Questions Of Reality Show, Sambeet Acharya Opens His Mouth

Поділитися
Вставка
  • Опубліковано 19 січ 2025

КОМЕНТАРІ • 7 тис.

  • @RAMRAM-iz2cp
    @RAMRAM-iz2cp 2 роки тому +1151

    ମିଡିଆ ଭାଇ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ପୁରା ମରମ କଥା ପଚାରିଲ ଆମ ମନ କଥା ବୁଝି ପାରିଲ ଆଉ ସେଇ ଭଳି ପ୍ରଶ୍ନ ପଚାରିିଲେ ଧନ୍ୟବାଦ୍ ଭାଇ 🙏🙏🙏

  • @pravatnayak478
    @pravatnayak478 2 роки тому +479

    Senior ଙ୍କ ପାଖ ରୁ କିଛି ଶିଖ.... ସିର୍ଦ୍ଧାଥ ମହାପାତ୍ର ଭାଇ ଙ୍କ ପାଖ ରୁ କିଛି ଶିଖ.....judge କେମିତି ହେବା ଦର୍ କାର।

  • @babunamallick5594
    @babunamallick5594 2 роки тому +381

    ଦେବାଶିଷ ପାତ୍ର ରିଅଲିଟି ସୋର୍ ଜଣେ ବଡ ଜଜ୍ ବୋଲି ନିଜକୁ ଭାବନ୍ତି ସିନେମା ଜଗତରେ ସେ ଜଣେ ହୀରୋ ନୂହେଁ ବଡ଼ ଜିରୋ ରିଅଲିଟି ସୋରେ ଆମ ଓଡିଶାର ଝିଅମାନ ଙ୍କୁ ବେଶି କମେଣ୍ଟ କରନ୍ତି

  • @k4koraputiatv273
    @k4koraputiatv273 2 роки тому +71

    ଏ ମାନଙ୍କୁ ସିଦ୍ଧାନ୍ତ ସାର ଙ୍କ ଟାରୁ ଟ୍ରେନିଂ ଦେଲେ ଭଲ ହୁହାନ୍ତା

  • @preetipallavinayak5967
    @preetipallavinayak5967 2 роки тому +704

    ସିଦ୍ଧାନ୍ତ ଭାଇଙ୍କୁ ଦେଖ ସେ କେମିତି ହିରୋ ଆମ ଓଡ଼ିଆ ସିନେମାର ,, ତାଙ୍କୁ ଦେଖିଲେ ଖୁସି ଲାଗେ ,, ତାଙ୍କ ଷ୍ଟାଇଲ୍ , ଅଭିନୟ , ଫାଇଟ୍ ଦେଖିବାକୁ ଓଡିଶା ମତୁଆଲା ,,, ହେଲେ ତୁମମାନଙ୍କ ଠାରୁ ସେମିତି କିଛି ମିଳୁନି

  • @kpgamer6622
    @kpgamer6622 2 роки тому +325

    ମିଡ଼ିଆ ଭାଇଙ୍କ ପ୍ରଶ୍ନ ଓ ବାର୍ତାଳାପ ବହୁତ ଉଚ୍ଚ କୋଟିର
    ଏହା ଅନୁଭୁତି (experience) ରୁ ଜଣାପଡେ
    ଜୟ ଜଗନ୍ନାଥ 🙏🙏🙏🙏🙏

    • @laxmidharjena4790
      @laxmidharjena4790 2 роки тому +2

      Super journalist, thank a lot
      Question re ans delabele sambeet ku jemiti lagochi abe jani pariba darkar ki participate mananku kemiti feel heothba jetebele semanannka upare mazak udanti. Au gute katha heochi ki jadi reality show re judges manankar kichi kama nathaye sabu channel upare thaye tahele tame mane kan mazak kariba pain basicha ki?. First you learn kara judge sit re Basile tama ra responsibility knnrahiba darkar , namita Aggarwal madam nka show jai dekha , nahele Bollywood show dekha experience gain kara tapare judge sit re Basile bhala heba...jau clip gudika aji UA-cam manankrae boluchi se fila dipression re rahithaipare. Bcz friends mane mazak kariparanti. Plzzzz judge hua mana nahi performance clip dekhao but mazak udaoni

    • @ssssss6362
      @ssssss6362 2 роки тому +1

      Chads hetar katha

    • @ssssss6362
      @ssssss6362 2 роки тому +1

      Hhhh

    • @santoshdeep9953
      @santoshdeep9953 2 роки тому

      Tora sabu bhulbe maagia midia bhai thnku

    • @uddhabadibaka7476
      @uddhabadibaka7476 6 місяців тому

      Sala mane chakuli pithara ketati kana tame kahuna be

  • @OdiaTech24knowledge
    @OdiaTech24knowledge 2 роки тому +225

    ଜ୍ୟୋତି ଆଉ ରିୟା ର ଗୋଟେ interview ହଉ Sir

  • @narshingpradhan6804
    @narshingpradhan6804 2 роки тому +6

    ମିଡିଆ ଭାଇ ସେମାନେ ନାଳୁଆ ଶଳା ଜାକ ତୁମେ ବଢିଆ ପ୍ରଶ୍ନ ପଚାରିଚ ମ ତରଫରୁ ମେଡିଆ ଭାଇଙ୍କୁ ଧନ୍ୟବାଦ

  • @bikashdehury1427
    @bikashdehury1427 2 роки тому +277

    ଆମ ଓଡ଼ିଶା ରେ ଯେତେ ପୁରୁଣା ଅଭିନେତା ଓ ଅଭିନେତ୍ରୀ ଅଛିନ୍ତି ଦୟାକରି ସେମାନଙ୍କୁ judge ଆସନ ରେ ବସେଇଲେ ଟିକିଏ ଭଲ ହୁଅନ୍ତା...

