Who decides BJD tickets? Party Supremo or Organisational Secretary?

Поділитися
Вставка
  • Опубліковано 15 бер 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 287

  • @mantuparrot4852
    @mantuparrot4852 Місяць тому +34

    Actually Pandian Ticket bantuchhi au Babi Trafic clear karuchhi

  • @sitakantabhoi8859
    @sitakantabhoi8859 Місяць тому +48

    ଇଥର ବବି ହାରିବା ଇ ଶଳା ଓଡିଶା ରେ ବଡ଼ ଟାଉଟର

    • @anadimalik7320
      @anadimalik7320 Місяць тому +1

      ଆମ ଜିଲ୍ଲା ର ଗୌରବ ବବି ଦାସ

  • @Kabul.123
    @Kabul.123 Місяць тому +2

    ତମ ପରିବାରର ସମସ୍ତ ବ୍ୟକ୍ତି ଯଦି mla ହବ. ବାକି ସବୁ ଯିବେ କୁଆଡ଼େ

  • @rameshchandramohapatra4169
    @rameshchandramohapatra4169 Місяць тому +1

    ନୀତି ନିୟମ ନିଷ୍ଠା କୌଣସି ନେତା ଏବଂ ଜନତା ଙ୍କ ପାଖରେ ନାହିଁ ! ଧନ୍ୟବାଦ !

  • @IASaspairant
    @IASaspairant Місяць тому +3

    ପାଣ୍ଡିଆନ BJD ର Power house ଆଉ ବବି ଦାସ କୁଆଡେ ଟିକେଟ ବାଣ୍ଟିବ 😂

  • @pradipgiri7841
    @pradipgiri7841 Місяць тому +8

    ସ୍ୱାର୍ଥପର ନେତା ସବୁବେଳେ ନିଜର କଥା ଭାବନ୍ତି ନିଜର ସ୍ୱାର୍ଥ ପୂରଣ ପାଇଁ ଲାଗିଥାନ୍ତି ଏଥିରେ ଅନ୍ୟକୁ ଦୋଷ ଦେବା ଠିକ ନୁହେଁ!

  • @susiljena2702
    @susiljena2702 Місяць тому +1

    ବିଜୁ ଜନତା ଦଳର ଜଣେ ସାଧାରଣ କର୍ମୀ ଭାବେ ପ୍ରଣବ ପ୍ରକାଶ ଦାସ ସବୁବେଳେ କାର୍ଯ୍ୟ କରୁଛନ୍ତି

  • @prabirkumardas2743
    @prabirkumardas2743 Місяць тому +4

    ବିଜୁ ଜନତା ଦଳ ଏକ ଲୋକ ଙ୍କ ପାଇଁ ଦଳ ଏହି ଦଳ ପ୍ରାର୍ଥୀ ଚୟନ ର ଏକ ନିର୍ଦ୍ଧିଷ୍ଟ ପ୍ରକ୍ରିୟା ରହିଛି ସେହି ପ୍ରକ୍ରିୟା ଅନୁସାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରନ୍ତି!

  • @sairanjansatapathy8530
    @sairanjansatapathy8530 Місяць тому +5

    Ae Tamil sasan au chaliba nahii Jay jaganath

  • @yudhisthirbehera1795
    @yudhisthirbehera1795 Місяць тому +1

    ବିଜେଡି ସଫା

  • @tanujamishra2999
    @tanujamishra2999 Місяць тому +2

    Pranab khani pain cbi jala re

  • @niranjandey8666
    @niranjandey8666 Місяць тому

    ଭବାନୀ ବାବୁ ତିନିବର୍ଷ ହେଲା ଆପଣ ଯାଇନଥିଲେ କହୁଛନ୍ତି। ବର୍ତ୍ତମାନ କଣ ଟିକଟ ପାଇଁ ଯାଇଥିଲେକି?।

  • @namitagochhayat5059
    @namitagochhayat5059 Місяць тому

    ଓଡ଼ିଶାରେ ଯେଉଁସବୁ ପ୍ରଗତିଶୀଳ କାର୍ଯ୍ୟ ଚାଲିଛି ଏଥରର ଲୋକେ ନବୀନବାବୁ ଓ ପାଣ୍ଡିଆନ ବାବୁ ଙ୍କୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ ଯୋଗାଇବେ ଏଥିରେ ଦ୍ବିମତ ହେବାର କିଛି ନାହିଁ l

  • @bikashpatra-ix2iz
    @bikashpatra-ix2iz Місяць тому

    ପ୍ରଣବ ପ୍ରକାଶ ବାବୁ BJD ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। କେବେହେଲେ ନିଜ ପଦବୀର ଦୁରୁପଯୋଗ କରନ୍ତି ନାହିଁ। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ହୋଇ ରହିଛନ୍ତି l

  • @duryodhanmahanta7766
    @duryodhanmahanta7766 Місяць тому +1

    ବିଜେପିରେ ନେତା ଭରପୁର। ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଛନ୍ତି।

  • @pradipgiri7841
    @pradipgiri7841 Місяць тому

    ରାଜ୍ୟ ବିଜେପି ଦଳ ପାଖରେ ପାର୍ଥୀ ଦେବାପାଇଁ ନେତା ନାହାନ୍ତି ତେଣୁ ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ସାମିଲ କରାଉଛନ୍ତି!

