Why Will Mohan Government Carry The Burdens Of Sins Done By The Pandian Government?

Поділитися
Вставка
  • Опубліковано 1 жов 2024
  • Why Will Mohan Government Carry The Burdens Of Sins Done By The Pandian Government? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 506

  • @Katak_Dk
    @Katak_Dk 3 місяці тому +74

    ଯଦି ବଦଳି ନ କରନ୍ତି ଏଇ ଅଫିସର ମାନେ ସରକାର କୁ ବଦନାମ କରିବେ ଚକ୍ରାନ୍ତ କରି ଏହାହିଁ ସତ୍ୟ

  • @satyabansarangi7693
    @satyabansarangi7693 3 місяці тому +53

    ଆପଣଙ୍କ ଆଶଙ୍କା ସତ ପରି ଲାଗୁଚି। ଏହା ହେଲେ ଓଡ଼ିଶାର ଦୁର୍ଭାଗ୍ୟ।

  • @ranjankumarmohanta2003
    @ranjankumarmohanta2003 3 місяці тому +57

    ଯେ ପର୍ଯ୍ୟନ୍ତ ଏ ଚୋର ଚଣ୍ଡାଳ ଅଫିସର୍ ମାନଙ୍କୁ ବଦଳି ନ କରାଯାଇଛି ଓଡ଼ିଶାର ବିକାଶ ଅସମ୍ଭବ ...

  • @BishnucharanRay-xy5ox
    @BishnucharanRay-xy5ox 3 місяці тому +37

    ନୂଆ ବଜେପି ସରକାର କଣ ପାଇଁ ଡେରିକରୁଛନ୍ତି ଓଡିଶା ରେ IAS ଓ OAS officer ମାନଙ୍କୁ ବଦଳି କଣ ପାଇଁ ବଦଳି ନାହାନ୍ତି

    • @Yediwqtydete
      @Yediwqtydete 3 місяці тому +2

      Bhai 1 month vi heini ....tike wait karo....Bjp ghantibare Ek no.1

    • @TheKakarot_itachi
      @TheKakarot_itachi 3 місяці тому

      OAS are nobodies

    • @mahabirmajhi2683
      @mahabirmajhi2683 2 місяці тому

      Why so hurry ? Have patience ; It will take time to restructure everything over night ! Slow and steady wins the race !

  • @bishnucharnrana3282
    @bishnucharnrana3282 3 місяці тому +49

    ବିଜେଡିର କେତେକ ଯୋଜନାକୁ ଯଦି ବିଜେପି ଭଲଭାବେ ଚିନ୍ତା ନକରେ ତାହେଲେ ବଦନାମ ହେବା ହିଁ ସାର ।ନିର୍ଭୟ ଗୁମର କଥା ତରଫରୁ ବିଜେପି ମୋହନ ସରକାରକୁ ସତର୍କ କରାଉଥିବାରୁ ଅଶେଷ ଧନ୍ୟବାଦ ।

    • @dmohanty5003
      @dmohanty5003 3 місяці тому +2

      Right khali Ranga aau Naam badalie habani

  • @sangramkishoredasdas2424
    @sangramkishoredasdas2424 3 місяці тому +26

    ମୋହନ ସରକାର , ଯଦି ନିର୍ଭୟ ଗୁମର କିଛି ସମୟ ପାଇଁ ଶୁଣନ୍ତେ ତେବେ ଶାସନ ବ୍ୟବସ୍ଥା ପାଇଁ ବହୁତ ଭଲ ହୁଅନ୍ତା ।

  • @basantakumarnayak7432
    @basantakumarnayak7432 3 місяці тому +21

    ଆଜିର ବିଶ୍ଳେଷଣ ପ୍ରମାଣିତ କରୁଛି ଯେ ଏ ସରକାର ଙ୍କ ଠାରୁ କିଛି ଆଶା ରଖିବା ବୃଥା
    ଓଡ଼ିଆ ଙ୍କ ଭାଗ୍ୟ ରେ କେବଳ ବିଡ଼ମ୍ବନା ହିଁ ବିଡ଼ମ୍ବନା।

    • @dmohanty5003
      @dmohanty5003 3 місяці тому

      Bay Of Bengal naam british rakhi thile taa purba ru Bay Of Bengal ra Naam *Kalinga Sagar* thila. BJP jadi e naam ta badaleipariba tahale janiba Odia Ashmita rahila boli

  • @manojpanda2956
    @manojpanda2956 3 місяці тому +20

    ଆପଣଙ୍କ ଆଲୋଚନା ଶୁଣିବା ପରେ ମୋହନ ସରକାର ଙ୍କ ଉପରୁ ଆସ୍ଥା ତୁଟି ଯାଉଛି

    • @dmohanty5003
      @dmohanty5003 3 місяці тому +1

      Jaha bi hau Naveen Patnaik 24 barsha re Odisha ku per capita re 12 ta position uparaku nei chanti Bina double engine re. Kintu double engine thai bi UP ebe bi bharata ra 2nd sabuthu garib rajya. Dekhiba Odisha re double engine kete position uparaku nei paruchi

  • @GourishankarDash-xp8st
    @GourishankarDash-xp8st 3 місяці тому +11

    ନିର୍ବାଚନରେ ଜିତିବା ଅଲଗା କଥା, ସରକାର ଚଲେଇବା ଅଲଗା କଥା ।
    ଭାଜପା ଦଳ ତାଙ୍କ ଦମରେ ଜିତି ନାହାନ୍ତି , ଲୋକେ ତାଙ୍କୁ ଠେଲିକି ପଠେଇଛନ୍ତି ।

  • @prananathpati9976
    @prananathpati9976 3 місяці тому +10

    ମୋହନ ମାଝି ଜୋକର୍ ଶାସନ ଆରମ୍ଭ କଲେଣି କି? ମୋଦି ଚାପ ପଡୁଛି କି?

  • @baikunthamajhi3416
    @baikunthamajhi3416 3 місяці тому +14

    ଆପଣ ଙ୍କ ପରାମର୍ଶ ଗ୍ରହଣ କରିବେ ମୋହନ ସରକାର କିଛି ଏପିସୋଡ୍ ଦେଖି ଗ୍ରହଣ କରିଛନ୍ତି ମଧ୍ୟ

  • @satishchandrabehera7291
    @satishchandrabehera7291 3 місяці тому +21

    ଆପଣଙ୍କର ଉପସ୍ଥାପନା ଶୈଳୀ ଏବଂ ଭାବ ଆଉ ଭାଷାର ବ୍ୟବହାର ଅତ୍ୟନ୍ତ ପରିମାର୍ଜିତ।
    ଆପଣଙ୍କୁ ଆମ୍ଭର ଅନେକାନେକ ଶୁଭେଚ୍ଛା ଓ
    ଶୁଭକାମନା। ଜ଼ୟ ଜଗନ୍ନାଥ!!!

  • @subaratkumarnayak8614
    @subaratkumarnayak8614 3 місяці тому +34

    ୟାକୁ ଦେଖିଲେ ଲାଗୁଛି " ଛେଳି ଗୋଡ଼ରେ ଧାନ ମଳି ହବନି"

    • @udayanathsahoo3935
      @udayanathsahoo3935 3 місяці тому +2

      It is not so rather BJD and BJP have a close relationship with each other

  • @salilkumar9703
    @salilkumar9703 3 місяці тому +9

    ଏତେ ଯଦି ହେଉଛି ତେବେ ମୋହନ ସରକାର ଚନ୍ଦ୍ର ବାବୁ ସରକାରଙ୍କ ଠାରୁ ଶିଖୁନାହି କାହିଁକି ? ଚିନ୍ତା କଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିବ

  • @netajidash9367
    @netajidash9367 3 місяці тому +10

    ପ୍ରକୃତ transformation ଆରମ୍ଭ କରିବାକୁ ଜନାଦେଶ ହୋଇଚି ବୋଲି ମୋର ମତ।

  • @BishnucharanRay-xy5ox
    @BishnucharanRay-xy5ox 3 місяці тому +13

    ନିର୍ଭର ଗୁମର କଥା ଆମର ମନର କଥା କୁ ଆପଣ ଙ୍କର ପ୍ରଚେଷ୍ଟାରେ ଦୁଃଖ ଦୂର କରିପାରୁଛନ୍ତି. 🙏🏼👍🏼🌹

  • @NayakRamakanta-uj8kf
    @NayakRamakanta-uj8kf 3 місяці тому +7

    କଂଗ୍ରେସ ଯାହା କହୁଥିଲା ତାହା ସତରେ କଣ ସତ୍ୟ ହେବ ବିଜେପି ବିଜେଡି ପ୍ରେମ ଭିତରେ ଭିତରେ ଅଛି

  • @saratmishra7100
    @saratmishra7100 3 місяці тому +7

    Jay Jagannath.
    ମୋହନ ସରକାର ନିଜ ଗୋଡ଼ରେ ନିଜେ କୁରାଢି ମାରିବେ।
    Truly speaking ଯେଉଁମାନେ BJP କୁ ସରକାର ଆଣିଥିଲେ, ସେମାନେ ସମସ୍ତେ ଚିନ୍ତିତରେ ଅଛନ୍ତି, ଏତେଦିନ ହେଲା ଅମଲାତନ୍ତ୍ରର ରେ କାହିଁକି reshuffle ହେଉନାହିଁ ??

