Vote kan pai kara heuchi tahele Vote hi karani.....😂😂😂 au jadi bjp ku loke ete bhala pauchnti tahele election re hera pheri ra kan darkr thila loka ta emti re Vote dei thante
All political parties except Bjp should request to E C I to provide the information required by BJD against irregularities of general election of 2024 otherwise odisha band strike may be called to make aware the public about the illegal strategy adopted to win 2024 election.Thank u sir for your analysis.
ନିର୍ବାଚନ କୁ ନେଇ ଏବେ ଯେତେ ସନ୍ଦେହ ହୋଉଛି ଆଗରୁ କେବେ ହୋଇନି
ନବୀନ ସର୍ବଦା ନବୀନ | ❤❤
ବହୁତ୍ ସୁନ୍ଦର ଉପସ୍ଥାପନ ସାର୍ ଆପଣଙ୍କ ଉପସ୍ଥାପନl ସ୍ବାଗତ ଯୋଗ୍ୟ 🙏🙏
ପ୍ରଥମରୁ ହିଁ ଜଣାପଡୁଥିଲା ବିଜେପି ନେତାମାନେ ବି କହୁଥିଲେ ସଂଖ୍ୟା ବଡ଼ିବ ସରକାର ଗଢ଼ି ପାରିବୁ ନାହିଁ ଯେତେବେଳେ ସରକାର ଗଢିଲେ ସକ ହୋଇଯାଉଥିଲେ evm ଘୋଟଲା କରି ବିଜେପି ସରକାର ଓଡ଼ିଶାରେ ଗଢିଛି 🙏ଜୟ ଜଗନ୍ନାଥ
Well presented facts about Odisha Election reasult. 👌👍♥️🙏♥️👌👍
ଯେହେତୁ ନିର୍ବାଚନ କମିଶନ ବର୍ତ୍ତମାନ bjp ଦ୍ଵାରା ନିଯୁକ୍ତ ତେଣୁ ଏଜେଣ୍ଟ ସଦୃଶ କାର୍ଯ କରୁଛି।
ସୁନ୍ଦର ଉପସ୍ଥାପନା କିନ୍ତୁ ଏହାର ଠିକ୍ ଉତ୍ତର ଆସିବା ଦରକାର
ଶୁଭ ସକାଳ & ଜୟ ଜଗନ୍ନାଥ ସାର 🙏
Very well explained sir. ❤👍👌🙏👍👌♥️
Thanks Samata
ମିଶ୍ର ସାର, ବିଜେପିର ଅଭିଯୋଗ ଉପରେ ଆପଣଙ୍କ ମତାମତ ଗ୍ରହନନଯୋଗ୍ୟ.
Should put a case against Nirvachan Commission
ଵିଜେଡି ଵିଜେପି ପାଖର ଅଭିଯୋକରିନାହି ଈଲେକ୍କନ କମିସନରପାଖରେ ଅଭିଯୋଗ କରିଛି ଵିଜେପି ଵାଉଳି ଚାଉଳିହେଉଛି ମାନେ କିଛି ଦୂବଳତା ଅଛି ଵିଜେପି କଥାରୁ ଜଣାପଡୁଛି
ବିଜେଡି ଯାହା କରିଛି ଠିକ କରିଛି, ଧୀର ପାଣି ପଥର କାଟେ, ବିଜେପି ଛାନିଆ ହୋଇ ଗଲାଣି, ନିକଟରେ ଯେଉଁ ଯାତ୍ରା କଲେ ଗଣତନ୍ତ୍ର ର ମନ୍ଦିର ରେ, ତୁମ ଯାତ୍ରା ବିଶ୍ବ ଦେଖିଲା,
ନିର୍ବାଚନ କମିଶନର ଟି. ଏନ. ଶେସାନଙ୍କ ପୂର୍ବରୁ ଯେଉଁଭଳି କମିଶନର ମାନେ ସରକାରଙ୍କ ହାତବରୀଶ ସାଜି ନିର୍ବାଚନ କରୁଥିଲେ, ବର୍ତମାନର ସରକାରଙ୍କ ସମୟରେ ସେଇଭଳି ନିର୍ବାଚନ ହେଉଛି. ଦୁର୍ନୀତି କରି ନିର୍ବାଚନ ଜିତୁଥିବା ଦଳ ବେଶିଦିନ ତିଷ୍ଠି ପାରିବ ନାହିଁ. ଏହା ପ୍ରମାଣିତ ହୋଇସାରିଛି.
