70-year-old woman in Balasore donates Rs 20 lakh to lord Jagannath

Поділитися
Вставка

КОМЕНТАРІ • 929

  • @jayjagannatha6857
    @jayjagannatha6857 2 роки тому +229

    ଜଗନ୍ନାଥ ଙ୍କୁ ଦେଲେ କଣ ମିଳିବ ଜଗନ୍ନାଥ ନେବେ କି???? ଗରିବ, ଅସହାୟ ପଇସା ଅଭାବ ରୁ ମରୁଥିବା ଲୋକ ଙ୍କୁ ଦେଇଥିଲେ ଜଗନ୍ନାଥ ଖୁସି ହେଇଥାନ୍ତେ🙏🙏🙏ମନୁଷ୍ୟ ସେବା ହ୍ନି ଭଗବାନଙ୍କ ସେବା 🙏🙏🙏

  • @jagannathpatra51
    @jagannathpatra51 2 роки тому +163

    ଭଗବାନଙ୍କୁ ପଇସା ଦରକାର ହୁଏନା l ଯଦି ଦେବାର ଅଛି ତାହେଲେ ଜରୁରୀ ଥିବା ଲୋକ ଅଥବା ଭୋକରେ ଥିବା ଲୋକଙ୍କୁ ଦେବା ଉଚିତ l

    • @hometaskgiver6162
      @hometaskgiver6162 2 роки тому +2

      I am agree with you

    • @lipikanayak4736
      @lipikanayak4736 2 роки тому +3

      Right

    • @tejrajbehera4405
      @tejrajbehera4405 2 роки тому

      Yes

    • @Sun_Dil
      @Sun_Dil 2 роки тому +1

      ଓଡ଼ିଶା ରେ ଲକ୍ଷେ ଲୋକଂକ ଜରୁରୀ ଥାଏ । ସମସ୍ତଙ୍କୁ ଦେଇ ହେବନି । ଜଣକୁ ଦେଲେ ଆଉ ଜଣେ ଅଭିମାନ କରିବ ।

    • @sunilpradhanpradhan61
      @sunilpradhanpradhan61 2 роки тому

      Right

  • @narmadakhandual4759
    @narmadakhandual4759 2 роки тому +240

    ଗରିବ ଲୋକ ଙ୍କୁ ଦେଇଥିଲେ ଜଗନ୍ନାଥ ଆଶୀର୍ବାଦ ଦେଇଥାନ୍ତେ

    • @laxminarayanpanda1463
      @laxminarayanpanda1463 2 роки тому +1

      Bujhi parileni
      Ta nk mana ame kana kahiba

    • @subhasisbehera3376
      @subhasisbehera3376 2 роки тому +5

      Right

    • @subratmohapatra638
      @subratmohapatra638 2 роки тому +19

      ମାଗଣା ଖାଇବା ଛାଡ଼ି ରୋଜୋଗର କରି ଖାଇବା ଉଚିତ୍,,

    • @Sun_Dil
      @Sun_Dil 2 роки тому +6

      *Se direct Jagannath nku hi dele , direct heavy ashirbada Pai thibe na, gariba Loko nku dela bele kale Jagannath nka drusti padibani aau dekhi paribeni, kana heba kahila* _pura donation ta bekar jiba_

    • @sarojkumarsahoo4786
      @sarojkumarsahoo4786 2 роки тому +6

      Gariba kie athi
      Jie gariba sie asamartha heithiba nahele alasua
      Garibi hauchii karma fala
      Bht gariba talu uparaku uthichanti
      Kie gote hata badheile ame ta hata dhariki uthibu bhabiba apekhya nije uthibaku chestha kara

  • @manoranjankisku8468
    @manoranjankisku8468 2 роки тому +123

    ବୃଦ୍ଧାଶ୍ରମ, ଅନାଥଶ୍ରମ, ଜୀବଜନ୍ତୁ ସେବାରେ ଦେଇଥିଲେ ବହୁତ ଭଲ ହେଇଥାନ୍ତା... ଏତେ ଟଙ୍କା ମନ୍ଦିର ରେ ଦେବା ର ନଥିଲା....ପ୍ରାଣୀ ସେବା ହିଁ ଭଗବାନ ସେବା.........

  • @harekrushnabehera3138
    @harekrushnabehera3138 2 роки тому +65

    କାହାରି ଦାନ , ପୁଣ୍ୟ ଓ ଦିବ୍ୟ କର୍ମ ସର୍ବଦା ଗୋପନ ରଖିବା ବାଞ୍ଛନୀୟ । ମେଡିଆ ମାଧ୍ୟମରେ ଏସବୁ ଲୋକ ଲୋଚନକୁ ଆଣିବା ପାପ, ପାଗଳାମି , ଅହଂ କାର ଓ ନିର୍ବୋଧତା ର ପ୍ରତୀକ।

    • @Sun_Dil
      @Sun_Dil 2 роки тому +3

      Nai bhai Loko janile , aau kie competition kariki se v jiddi re Dana Kariba

    • @jagannathpatra51
      @jagannathpatra51 2 роки тому

      Right

    • @madhusmitamohanty1882
      @madhusmitamohanty1882 2 роки тому +1

      The Best comment
      କଥାରେ ଅଛି ଡାହାଣ ହାତରେ ଦାନ କଲେ ବାମ ହାତ ଭି ଜାଣିବା କଥା ନୁହେଁ ।
      ଦାନ କରି ପ୍ରକଟ କଲେ ସେ ଦାନ ର ପୁଣ୍ୟ କିଛି ହେଲେ ମିଳେନାହିଁ
      ଏହା ଶାସ୍ତ୍ର ରେ ଲେଖା ଅଛି ।
      ସେଥିପାଇଁ ଦାନ ସବୁବେଳେ ଗୁପ୍ତ ରଖିବା କଥା

