ଭତ୍ତା ହେଲା ୩ ହଜାର || Odisha Govt Hikes Old Age, Widow & Disability Pensions To Rs 3000 || Kanak News

Поділитися
Вставка
  • Опубліковано 19 вер 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Stay tuned to get 24/7 news updates from Kanak News Live.
    For latest Odisha News Follow Kanak News:
    Visit: kanaknews.com/
    Watch Live: www.youtube.co...
    UA-cam: / kanaknewsdigital
    Twitter: / kanak_news
    Facebook: / kanaknews
    #KanakNewsDigital #OdishaAssembly #MohanCharanMajhi

КОМЕНТАРІ • 339

  • @manojkumardas999
    @manojkumardas999 Місяць тому +87

    ଏବେ ବୁଝିଲ ମୋ ଓଡ଼ିଶାରେ ରହି ଥିବା ମାଉସ ଆଉ ମାଉସୀ ତୁମକୁ 3000 କହି ଭୋଟ ନେଲେ ଏବଂ 80 ବର୍ଷ ହେଲେ ତୁମକୁ ତିନି ହଜାରେ ଦେବ, 60 ରୁ 80ବର୍ଷ ହୋଇ ନଥିବା ମାଉସୀ, ମଉସା କଣ 20 ବର୍ଷ ଅପେକ୍ଷା କରିବେ ଏ ପାଟି ର ଖାଲି କହିବା କାମ କରିବା ନୁହେଁ

    • @ManasBloger
      @ManasBloger Місяць тому +5

      Bhakua banauchi

    • @funzoneE745
      @funzoneE745 Місяць тому +6

      5 years jee le zindegi Dhaka mariki fopadi debu au thare khojile b odisha BJP RA asititwo milibani 5 barsa pare

    • @rajeebmohanty3995
      @rajeebmohanty3995 Місяць тому +1

      Haha.. Tatutor gudaka

    • @rajeebmohanty3995
      @rajeebmohanty3995 Місяць тому

      Hau congress asiba se kariba.. Rahul Gandhi

    • @BasantaBisoyi-mt5oo
      @BasantaBisoyi-mt5oo Місяць тому

      Michua

  • @sabitabehera9719
    @sabitabehera9719 Місяць тому +10

    ଠକ ସରକାର , ଯଦି ଆଗ ରୁ ଏଇ କଥା କହିଥାନ୍ତି, ତାହାଲେ କେବେ ବି ଜିତି ନଥାନ୍ତା , ମିଛ କହି ଭୋଟ ନେଲୁ ଠକ ସରକାର, ଠକି ଦେଲୁ ,ମିଛ କହି

  • @Ranasurabhi
    @Ranasurabhi Місяць тому +11

    ଏ ସରକାର ଙ୍କ କି ନିୟମ, ସମସ୍ତ ଭତ୍ତା ବୃଦ୍ଧି ର ପତିଶ୍ରୁତି ଦେଇ ଏବେ କଣ କରୁଛନ୍ତି, ଏଥିପାଇଁ ଆନ୍ଧଲୋନୋ କରାଯାଉ

  • @KartikaBrahma
    @KartikaBrahma Місяць тому +22

    ଅନ୍ୟମାନେ କଣ ଛେଳି ଚଳାଇବାକୁ ଜିବେ

    • @chandnitheray640
      @chandnitheray640 Місяць тому

      Aagyaa cheli kini parile t ..chareibaku jibe....bhaii...sethi pain b ..tanka darkar

  • @dolamanipodh6329
    @dolamanipodh6329 Місяць тому +37

    ଭୁଲ୍ ସରକାର ,ଠକ୍ ସରକାର୍

  • @odishanews57
    @odishanews57 Місяць тому +26

    ଶଳା ଚୋର 80% ବିକଳାଙ୍ଗ ଓଡିଶା ରେ ମାତ୍ର 14 ଜଣ ଅଛନ୍ତି ବିକଳାଙ୍ଗ କୁ ଛାଡ଼ିଲୁନି 60%ବିକଳଙ୍ଗ ଆରମ୍ଭ ସେ ମାନେ କଣ କରିବେ