Vote kan pai kara heuchi tahele Vote hi karani.....😂😂😂 au jadi bjp ku loke ete bhala pauchnti tahele election re hera pheri ra kan darkr thila loka ta emti re Vote dei thante
ସବୁ jhumla ବିଜେପି
ନିର୍ବାଚନ କମିଶନର ଇଜତ ମହତ ସବୁ ଗଲା ସମ୍ବିଧାନିକ ପଦପଦବିରେ ରହି ଏମିତିକାମ କଲେ ଛି ଛି ଛି
ଜୟ ଜଗନ୍ନାଥ 🙏
ସାର୍ ମୁଁ ଜଣେ ସାଧାରଣ ଜନତା ମୋର ମତ ସରକାର ପରିବର୍ତ୍ତନ ହେଲେ ସାଧାରଣ ଜନତାଙ୍କ ପାଖରୁ ବୁଦ୍ଧିଜୀବୀ ମାନେ ଖୁସି ବକ୍ତ ହୁଅନ୍ତି କିନ୍ତୁ କୋୖଣସି ସାଧାରଣ ଜନତା ନବୀନ ବାବୁଙ୍କ ସରକାର ଗଲା ପରେ ଖୁସି କାହିଁକି ନାହାଁନ୍ତି ଆମେ ସୋସିଆଲ ମିଡିଆରେ ଆଉ କିଛି ଗଣମାଧ୍ୟମରେ ଦେଖି ବାକୁ ପାଉଛୁ
କଥାରେ ଅଛି:--" ତୁ ଗୁହାରି କରିବୁ ଯାହାକୁ -- ମୁଁ ଘ... ତା କରିଛି ତାହାକୁ । କି ଲାଭ ମିଳିବ, ସଚେତନଶୀଳ ନାଗରିକ ଏବଂ ରାଜନୀତି ବିଶାରଦ ମାନେ ଜାଣିଛନ୍ତି" where is shoes pin"
Right discussion sir
ନିର୍ବାଚନ commissioner ମୋଟା ନୋଟ ନେଇଛି
Boycott Godi Media OTV,ARGUS,KANAK,Odisha reporter,News18 odia,focus plus, Nabin das,Akshay sahu,Prasnna mohanty,Ruben Banarjee😡😡😡🤬🤬🤬😡😡
Right sir
ମାନ୍ୟବର ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ।
ଭାରତୀୟ ଜନତା ପାର୍ଟି ଯେତେ ପଚାରୁନି,କିଛି ବରିଷ୍ଠ ସାମ୍ବାଦିକ ଏହା ବେଶୀ ବାଧୁଛି। ତେଣୁ ସେମାନେ ବିଚଳିତ ହୋଇ ଏହାକୁ ପ୍ରସଙ୍ଗ କରୁଛନ୍ତି।
ଏହି ଭିଡିଓରେ ଉପରୋକ୍ତ ଯାହା ସୂଚନା ଅଂଶୀଦାର ହୋଇଛି .ଦୁଖର ବିଷୟ ହେଉଛି ସାଧାରଣ ଲୋକ ଏହା ବିଷୟରେ ଜାଣିପାରୁ ନାହାଁନ୍ତି , ଓଡିଶାର ଅନେକ ନ୍ୟୁଜ୍ ମିଡିଆ ଏହାକୁ ପ୍ରଦର୍ଶନ କରୁନାହିଁ | ତେଣୁ ଉତ୍କୃଷ୍ଟ , ସଠିକ୍ ବିଶ୍ଳେଷଣ ଏବଂ ନିସ୍ୱାର୍ଥପର ସାମ୍ବିଧାନିକ ସାମ୍ବାଦିକତା ପାଇଁ ଧନ୍ୟବାଦ |
Very beautiful analysis and Bjd has raised a very good question. Though it is late,but raised, it should be answered by election commission. Thanks.