  • @user-lh2jc9du2m
    @user-lh2jc9du2m Місяць тому

    ଅରିନ୍ଦମ ଯଦି ଭାବୁ ଥାନ୍ତି ସେ କିଛି ତାଡି ପକାଇବେ ବିଜେପି କୁ ଯାଇ ତାହେଲେ ନିର୍ବାଚନରେ ଜିତି କରି ଦେଖାନ୍ତୁ |

  • @tapankumarpradhan1570
    @tapankumarpradhan1570 Місяць тому

    ପଦ୍ମ ଶିବିରରେ ଅରିନ୍ଦମ ଯାଆନ୍ତୁ କି କଂଗ୍ରେସ ଶିବିରରେ ଯାଆନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କିଛି କ୍ଷତି ହେବନାହିଁ ଏହା ଓଡ଼ିଶା ବାସୀ ଭଲ ଭାବରେ ଜାଣନ୍ତି।

  • @DDas-hp8ii
    @DDas-hp8ii Місяць тому

    ବିଜେଡି ଦଳରେ ଅରବିନ୍ଦ ଙ୍କ ଠାରୁ ଅନେକ ଯୋଗ୍ୟ ବ୍ୟକ୍ତି ମାନେ ଅଛନ୍ତି, ତେଣୁ ଅରବିନ୍ଦ ଙ୍କ କୌଣସି ଆବଶ୍ୟକତା ନାହିଁ ବିଜେଡି ଦଳ ରେ।

  • @gitanjalibarik5027
    @gitanjalibarik5027 Місяць тому +2

    Bansa bad ku voters jabab debe

  • @deepakkumardas6956
    @deepakkumardas6956 Місяць тому

    ଏବେ BJP ରେ ଯୋଗଦେବା ପରେ କ'ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାତକ ଭଳି ଅନେଇ ବସିବେ କେବେ ଅରିନ୍ଦମ ରାୟ ଆସିବେ ଦେଖା କରିବାକୁ!

  • @namitagochhayat5059
    @namitagochhayat5059 Місяць тому

    ବିଜେଡି ନେତା ଓ କର୍ମୀଙ୍କ ପ୍ରଗତିଶୀଳ କାର୍ଯ୍ୟ କୁ ଦେଖି ବିରୋଧୀର ନିନ୍ଦ ହଜି ଗଲାଣି । ।

  • @prabirkumardas2743
    @prabirkumardas2743 Місяць тому +13

    ବିଜେପି ପାଖରେ ପ୍ରାର୍ଥୀ ଦେବା ପାଇଁ ନେତା ନାହାନ୍ତି ତେଣୁ ସେ ବିଜେଡି ରୁ ବାହାରୁଥିବା ନେତା ଙ୍କ ଉପରେ ଭରସା କରି ନିର୍ବାଚନ ଲଢ଼ିବ!

  • @deepakkumardas6956
    @deepakkumardas6956 Місяць тому

    ଯେତେକ ଦୁର୍ନୀତିକ୍ଷର, ଭ୍ରଷ୍ଟ, ଠୋକ, ଅପାରଗ BJD ରୁ ବାହାରି ଯାଇଛନ୍ତି। ସେମାନଙ୍କୁ ରାଜ୍ୟ BJP ଦଳ ପାଛୋଟି ନେଇ ଯେଉଁ ଉତ୍ସବ ମୂଖରୀତ ହେଉଛି ସେମାନଙ୍କୁ ୨୦୨୪ ନିର୍ବାଚନ ରେ ଓଡ଼ିଶାବାସୀ ଉଚିତ୍ ଜବାବ୍ ଦେବେ।

  • @prasantakumarpadhan8552
    @prasantakumarpadhan8552 Місяць тому

    ବବି ଯେଉଁ ପଦକ୍ଷେପ ନେଇଛନ୍ତି ଭଲ କରିଚନ୍ତି। ନିଜ ଭଣଜା ବୁଲି କଣ ଟିକେଟ ଦେଇଦେବେ । 🎉

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas Місяць тому

    ପ୍ରଣବ ପ୍ରକାଶ ବାବୁ BJD ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। କେବେହେଲେ ନିଜ ପଦବୀର ଦୁରୁପଯୋଗ କରନ୍ତି ନାହିଁ l