  • @sujitarya8079
    @sujitarya8079 2 роки тому +103

    ମଣିଷ ପିଲା ହେଇଥିବ ଯଦି ହୃଦୟଙ୍ଗମ କରିବ..
    Fantastic jurnalist.... 😍

  • @durgaprasadartandcraft5395
    @durgaprasadartandcraft5395 2 роки тому +221

    Show ଭିତରେ No-1 show ଥିଲା ମୁଁ ବି ନମିତା ଅଗ୍ରୱାଲ ହେବି, ସେ ଗୁରୁ ମାନଙ୍କ ଭଳି କେହି ହେଇ ପାରିବେ ନାହିଁ,

  • @amit16_01
    @amit16_01 2 роки тому +19

    ଆରେ ଏମାନେ ସବୁ ଗୋଟେ ଗୋଟେ ପାଗଳ। ଆଉ ସମ୍ବିତ୍ ସେମାନଙ୍କର ବାପା।🙏🙏🙏🇮🇳🇮🇳🙏🙏🙏

  • @koutukiahasakatha4410
    @koutukiahasakatha4410 2 роки тому +1233

    ସମ୍ବିଦ ଯେତେବେଳେ ନୂଆ ନୂଆ ଫିଲ୍ମ କଲେ ମୁଁ ଭାବିଲି ଟୋକା କିଛି କରିବ... କିନ୍ତୁ ଜାଣି ନ ଥିଲି ଏ ଟୋକା ଆଗକୁ ଚକୁଳି ପିଠାର କେତୋଟି କଣା ଗଣିବ 😂😂😂

  • @priyabratbarik848
    @priyabratbarik848 2 роки тому +395

    ଯୋଗ୍ୟତା ନଥିଲେ ଏମିତି ବ୍ୟବହାର କରିବେ ହିଁ।
    ଅଭଦ୍ର ଗୁଡ଼ାଙ୍କୁ ଆନିକି ବସେଇଦେଲେ ଯାହା ହବ ଆଉ।
    ନିଜ ମା ଭଉଣୀ ଙ୍କୁ କଣ ଏମିତି ସେମାନେ କୁହନ୍ତି ଯେମିତି ରିଆଲିଟୀ ଶୋ ରେ ଝିଅ ମାନଙ୍କୁ କହିଛନ୍ତି ।

    • @gobardhanbarik6616
      @gobardhanbarik6616 2 роки тому +1

      Right

    • @-xw3bd
      @-xw3bd 2 роки тому +3

      ଛୋଡ଼ି ହେଇଗଲା ସେଠୁ actor ମାନେ ଭୁଲ ଭାଲ କରୁଛନ୍ତି ହେଲେ ସେ contenstent କଣ ଏତେ ବୋକା

    • @santoshkumarbehera5716
      @santoshkumarbehera5716 2 роки тому

      Tuma mananku jujh sit re baseila kia

    • @george6103
      @george6103 2 роки тому

      Thik 👍👍👍🤨🤨🤨😜😜

    • @tikeswarmahanta68
      @tikeswarmahanta68 2 роки тому +1

      Right🤜

  • @ArjunKumar-gs1fz
    @ArjunKumar-gs1fz 2 роки тому +77

    ସିଦ୍ଧାନ୍ତ ମହାପାତ୍ର ଜଣେ ଭଲ ହିରୋ ସେ ଅନେକ ଜନପ୍ରିୟ ଅଭିନେତା, କିନ୍ତୁ ତାଙ୍କୁ କାହିଁକି ଜଜ୍ କରି ଆଣୁନାହାନ୍ତି,ଛି ଛି ଛି

    • @AS-kf6op
      @AS-kf6op 2 роки тому +2

      Emane sabu alpa paisa neiki asijibe.. But Siddhant adhika paisa nebe.. Seithapai.

  • @ranjanaprusty9798
    @ranjanaprusty9798 2 роки тому +15

    ଯେଉଁ ମାନେ ଜଯ ହେବା ପାଇଁ ଯୋଗ୍ୟ ନୁହନ୍ତି ସେମାନଙ୍କୁ ଜଯ କରିଛନ୍ତି କାହିଁକି

  • @SKCRICKET143
    @SKCRICKET143 2 роки тому +163

    ଶଳା ସୁନ୍ଦରୀ ଝିଅ କୁ ସହଜିଆ ପ୍ରଶ୍ନ,ଆଉ ଆର ଝିଅକୁ ମନ ଇଛା କଷ୍ଟିଆ ପ୍ରଶ୍ନ ।

  • @radhakanta8587
    @radhakanta8587 2 роки тому +241

    କନକ ର ଏହି ଭାଇ କୁ ନମସ୍କାର....👏👏👏👏

  • @Deepak-rm7dg
    @Deepak-rm7dg 2 роки тому +61

    ଧନ୍ୟବାଦ Kanak news
    ସତ କହିବାକୁ ଗଲେ ଆମ ଓଡ଼ିଶା ର ସିନେଜଗତ ନଷ୍ଟ ହୋଇ ଗଲାଣି । କେଜାଣି କେବେ ଭଲ film ହୋବ, ମୁଁ ତ ୨୦୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତର କିଛି ଭି ଫିଲ୍ମ ଦେଖେନି ଖାଲି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଦେଖେ । ଜୟ ଜଗନ୍ନାଥ

  • @purnachandratudu6168
    @purnachandratudu6168 2 роки тому +23

    Sir, you deserve standing ovation 🧍‍♂️ for your brave journalism.

