When will Pandian’s Z+ Security be removed? | No Comments | Nirbhay Gumara Katha

Поділитися
Вставка
  • Опубліковано 9 лип 2024
  • When will Pandian’s Z+ Security be removed? | No Comments | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 286

  • @Vinood900
    @Vinood900 17 днів тому +26

    ଜୟ ନାରାୟଣ ମିଶ୍ର, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ଙ୍କୁ BJP ଧର୍ମେନ୍ଦ୍ର ଙ୍କ ପ୍ରରୋଚନା ରେ ହତାଦର କୋଣଠେସା କରି ବହୁତ୍ ବଡ଼ ଭୁଲ କରିଛି। ଆଉ ଏହାର ଫାଇଦା ନେବେ ଆଉ ନେଉଛନ୍ତି କଳାକାର ନବୀନ ଆଉ ତାମିଲ୍ ପାଣ୍ଡୁ।

  • @swarajkumarbej3768
    @swarajkumarbej3768 17 днів тому +22

    ମୋହନ ମାଝୀଙ୍କୁ ଏଇଥିପାଇଁ ମୂଖ୍ଯମନ୍ତ୍ରୀ ଭାବେ ବଛାଯାଇଥିଲା ଯେ,ସେ ବିଜେପିର ଆଉ କା ହାତରେ କଣ୍ଢେଇ ହେବେ ବୋଲି।

  • @dhamirona8662
    @dhamirona8662 17 днів тому +34

    ଏହି ମାସେ ମଧ୍ଯ ରେ ନିଷ୍ପତ୍ତି ନେବାରେ ବିଳମ୍ବ ଯୋଗୁଁ ମୋହନ ସରକାର ଦୁର୍ବଳ ସରକାର ବୋଲି ଲୋକ ଙ୍କ ପାଖକୁ ସନ୍ଦେଶ ଯାଉଛି

  • @Vinood900
    @Vinood900 17 днів тому +15

    ତାମିଲ୍ ପାଣ୍ଡୁ ଆଗରୁ ନବୀନ ଶରଣ ରେ ଥିଲେ, ଆଉ ଏବେ ଧର୍ମେନ୍ଦ୍ର ଶରଣ ରେ ଅଛନ୍ତି। Security ହଟିବ କଣ ଆହୁରି ବଢିବ 😂😂

  • @dwarikanath1958
    @dwarikanath1958 17 днів тому +28

    ସରକାର ହେଳା କରୁଛନ୍ତି ସବୁ ବିଷୟରେ।

  • @user-qh6ws7eh5e
    @user-qh6ws7eh5e 17 днів тому +16

    ଧନ୍ୟବାଦ୍ ଦିଅନ୍ତୁ ଟିଡିପି ର ଚନ୍ଦ୍ର ବାବୁ ସରକାର ଙ୍କୁ 🎉🎉🎉🎉

  • @janakiballavdash73
    @janakiballavdash73 17 днів тому +36

    ଯଦି ନବୀନଙ୍କ ପ୍ରଶାସନ ଏମିତି ରହେ ତେଵେ ବହୁତ ଶିଘ୍ର ଭାଜପା ସରକାର ପୁଣି ବଦଳି ଯାଇପାରେ।

  • @prasannakumarnayak2278
    @prasannakumarnayak2278 17 днів тому +16

    ନିକମା ସରକାର ପ୍ରମାଣିତ ହେବେ

  • @user-es3fn9dc5u
    @user-es3fn9dc5u 17 днів тому +37

    ଏଇ Z+ ସିକ୍ୟୁରିଟି ଚାଲୁ ରହିବା ବୋଧହୁଏ ପ୍ରଧାନମନ୍ତ୍ରୀ ଙ୍କ ନିଷ୍ପତ୍ତି।

  • @gopabandhudas5683
    @gopabandhudas5683 17 днів тому +10

    ମୋଦି ଓ ଶାହା ନିଜ ନିଜକୁ ଅତି ଚତୁର ମନେକରନ୍ତି। ସେ ଜାଣନ୍ତି ନବୀନଙ୍କ ବିନା କଂଗ୍ରେସ କାଳେ ପତିଆରା ଜାହିର କରିବ। ସେ ଭାବିବା ଉଚ୍ଚିତ ଓଡ଼ିଆଙ୍କ ପାଇଁ କ୍ଷମତାରେ ରହି ପାରିଛନ୍ତି। ବେଶି ଚାଲାକୀ କଲେ ମୋହନ ନରେନ୍ଦ୍ର ଉଭୟ ରସାତଳଗାମୀ ହେବେ। ଏହା ପ୍ରମାଣିତ ହୋଇ ସାରିଛି।

  • @shreenibasbhukta9356
    @shreenibasbhukta9356 17 днів тому +13

    ଏହା ଭିତିରି ବୁଝାବଣା ବୋଲି ସନ୍ଦେହ ଲାଗୁଛି

  • @tapashkumarnayak4989
    @tapashkumarnayak4989 17 днів тому +12

    ଧୀର ପାଣି ପଥର କାଟେ , 6 ମାସ ଅପେକ୍ଷା କର ଯଦି କିଛି ନହେଲା , ତାହେଲେ ଜାଣିବ ଭିତିରି ବୁଝାମଣା ଅଛି

