କୁନି ନମିତା Soumyashree ଏବେ ସବୁଠି ଚର୍ଚ୍ଚିତ - Magical Singing - Mun Bi Namita Agrawal Hebi ମହା ମିଳନ
Вставка
- Опубліковано 1 жов 2024
- SIDHARTH TV ଏବେ SUN Direct DTH ରେ ମିଳୁଛି, ଅନ୍ୟ DTH Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Dish TV - 9501795017, Videocon D2H- 9115691156
-----------------------------------------------------------------------------------------
Subscribe us on UA-cam to watch clippings & promos of our All Television Channels :
👉 SidharthTV: / sidharthtv
👉 Sidharth Bhakti : / sidharthbhakti
👉 Sidharth Gold : / sidharthgold
-----------------------------------------------------------------
Enjoy & stay connected with us!
👉 Like us on Facebook : / sidharthtvofficial
👉 Follow us on Twitter : / sidharth_tv
👉 Follow us on Instagram : / sidharthtvofficial
-----------------------------------------------------------------
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #SidharrthTV
ପୁଣି ଥରେ ସବୁ କଣ୍ଠଶିଳ୍ପୀ ଏବଂ ଯଜ ମାନଙ୍କୁ ଦେଖିବାକୁ ପାଇଲୁ ଆମେ ସିଦ୍ଧାର୍ଥ ଟିଭି ରେ ସୀତା sir and mam 🙏🙏🙏🙏
କୁନି ଝିଅ ସୈମ୍ୟଷ୍ରୀ ଏତେ ଆଗକୁ ଆସିଲାଣି କଣ୍ଠରେ ତାହା କହିବା ମୋ ପକ୍ଷେ ସମ୍ଭବ ନୁହେଁ ସବୁ ଗୁରୁଙ୍କ ଆଶ୍ରିବାଦ ଆଉ ନମିତା ମାଆ ଏମିତୀ ଆମ ଓଡିଆ ବାସିଙ୍କୁ କୁନି କଣ୍ଠଶିଳ୍ପୀ ଦେଇଥିବାରୁ ମୁଁ ତାଙ୍କ ଚରଣ ତଳେ କୋଟି କୋଟି ପ୍ରଣାମ ସବୁ କୁନୀ କଣ୍ଠଶିଳ୍ପୀ ମାନଙ୍କୁ ଧନ୍ୟବାଦ
ବହୁତ ଭଲ ଲୋରିୟା ମେଡମ ବହୁତ ସୁନ୍ଦର ବହୁତ ଭଲ ସୁମୁୟଶ୍ରୀ ମୋର କୁନି ଭଉଣୀ ଭଗବାନ ତମକୁ ଆହୁରି ଉପରକୁ ନିଅନ୍ତୁ ଜୟ ଜଗନ୍ନାଥ
ଖୁବ୍ ସୁନ୍ଦର ତୁମର କଣ୍ଠ ,,ଆଗକୁ ତୁମର ଭଗବାନ୍ ମଙ୍ଗଳ କରୁ,, TQ
Dina rati dekhibaku ichha hauchi🤗🤗🤗🤗
Atti Sundar Kantha 🙏🙏👍👍👍🥰🥰😊👌👌👌👌
Where is Srikanta sir???
Please Full episode UA-cam re upload karantu...please... dhanyabad sidhartha tv.....please Mahamilan ra Full episode UA-cam re upload karantu...Sabu episode upload karantu
Somya Shree ବହୁତ ସୁନ୍ଦର ଗାଉଛି, ଭଗବାନ ତୁମର ମଙ୍ଗଳ କରନ୍ତୁ, ଦିରଘାୟୁ ହୁଅ ।
Barambara sunibaku ichchha hauchhi sunibaku
Nice voice kuni jhiya all the best mama
ଜଗନ୍ନାଥ ସୌମ୍ୟାଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ତାଙ୍କର ଦୀର୍ଘାୟୂ ହେଉ ଜୟ ଜଗନ୍ନାଥ
Soumyashree sister nyc voice
ଵହୁତ୍ ସୁନ୍ଦର ଟୋନ ରେ ଗାଉ ଥିବରୁ ମୁ ଖୁସି
Food
God bless you 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤❤❤❤❤❤
Soumyashiree tuma pari singer au kehi hebeni tuma all song super hit jay jagannath
Very serious singer of bhaktikantha 2023
Love From❤️ Kalahandi
ମୋ ପ୍ରିୟ କୁନି Singer.....!!!