  • @subhrajitsahoo4260
    @subhrajitsahoo4260 2 роки тому +120

    ସତ କଥା ହେଲା , ଅଭିନେତା ଙ୍କ ଇଜ୍ଜତ କୁ ବାଜି ଲଗେଇ ପ୍ରଯୋଜକ ମାନେ ପଇସା income କରୁଛନ୍ତି ; ବହୁତ୍ ସୁନ୍ଦର୍ interview ଥିଲା ,ଧନ୍ୟବାଦ୍

  • @kanancreation5
    @kanancreation5 2 роки тому +41

    ଏମାନଙ୍କ ଅସଲି ରୂପ ଦେଖାଇବାପାଇଁ UA-cam is the right platform

  • @himansubihar2515
    @himansubihar2515 2 роки тому +55

    ମିଡ଼ିଆ ଭାଇ ଦୟାକରି ଆଉ ଅନ୍ୟ ଜଜ ମାନଙ୍କ ମଧ୍ୟ ଇଣ୍ଟର୍ବ୍ୟୁ ନିଅନ୍ତୁ 🙏

  • @indrajitmishra256
    @indrajitmishra256 2 роки тому +3

    ୟୁଟିବର୍ ପଇସା ପାଇଁ ନିଜ ସ୍ବାର୍ଥ ପାଇଁ ଏମିତି କରୁଛନ୍ତି ଆଉ ତମେ ଶଳେ ଦେଶ ସେବା ପାଇଁ ଏସବୁ କରୁଛ। କିଛି ଆଉ ମିଳୁନି ତମକୁ । ହିନ୍ଦୀ ଓ ସାଉଥ୍ ସିନେମା ସବୁ ଡବିଂ କରୁଛ । ନିଜେ ଗୋଟେ ଭଲ ଫିଲ୍ମ ଲେଖି ପରୁନ କି ଲେଖିକି ଫିଲ୍ମ ବି କରିପାରିବନି । ଚେନ୍ନାଲ ଯାହା କହିବ ତମେ ସେୟ କରିବ , ତମର ବିବେକ ଜ୍ଞାନ କିଛି ଅଛିନା ନାହିଁ ସେସବୁ। ଆଉ ୟୁଟ୍ୟୁବର ତମକୁ ଗାଳିଦେଲେ । ତମେ କ୍ଷୀର ରେ ଧୁଆ ହେଇଚ , ଛୋଟୋ ପିଲା ତମେ କ୍ଷୀର ଖାଉଛ। କିଛି ଜାଣି ପାରୁନ। ଝିଅ ମାନେ ଗାଁରୁ ଆସିଛନ୍ତି ସେମାନେ କଣ ଆକ୍ସନ ନେବେ। ପୋଲିସ ଷ୍ଟସନରେ ଯାଇ ଅଭିଯୋଗ କରି ପାରିବେ? ଗାଉଁଲି ଝିଅ ଆଜ୍ଞା ସେମାନଙ୍କ ଓ ତାଙ୍କ ପରିବାର ପାଇଁ ଇଜ୍ଜତ ସବୁଠୁ ବଡ଼, ତମେ ସୋ ରେ ଯାହା ବେଇଜ୍ଜତ କରିବ ତାପରେ ସେମାନେ ପୋଲିସ୍ ପାଖରେ ତମ ବିରୁ୍ଧ ରେ କହିବ ଆଉ ପୁଣି ବେଇଜ୍ଜତ ହେବେ। ଭାଇ ପଇସା ପାଇଁ ଏତେ ତଳକୁ ଖସି ଯାଓନି।
    ବହୁତ୍ ବହୁତ୍ ଧନ୍ୟବାଦ୍ ସୌଭାଗ୍ୟ ଭାଇ ତମର ଅଭଳି reporting ପାଇଁ 👏

  • @jayadebmallik1268
    @jayadebmallik1268 2 роки тому +50

    ଦେବାଶିଷ କୁ ଟିକେ ପଚାର ସେ ଅଧିକ style ମାରି ପ୍ରଶ୍ନ ପଚାରେ ,ଏମାନେ ବି ସାମିଲ୍ ସହରୀ ସୁନ୍ଦର ଝିଅ ଙ୍କୁ ଭଲ ପ୍ରଶ୍ନ ଆଉ ଗାଁ ଝିଅ କୁ ମନ ଇଛା ପ୍ରଶ୍ନ
    ସେ ଦେବାଶିଷ ଅଧିକ ମୁଣ୍ଡି ମାମର୍ତି କାର୍ ମନେ ମନେ ଭାବେ

  • @sadhudas2758
    @sadhudas2758 2 роки тому +363

    After a long time the brave journalist raised the important issue. Thanks

  • @maitreyaranjanpanda1384
    @maitreyaranjanpanda1384 2 роки тому +86

    ପିଲାମାନଙ୍କୁ ଏହିଭଳି ଜାଗାକୁ ପଠାଇବା ପିତା ମାତା ଙ୍କର ସବୁଠାରୁ ବଡ ଭୁଲ

  • @biplabdas2530
    @biplabdas2530 2 роки тому +5

    Bharat bhitare India achhi what a talented artist sambit..
    Next level answer

  • @sumantakumarmahakhuda4165
    @sumantakumarmahakhuda4165 2 роки тому +130

    ସୌଭାଗ୍ୟ ଭାଇ ପଚାରିଥିବା ରୁ ଧନ୍ୟବାଦ
    ଓଡ଼ିଆ ମୁଭି ଆଉ ଆମେ ଦେଖୁନୁ ସାଉଥ୍ ମୁଭି ବେଷ୍ଟ

  • @padmanavdas2481
    @padmanavdas2481 2 роки тому +127

    ବହୁତ ବଢିଆ ପ୍ରଶ୍ନ ପଚାରିଛନ୍ତି ଭାଈ, ପ୍ରଯୋଜକ ମାନଙ୍କର ଟଙ୍କା ଦରକାର,କାହାର ଇଜ୍ଜତ ଗଲା ତାଙ୍କର କ'ଣ ଯାଉଛି

  • @rajeshnayak8246
    @rajeshnayak8246 2 роки тому +231

    I salute the reporter bcoz he has done very good job

  • @shivamgaming9115
    @shivamgaming9115 2 роки тому +5

    Nice reporter🥰🥰🥰
    Brave
    Best reporter 🥰🥰🥰

  • @comedybebybasanti1265
    @comedybebybasanti1265 2 роки тому +165

    ଯଦି ମୁଁ ସେ ସମୟରେ ସେଠି ଥାନ୍ତି ତାହେଲେ ମୁଁ ସିଧା ତୋ ମୁହଁକୁ ଚପଲ ପକେଇ ଥାନ୍ତି

  • @pintudas-yr8te
    @pintudas-yr8te 2 роки тому +57

    ନିଜ ଭୁଲ୍ କୁ ମାନିବାକୁ ପ୍ରସ୍ତୁତ ନାହାନ୍ତି ସମ୍ବିତ

  • @LWTEDDYKARAN
    @LWTEDDYKARAN 2 роки тому +82

    ସମୁଦ୍ର ମଝିରେ ଘୁଡ଼ା ପେଳ ଅଛି ରେ ଜୟ ପେଳ 😀

  • @arakhitakalaka892
    @arakhitakalaka892 2 роки тому +3

    Thanks OTV channel and Reporter sir..

