Face to Face Interview with Malika Bhakta | Satya Bhanja
Вставка
- Опубліковано 5 жов 2024
- #Malika #ମାଳିକା #SatyaBhanja
For Malika Book
Visit: satyabhanja.in/
----------------------------------------------
Subscribe Now:
/ satyabhanja
Follow on us:
Facebook: / satya.bhanja
Twitter: / satyabhanja
LinkedIn: / satyabhanja
Instagram: / satyabhanja
Dailymotion: www.dailymotio...
Veblr: veblr.com/user...
Website: satyabhanja.in
🙏🙏🙏
Jai jagannath Jai panchasakha jai Satya sanatana dharma 🚩🚩🚩🚩🚩🌴🌴🌴🌴🌴🌿🌿🌿🌿
ଅନନ୍ତ କୋଟି ପ୍ରଣାମ 🙏🙏🙏
Jai jaganatha
Maa
Jay Jagannath
Jai jagannath
Satybhanja ki jaya ho.
Jay jagannath baba Jay jagannath Sir Jay jagannath Jay jagannath Jay jagannath
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵତୁମେ, ଜୟ ପ୍ରଭୁ ଅଚୁତ ନନ୍ଦ
Jay Shree Jagannath 🙏💐💐🎉🎉
Jay Jay Jagannath Swami
Jay jagannath swami
ଵାଵାଙ୍କୁ ମେର କୁଟିକୁଟି ନମନ୍ 👏🏻👏🏻 🕉️
ଜୟ ଜଗନ୍ନାଥ
Jayjagarnnatha
Jay Jagannath 🙏🙏🙏
ସତ୍ୟ ଭାଇ ମୋର କୁଟିକୁଟି ଧନ୍ୟବାଦ
ଜୟ ଜୟ ଜଗନ୍ନାଥ ସତ୍ୟ ଭାଇ, ଏ କଥା ସବୁ ଭୁଲ ହୋଇଯିବ, କାରଣ, ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ମଧ୍ୟ କହିଛନ୍ତି, ଅଚ୍ୟୁତ ବଚନ ଚ୍ୟୁତ ହୋଇବ, ଆପଣ ମାନେ ଯେତେ ଯାହା ଜାଣିଲେ ଭି କିଛି ମନେ ରହିବ ନାହିଁ, କେବଳ ସତ୍ୟ ରେ ରହିବା, କହିବା, ଶିକ୍ଷା ଆରମ୍ଭ କରିବା, ଜୟ ଜୟ ମହାକାଳ, ହର ହର ମହାଦେବ 🙏🙏
Jay jaganatha
ହେଏ ନୀଳାକାର ତୁମେ ହିଁ ମୋର ଶ୍ରୀହରି
Jai jagannath.. Jai sri krishna
JAY JAY JAGANNATH
Bhala lagila
🙏🙏🙏🙏🙏🙏💖💖💖💖💖💖💖
Satya bhai tuma ku bahut namaskar
Bohut badhia lagila
Bahut bahut dhanya bad Satya bhai
Sir, ame tamar big fan
Very nice bhai
Jay jagannathswamiii
Hare Achut
🙏ଜୟ 🪔 ତ୍ରିନା ଥ🙏
Sir ahi bhakta nka ao gote video karantu.jay jagannath /ramesh chandra das 🙏🙏🙏
ଜୟ ଗଜନାଥ
Namaste baba
Jay ganatha
Aum aum aum aum aum aum aum aum aum aum aum aum koit koit koit koit koit koit koit koit father mother gurujii om Maa gurujii om koit koit koit koit🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay jagannath mahaprabhu
🙏🙏JAY PANCHA SAKHA 🙏🙏
Good job bhai
Jay sita Ram
Sastanga pranamji baba gagananandaji kanha babu sàradababaji hariharbaba kalpataruji bhanjababaji jaysri radhe dasarathi ❤ramesha Chandra das maharaj ji
Jai jagannath. Amruta maya katha, gabhir Gyan , Santa manarea suniba taku bhabiba,
🙏🙏🙏🙏🙏🕉🕉🕉🙏🙏🙏🙏🙏
ଜୟ ଜଗନ୍ନାଥ ବାବାଙ୍କୁ ମୋର ନମସ୍କାର l ବାବା କହିଲେ 31ଅଙ୍କ ସମ୍ପୂର୍ଣ୍ଣ ସତ୍ୟ l
Jai nilamadhab Jagannath
ମାଳିକା ର ଗଣିତ ଵୁଝା ଜାଉନୀ
Jail jagannath 🕉 🕉 🕉 sabu satyahaba
Karona Katha ta aagaru kahi thile bhala hoi. Jai jagannath har har mahadev
It would be better to upload there audio version only .
