Special Story: Floodlight Glitch Halts India's Batting at Barabati Stadium
Вставка
- Опубліковано 9 лют 2025
- #ବନ୍ଦ_ହେଲା_ଲାଇଟ୍ #ଚିଡ଼ିଗଲେ_ରୋହିତ
ବ୍ୟାଟିଂ କରୁଥିଲା ଇଣ୍ଡିଆ । ବାରବାଟୀରେ କଟିଲା ଲାଇଟ୍ । ବରକ୍ତ ହେଲେ ରୋହିତ । ଅଟକିଗଲା ମ୍ୟାଚ୍ । ଫେରିଗଲେ ଖେଳାଳି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ବାରବାଟୀ ଷ୍ଟାଡିୟମରେ ଏପରି ଅବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।
#Barabati #Cuttack #Cricket #India #England #IndiavsEngland #Odisha #OdishaTV #SpecialStory #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
UA-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Barabati Stadium management need to do more work to run a match smoothly...
Aji janili satare odia player ku Kan pai chance miluni
O tv kahithibaru dhanyabad
ପୁରା ଭାସ୍କର ନିଉଜ style ରେ କହୁଛନ୍ତି 😂
😂😂
Etii pain mu bahut dukhit😢😢
Au asibeni international match pai 😊
Rohit - Chhi chhi re Odisha chhi 😂
ବଡ଼ ବଡ଼ ଜାଗାରେ ଛୋଟ ଛୋଟ ତୁଟି ହୁଏ ଭାଇ ❤
ହଁ ତୁ ଗୋଟେ ବଡ ମୂର୍ଖ ବେ,,, ତମ village ଖେଳ ଚାଲିଛି ବେ light ଚାଲିଗଲେ ,,,କିଛି ଜଣା ପଡ଼ିବନି,,,ଭୁଲ କୁ ଭୁଲ କହିବା ଶିଖ କଥା କମ କହ ତୁ
To Gandi Re Hue
ରହ ହଗି ପକେଇବୁ 😂😂😂😂
ଛି ଛି ଛି ରେ ନନୀ ଛି
😂😂
Maaghyaa😂😂
😂
😂😂
Au kahile kana heba Pura desa agare Odisha ra ijjat gala...
ଅସୁବିଧା ସୁବିଧା ଅଛି
ଓଡିଶାର ମାନ ଇଜ୍ଜତ ସବୁ ମାଟିରେ ମିଶେଇ ଦେଲେ ବିଜେପି ସରକାର। ଲାଜର କଥା ସାରା ବିଶ୍ବରେ Live Telecast ହେଉଛି।ଛି ଛି ଛି ରେ ମୋହନ ମାଝି ଛି।
To bhaliya murkha look pai Odisha re urnati hauni😂😂
Flood light re bjp kan kariba😂😂
Barabati management ku suspend kara jau
Tu pandita ta 😂@@somyart5040
ବିଜେପି ସରକାର ନୁହେଁ ରେ OCA 😂😂
Tu bjd ra genda te naa
Hmmm bjp sarakar tote gehila
Chief minister Mohan jainki 5 din agaru stadium re buli cricket kheluthile setebele jana padunathila
ଓଟିଭି ଦା ଇ
ଆରେ ଭାଇ ଏତେ ଛୋଟିଆ କଥାକୁ ଇସୁ କରନ୍ତୁ ନାହିଁ ,
Chotia katha ie
Chotia katha nuhen bhai karana emiti bi international match kichi bi miluni barabatiku chotia katha ta bi bahut farak pakeiba
Bhai tame budhe Andha bhakta sethi pain Emiti kahucha
Right Bhai....@@SusantSingh-j5d
ଏହା ଓଡ଼ିଶା ପାଇଁ ଘୋର ଲଜ୍ଜ୍ୟା, ଛି ଛି ଛି ରେ ମୋହନ ମାଝି ଛି ଛି ଛି.