  • @prafulasingh2267
    @prafulasingh2267 3 місяці тому +5

    ଆଜିର ଗୁମର କଥା ବହୁତ ବହୁତ ଉତ୍ତମ
    ସରକାରଙ୍କୁ ଚେତାଇ ଥିବା , ଚେତଉ ଥିବା ଆପଣଙ୍କର ଧର୍ମ , ଏଣୁ ଆପଣଙ୍କୁ ଅଶେଷ ଧନ୍ୟବାଦ ।
    ମାତ୍ର ସରକାର ଓ ସରକାରୀ ଦଳର ଲୋକ , ନେତା ମନ୍ତ୍ରୀ ତଥା ଜନସାଧାରଣ କେତେଦୂର ଗ୍ରହଣ କରୁଛନ୍ତି ତାହାହିଁ ଦେଖିବା , ଜାଣିବା କଥା ।
    ଜୟ ଶ୍ରୀଜଗନ୍ନାଥ

  • @raghumaninayak9593
    @raghumaninayak9593 3 місяці тому +7

    X ସରକାରର ଆଇଏଏସ ଅଫିସର ଓ ଓଏଏସ ସଂଘର ଅଫିସରଙ୍କୁ ମୋହନ ସରକାର ବଦଳି କରିବା ନ ହେଲେ ନିଜେ ଅସମାନିତ ହେବେ ସମୟ କହିବ...

  • @akshayakumarnayak3480
    @akshayakumarnayak3480 3 місяці тому +11

    24 ବର୍ଷ ର କୁଶାସନ ପତନ ପରେ ତଳରୁ ମୂଳ ପର୍ଯ୍ୟନ୍ତ ଶାସନ ବ୍ୟବସ୍ତା ର ପରିବର୍ତ୍ତନ ଦରକାର ବିଜେପି ସରକାର ନ ଡରି ସାହସୀ ହୋଇ ଅତି ନିଷ୍ଠୁର ପଦକ୍ଷେପ ନେବା ଦରକାର

    • @Zanil-kr7ll
      @Zanil-kr7ll 3 місяці тому

      2000-2009 BJD BJP menta sarkar thila eita bhulucha murkha bhakta 😁😁😁

  • @gopalsamall8365
    @gopalsamall8365 3 місяці тому +5

    ରାଜନୀତି ଓ ସରକାର ଙ୍କ ବିଗତ ଦୁର୍ନୀତି ର ଚର୍ଚ୍ଚା ଛାଡି ଓଡ଼ିଆ ଅସ୍ମିତା, ଇତିହାସ, ସଂସ୍କୃତି, ଜୀବନ ଚର୍ଯ୍ୟା ବିଷୟରେ ଆଲୋଚନା କରିବାକୁ ମଧ୍ୟ୍ୟ ଏପିସଡ଼ କରନ୍ତୁ l

  • @BishnucharanRay-xy5ox
    @BishnucharanRay-xy5ox 3 місяці тому +8

    ଶତ କଥା ରେ ନିଃସ୍ତୁର ହେବାକୁ ପଡିବ.

  • @AdiluPatra
    @AdiluPatra 3 місяці тому +5

    Sir ଆମେମାନେ ବିଚଳିତ ହେଲେ ହେବନି ଦୀରେ ପାଣି ପଥର କାଟେ ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @sushantakumardas9901
    @sushantakumardas9901 3 місяці тому +4

    It is Quite Surprising that, why the New Chief Minister Mr Mohan Charan Majhi is Calous in taking Prompt action against all sorts od Rampant Corruption done during BJD Ministry

  • @chinmaybeherachinmay8934
    @chinmaybeherachinmay8934 3 місяці тому +3

    ଓଡ଼ିଆ ଅସ୍ମିତ। ; ଖଣି ଲିଲାମି ; ବିମାନ ଘରୋଇକରଣ ; ମୋବାଇ ଲ ତାରିଫ୍ ବୃଦ୍ଧିସମ୍ବନ୍ଧରେ କିଛି କହୁନାହାଁନ୍ତି କାହିଁକି?

    • @ghanashyamswain4941
      @ghanashyamswain4941 3 місяці тому

      Right, ତା ସହ Neet UG scam ବିଷୟରେ ମଧ୍ୟ

  • @sudarsannayak356
    @sudarsannayak356 3 місяці тому +9

    BJP ନେତା କଥା କୁହା କପିଳା, ଖାଲି ଭାଷଣ

  • @AchintyaBiswal
    @AchintyaBiswal 3 місяці тому +2

    Because CB Naidu was ex CM and he has experienced, but Mohan is new CM. He will take sometimes.

  • @umeshchandradash2881
    @umeshchandradash2881 3 місяці тому +2

    ନମସ୍କାର ଆଜ୍ଞା। ନିରପେକ୍ଷ ସାମ୍ବାଦିକତା କଣ ତାହା ଆଜି ର ତଥାକଥିତ ସାମ୍ବାଦିକ ମାନେ ଶିଖିବା ଦରକାର। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

  • @jagannathmishra5300
    @jagannathmishra5300 3 місяці тому +3

    ଧୀରେ ଧୀରେ ସବୁ ଜଣା ପଡିଯିବା। ବିଜେପି ସରକାର କୁ କେହି କହୁ ନାହାନ୍ତି ବିଜେଡି ର ପାପ ମୁଣ୍ଡେଇ ବାକୁ।
    ଜନଦେଶ, ଓଡ଼ିଆ ଜାତି କୁ ଠକନ୍ତୁ ନାହିଁ ଆଜ୍ଞା ; ଏହା ସରକାର ଙ୍କୁ ଅନୁରୋଧ।

  • @NameTital-mm1sv
    @NameTital-mm1sv 3 місяці тому +10

    ସବୁ ସରକାର ଚୋର ଏ ମୋହନ ସରକାର ବି ଗୋଟେ ଚୋର ସରକାର, ଶାସନ କୁ ଆସୁ ଆସୁ କେନ୍ଦୁଝର ରେ ସନାତନ ମହାକୁଡ଼ କୁ ଲଗେଇକି ସବୁ ଶିଳ୍ପ ସଂସ୍ଥା ଖଣି ଖାଦାନ କୁ ଲୋକ ଲଗେଇ ବନ୍ଦ କରିକି ବଟି ମାଗିବା ଷ୍ଟାର୍ଟ କଲାଣି,
    ଆଗକୁ NOTA ରେ ହିଁ ଭୋଟ ଦେବ ଯଥାର୍ଥ

  • @sampadsatapathy1220
    @sampadsatapathy1220 3 місяці тому +2

    ମନୋଜ ଆହୁଜା କଣ ଓଡିଆ ଅସ୍ମିତା?

  • @Dr.HrudanandaMishra
    @Dr.HrudanandaMishra 3 місяці тому +3

    Vineel Krishna & Lala Manoj Roy should be sacked forthwith.

