"ମୋ ଝିଅକୁ ପଢ଼େଇଥିଲି ,ସେ ପରିବାର ପୋଷୁଥିଲା .ତାକୁ ମେଜର ମାରିଛନ୍ତି ..ଏ କଣ ଠିକ କଥା " Bharatpur Case

Поділитися
Вставка
  • Опубліковано 20 вер 2024

КОМЕНТАРІ • 385

  • @mrsatyabratanarayanbehera132
    @mrsatyabratanarayanbehera132 2 години тому +36

    ଏ ବୁଢୀ ମହା ମିଛେଇ, ଝିଅ ପୁଲିସ ଆଉ ଏମାନେ ରାଜନୀତି ଆରମ୍ଭ କରିଦେଇଛନ୍ତି l

  • @ODISHABHAI-eq8jq
    @ODISHABHAI-eq8jq 3 години тому +89

    ଓଡ଼ିଶା ପୋଲିସ ଙ୍କ ପ୍ରତି କାହାରି ହେଲେ ଭଲ ପାଇବା ନାହିଁ👍🏾 ଘର ଲୋକ ଭଲ ପାଇବା ସ୍ବାଭାବିକ, ବର୍ଧି ପିନ୍ଧିବା ପରେ , ଧର୍ମ କର୍ମ ସଂସ୍କାର, ସବୁ ଭୁଲି, ଜନତା ଙ୍କୁ ନାନା ପ୍ରକାର ବ୍ୟବହାର କରୁଛନ୍ତି,🙏🏻 କୌଣସି କାମ ରେ ସାଧାରଣ ଲୋକ ଥାନା କୁ ଗଲେ କୁକୁର ମାଙ୍କଡ଼ ଭଳି ବ୍ୟବହାର କରନ୍ତି

    • @sureshbapun3977
      @sureshbapun3977 2 години тому

      Thik katha

    • @shadananmeher
      @shadananmeher 2 години тому +2

      Emane sabu aaii maa kahani gapa karuchhanto

    • @BikramLenka-iw2gq
      @BikramLenka-iw2gq 2 години тому

      Right bro

    • @amareshjethy9986
      @amareshjethy9986 Годину тому +2

      Madam Nighty pindhi kan karuthile police station re

    • @daringbaaz701
      @daringbaaz701 42 хвилини тому +1

      @Odishabhai thik kahichha bhai, mausi tama jhia jou rape kale police Bala tama jhia tanku dharila kn tama jhia bhala kala?

  • @gsentertainments5174
    @gsentertainments5174 3 години тому +69

    ଡ୍ରାମା start ହୋଇଗଲା
    ଥାନା କୁ ଯାଇ କେହି ଦାଦାଗିରି କରେନି।

  • @rkhemavlog2892
    @rkhemavlog2892 3 години тому +48

    ଏମିତି ପୋଲିଶକୁ ଉଚିତ ଶାସ୍ତି ଦେବ ଦରକାର

  • @sadanandaswain5074
    @sadanandaswain5074 2 години тому +44

    ପୋଲିସ୍ ତାର ଦୋଷ ଲୁଚାଇବାକୁ ଏଇ କେତେଜଣ ମହିଳାକୁ ଆଣି ଏଠି ଡ୍ରାମା ଚଲେଇଛନ୍ତି....... ସେ ବୈଶାଳୀ ଯଦି ସତୀ ଟା ତାହେଲେ ତା ନାମରେ ଅଭିଯୋଗ ଆସୁଛି କେମିତି....... ଆଇଆଇସି ଆଉ ତୁମେ କେତେଜଣ ପୋଲିସ୍ ଥିଲ ସବୁଯାକ ର ହିସାବ ହେଇଯିବ....... କେସ କୁ ରଫା ଦଫା କରିବା ପାଇଁ ଏଇ ପାଞ୍ଚ ଜଣ ବେଇମାନ୍ ପୋଲିସ୍ ତାଙ୍କର ବଡ଼ ବଡ଼ ପୋଲିସ୍ ଅଫିସର ଙ୍କ ପାଖରେ ଶରଣ ପଡିଲେଣି...... ସାର୍ କେତେ ନିଅନ୍ତୁ କଣ କିଛି କରନ୍ତୁ ଏବେ ଭିତରେ ଭିତରେ ଲାଞ୍ଚ କାରବାର ଚାଲିଛି ଆମକୁ ବଞ୍ଚାଅ ....ଆମକୁ ବଞ୍ଚାଅ !