Jay jagannath🙏🙏🙏🙏 jay malika🙏🙏🙏🙏 Thank you🙏🙏🙏 satya vanja vai🙏🙏
Ok
जय जगरनाथ
Seh Mahan Byakti n ku ... Katha Dei Katha Rakhileni Apana .. E Jinisha Ti Bhala Lagilani..
ଭାଇ ବହୁତ ଭଲ ଚେଷ୍ଟା କରୁଛନ୍ତି।
କିନ୍ତୁ ଦୟାକରି ବାବା ଙ୍କର ଆଡ୍ରେସ୍ ଗୋପନ କରନ୍ତୁ।
ଏ ଠକ ସ୍ବାର୍ଥ ପର ସମାଜ ରୁ ଦୂରେଇ ରଖନ୍ତୁ।
ଜୟ ଜଗନ୍ନାଥ 🙏🙏🙏🙏🙏
Adress ଗୋପନ କ ରନ୍ତୁ ନାହିଁ,କାରଣ ଏପରି ଭକ୍ତ ମାନଙ୍କୁ ଅନ୍ୟ ମାନେ ଦର୍ଶନ କରି କୃତାର୍ଥ ହେବେ🙏🙏🙏🙏🙏🙏🙏..... କାରଣ ଭକ୍ତ ଭଗ ବାନ ଙ୍କ ଠା ରୁ ବଡ
ଆରେ ଭାଇ ତାଙ୍କୁ କହିବାକୁ ଦିଅନ୍ତୁ, ବାରମ୍ବାର କଣ ପାଇଁ ତାଙ୍କ କହିଲା ବେଳକୁ ଆବୋରି ପଡୁଛନ୍ତି ??
ଖୁବଶୀଘ୍ର କଳିଯୁଗ ଶେଷ ହେବ।
😁😁
ଭଲ ପ୍ରୟାସ ଧନ୍ୟବାଦ୍, କିନ୍ତୁ ଦୁଃଖର କଥା TRP ପାଇଁ ଜଣେ ଭକ୍ତଙ୍କୁ କଥା ଦେଇ ଠକିବା କେତେଦୂର ଯଥାର୍ଥ, ଏହା କଣ ସେହି ମହାନ୍ ଭକ୍ତଙ୍କ ଅପମାନ ନୁହେଁ କି, ଆଗକୁ ଏସବୁ ବିଷୟକୁ ଧ୍ୟାନରେ ରଖନ୍ତୁ ।
ମୁଁ ଆପଣଙ୍କ କଥାରେ ଏକମତ
Right trp
Jay jagganath...
full baya baba
Kali juga sari jaau jaldi hea pravu Jagannath.
Thaka
Jay Jagannath 🙏🕉️🙏 🕉️🙏 pranam Satya sir 🙏 apana bahut sundar aalochana kale , ehi katha ku guptare rakhile bhala heba , samastanka samnaku ehi Gupta katha ku aniba thik nuha Malika ku bishwash karunathiba lokamane ekatha suni parihas karibe aneka loka madhya purba video re malika bisaya re kharap katha kahichhanti Malika ku mithya boli kichhi loka mata dianti .