  • @suryakantamohanty8276
    @suryakantamohanty8276 3 місяці тому +12

    ଆମେ bjp କୁ ଭୋଟ ଦେଇଥିଲୁ କିଛି ହେବ ବୋଲି ଭାବୁଥିଲୁ କିନ୍ତୁ ଧୋକା ଖାଇଲୁ ଆର ଥର କଂଗ୍ରେସ କୁ ସୁଯୋଗ ଦେବା

  • @shankardmishra121
    @shankardmishra121 3 місяці тому +2

    ଅର୍ଗସ news ର ସମସ୍ତ ଏଡିଟର୍ସ ମାନେ ବି ଏ ଭିଡ଼ିଓ ଟି ଦେଖିବା ଅତି ଆବଶ୍ୟକ l

  • @pradiptakumarnayak5249
    @pradiptakumarnayak5249 3 місяці тому +1

    ନବୀନ ବାବୁ ନମସ୍କାର. ସବୁ ବିଷୟ ରେ ଆପଣ ତର୍ଜମା କରନ୍ତି. କିନ୍ତୁ ଓଡିଶା contractor ଙ୍କ ବିଷୟ କିଛି କହୁନାହାନ୍ତି. ତାମିଲି କଂଟ୍ରାକଟର ମନେ estimated rate ଠାରୁ 5 -10%excess rate ରେ tender ପାଇବେ. କିନ୍ତୁ ଓଡିଶା କଂଟ୍ରାକଟରମନେup to 15%less ରେ tender ପକାଇବେ. ତାପରେ ଲଟେରୀ ହେବ. ଯିଏ ପାଇବେ ସିଏ ଏଗ୍ରିମେଣ୍ଟ କରିବେ. Tender ପକାଇଲା ବେଳେTender paper cost ଆଉ E M D ଆଉ A P S amount କୁ bank draft ହିସାବ ରେ ଦେବାକୁ ହେବ.ଓଡିଶା contractor ଙ ପାଇଁ ପାଣ୍ଡୁବାବୁ ଏତେ କଠୋର ନିୟମ କରିଛନ୍ତି. 15%less କାହିଁକି 1%less ହେବନି. ଏ ବିଷୟ ଟିକେ ଧ୍ୟାନ ଦେବେ. ନମସ୍କାର 🙏🏾

  • @rabinarayanmohapatra-j8x
    @rabinarayanmohapatra-j8x 3 місяці тому +1

    ଶାସନ ଚଲେଇବା ଏକ କଳା
    ମୋହନ ମାଝିକଂର ସେକଳା ଥିଲାପରି ମନେହୁଏନାହି
    ସେ କେବେ ଚଂଦରବାବୁ ନାଇଡୁ ବା ଯୋଗି ଆଦିତ୍ଯ ନାଥ ହୋଇପାରିବେ ନାହିଁ
    କାହିଁକି ନା ତାଙ୍କ ଚେହେରା ଦେଖିଲେ ଲାଗୁଛି ସେହିପରି

  • @BabaJCBBaba-e8w
    @BabaJCBBaba-e8w 3 місяці тому +2

    ତା'ହେଲେ, ନୂଆ ବୋତଲରେ କ'ଣ ସେଇ ପୁରୁଣା ମଦ,,,,🤪

  • @jdsoren9299
    @jdsoren9299 3 місяці тому +10

    ଏକ ମାସ ମାତ୍ର ହୋଇଛି । ଟିକିଏ ଅପେକ୍ଷା କରନ୍ତୁ । ସୁଶାସନ ର ଫଳ। ନିଶ୍ଚୟ ଦେଖିବେ ।

    • @bamacharanmishra306
      @bamacharanmishra306 3 місяці тому +2

      ସେ ଅଫିସର ମାନଙ୍କୁ, ସମୟ ମିଳୁଛି, ନିଜ ନିଜର କଳା କାରନାମା କୁ ସଜାଡ଼ିବା ପାଇଁ, ଆଉ ସେଥିରେ ସେମାନେ ସଫଳ ହେଇଯିବେ।

    • @pradiptaraymohapatra6236
      @pradiptaraymohapatra6236 3 місяці тому

      Yes I hope 🙏

  • @saratnayak1567
    @saratnayak1567 3 місяці тому +5

    Sir todays analysis is 100%correct.

  • @kshirodkumarbehera5105
    @kshirodkumarbehera5105 3 місяці тому +1

    ଆଜି ଓଡିଆ ଯଦି ଅବହେଳିତ ଏଇ କିଛି ଓଏଏସ୍ ଆଉ ଆଇଏଏସ ଙ୍କ ପାଇଁ ଯାହା କଥା ରେ ଅଛି ଓଡ଼ିଆ ଙ୍କୁ କଙ୍କଡା ସଦୃଶ୍ୟ ତୁଳନା କରାଯାଏ।

  • @KulamaniBehera-y7h
    @KulamaniBehera-y7h 3 місяці тому +1

    ए lokTa फ़ैशन द्रोही dasata air पोर्ट बिक्री hauchhi dhadie काहूनि. Satar ta khani बिक्री हउनी dhadie काहूनि. Siksha byabastha की mari dia galani. Be रोजगारी बढ़ी galani crime बढ़िगलानी यार na धारूनी. Loke पार्टी maha re पढ़िछांति inter नेशनल कंपनी india ku dhire dhire kinineleni

  • @bhaskarkhara8448
    @bhaskarkhara8448 2 місяці тому +1

    Khub upojogi advice apanku koti koti pranam sir

  • @surendrakumarsethy8816
    @surendrakumarsethy8816 3 місяці тому +2

    ସାର
    ଯଦି ଏମିତି ହେବ ବିଜେପି ତାଫଳ ଉୋଗିବ !

  • @susantasahoo9544
    @susantasahoo9544 3 місяці тому +1

    ନବୀନ ବାବୁ ଧନ୍ୟବାଦ।ଅବସର ପରେ ପୂର୍ଣ୍ଣ ନିଯୁକ୍ତି ସମାଜରେ ଏକ ମହାମାରୀ ରୋଗ ହୋଇଗଲାଣି।ଏହା ଫଳରେ ନୂତନ ନିଯୁକ୍ତି ପ୍ରତି ବାଧା ସୃଷ୍ଟି ହେଉଛି ।ଫଳରେ ଯୁବ ସମାଜ ନିଯୁକ୍ତି ନପାଇ ପଥଭ୍ରସ୍ତ ହେଉଛନ୍ତି ,ଅପରାଧିକ କାର୍ଯ୍ୟ କଳାପ ବୃଦ୍ଧି ପାଇଛି।

  • @jogeswarisahu2527
    @jogeswarisahu2527 3 місяці тому +1

    ଯୋଉ ଭଳି ଅବ୍ୟବସ୍ଥା ଦୀର୍ଘ ବର୍ଷ ହେଲା ଗତ ସରକାରଙ୍କ ଦ୍ୱାରା ହୋଇଛି ସେସବୁ କଥା ଜାଣି ମୋହନ ସରକାରଙ୍କ ମୁଣ୍ଡ ବୋଧହୁଏ କାମ କରୁନି।

  • @subashpatra6884
    @subashpatra6884 3 місяці тому +1

    6month.time.darkar..dhere.dhere.sabu.heba...24barasar.scam.ku..samaya.lagiba.

  • @PradipDash-e2x
    @PradipDash-e2x 3 місяці тому +2

    Prasanta Sir,told that, right fact, further Mohan Sarkar one month have been passed,but no action has been taken against Bjd party culprit.

  • @rabindrakumarpanda1328
    @rabindrakumarpanda1328 3 місяці тому +1

    Chief Minister is innocent.Please help him and save him from pandu poison.

  • @FudanHandah
    @FudanHandah Місяць тому

    Bjd.sarakara.jete.chora.chandala.O.bhastachare.chhandihoithiba.Officerku.sidhakarjyaru.bahiskar.Auneta.mantrinku.kathagodaku.Tanantu.hele.SochhaOdisaraPoribartan🎉😢😮

  • @adaitaswain9974
    @adaitaswain9974 3 місяці тому +1

    Sir namaskar.Your assessment is correct.Wait till completion of Car festival.

  • @SusantaKumarSahu-nf6rx
    @SusantaKumarSahu-nf6rx 3 місяці тому +1

    ଆପଣ ଭଲ କରିଚନ୍ତି ସବୁକଥା ଜାଣନ୍ତୁ

  • @acharyauniversaltube7757
    @acharyauniversaltube7757 3 місяці тому

    ନିଳାଦ୍ରୀବିହାର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ରେ ମଧ୍ୟ ସେନାବାହିନୀର ଜାଗାକୁ ମାଡିବସୁଛନ୍ତି। ଏଇ ଉତ୍କଳହସ୍ପିଟାଲ୍ ଜିଏ ବିଭାଗର , ଜିଏ୧୬,୧୭,୧୮,୧୯ କୁ ମାଡିବସି, ପାର୍କିଂ ଜାଗା ବନେଇ ଦେଇଛନ୍ତି। ସେମାନଙ୍କୁ ଅନୁମତି କିଏ ଦେଲା??? ଜିଏ ବିଭାଗ ??? କେମିତି ଦେଇପାରିଲେ ??? ସେଥେରେ ପାର୍କ ବନି ପାରିଥାଆନ୍ତା ।Defence property କୁ private property କେମିତି ବନେଇ ପାରିଲେ ??? ରାସ୍ତା ସବୁକୁ ମାଡିବସୁଛନ୍ତି। BMC କୁ କ'ଣ ଦେଖାଯାଉନି ??? ମାସକୁ ମାସ ଦରମା କାହିଁକି ନେଉଛନ୍ତି ??? ଏସବୁ ସମସ୍ୟାକୁ କିଏ ସମାଧାନ୍ କରିବେ ??????????

