍କାର ପାଇଁ ବିଜେଡି ବି ମଲା
    Sambit Babu you are great hero for odisha Jay jagannath

  • @sanjaykumarbehera3771
    @sanjaykumarbehera3771 4 місяці тому +9

    ନବୀନ ପଟ୍ଟନାୟକ ତୋତେ କେତେ ଥର ପେଲିଥିଲ ଲୋ ବେଧ୍ଇ

  • @SudhansuSwain-cm4gi
    @SudhansuSwain-cm4gi 4 місяці тому +2

    ବିଜେଡି କର୍ମୀ ଏତେ ଅଜ୍ଞାନ ହେଇ ଯାଇଛନ୍ତି ଯେ ସେମାନଙ୍କ ର,,,

  • @bandanaeducation877
    @bandanaeducation877 4 місяці тому +33

    ପାଣ୍ଡୁ ର ମାଇକିନା

    • @aswinikumar1974
      @aswinikumar1974 3 місяці тому

      Pandu tike dekha ho...........😇😇

  • @pitamberboitai5638
    @pitamberboitai5638 4 місяці тому

    ହେ ଭଗବାନ .... ଇଏ କୋଉ ମହିଳା ରେ... ପ୍ରଭୁ ଏମାନଙ୍କ ଙ୍କର ଏତେ ଜ୍ଞାନ... ପ୍ରଭୁ ବିଚାର ଆପଣଙ୍କ ର ଜୟ ଜଗନ୍ନାଥ

  • @RANJANNAIK-u1w
    @RANJANNAIK-u1w 4 місяці тому +2

    ଜଗନ୍ନାଥ ହଉଛନ୍ତି ଜଗତର ନାଥ . ତତେ ଟିକେ ଲାଜ ଲାଗୁ ନି କି . ତୋ ବାପ ମା ଙ୍କୁ ପଚାରିବୁ ତୁ ନବୀନ ର ଝିଅ ନା ତୋ ବାପା ର ଝିଅ.
    ଓଡିଶା ରେ ବିଜୁ ବାବୁ ଙ୍କ ଯଉ ସମ୍ମାନ ଥିଲା ତାହା ନବୀନ ଏବଂ BJD ନେତା ମାନେ ମାଟି ରେ ମିସେଇ ଦେଲ . ଟଙ୍କା ପାଇଁ ନିଜର ମନ ସମ୍ମାନ ବିକି ଦେଲ .

  • @padmanabhabhattamishra9159
    @padmanabhabhattamishra9159 3 місяці тому +2

    ବିନାଶ କାଳେ ବିପରୀତ ବୁଦ୍ଧି, ନବୀନ ଓଡ଼ିଆ ପୁଅ ନୁହଁ ଦେ ଗୋଟେ ଜାରଜ, ବିଜୁ ବାବୁଙ୍କ ପୁହୋଇଥିଲେ ଓଡ଼ିଆ ଭାଷା ରେ ଭାଷଣ ଦେଇପାରିଥାନ୍ତେ ଏବଂ ଓଡ଼ିଶାର ମଉଡମଣୀ ଓ ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଜଗନ୍ନାଥ ଙ୍କୁ ଚିହ୍ନି ପାରି ଥାନ୍ତେ, କେତେବେଳେ ନବୀନ ଓଡିଶା, ନବୀନ ଭାବୁଛି ସେ ନିଜେ ଜଗନ୍ନାଥ ଏଣୁ ଜୁନ 4 ତାରିଖ ପରେ ନବୀନ ର ଚିହ୍ନ ବର୍ଣ ରହିବନି କୁଆଡେ ଲୋପ ପାଇଯିବ, ନବୀନ ମରିବା ସମୟ ଆସିଗଲା, ମଲାପରେ କୁଆ କୁକୁର ମଧ୍ୟ୍ୟ ନବୀନର ମର ଶରୀର କୁ ଛୁଇଁ ବେନ

