News Fuse 06 NOV 2024

Поділитися
Вставка
  • Опубліковано 23 лис 2024

КОМЕНТАРІ • 50

  • @mahimakarmee7564
    @mahimakarmee7564 16 днів тому +5

    Thanks ମା ଭଉଣୀ ମାନେ ଏମିତି ଏକ ହେଲେ ନିଶ୍ଚୟ ମଦ ବନ୍ଦ ହେବ

  • @SairamSai-e2d
    @SairamSai-e2d 16 днів тому +12

    ବହୁତ ସୁନ୍ଦର ଥିଲା ❤❤ beautiful pogrom ❤❤i love OTV

  • @PradeepKumar_yt
    @PradeepKumar_yt 15 днів тому +2

    ସ୍କୁଲ ସାର ମାନଙ୍କୁ ବହୁତ ଅଭାବ ପିଲାମାନଙ୍କ ଖାଦ୍ୟରେ ଆଖି

  • @suraimurmu3128
    @suraimurmu3128 15 днів тому +2

    ଯୋଉ ମାନେ ଗଞ୍ଜେଇ କଥା କହୁଛନ୍ତି ସେମାନେ ପରମ ଗଞ୍ଜେଇ

  • @143Susanta
    @143Susanta 15 днів тому +3

    ବାବା ହଉଛନ୍ତି multi talented ସେଥିପାଇଁ ଆଜି ଜଗନ୍ନାଥ ପାଖକୁ ଆସିକି ମୁକ୍ତି ପାଇବାପାଇଁ ମାର୍ଗ ଖୋଜୁଛନ୍ତି ଜୟ ଜଗନ୍ନାଥ 🙏🏿🙏🏿🙏🏿 ସମସ୍ତଙ୍କୁ ମଙ୍ଗଳ କରନ୍ତୁ

  • @143Susanta
    @143Susanta 15 днів тому +2

    ହଁ ଭଲ କଥା କହିଲ ବାବା ଏତେ ଭଲ ପାଉଛ ଯଦି ମାନ୍ୟବର ଏକ୍ସ ମୁଖ୍ୟମନ୍ତ୍ରୀଙ୍କୁ ଏମିତିକା ଦଣ୍ଡ କଣ ପାଇଁ ଦେଲ ଜୟ ଜଗନ୍ନାଥ 🙏🏿🙏🏿🙏🏿

  • @santoshbiswal5375
    @santoshbiswal5375 13 днів тому +1

    Odisha ra loka Mane keba sudhuribeni ... .Jay jagannath 🙏.

  • @143Susanta
    @143Susanta 15 днів тому +1

    ହଇଓ ନାରଣ ଟିକେ ଭିତରୀ ବୁଝିବନା ଏଇଟା ପା ଆମ ରାଜ୍ୟ ସବୁ ବେଳେ ଦେଖିବ ସମାନ ଵେବସ୍ତା ଖାଲି ଆଜି ମିଡ଼ିଆ ଵାଲା ଯାଇଛନ୍ତି ବୋଲି ଜାଣିଲେ ନହେଲେ ସବୁ ଜଗନ୍ନାଥ ଭରସା 🙏🏿🙏🏿🙏🏿 ଏଇଟା ଏଇଠି ନୁହଁ ସବୁ ସ୍କୁଲରେ ହଉଥିବ

  • @143Susanta
    @143Susanta 15 днів тому +3

    ଯାହା ହଉ ଏଇ ଭାଇ ମୋହାନ ସାର ଆଉ ଆମର ପ୍ରିଅ ନେତା ମୋଦିଜୀଙ୍କୁ ଏତେ ଶୋଛତା କରୁଛନ୍ତିଯେ ପୁରା ଫଟ ପୁରା ପରିଷ୍କାର ହଉଛି 🤣😂🤣

  • @krishnanaikbrothers6459
    @krishnanaikbrothers6459 13 днів тому

    My favorite news fews sir Jay Jagannath 🙏

  • @bullukumar5719
    @bullukumar5719 16 днів тому +2

    ହେ ଜବଗନ୍ନାଥ ଆଳୁ ଦିଅ ବାଇଗଣ ଆଉ ଦିଅନି ଭାତ ମଧ୍ୟାୟନ ଭଜନ ଦିଅନି ପ୍ରଭୂ ଜଗନ୍ନାଥ

  • @soumyaranjanbarik4734
    @soumyaranjanbarik4734 12 днів тому

    ସ୍କୁଲ୍ କତୃପକ୍ଷ ଭଲ କାମଟିଏ କରିଛନ୍ତି ସିଏ ଆଜି ପ୍ରମାଣ କରିଦେବେ ଯେ ବିନା ଡାଲିରେ ମଧ୍ୟ ଭାତ ଖାଇହୁଏ

  • @basantinayak1660
    @basantinayak1660 16 днів тому +1

    Good Decision

  • @sudhansukumarbal3419
    @sudhansukumarbal3419 16 днів тому +1

    Very well presented

  • @kapilashmajhi5106
    @kapilashmajhi5106 16 днів тому

    ବାବା ଙ୍କୁ ଗଂଜେଇ ମାଡ଼ ଅଦିକ ହେଇ ଥିବ

  • @soumyaranjanbarik4734
    @soumyaranjanbarik4734 12 днів тому

    ବାବା ମାନେ ସବୁବେଳେ ଶାନ୍ତିର ସହ କଥାବାର୍ତ୍ତା କରନ୍ତି ହେଲେ ଏ ବାବାଙ୍କ ପାଖରେ ବାବା ହେବାର ଗୁଣ ନାହିଁ ଇଏ ସବୁବେଳେ ଠାକୁରଙ୍କୁ କରନ୍ତି ତ?

