‘ଆଜି 25 ଲକ୍ଷ 11 ଜଣ ପାଇଲେ ସୁଭଦ୍ରା ଟଙ୍କା’ | Subhadra Yojana |Deputy CM Pravati Parida |Odisha Reporter

Поділитися
Вставка
  • Опубліковано 8 лис 2024

КОМЕНТАРІ • 382

  • @mpmpmpmp143
    @mpmpmpmp143 Місяць тому +33

    ଆଉ ସବୁ ସ୍ତ୍ରୀ ଲୋକମାନେ ତମ ମୁହଁ ରେ ମୁତି ଥିଲେ

  • @BaikunthanathKharsel
    @BaikunthanathKharsel Місяць тому +85

    ବାକି ଲୋକ କେବେ ଦଵ ଏବେ କହୁଛ, ପର୍ଯ୍ୟାୟ କ୍ରମେ ଦେବୁ, କାଳି କହିଥିଲ 15 ସୁଧା apply କରି ଥିବା ସମସ୍ତ ମହିଳା କୁ ଦେବୁ

    • @BC-TrinathBarik
      @BC-TrinathBarik Місяць тому +1

      Bhai prajaya karmay miliba ba madam kahile😂 aeita kichi nuha gote testing chali thila Paisa lokanka account ku jauchi na nahi😂 wait karantu rati jai Ara barsa asi jibi tanka miliba ki nahi😂

    • @ଜୟଜଗନ୍ନାଥ4692
      @ଜୟଜଗନ୍ନାଥ4692 Місяць тому +3

      ଭାଇରେ ଖାଲି ଠୋକୁଛନ୍ତି❤❤

    • @Jayanti566
      @Jayanti566 Місяць тому

      ଧର୍ଯ୍ୟ ଧରାନ୍ତୁ ଟିକେ ଅଧା ଲୋକ ଙ୍କୁ ମିଲିସାରିଲାଣି ମାନେ ନିଶ୍ଚୟ ଆମ କୁ ବ ମିଳିବ

    • @BC-TrinathBarik
      @BC-TrinathBarik Місяць тому

      @@Jayanti566 Bhai 75 Lakh apply kaleni milila matra 25 lakh nku adha bi nuha baki loka ku kebe miliba kichi bi kahileni kahile ki testing chali thila 1st phase re kichi loka nku miliba. Bhai Paisa account ku chadi baku bi kan testing karibaku padiba . Next phase re Paisa kebe miliba kichi bi kahileni

    • @RanitRaya
      @RanitRaya Місяць тому

      BJP bad sarkar

  • @nilimaswain2216
    @nilimaswain2216 Місяць тому +74

    ଆଉ ସବୁ କଣ ପାପ କରିଛନ୍ତି. ପ୍ରକୃତ ହିତାଧିକାରୀ ଙ୍କୁ ଦିଅ jau nahi

  • @royentertainment1
    @royentertainment1 Місяць тому +42

    50 ଲକ୍ଷ ଲୋକ କଥା କହିଥିଲ ଆମ ଗାଁରେ ବହୁ ମହିଳା ଅଛନ୍ତି ବହୁ ଦୁଃଖରେ ଅଛନ୍ତି apply କରିକି 😞😞

  • @nilimaswain2216
    @nilimaswain2216 Місяць тому +60

    ପ୍ରକୃତ ହିତାଧିକାର ମାନଙ୍କୁ ଦିଅ ଗଲା ନାହିଁ

    • @foreverrs4377
      @foreverrs4377 Місяць тому +3

      😔😔😔 Joumane paiba katha prathame tanku milini au jou manaku miliba katha nunha taku milichi