  • @deepakkumardas6956
    @deepakkumardas6956 Місяць тому

    ଅରିନ୍ଦମ ରାୟ ଭଳି ହଜାରେ ସ୍ବାର୍ଥବାଦୀ କୁଜି ନେତା BJD ଦଳ ଛାଡ଼ି ଗଲେ ମଧ୍ୟ କିଛି ଫରକ୍ ପଡ଼ିବନି।

  • @tapankumarpradhan1570
    @tapankumarpradhan1570 Місяць тому

    ଆରିନ୍ଦମ୍ BJD ଦଳରୁ ବିଜେପିରେ ମିଶିବା BJD ଦଳକୁ କିଛି ଫରକ ପଡିବ ନାହିଁ।

  • @ranajitjena4668
    @ranajitjena4668 Місяць тому

    ଏହି ଡହରାକୁ ବିଜେପି କଟକ ରେ ଲଢ଼ିବା ପାଇଁ ସୁଯୋଗ ଦେଲେ ପୁଣି 2019 ଭଳି ତୃତୀୟ ଜାଗାରେ ରହିବ

  • @prasantapanda1703
    @prasantapanda1703 Місяць тому

    ବିଜେଡି କଣ ଗୋଟେ ରାଜନୈତିକ ଦଳ କି ? ବିଜେଡି (ଭାଡୁଆ ଜାରଜ ଦଳ ) ହେଉଛି ଗୋଟେ କମ୍ପାନୀ ଯାହାର ମାଲିକ ହେଉଛି ପରମ ମାଗିହା ହାରାମି ମୂର୍ଖ ମନ୍ତ୍ରୀ ନବୀନ ପଟନାୟକ ନିଜେ ଆଉ ବାକି ସବୁ କ୍ରୀତଦାସ ଚାକର, ତେଣୁ ବବି ଦାସ ଚାହିଁଲେ ବି କିଛି କରିପାରିବନି

  • @jitendrasahoo3275
    @jitendrasahoo3275 Місяць тому +2

    Kichhi pravaba padi bani

  • @JhilliraniPatra-wl9im
    @JhilliraniPatra-wl9im Місяць тому

    ଦଳର ସାଙ୍ଗଠନିକ ସମ୍ପାଦକ ବବି ଦାସ ଯେଉଁ ନିଷ୍ପତି ନେଇଥାନ୍ତି ତାହା ଓଡିଶା ବାସୀଙ୍କ ପାଇଁ ଆଶ୍ରିବାଦ ସଦୃଶ କାର୍ଯ୍ୟ କରନ୍ତି.

  • @bksethi454
    @bksethi454 Місяць тому

    ଯାହା କରୁଛ ମେଣ୍ଟ କରନି ମେଣ୍ଟ କଲେ କଂଗ୍ରେସ ଜିତିବ

  • @prabirkumardas2743
    @prabirkumardas2743 Місяць тому

    ଅରିନ୍ଦମ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ ଙ୍କ ଭିଣଇ ସେ ଯଦି ଟିକଟ ନ ପାଇ ଦଳ ଛାଡ଼ି ବିଜେପି ରେ ଯୋଗ ଦେଇଛନ୍ତି ଏହା ତାଙ୍କ ସ୍ୱାର୍ଥବାଦୀ ରାଜନୀତି ର ପରିଚୟ!

  • @user-lh2jc9du2m
    @user-lh2jc9du2m Місяць тому

    ବିଜେଡି ଏକ ଆଞ୍ଚଳିକ ଦଳ ହେଲେ ମଧ୍ୟ ଶୃଙ୍ଖଳିତ ଦଳ ଭାବରେ ଜଣା ଶୁଣା ତେଣୁ ସେ ଦଳରୁ କିଏ ଚାଲି ଗଲେ କିଛି ଫରକ ପଡେ ନା |

  • @bikashpatra-ix2iz
    @bikashpatra-ix2iz Місяць тому

    ଦଳର ସାଙ୍ଗଠନିକ ସମ୍ପାଦକ ବବି ଦାସ ଯେଉଁ ନିଷ୍ପତି ନେଇଥାନ୍ତି ତାହା ଓଡିଶା ବାସୀଙ୍କ ପାଇଁ ନିଷ୍ପତ୍ତି ନେଇଥାନ୍ତି l

  • @tapankumarpradhan1570
    @tapankumarpradhan1570 Місяць тому

    ଓଡ଼ିଶାର ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ପାଇଁ ସେବା କରିବା ପାଇଁ ବ୍ୟସ୍ତ ରହେ ଯେଉଁ ନେତା ମାନେ ଦଳରୁ ବାହାରି ମିଛ କଥା କହି BJD ଦଳର କୌଣସି କ୍ଷତି କରି ପାରିବେ ନାହିଁ।

  • @user-lh2jc9du2m
    @user-lh2jc9du2m Місяць тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିଷ୍ପତ୍ତି ହେଉଛି ବିଜେଡି ର ଶେଷ ନିଷ୍ପତ୍ତି |ପ୍ରଣବ ପ୍ରକାଶ ଦାସ କଣ ବିଜେଡି ଦଳର ସର୍ବେ ସର୍ବା କି?

