କୁନି ନମିତା ଏମିତି ଗାଇଲେ , ସମସ୍ତେ ଗୀତ ଶୁଣି କାନ୍ଦିଲେ !! Soumyashree | Mun Bi Namita Agrawal Hebi |

Поділитися
Вставка
  • Опубліковано 29 лис 2024

КОМЕНТАРІ • 2,7 тис.

  • @sunilbarik3155
    @sunilbarik3155 3 роки тому +630

    ସତରେ ମା ସୋରସ୍ୱତୀ ବିଜେ କରି ଛନ୍ତି 🙏🙏🙏🙏
    ମୁଁ ବହୁତ ଗର୍ଭତ

  • @rajkumarguin5561
    @rajkumarguin5561 Рік тому +12

    ସତ କହୁଛି ବହୁତ ସୁନ୍ଦର ଗାଉଛନ୍ତି କୁନି ନମିତା ମାଆ ସାରଳା ଦୟା କରନ୍ତୁ ତାଙ୍କର ଚଲା ପଥ କୁସୁମିତ ହେଉ

  • @babubehera325
    @babubehera325 Рік тому +13

    😭😭😭😭ସୁନ୍ଦର ସୁନ୍ଦର ସୁନ୍ଦର ଅତି ସୁନ୍ଦର 😭😭ଆଖିରୁ ଆପେ ଆପେ ଲୁହ ପଳେଇ ଆସୁଚି ଏ ଗୀତ ଶୁଣିଲା ବେଳେ 🙏🙏ଜୟ ମା ମଙ୍ଗଳା 🚩🚩

  • @ghanasyamdas2810
    @ghanasyamdas2810 Рік тому +10

    ସତରେ ତୁମ କଣ୍ଠ ସ୍ୱର ବହୁତ ସୁନ୍ଦର ଭଗବାନ ତୁମର ମଙ୍ଗଳ କରନ୍ତୁ ଏମିତି ଗାଇଚାଲGod bless you

  • @dasarathirout7817
    @dasarathirout7817 Рік тому +14

    ମା ସରସ୍ବତୀ କଣ୍ଠରେ ସମସ୍ତ ସ୍ୱର ଢ଼ାଳି ଦେଇଛନ୍ତି। କି ମଧୁରସୁର ବା ଖୁବ୍ ସୁନ୍ଦର ଗୀତ ମା ପରିବେଷଣ କରିଛ। ଜୟ ଜଗନ୍ନାଥ ସବୁ ଅନୁଦାନ।

  • @bikashcreation6574
    @bikashcreation6574 2 роки тому +14

    କି କଣ୍ଠ ହେ ଜଗନ୍ନାଥ କୁନି ଝିଅର ଡାକ ଥରେ ସୁଣ
    ସତରେ ମୋ ଆଖିରେ ଲୁହ ଆସିଗଲା ଏ ଗୀତ ଟି ସୁଣିବା ପରେ
    ବହୁତ ସୁନ୍ଦର କଣ୍ଠ
    🙏🙏ଜୟ ଜଗନ୍ନାଥ 🙏🙏

  • @ghanasyamdas2810
    @ghanasyamdas2810 Рік тому +14

    ଅତିସୁନ୍ଦର କଣ୍ଠସ୍ୱର ଯେତେ ସୁଣିଲେବି ମନ ବୁଝେନା God bless you kuni namita

  • @collagelifestyleofficial8763
    @collagelifestyleofficial8763 Рік тому +11

    ସୋମ୍ୟାଶ୍ରୀ ର ସୁନ୍ଦର ଗୀତ ରେ ଆମେ ଓଡିଶା ବାସୀ ହଜିଯାଇଛୁ.. ଏପରି ଜଣେ କଣ୍ଠଶିଳ୍ପୀ କୁ ଆମେ ଦେଖି ଆମ ଆଖିରୁ ନିଦ ହଜିଯାଇଛି 👍👍