    • @Sun_Dil
      @Sun_Dil 2 роки тому

      @@madhusmitamohanty1882 tahele to Dano jinisha ta Dhire dhire lopo paijiba, Loko janile sine ,Loko nka mundare pasile Sina kebe na kebe kie gote ta mind ku v asiba aau Dano Kariba, tapare social media juga aita, sei style re Sabu jinisha hue

    • @madhusmitamohanty1882
      @madhusmitamohanty1882 2 роки тому +2

      @@Sun_Dil ନାଇ ଆଜ୍ଞା
      ଏ କଥା ମୁଁ କହୁନି ଏହା ଶାସ୍ତ୍ର ପ୍ରମାଣିତ
      ଆପଣ ଶାସ୍ତ୍ର ଜାଣିଥିବା ଯେ କୌଣସି ବ୍ୟକ୍ତି ଙ୍କୁ ପଚାରନ୍ତୁ,ସେ ଭି ଏହି କଥା କହିବେ ।
      ମୋର ଏତେ aukat ନାହିଁ ଯେ ମୁ ନିଜ ମନରୁ ଏଇ କଥା କହିବି ।
      ଦାନ କଲେ ଅନ୍ୟର ଉପକାର ହୁଏ ତା ସହିତ ଆମକୁ ଭି ପୁଣ୍ୟ ମିଳେ ।
      ଆମର ଖରାପ ଗ୍ରହ ର ପ୍ରତିକାର ହୁଏ ।
      ଆପଣ social media କଥା କହିଲେ,ଦିନ utube ରେ ଶୁଣନ୍ତୁ ଦାନ ପୁଣ୍ୟ କରିବା ର କେତେ ନିୟମ ଅଛି ।
      ମୁଁ ଭି ବୃହତ୍ ଦାନ ପୁଣ୍ୟ କରେ ।
      କିନ୍ତୁ ଏମିତି ଲୋକଙ୍କୁ ଦିଏ ଯେ ପ୍ରକୃତରେ needy
      ଏଇ କଥା ମୋ ଛଡା ଆମ ଘର ଲୋକେ ଭି ଜାଣନ୍ତି ନାହିଁ।
      ଆପଣଙ୍କ ଯଦି ସମୟ ଥିବା ଆପଣ
      UTube re type karantu
      Dana କିପରି ଦିଆ ଯିବା ଉଚିତ୍
      ସବୁ କଥା ଜାଣି ପାରିବେ ।
      ମୁଁ ଠିକ୍ କହୁଛି କି ଭୁଲ କହୁଛି

  • @subhasisbehera3376
    @subhasisbehera3376 2 роки тому +38

    ମାଉସୀ ପ୍ରଭୁ ଶ୍ରୀ ଜଗନ୍ନାଥ କଣ ଗରିବ ଥିଲେ କୋଟି କୋଟି ଲୋକ ଦାନ କରୁଛନ୍ତି କେବେ ଭଗବାନଙ୍କ ହୁଣ୍ଡିରୁ ବିପଦବେଳେ ଦାନ ଆସିଚି ଦୁନିଆରେ ବହୁତ ଗରିବ ଲୋକ ଅଛନ୍ତି ପ୍ରତିଦିନ ଦୁଃଖ କଷ୍ଟ ରେ ଚଲୁଛନ୍ତି ସେମାନଙ୍କୁ ଦାନ କରିଥିଲେ ପ୍ରଭୁ ଶ୍ରୀ ଜଗନ୍ନାଥ ଆଶ୍ରିବାଦ୍ ଲାଭ କରିଥାନ୍ତେ

    • @bspriya2327
      @bspriya2327 2 роки тому

      Right 👍

    • @ranjansahoo6012
      @ranjansahoo6012 2 роки тому +1

      Chamatkar argument question

    • @snehabharati9862
      @snehabharati9862 2 роки тому

      👍ଯିଏ ଦୁନିଆ ର ମାଲିକ ତାର କଣ ଅଭାବ!!!! ଆପଣ ଏକା ନୁହନ୍ତି re କିଛି episode ଦିଏ ସେମାନେ ଙ୍କୁ କିଛି ସାହାଯ୍ୟ କରିଥିଲେ ଭଲହୋଇଥାନ୍ତ ।old age home biବହୁତ ଅଛି।

    • @umakantmaharana8523
      @umakantmaharana8523 2 роки тому

      Katha pari katha ties kahila bhai...mu tama kathare akamat......

    • @madhusmitamohanty1882
      @madhusmitamohanty1882 2 роки тому

      @@snehabharati9862 Absolutely right
      ମୁଁ ଭି ଆପଣ ଏକା ନୁହଁନ୍ତି କୁ ହିଁ ଦାନ କରେ ।

  • @sanjibnayak1281
    @sanjibnayak1281 2 роки тому +52

    ଜଗା ର କିଛି କାମ ନାହି ଯେ ତାଙ୍କୁ ସ୍ବପ୍ନ ରେ ଦାନ ମାଗୁ ଥିଲେ
    ସେ ବିଶ୍ୱ ବିଧାତା ଆଉ ବିଶ୍ୱ ନିଅନ୍ତା ସବୁ ତାଙ୍କର ଆମେ କଣ ତାଙ୍କୁ ଦେବା
    ଗରିବ ଲୋକଙ୍କୁ ଖାଦ୍ୟ ଆଉ ସାହାଯ୍ୟ କରି ଥିଲେ ଜଗା ବୋହୋତ ଖୁସି ହେଇ ଥାନ୍ତା