  • @srikanta671
    @srikanta671 2 години тому +71

    ବହୁତ ସୁନ୍ଦର ହୋଇଛି ଅଭିନୟ କରିଛନ୍ତି
    ଓଡ଼ିଶା ପୋଲିସ କୁ ଓଡ଼ିଶା ବାସୀ ଜାଣିଛନ୍ତି
    ହସ ଲାଗୁଛି ଶୁଣିଲା ବେଳେ କୁ

  • @Vinood900
    @Vinood900 2 години тому +41

    Duty hour ରେ ନାଇଟି ପିନ୍ଧିବା allowed ଅଛି କି। ଥାନା ରେ ନାଇଟି ପିନ୍ଧି କଣ କରୁଛନ୍ତି। ମାଉସୀ ନାଟକ ଆରମ୍ଭ କରିଲେ। ପାପୀ ପୋଲିସ୍ ଙ୍କୁ କ୍ଷମା ନାହିଁ।

  • @suvransujena5310
    @suvransujena5310 2 години тому +24

    ବାଳ ଓଡ଼ିଶା ପୋଲିସ ଲାଞ୍ଚ ନେଉଛ ଠିକ୍ ହେଇଛି ମାଡ଼ ଦରକାର

  • @redrose298
    @redrose298 2 години тому +26

    ଝିଅକୁ ସଂସ୍କାର ଶିଖେଇନ ମାଉସୀ l

  • @bishnuprasadmishra8830
    @bishnuprasadmishra8830 2 години тому +18

    ଆପଣ ନୀତିଶିକ୍ଷା ଦେଲେନାହିଁ ।ପୋଲିସ ଡ୍ରେସ ପିନ୍ଧିଥିଲେ ତ ବଳ ଆସିଯାଇଥିଲା

  • @m.brother352
    @m.brother352 2 години тому +17

    ଏ ସବୁ ଡ୍ରାମା ଚାଲିଛି କେସ କୁ ଭିନ୍ନ ଏକ ରୂପ ଦେବା ପାଇଁ

  • @damayantisaraf3866
    @damayantisaraf3866 3 години тому +46

    ତୋର ଝିଅ ନାଇଟି ଵାଳି

  • @arupanirudhan9435
    @arupanirudhan9435 2 години тому +13

    କାହିଁକି ମିଛ ଡ୍ରାମା କରୁଛ ସବୁ । 😂😂😂 ଘରକୁ ଯୋ ସବୁ । ଆଇଆଇସି ଭଳି face reveal ହେଇଯିବ ପଣ୍ଡା madam ର। 😂😂😂

  • @bijaykumarmalik4580
    @bijaykumarmalik4580 2 години тому +8

    ଭାଇ ମାନେ ଇଣ୍ଡିଆନ ଆର୍ମି ଦେଶ ପାଇଁ ସବୁ ଦିନ ଜୀବନ ଦେଉଛନ୍ତି ସେମାନକୁ ଥାନା ଭିତରେ ଏମିତି କରିବା ପାଇଁ ଶିକ୍ଷା ଯାଇନି

  • @rasmitapalei2100
    @rasmitapalei2100 2 години тому +19

    ଏମିତି କା ଉଧତ ଝିଅ ମାନଙ୍କ ପାଇଁ ସବୁ ଝିଅ ବଦନାମ

  • @sarojkumarbarik428
    @sarojkumarbarik428 2 години тому +18

    ତୁମ ଝିଅ ଯଦି ଠିକ !ସିଏ କାହିଁକି ରାତି ଡିଉଟି ରେ ନାଇଟି ପିନ୍ଧିକି ବସିଥିଲା ! ଥାନାଟା ତା ଘର ଭାବିଲା କି ! ମେଜର ଜାଣିବେ କେମିତି ସେ ଅଫିସର ବୋଲି ! ତ ଝିଅକୁ ଯଦି ମାରିଥିଲା, ସେ ଯାଇ ମେଡିକାଲ ରିପୋର୍ଟ ଆଣି କେଶ କଲାନି ! ନାଟକ ଚଲେଇଛ ବସିକି !

  • @suvransujena5310
    @suvransujena5310 2 години тому +8

    ତୋ ଝିଅ ବେଦୀ ପୋଲିସ ନାଇଟୀ କଣ ପାଇଁ ପିନ୍ଧିଲେ ଲୋ

  • @sbnk-u3x
    @sbnk-u3x 2 години тому +7

    ମହିଳା ପୁରୁଷ ବୋଲି କୌଣସି ଆଳ ଦେଖା ନ ଯାଉ,,ଯେ ଦୋଷୀ ତା ଉପରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ୍