  • @ghanasyamdas2810
    @ghanasyamdas2810 Рік тому +37

    ଅତିସୁନ୍ଦର Voice,ଜେତେସୁଣିଲେବି ମନକହୁଛି ଆହୁରି ସୁଣିବାକୁ God bless you Mama

  • @chakradharpatra3361
    @chakradharpatra3361 3 роки тому +43

    ବହୁତ ସୁନ୍ଦର କଣ୍ଠ ଯେତେ ଶୁଣିଲେବି ମନ କହୁଚି ବାର ବାର ଶୁଣିବାକୁ ।

  • @arucharanpradhan5502
    @arucharanpradhan5502 3 місяці тому +2

    ଅତି ସୁନ୍ଦର ସ୍ଵର,ତାଳ ଲୟରେ ଛୋଟ ପିଲାଟିଏ ହୋଇ ବି ଗୀତଟି ଗାୟନ କରି ଥିବାରୁ ଅଶେଷ ଧନ୍ୟବାଦ। ଭବିଷ୍ୟତ ଉଜ୍ଜ୍ବଳ ମୟ ହେଉ, ଏହାହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା ।

  • @srikantvlogs9742
    @srikantvlogs9742 3 роки тому +53

    ଗୀତ ଶୁଣି କାନ୍ଦ ମାଡୁଛୁ ସତରେ 🙏👌👌👌ବହୁତ ସୁନ୍ଦର କଣ୍ଠ ଜୟ ସଦ୍ଗୁରୁ 🙏🙏🙏🙏

  • @chandanmaharana3590
    @chandanmaharana3590 3 роки тому +157

    ଏତେ ଛୋଟ ବୟସରେ ଏତେ ସୁନ୍ଦର ଗିତ ଗାଇବା ଏହା ଏକ, ଔଲକିକ କଥା। ଅତ୍ଯନ୍ତ ସୁନ୍ଦର, ଭଗବାନ ତୁମକୁ ଆହୁରି ଆର୍ଶୀବାଦ କରନ୍ତୁ। ଜୟ ମା 🙏ତାରିଣୀ

  • @prakashsethi8383
    @prakashsethi8383 3 роки тому +174

    ହୃଦୟ ଛୁଇଁ ଗଲା ଅତି ସୁନ୍ଦର ଭଗବାନ ତମର ଚଲାପଥ କୁ ମଙ୍ଗଳମୟ କରନ୍ତୁ
    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🌹♥️♥️🌹♥️

  • @pitambargupta4711
    @pitambargupta4711 2 роки тому +21

    धन्यवाद! सिद्धार्थ टी वी, इस प्रकार का शो आयोजन के लिए, सौम्याश्री ने इस गीत से इस कार्यक्रम के उद्देश्य को पूरा कर दिया।

  • @santoshofficial1001
    @santoshofficial1001 7 місяців тому +7

    ଜା ହଉ କିଛି ଭାଷା ପାଉନି ମୁଁ ଏ କୁଣିଝିଅର ସ୍ୱରରେ ମାଆ ସତେ ବିଜେ କରିଛନ୍ତି 😍🙏

  • @amitbarik1456
    @amitbarik1456 3 роки тому +74

    ଅତି ସୁନ୍ଦର ଭାବରେ ଗାଇଲୁ.... 🙏 🙏 🙏 💐💐💐 ପ୍ରଭୁ ଜଗନ୍ନାଥ ତ ଉପରେ ଏପରି କୃପା ଦୃଷ୍ଟି ରଖିଥାନ୍ତୁ.... 🙏 🙏 ଜୟ ଜଗନ୍ନାଥ 🙏 🙌 🙌 🙌 🙌

  • @ashokkumarsahoo7707
    @ashokkumarsahoo7707 3 роки тому +65

    ସମସ୍ତଙ୍କ ଆଖିରୁ ଅଶ୍ରୁ ବୁହାଇଦେଲ ସୋମ୍ୟାଶ୍ରୀ ମା'। ମା' ଶାରଳାଙ୍କ କରୁଣା ସଦା ତୁମ ଉପରେ ରହୁ ।👌👍👍

  • @gokulanandamishra3673
    @gokulanandamishra3673 2 роки тому +7

    ଅତି ସୁନ୍ଦର ଖାଇଛି ଭଗବାନ ତାର ଉତ୍ତରୋତ୍ତର ଉନ୍ନତି କରାନ୍ତୁ

  • @waytodevotion4801
    @waytodevotion4801 2 роки тому +13

    ବାରମ୍ବାର ପ୍ରଣାମ ଏମିତି ସଙ୍ଗୀତ କଳା କୁ ସେବି ଏତେ ଛୋଟ ବୟସ ରୁ 🙏🙏🙏❤️❤️

  • @subhasmitakanhar9569
    @subhasmitakanhar9569 2 роки тому +6

    Jete sunile b mana bharuni... Age ku dekhile ohh... I am speechless wow ...excellent singing. A pilanku a opportunity deithibaru Namita mam au Sitaram sir nku hrudayaru dhanyavad