    • @sanghamitradas371
      @sanghamitradas371 17 днів тому

      Thik kahila
      Direct attack karile andhrapradesh government parika haba

  • @satishchandrabehera7291
    @satishchandrabehera7291 17 днів тому +10

    ବୋଧହୁଏ ମୋହନ ସରକାର କିଛି ଅକୁହା ବନ୍ଧନରେ ପଡିଯାଇଛନ୍ତି। କେବେ ଯେ ସେ ବନ୍ଧନରୁ ମୁକୁଳିବେ କହିବା ମୁସ୍କିଲ।
    ଜ଼ୟ ଜଗନ୍ନାଥ!!!

  • @user-jt3sb6pw3p
    @user-jt3sb6pw3p 17 днів тому +10

    ଭିତିରି ସମ୍ପର୍କ ଥିଲେZ+ ରହିପାରେ

  • @rakeshsahu985
    @rakeshsahu985 17 днів тому +9

    ମୁ ବୁଝି ପାରୁନି ..ଶାସନରେ ଥିବା ସରକାର ଏବେ ଯାଇଁ ଚୁପଚାପ କଣ ପାଈଁ.....😮😮

  • @ManojKumar-wd3cc
    @ManojKumar-wd3cc 17 днів тому +6

    ଏଥିରୁ ଜଣା ପଡୁଛି ଯାହା ସବୁ କେଳେଙ୍କାରୀ କରୁ ଥିଲା ବିଜେଡି ସରକାର ସେଥିରେ ବିଜେପି ବି ସାମିଲ ଥିଲା. ଆଉ ଯାହା ସବୁ currption କରି କି ପଇସା କମାଉ ଥିଲା ସେଥିରୁ Center ବିଜେପି govt ବି share ଯାଉ ଥିଲା. ସେଥିପାଇଁ ଆଜି ରାଜ୍ୟ ର ବିଜେପି ସରକାର ପୁରା ଚୁପ ଅଛି ବିଜେଡି ବିରୁଦ୍ଧ ରେ କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ କରୁନି.

  • @thirdeye9492
    @thirdeye9492 17 днів тому +11

    ରଙ୍ଗ କରୁଛନ୍ତି ମୋ ବସ୍
    ପାଣ୍ଡୁକୁ ମାନିଛନ୍ତି Boss
    ଲାଗୁଚି ଭାଇ ଭାରି ହସ
    ଅତି ସଂଭ୍ରମେ ସର୍ବନାଶ
    😄😄

  • @rameshmohanty1211
    @rameshmohanty1211 17 днів тому +2

    ଏ ସରକାର୍ ଯୋଗୀ ବାବା ଠାରୁ ଟ୍ରେନିଂ ନେଇକି ଆସନ୍ତୁ ସରକାର କେମିତି ଚଲା ଯାଏ

  • @manasdas5715
    @manasdas5715 17 днів тому +11

    ଜାହାଜଣାପଡୁଛି ସରକାର ଭିତରେ ଆଉ କିଏ ମୂଷା ଅଛିକି ?

  • @user-de8uf9qu2m
    @user-de8uf9qu2m 17 днів тому +25

    ନବୀନ ଦାସ ସାର୍ ଦାଲ୍ ମେ kuch କାଲା ହୈ

  • @janakiballavdash73
    @janakiballavdash73 17 днів тому +6

    ମୋହନ ସରକାର ବୋଧେ ଅଘୋଷିତ ଭାବେ ନବୀନଙ୍କ ସହିତ ମେଣ୍ଟ କରିଛନ୍ତି କି?

  • @pramodmandal2004
    @pramodmandal2004 17 днів тому +5

    ସାର ଆପଣଙ୍କ ଉପସ୍ଥାପନା ଯଦି ମୁଖ୍ୟ ମନ୍ତ୍ରୀ ଦେଖୁଥିଵେ ନିହାତି କରିବେ ଆପଣ ତାଙ୍କୁ ମନେପକାଇ ଚାଲନ୍ତୁ।

  • @manjushaswain1037
    @manjushaswain1037 17 днів тому +1

    Z‌ ସିକିଉରିଟି ଜଣେ ରାଜ୍ୟ ପାଇଁ ଖାଲ ଖୋଳି ଥିବା‌ଆଉ ଏବେ ଖାଲ ଖୋଳୁ ଥିବା ବ୍ୟକ୍ତି କୁ ଦେବା ନନ୍ଦନିୟ
    ମୋହନ ସରକାର ଏଥିପ୍ରତି ଶୀଘ୍ର ‌ଦୁଷ୍ଟି ଦିଅନ୍ତୁ ।