    • @SujataNayak-iq1mr
      @SujataNayak-iq1mr Місяць тому

      Sata katha

  • @sasmitabaliarsingh9923
    @sasmitabaliarsingh9923 Місяць тому +36

    ତମ ମୋଦି ଗ୍ୟାରେଣ୍ଟି କେତେ ଦୁରୁ ସତ ଯୋଉ ମାନେ 17 ତାରିଖରେ ପଇସା ପାଇ ନାହାଁନ୍ତି ସେମାନେ ଜାଣିଛନ୍ତି ତମେ କହିଲ 15 ତାରିଖ ସୁଦ୍ଧା ଯୋଉ ମାନେ ଆବେଦନ କରିଛନ୍ତି ସେମାନେ 17 ତାରିଖ ରେ ପଇସା ପାଇବେ କୁଆଡେ ଗଲା ତମ କଥା ର ଜବାବ

  • @jitusethi7737
    @jitusethi7737 Місяць тому +10

    ଯିଏ ପାଇବା ଯୋଗ୍ୟ ସେମାନଂକୁ ମିଳିଲା ନୀହିଁ

  • @Prem-bz3tr
    @Prem-bz3tr Місяць тому +13

    କାହିଁକି ଠକୁଛ ଗରିବ ଲୋକଙ୍କୁ ମିଳିନି ତୁମ ସୁଭଦ୍ରା ପଇସା ଏମିତି ନକର ଗରିବ ଙ୍କ ଆଜି ମିଳିବ ବୋଲି କେତେ ଆଶା ଥିଲା

  • @soudaminibehera5893
    @soudaminibehera5893 Місяць тому +33

    Mora b asini, a news suni suni munda pura garam heigalani😂

    • @MarndiMonalisa
      @MarndiMonalisa Місяць тому +1

      Hmm pa

    • @alekhakandi1517
      @alekhakandi1517 Місяць тому

      ହେ ପ୍ରଭୁ ରାମ 🙏🏻
      ଏ ରାଜନୀତିରେ ହିତାଧିକାରିମାନେ ଯେତେ ଗରମ ହୁଅନ୍ତୁ ପଛେ କିନ୍ତୁ କେହି ଗୋପାଳ ଦାସର ଅବତାର ନ ନିଅନ୍ତୁ 🙏🏻

  • @alekhakandi1517
    @alekhakandi1517 Місяць тому

    ଓଃ ସେଇଥିପାଇଁ ଖାଦ୍ୟ ଦର ବଢ଼ି ଚାଲିଛି। ଧିକ୍ ତୁମ ରାଜନୀତି ଗଣିତ 😮

  • @RatikantaNath-jc5iy
    @RatikantaNath-jc5iy Місяць тому +5

    କିଛି କଥା ରଖି ନାହାନ୍ତି😅

  • @Sabanbabuofficial
    @Sabanbabuofficial Місяць тому +13

    ଆଉ bjp ସରକାର ସମୟ ଭି ସରିଗଲାଣି,, ଖାଲି କହି କି ସାରା ଓଡ଼ିଆ ଭାଇ ଭଉଣୀ ଙ୍କୁ, ବା ବାପା ମା ଙ୍କୁ ଭୁତ ବନାଇ ଲେ

  • @RatikantaNath-jc5iy
    @RatikantaNath-jc5iy Місяць тому +7

    ଯୋଉ ମାନେ ପାଇବା କଥା ପାଇ ନାହାନ୍ତି

  • @bikhayatadas8462
    @bikhayatadas8462 Місяць тому +14

    ମୋର ଆସିନି ଏହି ମୋଦି ଗ୍ୟାରେଣ୍ଟି

  • @BanitaNanda-on9ld
    @BanitaNanda-on9ld Місяць тому +21

    Madam apana jaha katha deithile purana kaleni

  • @jitusethi7737
    @jitusethi7737 Місяць тому +5

    ମତେ ଲାଗୁଚି ଆଉ ମିଳିବ ନାହିଁ

  • @Odiaaoldsong
    @Odiaaoldsong Місяць тому +9

    ,25 ଲକ୍ଷ 11 ଜଣ ନା 2511 ଜଣ ଙ୍କୁ ଦେଇଛ ସେ ପୁଣି ସବୁ ମୋଦି ଡ୍ୟାସ ଭକ୍ତ ମାନଙ୍କୁ , ମୋଦି ଠାରୁ ତା ଚେଲା ଗୁଡ଼ାକ ଡହରାମି ରେ ବଳି ଗଲେ😂😂😂😂😂