  • @AjayDas-lh1cm
    @AjayDas-lh1cm 3 роки тому +21

    ମାମାରେ ତୁମେ ସୁନ୍ଦର ଭାବରେ ଗାଇଲ ଧନ୍ୟବାଦ ପ୍ରଭୁ ଜୟ ଶ୍ରୀଜଗନ୍ନାଥ ତୁମରି ସୋର
    ଗଙ୍ଗା ପରି ପବିତ୍ର।।... ପ୍ରଭୁ ଜଗତର ନାଥ
    ଜୟ ଶ୍ରୀଜଗନ୍ନାଥ ପ୍ରେମ ଥାଉ 🦚⭕‼⭕🙏

  • @kulamanimaharana8810
    @kulamanimaharana8810 2 роки тому +11

    ଜୟ ଜଗନ୍ନାଥ
    ଏତେ ଛୋଟ ପିଲାର ବହୁତ ସୁନ୍ଦର କଣ୍ଠ ।

  • @bijaypanda
    @bijaypanda 3 роки тому +7

    Really ହାର୍ଟ touch my ହାର୍ଟ ଏମିତି ସୁନ୍ଦର ଗୀତ ଗାଅ ଶହେ ସଲାମ sister

  • @pinkuchinara9886
    @pinkuchinara9886 2 роки тому +6

    🌷🌾🌿🌸💐🍂🍀🌹କୋକିଳ କଣ୍ଠରେ ଗୀତର ମଲ୍ଲlର ସଫଳତା ଉଦେଶ୍ୟ ରେ ଶୁଭେଚ୍ଛା ରେ କରୁଛି ମଙ୍ଗଳ କାମନା ମା ଙ୍କ ମନ୍ଦିର ରେ 🌷🌾🌸🌿💐🍂🌹🌻

  • @kandheisandip5021
    @kandheisandip5021 3 роки тому +3

    Soumya shree tume jou song boluchu na mu bahuta khushi mo taraparu bahuta bahut dhanyavad 👌👌👌❤️❤️

  • @sushamafancystore1257
    @sushamafancystore1257 3 роки тому +25

    ଏମିତି ସୁନ୍ଦର ଗାଉଥା
    ଲୋ ମା' । ତାରିଣୀ ହୋଇ ବେସାହା ।👌❤️❤️

  • @manojgumansingh7140
    @manojgumansingh7140 3 роки тому +10

    ଦରଦ ଭରା କଣ୍ଠ। ମା' ସୌମ୍ଯାଶ୍ରୀ ତୁମର ଭବିଷ୍ୟତ ଉଜ୍ଜ୍ଵଳମୟ । ସାଧନା ଜାରି ରଖ।

  • @ranjankabi3456
    @ranjankabi3456 3 роки тому +40

    ଏତେ ସୁନ୍ଦର ସ୍ୱର ହୃଦୟ କୁ ପୁରା ଛୁଇଁଗଲା😢😢 ପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ

  • @sanjitanayak445
    @sanjitanayak445 3 роки тому +6

    Satare mu bahut khusi tuma kantharu ai gita suni bahut sundar kuni jhia🙏👌

  • @rajanmunda526
    @rajanmunda526 3 роки тому +30

    ଯିଏ ଦିନେ ହାତରେ ଲେଖା ଦେଖି ଗାଉଥିଲା
    ଆଉ ଆଜି ତାକୁ ଦେଖି ସମସ୍ତେ ଗାଉଛନ୍ତି ,,,,,,ସତରେ ଚମତ୍କାର

  • @dhaneswarmallik8150
    @dhaneswarmallik8150 3 роки тому +99

    ମା ସରସ୍ବତୀ ଅଛନ୍ତି ତୁମ‌ କଣ୍ଠରେ MAA Namita MAA 🙏🌺🙏

  • @PKSMusicPrakashOdia
    @PKSMusicPrakashOdia 3 роки тому +17

    ଏ ଝିଅ କୁ ନମିତା ଅଗ୍ରୱାଲ କରାଯାଉ, ସୁନ୍ଦର କଣ୍ଠ, ବହୁତ ଆଗକୁ ଯିବ ଏ ♥️♥️♥️♥️♥️♥️♥️

  • @sureshkar7036
    @sureshkar7036 3 роки тому +7

    Soumyashree tuma gita suniba pare akhiru luha asijauchhi Dhanya sei maa jiye tote janma deichhi. God bless you mama.