  • @belalsensenapati1300
    @belalsensenapati1300 17 днів тому +5

    ନବୀନବାବୁଙ୍କୁ ମଞ୍ଚ ତଳରେ ଦେଖୁ ଦେଖୁ ମଞ୍ଚ ଉପରୁ ଯେମିତି ଧର୍ମେନ୍ଦ୍ର ବାବୁ ଦୌଡ଼ି ଦୌଡ଼ି ଆସି ତାଙ୍କୁ ପାଛୋଟି ନେଲେ ଆଖି ଖୋସି ହୋଇ ଗଲାନି ଲଜ୍ଜାରେ ଆଖି ବନ୍ଦ ହୋଇଗଲା।

  • @geetaranisamal6638
    @geetaranisamal6638 17 днів тому +33

    ପାଣ୍ଡିଆନ କୁ ବିଜେପି ଡ଼ରୁଛି ବୋଲି ଲାଗୁଛି।

    • @Manoranjansahoo34680
      @Manoranjansahoo34680 17 днів тому +2

      ହଁ ବିଜେପିଵାଲା ଘରୁ ବାହାରୁନାହାନ୍ତି

    • @ManojNayak-vw9bq
      @ManojNayak-vw9bq 17 днів тому

      😂​@@Manoranjansahoo34680

    • @Vinood900
      @Vinood900 17 днів тому +1

      ଧର୍ମେନ୍ଦ୍ର ଆଉ ତାମିଲ୍ ପାଣ୍ଡ ଆଗରୁ ସନ୍ଧି କରିବା ପାଇଁ ପରସ୍ପର ଆଗଭର ଥିଲେ। ଆଉ ଏବେ BJP ସରକାର ଥିଲେ ବି ମିଳିମିଶି ଉପଭୋଗ କରୁଛନ୍ତି 😂😂

    • @chhatishmohanta6403
      @chhatishmohanta6403 17 днів тому +2

      Sir amomankar asa au biswas Kami Kami jauchhi BJP upare

    • @BIOFLOCandINTEGRATEDFarming
      @BIOFLOCandINTEGRATEDFarming 17 днів тому

      Kebala pandia ku nuhe.. BJD ku daruchi..

  • @sandhyaranimahanta8018
    @sandhyaranimahanta8018 17 днів тому +5

    ନୁଆ ନେତା ନୂଆ ଦଳ ଓଡିଶାକୁ ଦରକାର

  • @bijayaharichandan1592
    @bijayaharichandan1592 17 днів тому +3

    ସରକାର ନିକଟରେ ବଦଳିବା ଜରୁରୀ ଜଣାପଡୁଛି ମହାଶୟ

  • @user-rh6qw7lp1u
    @user-rh6qw7lp1u 17 днів тому +8

    ଅଯୋଗ୍ୟ

  • @user-co8kp4tj6c
    @user-co8kp4tj6c 17 днів тому +13

    Z+ security ପାଣ୍ଡିଆନ ଠାରୁ ପ୍ରତ୍ୟାହାର କରିବେ ନାହିଁ କାରଣ ସେ ପରା ଆମ ଜ୍ୱାଇଁ ପୁଅ।

    • @Socialreform2022
      @Socialreform2022 17 днів тому +1

      ଆରେ ଭାଇ ଏ ନବୀନ ଦାସ ଆଜି କହୁଚି ବଳଭଦ୍ର ପଡ଼ିଯିବା ଛୋଟ କଥା ଏଇଟା ହିନ୍ଦୁ ଏଇଟା କୁ ଟିକେ ପଚାର ଆମ ଆରାଧ୍ୟା ଙ୍କ ପ୍ରତି ଏପରି ସମ୍ମାନ ।

  • @ranjanbhuyan7044
    @ranjanbhuyan7044 17 днів тому +3

    ଆଜ୍ଞା ସବୁ ସମାନ..... ଦେଖନ୍ତୁ ବବି ବାବୁ ଙ୍କ ନାଁ ରେ ଏତେ କଥା ବାହାରିଲା.. ହେଲେ ଏ ସରକାର କଣ ପଦକ୍ଷେପ ନେଲେ.... ଯଦି ଜଣେ ସାଧାରଣ ଲୋକ ଏମିତି କରିଥାନ୍ତା ତାହାଲେ ସେ ଜେଲେରେ ବୋଧେ ରହିଥାନ୍ତା... ଆପଣଙ୍କ ବ୍ୟାଖ୍ୟା ସମ୍ପୂର୍ଣ୍ଣ ଠିକ ହେଲେ.... ଯଥା ପୂର୍ବଂ ତଥା ପରଂ..... ତେଣୁ ଆମେ ଜନତା ଏମିତି ନିଷ୍ପେସିତ ଓ ଶୋଷଣ ହେଉଥିବା... ଜୟ ଜଗନ୍ନାଥ 🙏🙏

  • @chandipadapanda4707
    @chandipadapanda4707 17 днів тому +1

    ସେ କିଏ କି ଯେ ତାଙ୍କୁ ଜେଡ ସିକ୍ୟୁରିଟି ଦିଆ ଯାଇଥିଲା ଏବଂ ତାହା ନୂଆ ସରକାରଙ୍କ ଅମଳରେ କଣ ପାଇଁ ପ୍ରତ୍ଯାହାର କରାଯାଉନାହିଁ ।