  • @NabinChandraSahoo-z1e
    @NabinChandraSahoo-z1e Місяць тому +1

    ଆଲୋ, ବେଢ଼,ପ୍ରଭାତୀ,ତୋ,ଆଖିରେ,କଣ,banda,mara,ହେଇଚି

  • @allhadinipatel1655
    @allhadinipatel1655 Місяць тому +2

    ହର ଘର ଜଳ ଦିଆଯାଉ jaldi

  • @odfactduniya
    @odfactduniya Місяць тому +3

    ତୁମ କଥାର ତାଳ ମେଳ ନାହିଁ ସଖାଳେ ଗୋଟେ କଥା ଏବେ ପୁଣି କଥା ବଦଳେଇ ଦେଉଛ। ଆପଣଙ୍କ ଜାଣିନି ରଖିବା ର ଅଛି ଆପଣ ଓଡିଶା ର ସରକାର ରେ ଅଛନ୍ତି ତେଣୁ ଯାହା ବି କରୁଛନ୍ତି ଆଉ ଯାହାବି କହୁଛନ୍ତି ଆପଣ ପିଲା ଖେଳ ପରି କରନ୍ତୁନାହିଁ।ନଚେତ ଜନତା ଆପଣକୁ ଧୋଇଦେବେ। ଯେମିତି କ୍ଷମତା କୁ ଆଣିଛନ୍ତି ସେମିତି ବିଦା କରିଦେବେ। ତେଣୁ ସେ ଗାଲୁଆମୀ ଛାଡ଼ନ୍ତୁ।

  • @niranjanparida2518
    @niranjanparida2518 Місяць тому +12

    ଗାଲୁଆଙ୍କ ବାରବାଟୀ ଚାଷ. ପାଖରେ ଟଙ୍କା ନାହିଁ, ଋଣ କରୁଛ. ତା ପରେ ମୁହଁ ଫୁଟାଣି. କଥା ର ବାସ୍ତବତା ନାହିଁ ପୁଣି ଘଡିକେ ଘୁଡା ଛୁଟୁଛି.

    • @Skstarvlog3735
      @Skstarvlog3735 Місяць тому +1

      Genda kn paisa gachha legeithila ki😂

    • @rajkishorepradhan88
      @rajkishorepradhan88 Місяць тому +1

      ​@@Skstarvlog3735Are mendha gi...a 24 barsha sasana kari odisha ra bht develop kari 78 thousands corer lone karithila au bjp 3 months re 55 thousand corer lone kalani jani tha au kichi din pare Pakistan srilanka parika odisha hobo

  • @RanjanBehera-q4d
    @RanjanBehera-q4d Місяць тому +5

    ଯାହାର ପଇସା ଆସିନୀ ଉପମୁଖ୍ୟ ମନ୍ତ୍ରୀଙ୍କୁ ଫୋନ ପେ ନମ୍ବର ଦିଅ

  • @ansumanpatra5676
    @ansumanpatra5676 Місяць тому

    Current bill 300 unit kebe miliba madam

  • @LaxmanSingh-nr6qo
    @LaxmanSingh-nr6qo Місяць тому +14

    କେବେମିଲିବୋ କିଛି କୋହିଲୋନି ଦେଇ ପାରି ବୋନି ଯୋଦୀ କାହିଁକି ମହିଳା ମନକୁ ଆଗୋରୁ ଉସାହିତ କରୁଥିଲ😂😂😂😂

  • @bhabanijena1543
    @bhabanijena1543 Місяць тому +82

    କହିଥିଲେ ୧୫ ତାରିଖ ସୁଦ୍ଧା ଯେଉଁ ମାନେ ଆବେଦନ କରି ଥିବେ ତାଙ୍କୁ ୧୭ ତାରିଖ ରେ ପ୍ରଥମ କିସ୍ତି ମିଳିବ, କୁଆଡେ ଗଲା ସେ କଥା,ଏଇ କଣ ମୋଦି ଗ୍ୟାରେଣ୍ଟି ?