  • @dulamanimahakul5856
    @dulamanimahakul5856 Рік тому +2

    God bless you Soumyashree. Keep it up you will be great singer. Thanks to Namita agrawal to Shitaram agrawal for this type of programe

  • @chandanswain9440
    @chandanswain9440 2 роки тому +3

    ଏହି ସୁନ୍ଦର ମା ଙ୍କ ଗୀତ ତୁମ କଣ୍ଟ ରେ ଯେତେ ଶୁଣିଲେ ବି ଆଉ ଥରେ ଶୁଣିବା ପାଇଁ ଇଚ୍ଛା ହଉଚି

  • @gitanjalitripathy5389
    @gitanjalitripathy5389 3 роки тому +69

    ଆଖି ରୁ ଲୁହ ଘରିଗଲାରେ ମା, ବହୁତ ସୁନ୍ଦର ଗୀତ ହୃଦୟ କୁ ଛୁଇଁଲା

  • @nirodpradhan5386
    @nirodpradhan5386 3 роки тому +50

    ଏ ଗୀତ ଶୁଣି ମୁଁ ମୋ ଆଖିର ଲୁହ କୁ ରୋକି ପାରିଲିନି। ସତରେ ମୁଁ ସ୍ପେଶାଲ୍ଲୀ ନମିତା ମାଡ଼ମଙ୍କୁ ଏବଂ ଗୀତିକାରଙ୍କୁ ବହୁତ ଧନ୍ୟବାଦ।
    ଏବଂ ଷୋମୟଶ୍ରୀ ବହୁତ ସୁନ୍ଦର ଗାଇଲେ.....

  • @sugyaniodialifestyle2444
    @sugyaniodialifestyle2444 3 роки тому +177

    ଯେତେ ଥର ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହେଉଛି So sweet voice 👌ସତରେ ମୋତେ କନ୍ଦେଇ ଦେଲୁ God bless you mama🙏

  • @Rama-kt3bo
    @Rama-kt3bo Рік тому +2

    Soumya shree ଙ୍କ କଣ୍ଠ ରେ ଯାଦୁ ର କହୁକ ଅଛି❤

  • @seshadevojha3794
    @seshadevojha3794 Рік тому +1

    ସୌମ୍ୟାଶ୍ରୀ ଙ୍କ ଗୁରୁ ଆଉ ପିତାମାତାଙ୍କୁ ମୋ ହୃଦୟରୁ ପ୍ରଣାମ ଜଣାଉଛି, ଏଭଳି ଅସାଧାରଣ ପ୍ରତିଭାଶାଳୀ କଣ୍ଠଶିଳ୍ପୀ ଙ୍କୁ ପ୍ରଭୁ ଜଗନ୍ନାଥ ସଦା ଘଣ୍ଟ ଘୋଡେଇ ରଖନ୍ତୁ । ହୃଦୟରୁ ଧନ୍ୟବାଦ ସାର୍ଥକ ଟିଭିର ଓ ସମ୍ମାନୀୟ ଗୁରୁକଳ୍ପ ଗୁରୁ ମାନଙ୍କୁ ପ୍ରଣାମ ଜଣାଉଛି ।

  • @chaguljena2914
    @chaguljena2914 3 роки тому +22

    ଅତ୍ୟନ୍ତ ମଧୁର ସ୍ଵର । ଭବିଷ୍ୟତରେ ଜଣେ ଉଚ୍ଚ କୋଟୀର କଣ୍ଠଶିଳ୍ପୀ ହେବ 👍👍👍

  • @srinibasmohanty8358
    @srinibasmohanty8358 3 роки тому +94

    ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହେଉଛି।।👌👌

  • @susamapadhi4446
    @susamapadhi4446 3 роки тому +203

    ସୌମ୍ୟା ଶ୍ରୀ ତୁମ୍ଭର କଣ୍ଠ ସୂର ବହୁତ ସୁନ୍ଦର ବହୁତ ବଢିଆ ମୁ କାନ୍ଦି କାନ୍ଦି ତୁମ୍ଭର ଗୀତ ଶୁଣିଲି ଭଗବାନ ତୁମ୍ଭର ମଙ୍ଗଳ କରନ୍ତୁ 💖 💕 💖