    • @rasmitabarik-d4g
      @rasmitabarik-d4g Місяць тому +2

      Right

    • @tarachanmahananda6791
      @tarachanmahananda6791 Місяць тому +1

      Right sir

    • @tarachanmahananda6791
      @tarachanmahananda6791 Місяць тому +1

      ​@rasmitaRight barik-d4g

    • @asarojkumarpatra3271
      @asarojkumarpatra3271 Місяць тому

      Sala sudhuri beni gote katha kahi ki aau gote katha kahibe

    • @HYDRAxTWISTER
      @HYDRAxTWISTER Місяць тому

      @@odishanews57 ଭାଇ ଆପଣ ବୋଧହୁଏ ଅନ୍ଧ, ମୂକ, ବଧିର ଓ ମାନସିକ ଭିନ୍ନକ୍ଷମଙ୍କ ବିଷୟ ରେ ଭୁଲି ଯାଇଛନ୍ତି। They all have 100% of disability in their medical certificate. କଥା ଟା ଭିନ୍ନକ୍ଷମ ବିଷୟ ରେ ନୁହ... ୮୦ ବର୍ଷ ର ବୃଦ୍ଧ ଓ ବୃଦ୍ଧାଙ୍କ ବିଷୟ ଅଟେ।

  • @mr.ajitoram2045
    @mr.ajitoram2045 Місяць тому +19

    କିଛି ଲାଭ ନାହିଁ ଏ ପେନସନ ଯୋଜନାର

  • @Rusi-s6r
    @Rusi-s6r Місяць тому +10

    ଜାହାକରିବା କତା 5ବର୍ଷ କର ତାପରେ ଓଡ଼ିଶାବାସୀ ବିଜେପି ମୁହଁ ରେ ମୁତି ବେନି

  • @jsmcrown2010
    @jsmcrown2010 Місяць тому +3

    Sir
    What wiil be the widow pension

  • @pujamusic958
    @pujamusic958 Місяць тому +43

    ସମୁଦାୟ ଭତ୍ତାଧାରୀଙ୍କ ଭିତରେ ଅଶି ବର୍ଷର କେତେଜଣ ଓ କେତେ ଭାଗ ଅଛନ୍ତି ଟିକେ ଜଣେଇଲ I

    • @bharatdas318
      @bharatdas318 Місяць тому +8

      michha kahi vote nela bjp , 5 years pare bjp jiba ,

    • @Smrutiranjan-n6e
      @Smrutiranjan-n6e Місяць тому

      Bjd sabu chodi pakeithila ?​@@bharatdas318

    • @pabi94
      @pabi94 Місяць тому +2

      Jumla

    • @Zanil-kr7ll
      @Zanil-kr7ll Місяць тому +8

      Gaon re aau 80 yr loka nahanti bhatta kana bhuta ku debe chora BJP

    • @Bibekananda-yx3yg
      @Bibekananda-yx3yg Місяць тому

      Vaccine deiki Hart attack, brain stock re mariba pain chadideichanti 80 barsa banchiba kie taku bharta miliba

  • @UdayaNarayan-ur6tb
    @UdayaNarayan-ur6tb Місяць тому +4

    ୬୦ ବର୍ଷର ଲୋକଙ୍କୁ ୩୦୦୦ ଟଙ୍କା କରନ୍ତୁ। ଅନେକ ଦିନ ସରକାର ସ୍ଥାୟୀ ଭାବରେ ରହିବା।

  • @suhanirout2757
    @suhanirout2757 Місяць тому +17

    Widow pension eyes ku dekhagalaani. Ki

  • @binatigajendra1493
    @binatigajendra1493 Місяць тому +7

    80ବର୍ଷ ବଞ୍ଚିଲେ ଭତ୍ତା ମିଳିବ. ବିଜେଡି ର 60 ବର୍ଷ ଭତ୍ତା vala ଥିଲା..