  • @madhusudandas2630
    @madhusudandas2630 3 години тому +22

    ଅତି ସୁନ୍ଦର କାହାଣୀ

  • @Rusi-s6r
    @Rusi-s6r 2 години тому +16

    ଏ ମାଇକିନା ପଇସା ଖାଇକି ରାଜନିତି କରୁଛନ୍ତି

  • @user-TRADE-WITH-ADK
    @user-TRADE-WITH-ADK 3 години тому +32

    To jhia police jaha karichi jail jiba😂

  • @pinkysethi7537
    @pinkysethi7537 2 години тому +18

    ତୁମ ଝିଅ ନାଇଟି ପିନ୍ଧି ଥାନାରେ କଣ କରୁ ଥିଲା।

  • @prafullakumarsahoo1917
    @prafullakumarsahoo1917 2 години тому +6

    ଗୋଳିଆ ଘଣ୍ଟିଆ କରିକି କେସ ଟାକୁ ଠୋ କରିଦିଅ ଦୋଷୀ ଖସି ଯାଉ

  • @PradiptaDas-sy4jn
    @PradiptaDas-sy4jn 2 години тому +5

    ଏ ମାଉଶି ଶଵୁମିଛ କହୁଚି ଏଵେ ପ୍ରେଶର ପଡିବାରୁ ଏମାନେ ଆଶି ଆଦୋଳନ କରୁଚତି

  • @litanparida0809
    @litanparida0809 2 години тому +5

    Camera ଥିଲେ ସବୁ prove ହେଇଯାଇଥାନ୍ତା ହେଲେ କ୍ୟାମେରା ଚାଲୁନି ମୁଁ ଭାବୁଛି ସେ ସିସିଟିଭି ର ସବୁ ଭୁଲ 😂😂😂

  • @manasdas5715
    @manasdas5715 2 години тому +10

    ଥାନା ସିସିଟିଭି ଫୁଟେଜ କୁଆଡେ ଗଲା

  • @jitendrasenapati602
    @jitendrasenapati602 2 години тому +5

    ନାଇଟି ପିନ୍ଧି କଣ ତୋ ଝିଅ night ଡ୍ରେସ କରୁଥିଲା

  • @sunilthecreator-hc8vq
    @sunilthecreator-hc8vq 2 години тому +5

    ତମ ଝିଅ ରାତିରେ ନାଇଟ୍ ପିନ୍ଧି କଣ କରୁଚିଛି

  • @bhagabatabehera332
    @bhagabatabehera332 3 години тому +36

    Nighty dress re Police ? Night duty ❤❤❤...

    • @gsentertainments5174
      @gsentertainments5174 3 години тому +3

      Night ରେ ନାଇଟୀ ପିନ୍ଧି duty

    • @sureshbapun3977
      @sureshbapun3977 2 години тому +4

      Police station re deha khela chalithila

    • @biswanathsahoo4756
      @biswanathsahoo4756 2 години тому +2

      To jhia n8 re n8 pindhi police nka sahita rasa Lila karuchi

  • @St.talking
    @St.talking 3 години тому +16

    Baisali na besia nighty pindhi thanare duty kruchi😂😂😂😂

  • @suryasethy3324
    @suryasethy3324 3 години тому +9

    Nighty dress pindhi bar jauna ....police jetebele lancha Paisa gharaku Ane setebele paribar kouthi thila

  • @akshayabhoi2802
    @akshayabhoi2802 2 години тому +2

    ଓଡ଼ିଶା ପୋଲିସ ଲୋକଙ୍କୁ ଭଲ ବ୍ୟବହାର ଶିକ୍ଷା ଦିକ୍ଷା ପାଇ ନାହାନ୍ତି ତାଙ୍କର ମାଆ ବାପା ଙ୍କ ଠାରୁ ଶିନିୟର ଙ୍କ ଠୁ ଏ ଭଳି କର୍ତ୍ତବ୍ୟ ରେ ହେଳା କରିଥିବା ଅଫିସ୍ ର କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

  • @rabindradas2952
    @rabindradas2952 2 години тому +3

    ତମଝିଅକୁ କିଏ ଅଧିକାରଦେଲା ମାରିବାକୁ

  • @sorotoka9717
    @sorotoka9717 Годину тому +1

    ଭଲ ଡ୍ରାମା ଚାଲି ଛି.... ଏଇ ପାଞ୍ଚ ଜଣ ପୋଲିସ ଵାଲା ଙ୍କ ର ଆକାଉଣ୍ଟ ଯାଞ୍ଚ କରା ଯାଉ କେତେ ମାଲ ରଖି ଛନ୍ତି...ଭଲ ପଇସା ଅଛି ମାଉସୀ.... ଜାଣି ପାରୁ ଛୁ...ଯଦି ମେଜର ପିଟି ଛନ୍ତି.... ଡାକ୍ତର ରିପୋର୍ଟ କୋଉଠି ପୋଲିସ ଵାଲା ଙ୍କ ର ...କେତେ ମିଛ କହି ବେ ମା ମାନେ.. ଜଗନ୍ନାଥ ସବୁ ଦେଖୁ ଛନ୍ତି... ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🙏