    • @sridharpradhan4983
      @sridharpradhan4983 3 роки тому +3

      ବହୁତ ସୁନ୍ଦର ମା

    • @subhammallick9116
      @subhammallick9116 3 роки тому

      v4 b2352b2242bŕ

    • @sumantpanda4085
      @sumantpanda4085 2 роки тому +2

      Mora b same condition

    • @PrakashKumar-ml2px
      @PrakashKumar-ml2px 2 роки тому +1

      ସତରେ ଭଉଣୀ ଯେବେ ଠୁ ଏ ଗୀତ ଶୁଣୁ ଛି ସବୁ ବେଳେ କାନ୍ଦୁ ଛି 🙏🏻🙏🏻🙏🏻 ଜୟ ଜଗନ୍ନାଥ

    • @rameshmohalik4002
      @rameshmohalik4002 Рік тому

      @@sridharpradhan4983 7

  • @kundanpatra5496
    @kundanpatra5496 3 роки тому +9

    Wah ସୌମ୍ୟାଶ୍ରୀ ବହୁତ ହିଁ ସୁନ୍ଦର ଗାଇଲେ

  • @Dipeshmajhi9338
    @Dipeshmajhi9338 2 роки тому +6

    Soumyashree ra. Kantha bahut bhala lagila

  • @chitaranjanjena9401
    @chitaranjanjena9401 3 роки тому +12

    ସୁନ୍ଦର ଶୃର ର ଝଲକ୍
    ବାପା ମାଆ କ଼଼ଂ ଗେହ୍ଲାକ୍

  • @ranjitpatra5969
    @ranjitpatra5969 3 роки тому +54

    ସତରେ ଏ ଗୀତ ଶୁଣି ମୁଁ ବି କାନ୍ଦି ପକାଇଲି, Really outstanding singing.. 👍👍

    • @sureshkumarmeher9833
      @sureshkumarmeher9833 3 роки тому

      Satare mo aakhi re bi luha aasigala bhai ,ehi gita gaibata singer upare bahaduri , ehi gita somyashree chhada aau jie gaithile madhya seti ki bhala lagi na thanta.

    • @pramilakar4983
      @pramilakar4983 3 роки тому

      @@sureshkumarmeher9833 ବାସ୍ତବିକ ଅତ୍ୟନ୍ତ ମର୍ମସ୍ପର୍ଶୀ।

  • @gitanjalitripathy5389
    @gitanjalitripathy5389 3 роки тому +10

    ବହୁତ ସୁନ୍ଦର ଗାଇକି, ଭଗବାନ ମଙ୍ଗଳ କରନ୍ତୁ

  • @harinarayanpanda1535
    @harinarayanpanda1535 2 роки тому +1

    Perfect 👌 music. Spl thanks to କୁନି ନମିତା

  • @ritusahoo9454
    @ritusahoo9454 2 роки тому +9

    ବହୁତ ସୁନ୍ଦର ଯେତେ ଶୁଣିଲେ ସେତେ ଇଛା ହୋଉଛି ଶୁଣିବାକୁ 👍

  • @pappyscookingentertainment7917
    @pappyscookingentertainment7917 3 роки тому +4

    Jay Jagannatha 🙏,, bahut bholo gaaucho soumyashree ,, sabutharu best gaaucho,, bhagaban tumoku bahut aagoku niontu,, future re bada singer huo,, God bless you.

    • @BS0824
      @BS0824 3 роки тому

      ua-cam.com/video/4tUmvnAf4wE/v-deo.html.