Are bhai ethi pain dayi sarkar nuha.. management of cricket stadium and association ra bhul.. अकल लगा क थोड़ा
@@bikram264 👏 bhai yeh comment direct usko tag karle me v khush ho jaunga 😂
2008 re emiti light problem heithila sarkar ra kn kariba,mennagement ra problem
@@User-friendly-f8d ଆରେ ମୂର୍ଖ stadium ta kahara management ra ନା ଗୋଭରମେଣ୍ଟ ର,,,ତ ପରି ମୂର୍ଖ ଓଡିଶା ପାଇଁ ଗର୍ବ
Bjd pai 25 yrs kn Karachi
i love you India 🇮🇪
U R Right Bhai
ଏଇଟା ନୂଆଁ କଥା ନୁହେଁ ସାର୍ ଓଡ଼ିଶାରେ ABCD ଟୁ ଆରମ୍ଭ କରି ସବୁ ଅଭହେଳl ସାର୍
Hit man back 💪💪🇮🇳💪🎉🎉🎉
ବିଜେପି ଶେଷରେ ଷ୍ଟାଡିୟମ୍ ଲାଇଟ୍ ଟଙ୍କା ବି ଖାଇଗଲେ
😂😂😂
ଭାଇ ଡବଲ ଇଞ୍ଜିନ ସାକାର ବା 😂😂
୨୦୦୮ରେ କେଉଁ ସରକାର ଥିଲେ@@gobindanayak3215
ଲାଗୁଛି ତମେ ବୋଧେ କେବେ ଷ୍ଟାଡିଅମ ଯାଇ ନ 😂
Rastrapati bhasana katha tike kuha tecnical prablem haba
Light କଣ ପାଇଁ ଚାଲି ଗଲା
ଓଡିଶା ରେ ଖୋଲ 😊
Barabati Stadium ku Renovation karantu
ଓଡିଆ ଅସ୍ମିତା 😢😢
ଛି ଛି ଛି ମୋହନ ଛି ଶେଷରେ ଏମିତି କଲ ସୂର୍ଯ୍ୟ ବଙ୍ଗଶି ସୁରଜ ଛି ଛି ଛି ପଇସା ଖାଇଗଲ ଛି ଛି ଛି 👍👍😅
Sabu light band thila ki agnya ta chhada ama Cuttack re agaru bi hate achhi Janina ki IND vs South Africa re bottle 🍾 finka hoi thila asila chamcha giri Kari 😂😂
Sabuthire bjp k target Kariba bhal nuha
Au bjd it cell kemiti achhha😂😂😂
Sabu bhul nabeen babu ra..Mohan ta ebe asichhanti.@@sankarhati7936
ନବୀନ ବୁଢ଼ା ସରକାର ରେ ଲୋକ ବାରବାଟି ରେ ପାଣି ବୋତଲ ଫୋପାଡି ଥିଲେ ଭାରତୀୟ ଖେଳାଳି ଙ୍କୁ... ୨ ବର୍ଷ ବାରବାଟି ବ୍ୟାନ ହୋଇଥିଲା 😂 ଏସବୁ ବିଜେଡ଼ି ମୂର୍ଖ ମାନେ ଭୂଲି ଗଲେ ବୋଧେ !!! ନିର୍ଲଜ ମାନେ କଣ ଜାଣନ୍ତି
Se sabu loka nka bhul...eita management bhul...andha bhakta tame😂😂