  • @gayadharmtbehera7113
    @gayadharmtbehera7113 2 години тому +5

    Kahani bahaut sundar heichi,aau tame abhinaya karana.police michhua

  • @parshuramsahusahu1535
    @parshuramsahusahu1535 51 хвилина тому +1

    ରୋଜଗାରିଆ ଝିଅ ରାତିରେ duty ସମୟରେ ନାଇଟୀ ପିନ୍ଧି ରୋଜଗାର କରୁଥିଲା,

  • @brahmaachary3955
    @brahmaachary3955 3 години тому +5

    ତୋର ଝିଅ ଜେଲ୍ ଯିବା କଥା,

  • @raznsamantaray4833
    @raznsamantaray4833 2 години тому +4

    ଓଡିଶା ପୋଲିସ କୁ ଝିଅ କୁ ନ୍ୟାୟ ମିଳୁ

  • @hareshchandranaik8065
    @hareshchandranaik8065 2 години тому +3

    It is planning for saving service we are feeling it

  • @brajeswarisingh909
    @brajeswarisingh909 2 години тому

    ଭଉଣୀ, ଯଦି ଆପଣଙ୍କ କଥା ସତ, ତେବେ ଆପଣଙ୍କ ଆଖି ଲୁହ ପଡିବ, ମେଜରର ସବୁ ଦୋଷ, କାରଣ ଝିଅକୁ ଧରି ବୁଲିବା, ଥାନାରେ ପଶି ଝଗଡା କରିବା କାହାକୁ ଦେଖା ଯାଉନି, ନାଇଟି ପିନ୍ଧିବା ବଡ଼ କଥା ନୁହେଁ, ସେଥିପାଇଁ ତ ଆଇନି ଅଛି, ଯିଏ ଭୁଲ କରିଛି, ତୁମେ ପ୍ରଭୁ ତାଙ୍କୁ ଦଣ୍ଡ ଦିଅ,

  • @The_one_and_onlyyyy
    @The_one_and_onlyyyy Годину тому

    ପୋଲିସ ଅଧିକାରୀ ମାନେ ସାଧାରଣ ଲୋକଙ୍କୁ "ତୁ ତା" କରିକି କଥା ହୋଉଛନ୍ତି କାହିଁକି ?
    ଶଳା ସେଇ Public ର ଟାକ୍ସ ରୁ Salary ନେବ, ଅଥଚ ସେମାନଙ୍କୁ ତୁ ତା କରିବ.. 🤬🤬
    ଭାଇ ମାନେ ଏହାର କିଛି ସମାଧାନ ହେବା ନିହାତି ଆବଶ୍ୟକ..

  • @RahuluddinGandhy
    @RahuluddinGandhy Годину тому

    ଆମେ ସମସ୍ତେ ଜାଣିଛୁ ଓଡ଼ିଶା ପୋଲିସ କେମିତି Foreign countries ରେ ପୋଲିସକୁ ଦେଖି ଲୋକେ ଆଶ୍ବସ୍ତ ଫିଲ୍ କରନ୍ତି ହେଲେ ଆମ ଦେଶରେ ଆମ ରାଜ୍ୟରେ ପୋଲିସକୁ ଦେଖିଲେ ଲୋକେ ଡରନ୍ତି ପୋଲିସକୁ ଘୃଣା କରନ୍ତି ଆଉ ସେନା ଅଧିକାରୀଙ୍କୁ ଲୋକେ ପସନ୍ଦ କରନ୍ତି ଭଲ ପାଆନ୍ତି ଆମେ ଜାଣୁ ପୋଲିସ କେମିତି corrupt 😥

  • @bijaykumarmalik4580
    @bijaykumarmalik4580 2 години тому

    ପୋଲିସ କଣ ମୁଁ ଜାଣିଛି ମୋ ବାପା ଘରେ ଅଛନ୍ତି ଆମ ମାର୍କେଟ ରେ ଜଣକ ସୁନା ଦୋକାନ ଚୋରି ହେଲା ସେ ମୋ ବାପା ନାଁ ଥାନାରେ ଦେଲା ମୋ ବାପା ନାଁ ରେ କିଛିବି କେସ କବେ ହୋଇନି ପୋଲିସ କିଛି ନ ପଚାରି ଘର ଆଗରେ ଭିଆନ ଲଗେଇ ବାପା କୁ ନେଇଗଲେ ମୁଁ ଛୋଟ ଥିଲି ମତେ ବହୁତ କଷ୍ଟ ହେଲା ଦୁଇ ଦିନ ପରେ ବାପା ଆସିଲେ କହିଲେ ସେ ଲୋକ ଗୁଣିଆ ର ନଖ ଦ୍ରପଣ ରେ ବାପାକୁ ମୋର ଦେଖିଥିଲା କିନ୍ତୁ ପୋଲିସ କଣ କଲା ଭରସା ନାହିଁ

