Watch Live! | Malika Bhakta | Big Truth Revealed | Satya Bhanja

Поділитися
Вставка
  • Опубліковано 17 жов 2024

КОМЕНТАРІ • 528

  • @narayandalai9799
    @narayandalai9799 3 роки тому +2

    ଜୟ🚩🌱 ମାଁ 🚩🌱ତାରା 🚩🌴ତାରିଣି🌴🚩🍌🍌🥥🥥🍀🍀🌿🌿🌺🌻🍎🌴🌱🌲🚩☘️🍍🌳🌿🍒🌻🌺🥥🌱🌴🌺🥥🌴🌱🌺🌳🍀🍀☘️🍇🌳🌿🍀🌴🌲🌻🌿🌺🌻🌿🌺

  • @aditiyatripathy645
    @aditiyatripathy645 3 роки тому +18

    ସତରେ ବହୁତ ବଢିଆ ଲାଗିଲା ସତ୍ୟ ବାବୁ, ଭଞ୍ଜ ମହାରାଜ ଯେଉଁ ତତ୍ତ୍ୱ ବିଷୟରେ କହିଲେ ତାହା ହିଁ ସଂସାର ର ଶ୍ରେଷ୍ଠ ସତ୍ୟ, ଜୟ ଜଗନ୍ନାଥ, ଜୟ ପାଞ୍ଚସଖା 🙏🙏🙏

  • @janmejaynayak5459
    @janmejaynayak5459 3 роки тому +61

    ଖୋଜିଲେ କଁ ନମିଳେ,ସତ୍ୟ ବାବୁ ତୁମକୁ ଶହେ ଜୁହାର ତୁମ ଚେଷ୍ଟା କୁ ପ୍ରୟାସ କୁ ଭି ଜୁହାର।

  • @rajaeshkaliahataram2683
    @rajaeshkaliahataram2683 3 роки тому +1

    ଆପଣଙ୍କର ସବୁ ଭେଟ ଶୁଣିଲା ପରେ ଏଇ ଆଜ୍ଞା ଙ୍କ ଭାଷଣ ସବୁଠୁ ନିଆରା ,,, ଓଁ ଶ୍ରୀ ଗୁରୁ ଶରଣ

  • @mojillakeonjhar
    @mojillakeonjhar Рік тому +2

    ତ୍ରିଲଚନ ଭଞ୍ଜ ସାର ସଠିକ୍ କଥା ସାମ୍ନାକୁ ଆଣିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ସତ୍ୟ ସାରଙ୍କୁ ମଧ୍ଯ ଧନ୍ୟବାଦ୍

  • @arunmohapatra8717
    @arunmohapatra8717 3 роки тому +2

    ଆପଣ ବହୁତ ଭାଗ୍ୟବାନ ଯେ ସବୁ ଭକ୍ତ ମାନଙ୍କୁ ଦେଖି ପାରୁଛନ୍ତି. ଆମର ସେତିକି ଭାଗ୍ୟ ବି ନାହିଁ

  • @satyajitpratap6535
    @satyajitpratap6535 2 роки тому +1

    🙏 🌹🌹🌑❗🌑🌹🌹 🙏
    🌹ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ🌹

  • @twillskhurda3329
    @twillskhurda3329 2 роки тому

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵତୁମେ, ଜୟ ପ୍ରଭୁ ଅଚୁତ ନନ୍ଦ

  • @bhesajkumarbhoj
    @bhesajkumarbhoj 3 роки тому +3

    ଭାଇ ସମ୍ବଳ ନଗର ବା ଯାଜନଗର ଯାଜପୁର ନୁହେଁ।ଗୁପ୍ତ ସମ୍ବଳ ନଗର କଟକରେ ଅଛି।

  • @sanjuktabhuyan6507
    @sanjuktabhuyan6507 2 роки тому

    ସତ୍ୟର ଅନୁସନ୍ଧାନ ସତ୍ୟ ବାବୁଙ୍କ ଦ୍ଵରା ସମ୍ଭବ ହେଉଛି । ଭଗବାନଙ୍କ ର ବିଚିତ୍ର ସଂଯୋଗ । ଭଞ୍ଜ ବାବା ଓ ସତ୍ୟ ବାବୁଙ୍କୁ ପ୍ରଣାମ । ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ତ୍ରାହି ଅଚ୍ୟୁତ, ଜୟ କଳ୍କିରାମ୍ ଙ୍କ ଚରଣରେ ଅନନ୍ତ କୋଟି ପ୍ରଣାମ । 🙏🙏🙏🙏🙏🙏🙏❤️❤️❤️❤️❤️🌺🌺🌺🌺🌺