  • @niranjandey8666
    @niranjandey8666 Місяць тому

    ଓଡ଼ିଶାରେ ବିଜେଡି ଗୋଟିଏ ଶୃଙ୍ଖଳିତ ଦଳ। ଯାହାର ସୁପ୍ରିମୋ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ। ତାଙ୍କର ବିନା ନିର୍ଦେଶରେ ଦଳରେ କୌଣସି କାର୍ଯ୍ୟ ହୁଏନାହିଁ। ଏକଥା ସାରା ଓଡ଼ିଶାବାସୀ ଜାଣିଛନ୍ତି।

  • @susiljena2702
    @susiljena2702 Місяць тому

    ଭାରତୀୟ ଜନତା ପାର୍ଟିରେ କର୍ମୀ ଙ୍କୁ କିଏ ଚିହ୍ନେ ନେତାମାନଙ୍କ ଅବସ୍ଥା ତ ଶୋଚନୀୟ

  • @tapankumarpradhan1570
    @tapankumarpradhan1570 Місяць тому

    ଗତକାଲି ବବି ଦାସଙ୍କ ଭିଣେଇ ଅରିନ୍ଦମ ବିଜେଡି ଛାଡି ବିଜେପିରେ ମିଶିଥିଲେ । ନିଷ୍ଠାପର ଭାବେ କାର୍ଯ୍ୟ ତୁଲାଇ ଥିବାରୁ ଓଡ଼ିଶା ବାସୀ ବୋବି ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି।

  • @PratyushkumarDas-wg4gj
    @PratyushkumarDas-wg4gj Місяць тому

    ପ୍ରଣବ ପ୍ରକାଶ ଦାସ ନିସ୍ଵାର୍ଥପର ଭାବରେ ବିଜେଡି ରେ କାର୍ଯ୍ୟ କରିଥାନ୍ତି |ସେ କଣ ତାଙ୍କ ଵଂଶ ରେ ସମସ୍ତଙ୍କ ଟିକେଟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କହିଥାନ୍ତେ |

  • @bikashpatra-ix2iz
    @bikashpatra-ix2iz Місяць тому

    ପ୍ରଣବ ପ୍ରକାଶ ଦାସ ବିଜୁ ଜନତା ଦଳ ର ସଂଗଠନ କଥା ବୁଝନ୍ତି ସେ ସମସ୍ତ ନେତା କର୍ମୀ ଙ୍କ ସହିତ ମିଶନ୍ତି ତେଣୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ରେ ତାଙ୍କର ଭୂମିକା ରହିଛି l

  • @rameshchandraroutray7307
    @rameshchandraroutray7307 Місяць тому +2

    Question arise regarding to meet the Honble C.M not ticket

  • @purusottamsethi3251
    @purusottamsethi3251 Місяць тому

    ଏମାନେ ଟିକଟ ପାଈଁ ପାଗଳ ହେଉଛନ୍ତି। ଚେନାଲ ମାନେ ଅତିରଞ୍ଜିତ କରି କୁହନ୍ତି

  • @PratyushkumarDas-wg4gj
    @PratyushkumarDas-wg4gj Місяць тому

    ପ୍ରଣବ ଭାଇ ଜଣେ ନିଷ୍ଠାପର କର୍ମୀ ବିଜେଡି ଦଳର ତେଣୁ ସେ ପରିବାର ବାଦ କୁ କେମିତି ପ୍ରତ୍ସାହନ ଦେଇଥାନ୍ତେ |ପ୍ରଣବ ବାବୁ ତାଙ୍କ କର୍ତ୍ତବ୍ୟ ଠିକ ପାଳନ କରିଛନ୍ତି |

  • @rabinarayanmohanty7922
    @rabinarayanmohanty7922 Місяць тому

    ଯିଏ ନିଜର ସ୍ବାର୍ଥ ହାସଲ ପାଇଁ ଚେଷ୍ଟା କରନ୍ତି ସିଏ ସଦାବେଳେ ଦଳ ବଦଳ କରନ୍ତି।

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas Місяць тому

    ଗତକାଲି ବବି ଦାସଙ୍କ ଭିଣେଇ ଅରିନ୍ଦମ ଦାସ ବିଜେଡି ଛାଡିକି ବିଜେପିରେ ମିଶିଥିଲେ । ସେଥିପାଇଁ ସେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

  • @ramnarayanmohanty1597
    @ramnarayanmohanty1597 Місяць тому +3

    Arindam tanka nija swartha purana no hebaru Nija swartha puarana pai Bjp re jugadan karichanti

  • @satyashreemishra8823
    @satyashreemishra8823 Місяць тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସୁଯୋଗ ଦିଅନ୍ତି, ଯିଏ ଟିକେଟ ପାଇଲେ ରାଜ୍ୟ ପାଇଁ ମଙ୍ଗଳ ତାଙ୍କୁ ହିଁ ପ୍ରଦାନ କରାଯିବ ।