  • @SapanSankar
    @SapanSankar Годину тому

    ମେଜର ର ରକ୍ଷିତା ମଣିଷ ନୁହଁ ସିଏ ଗୋଟେ ଅଭଦ୍ର ଝିଅ ତାର ଭିଡିଓ ଦେଖିଲେ ସବୁ ଜାଣି ପାରିବେ

  • @kumarrudra277
    @kumarrudra277 2 години тому

    ଏତେ କଥା ଆଛି ଯଦି କ'ଣ ପାଇଁ FIR ଲେଖିଲାନୀ । ସେତିକିରେ କଥା ସରିଥାନ୍ତା।

  • @skcraft2857
    @skcraft2857 3 години тому +3

    Tanka khai khai jhia kuade gala tara poisa nai jee....

  • @ArunDas-hc5zz
    @ArunDas-hc5zz 7 хвилин тому

    ଓହୋ ହୋ,ଚାକିରି କରିବ ସିଏ,ତମେ କିଏ?ଓଡ଼ିଶା ରେ ପ୍ରଥମ ଥର ପାଇଁ ପୋଲିସ ପଲ୍ଟିକ୍ସ ଚାଲିଲା ।ମୋହନ ସରକାର ର ଚରମ ବିଫଳତା ।

  • @RAlok687
    @RAlok687 Годину тому

    ମାଉସି ଭଲ ଅଭିନୟ କରୁଛି ଆଗ ତାକୁପିଟ ତାପରେ ତା ଝିଅକୁ ପିଟ ପୋଲିସିଥାନା କଣ ତୋ ଝିଅର ପୋଲିସି ସେବାକରିବାକୁ ଅଛି ସେ ସେବାକଲାନି କାହିଁକି କଣପୋଲିସି ଖାତିରି ଦେଖଉଥିଲା ଏବେ ସଂଦ୍ଭାଳ

  • @SanatanchattarChattar
    @SanatanchattarChattar 9 хвилин тому

    ଆରେ ହେ ମାଉସୀ ତୋ ଝିଅ ପୋଲିସ ଚାକିରି କରୁଛି ପୋଲିସ କଣ ଲୋକଙ୍କୁ କଣ ବାଡେଇ ବ,,,ବେଶୀ କଥା କହୁଛୁ

  • @alokchakra7904
    @alokchakra7904 3 години тому +8

    ସବୁ ସାଇ ଝିଅ ର ଭୁଲ...... ମଦ ପିଇ ରାତି ୨ taray kn karuthila😂😂 😂😂

    • @ajitkumarsamal7202
      @ajitkumarsamal7202 2 години тому +3

      Aau toka nkara bhul nanhi? Aau police staff nkara nanhi?

    • @Bikashparija28
      @Bikashparija28 2 години тому

      Khali jhia nuha...aga jhia ra bhul ....se jhia jou oabastare thila ia Kan nari ...na auu kan​@@ajitkumarsamal7202

    • @nabindharua5256
      @nabindharua5256 2 години тому

      Ratire bulu thila kana kharaf hela ki😂😂

    • @MaraMunda-i2i
      @MaraMunda-i2i 2 години тому

      Se ta restaurant bandh kariki asuthila

  • @numerologistsannjoy5996
    @numerologistsannjoy5996 19 хвилин тому

    🤣🤣🤣🤣🤣 ତୁମ ଝିଅ ଯେତିକି କମେଇକି ରଖିଛି ତୁମେ ମଲା ପଯ୍ୟନ୍ତ ଖାଇଲେ ବି ସରିବନି ମାଉସୀ. ପୋଲିସ ଵାଲା କେବେବି ଦରମା ରେ ହାତ ଲଗାନ୍ତି ନାହିଁ 🙏