  • @prasantapattanaik862
    @prasantapattanaik862 16 днів тому +2

    ଉପସ୍ଥାପନା ଟିକେ କମ୍ ମଜାଦାର ହେଲା ପରି ଲାଗୁଛି। କାହିଁକି?

  • @kshyamanidhimahakur3521
    @kshyamanidhimahakur3521 14 днів тому

    Super

  • @amitkua9971
    @amitkua9971 15 днів тому +1

    Aree bhaii seita maa ghanteswari mandira jiba pain h rasta jaha h sambalpur pakhare achii au prohibited area kou gate re lekha heichi dhyana dei dekha..😒😒😒😒

  • @BhimsenRana-h6z
    @BhimsenRana-h6z 16 днів тому

    ଭାଇ କାହାକୁ କହିବା ଆଗରୁ ନିଜକୁ ଦେଖ

  • @geetanjaliacharya6079
    @geetanjaliacharya6079 16 днів тому +1

    God bless you to your family sir 🙏

  • @143Susanta
    @143Susanta 15 днів тому

    ମଉସା ମଉସା ହୋ ମଉସା ଏଇ ବୋଡ଼କୁ ଟିକେ ଦେଖ କଣ ଲେଖା ହେଇଛି ତମେ ଯାହା ହବ ହବ ଲୋକଙ୍କୁ ବି same ବି ଶିଖେଇବ କେବେ ସବୁ ସୁଧୁରିବ ସବୁ

  • @babaram2781
    @babaram2781 16 днів тому +1

    ❤🎉😢

  • @monalisapradhan3788
    @monalisapradhan3788 10 днів тому

    So beautiful language 😂😂😂

  • @BB-nr4zb
    @BB-nr4zb 16 днів тому

    Se baba ku puri ku entry karaoni

  • @DeepaliBehera-nm1yw
    @DeepaliBehera-nm1yw 16 днів тому +1

    Pila sabu Khali bhata khaibe au teacher chicken khauthibe 😢

  • @BadboySunil-x8b
    @BadboySunil-x8b 16 днів тому

    Dubble Engine Sarakar re School pila manaku Tarakari miluni...Chhi chhi re Handia bala

  • @RanjanRoutray-t6v
    @RanjanRoutray-t6v 16 днів тому

    ବାବା ଙ୍କୁ ବୋଧେ ଗଂଜେଇ ନାସା ଅଧିକ ଚଢି ଯାଇଛି ସେହି ପଥରରୁ ମେଘନାଦ ପାଚେରୀ ରେ ଫାଟ ବାବା ନବୀନ ନିବାସ ପଳାଅ ସେଠି ବସି ନବୀନ ଚାଳିଶା କରିବ 😂

  • @Allroundershorts523
    @Allroundershorts523 12 днів тому

    Bhai bjd banara ra tk video niya Khali ta hunu hunu

  • @ManasSahoo-vr8nc
    @ManasSahoo-vr8nc 16 днів тому

    Sir.ku.paisa.pauoni

  • @pranatibalasahoo3662
    @pranatibalasahoo3662 16 днів тому

    ବାବା ଆଜି ସବୁ ଭାଷା ଜାଣିଛନ୍ତି ବୋଲି ସମସ୍ତଙ୍କୁ ଜଣେଇ ଦେଲେ , ଏଥର ପୁରୀ ଗଲେ ଆଗେ ବାବାଜୀ ଙ୍କୁ ଦେଖା କରିବାକୁ ପଡ଼ିବ

  • @Manas_panigrahi
    @Manas_panigrahi 16 днів тому

    ହେ ବାବା ତୁମ କଥାବାର୍ତ୍ତା ଠିକ୍ ନାହିଁ ଆଉ।🤭 ନବୀନ ବାବୁଙ୍କ ଶାସନ କାଳରେ ମଠ ମନ୍ଦିର ଭାଙ୍ଗିଲେ ବୋଲି ନବୀନ ବାବୁ ଆଉ ପାଣ୍ଡୁ ଉପରେ ରାଗୁଥିବ ଆମେ news ରେ ଦେଖିଛୁ। ହେଲେ ଏବେ ନବୀନ lovely chief minister କେମିତି ହେଲେ ?😂😂

  • @Riactiongaming
    @Riactiongaming 16 днів тому

    Se school ki Ben kara

  • @BadboySunil-x8b
    @BadboySunil-x8b 16 днів тому

    Dubble Engine 😂😂

  • @BiswajitMaharana-o7j
    @BiswajitMaharana-o7j 16 днів тому

    🍾 pai odisha chalichhi

  • @SanjaySanjay-zk6nl
    @SanjaySanjay-zk6nl 16 днів тому +1

    Ea sabu odisha ra manashika bikara grasta lonkanka kama

  • @AbhijitSarangi-ks9zh
    @AbhijitSarangi-ks9zh 16 днів тому

    E baba na magala

  • @sanatansahoo6526
    @sanatansahoo6526 16 днів тому

    Ea baba nuhe pagala

  • @AbhijitSarangi-ks9zh
    @AbhijitSarangi-ks9zh 16 днів тому

    Baba ta nuha gute pagala

  • @tapankumarchampia5292
    @tapankumarchampia5292 15 днів тому

    A English Hindi bandloro AMO BASUDHA

  • @lipshamishra2778
    @lipshamishra2778 16 днів тому

    E sabu teacher mananka sabu bhul

  • @tapankumarchampia5292
    @tapankumarchampia5292 15 днів тому

    BASUDHA Paisa to dei parilani nabin sorkAr A English Hindi Bandakoro

  • @RanjanMallik-i9y
    @RanjanMallik-i9y 16 днів тому

    News fuse ra watsapp namber tike send kara

  • @RatnakarBiswal-q4y
    @RatnakarBiswal-q4y 14 днів тому

    Faku otv