@suvansu5402 OCA ର ଫୁଲ ଫର୍ମ କଣ ଜାଣିଛୁ ରେ ବିଜେଡ଼ି ମୂର୍ଖ ??? OCA କୁ କିଏ Conduct କରେ ?? ରାଜ୍ୟ ସରକାର କେବଳ ବାରବାଟି ର ଜଣେ ଦର୍ଶକ.. ଲାଇଟ୍ ଖରାପ ହେଲେ ରାଜ୍ୟସରକାର କି ବିଜେପି ର କଣ ଭୁଲ ??? ବୋତଲ ଫୋପାଡି ବା ଟା ବି ମ୍ୟାନେଜମେଣ୍ଟ ର ଭୁଲ କାରଣ ଦର୍ଶକ ଗ୍ୟାଲେରୀ ରେ ନେଟ ବାରିଗେଟ କରାଯାଇ ନଥିଲା... ତେଣୁ ଲୋକ ସହଜ ରେ ବୋତଲ ଫିଙ୍ଗିଲେ..... ତୋ ଭଳି ଗଣ୍ଡ ମୂର୍ଖ ମାନେ କଣ ଜାଣନ୍ତି କ୍ରିକେଟ ଓ ମ୍ୟାନେଜମେଣ୍ଟ ବିଷୟ ରେ... ଖାଲି ବିଜେଡ଼ି ପାଦ ଚାଟି ରାଜନୀତି କରିବା ଜାଣନ୍ତି....😂 ବିଜେଡ଼ି କୁକୁର ମାନ ଙ୍କ ର ଔକାତ କଣ ପୁରା ଓଡିଶା ଜାଣିଛି 😂😂
OCA chairman bobi das ebe recently resign deichi
😅😅😅 ଏ କଥା ଶୁଣିଲେ ବହୁତ ଦୁଃଖ ଲାଗେ 😮😢😂❤
Hamare Odisha ka bahut badlami hua Allah Khair kare bahut dukh hua yah khabar sunkar
bloody alla
Odisha ku sanman jagare asanman milila
2029 ରେ ବିଦାୟ ନିଶ୍ଚିତ
Aao bala khela hebo barabati re 😂
ବିଜେପି ସରକାର ଓଡିଶା ପାଇଁ କଳଙ୍କ ତାକୁ ବହୁତ ଜଲ୍ଦି କର୍ମର ଫଳ ମିଳିବ 🗡️
Bhai to janma re bhi .. BJP hata achi😂😂
Murka .. Barabati ra floodlight issue, sabu belle bhi hue..
Eithare BJP kan Kariba
Barabati ra management Ku suspend Kara jau..
@somyart5040 ଅପେକ୍ଷା କରେ ବିଜେପି ବହୁତ ଜଲ୍ଦି ତା ପୁରୁଣା ଜାଗାକୁ ଫେରିଯିବ ଫୁଣି ବିଜେଡି ଶଖ ବାଜିବ
@@ManashNayak-t9cଫୁ ଫୁ 😂
@@ManashNayak-t9cdirect bolna bjd wala hey
@@ManashNayak-t9csankha phatigala
Eita odisha sarkar ra... Bhul
Oca Daye Jay Jagannath ⭕❗⭕
ସେ ଅଜ୍ଞାନ ମହାମୁର୍ଖ ମନ ମୋହନ ମାଝି କି କର୍ମ କରିଲା। ଶେଷରେ ମ୍ୟାଚ୍ ଅଧାରୁ ଲାଇଟ୍ ବନ୍ଦ ହେଇଗଲା। ଛି ଛି ଛି ରେ ମୋହନ ଛି... ଛି ଛି ଛି ରେ ମୋହନ ଛି ରେ ଛି ରେ ଛି...... ଛି ଛି ଛି ରେ ବିଜେପି ଛି ରେ ଛି ରେ ଛି......
ଛି ଛି ଛି
asigale gendalia dala.
Mohan majhi kn Tate gandi marila mga
Father and son duo are responsible for the unfortunate incident.