  • @govindpradhan4511
    @govindpradhan4511 2 роки тому +33

    କୋଭିଡ ଅନାଥ ଛୁଆଙ୍କୁ କିଛି ଦାନ କରନ୍ତୁ 🙏🌼ଜୟ ଜଗନ୍ନାଥ 🙏

    • @sureshbehera-sureshbehera7243
      @sureshbehera-sureshbehera7243 2 роки тому +2

      You are right good right answer

    • @Xuy788
      @Xuy788 7 місяців тому

      ସେ ଗରିବ ଙ୍କୁ ବି ସେବା କରିଛନ୍ତି

  • @mamatamohapatra5262
    @mamatamohapatra5262 2 роки тому +8

    ଜୀବନ୍ତ ମଣିଷ ଖାଇବା ବିନା ଛଟପଟ, ମାଆ ତାଙ୍କୁ କିଛି ଦିଅନ୍ତ ବୋହୁତ ଭଲ ହୁଅନ୍ତା 🙏

  • @harekrushnabehera3138
    @harekrushnabehera3138 2 роки тому +48

    ଯାହାର କିଛି ଦରକାର ନାହିଁ ,ତାକୁ କିଛିବି ଦବା ଦରକାର ହିଁ ନାହିଁ ।

  • @cbmbalarammohapatra222
    @cbmbalarammohapatra222 2 роки тому +9

    ମନୁଷ୍ୟ ଦେହ ରେ ଭଗବାନ । ଗରିବ ଲୋକ ଖାଇବାକୁ ପାଉନଥିବାବେଳେ , ତାଙ୍କ ପାଇଁ କିଛି କରିଥିଲେ ଭଲ ହୋଇଥାନ୍ତା ।

  • @terabap1958
    @terabap1958 2 роки тому +18

    ଅନାଥ ଆଶ୍ରମ ରେ ଦାନ କରିଥିଲେ ବହୁତ୍ ଭଲ ହେଇଥାନ୍ତା

  • @JKCREATION672
    @JKCREATION672 2 роки тому +20

    ମାଉସୀ ଗରିବ ଲୋକ ମାନଙ୍କୁ ଦାନ କରିଥିଲେ ଭଲ ହୋଇଥାନ୍ତା.... ମନ୍ଦିର ରେ ତ ଠକ ଚୋର ବ୍ରାହ୍ମଣ ଅଛନ୍ତି 👍👍👍

    • @SOUMYA768
      @SOUMYA768 2 роки тому +1

      Gariba loka nku Dana karithile...thakura bi khusi hoithante

    • @prakashtripathy2647
      @prakashtripathy2647 Рік тому

      Baramhan tote gandi marile ki sala kolha munda jati Tu

  • @sudarsanbehera3803
    @sudarsanbehera3803 2 роки тому +20

    ଏମିତି ମଣିଷ ଏ ଦୁନିଆରେ ଅଛନ୍ତି ହେ ଭଗବାନ ସବୁ ତୁମ ଲୀଳା ପ୍ରଭୁ ଜୟ ଜଗନ୍ନାଥ 🙏

  • @amarendrabehera1302
    @amarendrabehera1302 2 роки тому +12

    ମାଉସୀ ଆପଣ ମାନବ ସମାଜ ପାଇଁ ଏକ ଉଦାହରଣ ଏବଂ ଆପଣ ଙ୍କୁ ଅନେକ ଅନେକ ଧନ୍ୟବାଦ ଏବଂ ପ୍ରଣାମ

  • @sukrupatra718
    @sukrupatra718 9 місяців тому

    ମାଆ ତୋତେ କୋଉ ଭାଷାରେ ଧନ୍ୟବାଦ୍ ଦେବୀ ଜାଣି ପାରୁନି 🙏🙏🙏🙏🙏🙏🙏🙏

  • @ranjanaprusty2416
    @ranjanaprusty2416 2 роки тому +6

    କିଛି ଭଲ କଲେ ନାହିଁ ଯଦି ଏହି ଦାନ ଟିକୁ ଗରିବ ଅସହାୟ ମାନଙ୍କୁ ଦେଇ ଥା ଆ ନ୍ତେ ଜଗତର ନାଥ ବହୁତ ଆଶୀର୍ବାଦ କରିଥାନ୍ତେ ଆପଣକୁ ଅପଣକ ବାକି ଜୀବନଟା ଭଲ ରେ କଟି ଥାଆନ୍ତା

  • @jagannathpatra51
    @jagannathpatra51 2 роки тому +15

    ଆପଣ ଯଦି ଦେବାପାଇଁ କହୁଛନ୍ତି ତାହେଲେ ମୁଁ ଏମିତି କିଛି ଲୋକଙ୍କୁ ଜାଣିଛି ଯାହାଙ୍କୁ ସାହାଯ୍ୟ କଲେ ଆପଣଂକୁ ପୂଣ୍ୟ ପ୍ରାପ୍ତି ହେଇପାରେ

  • @oneshot5223
    @oneshot5223 2 роки тому +5

    Such a lovely Gesture ..Bhagaban apana nko Mangala karantu 🙏🏻

    • @harekrushnabehera3138
      @harekrushnabehera3138 2 роки тому +1

      ଆପଣବି ନିଜ ଜମି ଯାଗା ବିକି ଜଗନ୍ନାଥଙ୍କୁ ଦାନ ଦେଇଦିଅନ୍ତୁ , ଭଗବାନ ଆପଣଙ୍କ ବି ମଙ୍ଗଳ କରିବେ।

    • @oneshot5223
      @oneshot5223 2 роки тому

      @@harekrushnabehera3138 😆

    • @Abhijitdas-bf9ky
      @Abhijitdas-bf9ky 2 роки тому

      @@harekrushnabehera3138 Apana aga diantu.