  • @dalapatinayak573
    @dalapatinayak573 Місяць тому +1

    Yes sir Very Right speech sir

  • @pradipgiri7841
    @pradipgiri7841 Місяць тому

    ଯେଉଁ ଲୋକ ନିଜର ସ୍ୱାର୍ଥ ହାସଲ ପାଇଁ ନିଜର ସ୍ୱାର୍ଥ ପାଇଁ ଦଳ ପରିବର୍ତନ କରିଛନ୍ତି ତାଙ୍କୁ ଲୋକେ ସଠିକ ଉତ୍ତର ଦେଇଛନ୍ତି!

  • @ramnarayanmohanty1597
    @ramnarayanmohanty1597 Місяць тому +3

    Arindam chalachitra abhineta se rajaniti bishayare kon janichanti

  • @PratyushkumarDas-wg4gj
    @PratyushkumarDas-wg4gj Місяць тому

    ଯେ ବି ବିଜେଡି ର ହାତ ଛାଡ଼ିଛି ତାର ରାଜନୈତିକ କେରିଅର ଶେଷ ହୋଇଯାଇଛି |ଉଦାହରଣ ସ୍ୱରୂପ ବୈଜୟନ୍ତ ବାବୁ, ଦାମୋଦର ରାଉତ ଙ୍କୁ ସମସ୍ତେ ଦେଖନ୍ତୁ |

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas Місяць тому

    ବିଜେଡି ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପରିବାର ଅପେକ୍ଷା ବିଜେଡି ଦଳ କୁ ଅଧିକ ଗୁରୁତ୍ଵ ଦିଅନ୍ତି। ସେଥିପାଇଁ ଦଳରେ ତାଙ୍କର ଲୋକ ପ୍ରିୟତା ବଢ଼ିଚାଲିଛି ।

  • @niranjanpanda8574
    @niranjanpanda8574 Місяць тому +10

    ତାମିଲ ଶାସନ ।

  • @PratyushkumarDas-wg4gj
    @PratyushkumarDas-wg4gj Місяць тому

    ଅରିନ୍ଦମ ଙ୍କ ଭଳି କେତେ ନେତା ବିଜେପି କୁ ଲମ୍ଫ ଦେବେ ସେଥିରେ ବିଜେଡି ଦଳକୁ କୌଣସି ଫରକ ପଡ଼ିବନି |ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ହିଁ ବିଜେଡି କୁ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ଏବଂ 125 ରୁ ଅଧିକ ଆସନ ରେ ଜିତାଇବ |

  • @bikashpatra-ix2iz
    @bikashpatra-ix2iz Місяць тому

    ସବୁ ସ୍ୱାର୍ଥ ବାଦି ନେତା ଯେତେବେଳେ ଯିଏ ଜାଣିଲା ତାର ଟିକେଟ ନାହିଁ ସେ ଗଲା ହେଲେ ବିଜେଡି ପାଇଁ କିଛି ଅସୁବିଧା ନାହିଁ l

  • @JhilliraniPatra-wl9im
    @JhilliraniPatra-wl9im Місяць тому

    ପ୍ରଣବବାବୁ ହେଉଛନ୍ତି ବିଜେଡି ଦଳର ସମ୍ପାଦକ. ତାଙ୍କର କାର୍ଯ୍ୟ ଦକ୍ଷତାକୁ ଦେଖି ମୁଖ୍ୟମନ୍ତ୍ରୀ ତାଙ୍କୁ ଦାୟିତ୍ୱ ସମ୍ପାଦନ କରିଛନ୍ତି.

  • @ramnarayanmohanty1597
    @ramnarayanmohanty1597 Місяць тому +4

    Bjp dala neta mane nija swartha re sampurna ondha

  • @tapankumarpradhan1570
    @tapankumarpradhan1570 Місяць тому

    ପ୍ରଣବ ପ୍ରକାଶ ଦାସ BJD ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମାମୁଁ ହୁଅନ୍ତୁ ବା ଭାଇ ହୁଅନ୍ତୁ ସେ ଯାହା କରିଛନ୍ତି ସେଥିରେ ଓଡ଼ିଶା ବାସୀ ବହୁତ ଖୁସି ଅଛନ୍ତି।

  • @pradipgiri7841
    @pradipgiri7841 Місяць тому

    ବିଜୁ ଜନତା ଦଳ ସୁପ୍ରିମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ପ୍ରତେକ ନିଷ୍ପତି ଗ୍ରହଣ କରିଥାନ୍ତି ଏହା ସମସ୍ତେ ଭଲଭାବରେ ଜାଣିଛନ୍ତି l

    • @beautifulvideo0203
      @beautifulvideo0203 Місяць тому

      Bhai Tame tahale kichhi janina. Sabu decision Pandian nauchhanti.