  • @pratapjena1193
    @pratapjena1193 17 днів тому +3

    ଏକ ମାସ ହେଲା ବିଜେପି ସରକାର ଏପର୍ଯ୍ୟନ୍ତ ବିଜେଡି ର ଦାଗି ନେତା, ଅଫିସର ମାନଂକୁ କିଛି ଦଣ୍ଡିତ କଲେ ନାହିଁ

  • @BijayakumarSahoo-up7mq
    @BijayakumarSahoo-up7mq 17 днів тому +2

    ମୋହନ ସରକାରଙ୍କ ଠାରୁ ଅଧିକ କିଛି ଆଶା କରିବା ଲୋକମାନଙ୍କ ଆଶାରେ ରହିଯିବ।

  • @purnachandradakua8265
    @purnachandradakua8265 16 днів тому

    ଧନ୍ୟବାଦ sir ଆପଣ ଙ୍କ ଆପଣଙ୍କ ଦୁରଦୃଷ୍ଟି କୁ

  • @Uttamdihudi
    @Uttamdihudi 17 днів тому +6

    ସାର୍ ମୋହନ ସରକାର ଏହାକୁ ଜାଣିଛନ୍ତି କି ନାହିଁ କିଛି ଜାଣି ହଉନି ପଣ୍ଡିଆଁନ ପାଖରେ କାହିଁକି z plus security ରହୁଛି ଏହି କଥା ସହଜରେ କେମିତି ନଉଛନ୍ତି ମୋହନ ସରକାର

    • @Socialreform2022
      @Socialreform2022 17 днів тому

      ଆରେ ଭାଇ ଏ ନବୀନ ଦାସ ଆଜି କହୁଚି ବଳଭଦ୍ର ପଡ଼ିଯିବା ଛୋଟ କଥା ଏଇଟା ହିନ୍ଦୁ ଏଇଟା କୁ ଟିକେ ପଚାର ଆମ ଆରାଧ୍ୟା ଙ୍କ ପ୍ରତି ଏପରି ସମ୍ମାନ ।

    • @ManojNayak-vw9bq
      @ManojNayak-vw9bq 17 днів тому

      ​@ଜାଣିଶୁଣି କେହି ଅସମ୍ମାନ କରିନାହାନ୍ତି ସେବାୟତ ଙ୍କର କିଛି ତ୍ରୁଟି ଯୋଗୁଁ ଏମିତି ଦୁର୍ଘଟଣା ହେଲା Socialreform2022

    • @Socialreform2022
      @Socialreform2022 17 днів тому

      @@ManojNayak-vw9bq ଏ ମୁର୍ଖ ନବୀନ ଦାସ ସାମାନ୍ୟ ଘଟଣା କହି ତାତ୍ସଲ୍ୟ କଲା। ଏଇଟା ହିନ୍ଦୁ କି? ରଥ ଯାତ୍ରା ରେ କଣ ଘଟୁଛି ଓଡ଼ିଶା ବାସୀ ପରା ଦେଖୁଛନ୍ତି। ରଥ ଯାତ୍ରାରେ ଜଣେ ଲୋକ ମଲା, ବଳଭଦ୍ର ତଳେ ପଡ଼ିବା ଏ ସବୁ ଏ ନବୀନ ଦାସ ଚୋର ପାଇଁ ଛୋଟ କଥା। ମହାପ୍ରଭୁ ଟିକେ ସଦବୁଦ୍ଧି ଦିଅନ୍ତୁ ଏ ଚୋର କୁ

  • @tanojkumar9146
    @tanojkumar9146 17 днів тому +1

    ବୁଢା ର ପୁଅ oyo କୁ ଯାଇକି ମଲାଠୁ ବୁଡ଼ା ର ମୁଣ୍ଡ କାମ କରୁନି. ଖାଲି ନବୀନ ପାଣ୍ଡିଆନ କହୁଛି ✌️

  • @belalsensenapati1300
    @belalsensenapati1300 17 днів тому +1

    ପଡ଼ିଗଲା ସେଦିନର କଥା, ସେମାନେ ମୋଦିଙ୍କୁ ମାନନୀୟ ପ୍ରଧାନମନ୍ତ୍ରୀ କହୁନଥିଲେ କିନ୍ତୁ ଧର୍ମେନ୍ଦ୍ର ବାବୁ ସବୁବେଳେ ମାନନୀୟ ମୁଖ୍ୟମନ୍ତ୍ରୀ ବୋଲି ଯାହା ମିଛିମିଛିକା ନିନ୍ଦା କରୁଥିଲେ। କେନ୍ଦ୍ରର ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ମାନ😢