  • @BatakrushnaSwain-hj8qr
    @BatakrushnaSwain-hj8qr 3 місяці тому

    ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ବାବୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ସାହାସୀ ନୁହନ୍ତି। ତାଙ୍କ ଭଳି କାର୍ଯ୍ୟାନୁଷ୍ଠାନ ମୋହନ ବାବୁ ନେବେ ବୋଲି ବିଶ୍ବାସ ହେଉ ନାହିଁ।ମୋହନ ସରକାର ପସ୍ତେଇବେ।

  • @niranjansahoo7732
    @niranjansahoo7732 3 місяці тому

    😊ଜୟ୍ ଜଗନ୍ନାଥ। ମୋହନ ସରକାର ଚାରି ଦ୍ଵାର ଖୋଲା ଗଲା। କିନ୍ତୁ ବେଦାନ୍ତ ନେଇଥିବା ଜଗନ୍ନାଥ ଙ୍କ ଅମୃତ ମଣୋହି ଜମି କେବେ ଫେରିବ ତାହା ବିଷୟରେ କିଛି କହିଲେ ନାହିଁ ଦାଦନ ଶ୍ରମିକ ସମସ୍ୟା ଉପରେ କିଛି କହିଲେ ନାହିଁ।

  • @cksportsnews1748
    @cksportsnews1748 3 місяці тому

    ମୋହନ ବଦଳରେ ଅପରାଜିତା ମାମ ମୁଖ୍ୟମନ୍ତ୍ରୀ ହୋଇଥିଲେ ଭଲ ହୋଇଥାନ୍ତା, ଏତେବେଳକୁ କୁଆଡେ କଣ ହୋଇସାରନ୍ତାନି ସବୁ ବିଦା, ଆଉ ଓଡିଶା ଉଠିଥାନ୍ତା ପଡିଥାନ୍ତା

  • @ramachandrapanipani7424
    @ramachandrapanipani7424 3 місяці тому

    ନିର୍ଭୟରେ ସଂପୂର୍ଣ୍ଣ ନିର୍ଭୟ ହୋଇ ଆପଣ ନବୀନ ଦାସ ଓଡ଼ିଶାର ପୂର୍ବ ସରକାରଙ୍କ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ନାମ ଘୋଷଣା କରିଦେଲେ ।

  • @urbiswal7369
    @urbiswal7369 3 місяці тому

    Nabin sir, ମୁଁ BJP ର ଜଣେ ବଡ଼ ପ୍ରଶଂସକ, କିନ୍ତୁ ଏବେ ଯାହା ଦେଖୁଛି ଏହା BJP ର First and Last Term. Bjp MLA, minister nka କାର୍ଯ୍ୟକଳାପ ସୋଭାନୀୟ ନୁହେଁ। ଚାରିଆଡେ ଅସନ୍ତୋଷ ର ବାତାବରଣ।

  • @JayakrishnaJena-r9t
    @JayakrishnaJena-r9t 3 місяці тому

    ଅମେକହିବୁ ଛ ତାଦର୍ ସବୁ ପାର୍ଟି ଏକଦର୍।ଲୋକଙ୍କ ଧାରଣା ବଦଳେଇବାକୁ ହେଲେ ପରିବର୍ତ୍ତନ ଆବଶ୍ୟକ।

  • @ManojKumar-wd3cc
    @ManojKumar-wd3cc 3 місяці тому

    ଓଡିଶା ର ନୁଆଁ ବିଜେପି ସରକାର ପୁରା inefficient and uncappable ଦୁର୍ନୀତି ବିରୁଦ୍ଧରେ କାର୍ଯାନୁଷ୍ଠାନ ନେବା ଲାଗି. ଆଉ ଆକ୍ସନ ନେବା ଲାଗି experience ଠାରୁ ଅଧିକ attitude ଦରକାର,ଯୋଉଟା ଏଏଇ ନୁଆଁ ବିଜେପି ସରକାର ପାଖରେ ନାହିଁ. ଏଏଇମାନେ ବିଜେଡି କୁ ଏବେ ବି ବହୁତ ଡରୁଛନ୍ତି.

  • @ppsahoo123
    @ppsahoo123 3 місяці тому +2

    ଏ ଖଡାଖିଆ ବିଜେପି ଦଳ ଦ୍ବାରା କିଛି ହେଇପାରିବନି।

    • @shubhammohanty6199
      @shubhammohanty6199 3 місяці тому +1

      ତମେ ଦଳଟିଏ କରି ସେ ଓଡ଼ିଶାଦ୍ରୋହୀ ବିଜେଡ଼ି ଦଳର ପାପବୋଝ ନାଶ କର ଯଦି ତୁମଠି ଦମ୍ ଅଛି 😂

  • @durgaprasadsamantaray7084
    @durgaprasadsamantaray7084 3 місяці тому

    ଆହେ ମୋହନ ଚରଣ, କିମ୍ପା ହେଉଛ ରଣଭଣ
    ତୁରନ୍ତ ପଦକ୍ଷେପ ନିଅ, ଅଫିସରଙ୍କୁ ବଦନାମ।

  • @kamarajjena5461
    @kamarajjena5461 3 місяці тому

    Sir, ମୋହନ ବାବୁ ବୋଧ ହୁଏ ପାରିବେନି. He is not active as a updated politician. ଏମିତି ଚାଲିଲେ ମୋହନ ବାବୁ image ହରାଇବେ, ବିଜେପି ବଦନାମ ହେବା ସଂଗେ ସବୁଦିନ ପାଇଁ ଓଡିଶା ରୁ ଲିଭିଯିବ, ମୂଳପୋଛ ହୋଇଯିବ

  • @sureshchandradash6900
    @sureshchandradash6900 3 місяці тому

    ସବୁ କଥା ଛାଡ଼ନ୍ତୁ, ନୂଆ CM ଚାକିରୀରୁ ଅବସର ପରେ ଚାକିରୀରେ ଥିବା ଚାମଚା କର୍ମଚାରୀଙ୍କୁ ଯଥାଶୀଘ୍ର ବିତାଡିତ କରନ୍ତୁ, ବର୍ତ୍ତମାନ ଅବସର ନେଉଥୁବା କୌଣସି କର୍ମଚାରୀଙ୍କୁ extension କରନ୍ତୁ ନାହିଁ, ଏହା କଲେ ବଡ ବାମ୍ଫ ନେବେ.

  • @silvelineemotors
    @silvelineemotors 3 місяці тому

    ବିଜେପି ସରକାର ଙ୍କୁ ଅନୁରୋଧ ସାଧାରଣ ଜନତା ଙ୍କୁ ଦେଖନ୍ତୁ ଯଦି ଦୀର୍ଘକାଳୀନ ଶାସନରେ ରହିବାକୁ ଚାହାନ୍ତି । ସରକାରୀ ଅଧିକାରୀଙ୍କ ସ୍ୱାର୍ଥକୁ ଦେଖିଲେ ସେହି ଅଧିକାରୀମାନେ ସରକାରଙ୍କୁ ଅସୁବିଧାରେ ପକାଇଦେବେ । We want BJP Govt for long term. ସୁଶାସନ ର ଆବଶ୍ୟକ ଆବଶ୍ୟକତା ଅଛି ।

  • @ManojKumarSamal-uu4bz
    @ManojKumarSamal-uu4bz 3 місяці тому

    ଲକ୍ଷ୍ମୀ ଵସ୍ କେମିତି ଚାଲିବ ଚିନ୍ତା ନକରି କେବଳ କଲର ବଦଳାଇ ଦେଲେ ଚଳିବନି। ବିହାର ୧୨ଜଣ ସାଂସଦ ଦେଇ ନିତୀଶ ବାବୁ ଆଗରେ କିନ୍ତୁ ଆମେ ୨୦ଜଣ ସାଂସଦ ଦେଇ ଆମ ମୋହନ ବାବୁ ପଛରେ । ଏହାହିଁ ସବୁଠାରୁ ବଡ ଦୁର୍ଭାଗ୍ଯ।।।।