  • @prabirkumardas2743
    @prabirkumardas2743 Місяць тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଜେଡି ନେତା କର୍ମୀ ସହିତ ଦେଖାକରିବା ସବୁବେଳେ ସମ୍ଭବ ନୁହେଁ ଏହା ମଧ୍ୟ ସ୍ୱାଭାବିକ କଥା!

  • @deepakkumardas6956
    @deepakkumardas6956 Місяць тому

    ଅରିନ୍ଦମ ଫିଲ୍ମରେ ସୁପର୍ ଫ୍ଲୋପ୍ ହିରୋ ଭାବରେ ଗଣା ହେଲେ। ତା'ପରେ ରାଜନୀତି ରେ ଭାଗ୍ୟ ପରିକ୍ଷା କରିବା ପାଇଁ ପ୍ରଣବ ବାବୁଙ୍କ ପରିବାର ସହିତ ସମ୍ପର୍କ ବାନ୍ଧିଲେ ସେଥିରେ ସ୍ବାର୍ଥ ପୂରଣ ନ ହେଲାରୁ BJP ଦଳକୁ ଲମ୍ଫ ମାରି ନିଜ ଗୋଡ଼ରେ କୁରାଢ଼ି ଚୋଟ ମାରିଲେ।

  • @niranjandey8666
    @niranjandey8666 Місяць тому

    ଅରିନ୍ଦମ ବାବୁ ଆଜିପର୍ଯ୍ୟନ୍ତ କାହିଁ ଥରେବି କହିନାହାନ୍ତି ଯେ ମୁଁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିଲିନି?. ଭଲହୋଇଛି ବିଜେପି ଓଡ଼ିଶାରେ ୧୪୭ବିଧାନସଭାରେ ପ୍ରାର୍ଥୀ ଦେବାପାଇଁ ପ୍ରାର୍ଥୀ ପାଉନଥିଲେ। ଯାହା ହେଉ ବିଜେପିରେ ଯୋଗ ଦେଇଛନ୍ତି ଟିକଟ ଖଣ୍ଡିଏ ପାଇବେ।

  • @user-lh2jc9du2m
    @user-lh2jc9du2m Місяць тому

    ପ୍ରଣବ ବାବୁ ଯେହେତୁ ସଂଗଠନ ଦାୟିତ୍ୱ ରେ ଅଛନ୍ତି ତେଣୁ ଟିକେଟ କଥା ମୁଖ୍ୟମନ୍ତ୍ରୀ ଙ୍କୁ ପରାମର୍ଶ ଦେଇପାରନ୍ତି କିନ୍ତୁ ଟିକେଟ ନବୀନ ବାବୁ ଙ୍କ ପସନ୍ଦରେ ଦିଆଯାଏ +

  • @user-lh2jc9du2m
    @user-lh2jc9du2m Місяць тому

    ମୁଖ୍ୟମନ୍ତ୍ରୀ ଙ୍କ ସ୍ୱଛତା ରେ ବିଜେଡି କର୍ମୀ ମାନେ ବିଶ୍ୱାସ କରି ନିଜକୁ ସେହି ଢାଞ୍ଚାରେ ଗଢ଼ିଛନ୍ତି ତେଣୁ ନିଜ ସମ୍ପର୍କୀୟ ଙ୍କ ଟିକେଟ କଥା କେମିତି ଚିନ୍ତା କରନ୍ତେ ବବି ଭାଇ |

  • @tusardas3006
    @tusardas3006 Місяць тому

    Congress jindabad. Well to Congress. Odisha congress jindabad.

  • @manasranjandandapat5268
    @manasranjandandapat5268 Місяць тому

    ଶଳା ଟା ପ ଇସା ଖିଆଟା

  • @niranjandey8666
    @niranjandey8666 Місяць тому

    ଅରିନ୍ଦମଙ୍କ ଭଳି କେତେ ନେତା ଦଳଛାଡ଼ିଛନ୍ତି। ଦଳରେ ସବୁ ନିୟମ ନବୀନବାବୁଙ୍କ ଉପରେ। ଏହିଭଳିଆ ଅପପ୍ରଚାର କରିବା ମିଡିଆ ମାନଙ୍କର କାମ। କାରଣ ମିଡିଆ ଆଉ ଏବେ ମିଡିଆ ଆକାରରେ ନାହିଁ।