  • @saniyamaharana1374
    @saniyamaharana1374 2 роки тому +1

    Great maa.bahuta badhia karichhanti.

  • @prasantanaik537
    @prasantanaik537 2 роки тому +16

    maa anath asharam deleni

  • @dhanlaxmitrading2387
    @dhanlaxmitrading2387 2 роки тому +6

    ଗରିବ ଲୋକଙ୍କୁ ଦେଇଥିଲେ କେତେ ଭଲ ହେଇଥାନ୍ତା..
    ଯୋଉ ମାନେ ଖାଇବାକୁ ପାଉ ନାହାନ୍ତି

  • @soumyaranjanlenka2728
    @soumyaranjanlenka2728 20 днів тому

    What a great lady, fully educated and experienced. M really greatful to her. God bless her n her family ❤❤❤

  • @rajeshofficialnk4709
    @rajeshofficialnk4709 2 роки тому +19

    Chhi chhi laja ଲାଗୁନି ଗରିବ ଲୋକଙ୍କୁ ସାହାଯ୍ୟ କର

    • @pareshkumarpradhan639
      @pareshkumarpradhan639 2 роки тому

      ମୋ ମତ ବି ଭାଇ ସେଈଆ, ଗରିବ ଲୋକଙ୍କୁ ଦେଈଥିଲେ ଭଲ ହେଇଥାନ୍ତା

    • @prasannanayak4336
      @prasannanayak4336 2 роки тому

      Kathare achhi jaha kale loka kahibe se kichhi paiba pain deini au se bi school pain 15 lacs donate karichhi

    • @EngineersChoiceAnyday
      @EngineersChoiceAnyday 2 роки тому

      @@prasannanayak4336 thik katha.

  • @harekrushnabehera3138
    @harekrushnabehera3138 2 роки тому +9

    ଓଃ ନିଜର ସନ୍ତାନ ସନ୍ତତି ନ ଥିବାରୁ ଏ ପାଲା ।

  • @Babul633
    @Babul633 2 роки тому +6

    ମାଉସୀ ଜୀଏ ଖାଇବାକୁ ପାଉନି ତାକୁ ଖାଇବାକୁ ଦେଲେ ଧର୍ମ ହୁଏ ଆଉ ଜୋଉଠି ଦରକାର ନାହିଁ ସେଠି ଜେତେଦେଲେଵି ଧର୍ମ ହୁଏନି

  • @latestmovieshiro2861
    @latestmovieshiro2861 2 роки тому +1

    ଠାକୁର ଙ୍କ କଣ ଅଭାବ ଅଛି ଯଦି ଗରିବ ଲୋକଙ୍କୁ ଦାନ କରିଥିଲେ ଭଲ ହେଇଥାନ୍ତା।

  • @alekhkumarpanda7999
    @alekhkumarpanda7999 2 роки тому

    ଏମିତି କିଛି ଭଲ ଲେକ ଅଛନ୍ତି ବେଲି ଏତେ ବଡ ଦୁନିଆ ଟି ଚାଲିଛି ଜୟ ଜଗନ୍ନାଥ

  • @satyavamasingh3906
    @satyavamasingh3906 2 роки тому +4

    ଭଗବାନ ଙ୍କ ଅପେକ୍ଷା ଯଦି ଗରିବ ଲୋକଙ୍କୁ ଦାନ କରିଥିଲେ ଭଲ ହେଇଥାନ୍ତା....

  • @thetruthchannal2197
    @thetruthchannal2197 2 роки тому +20

    You have done ever mistake in yours life maa, yours money will take NABIN PATTNAYAK and puri sevayata, if you want to donate then you should donate to poor people in yours area then you will get blessed after yours death they should remember you, but Nabin can't remember you, mind it

    • @Sia000
      @Sia000 2 роки тому

      Amiti kan pai comment Dauchanti,, aapankara ta 1 tanka daba ra ichha nai.. Au Jia vagaban nku dauchanti.. chadda vagaban aapanku Vala badhi Diantu

  • @gananathbehera7958
    @gananathbehera7958 2 роки тому +1

    ଯୁଉ ଲୋକଙ୍କୁ କିଛି ମିଳୁନି, ସେ ଲୋକଙ୍କୁ ଦେଲେ ଭଲ ହୁଅନ୍ତା 🙏

  • @jagatpattnaik5805
    @jagatpattnaik5805 2 роки тому +1

    ଅନାଥଆଶରମରେ, ମାନଙ୍କରେ ଦେବାଟା ଭଲ ଥାନ୍ତା ଧୂଖି ରଙ୍କି ମାନଙ୍କୁ ଓ ଗରିବ ପିଲାମାନେ ଧନ ଅଭାବରୁ ପାଠ ପଢି ପାରୁନାହାନ୍ତି ଜଗନ୍ନାଥଙ୍କର କଣ ଅଭାବ , ନମସ୍କାର ଜୟ ଜଗନ୍ନାଥ

  • @sanjayparida3988
    @sanjayparida3988 2 роки тому +4

    Gariba asahaya annath lokanku deidaba Katha. jagaku...... mausi delani purire jou panda achanti tanka Khushi paiwn dela.hau Sabu see prabhunka icha Jai jaggannath🙏🙏🙏🙏🙏🙏🙏

  • @maheswarpradhan4247
    @maheswarpradhan4247 2 роки тому +78

    Service to mankind service to God. Lord Jagannath needs no donation.