  • @choiceofpublic410
    @choiceofpublic410 2 роки тому +1

    ସତ୍ୟ ଭାଇ ନମସ୍ତେ। ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ୍

  • @binodbhukta1125
    @binodbhukta1125 3 роки тому +26

    Trilochan bhanja babu ଆପଣଙ୍କୁ କୋଟି କୋଟି ପ୍ରଣାମ

    • @rajendra1312
      @rajendra1312 3 роки тому

      Trilochan bhnja baba apanku bhumista pranam, daya kri kahibe ki balesore district kana kou malikare ulekha nahi jadi achhi tahele tike kahibe .. s.bhanja babu mu apnaka chenal re niyamita darsaka

  • @SagarRanjanMohanty
    @SagarRanjanMohanty 3 роки тому +14

    Dear Satyaji,Wish U all the best............. for your spiritual expedition.My request is...."Stop not till the goal is not reached.May God bless a TRUE TRAVELLER so called our favourite Satyaji....."
    Jay Jagannath......

  • @sukantaparida5348
    @sukantaparida5348 3 роки тому +11

    ତ୍ରିଲୋଚନ ବାବାଙ୍କ ସହିତ ବାର ବାର ଭେଟନ୍ତୁ
    ଏବଂ ତାଙ୍କ ଶ୍ରୀ ମୁଖରୁ ମୋ ପ୍ରଭୂଙ୍କ କଥା ଶୁଣିବାକୁ
    ଏ ଦିନ ଅକିଞ୍ଚନ ର ପ୍ରବଳରୁ ପ୍ରବଳ ଇଚ୍ଛା

  • @ANANTDHALVLOGS
    @ANANTDHALVLOGS 3 роки тому +13

    ମୁ ୨୪ ଵର୍ଷ ମୋଵୟସର ଯୁବକ କୀଏ ଦେଖୁଛନ୍ତି,,ଜୟ ଜଗନ୍ନାଥ,,

    • @babupradhan7082
      @babupradhan7082 3 роки тому +1

      Tu kn banda mundi

    • @ashokeroy2412
      @ashokeroy2412 Рік тому

      ​@@babupradhan7082 ଆଆଆଆଆଆତାଆଊଊଊକକ୍ଔଈଆଊଊଓଊଆଣ

  • @niharranjannayak4799
    @niharranjannayak4799 3 роки тому +7

    ସତ୍ୟ ଭାଇ ଯାଜପୁର ଜିଲ୍ଲା ଆସନ୍ତୁ
    Thanx bhai ସମ୍ୱଳ ଗ୍ରାମ ବିଷୟରେ
    ବାବା କିଛି କହିଲେ । ବାବା ଯୋଉ କହିଲେ
    କଳ୍କୀ ରାମଙ୍କୁ ମୁଁ ଦେଖିଚି । ବାବାଙ୍କ ସହ
    ଆଉ ଥରେ ଭିଡ଼ିଓ କର । କଳ୍କୀ ରାମଙ୍କ
    ବୟସ କେତେ ? ସମ୍ବଳ ନଗ୍ର ମୁଖଶ୍ୟ ଵିଷ୍ଣୁ
    ଯସା ଗୃହେ । ଶୁଦ୍ଧା ଗର୍ଭେ ଜନ୍ମିଣ ଖେଳ କରୁଥିବେ
    Plz bhai important video
    କଳ୍କୀ ରାମଙ୍କ ବୟସ କେତେ?

  • @ସତସଙ୍ଗହିଁଜୀବନ

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 😭🙏🏻,,ଏ କଳି ଯୁଗରେ ନାମ ସଙ୍କୀର୍ତ୍ତନ ହିଁ ମୁକ୍ତି ର ପଥ,, ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ,🙏🙏😢😢