  • @jyotsnaraun1760
    @jyotsnaraun1760 3 роки тому +16

    ହ୍ରଦୟସ୍ପର୍ଶୀ। ଗୀତରେ ଭରି ରହିଛି ବାସ୍ତବତା

  • @amiyakumarparida4272
    @amiyakumarparida4272 3 роки тому +34

    ବହୁତ ସୁନ୍ଦର ଗାଇଛନ୍ତି ଆମର କୁନି ଝିଅ । ଭଗବାନ ଝିଅ ର ମଗଂଳ କରନ୍ତୁ

  • @astrologerchandanpanda3607
    @astrologerchandanpanda3607 2 роки тому +5

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏।
    ଶୁଭ ସକାଳ ଓଡ଼ିଶା।

  • @saratkumarsahoo7740
    @saratkumarsahoo7740 2 роки тому +1

    Mo kuni ra kantha swar bahut. Maa saraswatee blessed her all success peace and happiness

  • @chandandas3469
    @chandandas3469 3 роки тому +20

    Maa saraswati bijay man heichanti tuma kanthare no wards excellent supeeeeerb fantastic singing 👌👌👌👌❤️ so sweet beta 💐

  • @pabitraentertainment1982
    @pabitraentertainment1982 3 роки тому +8

    ଏ ଗୀତ ହୃଦୟ କୁ ଛୁଇଁଗଲା।

  • @sureshkumarsuresh5732
    @sureshkumarsuresh5732 3 роки тому +19

    ଏତେ ସୁନ୍ଦର କଣ୍ଠ ଟି ଏ ଦେଇଛନ୍ତି ମା ତୁମକୁ ଭଗବାନ ମଙ୍ଗଳ କରନ୍ତୁ ତୁମକୁ

  • @rajeshmohapatra8784
    @rajeshmohapatra8784 2 роки тому +2

    ତୁମ ବାପା ମା ଙ୍କୁ ମୋ ତରଫରୁ କୋଟି ପ୍ରଣାମ ଓ ତମକୁ ବି🙏🙏🙏🙏🙏🙏🙏🙏🙏🙏🙏🙏ଯୟ ଜଗନ୍ନାଥ

  • @rashmiranjandas.6305
    @rashmiranjandas.6305 2 роки тому +14

    ଜେତେ ଶୁଣିଲେ ବି ନୂଆ ଲାଗୁଛି।

  • @amarsamal4871
    @amarsamal4871 2 роки тому +10

    What a voice.. can't believe.. I am your biggest fan for this song...God bless you beta

  • @janakinaikkhalisahi6435
    @janakinaikkhalisahi6435 3 роки тому +5

    ମୋ ପ୍ରଭୁ ଜଗନ୍ନାଥ ଙ୍କର ଦାନ

  • @sunil_edits6092
    @sunil_edits6092 3 роки тому +8

    Sumyashree hauchanti mo village ru❤️

  • @hemantasandihibigraha3807
    @hemantasandihibigraha3807 3 роки тому +1

    Babut sundar amo balasore pai bahut garbito somyshree song really good bless you somyshree

  • @manasmartha5191
    @manasmartha5191 3 роки тому +1

    Really Mu jete bele Gita Tiku sunili Somya shree nka kantha ru mo akhiru luha jhari jaee thila 😭😭😭❤️❤️❤️❤️❤️❤️❤️

  • @barsabarik9117
    @barsabarik9117 3 роки тому +9

    Satare e gita ku jte thara sunile b mana varuni kete sundr gauchha mama ... God always bless u mama ❤️👍

  • @adityamoharana869
    @adityamoharana869 3 роки тому +25

    Best singing 👌... Special thanks to her Guru ji for selecting such a song... Appropriate voice to appropriate song

  • @narendrasahoo4622
    @narendrasahoo4622 3 роки тому +13

    ଚମତ୍କାର ବହୁତ ସୁନ୍ଦର କଣ୍ଠଶିଳ୍ପୀ

  • @biswanathpanda6091
    @biswanathpanda6091 3 роки тому +1

    Thanks for namita mam and sitaram sir nku amiti aka kajakram karitibaru.
    Somyshre kn gauchhi. Best singer

  • @diptiranirout2373
    @diptiranirout2373 Місяць тому

    ମୋ ଜୀବନ ସହିତ ଜଡିତ ଏଇ ଗୀତ ଟି ବୋଲି ମୋତେ ଲାଗେ 😭😭🌹🪔🙏god bless you mama lo 🌹🌹🌹🌹🚩🚩🚩🚩🙏🙏

  • @gopabandhumaharana6237
    @gopabandhumaharana6237 3 роки тому +6

    ହୃଦୟକୁ ଛୁଇଁଗଲା। ବହୁତ ଆଗକୁ ଯିବ ସୌମ୍ଯା

  • @saroj4u2
    @saroj4u2 3 роки тому +31

    Really She is the champion ! God bless you beta 👏👏👏🙌🙌🙌✌🏽🥇

  • @madhab0506
    @madhab0506 3 роки тому +9

    Love u our dear little sister..
    So sweet voice
    Stay blessed
    All the best👍💯...