  • @raghuguru8584
    @raghuguru8584 Місяць тому +16

    ୬୦ ବର୍ଷ ବୟସରୁ ଅଧିକ ଲୋକଙ୍କୁ କେତେ ଟଙ୍କା ଦିଆଯିବ ସେ କଥା କୁହ

    • @Babuna8808
      @Babuna8808 Місяць тому +1

      @@raghuguru8584 bhai BJP michha kahi sarkar gadhi dela au kichhi hoiparibani sei 1000bhata miliba

    • @satishkara5637
      @satishkara5637 Місяць тому

      realy eta bhut kharap halap

  • @dallydhala4796
    @dallydhala4796 Місяць тому +15

    60 ବର୍ଷ ର ବୁଢ଼ା ବୁଢ଼ୀ ପାଇଁ କେତେ ଆଗେ କୁହ 80 ରୁ ଉର୍ଦ୍ଧ କହିଲେ କଣ ଲାଭ

  • @sabitabehera9719
    @sabitabehera9719 Місяць тому +5

    ଯଦି ଆଗରୁ ଏଇ କଥା ଜଣା ଥାଆନ୍ତା, ତାହାଲେ ତୁ ଠକ bjp କୋଉ ପଙ୍କ ରେ ପଡ଼ିଥାନ୍ତୁ,,,, kete bi tate vote dei na thantu aame, କିଏ ବେ ସେ , 80 ବର୍ଷ ବୁଢ଼ା ବୁଠୀ ତତେ ଭୋଟ ଦେଲେ, ସେ ତ ନିଜେ ବି ଖର୍ଚ୍ଚ କରି ପାରୁ ନାହାଁନ୍ତି, ତାଙ୍କ ଘର ଲୋକ ସବୁ ପଇସା ନେବେ, ।।।। କଣ ଅଧିକା ଟା କରି ଦେଲୁ ତୁ ଆସି କି, vote dabu aame, paisa khaibe ସେମାନେ

  • @sangitadehuri2965
    @sangitadehuri2965 Місяць тому +3

    ଠକ ସର୍ କାର

  • @rameshsatpathy8631
    @rameshsatpathy8631 Місяць тому +1

    ଟେବୁଲ ବାଡେଇବା ପୂର୍ବ ରୁ ,ଇସ୍ତାହାର ଟିକେ ପଢ଼ିନିଅନ୍ତୁ।

  • @mdcreationmdcreation9475
    @mdcreationmdcreation9475 Місяць тому +1

    Mohan Sir ❤

  • @hrushikesh4910
    @hrushikesh4910 18 днів тому

    ବିଧବା ଭତ୍ତା ମଧ୍ୟ ୩୦୦୦ଟଙ୍କା ହେବା ଦରକାର ସେମାନଙ୍କ ପ୍ରତି ଅନ୍ୟାୟ କାହିଁକି ସରକାର

  • @sushantanaik5388
    @sushantanaik5388 Місяць тому +2

    ଘୁହୂ ନିଖାଅ ବିଜେପି ଦଳ 80 ବର୍ଷ କିଏବଂଚିବ ପାଗଳ ହେଲକି

  • @rockin-rk
    @rockin-rk Місяць тому +3

    ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି ପ୍ରଭୁ ମତେ ୯୦ ବର୍ଷ ଯାଏଁ ବଞ୍ଚେଇକି ରଖ ଅନ୍ତତଃ ଶେଷ ଦଶ ବର୍ଷ ତ ଭଲ ଭତ୍ତା ଟିକିଏ ପାଇବି😂😂😂😂
    ଚିକେନ୍ ମଟନ୍ ଖାଇବି

  • @gagansuna8960
    @gagansuna8960 Місяць тому +2

    ହଇରେ ମୂର୍ଖ cm 80ବର୍ଷ ବଞ୍ଚି ଥିଲେ ତ ଶଳା 60ରୁ 80ବର୍ଷ କରୁନୁ ତ ବପା ମୋଦି ଜଉ କଥା ଭୋଟ ବେଳେ କାଉଥିଲା ଗାଣ୍ଡୀ ମରା ମନ୍ତ୍ରୀ ଏହି କଥା ଭୋଟ ବେଳେ କହି ଥାଆନ୍ତ ତାହେଲେ ଗଟିୟ ସେଟ୍ ବି ପାଇ ନଥାନ୍ତ

  • @bikramroutaray935
    @bikramroutaray935 Місяць тому +7

    ବୁଢା ବୁଢ଼ୀ ଙ୍କ ପାଇଁ ଭତ୍ତା 3000 କେବେ ହବ??