  • @Tuludas-d6b
    @Tuludas-d6b 3 місяці тому

    ମୋହନ ମାଝୀ ଯଦି ପାରୁନାହାନ୍ତି ମୁଖ୍ୟ ମନ୍ତ୍ରୀ ରୁ ଇସ୍ତଫା ଦେଇଦିଅନ୍ତୁ କାରଣ ଆମକୁ ଲୁଟିଥିବା ଅଣ ଓଡିଆ ଙ୍କୁ ଯଦି ବିଦା ନକରୁଛ ଜୟନାରାୟଣ ମିଶ୍ର ଙ୍କୁ ମୁଖ୍ୟ ମନ୍ତ୍ରୀ କରାଯାଉ ସମସ୍ତ ଙ୍କୁ ସାବାଡ କରିଦେବ

  • @AshokPani-r5p
    @AshokPani-r5p 2 місяці тому

    ଯିଏ ନିଆଁ ଖାଇଛି ସେ ଅଙ୍ଗାର ହଗୁ।ଵିଜେପି ସରକାର ନ୍ୟାୟ ରାୟକୁ ଡରୁଛି କାହିଁ କି? ଵିଜେଡୀରେ ଜିତିଥିବା ମନ୍ତ୍ରୀ ମାନେ କଣ ବାଳ ଉପାଡିବେ?ଅତ୍ୟାଚାରୀ ମାନେ କଣ ଛୋଡୀବେ,ଓଡିଶାର ସମସ୍ତ ଜନସାଧାରଣ ଵିଜେପି ପଛରେ ,ଡରୁଛ କାହିଁକି?ଦୁର୍ନୀତି ପେଡୀ ଖୋଲ ଓ ଦୁର୍ନୀତିଗ୍ରସ୍ତ ନେତାଙ୍କୁ କଠୋରରୁ କଠୋର ଦଣ୍ଡ ସହ ଜେଲ ହେବା ଜରୁରୀ।ଜେସାକୁ ତେସା,ଗିହାଳି ଝୀଅକୁ ଟାଙ୍ଗିଆ ପସା।

  • @MrutyunjayaPanda-o5v
    @MrutyunjayaPanda-o5v 3 місяці тому

    ଏଥିରୁ ଜଣାଯାଏ ଯେ ମୂକ୍ଷ ମନ୍ତ୍ରି ଙ୍କୁ ଶାସନ ର ବିଧି ଜଣାନାହିଁ, କିମ୍ବା କେନ୍ଦ୍ର ସରକାର ଚାପରେ ଚୁପ୍, ନଚେତ୍ ଅଫିସର ଙ୍କୁ transfer କରି କୌଣସି ବଡ଼ ପଦବୀ ଦେବା ଅନୁଚିତ୍ ଓ ଓଏଏସ ଅଫିସର ଙ୍କୁ ମଧ୍ଯ powerless post ରେ ଅବସ୍ଥାପିତ କରି ଅନ୍ୟାୟ ର ତଦନ୍ତ ଆରମ୍ଭ କରନ୍ତେ

  • @chhabindramansingh73
    @chhabindramansingh73 3 місяці тому

    ନିର୍ଭୟ କଥାନୁଯାଇ bjp ହେଉଛି ବଡ଼ ହାରାମି ସର୍କାର, ଲୋକ ଭୋଟ ଦେଇଥିଲେ bjd ସର୍କାର ର ଦୁର୍ନୀତି କୁ ପର୍ଦାଫାଶ କରି ଦଣ୍ଡଦେବେ, ଲୋକଙ୍କ ବିକାଶ କରିବେ, ଶୁଭଦ୍ରା ଯୋଜନା ଭତ୍ତା ବଢ଼େଇ ବାପାଇଁ ନୁହେଁ, ଜଦି ଏମିତି ଶାସନ bjp କରେ ତେବେ ଲୋକ ପୁଣି ଗୋଇଠା ମାରି ତଡ଼ିବେ, ସୁଧୁରିଜା bjp

  • @debaprasaddash3878
    @debaprasaddash3878 3 місяці тому

    ଯୋଉମାନେ ଅବସର ପରେ, ମୃତ୍ୟୁ ଅପେକ୍ଷାରେ ଘରେ ଅଛନ୍ତି, ସେହି ଅଫିସରମାନଙ୍କୁ ଆଣି ଚାକିରି ଦିଆଯାଉ। ସେମାନଙ୍କ ଠାରୁ ଯୋଗ୍ୟ ଆଉ କେହି ନ ଥିବେ। ସେମାନେ ଆଣ୍ଠେଇକି, ଘୁଷୁରିକି, ହ୍ବିଲ୍ ଚେୟାରରେ, ୱାକିଙ୍ଗ ଷ୍ଟିକ ଧରି ଆସନ୍ତୁ ପଛେ, କିନ୍ତୁ ଆସନ୍ତୁ ଓ କାମ କରନ୍ତୁ। ଓଡ଼ିଶା ଶାସନ ଦଉଡ଼ିବ ଜୋରରେ।

  • @ashokbehera-qz1xh
    @ashokbehera-qz1xh 3 місяці тому

    ନବୀନ ପଟ୍ଟନାୟକଙ୍କ ଇନ୍ଦ୍ରପ୍ରସ୍ତ ରାଜ୍ୟ ରେ ପାପୀ ଦୁର୍ଯୋଧନ ର ଆକ୍ରମଣ କରିଛି,,, ସମଚକ୍ରରେ ସବୁ ଠିକ୍ ହୋଇଯିବ,,, ଏ ଭଳି ଫାଲୁତୁ ମୋବାଇଲ ଭିଡିଓ ର ଆଙ୍କର ମିଛ କହୁଥିବାରୁ ତାକୁ ଭଗବାନ କଥା ବନ୍ଦ କରିବା ବ୍ୟବସ୍ଥା କରିପାରନ୍ତି

  • @Kancha_Lanka
    @Kancha_Lanka 3 місяці тому

    ମୁଖ୍ୟ ଶାସନ ସଚିବ ମୋନଜ ଆହୁଜା ବିଷୟରେ ଗୋଟେ ଭିଡିଓ କରନ୍ତୁ #ଓଡ଼ିଆ ଅସ୍ମିତା

  • @netajidash9367
    @netajidash9367 3 місяці тому +2

    ବଢ଼ିଆ ୱଜିବ ପ୍ରଶ୍ନରୁ ଆରମ
    ଭ ଆଜିର ଭିଡିଓ।

  • @niranjanpanda8574
    @niranjanpanda8574 3 місяці тому

    ଆମକୁ ଧରିବାକୁ ପଡିବ ନୂଆ ବୋତଲ ପୁରୁଣା ମଦ।ଏଯାଏ ପୁରୁଣା ଅଫିସର ଅବସର ନେଲେ ନା ବଦଳି ହେଲେ। ଦୁର୍ନୀତି ବିଷୟରେବି ଚୁପ । ପାଣ୍ଡିଆନ ଫର୍ମୁଲା ଏଯାଏ କାମ କରୁଛି ।

  • @gopinathmajhi1761
    @gopinathmajhi1761 3 місяці тому

    ଜଣେ ISA officer ପାଇଁ ହି ଦିଲ୍ଲୀ ମଦ scam ଖୁଲ ହେଇଚି। ତେଣୁନୂଆଁ ଅଫସରମାନ କୁ ସୁଜଗ ଦେବ ନିହାତି ଆବଶ୍ୟକ।

  • @arjunanayak647
    @arjunanayak647 3 місяці тому +1

    ଯଦି mohanbhai କାହାର ପ୍ରରୋଚନାରେ ନବୀନ ଆଉ pandiyan ର bachaskar ଧୂର୍ତ୍ତ ଅଧିକାରୀ ମାନଙ୍କୁ ତଡ଼ି ପାରୁ ନାହାନ୍ତି, ତେବେ ସେ ଇସ୍ତଫା ଦେଇ ଅନ୍ୟ କୁ ଦାୟିତ୍ଵ ଦେଇ ଦିଅନ୍ତୁ। ଓଡିଶା ଲୋକ ଆଉ ଧୈର୍ଯ୍ୟ ଧରି ରହି ପାରିବେ ନାହିଁ। ଖାଲି ଫୁଲ ତୋଡ଼ା ଆଉ handshake କାମ ଛାଡି ପ୍ରକୃତ ଦାୟିତ୍ଵ ନିଭାଇ ନିଜକୁ ପ୍ରକୃତ ଶାସକ ର ପରିଚୟ ପ୍ରଦାନ କରନ୍ତୁ ଚନ୍ଦ୍ରବାବୁ ନାଇଡୁ ଙ୍କ ଭଳି।

  • @ManojKumar-wd3cc
    @ManojKumar-wd3cc 3 місяці тому

    ମୋହନ ସରକାର ର ନିଜ ଉପରେ ଭରଷା ନାହିଁ ସେଥିପାଇଁ ସେମାନେ ଏଏଇ ସବୁ ଅଫିସର ମାନଙ୍କ ଉପରେ ପୁରା dependent govt ଚଲେଇବା ଲାଗି. ଆଉ ଏଏଇ ଭଳି ହେଲେ ଓଡିଶା ର ବଡ ଦୁର୍ଭାଗ୍ୟ. ସବୁ ଆଶା ଆଶା ରେ ରହି ଯିବ ଓଡିଶା ବାସି ଙ୍କର.