It's late most probably due to collection of accurate data ...
Naveen Amar Hrudayare
ସଠିକ୍ ବିଶ୍ଳେଷଣ
Right
Jay Nabin sir
Good sir
ଦଲାଲ EC 😢
Supper supper thanks
Thank you
ଏଇ ଲୋକଟାକୁ ବହିଷ୍କାର କରି ଯଦି ଗୋଟେ peon କି home gaurd କୁ ECI କରାଯାଏ। ଭାରତ ନିହାତି ଗୋଟେ ଯୋଗ୍ୟ ECI ପାନ୍ତା।
Vote 💯jaliati hoichhi
ସ୍ୱଚ୍ଛ ଶାସନ ରେ ସବୁ ସ୍ୱଚ୍ଛ ।ଯେତେବେଳେ ସ୍ୱଚ୍ଛ ଶାସନ କୁ ଲୋକେ ପ୍ରତ୍ୟାଖାନ କଲେ ସବୁ ଭୁଲ ବାହାରିଲା ।
Right katha
Jete din evm achhi sete din bjp bhi achhi 😂
ବିଜେଡି 👌👌👌✅✅✅
Right question nd good analysis
Sir Namaskar
You are right sir, we the people of odisha should know the actual fact
ଗଲୁଆ, ମିଛୁଆ, ଢାହା କଥା କହିବାରେ ମାହିର୍ ଏ ଦଳ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ଭ୍ରଷ୍ଟାଚାର ଜନତା ଦଳ ବୋଲି ଲୋକେ ଆଲୋଚନା କରୁଛନ୍ତି।
Sir. Right
ଏକ ସମୟ ଥିଲା ଯେତେବେଳେ ଭାରତରେ ମୁଖ୍ୟ ନିର୍ବାଚନ କମିଶନର ଥିଲେ ଯେପରିକି ଶ୍ରୀ ଟି ଏନ ସେଶାନ, ଶ୍ରୀ ଏମ୍ ଗିଲ୍
ଶ୍ରୀ J. M. Lyngdoh କିନ୍ତୁ ଲାଗୁଛି ଯେପରି ବର୍ତ୍ତମାନର ଭାରତର ନିର୍ବାଚନ ଆୟୋଗର ବିଜେପି ପ୍ରତି ଦୁର୍ବଳତା ଅଛି |
ଆଜିର ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟ କରିବାରେ ସ୍ୱଚ୍ଛତାର ଅଭାବ ରହିଛି ପରି ଲାଗୁଛି ଏହି ତଥ୍ୟକୁ ଅଣଦେଖା କରାଯାଇପାରିବ ନାହିଁ |☝
ମୁଖ୍ୟ ନିର୍ବାଚନ କମିଶନର ଅଧିକାଂଶ ଦିନ ସାମ୍ବାଦିକ ସମ୍ମିଳନୀରେ ଜନସାଧାରଣଙ୍କୁ କବିତା ବର୍ଣ୍ଣନା କରୁଥିବା ଦେଖିବାକୁ ମିଳିଛି , ମୁଖ୍ୟ ନିର୍ବାଚନ କମିଶନର ଜନସାଧାରଣକୁ କବିତା ବର୍ଣ୍ଣନା କରିବାକୁ ସେ ପଦବୀରେ ନାହାଁନ୍ତି | ଲାଗୁଛି ଯେପରି ବର୍ତ୍ତମାନର ନିର୍ବାଚନ ଆୟୋଗର ପ୍ରତିନିଧିତ୍ୱ ନିର୍ବାଚନ ଆୟୋଗର ମୂଲ୍ୟ ବ୍ୟବସ୍ଥାକୁ ହ୍ରାସ କରିଛି
💯 right 👍 sir 🙏❤️
ଅବସୁଲୁତଲୀ right🙏sir
B jp kahuchi mo trick kehi dhariparibani jete jahakara
Jay Naveen Babu jinda baad
Right sir ❤❤❤❤
Suprim court should interfere and take necessary action on Election commissioner of india.