  • @jyotiranjanjena687
    @jyotiranjanjena687 2 роки тому +82

    Siddhant mohapatra one& only superstar of ollywood industry.

  • @k-adicomedy8266
    @k-adicomedy8266 2 роки тому +26

    ମିଡିଆ ଭାଇ ଜଣଙ୍କ ବହୁତ୍ କାଇଦା କରିକି ଭିତିରିଆ କଥା ପଚାରୁଛନ୍ତି ।
    ଜ୍ଞାନୀ ଲୋକକୁ ଏମିତି 2 ଅକ୍ଷିରି 3 ଅକ୍ଷିରି ଭାଷା ଦରକାର ।

  • @RanajitSahoo
    @RanajitSahoo 2 роки тому +47

    ପ୍ରକୃତ କଥା ହେଲା ଏମାନଙ୍କୁ କିଛି movie କି album ମିଳୁନି କି ମିଳିଲେ ବି ଲୋକ ଆଉ ଏ ତେଲୁଗୁ ରୁ copy ହେଇଥିବା movie ଦେଖିବାକୁ ଯାଉନାହାନ୍ତି.....ଖାଲି ଏଇ faltu show ମିଳୁଚି....ଆଉ କରିବେ କଣ ଏ ସବୁ ବସିକି ସେଠି ପିଲାମାନଙ୍କର ମଜା ଉଡଉଛନ୍ତି

  • @AnupamAnup-or9eb
    @AnupamAnup-or9eb 5 місяців тому

    ମିଡ଼ିଆ ଭାଇ ଭଲ କରିଛ ଆଉ, ସେକ ତାହେଲେ ଜାଣିବେ ଜଣଙ୍କୁ ଅପମାନ କରିବା କେତେ ପାପ ଧନ୍ୟବାଦ ମିଡ଼ିଆ ଭାଇ

  • @digital_of_status3564
    @digital_of_status3564 2 роки тому +212

    ହଇରେ ଶଳା ସମୁଦ୍ର ମଝିରେ କଣ ଅଛି ଏଇଟା କଣ ଗୋଟେ ପ୍ରଶ୍ନ... କୁଆଡୁ ସବୁ ପଳେଇ ଆସୁଛ ବେ…ସମୁଦ୍ର ମଝିରେ ମୋ ବାଳ ଟା ଅଛି ଯାଅ ଗଣିବ ଭଳୁଆ ସଳେ

  • @bidhubhusanpatra3544
    @bidhubhusanpatra3544 2 роки тому +155

    ତୁ ଭୁଲ କରିଛୁ ମାନୁନୁ କାହିଁକି ମାନିଯା ଲୋକଙ୍କ ଠାରୁ କ୍ଷମା ପ୍ରାର୍ଥନା କର ଲୋକ ମାନେ ତତେ କ୍ଷମା କରିଦେବ, ଲାଜ, ଅହଙ୍କାର
    ଛାଡି ଦେ ସତ ମାନିଯା,youtuber ମାନେ ତୋତେ କାହିଁକି ଟ୍ରୋଲ କରିବେ ଓଡିଶା ର ସବୁ ଲୋକ ତତେ ଟ୍ରୋଲ୍ କରୁଛନ୍ତି, ନହେଲେ ତୁ ମରିବା ଯାଏ ଲୋକ ତତେ "ଚକୁଳି ନାଥ" ଡାକିବେ

    • @pabhi1825
      @pabhi1825 2 роки тому +2

      Thik katha

    • @Saheb-Creation
      @Saheb-Creation 2 роки тому +2

      Perfectly well said brother

    • @p643-f1x
      @p643-f1x 2 роки тому +1

      Thik thik

    • @satyabratajena2107
      @satyabratajena2107 2 роки тому +2

      thik katha kahila bhai, sabas 👍

    • @ItsSovit007
      @ItsSovit007 2 роки тому +1

      Sabas bhai ....ei comment ta ete viral heu je se sambit bhi dekhu aau Se Rajo Queen jadi hela sethi aau emiti faltu questions kehi no pocharantu.

  • @chinmayadhal7082
    @chinmayadhal7082 2 роки тому +89

    କେଉଁଠୁ କେଉଁଠୁ ଧରି ଆଣି ଏଇଟାକୁ ଜଜ୍ କରୁଛ ତୁ ନିଜ କୁ କଣ ଭାବୁଛୁ king khan

  • @RamBadal-t8s
    @RamBadal-t8s Рік тому +1

    Super question⁉️ answer of ❓❓❓❓❓00

  • @RajeshDas-bs8iw
    @RajeshDas-bs8iw 2 роки тому +479

    ଭାଇ ଏଥିରୁ ଜଣାପଡ଼ିଲା ସମ୍ବିତ୍ର ର ସବୁ ଠିକ୍ ଆମେ ଓଡ଼ିଶା ବାସୀ ଭୁଲ୍ 😭😭 ୟାକୁ ବାହାର କର

  • @MyLove_SARADA
    @MyLove_SARADA 2 роки тому +44

    ବାସ୍...... ମାନିଲା ଯେ ବୁମେରାଂ ହେଇଗଲା, ଭୁଲ୍ ହେଇଗଲା, ଆଗକୁ ଧ୍ୟାନ ରଖିବି, ଆଉ Reality show କରିବିନି, କଲେ ଦେଖି ଚାହିଁ କରିବି, 😂🤣 Salute to Reporter👏🙏