  • @jobinformationbysksir
    @jobinformationbysksir Місяць тому +2

    ଆରେ ଟଙ୍କା କାଇଁ...୭୫ ଲକ୍ଷ Apply କରିଛନ୍ତି.... ହେଲେ ଦେଲ ୨୫ ଲକ୍ଷ ଙ୍କୁ... ବେକାର ଠକାମି

  • @niranjanmashra72
    @niranjanmashra72 Місяць тому +8

    Bala miliba

  • @laxmipriya161
    @laxmipriya161 Місяць тому +7

    Mora kn pai asiniiii

  • @PuriToka91
    @PuriToka91 Місяць тому

    ଖାଲି ____ ବନାଉଛନ୍ତି

  • @ritanaik1066
    @ritanaik1066 Місяць тому +2

    ସୁଭଦ୍ରା ଦଉ ଛ ତ ସମସ୍ତଙ୍କୁ ଦିଅ

  • @LipsaBehera-r8f
    @LipsaBehera-r8f Місяць тому +1

    Thanks

  • @GhanashyamSahu-le2hp
    @GhanashyamSahu-le2hp Місяць тому +1

    Subhadra thank keta tharikha milba

  • @susantanaik4486
    @susantanaik4486 Місяць тому

    ସୁଭଦ୍ରା ରେ ପାତର ଅନ୍ତର କରାଯାଉଚି

  • @kapilachandra1816
    @kapilachandra1816 Місяць тому +12

    ଏ ବିଜେପି ସରକାର ଓଡ଼ିଶା ର ଲୋକ କୁ ଖାଲି ନଲି ପମ୍ପ ଦେଖାଉଛି

  • @RiteshSahu-dd7zk
    @RiteshSahu-dd7zk Місяць тому +2

    ଆଉପଇସାନାହିଁ

  • @RjmotivationExpress123
    @RjmotivationExpress123 Місяць тому +13

    ଆହୁରି 50 ଲକ୍ଷ ମହିଳାଙ୍କୁ ପଇସା କେବେ ଦେବ
    ଲାଇନ୍ ବିଲ୍ 300 Unit Free କେବେ କରିବ

    • @BC-TrinathBarik
      @BC-TrinathBarik Місяць тому

      Bhai Ara barsa miliba ba aeiba ama double engine sarkar Full speed re kama haba besta huani 😂

    • @RjmotivationExpress123
      @RjmotivationExpress123 Місяць тому +1

      @@BC-TrinathBarik Next Election ku 2Months thiba au Deba jaha jana paduchhi

    • @BC-TrinathBarik
      @BC-TrinathBarik Місяць тому +1

      @@RjmotivationExpress123 Hnn Bhai setebela ku bodhe miliba aou

    • @somanathdash8005
      @somanathdash8005 Місяць тому

      Ha kebe kariba

  • @prabhatidwari2430
    @prabhatidwari2430 Місяць тому +1

    Ame bi painu aplly hoi thita

  • @Suman.1430
    @Suman.1430 Місяць тому +4

    15 sudha jau mane apply karichanti semanka bhitaru samastanku milinahi...

  • @priyabrataputia4930
    @priyabrataputia4930 Місяць тому +1

    କାଲିଠାରୁ ଆମ ଗାଁ ମାଇପେ ବିଜନେସ୍ ମ୍ୟାନ ହୋଇଯିବେରେ

    • @Ltsahoo
      @Ltsahoo Місяць тому

      😂😂😂😂😂😂

  • @nime_land398
    @nime_land398 Місяць тому +1

    ଯେଉଁ ଆକାଉଣ୍ଟ ନମ୍ବର ଦିଆଯାଇଛି ସେଥିରେ ନଦେଇ ଅଲଗା ଆକାଉଣ୍ଟ ରେ ପଠାଉଛ , ଆକାଉଣ୍ଟ କାହାର ବଂଦ ଅଛି ତ ପୁଣି ମୁବାଇଲ ନମ୍ବର ଲିଙ୍କ ବି ନାହିଁ ଲୁକେ କେତେ ହଇରାଣ ହେଉଛନ୍ତି ଆପଣଙ୍କୁ ଜଣା ନାହିଁ,ତ