    • @lagguru8032
      @lagguru8032 2 роки тому +1

      But it's called foolishness in today's world
      Now everyone knows where these money will go

    • @riyaray1006
      @riyaray1006 2 роки тому

      She did for education in her area for school development

    • @Bhq12345
      @Bhq12345 2 роки тому

      Ta paise se jaha kale...tamara ete kundei kain houchi

    • @trishul.7551
      @trishul.7551 2 роки тому

      @@Bhq12345 hna thik ta Paisa se jahaku daba but dekheihaba kan darkar social media re sethipai gandikundei hela bujhilu

    • @suratluha2575
      @suratluha2575 2 роки тому +2

      People are showing there self money not need to God it is need only poor and miserable people

  • @purandarkisan6289
    @purandarkisan6289 10 днів тому

    Bahut dhnyabad panda madam jagannath always blessing to you jug jug jio Jay jagannath.

  • @user-fq5gb9ep9e
    @user-fq5gb9ep9e 11 днів тому

    ଆଃହା,ଏପରି ମହାନ ଆତ୍ମା କୁ ମୁ କୋଟୀ କୋଟୀ ପ୍ରଣାମ ଜଣାଉଛି ,ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ।

  • @odishadevelopment5604
    @odishadevelopment5604 2 роки тому +8

    Vokila pasu pakhi au asahya garib loka nku jadi deithant tebe se tankar mulya rahithanta

  • @sheshadevdharua1271
    @sheshadevdharua1271 2 роки тому +9

    First comment 👍👍 Great heart lady...

  • @satyabratananda4815
    @satyabratananda4815 2 роки тому +1

    ବହୁତ୍ ସୁନ୍ଦର୍ କଥା କହିଲେ ମା , ତୁମ କଥା ଆମେ ସବୁ ମନେ ରଖିବା କଥା, ସେ କହିଲେ ମୁଁ କଣ ତାଙ୍କୁ ଦାନ ଦେବି ସବୁ ତ ତାଙ୍କର ।

  • @salilakumardalai2787
    @salilakumardalai2787 2 роки тому

    ସୁନ୍ଦର ମଣିଷ, ଉଚ୍ଚ ଚିନ୍ତାଧାରା. ବହୁତ ଧନ୍ୟବାଦ

  • @anjankumarparida4735
    @anjankumarparida4735 2 роки тому +4

    ଅନାଥ ଆଶରମ କୁ ଦେଇଥିଲେ ଅଧିକ ଭଲ ହେଇଥାନ୍ତା।

  • @akshayasabar7170
    @akshayasabar7170 2 роки тому +4

    Gariba lokanku deithile bhala huanta. Hau 🙏🙏

  • @satyabratanath8357
    @satyabratanath8357 2 роки тому +1

    Emitika manusya miliba birala joy gagannatha👏

  • @ashokbehera2815
    @ashokbehera2815 2 роки тому

    ଏକଦମ୍ ଠିକ୍ ଏବଂ ମାଉସୀ ଶାସ୍ତ୍ର ଅନୁଯାୟୀ ସର୍ବୋତ୍କୃଷ୍ଟ ସେବା କରିଛନ୍ତି ସେ ଜ୍ଞାନୀ ଏବଂ ଜଗନ୍ନାଥଙ୍କ ଭକ୍ତ ମଧ୍ଯ ତେଣୁ ତାଙ୍କୁ ବିନମ୍ର ପ୍ରଣାମ।
    ଜୟ ଜଗନ୍ନାଥ

  • @punyatoyarout6938
    @punyatoyarout6938 2 роки тому +4

    କିଛି ଲାଭ ନାହିଁ.. ଅନାଥ ଆଶ୍ରମ କୁ ହେଲେ ଦେଇଥାନ୍ତ..ସେଠି ଯେତିକି income ହଉଚି କହିଲେ ନସରେ.. ସେଥିରେ ପୁଣି ଦାନ..

    • @Sun_Dil
      @Sun_Dil 2 роки тому

      Dano dakhina ku tame income kuhani, papo lagiba, Jagannath dondo dei paranti

    • @sureshbehera-sureshbehera7243
      @sureshbehera-sureshbehera7243 2 роки тому +1

      You are right good right answer

  • @M.k.art2024
    @M.k.art2024 2 роки тому +4

    ଭଲ କଥା କିନ୍ତୁ ଅନାଥ ଆଶ୍ରମ ମାନଙ୍କୁ ମଧ୍ୟ କିଛି କିଛି ଦେଇଥିଲେ ଆହୁରି ଭଲ ହେଇଥାନ୍ତା🙏🏻 ଜୟ ଜଗନ୍ନାଥ

  • @ashoktripathy6975
    @ashoktripathy6975 2 роки тому

    जय जगन्नाथ जय जगन्नाथ जय जगन्नाथ

  • @dillipkumarmohanty4471
    @dillipkumarmohanty4471 9 місяців тому

    Great mother
    We salute maa

  • @Dinesh-fy6pz
    @Dinesh-fy6pz 2 роки тому +3

    ଏ ମଉସା ଙ୍କ ପାପ ଅର୍ଜିତ ଧନ କୁ ମାଉସୀ ଭଗବାନଙ୍କୁ ଦାନ କରିଦେଲେ ବୋଧେ । କାହିଁକି କି ମଲା ବେଳେ ସ୍ବର୍ଗ ପ୍ରାପ୍ତି ହୋବ । ଜଗନ୍ନାଥ ଜଗତ ର ନାଥ , ତାଙ୍କୁ ବୁଡ଼ି ମାଉସୀ କଣ ଦାନ କରିବେ ?? ମାଉସୀ କେବେ ଜୀବନ କାଳ ରେ କେବେ ଗରିବଙ୍କୁ ଟଙ୍କା ଟିଏ ଦାନ କରି ନ ଥିବେ , ମିଡିଆ ରେ ଦେଖେଇ ହବା ପାଇଁ ଏ ସବୁ କରୁଛନ୍ତି ।

  • @subratadalai7650
    @subratadalai7650 2 роки тому +13

    Help to poor people. I think it is not great work.