  • @Prince-bh1lk
    @Prince-bh1lk 2 роки тому +2

    Thank you 🙏 Kanha News

  • @bajrangdal8701
    @bajrangdal8701 2 роки тому +63

    ଆଉ କିଛି ବର୍ଷ ପରେ ଏ ମାନଙ୍କୁ କେହି ପଚାରିବେ ନାହିଁ 🤧🤧🤧

  • @santoshroul2587
    @santoshroul2587 2 роки тому +44

    କୌଣସି ହିନ୍ଦୀ reality show ରେ ଏମିତି question ପଚାରି ନାହାନ୍ତି। ହଁ funny question ପଚାରି ଛନ୍ତି କିନ୍ତୁ ଯାହାର କିଛି meaning ଥାଏ। ହେଲେ ଏ question ର କଣ meaning ଅଛି।ଆମ ୧୪ପୁରୁଷ ରେ କେହି ଏ ans କହିପାରିବେ ନି । ଯିଏ ଏ question ଦେଇଚି ତାକୁ ଆଗକୁ ଅଣ।

    • @mahidas863
      @mahidas863 2 роки тому +2

      Hindi show me aisa kuch nh puchha jata. Kiska dil dukha k apne apko hero kehna galt h.

    • @ramchandrastar3425
      @ramchandrastar3425 2 роки тому

      @@mahidas863 right

    • @pikachuComment
      @pikachuComment 2 роки тому

      Hindi Loko chakuli pitha khaonti nahi bodhe .se thi pain pacharanti nahi

  • @ambedbhuyan6042
    @ambedbhuyan6042 2 роки тому +133

    ତା ବୋଲି ତୋମେ ହାତ ମରା ମରି ହେଇ ଏତେ ହସି ମଜା ଉଠେଇବେ...
    କୁନି କୁନି ଝିଅମାଙ୍କୁ ଏମିତି question କରିବ ପୁଣି ହସିବ.. ଚିନ୍ତା କର ଟିକେ
    କହୁଛି ମୁଁ କିଛି ଭୂଲ କରିନି
    ଚକୁଳି ପିଠାର କଣାକୁ ଗଣିକି ସବୁବେଳେ ଚକୁଳି ଖାଉଛି ତ ସେଥିପାଇଁ --------ଏମିତି

    • @misstanvi3633
      @misstanvi3633 2 роки тому +2

      Pati pati re badeiba katha yaku

    • @sujatamallik7731
      @sujatamallik7731 2 роки тому

      Ara amana kn hero Amana kaou gota superhit herione saha movie acechi kuho Amana gota gota cow 🐄😜

  • @rakeshmishra4441
    @rakeshmishra4441 2 роки тому +5

    Thanks to news reporter for braveness 🙂🙂

  • @SKYDREAMDP
    @SKYDREAMDP 2 роки тому +27

    ସବୁ ମିଛ କଥା କହୁଛନ୍ତି ଏ ମାନଙ୍କୁ ଧକ୍କା ମାରି ବାହାର କରିବା କଥା

  • @cricketfuntu6151
    @cricketfuntu6151 2 роки тому +44

    ଦୋଷ ଘୋଡେଇ ବାକୁ ନିଜର
    ୟୁଟୁୟୁବର ଙ୍କୁ ଦୋଷ ଦିଅନା।
    କେତେଟା ଙ୍କ ଟଚ ରେ ଅଛ ।

  • @smitaranimishra5721
    @smitaranimishra5721 2 роки тому +109

    Judge ହେବା ପୂର୍ବରୁ ବି prepare ହେବା ଦରକାର । ନହେଲେ judge ହେବାର କୌଣସି ଅଧିକାର ନାହିଁ । ଆପଣଙ୍କୁ question ଲେଖିକି ଦିଆଯିବ ଯଦି ଆପଣ analysis କରିବେନି ପଚରିଦେବେ କି ?

  • @sadhudas2758
    @sadhudas2758 2 роки тому +186

    Once judges asked a girl " what's your aim in life ?"
    She replied " professor , so rejected.
    Had she replied raja queen/ raja sundari, she would have been selected.

    • @sandipkumarjena6486
      @sandipkumarjena6486 2 роки тому +4

      Yaa i saw that... But if you ask that question to those so-called judge why you rejected her may be the answer of those '' we all are doctor reel doctor 🤪 so we don't need any real doctor in film so we are extremely sorry and we are not going to select you ''

    • @rameswarprusty6319
      @rameswarprusty6319 2 роки тому +4

      Yes the question asked by mr Debashish 😂

    • @jagannathsanskriti
      @jagannathsanskriti 2 роки тому +2

      @@rameswarprusty6319 u mean the fully talented guy, universal judge of any odia show even can participate in selection procedure of IIT, UPSC , Indian Navya, Military and many top exam of India

    • @jagannathsanskriti
      @jagannathsanskriti 2 роки тому +1

      @@rameswarprusty6319 they also took as judge a guy who have only one song " Are re re Are re" and movie.

    • @manoranjanrana4815
      @manoranjanrana4815 2 роки тому

      You are saying correct.

  • @niranjanmaity8227
    @niranjanmaity8227 2 роки тому +73

    ଜୋଜ ହେଲେ ବୋଲି କଣ..
    ଆପଣ ମାନଙ୍କର ସ୍ୱାଧୀନତା କିଛି ନାହିଁକି...ଟଙ୍କା ଲୋଭ ରେ ଚେନାଲ ବାଲାଙ୍କ କଥାରେ ଉଠ ବସ ହେବା କେତେ ଦୂର ଯୁକ୍ତିଯୁକ୍ତ....???