  • @kunalbehera5028
    @kunalbehera5028 4 місяці тому +2

    ନବୀନ ପଟ୍ଟନାୟକ ଯୋଗୁଁ ସାରା ବିଶ୍ଵ ରେ ଓଡ଼ିଶା ଆଜି ଦାଦନ ଶ୍ରମିକ ରାଜ୍ୟ ରେ ପରିଚିତ 🤬

  • @upendraprasadbiswal3086
    @upendraprasadbiswal3086 4 місяці тому

    ଖାଲି ସେତିକି ନୁହଁ,ତମ ନବୀନ ମଧ୍ୟ୍ୟ ପ୍ରଭୁ ଜଗନ୍ନାଥଙ୍କୁ ଜନମ କରିଛନ୍ତି

  • @Odiaclasic
    @Odiaclasic 4 місяці тому +2

    ଅରୁନିମା ମାଡାମ, ପ୍ରତାପ ଦେବ, ଅମର ପଟନାୟକ, ପାଣ୍ଡିଆନ ନିଜ ସ୍ୱାର୍ଥ ପାଇଁ ଜଗନ୍ନାଥ କୁ ଛାଡ଼ୁନାହାନ୍ତି l କେବେ ଏ ଜନତା ସଚେତନ ହେବେ

  • @subendrasethy1322
    @subendrasethy1322 4 місяці тому +2

    Bjd ନେତା ନେତ୍ରୀ ଯୋଗୁ ନବୀନ sir ଦଣ୍ଡ ଭୋଗୁଛନ୍ତି

  • @sudhakarsahu3252
    @sudhakarsahu3252 4 місяці тому +1

    ବିଜେଡ଼ିର ଏମାନେ ଯେତେ ନେତା ମନ୍ତ୍ରୀ ନେତ୍ରୀ ସବୁ ଅଛନ୍ତି ସବୁ କ୍ଷମତା ଆଉ ଚାମ୍ଚା ର ଅନ୍ଧରେ ଭାବି ନେଇଛନ୍ତି ଯେ ଜଗନ୍ନାଥ କେବଳ ବଡ଼ ଦେଉଳରେ ବସିଛି କାଠର ମୂର୍ତ୍ତି,ଏତେ ଅହଂକାର ଅହଂକାରୀ ....God sees the truth but waits and that time already upcoming,Jay Jagannath Swami Nayan Pathagami Bhabatu me 🙏🙏Jay Jay Sri Ram 🙏🙏 ପ୍ରଭୁଙ୍କୁ ଯିଏ ଗର୍ବ କରି କହିଛି ସେ ସଢ଼ି ଯାଇଚି .....

  • @gunanidhinaik3699
    @gunanidhinaik3699 4 місяці тому +1

    ଏହି ଟିଭି ବାଲା ତ ଏଡିଟ ୍ କରି କି ଦେଖାଉ ନଥିବେ।ସତ କଥା ହୋଇଥିଲେ ସାଂଘାତିକ ଏହା ଆମେ ଅନୁଭବ କରିବା ଉଚିତ.

  • @Zodnd1254
    @Zodnd1254 4 місяці тому

    ଭୁଲ୍ ମାଗିବାକୁ ପଡ଼ିବ।ଜଗନ୍ନାଥ ଆଉ ଓଡ଼ିଆଙ୍କୁ ଏତେ ଅପମାନ।

  • @dibyasinghamahapatro3994
    @dibyasinghamahapatro3994 4 місяці тому +2

    Debasish babu thank you

  • @kishorkumarswain9358
    @kishorkumarswain9358 3 місяці тому

    ଜୟ ଜଗନ୍ନାଥ ବିଜେଡ଼ି ତାମିଲ୍ ହଟାଅ ଓଡିଶା ବଞ୍ଚାଅ

  • @debarajnanda7130
    @debarajnanda7130 4 місяці тому

    ଏ ମାଡାମ ବିଜେଡି ରୁ କେତେ ଖାଇଛନ୍ତି ଗର୍ବ ଖର୍ବ କରିବେ ସେ ଜଗନ୍ନାଥ 🙏🏼🙏🏼

  • @jatindrabarik9271
    @jatindrabarik9271 3 місяці тому

    ଏଭଳି ଅହଂକାରୀ ଶାସକ ଦଳ ଯିଏ ଓଡ଼ିଶାର ସ୍ଵାଭିମାନକୁ ନିନ୍ଦିତ କରୁଛନ୍ତି ସେମାନେ ଆଉ ଶାସନରେ ରହିବାର ଅଯୋଗ୍ୟ।