  • @Nishi5555
    @Nishi5555 2 місяці тому

    କେତେଦିନ ଦରବାର??? ଖାଲି ଦରବାର ନା ସମାଧାନ.
    ପଂଜାବୀ ଲୋକକୁ ଚିଫ ସେକ୍ରେଟାରୀ କାହିଁ କରାଗଲା ତାଉପରେ ଦିନେ ଗୋଟେ ଅଧ୍ୟାୟ ହେଉ.

  • @priyadarsansatpathy910
    @priyadarsansatpathy910 3 місяці тому

    ମୋହନବାବୁଙ୍କ ପାଣ୍ଡିଆନ ହେଲେ ମୋଦିଶାହ। ଆପଣ ଏ ପର୍ଯ୍ୟନ୍ତ କୂହେଳିକା ଭିତରେ ରହିଛନ୍ତି। ମୁଁ ଆପଣଙ୍କୁ ପୂର୍ବରୁ କାହିଁକି ଆପଣ ବିଜେପିର side ଏତେ କାହିଁକି ନଉଛନ୍ତି ବୋଲି କଡା ବାକ୍ୟ କହିଥିଲି। ବିଜେପି ଆସିଗଲେ ସବୁ ବଦଳେଇ ଦବ ବୋଲି ଭାବୁଥିଲେ ନା? ଏବେ ଦେଖୀବେ କେତେ ଡ୍ରାମା।

  • @bhubanmohanty3853
    @bhubanmohanty3853 3 місяці тому

    ମୋହନ ସରକାର କାହାକୁ ନେଇ ସରକାର ଚଲେଇବେ ଯେତେବେଳେ ୯୯% ପ୍ରତିଶତ ସରକାରୀ କର୍ମଚାରୀ BJD / ପାଣ୍ଡିଆନ କରଣ ହୋଇସାରିଛି । ଜଗନ ରେଡି ୨୪ ବର୍ଷ ଶାସନ କରି ନାହାନ୍ତି । ପରିସ୍ଥିତି ଓ ଅଭିଜ୍ଞତା ଅଲଗା ... ନୂଆ ଚିଫ ସେକ୍ରେଟାରୀ ଆସିଲା ପରେ ପ୍ରାୟ କିଛି ବଦଳି ପାରେ । ମନେ ରଖିବାକୁ ପଡ଼ିବ ନବୀନ ନିବାସରେ ବସିଥିବା ପାଣ୍ଡିଆନ ମହାଶୟ ଗୋଟି ଚଳଉଛନ୍ତି । ଆନ୍ଧ୍ର ସାଙ୍ଗରେ compare କରିବା ଭୁଲ

  • @giridharibehera7793
    @giridharibehera7793 2 місяці тому

    ଆପଣଙ୍କ ଅନୁମାନକୁ ସରକାର ଯଦି ଅଳଭଵ କରନ୍ତି, ତେବେ ୩ ଟର୍ମ ଆଗକୁ ଶାସନ କରିବାର ସୁଯୋଗ ମିଳିପାରେ ନଚେତ୍ ଚାଲାକି ପଣରେ ଗୋଟିଏ ଥରରେ ଵିଦା ! ଏଇଟା ମୋ ବ୍ୟକ୍ତିଗତ ମତ।
    ଆପଣ ଆପଣଙ୍କ ଏପିସୋଡ ଚାଲୁ ରଖନ୍ତୁ। ବହୁତ ବହୁତ ଧନ୍ୟବାଦ୍।

  • @hotelvishalresidency179
    @hotelvishalresidency179 3 місяці тому +1

    Mohan Babu,sudhuri jaantu.Nachet 2029 re ame Odisha ra loke BJP ku bhi dekhi dabu.

  • @pratapchandrasamal2396
    @pratapchandrasamal2396 3 місяці тому

    ଆପଣଙ୍କ ନକାରାତ୍ମକ ଚିନ୍ତାଧାରା ନିଶ୍ଚିତ ରୂପେ ନୂଆ ସରକାରକୁ ବଦନାମ କରିବ। ବିଜେପି 2002 ରୁ 2024, ମଝିରେ 2014 - 2019, ମାତ୍ର ପାଞ୍ଚ ବର୍ଷ ଛାଡିଦେଲେ ବାକି 17 ବର୍ଷ କାଳ ପାପ କରି ଆସିଛି। 2002 ରୁ 2009, 7 ବର୍ଷ ପ୍ରତ୍ୟକ୍ଷ ଭାବେ ଏବଂ ବାକି 10 ବର୍ଷ ପରୋକ୍ଷ ରୂପେ ଏଇ ପାପର ଭାଗିଦାରୀ । ମିଳିତ ସରକାରରେ ବିଜେଡିର ମୁଖ୍ୟମନ୍ତ୍ରୀ, ବିଜେପିର ରାଜସ୍ବ ମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହି ଜମି ବେଦାନ୍ତକୁ ଦେବାର ପାପ କରିଥିଲେ। ଦୀର୍ଘ ଦଶ ବର୍ଷ ଉଭୟ ଲୋକସଭା ଆଉ ରାଜ୍ୟସଭା ରେ ବିଜେଡିର ସମର୍ଥନ, ରାଷ୍ଟ୍ରପତି ନିର୍ବାଚନ ନେଲାବେଳେ ପାପ ଲାଗୁ ନଥିଲା। ଶାହା - ପାଣ୍ଡିଆନ୍ ରୁଦ୍ଧ ଦ୍ଵାର ବୈଠକ ବେଳେ ଏବଂ ପାଣ୍ଡୁ ଙ୍କର ତିନି ଦିନିଆ VRS ସମୟର ପାପ କିଏ ବୋହିବ। ସେହିଭଳି ବିଜେପିର ଯଶସ୍ଵୀ ପ୍ରଧାନମନ୍ତ୍ରୀଙ୍କର ପରମ ମିତ୍ର ଏବଂ ତାଙ୍କ ଭାଷାରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନାଁ ରେ ଯେଉଁ ଅପ ପ୍ରଚାର କରିଥିଲେ ତାର ପାପ କିଏ ବୋହିବ।
    ଆପଣଙ୍କର କିଛି ବିବାଦ ବିଜେଡି କିମ୍ବା ପାଣ୍ଡୁ ସହିତ ଅଛି, ଏକଥା ବାରମ୍ବାର ଆପଣ କହି ଆସିଛନ୍ତି। ହେଲେ ଆମର ମତାମତ ହେଲା, ନୂଆ ସରକାରଙ୍କୁ ତାଙ୍କ ଷ୍ଟାଇଲ ରେ କାମ କରିବାକୁ ଦିଆଯାଉ। ସାମ୍ବାଦିକ ମାନେ ଶାସନ ବ୍ୟବସ୍ଥା ରେ ମୁଣ୍ଡ ପୁରେଇବା ଆବଶ୍ୟକ ନାହିଁ। ଅବା ଗଣମାଧ୍ୟମ ସରକାରଙ୍କୁ କିଛି ପରାମର୍ଶ ଦେବା ଦରକାର ନାହିଁ। ଆନ୍ଧ୍ର ମଡେଲ ଓଡ଼ିଶାରେ ଲାଗୁ କରିବା ନକରିବା ମୋହନ ସରକାର ନିଷ୍ପତ୍ତି ନେବେ। ଯଦି ମୋଦୀ ମହାଶୟ ତାଙ୍କ ଅଫିସରେ ପ୍ରାୟ 40 ଜଣ ରିଟାୟାର୍ଡ ଅଫିସର୍ ଙ୍କୁ ରଖିବାରେ କିଛି ଅସୁବିଧା ହେଉନାହିଁ, ଓଡ଼ିଶାରେ କାହିଁକି ତାହା ହେବ ନାହିଁ।
    କଳା ଚଷମା ପିନ୍ଧିଲେ ସବୁ କଳା ହିଁ ଦେଖାଯିବ।