Jai jagganath
Sir Kandhamal district bisayare gotia video banantu
Malika bichara pura satya 🙏
ମାଳିକା ଏକ ଆଧ୍ୟାତ୍ମିକ ଜ୍ଞାନର କଥା ଏହାକୁ ନେଇ ଅଧିକ ପ୍ରଚାର ପ୍ରସାର ଓ ବେପାର ଠିକ୍ ନୁହେଁ, ସଂସାରରେ କିଛି କଥା ଗୁପ୍ତ ରହିବା ଜରୁରୀ। ଏହି ମାଳିକା ଭକ୍ତ ଙ୍କ କଥାକୁ ହେୟଜ୍ଞାନ କରିଛନ୍ତି ଉପସ୍ଥାପକ ମହାଶୟ। ଏହା ଠିକ୍ ନୁହେଁ।
ALMIGHTY PRAYED FOR THE BLESSINGS ON YOU ALL VIEWERS AND MY BEST REGARDS FOR THE DEVOTEE AND BEST WORDS FOR YOU SATYA BABU
ଏ ସବୁ ଏକ ସଂଯୋଗ କଥା ଆଗରୁ ଏମିତି ହେଇ ଆସିଛି । କିଛି ବଡ଼ କଥା ନୁହେଁ। ଲେଖା ରେ କଣ ଅଛି । ଭାରତ ରେ ତ କାହାଣୀ ଲେଖିବା ରେ ସମସ୍ତେ ନିପୂଣ। କଣ ହେବ କଣ ନାହିଁ । ଏ କଥା ବଡ଼ କଥା ନୁହେଁ।
Jaypanchsakha
Jai jagannath.. 🙏🙏🙏🙏mausa nku moro hrudaya saha charana re namaskar janauchi.
Kalijugseshebapurbaruvhalkamkantuu
Sarbevhabantusukhina
Malika katha kichi sata asuchi au kichi sata hoi paruni...
Mr.Bhanja babu your expression is not good at all.U dont have patience to hear his topics,u just want to ask things and get attention.
କେଉଁ ବାରଅଙ୍କ କିଛି ଜାଣିନ, ସବୁ ଗୋଟେ ପ୍ରହଶନ।
Jay Jaganath Jay Kalkiram
ଭକ୍ତ ର ବସ ଭାବଗ୍ରାହୀ, ଏହା ଖବର ନୁହେଁ, ଜୟ ଜଗନ୍ନାଥ, 🙏🙏🙏
Malika Barnita bhakta Ramesh Ch. Das mausa kuna ku moro koti koti parnama... Jay Jagannath... Dharma satya ra jay hau... 🙏🌺🙏
Ganjai jor heijaichi
ବହୁତ୍ ଧନୟବାଦ୍ ଭାଇ 🙏🙏 ଜୟ ଶ୍ରୀ ଅଚ୍ୟୁତ 🙏
Thank you so much bhai amiti lokonku ama pakhe pahancheithibaru
Trahi achyuta Trahi Jagannath🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏🙏
ସବୁ କଥା ଛାଡ କେବଳ ମହିମା ଅଲେଖ ଡାକ ରହିବ ମହି ମଂଡଳେ ।
ସତ୍ୟ
ଦେବୀର ଖଡ୍ଗରେ ସବୁ ଯିବେ !