  • @priyankapanigrahi2415
    @priyankapanigrahi2415 3 роки тому +1

    Satare ete bhala lagila kahi Baku au sabdha nhi..so innocent & swtt voice Soumya shree..

  • @subhashreepradhan9393
    @subhashreepradhan9393 3 роки тому +1

    Ur voice in this song is better than namita mam's voice....jete sunile b Mana hau6i tmr ei particular song sunibaku. .God bless u somya...

  • @amarendrabehera1302
    @amarendrabehera1302 3 роки тому +13

    ବହୁତସୁନ୍ଦର ବହୁତସୁନ୍ଦର ବହୁତସୁନ୍ଦର ଗାଇଲ କୁନି ନମିତା

  • @satyabratasahoo-3487
    @satyabratasahoo-3487 3 роки тому +29

    So sweet voice....
    Thank you so much Sita sir and Namita mam and very thankful to Sidharth tv for uploading this video.....
    Again thank you so much..

  • @bhabanishankar9182
    @bhabanishankar9182 2 роки тому +3

    ମୋତେ ରୂପକ ତାଳର (୭ ମାତ୍ରା ) (ଛନ୍ଦ - ୩ /୨ /୨ ) ଗୀତ ଗୁଡିକ ଗୋଟେ ଅଲଗା ପ୍ରକାର ଆନନ୍ଦ ଦିଏ । ବହୁତ ସୁନ୍ଦର ସଙ୍ଗୀତକୁ ଅତି ସୁନ୍ଦର ବାଦନ । ଆଉ କିଛି ଟୁକୁଡା ଖଣ୍ଡ ଆଶା କରିଥିଲି ।

  • @santoshkumarmahapatra5105
    @santoshkumarmahapatra5105 3 роки тому +1

    Soumyashree ...God bless you beta
    I listen daily this song in UA-cam ...
    You have presented better than Namita madam...
    Thank you 👌 beta..
    Go ahead..
    I think you have to prepare for Indian idol.. junior....
    Best wishes...

  • @biswajit__b_m_7676
    @biswajit__b_m_7676 3 роки тому +1

    Bhauta bhala lagila Gita boliba stailes God bless you kuni namita

  • @brundabanajena5094
    @brundabanajena5094 3 роки тому +35

    ସତରେ ଗୀତ ଶୁଣିଲେ ମନ ଭରି ହେଉନି ବହୁତ ଭଲ ଲାଗୁଚି ମୁଁ ତ କାନ୍ଦି ପକାଇଲି ମୁଁ କହିଭି ଯଦି ନମିତା ଅର୍ଗବଳ କରିବା ପାଇଁ ଯୁଗ୍ୟ ଏହି ଛୋଟ ଝିଅ ଟା ମୋ କୁନି ଭଉଣୀ ନମିତା ଅଗ୍ର ବଲ

  • @basantasahoo425
    @basantasahoo425 3 роки тому +44

    ଧନ୍ୟବାଦ ସିର୍ଦ୍ଧାର୍ଥ ଟିଭି

  • @swarnalatamishra1749
    @swarnalatamishra1749 3 роки тому +51

    I am highly impressed ...In fact ,she is the next namita agrawal, I burst into tears as I listened to it

  • @dasarathirout7817
    @dasarathirout7817 Рік тому

    ସତରେ ମାରେ ତୁମ କଣ୍ଠ ସ୍ୱର ଶୁଣି ମୁଁ ଖୁବ୍ ଆନନ୍ଦିତ ହେଲି। ଏ ସବୁ ଇଶ୍ଵର ଙ୍କ ଦାନ।

    • @dasarathirout7817
      @dasarathirout7817 Рік тому

      ଖୁବ୍ ଖୁବ୍ ଖୁବ୍ ଭଲ ଗାଇଛ ! God bless you.