Ea matter ku nei bjd court ku jiba uchit
Jai Naveen
All political parties except Bjp should request to E C I to provide the information required by BJD against irregularities of general election of 2024 otherwise odisha band strike may be called to make aware the public about the illegal strategy adopted to win 2024 election.Thank u sir for your analysis.
Many many thanks sir. U r doing a great job for our nation.
Good morning Sri ❤
Well analysis...
100 thara SC and EC gale kichi hebani,both are under BJP
Absolutely correct
ଜାଲିଆତି କରି ବିଜେପି ଜିତଥିଲା
ସୁପରକଥା
Investigation paine ta samaya lagiba na,BJP pagala heigalani.
ବିଜେଡି କଥା ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ ଆପଣ ନାଚୁଛନ୍ତି।
BJP bahut kharap party
vote jaliati haichi
vote commisioner uparay case hau.
ଇଏ ପୁଣି କମ୍ପ୍ୟୁଟର ଇଲେକ୍ସନ
ଠାକୁର ଘରେ। , ମୁଁ କଦଳୀ ❤😂
Good morning
You Absolutely right sir
Good information
Naveen Pattanayak sir 🙏 jindabad
Sir Eci ମଧ୍ୟ ଦଶାନନଙ୍କ ଏକ ପାର୍ଟ l ଦେଖାଯାଉ ଆଗକୁ Eci ରିପୋର୍ଟ ଦେଉଛନ୍ତି ନା ନାଇଁ କିଭଳି ରିପୋର୍ଟ ଦେଉଛନ୍ତି l ଭାରତର ସମସ୍ତ ନିରପେକ୍ଷ ଏବଂ ସାମ୍ବିଧାନିକ ସଂସ୍ଥା ଉପରୁ ତ ସମସ୍ତଙ୍କର ଭରସା ଉଠି ଗଲାଣି ଲାଗୁଛି ଏମିତି ନିରପେକ୍ଷ ସଂସ୍ଥା ଗୁଡ଼ିକ ଉପରେ ଲୋକଙ୍କ କାଳେ ସନ୍ଦେହ ହେଇଯିବ ତେଣୁ ମୋଦି ସରକାର ହିଁ ତାକୁ ନିଜ ଦ୍ଵାରା ପରିଚାଳିତ କରି କେତେବେଳେ ନିରପେକ୍ଷ ଅବଲମ୍ବନ କରାଉଛନ୍ତି ତ ଆଉ କେତେବେଳେ ପକ୍ଷ ପାତିତା ନୀତି ଆପଣାଉଛନ୍ତି l