  • @santoshpradhan2509
    @santoshpradhan2509 4 місяці тому

    ଭଗବାନ ସବୁ ସହନ୍ତି କିନ୍ତୁ ଅହଙ୍କାର କେବେ ସହନ୍ତିନାହିଁ, ଏମାନଙ୍କ ଘଟ ପୁରି ଆସିଲାଣି ଠିକ୍ ସମୟରେ ଠିକ୍ ଜବାବ ପାଇବେ।

  • @panchananjena8968
    @panchananjena8968 3 місяці тому

    ମରଣ କାଳେ ବିପରିତ ବୁଦ୍ଧି
    କଥାରେ ଅଛି କ୍ଷୀର ଉତୁରିଲେ ଚୁଲିକୁ ଆଉ ମଣିଷ ଉତୁରିଲେ ଗାତକୁ, ବିଜେଡି କର୍ମୀଙ୍କ ଅବସ୍ଥା ବର୍ତ୍ତମାନ ସେଇଆ ଜୟ ଜଗନ୍ନାଥ ସ୍ବାମି ନୟନ ପଥଗାମି ଭବ ତୁମେ ହେ ଜଗତର ନାଥ ଜଗନ୍ନାଥ ଏମାନଙ୍କୁ ସଦ୍ ବୁଦ୍ଧି ଦିଅ

  • @basudevnayak7208
    @basudevnayak7208 3 місяці тому +1

    ଏମାନଙ୍କର ନିଜସ୍ବ ନାହିଁ ।

  • @lingarajdash8889
    @lingarajdash8889 3 місяці тому

    ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ହିଁ ନବୀନ ପଟ୍ଟନାୟକ ଏତେଦିନ ଧରି ଷମତା ରେ ରହିଛନ୍ତି। ସେଇଥି ପାଇଁ ଏଭଳି ବିଜେଡି ନେତ୍ରୀ ମାନେ ହିଁ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଏତେବଡ ଆସ୍ପଦ୍ଧା ତୁମର!ତୁମେ କହିବ ତୁମେ ପ୍ରଭୁଙ୍କୁ ପରିତିତ କରାଇଛ!!

  • @priyaranjanrath9188
    @priyaranjanrath9188 3 місяці тому

    ସମ୍ବିତ ଉପବାସ ରଖି କ୍ଷମା ମାଗିଛନ୍ତି l ଶ୍ରୀ ଜଗନ୍ନାଥ ତାଙ୍କୁ କ୍ଷମା କରନ୍ତୁ

  • @biranchi2229
    @biranchi2229 4 місяці тому +1

    ସମ୍ବିତ ପାତ୍ର ମାଫି ମାଗିଛନ୍ତି ଆଉ ତିନିଦିନ ଉଲବସ ଇଏ ହେଉଛି ଓଡ଼ିଶାର ପରମ୍ପରା bjd ଦଳ କିଏ ହେଲେ ମାଫି ମାଗିଲେନି ଟାଉଟର ପାର୍ଟି ଓଡିଶାରୁ ବିଦାକରାଯାଉ

  • @balaramdas8110
    @balaramdas8110 3 місяці тому

    ବିଜେଡି କଣ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଚାଲିଛି। ଜାଗ ହେ ମୋର ଓଡ଼ିଶା ବାସି।

