What a vlog ! I really appreciate 😊 to you and best wishes to travel different cities without eating food... I am very happy to see your vlogs laba bhai...
You are lucky person and intellgence with present minder,Jay jagannath.Go ahead god bless to you for long living carrear,best up luck.I am very happy for youy vedio.really u r great of our humanbeig society of our odisha.
I am a China lover girl because of i watch c-drama ......so thank you for going there and showing me to China .....i will now follow you ❤.....love from sundargarh Be healthy 😊
କଠିନ ପରିଶ୍ରମ କରିଥିବା ଯୋଗୁଁରୁ ଓଡ଼ିଶାର no. 1 vlogger ହେଇ ପାରିଛନ୍ତି । Good job bro 👍. ଆମେ ସବୁବେଳେ ଆପଣଙ୍କର ନୂଆ ନୂଆ ଭିଡିଓ କୁ ଅପେକ୍ଷା କରିଥାଉ ଏବଂ ଭିଡିଓ ଦେଖି ଆମେ ମଧ୍ୟ ବହୁତ entertainment କରିଥାଉ।ଜୟ ଜଗନ୍ନାଥ ❤❤❤
youtube.com/@jagandas-o7y?si=1KHwH0TzNB9vj7vs😊
ଭାଈ ଚାଇନା ର ଲୋକମାନେ ବହୁତ୍ helpfull ❤❤❤❤
Loko bhla hle C.govt. Chutiyapa kaduchi bharata saha
Bhai taxi wala 😂
କିଏ କିଏ ଚାହୁଁଛ ଲବ ଭାଇକଂ ଭିଡିଓ china ରେ 1 millions subscribe ହେଉ ❤❤
ଜୟ ଜଗନ୍ନାଥ 🙏🙏
ହେଇ ଯିବ bro
ଆସିଲା ବେଳକୁ ଚୀନ language ସିଖିକରି ଆସିବ, ବହୁତ୍ ଭଲ ଲାଗିଲା ଚୀନ vlog .
youtube.com/@jagandas-o7y?si=1KHwH0TzNB9vj7vs😊
ଓଡିଶା ର ନମ୍ବର 1ବ୍ଲୋଗେର
Bhai India ra b kahile chaliba
😮
@user-ur7ll9yu1z kemiti India ra kahile Anya bi achhanti hele se odisha ra pila ta odisha hi thik❤❤❤
I like him
India ro
ଓଡ଼ିଆ ଲୋକ ଯୁଆଡେ ଗଲେ ବି we want "ଭାତ"❤
Odisha laka🥰 not only odia.
Rice our love ❤
@@Supriya845 ତୁ ଯଦି ଓଡ଼ିଶାରେ ରହି ଓଡ଼ିଆ ହେଇ ପାରୁନୁ ତେବେ ତୁ ଭାରତରେ ରହି ଭାରତୀୟ ବି ହେଇ ପାରିବୁନି । 😂
ଓଡ଼ିଶାର ଲୋକ ମାନେ ହିଁ ଓଡ଼ିଆ ଲୋକେ, ଯେଉଁମାନଙ୍କର ପ୍ରଥମ ବା ଦ୍ବିତୀୟ ଭାଷା ହେଉଛି ଓଡ଼ିଆ ଭାଷା ।
ଭଗବାନଙ୍କ କୃପା ରୁ ଭଲରେ ଥା ଲଵ ବେଟା ।ଖୁବ ସୁନ୍ଦର ଭିଡ଼ିଓ।ଧନ୍ୟବାଦ ।
Hi
ଭାଇ ଭଲ ପରିଶ୍ରୋମି କରୁଛ ଭଗବାନ ତୁମକୁ ଆଶ୍ରିବାଧ କରନ୍ତୁ
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
ବହୁତ ସୁନ୍ଦର ଲାଗିଲା good luck