  • @kshitishpanda5288
    @kshitishpanda5288 17 днів тому +13

    ମୋହନ ସରକାର ନୁହେଁ ସ୍ଥାଣୁ ସରକାର

  • @biswajitsethi7008
    @biswajitsethi7008 17 днів тому +1

    ସଠିକ୍ କଥା କହିଛନ୍ତି ସାର୍ 🙏

  • @AshokPanda-qt4qn
    @AshokPanda-qt4qn 17 днів тому +2

    Sir Dhanyabada 🙏

  • @CR-vj6du
    @CR-vj6du 17 днів тому

    ମୁର୍ଖ ଏତିକି ବି ଜାଣିନି ଯେ z+ security କେନ୍ଦ୍ର ଗୃହମନ୍ତ୍ରାଳୟ ସ୍ତିର କରନ୍ତି ମୁଖ୍ୟମନ୍ତ୍ରୀ ନୁହନ୍ତି

  • @DeepakPradhan11
    @DeepakPradhan11 17 днів тому +2

    Pandian ପାଇଁ ବୋଲି ବିଜେପି ଓଡ଼ିଶା ରେ ଜିତିଛି ,ସେ ରୁଣ କେମିତି ଆଉ ସୁଜିବେ

  • @durgaprasadsamantaray7084
    @durgaprasadsamantaray7084 17 днів тому +2

    ଏତେ ଦୁର୍ବଳତା ଛାଡି ମୋହନ୍ ସରକାର ଦୃଢ଼ ପଦକ୍ଷେପ ନେବାକୁ ପଡିବ, ପାଣ୍ଡିଆନ ଠାରୁ ତୁରନ୍ତ ସେକ୍ୟୁରିଟି ହଟାଇବା ଉଚିତ।

  • @liveforever6998
    @liveforever6998 17 днів тому +4

    ପୁରାଣ ପାତ୍ର ରେ ନୂଆ ମଦ....

  • @gajendranathjena356
    @gajendranathjena356 12 днів тому

    ଯଥାଶିଘ୍ର ପୂର୍ବ ସରକାର କର୍ମଚାରୀଙ୍କୁ ସ୍ଥାନ ପରିବର୍ତ୍ତନ ପ୍ରଥମ କର୍ତ୍ତବ୍ୟ ହେବା ଦରକାର ମୋଇନ ସରକାରର ଶିଘ୍ର ଓ ପ୍ରଥମ ତୁରନ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ଅନ୍ୟ ମାତ୍ର ବିଜେପି କାର୍ଯ୍ୟ ଭିନ୍ୟ କାହାର ଆଶାବାଡି ହୁଅନାଧର୍ମେନ୍ଦ୍ର

  • @ashokkumarsahoo7041
    @ashokkumarsahoo7041 17 днів тому +1

    You are 100% Right. ଆଉ କିଛି ଦିନ ଅପେକ୍ଷା କରାଯାଉ

  • @SimanchalMali-gb3xh
    @SimanchalMali-gb3xh 17 днів тому +2

    ବିଜେପି କିଛି କରବାର ନାହିଁ,

  • @basantajena5418
    @basantajena5418 17 днів тому +13

    Sir, କି କଥା କହୁଛନ୍ତି, ରଥଯାତ୍ରା ରେ ଦେଖିଲେ ଧର୍ମେନ୍ଦ୍ର କିପରି ଷ୍ଟେଜ ଉପରୁ ତଳକୁ ଦୌଡିଲେ | ଧିକ ୟାଙ୍କ ଜୀବନ | ଖାଲି ଲୋକଙ୍କୁ ଯାହା ବୋକା ବନାଉଛନ୍ତି | ଆଉ ଆମ ମୁଖ୍ୟମନ୍ତ୍ରୀ ତ ଭୋଳା ଶଙ୍କର, ତାଙ୍କୁ ମିଳିଯାଇଛି ମୁଖ୍ୟମନ୍ତ୍ରୀ ଗାଦି, ବାସ ଖେଳ ଖତମ |

  • @rameswar3765
    @rameswar3765 17 днів тому +2

    ବିଜଦ ଓ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ, ନୂଆ ବୋତଲ ରେ ପୁରୁଣା ମଦ ଭଳିଆ ଲାଗୁଛି।

  • @binayakpaikaray8221
    @binayakpaikaray8221 17 днів тому

    ଆଜ୍ଞା!ଦିବସର ଭାବକୁ ସକାଳ ପ୍ରକାଶି ଥାଏ।
    ଏହାଙ୍କ ଶାସନ ଆରମ୍ଭ ଜଣାଇ ଦେଉନି କି?