    • @laxmicreative286
      @laxmicreative286 3 роки тому +2

      Nama ra artha bujhibaku padiba keon nama re dakibe sadaguru kale janibe agya

    • @ସତସଙ୍ଗହିଁଜୀବନ
      @ସତସଙ୍ଗହିଁଜୀବନ 3 роки тому +1

      @@laxmicreative286 ଯାହା ହୃଦୟ ଭିତରେ ପ୍ରଭୁଙ୍କ ନାମ ଅଛି ତାହାର କିଛି ଦରକାର ନାହିଁ,, ମୁଁ ମୋ କାଳିଆ ଠାକୁର ଙ୍କ ପାଖରେ ସମର୍ପଣ କରିଦେଇଛି,,ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ,,🙏🙏🙏🙏😢😢😢😢

    • @ସତସଙ୍ଗହିଁଜୀବନ
      @ସତସଙ୍ଗହିଁଜୀବନ 3 роки тому +1

      @@laxmicreative286 ହରିବୋଲ ହରିବୋଲ ହରି ହରି ବୋଲ ଶ୍ରୀ କୃଷ୍ଣ ଗୋବିନ୍ଦ ମାଧବ ବୋଲ ହରିବୋଲ ହରିବୋଲ ହରି ହରି ବୋଲ ଶ୍ରୀ କୃଷ୍ଣ ଗୋବିନ୍ଦ ମାଧବ ବୋଲ 🙏🙏🙏🙏😢😢😢😢

    • @sujitbhoi6066
      @sujitbhoi6066 3 роки тому

      @@ସତସଙ୍ଗହିଁଜୀବନ bhaba re se banda bhaba ra thakura

    • @trustworthy-guy6408
      @trustworthy-guy6408 3 роки тому

      @@sujitbhoi6066 banda nuhe bandha😉

  • @manoranjansenapati3394
    @manoranjansenapati3394 2 роки тому +1

    Pranam baba , Jaya jagannatha , Jaya panchasakha

  • @jharanamallick3405
    @jharanamallick3405 3 роки тому +4

    🙏🙏🙏 jai Jagannath swami nayan patha gami bhaba tume 🙏🙏🙏🌷🌺🌷🌺

  • @dasarun8829
    @dasarun8829 2 роки тому

    ଜୟ ଜଗନ୍ନାଥ 🙏🙏 ଜୟ ପଞ୍ଚସଖା🙏🙏

  • @laxmikantakar1685
    @laxmikantakar1685 3 роки тому +1

    🙏🙏🙏🙏🙏🙏🙏🌹🌹🌹🌹🌹🌹ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ. ଜୟ ପଞ୍ଚସଖା.

  • @jaymaatarini-gouri3615
    @jaymaatarini-gouri3615 Рік тому

    ଜୟ ଜଗନ୍ନାଥ
    ତ୍ରିଲୋଚନ ଭଞ୍ଜ ସାର୍ ଙ୍କୁ ମୋର ଭୂମିଷ୍ଟ ପ୍ରଣାମ

  • @divyajotiudya6141
    @divyajotiudya6141 3 роки тому +2

    Babanka charanre koti koti pranipat 🙏🏻🙏🏻🙏🏻🙏🏻🙏🏻🙏🏻

  • @subhalaxmiexpress0934
    @subhalaxmiexpress0934 2 роки тому

    ଜୟ୍ ଜଗର୍ନାଥ୍

  • @narayandalai9799
    @narayandalai9799 3 роки тому +7

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଉ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @saktiprasannayak8072
    @saktiprasannayak8072 3 роки тому +1

    ଜୟ ଶ୍ରୀ ସତ୍ୟ ଅନନ୍ତ ମାଧବ କଳ୍କୀ ରାମ ନମୋ ନମଃ

  • @anuragpanda7735
    @anuragpanda7735 3 роки тому +1

    Nandita panda... Jay jagannath ji Jay shree Radhe.. Jay panchasakha... 🙏🙏🙏🙏Vanja mahasaya...... Mo pravu asibara suchana deithibaru...

  • @ashokjena5932
    @ashokjena5932 2 роки тому +2

    ଜୟ ସତ୍ୟ ଭଞ 🙏🙏🌺🌺 ଜୟ ପଞ୍ଚସଖା 🌺🌺🙏🙏 ଜୟ ଜଗନ୍ନାଥ ସ୍ବାମୀ

  • @maheshkumarmahali
    @maheshkumarmahali 3 роки тому +5

    ସମ୍ବଳ ଗ୍ରାମ ଯାଜପୁର ରେ ନୁହେଁ
    ଏ ମହାଶୟ ଜାଣି ନାହାନ୍ତି

  • @sanjayroutray7757
    @sanjayroutray7757 3 роки тому +19

    Jay achuta.satya babu please contact with Trilochan banja next time . It is request