ଠିକ କଥା ଭାଇ ଆମେ ସବୁବେଳେ ଜୀବନ ର ପ୍ରତି ମୁହୁର୍ତ ରେ କିଛି ନା କିଛି ସିଖିଥାଉ ବାସ ଆମକୁ ଖାଲି ସବୁ ବେଳେ positive ରହିବାର ଅଛି । ତୁମ କୁ ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣ ଭିନ୍ନ ଭିନ୍ନ ଦେଶ ଯାଉଥିବାରୁ ଆମ କୁ ମଧ୍ଯ କିଛି ଶିଖିବାକୁ ମିଳୁଛି ଆଉ ଆମ ମାନଙ୍କୁ ବାସ ସେ ଶିକ୍ଷ୍ୟା କୁ ବୁଝି ନିଜ ଜୀବନ ରେ ଆଉ ଆମ ସମାଜ ରେ ବ୍ୟବହାର କରିବା ଉଚିତ୍।।
ଭାଇ ତମେ ବାସ ଆଗକୁ ମାଡି ଚାଲ ଆଉ କିଏ କଣ ଖରାବ କହୁଚି ତୁମ ବିଷୟରେ ସେଇଟା କୁ ତୁମେ ଶୁଣି ତାକୁ positive thoughts re mind ku ନେଇ ଆଗକୁ ମାଡ଼ି ଚାଲ। ଆମେ ତୁମ ସାହା ସଦା ବେଳେ ଅଛୁ।।
ଜୟ ଜଗନ୍ନାଥ ⭕‼️⭕
Tq sonali
Right 👍 sister ❤❤
hiiii 👋🏻👋🏻
ଇନ୍ଦ୍ରାବତି ଗତିପ୍ ଟ୍ ରୁ କିଏକିଏ ଦେଖୁଛ ❤❤❤❤❤🎉
Adi Napay Boolk Video Laba Dada ❤❤❤
Really ama apnka pakharu bahuta kichi janilu and bahuta jaga dakhi bi parilu
ମୁଁ ବହୁତ୍ ଖୁସି ଯେ ଲବ ଭାଇ ଚାଇନା ରେ ପଦାର୍ପଣ କରିଛନ୍ତି
Bahuta bhala lagila video ti thank you brother ❤❤❤
Thank you Bhai apana nk pain ame nua place dekhiparuchu
ଗଞ୍ଜାମ ଜିଲ୍ଲାରୁ କିଏ କିଏ ଦେଖୁଛ ଗୋଟେ like ହଉ ❤️❤️❤️
youtube.com/@jagandas-o7y?si=1KHwH0TzNB9vj7vs😊
Like neiki kn kariba 😮😂
Laba bhai vlog kie bina skip re dekhuchi like 👍 kara
Odisha beggest vloger Laba bhai nomber 1...........❤❤❤❤u bhai
ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା, ଭିଡ଼ିଓରେ ବହୁତ କିଛି ସୁନ୍ଦର ଭିଉ ଦେଖାଇ ଥିବାରୁ ବହୁତ ବହୁତ ଧନ୍ୟବାଦ 🙏ଜୟ ଜଗନ୍ନାଥ 🙏
Thik katha sir
Jay jagarantha Pravu Apanaku Saha Bharasa
Labo bhai pai gote like karo ❤
10.44 literally me bro😂😂
ଆମ ଓଡ଼ିଆମାନଙ୍କ ପାଇଁ ଭାତ ହେଉଛି ପ୍ରେମ 💙💙💙❤️❤️
What a vlog ! I really appreciate 😊 to you and best wishes to travel different cities without eating food...
I am very happy to see your vlogs laba bhai...
Thank you Bhai negetive change kari ki positive mind milu chhi video ru 🎉
Odisha no1 youtuber
star gamer
No 1 vlogger of odisha as well as pride of odisha . ❤❤
Nice china trip laba brother. Love you❤❤❤best vlog.
Bhaimore bahut badhia abe parjyanta dekhibaku ichcha heuchi khub sundor
No one Blogger of Odisha.