  • @BHARATCHANDRASAHOO-mw9oc
    @BHARATCHANDRASAHOO-mw9oc 2 місяці тому

    ମୋହନ ସରକାର ପୂର୍ବ ସରକାର ନିଷ୍ପତି ପୂର୍ବ ସରକାର ର ଦୁର୍ନୀତି ଗ୍ରସ୍ତାଧିକରି ଙ୍କୁ ପରିବର୍ତ୍ତନ ନା କରି ତାଙ୍କ ଚିଠା କୁ ଭୁଲ୍ ଭଟକ କରି ପଢ଼ିବ ଯେଉଁ ବଦଳରେ ଯାଉ କହିବା ଠିକ୍ ସୋଭାନି ନୁହଁ ।ଏଥି ପାଇଁ BJP vota ଦେଲୁ । Msp 3100tanka କଲେ କିନ୍ତୁ ମଜୁରୀ ରେଟ 350 ଟଙ୍କା କୁ450 ଟଙ୍କା କଲେ ଚାଷୀ ଉପରେ କୋରଡ ମାଡ଼ । ଦୁର୍ନିତି ଗ୍ରସ୍ତ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ପ୍ରତ୍ୟେକ ବିଭାଗ ର ତାଲଷ୍ଟର ରୁ ପରିବର୍ତ୍ତନ ଦରକାର ।କାଳିଆ ଯୋଜନା ପରି ପ୍ରତ୍ୟେକ ଚାଷ କରୁ ଥିବା ପରିବାର କୁ PM kisan ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ।ସରକାର ଦିଆଯାଉଥିବା ସହାୟଟ ବିହନ ଚାଷକରିବା ପୂର୍ବରୁ ବିହନ ଯୋଗାଇ ଦିଆଯାଉ ।ଚସପରେ ବିହନ ଯୋଗ ନଯାଉ ।କ୍ଷତି ଚାଲୁ ଥିବା ବସ କୁ ବନ୍ଦ କରାଯାଉ। ଶ୍ରିଘ୍ର କ୍ୟାବିନେଟ୍ ରେ ପ୍ରତେକ ବ୍ଲକ ରେ cool stor କରାଯିବ ନିଷ୍ପତି ନେଇ କାର୍ଯ୍ୟକାରୀ କରାଯାଉ ।ସୁଷମ ବଣ୍ଟନ ଦାୟିତ୍ଵ ଭଲ କର୍ମୀ ଜରିଆରେ ଦାୟିତ୍ଵ ଦିଆଯାଉ।ତୁମକୁ ପଦପାବିକୁ ଜାବୁଡ଼ି ଧରିବାକୁ ପାଇଁ ଭୋଟ ଦେଇଛନ୍ତି ।ନଚେତ୍ ନବୀନ ପରି ଭୋଗ କରିବ ।

  • @saritamaharana4151
    @saritamaharana4151 2 місяці тому

    ଧର୍ମେନ୍ଦ୍ର ପ୍ରଧାନ ମୁଖ୍ଯ ମନ୍ତ୍ରୀ ହୋଇ ଥିଲେ ନବୀନ ସରକାର ର ପାପ କୁ ଧିରେ ଧିରେ ଧଇଥାନ୍ତେ ।ବ.ଜ.ଡି ରେ ରାଜନୈତିକ ବଡ ବଡ ଡୋନ ଗୁଡିକ ଅଛନ୍ତି ସେମାନେ ଧଳା କୁ କଳା କରିଦେବେ ।ନବୀନ ପଟ୍ଟନାୟକ ନା କୁ ମୁଖ୍ଯ ମନ୍ତ୍ରୀ ହୋଇ ବସିଥିଲେ ।ନବୀନ ଗୋଟିଏ କାଠ କଣ୍ଢେଇ। ଓଡ଼ିଶା ଲୋକ ବୁଝିପାରୁନାହାନ୍ତି ।

  • @sushantajena5676
    @sushantajena5676 3 місяці тому

    କୋଳିଖିଆ ଅଫିସରଙ୍କୁ ଫୋପାଡ଼ିବା ସହ ଅଵସର ପରେ ଥଇଥାନ କଲେ ଏହା ତ ନିଶ୍ଚୟ ଲୋକମାନେ ଜାଣିବେ ଏବଂ ଯେଉଁ ଉଦ୍ଦେଶ୍ୟରେ ବିଜେପି ସରକାରକୁ କ୍ଷମତାକୁ ଆଣିଥିଲେ ତାର ଆକ୍ରୋଶ ପରବର୍ତୀ ସମୟରେ ଭୋଟରେ ଜବାବ ଦେବେ ।

  • @manasdas5715
    @manasdas5715 3 місяці тому

    🙏 ଆଞ୍ଜା ଆଉଜଣେ କୋଳି ଖିଆ ବାବୁ ହେଲେ ପ୍ରସନ୍ନ କୁମାର ଷଡ଼ଙ୍ଗୀ,ସେ ବି retired ପରେ ପରେ ପୁଣି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଫିସରେ, ସେବି ଲହୁଣୀ ଖିଆ ECO System ରୁ ବାହାରି ପୁଣି ହୁକ୍ ପକାଇ ସାରିଲେଣି,କହିବା କାହାକୁ ଶୁଣିବ କିଏ ?

  • @rabindarnathdash2512
    @rabindarnathdash2512 3 місяці тому

    ଦୀର୍ଘ କୋଡିଏ ବର୍ଷ ହେଲା ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଥିଲା, କିଛି ହାତଗଣତି ବୋଲକରା ଅଫିସର ବିନାବାଧାବିଘ୍ନରେ ଆରାମ ଅୟସ କରିଆସୁଥିଲେ ତାର କୁଫଳ ବର୍ତମାନର ସରକାର ଉପରେ ପଡିବା ଅବସମ୍ଭାବୀ, ତେଣୁ ଏମାନଙ୍କ ଉପରେ ରୋକ ଲଗାଇବା ନିହାତି ଜରୂରୀ I

  • @prafullamohanty5557
    @prafullamohanty5557 3 місяці тому

    ନୂଆ ମୁଖ୍ୟମନ୍ତ୍ରୀ ନିଜ ଗୋଡ଼ ରେ ନିଜେ କୁରାଢି ମାରୁଛନ୍ତି। ଦୁର୍ନୀତି ରୋକିବା ପାଇଁ କିଛି ପଦକ୍ଷେପ ନାହିଁ। ବଦନାମ୍ ହେବା ଆରମ୍ଭ ହେଇଗଲାଣି।
    ଖାଲି ଘର ଏବଂ ଶଶୁର ଘର ବୁଲିଲେ। ରାଜ୍ୟ ଚାଲିବ ନାହିଁ। ବେଶି ଦିନ ଠିକ୍ ବା ମୁସ୍କିଲ୍। ଅର୍ବାନ ଏବଂ ପଞ୍ଚାୟତ ନିର୍ବାଚନ ରେ ପରାଜୟ ନିଶ୍ଚିତ।
    ଓଡ଼ିଶା ର ଦୁର୍ଭାଗ୍ୟ ଏ ଭଳି ଅପାରଗ ସରକାର ମିଳିଲା।

  • @mahendraprasaddas9531
    @mahendraprasaddas9531 3 місяці тому

    ଆପଣଙ୍କ ନିର୍ଭୟ ପ୍ରସଙ୍ଗ ବାର୍ତ୍ତା ଶୁଣି ଅନେକ ଗୁମର ଜାଣି ହେଉଚି।ଏଥିରୁ ଅନୁଭବ ହେଲା ଯେ
    ଓଡିଶା ରେ କ'ଣ ଦକ୍ଷ ପ୍ରଶାସନିକ ଓଡିଆ ଅଫିସର ନାହାନ୍ତି କି?ଯଦି ଅଛନ୍ତି ସେମାନଙ୍କୁ
    ଆମ ସରକାର ଯଥାଶିଘ୍ର ଦାୟିତ୍ୱ ଦେଇ ଏପରି
    ଅପବାଦ ରୁ ମୁକ୍ତ ହେବାକୁ ଯଥାଶିଘ୍ର ପ୍ରୟାସ
    କରିବା ଆବଶ୍ୟକ।ନହେଲେ ଯଥାପୂର୍ବଂ ତଥାପର
    ହେବା ଥୟ ।
    ମହେନ୍ଦ୍ର ପ୍ରସାଦ ଦାସ।
    ବୈପାରିଗୁଡା/କୋରାପୁଟ।