  • @tapankumarpradhan1570
    @tapankumarpradhan1570 Місяць тому

    BJD ଦଳ ଭିତରେ ଯିଏ ଗଣ୍ଡଗୋଳ କରିବ ସିଏ ଦଳରୁ ବିତାଡ଼ିତ ଏହା ସୁନିଶ୍ଚିତ।

  • @niranjandey8666
    @niranjandey8666 Місяць тому

    ବିଜେଡି ଦଳ ତାର ପ୍ରାର୍ଥୀ ତାଲିକା ଘୋଷଣାକରିନାହିଁ। ତା ଆଗରୁ ପ୍ରଣବପ୍ରକାଶଙ୍କ ମାମୁ କହିଦେଲେ ପ୍ରଣବ ବାବୁ କହିଲେ ଟିକଟ ବଣ୍ଟା ଶେଷ। ଏହି ମିଛ ତାଙ୍କରମାମୁ କହିବାରେ କଣ କାରଣ ଥାଇପାରେ?। କେବଳ ଟିକଟ ପାଇବାର ଆଶା ନଥିବାରୁ ଦଳ ଛାଡ଼ିଛନ୍ତି।

  • @MamataTVtalamala
    @MamataTVtalamala Місяць тому

    Next CM Pranab prakash

  • @sanjanabiswal505
    @sanjanabiswal505 Місяць тому

    Ananta ku frst out kara...
    Badmas lokata

  • @niranjandey8666
    @niranjandey8666 Місяць тому

    ସ୍ୱାର୍ଥପର ନେତାମାନେ କେବଳ ନିଜକଥା ଭାବିଥାନ୍ତି। ଏଥିରେ ପ୍ରଣବ ପ୍ରକାଶ ଦାସଙ୍କୁ ଦୋଷୀ କରିବାର ମାନେକଣ?।

    • @beautifulvideo0203
      @beautifulvideo0203 Місяць тому

      Ye aau kaha katha bhabuchhanti ki? Gote paribar ku gote ticket. Se gote ticket ye kaain rakhichhanti nija pakhe? Se ticket ta mamu ki bhenei nku deideleni

  • @tapankumarpradhan1570
    @tapankumarpradhan1570 Місяць тому

    BJD ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯେଉଁ ନିଷ୍ପତି ନେଇଛନ୍ତି ତାହା ସ୍ବାଗତ ଯୁକ୍ତ। ଜଣେ କର୍ମୀ ହିସାବରେ ତାଙ୍କ କର୍ତ୍ତବ୍ୟ ଠିକ କରିଛନ୍ତି।

  • @munanayak6442
    @munanayak6442 Місяць тому

    Right ❤❤❤

  • @deepakkumardas6956
    @deepakkumardas6956 Місяць тому

    ଫ୍ଲୋପ୍ ହିରୋ, ଭ୍ରଷ୍ଟ ନେତା, ଦୁର୍ନୀତିକ୍ଷର ବଦ୍ଧପାଗଳ ମାନଙ୍କର ସାଂଗଠନିକ ଦଳ ରାଜ୍ୟ BJP ଦଳ ର ଅକର୍ମଣ୍ୟତା କୁ ୪.୫କୋଟି ଓଡ଼ିଆ ଭଲଭାବରେ ଜାଣି ସାରିଲେଣି।

  • @ROCKY-fe7xq
    @ROCKY-fe7xq Місяць тому +1

    Jia bant BJD hi ashib

  • @sudhansusekhardash9010
    @sudhansusekhardash9010 Місяць тому

    Bjd ର ମୁଖ୍ୟ ନବୀନ। ସେ ଟିକେଟ ଦେବେ। ମାମୁଁ ଭଣଜା କେବେ ହେଲେ ଦେଶ ସେବକ।
    ନାଟୁଆ ପଳେଇବା ଭଲ। Washing machine କୁ ପଳେଇଲେ ଭଲ। ଡ୍ରାମା ରେ screen ପଡିଗଲେ ନାଟକ ଶେଷ। କିଛି ପ୍ରଭାବ ପଡ଼ିବ ନାହିଁ। ଏମାନେ କୋଉ ବଡ ନେତା। Channel କିଛି ଲୋକଙ୍କୁ ବଡ କରି ଦେଇଛି। ମୋର ଟିକେ channel ରେ ବାହାର କରନ୍ତିନି। ମୋର ତ ପଇସା ନାହିଁ ବାହାରିବ କେମିତି।

  • @SabitaKar9
    @SabitaKar9 Місяць тому

    Mukhya mantri Srijukto Naveen Pattnaik sarbada bjd ra guardian

  • @amitnaik3148
    @amitnaik3148 Місяць тому

    Very good

  • @ramnarayanmohanty1597
    @ramnarayanmohanty1597 Місяць тому +2

    Bhitihina prasanga ku nei sarbada rajaniti kari ashuchi Bjp

  • @keshabasahu6260
    @keshabasahu6260 Місяць тому

    ପା ଣ୍ଡୁ ର.. ପୁ ଅ. ମା ନେ... B. J. D...ରେ ର ହି ବେ.. ଓଡ଼ିଆ ପୁ ଅ ର ହି ବେ ନି

  • @prabirkumardas2743
    @prabirkumardas2743 Місяць тому +5

    ପ୍ରଣବ ପ୍ରକାଶ ଦାସ ବିଜୁ ଜନତା ଦଳ ର ସଂଗଠନ କଥା ବୁଝନ୍ତି ସେ ସମସ୍ତ ନେତା କର୍ମୀ ଙ୍କ ସହିତ ମିଶନ୍ତି ତେଣୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ରେ ତାଙ୍କର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିବା ସ୍ୱାଭାବିକ କଥା!