ଲବ ଭାଇ ବହୁତ୍ କଷ୍ଟ ସହୁଛ ତୁମେ ଧନ୍ୟବାଦ୍
ବହୁତ୍ ସୁ୍ଦର୍ ଭିଡ଼ିଓ ଲବ ଦାଦା
ଜୟ ଜଗନ୍ନାଥ 🙏🙏🙏
from Kalahandi (Dharamgarh)
ଆମ ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କର ଆଶୀର୍ବାଦ ଅଛି ଭାଇ ସବୁ କାମ ପାଇଁ ଆମ ଜୟ ଜଗନ୍ନାଥ ଙ୍କ ଆଶୀର୍ବାଦ 🙏🙏🙏
Love you too laba bhai Tamar lagi ame ghare Thai ki sabu desh dekhi paruchu❤❤❤❤
Odish ru Bhubaneswar cattack narshign pur ru dekhucha
Sange Mane bahut jarre khara hou chi..apana manaku Mora anuradh ki apana Mane gote gote gacha lagantu❤❤❤❤
Bahut badhiya video 📷 Odisha basinku dekheila bhai...So nice👌👍💐
ଭାଇ ଚାଇନା ଆମ ଦେଶୋରୁ ଏତେ ଆଗୋକୁ ଅଛି ,ଆମ ଦେଶ ବୋହୁତ ପଛରେ ସେଥିପାଇଁ କଷ୍ଟ ଅନୁଭବ କରୁଚି❤❤❤❤
ଗଟେ ନେତା କୁ ପାଞ୍ଚ ବର୍ଷ ରୁ ଅଧିକ ବାସେଇ ରଖିଲେ ଦେଶ ତଳ ପଟୁ ଆଗୁଆ ରହିବ
Tame ta Khali caste ku nei ucha nicha hele kete bele development haba
25 barsa auhuri nabin babu nku vote dia
@trisharath4071 relax Nabina era gala..😅
@@trisharath4071 😅😅😅
Bhai God bless you 🎉❤❤
Nice vedio
First super content of china , Marang buru bless you Laba da , From Thakurmunda
Congratulations 🎉👏 Laba Bhai 1milion Subscribe advance congratulations 🎉👏🎉🎉🎉🎉
ବେହେରା ରାରୁ କିଏ କିଏ ଦେଖୁତ ❤😢😅😊supprt
First day of china safe journey God bless you
ଶୁଭ ସକାଳ ପୃଥିବୀର କେଉଁ ଦେଶରେ ଲୋକ ସଂଖ୍ୟା ଅଧିକ ଅଛନ୍ତି,,, କଉମାନେ ଜାଣିଛ କମେଣ୍ଟ ରେ କୁହ,, ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤
India
Chin
India
Of course China
India
bahut sundar vlog.. keep going 🎉ame bahut information pauchu international travel bisayare 👍👍👍
ମୁଁ ତ ଆଜି ଯାଏ ଆମ ଓଡ଼ିଶାକୁ ଦେଖି ସାରିନି 😢 ହେଲେ ଲବ ଭାଇ ର ଭିଡିଓ ଦେଖି ସୋବୁ ଦେଶ ଦେଖି ସାରିଲିଣି ଏଟୁ ଭଲ କଥା ଆଉ କଣ ହେଇପାରେ 😊
Like। ଲବ ଭାଇ କୁ support କର ଲବ ଭାଇ ତ ଆମ ପାଇଁ ଏତେ ସବୁ କରୁଛନ୍ତି ହେଲେ ଆମେ ତୋ କିଛି କରିପାରିବା ନାହିଁ support ହେଲେ ବି କରି ପାରିବା ନା❤
ଓଡିଶା ରେ no-1 ବ୍ଲଗର 🧡
ଫୁଲବାଣୀ ରୁ କିଏ କିଏ ଦେଖୁଚ ମତେ supert କର
Hnn
👍
Mu
Yes .mu b
😮😮😮😮
Really bhai bahut struggle karucha salutee
Big fan bhai ❤❤❤❤😱❤️🔥❤️🔥❤️🔥❤️🔥
Odisha Ra Super Hero
Bhai.mo video bakha ଭଲ
ଭାଇ ମୋ ଭିଡ଼ିଓ ଦେଖ ଭଲ
Hotel ta sundar heichi
So beautiful 💕😍💕🥰😍 💕🥰 video brother god bless you all ways Jai jagannath ❤❤❤❤
Bahut bahut sunder video ❤❤❤
ଘର ଟା କିନ୍ତୁ ବହୁତ ବହୁତ ସୁନ୍ଦର ହେଇଛି ରେ ଭାଇ❤
ଜୟ ଜଗନ୍ନାଥ ତୁମ ଯାତ୍ରା ମଗଂଳମୟ ହେଉ
Wow very nice and beautiful vlog ❤❤
Very nice 👍 laba Bhai ra trip bhala laguthile like koribe
Bahut khus laguchi mo bhai tama video dekhi dekhi love you ❤❤❤
ବୋହୁତ ଭୋଲ ଲାଗୁଛି ଭାଈ ତୋମ ଭିଡିଓ ଦେଖି ❤
ମେଡିଚାଲ ଲବ,ଖୁବ୍ ଭଲ ଲାଗୁଛି।ଧନ୍ୟବାଦ ।
💗💗💗Jay Jagannath bhai 💗💗💗
Laba Bhai tumara traveling videos bahut bhala laguchi❤
Congratulations 🎉🎉 Laba Bhai 1milion Subscribe Advance congratulations 🎉👏
Tuma ku travel pai award miliba brother waite 🎉best of luck
ଶୁଭ ସକାଳ ଲବ ଭାଇ 😊😊
Hii hello Bhai so Beautiful vlog laguchi
Hii laba bhai first comment ❤
You are lucky person and intellgence with present minder,Jay jagannath.Go ahead god bless to you for long living carrear,best up luck.I am very happy for youy vedio.really u r great of our humanbeig society of our odisha.