  • @hareshchandranaik8065
    @hareshchandranaik8065 3 години тому +2

    Always wear duty dress on duty time please 🙏

  • @BalabhadraBehera-z6o
    @BalabhadraBehera-z6o 44 хвилини тому

    ଥାନାରେ ସିସିଟିଭି କ୍ୟାମେରା ଥିଲେ କଥା ଏତେ ବାଟ ପର୍ଯ୍ୟନ୍ତ ଜାଇ ନଥାଆନ୍ତା

  • @SukantKanhar-qm1zv
    @SukantKanhar-qm1zv 2 години тому +1

    ତମେ କଣ ଥାନା କୁ ଯାଇ ଥିଲ କି ମା ମାନେ

  • @sanjeebkumargembali723
    @sanjeebkumargembali723 3 години тому +11

    Night re night pindha kich godbod lagichie 😂

  • @debasisnayakodiavlogs8223
    @debasisnayakodiavlogs8223 2 години тому

    ଆଉ ଏତେ ରୋଲ୍ କାହିଁକି କରୁଛ। ତମ ଝିଆ କ'ଣ ଜାଣି ନଥିଲ।ତୋ ଝିଅ ବୋଧି ଟା

  • @keshrihans
    @keshrihans Годину тому

    ଏ ସବୁ drama ଏ ପୁଲିସ ମାନେ ନାଟକ କରୁଛନ୍ତି କିଏ କାହାକୁ ମାଡ ମାରିଛି ତମ ଆଖିରେ କିଛି ଦେଖା ଯାଉନି ଜଣେ ମେଜର ହାପ ମଡର ହେଲାଣି ତଥାପି କହୁଛ ନିୟା ମିଲୁ ଏ gunda police ମାନକୁ ଆରେଷ୍ଟ୍ କରାଯାଉ

  • @Raja-c9j
    @Raja-c9j 2 години тому

    ସେ ପଣ୍ଡା ଲେଡୀ ନାଇଟୀ ଯଦି ପିନ୍ଧି ଥିଲେ ତା ହେଲେ ସେ duty ନୁହେଁ red ନାଇଟୀ duty karu ଥିଲେ।

  • @bishnuprasadjagdev7173
    @bishnuprasadjagdev7173 3 години тому +5

    All drama

  • @skcraft2857
    @skcraft2857 3 години тому +5

    Baisaki madam kuade gale ...tanke na asuki 5 mahila nku patheidele kn pain....

    • @thedancinggirlmeenakshimah7408
      @thedancinggirlmeenakshimah7408 Годину тому

      Night dress re Police basithile

    • @skcraft2857
      @skcraft2857 Годину тому

      @@thedancinggirlmeenakshimah7408 hmn ebe bhi nighty dress pindhiki ghare thibe ......nije asiki kuhantu kn heichi tanka sah ....ghara lokanku patheidele

  • @dhaneswarbehera4521
    @dhaneswarbehera4521 Годину тому

    25 ବର୍ଷ ହେଳା ଓଡ଼ିଶା ପୋଲିସକୁ ଦେଖି ଆସୁଛୁ

  • @surya0.0aw
    @surya0.0aw Годину тому

    ଗୋଟେ ବିଲେଇ ରାସ୍ତା କାଟିଲା ୧୨ ଜଣଙ୍କ ଜୀବନ ବର୍ ବାଦ୍

  • @basudevbehera1747
    @basudevbehera1747 3 години тому +7

    Baba re ki planing chalichi Dosha lucheiba pain..he Prabhu jaganath tame aka sata au sabu michha.. Jay Jagannath

  • @dravaranibal590
    @dravaranibal590 2 години тому

    ସେ non Odia durga addicted ଝିଅ ପାଇଁ ଓଡ଼ିଶା police କାହିଁକି ଦଣ୍ଡ ପାଇବେ

  • @Shreyansi_baby
    @Shreyansi_baby Годину тому

    ଛି ଛି ମାଉସୀ ତମ ଝିଅ କଣ ଗୋଟେ ପୋଲିସ ହେଇ ନାଇଟ୍ ପିନ୍ଧି ପୋଲିସ ସ୍ତେଟନ ରେ ବସିବ ଏଇଟା କଣ ଠିକ୍ ଠିକ୍ କରିଛନ୍ତି suspended Kari ଏବେ ନିଜ ଉପରକୁ ଆଞ୍ଚ ଆସୁଛି ବୋଲି ରାଜ ରାସ୍ତା କୁ ଆସିଛ ହେଲେ ଯେତେବେଳେ ଆମ ଭାରତରେ ଗୋଟେ ଝିଅ ଯିଏକି ଜଣେ ଡକ୍ଟର maumita ଭଉଣୀ ଙ୍କୁ jetebele ଦୁଷ୍କର୍ମ କରାଗଲା କାଇଁ ତ ସେତେବେଳେ କେହି ଦେଖା ଯାଇନଥିଲା ଓଃ ସେ ଗୋଟେ ପର ଝିଅ ଏବେ ନିଜ ସ୍ବାମୀ ଝିଅ ଉପରକୁ ଆଞ୍ଚ ଆସିଛି ତେଣୁ ପାଲେଇଆସିଛ ନୟ ମାଗିବାକୁ ବା ବା ରେ ତମ ନାରୀ ଜାତି ଗୋଟେ ନାରୀ ହେଇ ଅନ୍ୟ ନାରୀ କୁ ନିର୍ଯାତନା ଦଉଛ ଛି