  • @pradeepsethi6087
    @pradeepsethi6087 4 місяці тому +1

    ଯେଉଁ ମାନେ ନିଯଭୁଲ୍ କୁ ମାନୁନାହାନ୍ତି ସେମାନଙ୍କର ବାପ ଦୁଇଟା

  • @sanjibghose8284
    @sanjibghose8284 4 місяці тому +1

    Hay Jagannath Rakhya kara Odisa ku athara

  • @biprapriya
    @biprapriya 3 місяці тому

    ଏଇଟା ସତରେ କେଡେ ମୂର୍ଖ, କହୁଛି କଣ ନା ନବିନ ପଟ୍ଟନାୟକ ଜଗନ୍ନାଥ ଙ୍କ ପରିଚୟ ସୃଷ୍ଟି କରିଛନ୍ତି। ଚାମଚା ଗିରିର ବଡ ଉଦାହରଣ ଏହାଠାରୁ ଆଉ କଣ ହେବ।

  • @gurucharanbarik7817
    @gurucharanbarik7817 3 місяці тому

    ତୁମର ପରିଚୟ ନବୀନ ସୃଷ୍ଠି କରିଥାଇପାରେ, କିନ୍ତୁ ଜଗନ୍ନାଥ ମହାପ୍ରଭୁଙ୍କର ନୂହେଁ.

  • @dasharathibej7813
    @dasharathibej7813 3 місяці тому

    ହେ ପ୍ରଭୁ ଜଗନ୍ନାଥ , ପାଟି, କାନ,ଆଖି ଖୋଲିବାର ବେଳ ଆସିଗଲା , ହାତରେ ମୁଥ ମାରି ଶଙ୍ଖ ଚିହ୍ନ କୁ ସବୁଦିନ ପାଇଁ ଆପଣଙ୍କ ସ୍ଥିତି କୁ ବଦନାମ କରୁଥିବା ଲୋକଙ୍କ ଗାଲରେ ଆଙ୍କି ଦିଅ । ଜୟ ଜଗନ୍ନାଥ....

  • @prasantakudasdas1113
    @prasantakudasdas1113 4 місяці тому +2

    😭😭😭😭b j d baalanka katha suni dhukha laguchi

  • @pabitradash8651
    @pabitradash8651 4 місяці тому +2

    ବିନାଶ କାଳେ ବିପରୀତ ବୁଦ୍ଧି

  • @brahmaachary3955
    @brahmaachary3955 3 місяці тому

    ନବୀନ ପଟ୍ଟନାୟକଙ୍କ ବାପା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ର ବିଶ୍ଵଦରବାର ରେ ନାମ ଅଛିକିନାହି ଆପଣମାନେ ଜାଣିଥିବେ, ଜୟ ଜଗନ୍ନାଥ

  • @bidyabhusanpradhan4275
    @bidyabhusanpradhan4275 4 місяці тому +1

    ଜଗନ୍ନାଥ ଦ୍ରୋହି ।

  • @RajaDas-pp1ez
    @RajaDas-pp1ez 4 місяці тому

    ନବୀନ ପଟ୍ଟନାୟକ କିଛି ବର୍ଷ ପୂର୍ବେ ଓଡ଼ିଶା ଆସିଥିଲେ, ଜଗତର ନାଥ ଜଗନ୍ନାଥ ହେଲେ ଅନନ୍ତ ସେ କାହିଁ କେତେ କାଳରୁ ଅଛନ୍ତି, ଏହା ବୁଝପାରୁନାହିଁ madam ???