Laba Bhai nka pain gote like Kara ❤
Very nice video apan bohut kost kariki video karuchanti
Sagun setah ❤❤❤
Lava god bless you my child
ଇଣ୍ଡିଆ ଭଳିଆ ଭିଡ଼ ଆଉ କୋଉ ଦେଶ ରେ ନାହିଁ.. road ପୁରା ଖାଲି
Bhai mu tamo video dekhiki bahuta khusi fill karuchi dhanyabad Bhai🤩🥰😘
ଲଵ ଭାଇ ଓଡ଼ିଶାର ନୂଆ ସରକାର ଗାଦିରେ ବସିଲେ ଆପଣଙ୍କୁ ସହଯୋଗର ହାତ ବଢାଇବେ, ଯେହେତୁ ଓଡ଼ିଶାର ହିର ❤❤❤❤❤
Bjp jitile kono dobo 5 boroso ku tore 2500 Tonka dobo pm kisan au kichinahi
Laba bhai amana nka katha sunani sabu neta ku bharasha kariba bjp netaku nai
Xe. Aparajita jemiti kahuthila prashant jagdeb kharapa abe bagei ki deuchi
ଏଠି ଲବ ଭାଇଙ୍କ ଭିଡିଓ ଦେଖିବାକୁ ଆସିଛ ନା ରାଜନୀତି ବିଷୟରେ ଆଲୋଚନା କରିବାକୁ
Jay BJD
OM NAMHA LAXMINARAYANAYA 🙏🙏♥️♥️🙏🙏 JAY HANUMAN 🙏♥️ JAY SHANIDEV 🙏♥️
ଜୟ ଜଗନ୍ନାଥ ଶୁଭ ସକାଳ ଲବଭାଇ
ଭାଇନା ଅତିସୁନ୍ଦର ପଦକ୍ଷେପ
Congratulations 🎉👏 1milion Subscribe Advance Laba Bhai ❤❤❤❤❤❤❤🎉🎉🎉🎉🎉🎉
I am a China lover girl because of i watch c-drama ......so thank you for going there and showing me to China .....i will now follow you ❤.....love from sundargarh
Be healthy 😊
Enjoy bro chaina
Bhai 🙏 aji pratham thara apanaka video dekhili au apanaka video bahut bhala lagila 🙏.
Bahut bhala heichi video bro...
Thanks bhai kasta karithibaru
No 1 vlogger
ଲବ ଭାଈ ତମକୁ ଦିଲସେ ବହୁତ ବହୁତ ଭଲ ପାଇବା...ତମେ ଆହୁରି ଆଗକୁ ବଢ଼ ❤❤🎉
Ek number
Love from Sambalpur Laba bro ahuri agaku badha jai jagannath
First comment Bhai 😮😮
ସେଠି ପଖାଳ ମିଳୁଛି,non veg ଆଚାର ବେଶୀ ମିଳେ,Iam a well wisher of u,thanks, ଜୟ ଜଗନ୍ନାଥ
ଲବ ଭାଈ ଙ୍କ video ku କିଏ କିଏ ଦେଖୁଛ like kara
Mu dekhuni kintu akhi mujidei chi
ଅଉ ଠିକ୍ ଅଛି ନାନି 😊 2:47 2:
Hi
Hi
Thank u Bhai..u r great...
First comment bro❤❤
Thanks!
Thank you 🙏
Pura seaport achhi bhai
ଯେଉଁମାନେ ଲବ ଭାଇଙ୍କ ବ୍ଳୋଗ୍ ଭିଡିଓ ଦେଖିବାକୁ ବହୁତ ପସନ୍ଦ କର ✋।।। raise their hands ✋🔥
ଖୁସି ରେ ରୁହନ୍ତୁ ଲଭ ଭାଇ❤❤❤❤❤❤❤❤
First comment bhai