ଓଡିଶା ର ମାନ ସମ୍ମାନ ଆଉ ଅଛି ନା.... ଓଡିଶା ର ଶାସନ ଯେମିତି ଅବ୍ୟବସ୍ଥା, ମ୍ୟାଚ ପରିଚାଳନା ମଧ୍ୟ ସେମିତି ଅବ୍ୟବସ୍ଥା l କେବଳ ନିଜର ବିକାଶ କେମିତି ହେବ ସେ ବ୍ୟବସ୍ଥା କରୁଛି ବଜେପି ସରକାର l
We Need A Stadium In Sambalpur. Chhi Chhi 😂😂😂😂
Seti kichi habani , plant haba
@rajeshdas4960 Kana Plant
@rajeshdas4960 Gute Garba Ra Katha Ama rajya re india ra team khelile Gotia Problem Heigala Floodlight Kemiti Band Heigala
ସରକାର ର ଏଟା ଗୋଟେ ବଡ ସଫଳତା ବଳି ଭାବିନିଅ
ଡବଲ engine ର କମାଲ
ରୋହିତ ଶର୍ମା ବର୍ଷ ବର୍ଷ ହେଲା run କରୁନି; ସେଥିରେ ତାକୁ ଲାଜ ଲାଗୁନି ।
Worldcup ରେ ଭଲ ଖେଲିଲାନି; ସେଥିରେ ବିରକ୍ତି ଆସିଲାନି ତାକୁ
Mumbai ଲୋକ ଜାଣିଛନ୍ତି ଡହରା ଶ୍ରେଷ୍ଠ ସିଏ; ସେଥିରେ ବିରକ୍ତ ଲାଗୁନି ତାକୁ
ଗୋଟିଏ match ରେ କେମିତି ବାଉଳାରେ 119 ମାରିଦେଲା । BCCI ତାକୁ ଆଉ 119 match ଖେଲେଇବ କିନ୍ତୁ ସେ score କରିପାରିବନି । ସମସ୍ତେ ମନେ ରଖନ୍ତୁ ଏ କଥା । ତଥାପି ତାକୁ ବିରକ୍ତ କି ଲାଜ ମାଡ଼ିବନି ।
ଏ stadium ରେ ପ୍ରାୟ match ଜିତୁଚି team India; ସେଥିପାଇଁ ଗର୍ବ କରିବା କଥା । ଆଉ ଟିକେ କଣ ଅସୁବିଧା ହେଇଗଲା ବୋଲି ଶର୍ମା ମଉସା ପୁଅକୁ ବିରକ୍ତ ଲାଗିଗଲା । ଶଳା ନିର୍ଲଠା ପଡ଼ିକି ରହିଛି ।
OCA management re bhi ticket re bhi 😕
Majhi light 😂
Ai kothaku Rajanitik adaku nioni
ଅଯୋଗ୍ୟ ମୋଦୀ ଅଯୋଗ୍ୟ ମୋହନ ସରକାର ଜୟ ନବୀନ ପଟ୍ଟନାୟକ
Tu gote murkha.
Botal finga bhuli gale ki😅@@pradeepkumarpanda7626
@pradeepkumarpanda7626 ସେ ଶଳା ସେଠି ଧୋବା ନିଜ ଜାତି ଲୁଚେଇ ସୂର୍ଯ୍ୟବଂଶି କହୁଚି
news aau kichi milila nahi
ଲାଇଟ୍ ବନ୍ଦ ହେବାପରେ ରହିତ ଶର୍ମା ବହୁତ ଖୁସି ଅନୁଭବ କଲେ। ଆଉ କହିଲେ ମୁଁ ଓଡ଼ିଶା କୁ ବହୁତ ଭଲପାଏ। 😂😂
ତଥାପି କିଛି ଗୋଦି ମିଡିଆ କହୁଛନ୍ତି ଏ ଘଟଣା ପାଇଁ ଜେଟେରେଟର ଦାୟି 😃😃କ'ଣ କହିବ ଏମାନଙ୍କୁ
Dg ବାଲା ହଁ ଦାୟୀ କିଏ ହେବ।
OCA corruption 😕
Oca o bjp misiki 30000 ticket banti nele dekhile, tume bali re basi led screen re dekha 😮
ବାଳବାଟୀ
Au mili ba ni match
Kichi Nuha Gadi bhi Road ra Keba keba Kharap hua phara thik hoi Chala, Barabati Stadium eka Bhala Stadium Bharat Barsa ra sai Stadium au ta Batting Pitch pia India Match Jitila
chhichhi mohan bjp
Ajogyata
ମୋହନ ମାଝୀ
😂😂😂😂 ଛି ଛି ଛି ରେ ମୋହନ ଛି ଛି ଛି 😂😂😂😂
Surjyabansi kuasegale..