  • @pradoshmohanty1471
    @pradoshmohanty1471 13 днів тому

    ବହୁତ୍ ମାନ୍ଦା ମୋହନ ସରକାର

  • @user-od2fs9gq4v
    @user-od2fs9gq4v 11 днів тому

    ଜୟ ଶ୍ରୀ ଜଗନ୍ନାଥ

  • @leaflets9373
    @leaflets9373 16 днів тому

    ବଡ଼ ଠାକୁର ପଡିଯିବାକୁ ଛୋଟ ମୋଟ ଘଟଣା କହିବା ଲଜ୍ଜା ଜନକ।

  • @netajidash9367
    @netajidash9367 17 днів тому

    ବିଜେପିର ଯୋଜନା ହେଉଚି ବିଜଦ ବିଜେରେ ମିଶିଯିବ ଆଉ ନବୀନ ମୁଖ୍ୟମନ୍ତ୍ରୀ ହେବେ ବିଜେପିର ଡ୍ରେସ୍ ପିନ୍ଧିକି।
    ନଚେତ୍ ମୋହନବାବୁଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ଦକ୍ଷ ନିଷ୍ଠାପର ପ୍ରଶାସକଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ରୂପେ ନିଯୁକ୍ତି ଦିଆଯାଉ।

  • @user-no2bd6xp9n
    @user-no2bd6xp9n 17 днів тому +1

    ହେ ଭଗବାନ

  • @sureshchandradash6900
    @sureshchandradash6900 16 днів тому

    ଲଜ୍ୟା, ଲଜ୍ୟା, ଲଜ୍ୟା, ଥରଟେ ଗ୍ରିଣିଚି ଵୁକ୍ ରେ ନାମ ଲେଖାହୋଇଗଲା, ଆଉ ଏମାନଙ୍କର କିଛି ଆବଶ୍ୟକ ନାହିଁ

  • @prafullamohanty5557
    @prafullamohanty5557 17 днів тому

    ଦୁଃଖ ର ବିଷୟ। ଲାଗୁଛି ମୋହନ ସରକାର BJD ର୍ ଗୋଲାମୀ କରିବେ।ଏ ସରକାର ବେଶି ଦିନ ଠିକ୍ ଲା ଭଳି ଲାଗୁନାହିଁ।Tax payeers tanka ର ଅପ ବ୍ୟବହାର ହେଇଛି।

  • @mrutyunjaymohapatra2344
    @mrutyunjaymohapatra2344 16 днів тому +1

    ମାଗିହା ତୁ ପାଣ୍ଡିଆନ ପଛରେ ଲଗିଥାଆ। ବିଜେପି ର ଦଲାଲି କରୁଛୁ। ବିଜେପି ର ପାଦଚଟା। ତୁ ଯାଣିଛୁ ସେବାୟତର ଭୂଲ। ଛୋଟ କାଟର ଭୂଲ କହୁଛୁ। ଜଣେ ଭକ୍ତ ମଲେ। ଲାଠି ଚାର୍ଜ ହେଲା। ବଳଭଦ୍ର ପଡିଲେ। ତୋ ପାଇଁ ଛୋଟ ଭୂଲ। ତୋ ଘରେ ଟୋକା ପଶିଲେ ତୁ କହିବୁ ଛୋଟ ଭୂଲ।

  • @rajanikantabiswal2669
    @rajanikantabiswal2669 17 днів тому

    ସାର୍ ନମସ୍କାର ଯେଉଁ ଲୋକ ଟି ଏତେ କଷ୍ଟ କରି ପରିବର୍ତ୍ତନ କରାଇ ଲେ ନୂଆ ଛାମୁ ଏତେ କଠୋର ହେବା କଷ୍ଟ ସାଧ୍ଯ ବ୍ଯାପାର

  • @Tripathy07
    @Tripathy07 16 днів тому

    ବଡ ଠାକୁର ପଡି ଯିବା ଛୋଟ ଭୁଲ ଏଥିରୁ ଜଣା ପଡୁଛି ଅପଣଂକ ଚିନ୍ତା ଧାରା କେମିତି ଛି....

  • @Puspa-lata
    @Puspa-lata 16 днів тому +1

    ଓଡିଶା ଲୋକମାନେ ମୋଦିଜୀଙ୍କ ଭରସାରେ ଭୋଟ ଦେଇ bjp କୁ ଆଣିଛନ୍ତି, ମୋଦିଜୀ କହିଛନ୍ତି, ସମସ୍ତ ଚୋରଙ୍କୁ ଧରି ଜେଲରେ ପୂରେଇବେ l ଯଦି ପାଣ୍ଡୁ,ବବି, corrupt ips, other police officers ଙ୍କୁ ଯଦି ଜେଲ napathahua ଏବଂ ଓଡ଼ିଶାର ଚୋରି ହୋଇଥିବା ସମ୍ପତି ନ ଫେରେ, ତେବେ ମୋଦିଜୀଙ୍କୁ ଲୋକମାନେ ଭରସା କରିବେ ନାହିଁ ବା ପ୍ରତ୍ୟାଖାନ କରିବେ 😢

  • @sarojsahu9275
    @sarojsahu9275 17 днів тому +1

    Very sad news sir

  • @netajidash9367
    @netajidash9367 16 днів тому

    ଶାସନକଳର ଥଳକୂଳ ପାଉନାହାନ୍ତି କି ମୋହନବାବୁ? ଯଦି ସତ ତା'ହେଲେ ଠିକ୍ ପରାମର୍ଶଦାତା ନିଯୁକ୍ତ କରୁନାହାନ୍ତି? ଅଲରେଡି ଜନତାଙ୍କୁ ଭୁଲ ସଙ୍କେତ ଯିବା ଆରମ୍ଭ ହେଲାଣି।

  • @sujitpatra4909
    @sujitpatra4909 17 днів тому

    ନିଚ୍ଛକ ସତ କଥା କହିଲେ ସାର 🙏

  • @banditabarik2872
    @banditabarik2872 17 днів тому +1

    Mohan sarkar Pandian ra Z+ security ku uthai neba uchhit immediately.