  • @bbiswal9812
    @bbiswal9812 Годину тому

    ନାଇଟ ପିନ୍ଧି ତୋ ଝିଅ ଥାନାରେ କଣ କରୁଥିଲା ତୋଝିଅ ତତୁଳସୀପତ୍ର

  • @BadaikShorts
    @BadaikShorts 2 години тому +2

    I'm with Police , police ku kehi biswas karibeni , kintu asli satya jaldi asijiba dekhiba...

    • @MaraMunda-i2i
      @MaraMunda-i2i Годину тому +1

      Kemiti biswas karibe. Apana police wala dekhi nahanti. Au perticularly sehi police wala ra history tike pata lagantu ta against re anek case achchi.

  • @user-TRADE-WITH-ADK
    @user-TRADE-WITH-ADK 3 години тому +4

    Baisali bhari vala au😂😂😂

  • @RAlok687
    @RAlok687 Годину тому

    ଥରେ ଜଙ୍ଗଲରେ ବଡର ଉପରକୁ ଜାଈଁ ଦେଖ ମିଲିଟାରି ବାଲା କେମିତି ଅଛନ୍ତି ପୋଲିସ୍‌ ଏସିରେ ବସନ୍ତି ମିଲିଟାରି ବାଲା ମସା ଡାସଂରେ ପଡନ୍ତି ସେମାନେ ନଥିଲେ ଆଜି ଦେସନଥାନ୍ତା ତୋଝିଅ ନରହିଲେ ଚଳିବ ପୋଲିସିକିଆ ମେଠିକି ଜାଣିଚୁ

  • @GeetaMarndi-w6k
    @GeetaMarndi-w6k 33 хвилини тому

    ହୋଈରେ ମାଉସୀ ମିଛ କହି ମଲା ଗପଟି ଜାଣି ଛଟି କହୁନୁ ସିସିଟିଭି ଫୁଟେଜ କଥା। ଦେଖେଈ ପାରିବତ

  • @Debendradas-r8c
    @Debendradas-r8c Годину тому

    ଓଡିଶାପୋଲିସକୁଂ ସମସ୍ତ ଓଡିଶାବାସି ଭଲଭାବରେ ଯାଣିଛନିଂ, ଡ୍ରେଶପିଧିଂଦେଲେ ତାକୁଂ ଇନ୍ଦ୍ର ଚନ୍ଦ୍ର କିଛିଦେଖାଯାଆନିଂନାହିଂ,ଝିଅ ଘରଲୋକକୁଂ କଣକହିଦେଲାବୋଲି ଘରଲୋକ ସଫେଇଦେଉଛନିଂ,ସସପେଣ୍ଡ ହୋଇଯିବାରୁ ବୁଧିହଜିଗଲା,ସାଧାରଣ ଲୋକକୁଂ ଥାନାରେ କୁକୁରଭଳି ବେବହାର ଦେଖାଇବ ,

  • @prafullamohantakumar8941
    @prafullamohantakumar8941 Годину тому

    ସେ ମେଜର ମାଲ ପାଣି ଜୋର୍ ପିଇ ଥିବ ବୋଲି ମୋର ସନ୍ଦେହ

  • @biswanathbehera7960
    @biswanathbehera7960 2 години тому

    ତମ ଝିଅ ଥାନାରେ କିପରି ଥିଲା କି ଡ୍ରେସ୍ ରେ ଥିଲା।

  • @SurendraKumar-t4h2s
    @SurendraKumar-t4h2s Годину тому

    ଏ ମାନେ ସବୁ ମିଛ କହୁଛନ୍ତି

  • @tapasiadhikari5103
    @tapasiadhikari5103 21 хвилина тому

    ବାବା ରେ ବାବା କି ଡ୍ରାମା ଏବେ ପୋଲିସ ଵାଲା ର ପରିବାର ଲୋକ ବି ଅଛନ୍ତି full ଜୋସ ରେ ଭଲ ମେଡ଼ିଆ ଵାଲା ଙ୍କୁ ବି ଭଲ news ଚାଲିଛି କେତେ ଆଉ ଗୋଟିଏ ଖବର ଦେଖିବୁ ଅଲଗା କିଛି ଖବର ଦେଖାଅ