  • @rabindrakumarpuhan7688
    @rabindrakumarpuhan7688 23 дні тому

    Great service to nation with worm wishes to glorious woman

  • @FFGaming007
    @FFGaming007 2 роки тому +2

    ଜଗନ୍ନାଥ ମନ୍ଦିର ର ସବୁ ଦାନ ସରକାର ନିଅନ୍ତି ଆଉ ସେହି ଟଙ୍କା କୁ ମସଜିଦ ଓ ଚର୍ଚ୍ଚ ବନାଇବା ପାଇଁ ଖର୍ଚ୍ଚ କରନ୍ତି l
    ସେହି ମସଜିଦ ଓ ଚର୍ଚ୍ଚ ରୁ ଭାରତ ବିରୋଧୀ ଗତିବିଧି ନିର୍ଣ୍ଣୟ ହୁଏ l ଯଦି ଦେବାର ଥିଲା RSS ବା ବିଶ୍ୱ ହିନ୍ଦୁ ପରିଷଦ କୁ ଦେଇ ଥାନ୍ତ l

  • @akankhyamishra5088
    @akankhyamishra5088 2 роки тому +13

    She is a blessed noble soul,she understands the value of money. Thank you madam form the bottom of my heart🙏

  • @santoshkumarpanda5152
    @santoshkumarpanda5152 2 роки тому +2

    ଜଗନ୍ନାଥ ହେଉଛନ୍ତି ଗଛର ମୂଳ ଜୀବଜନ୍ତୁ ହେଉଛି ଡାଳ ପତ୍ର। ଗଛର ମୂଳକୁ ଦାନ ଦେଲେ ଡାଳ ପତ୍ର କୁ ଆପେ ଆପେ ମିଳିଥାଏ। ଜୟ ଜଗନ୍ନଥ

    • @ashokbehera2815
      @ashokbehera2815 2 роки тому

      ଏକଦମ୍ ଠିକ୍ ଏବଂ ମାଉସୀ ଶାସ୍ତ୍ର ଅନୁଯାୟୀ ସର୍ବୋତ୍କୃଷ୍ଟ ସେବା କରିଛନ୍ତି ସେ ଜ୍ଞାନୀ ଏବଂ ଜଗନ୍ନାଥଙ୍କ ଭକ୍ତ ମଧ୍ଯ ତେଣୁ ତାଙ୍କୁ ବିନମ୍ର ପ୍ରଣାମ।
      ଜୟ ଜଗନ୍ନାଥ

  • @sureshakumarkumarsahoo7489
    @sureshakumarkumarsahoo7489 2 роки тому

    Maa nkar bahut gyana ,maa nku koti pranam

  • @jscreation3485
    @jscreation3485 2 роки тому

    ମା ତୁମ ଚରଣ ରେ କୋଟି କୋଟି ପ୍ରାଣମ 🙏🙏🙏🙏🙏🙏🙏

  • @radheshyamsahucreation7621
    @radheshyamsahucreation7621 2 роки тому +5

    ମାଉସୀଙ୍କୁ ମୋର୍‌ ଜୁହାର୍‌ 🙏🙏

    • @Sun_Dil
      @Sun_Dil 2 роки тому +1

      Tamara paisa darkar na kana 😁

    • @radheshyamsahucreation7621
      @radheshyamsahucreation7621 2 роки тому +1

      @@Sun_Dil Emiti kemiti kahuchhant..😀😀
      ଈଶ୍ବର ମୋତେ ଦରମା ବହୁତ୍‌ ଦେଉଛନ୍ତି!🙏

    • @Sun_Dil
      @Sun_Dil 2 роки тому

      @@radheshyamsahucreation7621 tahele Dano punya kama tike hau , donate Kara

    • @radheshyamsahucreation7621
      @radheshyamsahucreation7621 2 роки тому +1

      @@Sun_Dil ଈଶ୍ବରଙ୍କ ଯାହା ଇଚ୍ଛା!!

    • @Sun_Dil
      @Sun_Dil 2 роки тому

      @@radheshyamsahucreation7621 kichi ta Tama icha Ru hau, Sabu Ishwar nka Naa kahidele kana heba , Kali tomorrow kichi gariba Loko ,ki rasta re Bhikari dekhile Atleast 100, 200 dano Kara , kichi khaibaku Dia rasta re ...punya miliba 🙏
      Bhagwan kahichanti tame jete dano daba sie Sudha Mula akara re kuadu hele return puni asijiba , so Kali gote choto Moto Dano hau

  • @maheswarpradhan4247
    @maheswarpradhan4247 2 роки тому +8

    No doubt she is a virtuous lady.