  • @successfullife6722
    @successfullife6722 16 днів тому

    ଯନ୍ତ୍ରଣା ଦାୟକ ଖବର l

  • @ashoktripathy9326
    @ashoktripathy9326 17 днів тому +1

    Accurate

  • @ramakantapanda6476
    @ramakantapanda6476 17 днів тому +1

    You are right

  • @susantasahoo9544
    @susantasahoo9544 16 днів тому

    ମୋହନ ସରକାର କଣ କରିବେ ଭାବି ଭାବି ପାଞ୍ଚ ବର୍ଷ ବିତିଯିବ,ଆସନ୍ତା ନିର୍ବାଚନରେ ମତଦାତା ପୁନର୍ବାର ଜିତାଇଲେ ସବୁ ତାଡି ପକାଇବେ ।

  • @rabimohanty112
    @rabimohanty112 17 днів тому

    ହେ ମୁଖ୍ୟ ମନ୍ତୀ ମହାଶୟ ଚୋର ରାଜ୍ୟ ଦ୍ରୋହି ପାଣ୍ଡିଆନକୁ ଯଥା ଶୀଘ୍ର ଜେଲ ପଠାନ୍ତୁ,, ଚୋର ସମାନ ବ୍ୟବହାର କରନ୍ତୁ, ସେଇଟା ରାଜ୍ୟର କଳଙ୍କ.

  • @adventindia2783
    @adventindia2783 16 днів тому

    Great

  • @prafullakumarmohanty6644
    @prafullakumarmohanty6644 17 днів тому +7

    ଆପଣ ଦେଖିବେ ଏ ସରକାର ବେଶିଦିନ ରହିବ ନାହିଁ. କେନ୍ଦ୍ରରେ ମୋଦୀ ସରକାର ଯିବ ଆଉ ଓଡ଼ିଶାରେ ମୋହନସରକାର ଯିବ. ପୁଣି କଂଗ୍ରେସ ସରକାର ଶାସନ କରିବ.

  • @khirodhota1440
    @khirodhota1440 17 днів тому +7

    ଭାରତୀୟ ଯାତ୍ରା party.

  • @bankanidhimishra943
    @bankanidhimishra943 17 днів тому

    We request our chief minister please remove z+ security & make new governance. If not, people watch your activity. Lastly, people will change their mind with other political party.

  • @padarbindasamal4365
    @padarbindasamal4365 17 днів тому

    Its clear cut Setting & Getting................................

  • @cksportsnews1748
    @cksportsnews1748 16 днів тому

    ମୋହନ ଗୋଟିଏ ମୂର୍ଖ, ଓଡିଶା ରେ ଭଲ ମୁଖ୍ୟମନ୍ତ୍ରୀ ଦେଇ ପାରିଲାନି ବିଜେପି

  • @bipinbihariswain3511
    @bipinbihariswain3511 17 днів тому

    People mandated for change of system. People are waiting for the same.

  • @amitbarik4213
    @amitbarik4213 17 днів тому +1

    Right Sir

  • @user-ud1lp4oh5t
    @user-ud1lp4oh5t 16 днів тому

    ଯଦି BJP ଆକ୍ସନ ନନେବେ ମୋହନ ମାଝୀ ବୋହୁତ ଜଲଦି ମୁଖ୍ୟ ମନ୍ତ୍ରୀ ରୁ ବିଦା ହେବ

  • @manjushreenanda3754
    @manjushreenanda3754 16 днів тому

    ଆପଣ ଚଷମା ଖୋଲି ରାଜନିତି କରନ୍ତୁ। ଠିକ କଥା କହିବେ।

  • @gopabandhubehera453
    @gopabandhubehera453 17 днів тому

    ଆରେ,ମୁର୍ଖ ନବିନଦାସ ମନେ,ରଖିଥା,ପାଣ୍ଡିଆନ ଓଡିଶା,ପାଈଁ ଜାହା,କରିଛି ମାଝି,ତାହା,କରିବା,ପାଇଁ ଚିନ୍ତା ବି,କରିପାରିବ,ନାହିଁ,ତୂଶଳା କଣ,ଜାଣିଛୁ,ବିକାରରେ ଭୁକିହଉଛୁ

  • @s.mohapatra-i1k
    @s.mohapatra-i1k 17 днів тому

    ଆବେ କହିଲେ କହିବେ କହୁଚି ତୁ ମହାଗୀଆ ର ଆଉ କିଛି କାମ ନାହିଁ ପୁରୀରେ କଣ ହେଉଛି ତା ବି କହୁନୁ / ଆପଣା କଲା କର୍ମ ମାନ ବେଳୁହୁ ହୁଅ ସାବଧାନ

  • @user-oj5wm2of1q
    @user-oj5wm2of1q 17 днів тому +2

    Right

  • @BASANTAKUMARIBEHERA
    @BASANTAKUMARIBEHERA 17 днів тому +1

    Z + hatajau jaldi

  • @harekrushnamajhi71
    @harekrushnamajhi71 17 днів тому +1

    This government is very slow.