  • @sumitsonalsingh
    @sumitsonalsingh 3 роки тому +9

    Satya bhai aapananku bahut bahut dhanyabad..baba Prabhu Kalki nku dekhichanti boli sunila pare mu emotional heigali au mora b bahut icha achi mo prabhu nku dekhiba pai au tanka saha katha heba pai..Jai Shri Kalki🙏🏻

    • @SashankaSekharPatel00
      @SashankaSekharPatel00 3 роки тому

      😢

    • @bibekanandaswain3404
      @bibekanandaswain3404 3 роки тому

      Prabhunkara darsan chanhuchhanti satya, dharm pathare ruhantu, prabhunka ra namaku bhajan karantu. 2020 ru dharma sansthapana arambha hoigalani. Jadi prabhunka janma bisayare adhik janibaku chanhuchhanti +919090047997 call karantu

  • @devendrasamal6130
    @devendrasamal6130 2 роки тому

    Finally mo aja nku video re dekhi bahut khushi lagila....jay jagannath 🙏🙏

  • @bibhu4180
    @bibhu4180 3 роки тому +1

    ସତ୍ୟ ବାବୁ ଆପଣ bipin bihari samal youtub ଦେଖନ୍ତୁ ସମ୍ବଳ ନଗ୍ର ଓ କଳ୍କୀ ଅବତାର କେଉଁଠି ଜନ୍ମ ଗ୍ରହଣ କରିଛନ୍ତି ପ୍ରମାଣ ପାଇଯିବେ

  • @nibeditamathsteacher1440
    @nibeditamathsteacher1440 2 роки тому +1

    Very good sir Dhan nirankar ji

  • @dhirendraparida8003
    @dhirendraparida8003 2 роки тому

    Baba mu karuchhi pranam sabu dosa truti ku kshama kari kariba grahan

  • @jharananayak1940
    @jharananayak1940 3 роки тому +4

    Thank you so much Satya sir 🙏🙏🙏🙏🙏 jay jaganath 🙏🙏🙏🙏🙏🙏🙏🙏🥰🥰🥰🥰🥰🥰🥰🥰🥰

  • @meprasanna1988
    @meprasanna1988 3 роки тому

    ଓଁ ପରଂବ୍ରହ୍ମ ଶ୍ରୀଗୁରୁ ଅଚ୍ୟୁତ ଗୋଲୋକନାଥାୟ ନମୋନମଃ

  • @sibanisam1
    @sibanisam1 3 роки тому +2

    Jai jagannath. Apana chesta karantu Sambal gram buli jiba pain. This baba is great 🙏

    • @jjcreations4667
      @jjcreations4667 3 роки тому

      Yes ekkakhyara Brahma kalkinatha 🙏prabhu

  • @ChaitanyaGond-zx3cu
    @ChaitanyaGond-zx3cu Рік тому

    ଧନ୍ଯବାଦ ସତ୍ଯ ଭାଇ ସତ୍ଯ ଭଞ୍ଜ ୟୁଟ୍ୟୁବରେ ଜାରିରଖି ଲ ଭୀମବଇ ଲେଖି ଛନ୍ତି ଚାରି ଯୁଗ ଗଳା ଗୁପତରେ ଥିଲା ଏକଳିଯୁଗରେ ଜାରି

  • @sudeeptakumarbhanja6477
    @sudeeptakumarbhanja6477 3 роки тому

    ଆଜ୍ଞା ମାଳିକା ଗ୍ରନ୍ଥ କଣ କେବଳ odissa ର ଭକ୍ତ ମାନେ ପାଇଛନ୍ତି ନା ବାହାରେ ମଧ୍ୟ ଭକ୍ତ ଅଛନ୍ତି

  • @ratikantalenka6668
    @ratikantalenka6668 2 роки тому

    Jay Jagannath swami
    Jay kalki lalat kesari saran

  • @bibhu4180
    @bibhu4180 3 роки тому +1

    ସତ୍ୟ ବାବୁ ଆପଣଙ୍କ ଚ୍ୟାନେଲ ବହୁତ ଭଲ ଭଲ ମାଳିକା ଲୋକଲୋଚନକୁ ଅଣୁଛନ୍ତି।କିନ୍ତୁ କଟକ ଜିଲ୍ଲାର ମାହାଙ୍ଗା ସ୍ବର୍ଣ୍ଣ କ୍ଷେତ୍ର ଆଶ୍ରମର ତତ୍ଵ ଚାର୍ଯ୍ୟ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ରାଉତ ମହାଶୟ ଙ୍କ ନିକଟରୁ କଳ୍କୀ ଅବତାର ବିଷୟରେ ମାଳିକା ବର୍ଣିତ ପ୍ରମାଣ ସଂଗ୍ରହ କଲେ ଭଲ ହୁଅନ୍ତା