  • @adityaswain1993
    @adityaswain1993 2 роки тому +33

    ରିପୋର୍ଟର ଭାଇ ଆପଣ ପୁରା ଝାଳ ବାହାରିବା ପ୍ରଶ୍ନ ପଚାରୁଛନ୍ତି 😛😛

  • @xyzcrezy1874
    @xyzcrezy1874 2 роки тому +6

    salute to journalist

  • @jogeswarmajhi4529
    @jogeswarmajhi4529 2 роки тому +91

    ଆମେ ଭାବି ଥିଲୁ ଏମାନେ ବହୁତ୍ ଭଲ artist କିନ୍ତୁ realty show ରେ ଜାଣିଲୁ ଏମାନଙ୍କର real act କେମିତି।

  • @abinashmohanty2021
    @abinashmohanty2021 2 роки тому +137

    ଆରେ ପ୍ରଶ୍ନ ଦେଖିକି ଜାଣିପାରୁନ କୋଉଟା ପଚରାଯାଏ ଆଉ କୋଉଟା ପଚରା ଯାଏନି ।।। ଯେତିକି ପଚାରିବା କଥା ସେତିକି ପଚାର ଆଉ ସେଥିରେ ଯୋଉ ଦାନ୍ତ ଦେଖେଇକି ହସୁଛ ଭାରି ଭଲ ଲାଗୁଚି ଆଉ

  • @alltakesports8735
    @alltakesports8735 2 роки тому +144

    ସମୁଦ୍ର ମଝିରେ କଣ ,,, ଅଛି,, କିଏ ପଚାରି ଥିଲା
    ହେଇ ରେ ଶଳା,,, ଅଭଦ୍ର

  • @mantumaharana2412
    @mantumaharana2412 2 роки тому +2

    All the best Kanak news 🗞️ thank you so much sir for.......

  • @biswanathswain168
    @biswanathswain168 2 роки тому +30

    ଆରେ ଭାଇ ସବୁ ଠିକ୍ ଅଛି ।ସବୁ ଦୋଷ ଚାନେଲର ।କିନ୍ତୁ ଜଜ ହିସାବରେ ଆପଣ ଚାନେଲର ଭୁଲକୁ ସୁଧାରି ପାରିବେ ।ନଚେତ ଚାନେଲ ଦେଇଥିବା ଅଫରକୁ ଛାଡି ପାରିବେ।ଏମିତି ହୋଇଥିଲେ ଆପଣ ଆଜିବି ସୁନାପୁଅ ହୋଇ ରହିଥାନ୍ତେ।ଯାହା ହେଉ ଆଗକୁ ଏମିତି ନହେବାକୁ ଦୄଷଟି ଦେବ ।କାରଣ ମୋର ବିଶ୍ବାସ ଏବେବି ଲୋକେ ଆପଣଙ୍କୁ ଭଲ ପାଆନ୍ତି ।

  • @rudrakumar5966
    @rudrakumar5966 2 роки тому +85

    ଛି ଛି ଲଜ୍ଜ୍ୟା ଆଉ କିଛି ପ୍ରଶ୍ନ ନାହିଁ ଶେଷରେ ଚକୁଳି ପିଠା ରେ କେତେଟା କଣା ଏଇଟା ଗୋଟେ ପ୍ରଶ୍ନ

  • @amarcreation0655
    @amarcreation0655 2 роки тому +163

    ସମୁଦ୍ର ମଝିରେ ବା... ଅଛି....ଆଉ ଭାରତ ଭିତରେ ଇଣ୍ଡିଆ ଅଛି ଶଳା ଲଜ୍ୟା ନାହିଁ

  • @TechnoAjaya
    @TechnoAjaya 2 роки тому +5

    I Salute you (#_Journalist)

  • @Mr.pravat689
    @Mr.pravat689 2 роки тому +38

    Soubhagya bhai...you are truly unique. Viewers nkara mana ra questions thila jaha aapana sabu pacharile. Thanks to you and pravat bhai ..kanak news is best 👌

  • @digital_of_status3564
    @digital_of_status3564 2 роки тому +61

    ଛି... ଛି... ଏ ଜଜ୍ ପୁରା 10th fail.. ଯାଅ ଆଉ ଥରେ ପ୍ରଥମରୁ ପଢ଼ିକି ଆସିବ ଜାଣି ପାରିବ question ର answer... ଶଳା ନିଜେ ନ ଜାଣି ପଳେଇ ଆସିଲେ ଗୋଟେ ଜଜ୍ ହବାକୁ 👿👿😡😡😡

  • @loveodisha1740
    @loveodisha1740 2 роки тому +258

    ସମ୍ବିତ ର ପ୍ରଶ୍ନ-ଚକୁଳି ପିଠା ରେ କେତେଟା କଣା।
    ମୋ ଉତ୍ତର-ତୋ ଗାଣ୍ଡିରେ ଯେତେଟା କଣା😡

  • @cnku3602
    @cnku3602 2 роки тому +5

    Best journalist of odisha 😎😎

  • @gyanranjanmishra6842
    @gyanranjanmishra6842 2 роки тому +22

    The anchor is looking smarter than the so called actor...😂😂😂😜😜😜

  • @WellwisherShiva
    @WellwisherShiva 2 роки тому +191

    Very good reporter for questioning in a very logical way👌💓👍

    • @harish1508
      @harish1508 2 роки тому +5

      Nothing, it is a Scripted interview to convey audience that the judges were correct and they were following some script.

  • @Anweshahostelofficial
    @Anweshahostelofficial 2 роки тому +79

    ଚକୁଳି ପିଠା ର କେତେଟା କଣା IAS interview ରେ ଆସିଲେ, ସମ୍ବିତ ଅଜା Answer କହିଦେଲେ ଲେଖିଥିବା କାମରେ ଦେବ...😍😍

  • @debasishkamila3908
    @debasishkamila3908 Рік тому

    Good job reporter bhai.
    Bohut bholo lagila Bhai jonoko bholo questions pocharile.
    Aau toro movie kehi dekhibeni re Sambit.