  • @suvendubhoi6633
    @suvendubhoi6633 3 місяці тому

    ନବିନ ବୋଧେ ପ୍ରଭୁ ଜଗନ୍ନାଥଙ୍କ ବୋପା ସେ ବିଶ୍ଵରେ ତାଙ୍କର ପରିଚୟ କରିଛନ୍ତିି।

  • @MamataSwain-vi2jq
    @MamataSwain-vi2jq 4 місяці тому +1

    Jay Jagannath, Jay BJP

  • @balakrushnagouda2458
    @balakrushnagouda2458 4 місяці тому

    ଏମାନେ ପଇସା ପାଇଁ ନବୀନ ର one night stand ସେଇଥି ପାଇଁ ସାମାନ୍ୟ ନର କୁ ପ୍ରଭୁ ଙ୍କ ସହିତ ତୁଳନା କରୁଛନ୍ତି

  • @SunilDas-w7d
    @SunilDas-w7d 3 місяці тому

    ବିଜେଡି ର ବିଚାର ଏଥର ଜଗନ୍ନାଥ 👏👏କରିବେ

  • @rabindrapradhan7646
    @rabindrapradhan7646 4 місяці тому

    ଆସୁଛନ୍ତି, ଜଗନ୍ନାଥ କଳ୍ମୀରାମ ରୁପରେ ଏପରି ଅହଙ୍କାରୀ ଲୋକଙ୍କୁ ସାସ୍ତି ଦେବାପାଇଁ। ଯାହାରି ଇସାରାରେ , ଏ ସାରା ଜଗତ ପରିଚାଳିତ, ତାଙ୍କର ପରିଚୟ କରିବେ ଏ ପାପିମାନେ?

  • @ARMYLIFE-ly4wx
    @ARMYLIFE-ly4wx 4 місяці тому

    Jay jagannath Swami 🙏🏻🙏🏻

  • @abinashnayak8840
    @abinashnayak8840 3 місяці тому +2

    ଚାରିଆଡେ ଖାଲି ଫୁଲ ହିଁ ଫୁଲ

  • @sukramardi4583
    @sukramardi4583 3 місяці тому

    ସେ ମାଡାମ ଜଣକ ପାଠ ସାଠ ପଢିଛିକି ନାଇଁ ଏମିତି କଣ କଥା ବାର୍ତ୍ତା କରୁଛି ଭଗବାନ ଏ ସଂସାର କୁ ସୃଷ୍ଟି କରିଛନ୍ତି ନା ନବୀନ ପଟନାୟକ ସୃଷ୍ଟି କରିଛି, ତାହେଲେ କଣ ଭଗବାନ ପୂର୍ବରୁ ନବୀନ ହିଁ ଥିଲା କି

  • @sipunusipunu1314
    @sipunusipunu1314 4 місяці тому +1

    ଏଥର ଓଡ଼ିଶା ବାସି ଜବାବ ଦେବୁ

  • @Blogs-binaya723
    @Blogs-binaya723 4 місяці тому

    Bahu badhiya sir regular news banantu bhala bhala

  • @srimanthota8283
    @srimanthota8283 3 місяці тому +1

    ଏରା ଗେଣ୍ଡା ଖିଆ ପ୍ରେମୀଙ୍କୁ ସୁନା ଯାଇନଥିବା

  • @nityanandamohanty4721
    @nityanandamohanty4721 4 місяці тому +2

    Nani kana kalasie

  • @User-yhjjgzz
    @User-yhjjgzz 4 місяці тому +2

    BJD hatao odisha banchao 🙏

  • @krishnachandramuduly9778
    @krishnachandramuduly9778 4 місяці тому

    ସମ୍ବିତ ପାତ୍ର ଭୁଲ୍ କହି ଭୁଲ୍ ମାଗିଲେ @ପ୍ରାୟଶ୍ଚିତ କଲେ ମଧ୍ୟ..... କିନ୍ତୁ ଓଡ଼ିଶା ର ଗର୍ବ ଓ ଗୌରବ ବିଜୁ ପଟ୍ଟନାୟକ ଙ୍କ ସୁପୁତ୍ର କଣ କିଭଳି ଆଚରଣ ~ଉଚ୍ଚାରଣ କରାଉଛନ୍ତି, ଧିକ BJD ର ନେତା ମାନଂକୁ.... ନବୀନ ବଡ଼ ହୋଇଗଲା ଜଗନ୍ନାଥ ଙ୍କ ଠାରୁ..... ସୁପର ବେହିଆମି....