  • @user-zb3hg4ed7f
    @user-zb3hg4ed7f 9 місяців тому

    Jay Jagannath good bless you grand mother😊❤

  • @pradeepdash2004
    @pradeepdash2004 2 роки тому +1

    Maa 🙏🏻🙏🏻🙏🏻 jay jagannth. maha prabhu Sada sarbada khusire rakhithantu 🙏🏻🙏🏻🙏🏻🙏🏻

  • @biswanathdas4906
    @biswanathdas4906 2 роки тому +3

    Great women with great heart ....❤

  • @rasmiranjansubudhi4907
    @rasmiranjansubudhi4907 2 роки тому +3

    JAY Jagannath swami 🙏❤️🙏

  • @mahendrapradhan7922
    @mahendrapradhan7922 2 роки тому

    Ahi maa ra katha suni manaku anand milila jay jagannath

  • @user-xb2ct4vb8o
    @user-xb2ct4vb8o 2 роки тому +2

    ମାଉସୀ ସୃଷ୍ଟିର ସ୍ରଷ୍ଟା ସିଏ।ତାର ଧନତାକୁ ଦେଲ।ଏତିକି ଜଗନ୍ନାଥଙ୍କ କୃପାଲାଭ କଲ।ଆଉ ଅନ୍ୟ କାହାକୁ ଦେବାରଶକ୍ତି ତୁମର ନାହିଁ।

  • @nirodbiswal8025
    @nirodbiswal8025 2 роки тому +4

    Jay. Jaganath. Jay. Jaganath

  • @santoshgupta1687
    @santoshgupta1687 2 роки тому +18

    Great women with great heart'

  • @odiabahugita
    @odiabahugita 2 роки тому

    Maa jagannath nka ra bahut achhi... Jadi dabara thila kau anatha ashram kimba kau gariba ku deithile jagannath besi khusi heithante🙏

  • @tulsidasgaur4854
    @tulsidasgaur4854 2 роки тому +6

    What a simplicity. True zest of hindu dharma on her thoughts. Very clear views of devotion in simple heart touching words.koti koti Pranab. I don't know odia,but even than I could understand her perception and feelings and understanding of Lord shri Jagannath.

  • @rashmirout9211
    @rashmirout9211 2 роки тому +5

    Lord Jagganath bless you mousi ... Hope your faith will be utilised in a good way rather going into the vessel of corruption..

  • @srilekhasahoo2010
    @srilekhasahoo2010 2 роки тому

    Sata katha Jagannath hauchhanti sara duniara malika🙏

  • @bandan72
    @bandan72 2 роки тому +1

    ମାନବ ସେବା ହିଁ ମାଧବ ସେବା

  • @theradiant2257
    @theradiant2257 2 роки тому +3

    This gentle woman seems very generous and a great devotee of Lord Sri JAGANNATH. Also, she has a towering personality. Really we are proud of her dedication to the devotional world. But helping the poor, destitute people is another great service to the mankind. So, try to serve and support those who really want. Above all, you mode of talking is heart-throbbing. NAMASYA MAA 🙏🙏🙏

  • @shuvendunayak5744
    @shuvendunayak5744 2 роки тому +9

    Beautiful inspiration by you Mausi 🙏🙏🙏

  • @barunmandal4211
    @barunmandal4211 2 роки тому

    ହେ ମାଆ ଜଗନ୍ନାଥ କଣ ଗରୀବ ମୁଁ ଭୂମୀହୀନୋ ମୁଣ୍ଡ ଉପରେ ଛପର ନାହିଁ କୀଛି ଭୂମିହୀନ କୁ ଛୋଟ ଘର କରି 100 ଟୀ ପରିବାର କୁ ଦାନ କରିଥିଲେ ଏ ଜନ୍ମ ରେ ଆପଣ ଧର୍ମ ମାଁ ହୁଅନ୍ତ।
    ଧରମ

  • @sadasivasahoo4572
    @sadasivasahoo4572 2 роки тому

    Jai Jagannath 🙏. Great 👍

  • @prasanthbiswal3766
    @prasanthbiswal3766 2 роки тому +2

    I salute that lady, who's husband desire is successful happening today and nature of helping is more attractiveness for living society to teach super lesson to youths and her (aunty) desire and innocent word that direct touch to Sri Lord Jagannath and helping poors on a free hand and son in law backwards force of aunty desire of wish and complete their work one by one successfully, I salute aunty, s work and her own and husband wishness🙏🙏

  • @shibaprasadrout1633
    @shibaprasadrout1633 2 роки тому +4

    The lady is a great orator and devotee . Let
    God may bless her.
    With regards to her.

    • @kapilbarada7515
      @kapilbarada7515 2 роки тому

      Tame nihara bada paniya dekhai achha
      Pani dana
      Kaniya dana
      Arana dana ye Sabu kari thile bhari bhala hoi thanta
      🙏

    • @kapilbarada7515
      @kapilbarada7515 2 роки тому

      School dana kari achha
      Thank you🙏

    • @kapilbarada7515
      @kapilbarada7515 2 роки тому

      Eswar tama ku punara janam bai kuntha pra pata karantu🙏

  • @hemalatabehera4483
    @hemalatabehera4483 Рік тому

    Maa tumaku kothi namasta🙏🙏🙏🙏

  • @pranamcreation2222
    @pranamcreation2222 2 роки тому

    ମାଉସୀ ସୁନ୍ଦର କଥା ପଦୀଏ ଟିଏ କହିଲେ ସେ ଜଗନ୍ନାଥ ଜଗତର ନାଥ ଯାହାବି ଜଗତରେ ଅଛି ସେ ସବୁ ତାଙ୍କର ପୁଣି ତାଙ୍କୁ ଆମେ ତାଙ୍କୁ ଦାନ କେମିତି କରିବା କିନ୍ତୁ ଏହି ଭାଇ ମହାଶୟ ଜାଣି ନାହାନ୍ତି ବୋଧେ ବାର ବାର କହୁଛନ୍ତି। ପ୍ରଭୁ ଜଗନ୍ନାଥଙ୍କୁ ଦାନ କଲେ ଦାନ କଲେ । ଭାବି ଚିନ୍ତା ପ୍ରଶ୍ନ କରନ୍ତୁ।