  • @narayandalai9799
    @narayandalai9799 3 роки тому +2

    ଜୟ 🌿🚩ମାଳିକା 🚩🌿ବଚନ🌿🚩

  • @silikancreation258
    @silikancreation258 2 роки тому

    Jay Jagannath 🙏🙏🙏

  • @dmahapatra1816
    @dmahapatra1816 2 роки тому

    Bramha Ekakhyara:
    Hare Krishna Hare Krishna Krishna Krishna Hare Hare
    Hare Rama Hare Rama Rama Rama Hare Hare

  • @deepakbhadra401
    @deepakbhadra401 3 роки тому +1

    Trilochan Babu apnaku bahuta bahuta dhanya bad

  • @rabinarayanpalei6443
    @rabinarayanpalei6443 3 роки тому

    Jay Biraja Manda,Jay Malika Bhakta, Jay PANCHA SAKHA.JAY JAGANNATH.

  • @dillipswain6596
    @dillipswain6596 3 роки тому

    ଜୟ ଜଗନ୍ନାଥ ସଂସ୍କୃତି

  • @babub4u323
    @babub4u323 3 роки тому

    ନିଜକୁ ଭକ୍ତ ଭାବରେ ପରିଚୟ ଦେବା ତାହା ପୁଣି ସୋସିଆଲ ମିଡ଼ିଆ ମାଧ୍ୟମରେ ଏହା କୌଣସି ଭକ୍ତର ପରିଚୟ ନୁହେଁ ?
    ମୋର ଅବଶ୍ୟ ଇଙ୍ଗିତ କରିବା ଉଦ୍ଦେଶ୍ୟ ନୁହେଁ କିନ୍ତୁ ଗୁପ୍ତ ଭକ୍ତ ହେଇ ପ୍ରକଟ କରେଇବା ବାକ୍ୟ ନିହାତି ସାପ ଗାତରେ ହାତ ପୁରାଇ ବା କାର୍ଯ୍ୟ , ସାଧୁବାଦ୍ 🙏

  • @gourangpanda7884
    @gourangpanda7884 Рік тому

    Jai jagannaatha jai panchasakha trahimam Srihari narayan rakhya kara prabhu 🙏🏻 pranam baba satya bhai 🙏🏻

  • @urmilasahoo5807
    @urmilasahoo5807 3 роки тому +1

    You are great Satya bro. Apanka pai a sabu vdo ru gaynadoy heipaariba. Jay Jagannath Swami🙏Please agaku amit Vdo jaari rakhantu

  • @bulupatra3640
    @bulupatra3640 2 роки тому

    Im bulu patra mu bi kahuchi tame bahuta bhal kam karicha chenl maliki jay jagannatha

  • @nrajarao3672
    @nrajarao3672 3 роки тому +1

    Jay jagannath bahut bahut sathiyon baat sataye Babu

  • @user-cg3jw9ks5c
    @user-cg3jw9ks5c 3 роки тому

    Trahi Achyuta trahi Jagannatha 🙏🙏

  • @ODISHA365
    @ODISHA365 3 роки тому

    Jay Jagannath

  • @nkmspiritualvlogchannel
    @nkmspiritualvlogchannel 3 роки тому +1

    ଭୁଲ କଥା କହିଛନ୍ତି ବାବା

  • @jitasahu5626
    @jitasahu5626 2 роки тому

    Satya Bhai namaskar,mote tike bhagaban ku dekhaibar byabasta karantu

  • @daitaribehera9723
    @daitaribehera9723 3 роки тому +2

    👏💐 ।। ଜୟ ଜଗନ୍ନାଥ ମହାପ୍ରଭୁ !! 👏💐

  • @abhijittarasankarsahoo2134
    @abhijittarasankarsahoo2134 2 роки тому

    Pranam Satya Bhaja Babu apana jane jigyansu...