  • @sipunusipunu1314
    @sipunusipunu1314 4 місяці тому +1

    ହଇରେ bjd ନେତ୍ରୀ ଯାହା କହୁଛ ଟିକେ ଭାବି ଚିନ୍ତି କୁହ

  • @khirodkumarpanda4763
    @khirodkumarpanda4763 4 місяці тому +2

    We can not accept Naveen as introduction of Odisha if so we hate Naveen

  • @bijayaswain-en5hw
    @bijayaswain-en5hw 4 місяці тому +3

    Aurgas news right katha upastapan karanti boli sasaka dala bilibilei uthanti prabhu jagarnatha nije nijara parichaya emane ahankari

  • @mihirranjan6248
    @mihirranjan6248 3 місяці тому

    Jay Jagannath

  • @arunchandmallick1596
    @arunchandmallick1596 3 місяці тому

    ଅର୍ଗସ news ଯେତେ ତାଟିଆ କାମୁଡ଼ିଲେ ବି ଓଡ଼ିଶାରେ ବିଜେଡି ହିଁ ଚାଲିବ

  • @SmilingFishWaffle-cj1pq
    @SmilingFishWaffle-cj1pq 4 місяці тому

    Odisha Jay jagannath

  • @pradiptamohanty1364
    @pradiptamohanty1364 4 місяці тому +1

    Lajya hina mantabya a mahila nka dwara.......

  • @user-dr6zh7iz8k
    @user-dr6zh7iz8k 4 місяці тому

    ଅରୁଣିମା ଜଗନ୍ନାଥ ବିଶ୍ୱରେ ପରିଚିତ ନବୀନ ପଟ୍ଟନାୟକଙ୍କ ଜନ୍ମ ହେବା ପୂର୍ବରୁ

    • @priyacharandas653
      @priyacharandas653 4 місяці тому

      जय श्री जगन्नाथ
      କେତେ ନବୀନ ଆସିବେ ଏବଂ ଯିବେ କିନ୍ତୁ ଜଗନ୍ନାଥ ଅନାଦି କାଳ ରୁ ଅଛନ୍ତି ଏବଂ ଅନନ୍ତ କାଳ ପର୍ଯ୍ୟନ୍ତ ରହିବେ ।

    • @priyacharandas653
      @priyacharandas653 4 місяці тому

      ଯେତେବେଳେ ଜଗତ ନଥିଲା ସେତେବେଳେ ଜଗନ୍ନାଥ ଥିଲେ ଏବଂ ପ୍ରଳୟ ପରେ ମଧ୍ୟ ରହିଵେ ।
      ମିଛ ଦୁନିଆରେ ଗୋଟିଏ ସତ
      ଜଗନ୍ନାଥ ସେ ମୋ ଜଗନ୍ନାଥ

  • @aswinimund9285
    @aswinimund9285 4 місяці тому

    ଏହି ଅହଙ୍କାରୀ ମୂର୍ଖ ମାନଙ୍କ ପାଇଁ ବିଜୁ ବାବୁଙ୍କ ଠାରୁ ଆରମ୍ଭ bjd ଦଳ ନବୀନ ଠାରେ ଅନ୍ତ ହେବ

  • @tarulatajena8843
    @tarulatajena8843 3 місяці тому

    ଦାଦନଙ୍କ ମୁଖିଆ ଯେତେବେଳେ ..ଦାଦନ ଉତ୍ପାଦନରେ no 1,ଓଡ଼ିଶାର ନା ବିଶ୍ୱରେ ପରିଚୟ ସୃଷ୍ଟି କରିଚି ଦାଦନ ପ୍ରଦେଶ ନାରେ .

  • @AMITKUMAR-vx7bx
    @AMITKUMAR-vx7bx 3 місяці тому

    ଓଡିଆ ଜାତିର ସବୁଠୁ ବଡ ବିକଲାଙ୍ଗ ନେତା ନବିନ ପ୍ରୁଥିବି ରେ ବି ଏମିତି କେହି ନଥିବେ