  • @lifestyleodiajhiabini
    @lifestyleodiajhiabini Місяць тому

    Thanks a lot mam🙏🙏🙏🙏🙏

  • @rajeshkumarsahoo8700
    @rajeshkumarsahoo8700 Місяць тому +4

    ଏଟା ଘର କଥା ତ ଜଲ୍ଦି ଜଲ୍ଦି ହେଇଯିବ
    ଟିକେ ଅପେକ୍ଷା କର ତାପରେ କଣ ହଉଚି ଦେଖିବା
    ଗୋଟେ ଥରକେ ଏତେ ଲୋକଙ୍କୁ ଦବା ବି ସମ୍ଭବ ନୁହେଁ ବ୍ୟାଙ୍କ ର ସରବର ବି ଲୋଡ ନେଇପାରିବନି
    ତ ଅପେକ୍ଷା କରାଯାଉ 🙏

  • @SanjayKumar-km5ff
    @SanjayKumar-km5ff Місяць тому +1

    Amara asini kebe asiba madam kuhantu...

  • @sarojinpani2605
    @sarojinpani2605 Місяць тому +6

    25lakh 11jana bhitare mo account asilani ...mote deiparilani michha katha sabu ....kichi Katha rakhina dahara katha mote asini Mane sabu bhul

    • @BC-TrinathBarik
      @BC-TrinathBarik Місяць тому +1

      Madam besta huani aeita ba testing chali thila 😂 double engine sarkar Katha deichi mane double speed re daba apana besta huani 😂 prajaya karmay miliba ba rati pahi jiba paila belaku 😂

  • @jayaramnetam8430sambad
    @jayaramnetam8430sambad Місяць тому +1

    ଆଉ କେବକୁ ଦେବୁ।

  • @GayatriBiswal-b9m
    @GayatriBiswal-b9m Місяць тому

    Good progress

  • @gadadharanayak6974
    @gadadharanayak6974 Місяць тому

    ତମେ କହିଲ 15 ତାରିଖ ସୁଦ୍ଧା ଯୋଉ ମାନେ ଆବେଦନ କରିଛନ୍ତି ସେମାନେ 17 ତାରିଖ ରେ ପଇସା ପାଇବେ କୁଆଡେ ଗଲା ତମ କଥା ର ଜବାବ

  • @sweetsagarika96
    @sweetsagarika96 Місяць тому

    ଆମର ଆସିନି

  • @BaisakhiDas-g9m
    @BaisakhiDas-g9m Місяць тому +5

    Hn ama ku ମିଳିଲାନି

  • @ritanaik1066
    @ritanaik1066 Місяць тому

    Mu apply କରିଛି କିନ୍ତୁ ମତେ ମିଳି ନି

  • @manashapaida638
    @manashapaida638 Місяць тому

    Ama village ro 100 ladies apply karithile 5 jana paichanti

  • @BABU-g1y
    @BABU-g1y Місяць тому +8

    BHAI AE MANANKARA KATHA BARTA THIK NAHIN....
    BINA KYC RE KARILE TANKARA PAISA AASILANI..

  • @suvendusahu2692
    @suvendusahu2692 Місяць тому

    Subhadra jojana tanka paile kana heba agnya jouthore jibana atika acchi (bsky card) seta ku ta apanamane indirectly band karidele