  • @krishnakamleshswain1250
    @krishnakamleshswain1250 3 роки тому

    Jay gaganath 🙏🙏🙏 please take 😷😷😷 mask

  • @sumantapaikaray6200
    @sumantapaikaray6200 3 роки тому

    Bahut janichhanti puni interview karantu jay Jagannath jay panchasakha

  • @nibeditamathsteacher1440
    @nibeditamathsteacher1440 2 роки тому

    ,,, ଆସନ୍ତୁ sir please sundar garh ରେ ମାଲିକା ପିଠ ନହିଁ କି

  • @harishchandramahanta1428
    @harishchandramahanta1428 3 роки тому +3

    Satya Babu Kalki ku Darshana karantu baba.
    Plse upload more videos thank u baba👍🙏🌹👍jay Jagannath

  • @jadabasahu6922
    @jadabasahu6922 3 роки тому +1

    ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏🙏🙏🙏🙏

  • @shashikantmahakud3930
    @shashikantmahakud3930 3 роки тому +1

    Jay Jagannath...khub sundar lagila 🙏🙏🙏🙏🙏

  • @sampadpradhan4244
    @sampadpradhan4244 3 роки тому +1

    Jai Jagannatha..Bhagban Kalki nku ebe kete bayasa heichhi satya babu ?

  • @biswabhusanrath2814
    @biswabhusanrath2814 3 роки тому +1

    Khub sundar alochana. Dhanyabad. Jay Jagannath. 🙏🙏🙏

  • @mahendradas4516
    @mahendradas4516 2 роки тому

    Jay jagannath Satya babu bahut katha rahigala babanka pakhare please sukhare babanku dekha karantu

  • @minatimishra3045
    @minatimishra3045 3 роки тому

    Guru sri trilochanaji pranama satyababu dhanysbad

  • @ommstargaming9065
    @ommstargaming9065 3 роки тому +1

    Bhai amara kalki bhagwan nku matra 3 years heichhi se odishare nhi sambhala village re janma hebe boli lekhahoithila jauta ki uttar pradesh re achhi, Not in odisha . 🙏🙏🙏🙏🙏🙏🙏🙏🙏

  • @subratnayak4823
    @subratnayak4823 3 роки тому

    Good thing for people to know satya; dharm; Nyay by the satya bhanj Chanel.

  • @shreevaidyanathmaharajjike3424
    @shreevaidyanathmaharajjike3424 3 роки тому +2

    Jai shree kalki dev ❤💙💖🙏🏻

  • @Jagannath989
    @Jagannath989 3 роки тому

    Jay Jagannath Swami Achyutaya GuruDev

  • @skygod2926
    @skygod2926 3 роки тому

    Jay Jagannath
    Jay gurudev
    Jay achuta ram
    Jay panchasakha
    Jay shree ram ram
    Mo pranam grahan karantu 🙏🙏

  • @ratikantalenka6668
    @ratikantalenka6668 2 роки тому

    Jay mahatma gudha amruta bachan

  • @samayahelani
    @samayahelani 3 роки тому +1

    Satya babu apananku etiki nibedana Paribrajak Pramod Kumar nka sahita gote alochana heu
    Please sir matamata debe

  • @subhashreerollno2862
    @subhashreerollno2862 4 місяці тому

    Jay Jagannath 🙏🙏🙏💐💐💐💐🌹🌹🌹🌹👋👋

  • @kanha7255
    @kanha7255 3 роки тому +1

    Jay Jagannath🙏Jay Panchasakha🙏

  • @ganeswarnayak8920
    @ganeswarnayak8920 3 роки тому +2

    Satya bhai ..ei jou video kata jaichhi..je prabhu kaliki Janma nei sarileni ....au tanku kete barsa heichhi..?

  • @gitapati2422
    @gitapati2422 3 роки тому +2

    Dharma kale mukti miliba ta dharma kara adharma nuhe.

  • @newonevlogs555
    @newonevlogs555 3 роки тому +1

    Jay Jagannath Satya babu ebaba sabu Jani chhanti aapana babanka Thu long video karantu ebaba nkara jay Jagannath

  • @familypic6859
    @familypic6859 3 роки тому +1

    ଭାଇ ୨୬୪ ଜଣଙ୍କ ନାମ କେବେ ଦିଆଯିବ

  • @bhulashankarofficialmovie3250
    @bhulashankarofficialmovie3250 3 роки тому

    Satya Babu good
    Kintu bhakta Ra pakhha Ku gale
    Tanku amora koti koti pranam kahibe............ Om bhagwate vasudevay..