  • @mamataranitripathy7152
    @mamataranitripathy7152 17 днів тому +1

    Right 👍

  • @djentertain4857
    @djentertain4857 16 днів тому

    ଦୁହି ପାର୍ଟି ମିଲିଭଗତ୍ ସାର୍ , ବେକାର୍ ଆଉ ଘାଁଟି ନାଇଁ ହଉନ୍

  • @khirodhota1440
    @khirodhota1440 17 днів тому +4

    ମୋହନ ଭିଡକୁ ନୁହେଁ l

  • @gangadharpatra8104
    @gangadharpatra8104 17 днів тому +1

    Surprise visit of police station.block and tahasil with reviews with collector's about various aspects

  • @CR-vj6du
    @CR-vj6du 17 днів тому

    ଅନ୍ଧ ଭକ୍ତ ର ଭୟ କୁ ଦେଖ,,, ଚାନେଲ ନା ରଖିଛି ନିର୍ଭୟ

  • @rajeshbiswal819
    @rajeshbiswal819 17 днів тому +1

    Jay Jagannath Ji

  • @akpanda833
    @akpanda833 17 днів тому

    It’s very much surprising for common man no police men available for security & why should he be given security as a common man

  • @dhamirona8662
    @dhamirona8662 17 днів тому

    ଆଜି କ୍ୟାବିନେଟ ନିସ୍ପତି ଅନୁଯାୟୀ ଶ୍ରମିକ ମାନଙ୍କ ମଜୁରୀ ବୃଦ୍ଧି ଘଟିଲା କିନ୍ତୁ ଗତକାଲି ବିଜୁ ଶ୍ରମିକ ସାମ୍ମୁଖ୍ୟ ର ରାଜ୍ଯ ସାରା ନେତା ନବୀନ ପଟ୍ଟନାୟକ ଙ୍କୁ ଭେଟିବା ରହସ୍ଯ ଭିତରେ ବହୁତ କିଛି କଥା ଲୁଚି ରହିଛି ,ନବୀନ ପାଣ୍ଡିଆନ ଙ୍କୁ ସରକାର ଙ୍କ ସମସ୍ତ ଭିତିରି ଖବର ଯାଉଛି, ଏକଥା ମୋହନ ସରକାର ଜାଣି ଅଜଣା ନା ଆଉକିଛି ବୁଝି ହେଉନାହିଁ

  • @satyabhamaacharya152
    @satyabhamaacharya152 16 днів тому

    ଆରେ ମୁର୍ଖ ଲୋକ ଟଙ୍କା ନେଇ BJPକୁ ଭୋଟ ଦେଲେ ସମସ୍ତେ ଭାବୁଲେ,ମୋର ଗୋଟିଏ ଭୋଟରେ କିଛି ଫରକ ପଡିବ ନାହି BJD ଜିତିବ ହେଲେ ଏବେ କାନ୍ଦୁଛଣ୍ଡି ଏତେ କଥା କହୁଚ଼ । ଏତିକି ବୁଝିପାରୁନ ନାବୁଝି ଅବୁଝା

  • @prafullamohanty5557
    @prafullamohanty5557 17 днів тому

    Dhmendra Pradhan ଓଡ଼ିଶା BJP କୁ ବୁଡ଼ାଇବେ।

  • @GajendrakumarPatel-ie8bq
    @GajendrakumarPatel-ie8bq 16 днів тому

    Slow and steady wins the race, but the pebbles should be removed. It is told in respect of good governance new government of Odisha.

  • @Puspa-lata
    @Puspa-lata 16 днів тому

    ଓଡିଶା ଲୋକମାନେ ସରଳ ବୋଲି bjd, bjp ଫାଇଦା ନେଉଛନ୍ତି, କିନ୍ତୁ ସରଳ ଲୋକ ଯେ ରାଗିଗଲେ କେତେ ଭୟଙ୍କର ହୋଇଯାଇ, ବହୁତ ଉଦାହରଣ ଅଛି So, mind it😊

  • @satyabhamaacharya152
    @satyabhamaacharya152 16 днів тому

    ତମେ ଭାରି ଜ୍ଞାନିନୋ ତୁମକୁ ଆମମୋହନ ସରକାର ପରାମର୍ଶ ଦାତା ଭାବରେ appoint କରୁନାହିଁନ୍ତି ସେମାନେ ବୋକା ଏଇ ଏକା ଚାଲକ

  • @rameshbehera7727
    @rameshbehera7727 17 днів тому

    R8.

  • @snbarik4710
    @snbarik4710 17 днів тому

    You sir personaly advice this new CM. Let us meet and request for these works.