  • @dskumar4553
    @dskumar4553 2 роки тому +6

    Great grandmother ❤️

  • @Godeepak
    @Godeepak 2 роки тому +5

    ଜୟ ଜଗନ୍ନାଥ 🙏 ତମକୁ ଦୀର୍ଘାୟୁ 🙏 କରନ୍ତୁ

  • @tapasmoharana5296
    @tapasmoharana5296 2 роки тому

    Jagannath nka aneka sampati ..pravhunku janaei school Ku Dela pari anatha asrama ki gariba nispesita lokanka pani sansta Ku deithile vhala hoei thanta..bahuta sundar Katha school Ku deba

  • @bandanadebatascreation3081
    @bandanadebatascreation3081 2 роки тому

    Really great lady🙏🙏

  • @jagakaliapadra1707
    @jagakaliapadra1707 2 роки тому +2

    Maa jadi kenu anatha asramaku deithanta bahuta vala huanta....Jagannatha nku kn avaba heuthila tanku dele...School ku dele.
    bahuta vala kale 👏🙏

  • @sonymishra4524
    @sonymishra4524 2 роки тому

    କାଳିଆ ଠାକୁର ଙ୍କ କଣ ବା ଅଭାବ ?ଯେ ଦେଇ ଥିଲେ ତାଙ୍କୁ ଫେରାଇ ଦେଲ ।ସମାଜ ରେ ଦୁଃଖୀ ଦରିଦ୍ର ବହୁତ ଅଛନ୍ତି ତାଙ୍କ ସେବା ରେ ଲଗାଇଥିଲେ ଭଲ ହୋଇଥାନ୍ତା ମାଁ।।ଜୟ ଜଗନ୍ନାଥ।।🙏🏻🙏🏻🙏🏻

  • @ashokbehera9970
    @ashokbehera9970 2 роки тому

    Dhanybad OTV🙏

  • @uzindegi....5348
    @uzindegi....5348 2 роки тому +2

    ଜଗନ୍ନାଥ ଙ୍କୁ ଦେଲେନି ମାଁ ଚୋର ମାନଙ୍କୁ ଦେଇଦେଲେ, ସ୍କୁଲ ପାଇଁ ଦେଲେ ସେଇଟା ବି ବିଫଳ, ଜଦି ହୋଇଥାନ୍ତା ଆପଣ ସଠିକ୍ ଜାଗାରେ ସାହାଯ୍ୟ କଲେ ଭଲ ହୁଅନ୍ତା,,, ତଥାପି ଆପଣଙ୍କ ପରିବାର ର ସାହାଯ୍ୟ ସହଯୋଗ ପାଇଁ 🙏🙏🙏🙏

  • @SUVENDU_SAHOO
    @SUVENDU_SAHOO 2 роки тому +1

    Sata Sata Pranam sehi Maa nku🙌🏼🙌🏼🙌🏼🥺🥺🥺🙏🙏🙏🙏💐💐💐💐

  • @AbinashNaik-ey8kr
    @AbinashNaik-ey8kr 2 роки тому

    Ma'am you are so much great person 🙏

  • @diptiranjanmohanty7130
    @diptiranjanmohanty7130 2 роки тому +1

    Katha aau chintadhara bahut uchakotira 🙏

  • @laxmidhargouda6930
    @laxmidhargouda6930 2 роки тому +1

    You are great ,🙏🙏🙏

  • @kapilbarada7515
    @kapilbarada7515 2 роки тому +1

    Jadi tame ketuta gariba jhiya ra baha kari thanta bhala huyanta
    Bhala kari achha
    Thanks sister🙏

  • @sureshpadhan2298
    @sureshpadhan2298 9 днів тому

    ମାଁ ଯଦି ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ ଦେଲେ ଏହାକୁ ପ୍ରଚାର ପ୍ରସାର କରିବାର ନ ଥିଲା କାହିଁକି ନା ଇନ୍ଦ୍ରଦ୍ୟୁମ୍ନ ଙ୍କ କଥା କୁ ଟିକେ ମାନେ ପକାନ୍ତୁ

  • @dakhineswarjena2554
    @dakhineswarjena2554 2 роки тому

    Really mam, you are great thanks🌹🌹🌹🌹🌹 🙏 mam

  • @sarojkumaramat2715
    @sarojkumaramat2715 2 роки тому +1

    ଠିକ୍ ହେଲାନି । ଗରିବଙ୍କ ସେବାରେ ଲଗେଇ ଥିଲେ ।ଭଲ ହୋଇ ଥାନ୍ତା । ଜଗନ୍ନାଥ ମନ୍ଦିରରେ ରାଜନିତି ହେଉଛି ।

  • @jagnyasenimeher6418
    @jagnyasenimeher6418 2 роки тому +1

    Maa pranam

  • @srimantapatra6869
    @srimantapatra6869 2 роки тому +2

    Maa au apanankara roga byadhi hebanahin sabu Jagannath nka pakhare samarpi diauntu mana prana

  • @nrusinghapuhan2474
    @nrusinghapuhan2474 2 роки тому

    Hare Krishna....🙏🙏🙏

  • @bijayakumardehury7182
    @bijayakumardehury7182 9 місяців тому

    Wish of lord jagannath.Without lord blessing wind is not flowing.Every thing is from lord jaganth.Every end is zero,man is zero.Nothing nothing,we are only acting of our living period.

  • @niranjandash649
    @niranjandash649 9 місяців тому

    ଜଗନ୍ନାଥ ପ୍ରେମୀ ଏବଂ ସ୍ୱାମୀ ଭକ୍ତା ମାଉସୀଙ୍କୁ କୋଟି ନମସ୍କାର..ଏଥିରୁ ନେତା ମନ୍ତ୍ରୀ, ପଇସାଖିଆ ଅଫିସର କିଛି ଶିଖନ୍ତୁ..