  • @jhiliswain9813
    @jhiliswain9813 3 роки тому +1

    Thanks well come

  • @rajalaxmipanda151
    @rajalaxmipanda151 3 роки тому +5

    mahapravunkara jay...ommsairam.🙏

  • @biswanathsenapati6160
    @biswanathsenapati6160 3 роки тому +5

    ଜୟ ଜଗନ୍ନାଥ 🙏କେନ୍ଦ୍ରାପଡ଼ାରେ ଅନେକ ଭକ୍ତ ଅଛନ୍ତି ତାଙ୍କ ବିଷୟରେ କିଛି କୁହ

  • @sanjeebbadaik2912
    @sanjeebbadaik2912 3 роки тому +2

    Om namah Bhagavate vasudevaya

  • @HIMANSU311
    @HIMANSU311 3 роки тому

    Bahuta badhiya 🙏🙏🙏🙏

  • @sarojparida2551
    @sarojparida2551 3 роки тому +12

    ସତ୍ୟ ବାବୁ ଏହି ବାବା ସବୁ ଜାଣିଛନ୍ତି ତାଙ୍କ ଠାରୁ ସବୁ ଗୁପ୍ତ କଥା ୟୁଟ୍ୟୁବରେ ପ୍ରକାଶ କର ବାବା କୁ ପ୍ରଣାମ

  • @sripatisandha924
    @sripatisandha924 2 роки тому

    Mahanga re kalki Narayan sree sree keshaba

  • @vlogswithpadmini
    @vlogswithpadmini 3 роки тому

    Jai Jagannath 🙏🙏

  • @bijayalaxmidas3181
    @bijayalaxmidas3181 3 роки тому +1

    ବିନମ୍ର ପ୍ରଣାମ।🙏🙏

  • @BisnhupriyaSethy
    @BisnhupriyaSethy Рік тому

    Jya jagarnnath jya malika

  • @Mathwithpriyansu
    @Mathwithpriyansu 3 роки тому

    Jay jagganath mahasaya malika ra sabu book kouthi miliba

  • @gurunaik1238
    @gurunaik1238 3 роки тому

    Jai Jagannath jai panchsakha. Bhanja baba malika gabesaka katha badhia lage. Meet again

  • @smileplease5551
    @smileplease5551 3 роки тому +1

    ସତ୍ୟଭାଇ ଆପଣଙ୍କୁ ଶହେ କୋଟି ପ୍ରଣାମ । ଆପଣ video କରୁ କରୁ ଟିକେ ଟିକେ ଯେଉଁ ସବୁ ବିଷୟମାନ କାଟି ଦେଉଛନ୍ତି ଦୟାକରି ସେ ସବୁ କାଟନ୍ତୁ ନାହିଁ । ପୃଥିବୀ ଆଉ କେତେ ଦିନ ବା ରହିବ ‌! ସବୁ ବିଷୟମାନ ଅବଗତ ହେଲେ ସିନା ଆମେ ପୃଥିବୀ ବାସି ସଚେତନ ହେବୁ । ଭାଇ please ଏହାର ମତାମତ ଦିଅନ୍ତୁ 🙏🙏

  • @jitupolai3956
    @jitupolai3956 3 роки тому

    Rama rama jaya rama jaya jaya rama
    Rama rama jaya rama jaya jaya rama
    Rama rama jaya rama jaya jaya rama

  • @aditiyatripathy645
    @aditiyatripathy645 3 роки тому +1

    ଶ୍ରୀ ଭଞ୍ଜ ମହାରାଜ ଙ୍କ ଜୟ ହେଉ

  • @rajatkumarswain-yv9pu
    @rajatkumarswain-yv9pu Рік тому

    କୁକୁରିଆ ବାବାଙ୍କ ଆଶ୍ରମ 10 ବର୍ଷ ଭିତରେ ହେବ ଯାଇଥିଲି ସେତେବେଳେ ମୋତେ ବହୁତ ଭଲ ଲାଗିଲା ଆଶ୍ରମ ଓ ବାବା ମଧ୍ୟ

  • @prashantkumarprashant456
    @prashantkumarprashant456 3 роки тому

    ଜୟ ଜଗନ୍ନାଥ ଜୟ ପଞ୍ଚସଖା