  • @AbhishekAbhishek-mq1eo
    @AbhishekAbhishek-mq1eo Місяць тому +2

    A sarkar pagal hei galani

  • @rajendramallik7573
    @rajendramallik7573 Місяць тому +3

    କହିଥିବା କଥା ରଖ bjp ସରକାର ନହେଲେ ଆଉ ପାଞ୍ଚ ବର୍ଷ ଆସିବ ନାହିଁ

    • @PramodMajhi-j3h
      @PramodMajhi-j3h Місяць тому +1

      ଏମିତି କଲେ ତାଙ୍କ ମୁଁହରେ କୁକୁର ବି mutibeni

  • @Global-uj7oh
    @Global-uj7oh Місяць тому +18

    Windows manaku 3500 pension kara jau. Takara kehi nahanti. Government ku asibrad debe

  • @littleashudev1953
    @littleashudev1953 Місяць тому +2

    ତୁମ ମାନଙ୍କୁ ଲଜ୍ଜା ନାହିଁ କହୁଛ ଗୋଟେ କରୁଛ ଗୋଟେ ଏମିତି କରିବାର ଥିଲା ଆଗରୁ କହିଲନି ଶଳା ହାରାମି bjp

  • @chitrasenbishi1301
    @chitrasenbishi1301 Місяць тому +4

    80 ବର୍ଷ ଯାଏଁ ବଞ୍ଚି ଥିଲେ ତ

  • @sunilbehera1555
    @sunilbehera1555 Місяць тому +2

    Sir 50%disability ଯଦି କାମ କରି ପାରିବ ତେବେ ମୁ ମୋ ପେନସନ ମୋହନ ମଝି କୁ ଦେବୀ ମୋ ପେନସନ 0ne thousand two hundred rupees please mohan majhi enjoy it............

  • @PrakashKumarDas-c8y
    @PrakashKumarDas-c8y Місяць тому +3

    Odisha basi nama nia bihar ,andhra pain rasogola au jilapi au odisha pain 1bala dela ame chinkiba alu 50rs hela au kan badhuchi dekho kolkata re alu kg 20rs au jane gariba lokora bhata thalire alu dekhajibani 😢😢😢😅😅😅

  • @ammaamma8576
    @ammaamma8576 Місяць тому +14

    60yers lokank katha kahilani

    • @bharatdas318
      @bharatdas318 Місяць тому +2

      dhokabaj bjp ,

    • @sagarbadatya8297
      @sagarbadatya8297 Місяць тому

      ଧୋକା ଦେଇ ଦେଲା ବିଜେପି ସରକାର

  • @lovar_boy_satya
    @lovar_boy_satya Місяць тому +1

    ଏ ମାନେ ଶଳା ଚୁର ଏ ମାନେ ଭୋଟ ନେଲା ବେଳେ କହୁଥିଲେ ଗୋଟେ ଆଉ ଭୋଟ ସୋରି ଗୋଲା ପରେ କହୁଛନ୍ତି ଗୋଟେ ବୁକା

    • @PramodMajhi-j3h
      @PramodMajhi-j3h Місяць тому

      Bhai emane bedha chhua
      Emankara bapa maa jemiti jabab b semiti😊

  • @Ajitmuni.
    @Ajitmuni. Місяць тому +2

    80ବର୍ଷ ର ଲୋକ 3000କଣ ତିନିଲକ୍ଷ ର ମୂଲ୍ୟ ଜାଣିପାରିବନି, କଣ କରିବ ସେ ପଇସା ନେଇକି 60ବର୍ଷ ରେ ଦେଇଥିଲେ ସେ ଟିକିଏ ଫୁର୍ତ୍ତି କରିଥାନ୍ତା ଆଉ ଭଲ ମନ୍ଦ ଖାଇଥାନ୍ତା

  • @salilkumar9703
    @salilkumar9703 14 днів тому

    ଇସ୍ତାହାରରେ ଲେଖା ଥିଲା କି ପ୍ରଥମ ପର୍ଯ୍ୟାୟ, ଦ୍ବିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟରେ ଏହିପରି ପର୍ଯ୍ୟାୟକ୍ରମେ ଭତ୍ତା ଦିଆଯିବ ବୋଲି ? ଜିତିଲା ପରେ କାହିଁକି ଏମିତି ବାହାନା ?