  • @sudeepkumardian1548
    @sudeepkumardian1548 3 місяці тому

    ନିଜେ ଆପଣ କହିଲେ ଆଗକୁ ରଥଯାତ୍ରା ଅଛି ତାପରେ କିଛି ହବ. କିନ୍ତୁ ଦିଦିନ ପରେ ଆପଣ ବ୍ୟସ୍ତ ହେଇପଡୁଛନ୍ତି. ଆପଣ ହତୋତ୍ସାହିତ ନହୋଇ ଅପେକ୍ଷା କରନ୍ତୁ. ଯାହା ଆପଣ ଚାହିଁଛନ୍ତି ନିଶ୍ଚିନ୍ତ ସେଇଆ ହବ. ନା ବ୍ୟସ୍ତ ହେବାର ଆପଣଙ୍କର ଅନ୍ୟ କିଛି କାରଣ ଅଛି

  • @PurnachandraBehera-if5tu
    @PurnachandraBehera-if5tu 3 місяці тому

    ଖାଲି transformetion ନୁହେଁ ଦୁର୍ନୀତିଆଉ ଏକ।

  • @themothermarine7152
    @themothermarine7152 3 місяці тому

    ଆପଣ ଆଉ ଓଡ଼ିଶା ଓ ଓଡ଼ିଶାର ଜନସାଧାରଣଙ୍କ ପାଇଁ କଣ୍ଠ ଫଟାଇ ଯେତେ ଯାହା କହିଲେ କିଛି ବି ହେବ ନାହିଁ, କାରଣ ଚନ୍ଦ୍ରବାବୁ ନାଇଡୁଙ୍କ ଆଗରେ ମୋଦି ଆଣ୍ଠେଇଲେ ଏଠି ତ ଆମେ ସମସ୍ତେ ମୋଦିଙ୍କ ଆଗରେ ଆଣ୍ଠେଇ ତାଙ୍କୁ ୩ୟ ଥର ପାଇଁଁ ପ୍ରଧାନମନ୍ତ୍ରୀ କଲେ। ଏବେ ରାତି ଗୟୀ ବାତ୍ ଗୟି। ଏବେ କିଛି ହେବନି କେବଳ କେନ୍ଦ୍ରୀୟ ରିପୋର୍ଟ ରେ ଓଡ଼ିଶାର ବଂଶୀ ବାଜିବ। ଆପଣ ଓ ଅନ୍ୟ ଇଉଟିଉବର ଏହିପରି କହି କହି ଶେଷରେ ଆଇନଗତ କାର୍ଯ୍ୟାନୁଷ୍ଠାନରେ ଛନ୍ଦି ହେବେ। ଆମେ କେବଳ ଆପଣମାନଙ୍କୁ ନେଇ କାନ୍ଦିବୁ।
    ଏସବୁ କଥା ମେଣ୍ଟ ହବାକୁ ନେଇ କେନ୍ଦ୍ର ର ଭୂମିକା ଯେପରି ଥିଲା ସମସ୍ତଙ୍କୁ ଜଣା ଥିଲା। ମାତ୍ର ଓଡ଼ିଶାର ଜନସାଧାରଣ ମେଣ୍ଢା ନୁହନ୍ତି ଏକଥା ଜଣାଇବାକୁ ଜାଇ ବିଜେଡିକୁ ଫିଙ୍ଗିଦେଲେ, ମାତ୍ର ଏ ସରକାର ପାଣ୍ଡିଆନ ରାଜ ଠାରୁ ଆହୁରି ବଢିଯିବ। ଏହାକୁ ଆନ୍ଧ୍ର ପ୍ରଦେଶର ଚନ୍ଦ୍ର ବାବୁଙ୍କ ସହ ତୁଳନା ହାସ୍ୟ କର। ସବୁକଥା ସାଧାରଣ ଲୋକେ ଜାଣିଛନ୍ତି, ମାତ୍ର ଏଠି ମୁଖ୍ୟମନ୍ତ୍ରୀ ଓ ୨ ଉପ ମୁଖ୍ୟମନ୍ତ୍ରୀ ରହି ମଧ୍ୟ କିଛି କରି ପାରିବେ ନାହିଁ। ଏବେ ସମସ୍ତ ବିରୋଧୀ ଦଳର ନେତା ଓ ହାରିଥିବା ନେତାଙ୍କ ପାଇଁ ୫ ଜଣ ଲେଖାଏଁ ପିଏସଓ ଯୋଗାଇ ଦେବେ।
    ବନ୍ଦେ ଉତ୍କଳ ଜନନୀ ବନ୍ଦେ

  • @Aditya.aditya.
    @Aditya.aditya. 3 місяці тому

    ଏମାନେ ନୂଆ ତ ଖାଇବା ଶିଖି ନାହାନ୍ତି, ପୁରୁଣା ଜନ୍ତୁ ଙ୍କ ଠାରୁ ଖାଇବା ଶିଖିବେ ବୋଧେ, ଓଡିଶା ଲୋକ ଏମାନଙ୍କୁ ଯେଉଁ ଭରସା ରଖିଥିଲେ ସେମିତି ଆଖି ଦୃଷିଆ କାମ ହେଉନାହିଁ

  • @PURNA7382
    @PURNA7382 3 місяці тому

    ବାସ୍ତବରେ ଲୋକେ ପାଣ୍ଡିଆନ୍ ମଡେଲ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ତେଣୁ BJD ଭୋଟ ସବୁ ବିଜେପି ଖାତାରେ ପଡିଲା। କିନ୍ତୁ ସମୟ କହିବ ବିଜେପି ଲୋକଙ୍କ ବିଶ୍ବାସ ଜିତିପାରିବ କି ନାହିଁ।

  • @DillipKumar-zv5mw
    @DillipKumar-zv5mw 3 місяці тому

    ଯାହା ଜଣା ପଡିଲା, ପାଣ୍ଡିଆନ ର କେହି ବାଳ ବଙ୍କା କରି ପାରିବେନି, ଗୋଟେ ତାମିଲ୍ ମଶା ଓଡ଼ିଶା କୁ ....... କରିଦେଲା. ଜନତା ଏତେ ଭରଷା କରି ସରକାର ବଦଳାଇଲେ,କିନ୍ତୁ ନୂଆ ସରକାର ଦିଗହରା ଭଳି ମନେ ହେଉଛି. ଖାଲି ଦେଖିବାକୁ ବାକି ରହିଲା, ମୋହନ ସରକାର ର ପାରିବାପଣ କୁ

  • @BatakrushnaSwain-hj8qr
    @BatakrushnaSwain-hj8qr 3 місяці тому

    ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ବାବୁ ସାହାସୀ, ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେବା, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଫୋପାଡି ଦେବା ବ୍ୟକ୍ତି ହୋଇପାରିବେ ନାହିଁ।ସେ କୈାଣସି ଏକ ଚାପର ବଶିଭୁତ ହୋଇ କାର୍ଯ୍ୟ କରୁଛନ୍ତି।ପାଣ୍ଡିଆନ୍ ସରକାରଙ୍କ ପାପକୁ ବାହାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଶକ୍ତି ମୋହନ ବାବୁ ଓ ତାଙ୍କ ସରକାରଙ୍କ ସାହାସ ନାହିଁ। ମନ୍ତ୍ରୀମାନେ ଦକ୍ଷ ନୁହନ୍ତି।ଏ ସରକାର ଖୁବ୍ ଶୀଘ୍ର ବଦନାମ ହେବେ।

  • @niranjanmohanty6470
    @niranjanmohanty6470 2 місяці тому

    ମୋହନ ସରକାର ଆପଣ କୁ ବିନମ୍ର ଅନୁରୋଧ ଦୟାକରି ନିର୍ଭୟର ନବୀନ ସାର୍ ଙ୍କ ଉପଦେଶ ନେଲେ ଓଡ଼ିଶାର ବିକାଶ ସହିତ ଆପଣଙ୍କର ସୁନାମ ହେବ ଲାଞ୍ଚୁଆ ଅଫିସର ମାନେ ସାବଡ ହୋଇପାରିବେ

  • @BHARATCHANDRASAHOO-mw9oc
    @BHARATCHANDRASAHOO-mw9oc 2 місяці тому

    ଆପଣ ଭୁଲ କହୁଛନ୍ତି ମୋହନ ସରକାର ଙ୍କୁ ଜନସାଧାରଣ ଭୋଟ ଦେଇଥିଲେ ନବୀନ ସରକାର ସମୟରେ ବବି, ଓ ପଣ୍ଡିଅନ ପରି ଦୁର୍ନୀତି ଗ୍ରସ୍ତ ନେତା ଓ ପ୍ରଶାସନିକ ବିରୁଦ୍ଧରେ ସରକାର ପରିବର୍ତ୍ତନ ହେଲେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଜେଲ ଭାରିବେ 1 ମାସ ଅତିବାହିତ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ 0 ଅଟେ