  • @niranjansahoo214
    @niranjansahoo214 Місяць тому +3

    1 tanka asila ,auu 4999 asila nahin

  • @pinkicooking38
    @pinkicooking38 Місяць тому +1

    Mara DBT problem hache saita kan paisa aasiba ki nahi

  • @GCAVENUETENANTSASSOCIATION
    @GCAVENUETENANTSASSOCIATION Місяць тому +2

    ପ୍ରଭାତୀ ପରିଡ଼ାଙ୍କ ମୁହଁ ଫୁଟାଣି.... ଆହୁରି ପଚାଶ ଲକ୍ଷ ମହିଳାଙ୍କୁ ପଇସା କେବେ ଦେବ... ଲାଇନ୍ ବିଲ୍ 300 ୟୁନିଟ ବିଜୁଳି Free କେବେ କରିବ... ମୋଦି ଗ୍ୟାରେଣ୍ଟି...🤣🤣🤣

  • @bikashkumardash6443
    @bikashkumardash6443 Місяць тому +1

    We have not received the amount

  • @umakantabehera1925
    @umakantabehera1925 Місяць тому +5

    Au kuade jibe mahila

  • @sasmitabaliarsingh9923
    @sasmitabaliarsingh9923 Місяць тому +7

    ଆରେ ଆରେ ୟାଙ୍କର କଥା ବାର୍ତ୍ତା ଠିକ୍ ନାହିଁ 😡 ଆଉ ଆସିବ ଭୋଟ ପାଇଁ

  • @armancapital8018
    @armancapital8018 Місяць тому

    ଇଏ ବି କାଳିଆ ଯୋଜନା ପରି ହେବ ଯିଏ ପାଇଲା ପାଇବ ଯିଏ ରହିଲା ରହିବ

  • @LITUSIKHALOVEBIRDS
    @LITUSIKHALOVEBIRDS Місяць тому

    Mora asijaichi 🥰

  • @ଜୟଜଗନ୍ନାଥ4692
    @ଜୟଜଗନ୍ନାଥ4692 Місяць тому

    ଆଉ କେବେ ମିଳିବ👩‍👩‍👧‍👧 ମଲାପରେ😢😢

  • @kartikchandrabhol6304
    @kartikchandrabhol6304 Місяць тому

    Why did increase of food oil?

  • @SunitaBehera-us6ye
    @SunitaBehera-us6ye Місяць тому +5

    Muta 9tarikhare apply karithili

  • @binayrout1538
    @binayrout1538 Місяць тому +2

    Au amara sabu kuade gala sabu document thik thaiki 15 purbaru pakeikibi pailunii

  • @ritushreemeher511
    @ritushreemeher511 Місяць тому +1

    300unit bijli au 3000bhatta kuade gala

  • @dhananjaysahoo
    @dhananjaysahoo Місяць тому

    Dhananjay sahoo. 🙏🙏🙏🙏🙏

  • @Suman.1430
    @Suman.1430 Місяць тому +1

    Aji date fix kara next jaumane rahile semanku kebe miliba

  • @RBDas-xz4lk
    @RBDas-xz4lk Місяць тому +1

    WHEN YOU GIVE OLD AGE PENSION ADVICE TO ME.

  • @sandhyadas9430
    @sandhyadas9430 Місяць тому

    Happy birthday PM sir🎂🎂🎈

  • @bapijena6026
    @bapijena6026 Місяць тому

    Realy news kuha

  • @jayaramnetam8430sambad
    @jayaramnetam8430sambad Місяць тому

    ମୋର ଆସିନି

  • @sasmitaswian4952
    @sasmitaswian4952 Місяць тому

    Amaku milini 😢

  • @lipsa2947
    @lipsa2947 Місяць тому +1

    Mora sabu thik thak achi hele 1 tanka na bala

  • @Rajeshraj-or4yf
    @Rajeshraj-or4yf Місяць тому

    ଯୋଉ ମାନେ ପାଇନି କେବେ ଦେବ

  • @Sagarraj91221
    @Sagarraj91221 Місяць тому

    ଆମର ଆସିନି 😢

  • @gobindamallick9256
    @gobindamallick9256 Місяць тому

    abe tela rate kete achi se bisayre kuha

  • @rasmitamallick5527
    @rasmitamallick5527 Місяць тому

    ଆମ ପାଖକୁ ପହଞ୍ଚିବ ଅଧା ରାସ୍ତା ରେ ପହଁଚିଛି ଆସିବାକୁ ଟିକେଟ ମିଳିନି 😂

  • @nityanandaChandan
    @nityanandaChandan Місяць тому

    Bhaut Katha kahucha didi tame

  • @Rojalijena70
    @Rojalijena70 Місяць тому

    Mora milini paisa 😢😢😢

  • @Suman.1430
    @Suman.1430 Місяць тому

    Amo problem ra solution bahar karantu au ame sure paibu boli biswas diontu... September last such a au samaste paijiba darkar... Nohele jau mane paichanti next vote semane debe ame nuha