  • @beingsuperhuman280
    @beingsuperhuman280 Місяць тому +14

    Double enggine ସରକାର... 🚂🚂.... ମାନେ ଦ୍ରୁତ ଗତିରେ ଓଡିଶା କୁ ଏମାନେ looti ନେବେ. Jago public.Jago public. ଗଣତନ୍ତ୍ର ନୁହେଁ ନୋଟ ତାନ୍ତ୍ର ଆୟେ. କର୍ପୋରେଟ ଶାସନ ଚାଲିଛେ.

  • @Global-uj7oh
    @Global-uj7oh Місяць тому +11

    Window manak pension badhantu. BJP government.

  • @diptiranjanpradhan9433
    @diptiranjanpradhan9433 Місяць тому +4

    ଠକ ସରକାର

  • @Gyandarshanonly
    @Gyandarshanonly Місяць тому +2

    କମ ହେଲା 80 ବଦଳରେ 100 ହେଲେ odisha ବାସି ଖୁସି ହେବେ

  • @BKODIATEACH
    @BKODIATEACH Місяць тому +1

    ମୁଁ ଭଲଭାବରେ ଯାଣିଥିଲି ୬୦ ବର୍ଷ ଲୋକଙ୍କୁ ୩୦୦୦ ବିଜେପି ମିଛ କହିକି ଭୋଟ ନେବ ପାଇଲା ପରେ ଆମ ସମସ୍ତଙ୍କର ଗାଣ୍ଡି ମାରିଦେଲା ।

  • @satrughanabikelovers
    @satrughanabikelovers Місяць тому +2

    Sir ଆପଣ 80 ବର୍ଷ ରହିବେ କି first କୁହନ୍ତୁ ..........

  • @sonuboy4454
    @sonuboy4454 Місяць тому +1

    ଭୋଟ ନେଲା ବେଳେ ସେଇଆ କାହିଁକି ନେଲନି ଯେ କେବଳ 80 ବର୍ଷ ଲୋକେ ପାଇବେ

  • @AyushAyush-zw7xx
    @AyushAyush-zw7xx Місяць тому +1

    ଗାଲୁଆ ବିଜେପି ଭୋଟ ନେବା ପାଇଁ ଭତ୍ତା ବଢାଇବା କହି ଠକି ଦେଲ, ଏଥର ବାଳ ନେବ

    • @PramodMajhi-j3h
      @PramodMajhi-j3h Місяць тому

      ଵାଲା ନୁହେଁ ତା ତଳକୁ ଯାହା ଅଛି ସେଇଆ ନେବ

  • @Ajitmuni.
    @Ajitmuni. Місяць тому +2

    ଆଉ ବିଧବା ସ୍ୱାମୀ ଭତା

  • @jagabandhugiri6980
    @jagabandhugiri6980 Місяць тому +1

    Good evening sir odisha Jay Jagannath 🙏🙏🙏🙏🙏🙏 Happy New year 2024

  • @sabitabehera9719
    @sabitabehera9719 Місяць тому +3

    ଠକ bjp , ତୋର ଏ ଥର last, ,,, jete thakibu thaki chale, bas ଏଇ ଥର , okay last, the end haba tora