  • @kanha1780
    @kanha1780 2 роки тому +19

    ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଏ ମାନଙ୍କୁ ଶୋ ରେ ଆଣିବା କଥା
    ସମ୍ବିତ୍ ସବୁ ଅଭି ନୟ କରୁଛି, ସେ ପକା ମା ଗୀଆ

  • @toffeethec.pomirian5090
    @toffeethec.pomirian5090 2 роки тому +41

    Jai ODIA BHAINA🤣🤣🫥 Jou bhai mane support karuchnti LIKE karantu 👍👍😄 ou Recent NATIA COMEDY😄

  • @pradoshkumar7833
    @pradoshkumar7833 2 роки тому +44

    ଯଦି ତମେ ମାନେ ନିଜ ଇଚ୍ଛା ରେ ପ୍ରଶ୍ନ ପଚାରୁନ.. କହୁଛ ଜେ ଚ୍ୟାନେଲ ଇଚ୍ଛା ରେ ସବୁ ହଉଚି.ତାହେଲେ ଆଉ ବିଚାରପତି ହୁଅନି କାରଣ ଆଗ ଚ୍ୟାନେଲ ବିଷୟରେ ସବୁ ଭଲ ଭାବରେ ଜାଣିଦିଅନ୍ତୁ ତାପରେ ବିଚାରପତି ହେବେ.ନହେଲେ ଆଗକୁ ବି ଆହୁରି ଖରାପ ପ୍ରଶ୍ନ ପଚାରିବେ ଆଉ ସେତେବେଳେ ବି କହିବେ ଜେ ଚ୍ୟାନେଲ ର ପ୍ରଶ୍ନ ଥିଲା ବୋଲି.

    • @indianboypravat5609
      @indianboypravat5609 2 роки тому

      ନିଜେ ଭୁଲ କରିବେ କିଛି ଦିଶୁନି ଚାନେଲ ନାଆ ରେ ଦେଇଦେବେ କାଉ ଖାଇବା ପଣସ ବାଗ ମୁଣ୍ଡରେ ଅଠା ସେ ଶଳା ଚାନେଲ୍ ସେଇଆ ତାଙ୍କୁ ହିରୋ କରି ଛାଡ଼ିବେ

    • @_Visha7882
      @_Visha7882 2 роки тому

      Hn bhai thik kathaa

  • @manamohanpujari5581
    @manamohanpujari5581 2 роки тому +6

    Such a intelligent journalist

  • @pranamcreation2222
    @pranamcreation2222 2 роки тому +47

    ନାରୀ କୁ ସଂମ୍ମାନ ଦେବା ଶିଖ। ଚପଲ ରେ ମାରିବାକୁ ଇଛା ହେଉଛି।

  • @njcreation7604
    @njcreation7604 2 роки тому +228

    Yara ଓକାତ୍ ନାଇ ମ judge ହେବାକୁ

  • @b.b6021
    @b.b6021 2 роки тому +106

    We need this type of reporter 👍👍👍🙏🙏

  • @mrnoobartist143
    @mrnoobartist143 2 роки тому +1

    funny moment of the video "hot" 🤣😂🤣🤣
    sir it's not "hot" it's "hurt" 🤣🤣🤣😂

  • @kahijanilekathasundar
    @kahijanilekathasundar 2 роки тому +30

    ତୁ ଭଲ ଫିଲ୍ମ କରିଚୁ ନା, ମୋ ବାଣ୍ଡ କରିଚୁ ବେ
    ଗୋଟେ ଝିଅ ଭଲ ଉତ୍ତର ଦେଇ ଥିଲା, କଟକ ନା କାହିଁକି କଟକ ହେଲା, ତାକୁ ତୁ କି ଉତ୍ତର ଦେଇ ଥିଲୁ ମନେ ପକା, ତୁ କହିଲୁ ତାକୁ, ସେ ଝିଅ ର କୁଆଡେ over ହେଇ ଗଲା, ତୁ ଶଳା ଟି ଯାହା କହିଲୁ ତୋର over ହେଲାନି କି, ତାଳ ଗଛ କୁ ବାଳ ଫୋପାଡି ଲା ଭଳି କଥା କହନି ରେ, ବେଲଯ୍ୟା

  • @Manoj-un8vn
    @Manoj-un8vn 2 роки тому +49

    କେବେ ଥରେ ଭାବିଚ, ଗୋଟେ ଗରିବ ଝିଅ କୁ, ଏମିତି କୋଷଚିନି ପଚାରିଲେ, ତାରତ ମନ ଦୁଖ ହେବ ହେବ
    ଲୋକ ମାନେ ବି ତୁମଙ୍କୁ ଖରାପ ଭାବିବେ.......

  • @Ak47vlogs270
    @Ak47vlogs270 2 роки тому +58

    ଚକୁଳିରେ କେତେଟା କଣା "ଚକୁଳି ଖାଇବା ଲୋକ ବିନ୍ଧ କାଇଁ ଗଣୁଛ " ଏମିତି କିଏ ans ଦବ ଦେଲେ ବି ଏମାନେ କହିବେ ତୁମେ ବାହୁତ advance ତୁମେ ବାହୁତ over........ମିଛ କଥା ଏମିତି କିଏ qstn ଲେଖିଛି..... ମନ ମନେ ଏମିତି qstn କରି ଝିଅ ଛୁଆଙ୍କୁ trol କରିବା ଏମାନଙ୍କ କାମ 🙁🙁🙁

  • @sanusworld..2554
    @sanusworld..2554 2 роки тому +2

    ଏଣେ କହୁଚୁ, ତୁ ନିଜକୁ ନିଜେ କିଛି କହିନୁ, ପୁଣି କହୁଚୁ ନିଜକୁ ନିଜେ ୧୦ ମାର୍କ ଦେବୁ.. ବେଲଜ୍ୟା

  • @Flechu97
    @Flechu97 2 роки тому +21

    ଆରେ ଭାଇ ଏଇ ସ୍ବାର୍ଥପର ଦୁନିଆଁ ରେ କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡିବ ଆପଣ ପାଇଥିବା ଦର୍ଶକଙ୍କ ଭଲ ପାଇବା ହରାଇ ଚାନେଲ ବାଲାଙ୍କ ଠୁ ଟଙ୍କା ପାଇଲେ।🥲🥲🥲

  • @JuelRout
    @JuelRout 2 роки тому +59

    ଭାଇ ବହୁତ୍ ମିଛ କହୁଛ ।
    ବହୁତ୍ ଅବାନ୍ତର କଥା କହି troll କରିଛ ।

  • @chinkuchoudhury8692
    @chinkuchoudhury8692 2 роки тому +1

    What is reality show?