  • @lovajinisahu-xx2lo
    @lovajinisahu-xx2lo Місяць тому

    Ame ta 10 tari khare apply Kari thili hele aji kahiki asini

  • @RubinaMalik-b4u
    @RubinaMalik-b4u Місяць тому

    Mora sabu thik achhi Mora asini 😢

  • @Suman.1430
    @Suman.1430 Місяць тому +1

    70 lakhyaru 25 lakhya paichanti au 45 lakhya kuade jibe.... Daba achhi jadi survey karisariki samastanka account patheithata.... Aji 25 paile kali au anya manku miliba boli guaranty kn achhi

  • @mituskitchen.....1728
    @mituskitchen.....1728 Місяць тому

    Mora ta kichhi asilani😢

  • @mahakuroffcealchannel
    @mahakuroffcealchannel Місяць тому

    Tame sabu thaki chaliba

  • @RinkuRana-q8y
    @RinkuRana-q8y Місяць тому

    Aare bhai mane tike wait Kara please

  • @GRUHINI123
    @GRUHINI123 Місяць тому

    Ame kan karithilu

  • @LokanathLokanath-i5t
    @LokanathLokanath-i5t Місяць тому

    ମୋର ସବୁ ଠିକ ଥାଇ ମିଳିଲାନି

  • @risid7387
    @risid7387 Місяць тому

    1 tanka asichhi kintu 4999 asini

  • @rajujamala3761
    @rajujamala3761 Місяць тому

    ମର ବି ଆସିନି

  • @Prakashbehera1538
    @Prakashbehera1538 Місяць тому

    Bhata 3000 kain,300 unit electricity kain

  • @ritanaik1066
    @ritanaik1066 Місяць тому

    Paribar ra re ତିନି ଜଣ ମହିଳା ଥିଲେ ମିଲବ କି ନାହିଁ

  • @laxmipradhan4952
    @laxmipradhan4952 Місяць тому

    Au baki kou dina mana nku miliba

  • @GUNU2323
    @GUNU2323 Місяць тому

    ବାଳ କଥା ରଖିଲ କହିଲ 15 ଭିତରେ ଯିଏ କରିବ ତାକୁ 17 ରେ ମିଳିବ କାଇଁ କୁଆଡେ ଗଲା😢

  • @SasmitaPradhan-yf1sb
    @SasmitaPradhan-yf1sb Місяць тому +1

    Kebe

  • @baishakhisahoo5309
    @baishakhisahoo5309 Місяць тому +18

    A sarkar bht michha katha kahuchhi

    • @BC-TrinathBarik
      @BC-TrinathBarik Місяць тому

      Manam basta huani aeita ba testing chali thila double engine sarkar Katha deichi mane Tama tanka tume paiba only 2 yr bhitare 😂 apekhya kara

    • @sukantamohapatra7885
      @sukantamohapatra7885 Місяць тому

      Right

  • @tapaswinimallick5516
    @tapaswinimallick5516 Місяць тому +2

    Jetiki karuchha setiki gapa adhika gapani.. 5 ru apply kalini ebe jae asini.. 5 years pare tama ranga rahile hela..

  • @manasishortvideo8656
    @manasishortvideo8656 Місяць тому

    Kni ama ku ta milila nahi.. Michhu a sarakr.. Ama gaonra kete jana painahnti..

  • @shesadevmajhi6465
    @shesadevmajhi6465 Місяць тому

    Sabu eastern odisha maa manaku milichhi, aama pain kichhi nai