  • @sonuboy4454
    @sonuboy4454 Місяць тому +1

    ଏଇଟା ଗଣତନ୍ତ୍ର ନୁହ ଠକାମୀ

  • @PurnnabasiSahu
    @PurnnabasiSahu Місяць тому +3

    ଆଗାମି୨୦୨୯ରେ ୮୦%ବିକଳାଗଂ ଓ ୮୦ଵରସରୁ ଊଧ ନାଗରିକ ଭୋଟଦେଈ cm ହଵ ।। ଆଊଵାଳ ଥିଵ ସୁନାପାପୁଡି ଖାଈଵ। ଅପେଈ ପାଈଛି ପିଲା ଓଡିଶା କିଲିଵିଲା ।। ଜେତିକି ପିଲା କାଡିଵାକଥା ଏଈ ୫ଵରସ ପିଲା କାଡିଦିଅ ଜିଵନ ସାରା ଖୁସି କରିଵ ।। ଈଏଵାଳ ଓଡିଶା ଚଳେଈଵ ଈଏ ମୋଦିର ପୋସା କୁକୁର।। ଓଡିସା ଲୋକ ଆଊ କେଵେ ଏମିତି ଭୁଲ କରିଵେ ନାହିଁ।।

  • @padminiparida9238
    @padminiparida9238 Місяць тому +1

    ବିଧବା ଭତା କୁଆଡେ ଗଲା

  • @sumanrana1364
    @sumanrana1364 Місяць тому +1

    ମହନସରକାରତମେ80ଵରସଵଚିପାରିଵନାଏଜୁଜୁନାଜ ଉକରୁଚ ଏସଵୁଭୁତଜୁଜୁନାଏଇଜୁଗରମଣିସକିଏ80ଵରସବଚୁଚିଆଉଆଗଜୁଗରମଣିସ ଅଡିସାରେସାଢେଚାରିକଟିନୁକରୁକେତେଟା80ଵରସନୁକଵାହାରିଵେ

  • @banalatasahoo175
    @banalatasahoo175 Місяць тому +1

    Mohan majhi sir widow pension 3500 karantu,katha
    Dei katha rakhantu.
    Tebe janibe bjp sarakara
    Okay....ok......ok...
    Ok....ok.....ok

  • @PurnnabasiSahu
    @PurnnabasiSahu Місяць тому +1

    ଆଊ ଫୁଲ ଫୁଟି ନାହିଂ୨୦୨୯ରେ।। ଈଏ ଜନତା ର girenti

  • @satyajitpradhan8908
    @satyajitpradhan8908 Місяць тому +1

    Wah modi ji wah

  • @mithunabhoi8732
    @mithunabhoi8732 Місяць тому +7

    60 ହୋଇ ଗଲେ ମଣିଷ ଗୋଟିଏ ଖେଳ ଖତମ😂😂😂😂😂

  • @Malayranjanmohanta2022
    @Malayranjanmohanta2022 Місяць тому +1

    Change heading...it's 3500 not 3000

  • @lalit98193
    @lalit98193 Місяць тому +1

    BJP ର first and last ଓଡ଼ିଶା ରେ

  • @jsmcrown2010
    @jsmcrown2010 Місяць тому +1

    Increase widow bhatta as declare in election manifesto. If not BJP govt wii also proved false govt as BJD. And the result will reflect in 2029 election.

  • @susantanayak1405
    @susantanayak1405 Місяць тому +7

    BJP sarkar fault

  • @Ranasurabhi
    @Ranasurabhi Місяць тому +1

    ଏଥିପାଇଁ ସମସ୍ତ ଜନ ସାଧାରଣ ଭତ୍ତା ବୃଦ୍ଧି ପାଇଁ ଏ ସରକାର କୁ ଉଚିତ୍ ଜବାବ ଦେବା ଦରକାର, ଭୋଟ ନେଲା ସମସ୍ତଙ୍କ ଠୁ ଦେବ 2 ଜଣଙ୍କୁ, ଆଉ 60%,70%,75% ମାନେ କଣ କରିବେ

  • @banitaranipradhan1990
    @banitaranipradhan1990 Місяць тому +2

    Faltu bajet 80 parjanta Kia rahile Sina miliba
    60 age hele deithante

  • @sonuboy4454
    @sonuboy4454 Місяць тому +1

    ଖାଲି kn ସେମାନେ ଭୋଟ ଦେଇଛନ୍ତି ଆମେ

  • @beingsuperhuman280
    @beingsuperhuman280 Місяць тому +4

    80%ଦିଶବିଲିଟି ଆଉ 80ବୟସ ର ଲୋକ କେତେ % ଅଛନ୍ତି.