  • @siddharthaprasaddas2488
    @siddharthaprasaddas2488 Місяць тому

    ଟିକିଟି ବାଣ୍ଟୁଛି କିଏ ଆଉ, ଆଡ଼ଭାନୀ ବାଣ୍ଟୁଛି ବିଜେଡ଼ି ଟିକେଟ, ବବି ଦାସ ଜଣେଇଲା ସେ ସମ୍ପର୍କ ଠୁ ଦଳ କୁ ବେସି ଗୁରୁତ୍ୱ ଦେଲା, ଲାଗୁଚି

  • @ramnarayanmohanty1597
    @ramnarayanmohanty1597 Місяць тому +1

    Biju janata dala Odisha basi nko bolo

  • @sasankasekharsatpathy2241
    @sasankasekharsatpathy2241 Місяць тому +1

    Athara odisha re "kandhu" sarkar kareba.jai kila-jai kandhu-jai 😂😂😂😂

  • @Dremy_Date
    @Dremy_Date Місяць тому

    ୟେ ଜଣେ କ୍ରୀତଦାସ 😅 ୟାଙ୍କୁ ଯାହା କୁହାଯିବ ସେ ସେୟା କରିବ 😂

  • @tapankumarpradhan1570
    @tapankumarpradhan1570 Місяць тому +2

    ଦଳର ସାଙ୍ଗଠନିକ ସମ୍ପାଦକ ବବି ଦାସ ଯେଉଁ ନିଷ୍ପତି ନେଇଥାନ୍ତି ତାହା ଓଡିଶା ବାସୀଙ୍କ ପାଇଁ ବହୁତ ଖୁସି ଓ ଆନନ୍ଦର ବିଷୟ।

  • @SabitaKar9
    @SabitaKar9 Місяць тому

    Kau neta bjd ru gale kichi pravaba pakaiba nahin mukhya mantri Srijukto Naveen Pattnaiknka upare varasa karanti odisabasi

  • @chandandash8369
    @chandandash8369 Місяць тому

    Sabu ticket lovo

  • @sunilsmaths
    @sunilsmaths Місяць тому

    BJD jahaku reject kala ta rajanitire end

  • @SabitaKar9
    @SabitaKar9 Місяць тому

    Bjd re relationship dekhi ticket dia jae nahin janatanka seba ku guruto dia jae

  • @kartikbarik-pe1kh
    @kartikbarik-pe1kh Місяць тому +1

    Bjp menta Kariba ni aame odisha basi janichhu

  • @SatyaprakashKunar
    @SatyaprakashKunar Місяць тому

    Only Nabeen Sarkar

  • @SabitaKar9
    @SabitaKar9 Місяць тому

    Pranaba prakasa Das mukhya mantri Srijukto Naveen Pattnaiknka upadesa ku palana karuchanti

  • @bipinbiharinayak5973
    @bipinbiharinayak5973 Місяць тому +6

    Pad chata mal

  • @PratyushkumarDas-wg4gj
    @PratyushkumarDas-wg4gj Місяць тому +11

    ମୁଖ୍ୟମନ୍ତ୍ରୀ କଣ ସମସ୍ତଙ୍କୁ ଭେଟିବା ଏବଂ କଥାବାର୍ତା କରିବା ସମ୍ଭବ କି?

    • @padmacharanmohanty9324
      @padmacharanmohanty9324 Місяць тому +5

      why not

    • @beautifulvideo0203
      @beautifulvideo0203 Місяць тому +2

      Naa ma. Se ta bhagaban. Democracy re neta nka kartabya janata nku bheti tanka sukha dukha bujhiba

    • @susantamohapatra3759
      @susantamohapatra3759 Місяць тому +1

      Why

    • @susantamohapatra3759
      @susantamohapatra3759 Місяць тому +1

      ଆମ ପାଇଁ cm

    • @gopinathgouda714
      @gopinathgouda714 Місяць тому

      କଣ ପାଇଁ କଥା ବାର୍ତ୍ତା କରିପାରି ବନି । ତାମିଲ୍ ଟିକେଟ bantuchii । ଆମ ମୁଖ୍ୟ ମନ୍ତ୍ରି handicapped ଅଟନ୍ତି ।

  • @am9519
    @am9519 Місяць тому

    Ticket ବାଂଟୁଛି ତୁମ ବୋପା.. କ୍ରୀତଦାସ.... Mg ଦିନରାତି ଖାଲି ବାଳ ରାଜନୀତି.. ଟିକଟ... ଚୋର mg ଶଳେ...