🙏🙏ହୋମଗାର୍ଡ ମାନଙ୍କୁ ପୋଲିସ ଡିପାର୍ଟମେଣ୍ଟ ଆମମାନଙ୍କୁ ବିଭିନ୍ନ ମିଛ କେଶ ରେ ଯୋଡି, ଜଣକ ନାମରେ କୌଣସି ଆପତ୍ତି ଅଭିଯୋଗ ନଥିଲେ ମଧ୍ୟ ଜଣକ ଭୁଲକୁ ସେଥିରେ ଆଉ ଜଣକୁ ଯୋଡି ,କିଛି କେଶ ନଥାଇ ହୋମଗାର୍ଡମାନଙ୍କୁ ଚାକିରିରୁ ବହିଷ୍କାର କରାଯାଉଛି . ହୋମଗାର୍ଡମାନଙ୍କୁ କଣ ଖାଲି ଚାକିରିରୁ ବହିଷ୍କାର କରିବାର ପ୍ରାଧାନ୍ୟ ଅଛି ବଡବଡ଼ିଆବାବୁ ମାନଙ୍କୁ କଣ ଖାଲି କ୍ଷମତା ଦିଆଯାଇଛି ହୋମଗାର୍ଡମାନଙ୍କୁ ବହିଷ୍କାର କରିବାକୁ. ମୋତେ ଲାଗୁଚି ବଦବଡ଼ବାବୁମାନେ ଖାଲି ହୋମଗାର୍ଡ ରୁଲ୍ସରେ ବୋଧେ ସେଇ ଧାଡିଟିଏ ଲେଖାକୁ ଘୋଷି ମନେରଖଇଛନ୍ତି. ଭୁଲଥିଲେ ତା ପାଇଁ କଣ ଆଉ କିଛି ଦଣ୍ଡବିଧାନ ସେଥିରେ ଲେଖା ନାହିଁ, ପୋଲିସ ରେଗୁଲାର କର୍ମଚାରୀ ଜେଲରୁ ଫେରି ଚାକିରୀ କରୁଛନ୍ତି. ଜଣଙ୍କ ନାମରେ FIR ଥିଲେ ବି ସରକାରୀ ଚାକିରୀ କରିପାରୁଛି.ହେଲେ ହୋମଗାର୍ଡମାନେ ଖାଲି ଚାକିରିରୁ ବହିଷ୍କାର ହେବେ ଆଉ କୌଣସି ଦଣ୍ଡ ବିଧାନ ହୋମଗାର୍ଡ ରୁଲସରେ ଲେଖା ନାହିଁ ଏହି ଆଇନ ଅଛି କି.ଏହାକୁ କୌଣସି ରାଜନୈତିକ ବ୍ୟକ୍ତିବିଶେଷ କିମ୍ବା କୌଣସି ନ୍ୟୁଜ ଚ୍ୟାନେଲ ଅନ୍ୟାନ୍ୟ ସଂଗଠନ କେହି ଏ ବିଷୟରେ ମୁଁହଖୋଲୁନାହାନ୍ତି କି କହୁନାହାନ୍ତି. ସେଥିପାଇଁ ପୋଲିସ ଡିପାର୍ଟମେଣ୍ଟ ମନଇଛା ହୋମଗାର୍ଡମାନଙ୍କ ଉପରେ ଜୁଲମ ଚଲାଇଛନ୍ତି. କେବେ ହୋମଗାର୍ଡମାନେ ଏଭଳି ଇଂଗ୍ରେଜ ପୋଲିସବାବୁମାନଙ୍କଠାରୁ ସ୍ୱାଧୀନତା ପାଇବ. ମୋର ସରକାରଙ୍କୁ ନିବେଦନ ଆମପ୍ରତି କରାଯାଇଥିବା ଅନ୍ୟାୟକୁ ପୁନଃ ବିଚାର କରି ସରକାର ଆମମାନଙ୍କୁ ସରକାର ନ୍ୟାୟ ଦିଅନ୍ତୁ.🙏🙏
Good morning sir 🙏🙏
Jay Naveen
Evm ମଧ୍ୟରେ ଛୁଆ ପିଲା ହୋଇ ବଂଶ ବୃଦ୍ଧି ହେଲା
Ld ସବୁଆଡେ କପି 😄😄😄
Samastankara dout Day 1 ru thila 😅😅
Perfect
Ye ta sanghatik katha, bhagaban
Sir right
Honourable Supreme court may kindly intervene in the matter and take legal action against CEO
Bjp michhua sarakar
Right now sir
❤❤❤ Jay bjd Jay Navin
You Are Always Right Said Sir🙏🏻
Many many super thanks
By election hau
Right କଥା କହିଛନ୍ତି sir
ବିଜେପି ଦ୍ଵାରା ପରି ଚାଳିତ EC ଯାହା ଜଣା ପଡୁଛି
Thanks sir
Genuine logic
Bjp hatao
Good morning sir
Should bjd go to supreme court for this election commission
Thanks
Right 👍
ସାଇଟ୍ କଥା ଆଞା
Ame janichu vote emti heichi,fraud heichi,but kahibu kahaku.