  • @tapankumarrout7764
    @tapankumarrout7764 Місяць тому +2

    ଆରେ ଏକି ଝାବଡ, ମlଘୀଆ ମୁଖ୍ୟମନ୍ତ୍ରୀ ଶଳା ହାରାମି ତୋତେ ବୁଢା ବୁଢ଼ୀ ଙ୍କର ଅଭିଶାପ ପଡିବ

  • @hemantabhue288
    @hemantabhue288 Місяць тому +1

    Chhattisgarh men bhata 4500 hai aur odisha men itna kam

  • @mdakram6730
    @mdakram6730 Місяць тому

    Very good 👍

  • @suryakantamohanty8276
    @suryakantamohanty8276 Місяць тому +1

    ପାଣ୍ଡୁ ଭକ୍ତ ତଥା bjd ପାଦ ଚଟା ମାନେ କିଛି reply ଦିଅ

  • @SanjeebkumarDas-p1k
    @SanjeebkumarDas-p1k 5 днів тому

    Sir kabe debo ki

  • @Itsmedancer-44
    @Itsmedancer-44 Місяць тому +2

    Ye galat he biklang to he fhir chahe 60 parsent hi sahi

  • @iswarchandraswain8462
    @iswarchandraswain8462 Місяць тому +3

    ମଦ ବିକ୍ରୀ ବନ୍ଦ କର jadi power achhi

  • @jsmcrown2010
    @jsmcrown2010 Місяць тому +1

    People with more than 80 age will be no more in 2029 election. They will be not in position to vote for BJP. Thnik it
    BJP.
    If you give social surty then think about widow,who is young,her husband died. How they surviving after missing their raring husband.

  • @bijayinipanda3552
    @bijayinipanda3552 Місяць тому +4

    Bidhaba mane kn paani bad padibe
    Faltu sarkar....

  • @LipiNayak-q2p
    @LipiNayak-q2p Місяць тому +2

    Yaku neiki jaldi padapekhya niajao bhata 3000 badha jao jaldi samastankara

  • @mfat2
    @mfat2 Місяць тому +9

    Bidhaba vata kanii

  • @rashmirekhasahoo2818
    @rashmirekhasahoo2818 Місяць тому +2

    80 ବର୍ଷ ହେଲା ବେଳକୁ ଲୋକ ଯମ ପୁରୀ ରେ ଥିବ.ଭତ୍ତା ସରକାର କାହାକୁ ଦେବେ.....

    • @bharatdas318
      @bharatdas318 Місяць тому

      bjp janichi ,80 belaku thibe je 3500 nebe , michha sarakar ,

    • @Zanil-kr7ll
      @Zanil-kr7ll Місяць тому +1

      Semananka bhuta ku debe bhatta 😁😁😁

  • @mitanjalibehera4378
    @mitanjalibehera4378 Місяць тому +2

    Aame bhabuthilu bjp odisha re aasile kichi new kariba but abe laguchi congress aasithile bodhe bhala heithanta .

  • @hkmishramishra851
    @hkmishramishra851 Місяць тому +7

    FEKUBAJIRA AU EKA NAMUNA 80 BARSHA KANHIKI 100 BARSHAPARE HELE BHALA HEITHANTA KAHAKU DABAKU PADINATHSNTA JOJANA LOKANKA BANCHIBA PAIN KARAJE JEPARI NAVEEN SIR KARICHANTI

    • @sunitapradhan3852
      @sunitapradhan3852 Місяць тому

      Right, ଏମାନେ ରଧୁଆ ଗୁଡାକ ରାଜ୍ୟ ର ଲୋକଙ୍କର ଜୀବନ ବଞ୍ଚେଇବାକୁ ଆସିନାହାନ୍ତି , ବରଂ ଲୁଟି ନେଇ ଆଗାମୀ ଇଲେକ୍ସନ ରେ ନେତା କିଣିବା ପାଇଁ କୁକୁର କୁ ବିସ୍କୁଟ ଖଣ୍ଡେ ଫିଙ୍ଗିଲା ଭଳି ଜନତା କୁ ଟଙ୍କା ବିସ୍କୁଟ ଖଣ୍ଡେ ଦେବା ପାଈଁ ଆସିଛନ୍ତି,