  • @babunamallick5594
    @babunamallick5594 2 роки тому +77

    ସୌଭାଗ୍ୟ ଭାଇ ମୁଁ ଆପଣଙ୍କର ଜଣେ ପ୍ରସସଂଙ୍କ.
    ସମ୍ବିତ୍ ଙ୍କର୍ ଏଇ ସାକ୍ଷାତ କର ମୁଁ ଦେଖିଲି.
    ଆପଣଙ୍କର ଉପସ୍ଥାପନା ଟି ଭଲ ଲାଗିଲା.
    ସମ୍ବିତ୍ କହିଲେ ଯେ ଚ୍ୟାନେଲ୍ ବାଲା ଟଙ୍କା ଖର୍ଚ୍ଚ କରୁଛନ୍ତି ଆମକୁ ଯାହା କହୁଛନ୍ତି ଏବଂ ଯାହା ପ୍ରଶ୍ନ ଦେଇଛନ୍ତି ଆମେ ତାହା ଝିଅ ମାନଙ୍କୁ ପ୍ରଶ୍ନ କରୁଛୁ.
    ଏଇ କମେଣ୍ଟ ମାଧ୍ୟମରେ ମୁଁ ସମ୍ବିତ୍ ଙ୍କୁ ପଚାରୁଛି ଚ୍ୟାନେଲ୍ ବାଲା ତାଙ୍କ ଟିଆରପି ପାଇଁ ଯାହା କହିବେ ଆପଣ ସେଇଆ କରିଦେବେ?
    ଆପଙ୍କର ଟିକେ ବି ସାଧାରଣ ଜ୍ଞାନ ନାହିଁ କି?
    କୋଉଟା ଠିକ୍ କୋଉଟା ଭୁଲ୍ ଜାଣି ପାରୁନାହାନ୍ତି କି?
    ଯଦି ଜାଣିପାରୁନାହାନ୍ତି ତାହେଲେ ଯାନ୍ତୁ ଆମ ଓଡିଶାର ଗର୍ବ ଓ ଗୌରବ ସୁପର୍ ଷ୍ଟାର୍ ସିଦ୍ଧାନ୍ତ ମହାପାତ୍ରଙ୍କ ପାଖରୁ କିଛି ଜ୍ଞାନ ଶିଖି ଆସନ୍ତୁ.
    ତା ପରେ ରିଅଲିଟି ସୋରେ ଆପଣ ଭଲ ଜଜ୍ ହେଇପାରିବେ.

  • @janakipusti655
    @janakipusti655 2 роки тому +34

    Reporter's questions is mast

    • @janakipusti655
      @janakipusti655 2 роки тому +3

      Sambit please answer
      Barabati sadium ra mundi kia marithile

    • @makworld5028
      @makworld5028 2 роки тому

      @@janakipusti655 🤣🤣🤣🤣

  • @rajakishoredalai5517
    @rajakishoredalai5517 2 роки тому +35

    ସେ ଜ୍ୟୋତି ଗୋଟେ ପାଗଳ, ବେଲଜ୍ୟା, good anchor bhai

  • @RajeshKumar-zj9xv
    @RajeshKumar-zj9xv 2 роки тому +41

    ଏମାନେ ଜଜ୍ ହେବାର ଯୋଗ୍ୟତା ହିଁ ନାହିଁ ...... କଥା କହିବା ର ଜ୍ଞାନ ନାହିଁ ଆଉ ଜଜ୍ ଦେଖେଇ ହୁଅନ୍ତି..... ସଲେ ମୂରୁଖ......

  • @abcdefg-ff3pr
    @abcdefg-ff3pr 2 роки тому +2

    Soubhagya bhai superb 👌👍👍👍

  • @runumohapatra5825
    @runumohapatra5825 2 роки тому +36

    ଏମାନେ judge ହେବା ପାଇଁ ଯୋଗ୍ୟ କି?judge heithile ଏଭଳି questions pacharantini.

  • @prasantpattnaik7343
    @prasantpattnaik7343 2 роки тому +44

    ଏମାନେ ସ୍ୱୀକାର କରୁଛନ୍ତି ଆମେ ବିଚାରପତି ପାଇଁ ଉପଯୁକ୍ତ ନୁହେଁ channel ମାଲିକ ଯାହା କହୁଛନ୍ତି ଆମେ ମାନିବାକୁ ବାଧ୍ୟ! ଏଭଳି third class ପ୍ରୋଗ୍ରାମ ରୁ ଓହରି ଯାଉନାହାନ୍ତି କାହିଁକି?

  • @DailyBeats07pn
    @DailyBeats07pn 2 роки тому +10

    OMG 😱😃😃.. finally news re... I'm happy 😊😁 now

  • @bikashedit0069
    @bikashedit0069 2 роки тому +1

    best Journalist for this question

  • @dinabandhumandala4187
    @dinabandhumandala4187 2 роки тому +22

    Action ନେଲେ କାହା ଉପରେ ନେବୁ
    ସାରା ଓଡିଶା ଲୋକ ତୋ ଉପରେ ରାଗିକି ଅଛନ୍ତି
    ସାରା ଓଡିଶା ଉପରେ action ନିଏ ତାପରେ ଜାଣିବୁ

  • @Sanjaysir0D
    @Sanjaysir0D 2 роки тому +39

    ତମେ ............ Judges.. ତମର ଆଊ ....... Star ଜ୍ୟୋତିର ମୁଣ୍ଡ ତ ଅଛି ହେଲେ ସେଥିରେ ମସଲା ନାହିଁ.... Question ରେ କିଛି ମନ୍ଦ ନାହିଁ... ତମ question ପଚାରିବାର ଶୈଳୀ ଟା ଠିକ ନଥିଲା