Jay jagannath
@@shridebashisojha5998 ସମ୍ପୂର୍ଣ ମିଥ୍ୟା
ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ କହନ୍ତି ବ୍ରହ୍ମ ଧର୍ମ ବ୍ରହ୍ମ କର୍ମ ବ୍ରହ୍ମ ନାମ ସାର ବ୍ରହ୍ମ ଭକ୍ତି ବିନୁ ନାହିଁ ପ୍ରାଣୀର ନିସ୍ତାର ମହିମା ଅଲେଖ ଶରଣ ପ୍ରଭୁ ଜଗତ କୁ ଉଦ୍ଧାର କର
He requested to delete few things. Kindly delete..... it's a request
Exactly
Dhanyabad bhai bhagaban apanankara mangala karantu .apananka pain ame malika bhakta nku darsan kariparuchu
ଆମ ବୌଦ୍ଧ, ବଲାଙ୍ଗୀର ଅଞ୍ଚଳର ମାଳିକା ବର୍ଣ୍ଣିତ ଭକ୍ତ ଙ୍କ ସହ pls ସାକ୍ଷାତ କରାନ୍ତୁ🙏🙏🙏🙏🙏🙏🙏
Name kuhantu ??
Name n address kuhantu
ଦୟାକରି ବିଭ୍ରାନ୍ତକର ତଥ୍ୟ ଗଣମାଧ୍ୟମ ରେ ପ୍ରକାଶ କରନ୍ତୁ ନାହଁ . ମାଳିକା କୁ ଆଜି ଆପଣ ଦେଖିବେ ତାର ଭାଷା କୁ ବୁଝିବାକୁ କାହାରି ଜ୍ଞାନ ନାହଁ . ଦୟାକରି ଗଣମାଧ୍ୟ୍ୟମ କୁ ଅନୁରୋଧ ଶସ୍ତା ଲୋକପ୍ରିୟତା ପାଇଁ ଜନ ମାନସ କୁ ଭୁଲ ତଥ୍ୟ ପ୍ରସାରଣ କରନ୍ତୁ ନାହଁ .🙏
🙏🌹ଜୟ ଜଗନ୍ନାଥ ସ୍ୱାମୀ🌹🙏
🙏🌹ଜୟ ପଞ୍ଚ ସଖା🌹🙏
ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଆପଣଙ୍କ ଚାନେଲ୍ ର। । 👍👍
Jay Shree Jagannath 🙏💐💐
Ebe e bhakta ramesh chandra dash nk video aau aasu nahi ?!
Satya Bhai tanku pachara kalijuga kemiti pari hebu
ଜୟ ଜଗନ୍ନାଥ ସତ୍ୟ ଶାନ୍ତି ଦୟା କ୍ଷମା ଚାରିଯୁଗର ମହିମା
Ramesh Chandra Das ଆଜ୍ଞା ଆପଣଙ୍କୁ କୋଟି କୋଟି ପ୍ରଣାମ🙏🙏🙏🙏🙏🙏🙏....
ଜଗନ୍ନାଥ ମଙ୍ଗଳ କରନ୍ତୁ,ଧନ୍ଯବାଦ ଵନ୍ଧୁ ,ଜୟ ଜଗନ୍ନାଥ
JAY JAGANNAH.
ପୁରା ସତ କଥା ଭାଇ
ଅତି ଶିଘ୍ର ଶେଷ ହେବ ।
ସତ୍ୟ ଭାଇ ଙ୍କୁ ମୋର୍ ଅନୁରୋଧ ବାବାଙ୍କୁ ପଚାରନ୍ତୁ j ତ୍ରେତୟା ରେ ରାବଣ ଯଦି ରାମ ଚନ୍ଦ୍ର ଙ୍କ ପାଦ ତଳେ ଶରଣ ପଶିଥାନ୍ତା ରାବଣ ମରି ନଥାନ୍ତା
ସେମିତି ଆମେ କଳି ଯୁଗର ମଣିଷ କାହା ଠାରେ ଶରଣ ପଶିଲେ ବଞ୍ଚି ରହି ପାରିବା
ରାବଣ ସିନା ଗର୍ବରେ ଶରଣ ଗଲା ନାହିଁ ଆମେ କିନ୍ତୁ ଏକ ହେବା ସମସ୍ତେ ଶରଣ ପଶିବା କୁହନ୍ତୁ
ଜୟ ପଞ୍ଚସଖା🙏🙏🙏🙏🙏