  • @LaduKishor
    @LaduKishor Місяць тому +1

    ମିଛ କହୁଚୁ ତୋତେ ଲାଜ ଲାଗୁନି

  • @Itsmedancer-44
    @Itsmedancer-44 Місяць тому +2

    Galat disijan he mantri ji

  • @pabi94
    @pabi94 Місяць тому +1

    Again jumla

  • @Bidyadharmeher-cg6rs
    @Bidyadharmeher-cg6rs Місяць тому +1

    Jaha miliba katha samastanku saman mili ba katha

  • @banalatasahoo175
    @banalatasahoo175 Місяць тому

    Aa u bidhaba(widow) sabu
    Kuade gale. Semanku ta tike dekha semane asahaya , kipari chalibe?
    Reply ......................

  • @madhu_rocky_vlogs
    @madhu_rocky_vlogs Місяць тому +1

    lection tymre gote katha kahi au gote kama karantuni ...its notfair with oDisha's people ..if u want to change pension scheme then Do that for all categories....

  • @sonammaravi2088
    @sonammaravi2088 Місяць тому

    Ky odisa government bank job me retirement ke bad pension deti hai koi bata de .

  • @AjayaDigal-ix6rr
    @AjayaDigal-ix6rr 23 дні тому

    😭😭 sad information 😞

  • @tapasibarik7928
    @tapasibarik7928 Місяць тому +13

    Faltu government

  • @hemantanayakz4809
    @hemantanayakz4809 Місяць тому +1

    I like u BJP ❤❤❤🎉🎉🎉

  • @iswarchandraswain8462
    @iswarchandraswain8462 Місяць тому +2

    Ranga badaleiba pare ebe name badaleile

  • @jitendrakumarjena5175
    @jitendrakumarjena5175 День тому

    ବାଳ ହେଲା କିଏ ତତେ ଦେବ ଦେଖିବା

  • @RamakantaDas-ns3re
    @RamakantaDas-ns3re 3 дні тому

    Sar.kahile.je.80eyars.pare.bhata.3500diajib.80eyar.kete.lok.achanti.kuh..

  • @sangrammallick4394
    @sangrammallick4394 Місяць тому +3

    Bala age bekari samasya durakara

  • @koraputia7958
    @koraputia7958 Місяць тому

  • @bhagyarathirath7010
    @bhagyarathirath7010 21 день тому

    Nothing announced, false.

  • @bhikaricharan8511
    @bhikaricharan8511 28 днів тому

    Kebe meliba

  • @RajaSethi-ym7xy
    @RajaSethi-ym7xy Місяць тому

    Mo bapa jane manasika rogi tanku to Kain kichhi bhatta diajauni ..?

  • @lilamayasahu6669
    @lilamayasahu6669 Місяць тому

    Bhatta au paddy prices and income tax upto 500000
    Karajau baki na kale bi chaliga

  • @mitanjalibehera4378
    @mitanjalibehera4378 Місяць тому

    Mahan majhi sir 60 yr ru 80 yr pryanta loka mane kn karibe kuhantu..semananka ra bhata kete heba kuhantu

  • @NIHARIKADANDPAT
    @NIHARIKADANDPAT Місяць тому +1

    But news headline re widow ku bhi diajibo boli kahinki lekhichhi.semane bhul kahinki lekhuchhanti

  • @SomnathRout-rc4gu
    @SomnathRout-rc4gu Місяць тому

    3000 Bala lolipop🎉🎉😂😂😂

  • @ranjanamiya9871
    @ranjanamiya9871 Місяць тому +1

    Thaka bjp

  • @jayhind6187
    @jayhind6187 Місяць тому

    ଭତ୍ତା ହିତାଧିକାରୀ ଅନ୍ୟମାନେ କ ଣ ନିଆଁରେ ମୁଢି ଥିଲେ ?