  • @Gyana0018
    @Gyana0018 2 години тому +3

    Se lady madua...
    Police nkara bhul nahi..
    Madua jhia paisa achi ..boli news channel tanka support 🤬

  • @mks5547
    @mks5547 2 години тому

    ସେ ପଞ୍ଜାବୀ ଝିଅ ପୁରା ଫାଲତୁ

  • @BhimesenDas-mc3gm
    @BhimesenDas-mc3gm 2 години тому

    ଏ ବେଧେଇ କୁ ବଳାତ୍କାର କଲେ ଯାଣିବ କଣ

  • @rabindradas2952
    @rabindradas2952 2 години тому +1

    ଭଲ ଅଭିନୟ

  • @subhashreepradhan6052
    @subhashreepradhan6052 2 години тому +1

    They both were drunk...
    A major should not misutilise his power

  • @bbiswal9812
    @bbiswal9812 Годину тому

    ଏନାଲିଶାଢୀ ବାଲି କେତେ ପଇସା ନେଇ ଆସିଛୁ

  • @bijaykumarmalik4580
    @bijaykumarmalik4580 2 години тому

    ତମ ଝିଅ ତ ସୁନା ମୁଣ୍ଡା ଟା ନାଇଟ୍ କଣ ପାଇଁ ପିନ୍ଧିଥିଲା

  • @pradiptarout4070
    @pradiptarout4070 2 години тому

    ଯାତ୍ରା ଦଳ ଭଲ ଯାତ୍ରା କହୁଚ

  • @DeepakSahu-e2q
    @DeepakSahu-e2q 2 години тому +3

    Justice For Baisalini Panda

  • @hansnaikvlogs901
    @hansnaikvlogs901 Годину тому

    Thank you vaskar chanel tumoku lajalagiba katha

  • @minaketanpattanaik5693
    @minaketanpattanaik5693 2 години тому

    Lanka re sabu Asura, ଲଙ୍କା ରେ ସବୁ ଅସୁର,ଆଜି ପର୍ଯ୍ୟନ୍ତ କୁଆଡେ ଥିଲେ,ଅନ୍ୟର ପରାମର୍ଶକ୍ରମେ ଆସିଛନ୍ତି ।

  • @saiprasannadas9873
    @saiprasannadas9873 Годину тому

    ଗୋଟେ ଝିଅ କୁ ମାରିବା କଣ thik କଥା

  • @ommprakash2008
    @ommprakash2008 2 години тому

    ସିସିଟିଭି କାହିଁକି ବନ୍ଦ ଥିଲା.

  • @santimusic5540
    @santimusic5540 2 години тому

    ଯେଉ state chief minister ku prospect nahi sethi kahaku niya miliba..............
    Gariba khali vote dia
    Gujarat Delhi Kerala Hyderabad Maharashtra ସବୁ ରୁ ଆସ ଆଉ ଭୋଟ ଦିଅ....... ଆଉ କିଛି ମିଳିବନି.... 😂😂😂😂😂

  • @soumyaranjanbaral5801
    @soumyaranjanbaral5801 Годину тому

    Odisha police ku arrest kariki Jail hau 7 janaku

  • @unsuccess_mr_srichandan_yt
    @unsuccess_mr_srichandan_yt 2 години тому

    Best disision

  • @saiprasannadas9873
    @saiprasannadas9873 Годину тому

    ନାଇଟ୍ ଡିଉଟି କଣ nighty ପିନ୍ଧି କରୁଥିଲେ

  • @khirodkumarpanda4763
    @khirodkumarpanda4763 2 години тому

    any CCTV footage in connection with Major or his girl friend manhandled in police station

  • @GopalKrishna-p4t
    @GopalKrishna-p4t 50 хвилин тому

    There is no democracy in odisha that why no justice for anyone

  • @gyanaguru516
    @gyanaguru516 2 години тому

    Odisha police kan night pindiki duty kariba

  • @sayedrazayenoor-co7gj
    @sayedrazayenoor-co7gj Годину тому

    Suspend also major,why not taking salary to save country not own money,rule is rule for every one

  • @ghareluzindegisubash1269
    @ghareluzindegisubash1269 2 години тому

    ଏତ ଦିନପରେ କହିବା କଣ ଠିକ???

  • @mrstudent007b
    @mrstudent007b Годину тому +1

    Se jhioro dress kholi asoda charona korile boli army marile no hele kai marithante

  • @manasranjanjena3155
    @manasranjanjena3155 13 хвилин тому

    Thik katha kahuchanti

  • @AnnapurnaJena-gs1zh
    @AnnapurnaJena-gs1zh 3 години тому

    What police does is always right trying to justify police atrocities