  • @RKROUT-fj6pr
    @RKROUT-fj6pr 3 роки тому +21

    ସୋମ୍ୟାଶ୍ରୀ ଆମର ବହୁତ୍ ଭଲ ଗୀତ ଗାଏ, 🙂
    ମୁଁ ଭାବୁଚି କଳାର ଦେବୀ ମାଁ ଶାରଳା ବୋଧେ ତା କଣ୍ଠରେ ବସି ପଡ଼ିଛନ୍ତି...🙏

  • @JayHanuman143.
    @JayHanuman143. 3 роки тому +48

    ଭାଗବାନ ଙ୍କ ଆଶୀର୍ବାଦ ଏହି ସ୍ଵର
    ବହୁତ ଭଲ ଗାଇଲ ଭଉଣୀ

  • @shivanarayanbiswal7875
    @shivanarayanbiswal7875 3 роки тому +27

    ସୌମ୍ୟାଶ୍ରି କଂ ଏ ହୃଦୟ ବିଦାରକଗିତଟା ନ କାନ୍ଦି କେହି ରହି ପାରିବେ ନାହିଁ ଏତେ ମିଠା କଂଠ ପ୍ରତି ଦିନ ଏ ଗତି ମୁଁ ଶୁଣେ

  • @alokkumarpradhan8287
    @alokkumarpradhan8287 2 роки тому

    ତମ ଗିତ ମତେ ବହୁତ ଭଲ ଲାଗିଲା ଆଉ କାନ୍ଦ ଲାଗିଲା sow beautiful shinging song

  • @rukmananag6921
    @rukmananag6921 8 місяців тому

    ହେ ଭଗବାନ ଧନ୍ୟ ତୁମ୍ଭ ଆଶୀର୍ବାଦ
    ତୁମ୍ଭେ ବହୁତ ମହାନ ହେ ଭଗବାନ ସର୍ବତ୍ର ବିଦ୍ୟମାନ

  • @narennaik7838
    @narennaik7838 3 роки тому +19

    Absolutely you are the kuni Namita. So control over the voice. It is only possible, if one can mastered over sur,loy,tal,and theorab. You are blessed by Goddess Saraswati. Keep it up and continue ur riyaj. Your future is bright beta.

  • @santoshnahak8789
    @santoshnahak8789 3 роки тому +6

    Soumya your future is very bright your voice is very beautifull ....god bless you beta 🙏🙏🙏

  • @niranjanpanda8574
    @niranjanpanda8574 3 роки тому +31

    God bless you Soumyashree. Keep it up. You will be great singer. Thanks to Namita madam for this type of programme.

  • @soumitrisahoo3915
    @soumitrisahoo3915 Рік тому +2

    Mu jete Gita shunichi sabu gitathu eai gitati bahut sundar

  • @kalandibehera729
    @kalandibehera729 2 роки тому

    ବହୁତ ସୁନ୍ଦର ଗୀତ ଭେରୀ nice🤗👌🏻

  • @rabindrakumarrout8462
    @rabindrakumarrout8462 3 роки тому +9

    ସତରେ ଏ ଗିତ ଶୁଣି ଆଉ କୋଉ ଦୁନିଆରେ ହଜି ଗଲି ମୁଁ 😭😭😭😭😭😭

  • @abhayamuduli354
    @abhayamuduli354 3 роки тому +35

    Soumyashree possesses extraordinary talent. God bless u beta.

  • @jenajena9164
    @jenajena9164 3 роки тому +34

    vote for her pls, very nice singing. I am listening more than 10 times.excellent tune

  • @santoshasahoo
    @santoshasahoo 4 місяці тому +2

    ୩,ତିନି,ଝଅକୁ,ମୋର,ଅନୁରୋଧ,ସିଜିନିର,ଜାହାକୁ,ତମେ winner,କରିଛ,ପଥରତଳେ,କାଦୁଛିମା,ଗାଇବାକୁ,କୁହ,ସୋମିଶୀ,ଠାରୁଭଲଗାଇଦବ likeଦେବେ Saumya Singh, Jay Jagannath

  • @ppproduction9090
    @ppproduction9090 2 роки тому +2

    ସତରେ ଏହି ଦିନକୁ ଓଡ଼ିଶା ଚାହିଁଚି କୁନି ନମିତା ଅଗ୍ରୱାଲ ଓଡିଶାର ଜଣେ ଲୋକପ୍ରିୟ ଗାୟିକା ହେବ