ଅଯୋଗ୍ୟ ବିଜେପି ସରକାର ଏବଂ ତାଙ୍କ କ୍ରୀଡ଼ା ମନ୍ତ୍ରୀ ସେଥିପାଇଁ ଏମିତିଆ ଘଟଣା ଘଟିଲା ଛି ଛି ଛି ବିଜେପି ସରକାର ଛି
Lajya ghor Lajya
Sabu pai mohan majhi dayi😂😂
Dai sarkar 🙏
ମନ୍ତ୍ରି ମାନଙ୍କୁ ଦେଖ ସବୁ ଆଗରେ କିନ୍ତୁ କାମ ସବୁ ପଛରେ ଛି ଛି ଛିରେ ବିଜେପି ବାଲା
ତମ ବାବା କୁ ପଚାର otv
ଓଡ଼ିଶାର contractor ମାନଙ୍କୁ ଏ ପ୍ରଥମ ଥର ବଦେ ମିଳିଛି flod light ଲଗାଇବା ଆଗରୁ ବାହାରୁ ଆସୁଥିଲେ ନା।
ଦାଇ ତୁମ ଘଇତା ବିଜେପି
ବାରବାଟୀ ଆଜି ରହିଲା ସାକ୍ଷୀ
ବ୍ୟବସ୍ଥାକୁ ଦେଖି ଝଲସେ ଆଖି
କଥା ରହିଗଲା କାଳ କାଳକୁ
ଦର୍ଶକ ଚାହିଁଲେ ଖୁଣ୍ଟ ମୂଳକୁ
Aithi pai ama Orissa pachare chi chi
ଆପଣ ମାନେ ଖୁସି ତ ? ନୂଆ ସରକାର ନୂଆ ନିୟମ ଲାଇଟ୍ ବନ୍ଦ
OCA 🤨
ଅଯଜ୍ଞ ସରକାର
Au bala milibani barabati ku match
Au barabati stadium ku match milibani🤣
ଲୋକଙ୍କ niswas ପଡ଼ିଲା ଆଉ black re tikect bika😅
Bhai jemiti ragichhanti na OCA ra official jadi tanka pakhare thante pura badeiki kerekera Kari deithante
ଜିବନର କେତେ ଘଣ୍ଟା Cricket ଦେଖି ବରବାଦ କଲଣୀ ଭାଇ
Sei.prasasan.g.mari.khauchanti😂
କାହିଁ ପାଟି କରୁଛ, କେମିତି ନିୟମିତ ଖେଳ ହେବ ସେ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ତା ହେଲେ ଏହିଭଳି ଅସୁବିଧା ହେବନି।
ମୁଁ ତ କହିବି a ଘଟଣା ପାଇଁ ବି ନବୀନ ପଟ୍ଟନାୟକ ଦାୟୀ 😅
😂😂😂😂😂😂😂😂chi chi re nani chi chi chi😅😅😅😅😅
Ebe kahibe Nabin ra dosha😅😅😅😅
Agaru kana heithia abe kana hauchhi,
Odisa kaen ଆସୁଥିଲା
Sabu ticket black karibare byasta thile light katha bhuli jaithile
ଛି ଛି ଲଜ୍ୟା
Renovation kara jau aagyann 😮
Tk pakistan ra gaddafi stadium ku dekha kemiti renovation karajaichi tk sikhantu 😢
The news anchor is completely narrating wrong stats. This shows how careless we are, not only OCA but also our news reporters don’t know the exact stats. This is disappointing. OTV please check the stats the news reporter is presenting here. Much negligence can’t be avoided.
2022 Re Botle Phinga Hei Nathila ....
Atha re au match heba ni
Chi chi re nani chi 😂
A sarkar ku kichhi jana nahi
Laguchi ei electrical engineer thila... Manisa kara bhul hauchi au machine bi kn pain habani .. positive re nia
Au milibani
Dissolve the present OCA committee, create a new committee with Pragyan Ojha like person as chairman.
Double engine fail... 😂
😂daharaa sabu
ଭାଇ ମୁ ବି LCD ରେ ଦେକିଛି
AAU asibani international match 😢😢
bhala . Loka mane time waste karuchhanti
ଏଇଟା ପୁରୁଣା ସରକାର ର ଦୋଷ 😃😃😃