Mindblowing her voice 👌
Very very so nice 👌👌👌👌👌👌👌👌👌👌👌👌👌👌👌
Judge thik nuha,Musa khaiileni tanku,Budha heleni
Super 👌💯👌👌👌👌👌👌👌👌👌👌👌👌👌👌💯 👌💯👌
ଖୁବ୍ ସୁନ୍ଦର କଣ୍ଠ 👌👌👌👌
Lií
କୁନି ନମିତା ହ୍ରୁଦୟ ଜୀତା
Super voice
Bahut sundar Kannth kuni Namita nka ra
Cute voice
ଯା ହେଉ ସୌମ୍ୟାଶ୍ରୀ ଉଇନର ହେଲା , ମୁଁ ଜାଣିଥିଲି ବହୁତ ବହୁତ ଶୁଭେଚ୍ଛା 💐💐👍👍
ଜଜ୍ ମାନେ ଖୁସି ହୋଇଛନ୍ତି ଭଲ କଥା । ସୌମ୍ଯାଙ୍କ କଣ୍ଠସ୍ବର ଯାଦୁକରୀ ନିଶ୍ଚୟ। ତାର ସୁନ୍ଦର ଭବିଷ୍ୟତ ଆଶା କରୁଛି। ତେବେ ଜଜ୍ ମାନେ ତା ମୁହଁରେ ତାକୁ ସେଲିବ୍ରେଟି ହୋଇ ସାରିଛି ନ କହିବା ଉଚିତ ହୋଇଥାନ୍ତା କାରଣ ସଂଗୀତ ସାଗର ଅଥଳ। କାଳେ ଏଇ ଛୋଟ ବୟସରେ ଏଇ କଥାରେ ସେ ସବୁ ପାଇ ସାରିଛି ବୋଲି ଭାବିନେବ ଯାହା ତାର ପ୍ରଗତିର ଅନ୍ତରାୟ ହୋଇପାରେ। ତେବେ ସ୍ବତସ୍ଫୂର୍ତ୍ତ ଆବେଗକୁ ଜଜ୍ ସମୂହ ସମ୍ବରଣ କରି ପାରି ନଥିଲେ।
Nice song
Samyasree sister bahut bhalo gauchha
Great
I am happy. this song
ବହୁତ ଭଲ ଭୟୋସ ତୁମର ଜଗନାଥ ତୁମକୁ ଆହୁରି ଆଗକୁ ନେବେ
So very beautiful soumyashree sister
My favorite soumayasri
Please Sidhartha tv aji Maha Milan ra full first episode upload karantu...please
ଧନ୍ୟବାଦ , 🙏 ଦେଖିବାକୁ ଭୁଲିବେନି...!!! #SidharthTV 🙏
ଏବେ ସବୁ ନୂଆ .....!!
ଆପଣ ମାନଙ୍କ ଏହି ଭଲ ପାଇବା ଆମକୁ ଆହୁରି ଭଲ କରିବା ପାଇଁ ପ୍ରେରଣା ଯୋଗାଇବ..!! 🙏 🙏
ଭଲ ଝିଅଟି, ତା ମୁହଁରେ ବେକାରେ ଅଧିକ ମେକପ ଲଗେଇ ଅସୁନ୍ଦର କରିଛ,
Ohh my sweet sister kn gauchu lo
Madam 2 jana Basile b judgment wrong
Soumyashree mu bi chaichi ta pari mo jhia. Bi hau
Soumayashree sister your very nice voice tuma future bright heigalani lagi ruho ahuri bhalo kara ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️🙏🙏🙏🙏🙏🙏🙏🙏🙏🙏🙏🙏🙏👌👌👌👌👌👌👌👌👌👌👌👌👌👌
Well done my sister
God bless you sister soumyashree
Soumya has bright future.
Really soumya nka voice dinaku dina ahuri bhala laguchi....thanks for this gift to odisha...jete sunile b soumya nku au sunibaku ichhha...i m fan.
.
Very nice song kiluni Namita
Sabu performance upload kara
You are the best Soumya. Thanks Siddharth TV.
ବହୁତ ଭଲ ଲାଗିଲା ସୌମ୍ୟଶ୍ରୀ
Full episode upload karantu
I like you voice
Ati sundara
Nice🎵🎵🎵
ହୃଦୟ କୁ ଛୁଇଁଗଲା, god bless you beta..
Gita jemiti gaucha bahut bhala au Tamar gaiba face very nice
God bless you
Thanks sidharth tv
Soumyashree ra swara bahuta Sundar 😁😇
Balasore Namit
Jaldi upload kara next
Soumyashree keep it up....🤩🤩
So beautiful 👌👌👌👌
My best singer 🤩 👌👌👌
Jay jagannath ji hare Krishna Jay shree radhe Krishna 🙏❤️🚩❤️ hare Krishna 🙏🥰❤️
Super 🤣🤣👌👌👌🤣🤣👌🍫🍫
Soumya is best porfom
ଭଉଣୀ ଜୟ ଜଗନ୍ନାଥ ତମକୁ ଏମିତି ଆଗକୁ ବଢ଼ିବାରେ ସହଯୋଗ କରନ୍ତୁ ଏହା ଆମର ପ୍ରାର୍ଥନା ଜଗନ୍ନାଥ ଙ୍କ ପାଖରେ....
B
ଅତି ସୁନ୍ଦର ଭାବରେ ଗାଉଛନ୍ତି ଆମ କୁନି ଭଉଣୀ।ଭଗବାନ ତାଙ୍କର ମଙ୍ଗଳ କରନ୍ତୁ।
Bahut badhia. God bless you beta
God bless you too
Bohut sundar song
Beautiful 👌👌👌
Super video 😀😀
Judgement wrong
Bahuta sundr gayiba sayili
Jai shree Ram
Beautiful super
Beutiful song
ଖୁବ ସୁନ୍ଦର ଆମର ଇଛା ପୁଣି ସୌମ୍ୟlଶ୍ରୀ ନୂଆ ଓଡିଶା ନୂଆ ସ୍ୱର ରେ ଭାଗ ନେଉ l
😘😘👌👌👌👌👍👍❤️❣️
ବହୁତ ସୁନ୍ଦର ଲାଗିଲା
She is my daughter god bless you my daughter
God bless you beta
very nice singer111111111111!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!
Full episode dia
Wao very nice voice
👌👌👌👌👌 super
Nice 👍👍👍👍👍
Super duper 👍👍
Best is always best
Innocence in the eyes ,
melody in the voice ,
beauty in the appearance ,
Together gives the bestest performance.
ବହୁତ ସୁନ୍ଦର ସୁନ୍ଦର ସୁନ୍ଦର
Naice songa
What a melodiously super👌🌹🙏👌👌👌🌹❤️👌
ଅତି ସୁନ୍ଦର 🙏🙏🙏🙏
Very nice song
Very nice song
Very nice beta
Super song 👌
bahut badhia
Very nice.....
Super s.shree