Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଆପଣଙ୍କ ତର୍ଜମା ଯଥାର୍ଥ ଅଟେ ଧନ୍ୟବାଦ
ଜୟ ଶ୍ରୀ ଜଗନ୍ନାଥ 🙏🌹।
ପ୍ରଧାନମନ୍ତ୍ରୀ , ରାଷ୍ଟ୍ରପତି ବାରମ୍ବାର ଆସୁଛନ୍ତି।ସାତ ମାସ ହେଲା ଏ ସରକାର ଖାଲି ନାଟକରେ ମାତିଛନ୍ତି। କିଛି ବି କାମ କରୁ ନାହାନ୍ତି। ଲୋକେ ଗୋଟିଏ ସରକାର ଅଛି କି ବୋଲି ପ୍ରଶ୍ନ କଲେଣି।ସବୁ ବିଭାଗ ମନମାନି କଲେଣି। ମନଇଛା ବିଦ୍ୟୁତ କାଟ ହେଉଛି। ଜଳଯୋଗାଣ ରେ ବ୍ୟାଘାତ। ଏମିତି ଅନେକ ।ଆଉ କେତେ ଦିନ ଗଲେ ଏ ସରକାର ଠିକ କାର୍ଯ୍ୟ କରିବ?
☀️ଦେଖୁ ଦେଖୁ ୫ ବର୍ଷ ବିତିଯିବ..ଶାଗ କି ଖଡା ସିଝିବନି ଆଜ୍ଞା,,,,,😂😂😂😂😂😂😂😂😂😂😂😂
To mota banda taku kati panire sijeile sijijiba tapare tu luna dei kamudi kamudi khaebu 😂😂😂😂😂
ଯେ ପର୍ଯ୍ୟନ୍ତ ଚାଷ ଓ ଚାଷୀଙ୍କୁ ଉଚିତ ସ୍ଥାନ ଦିଆ ନଯିବ ସେତେ ପର୍ଯ୍ୟନ୍ତ ଦରଦାମକୁ କଣ୍ଟ୍ରୋଲ କରି ହେବନି
ସାଦର ପ୍ରଣାମ, 🙏କଥାରେ ଅଛି, " ବାପ ଲଗାଇଲେ ତାଳ, ନାତିକୁ ହୁଏ କାଳ.. " ବିଗତ ସରକାରର ବିଫଳ ଯୋଜନାର କୁଫଳ ବର୍ତମାନର ସରକାର ତଥା ଜନସାଧାରଣ ଭୋଗୁଛନ୍ତି... ଏଣୁ ବର୍ତମାନର ସରକାର ଆଇନ - ଶୃଙ୍ଖଳା ତଥା ଦରଦାମ ଉପରେ ଧ୍ୟାନ ଦେବେ ବୋଲି ଆଶା କରୁ.. ଜୟ ଶ୍ରୀରାମ 🙏🙏🙏
ସାର ପ୍ରଣାମ. ଆପଣ ଠିକ କହିଛନ୍ତି. ଏ ସରକାର ଦୁଇଟି ବିଷୟ ଅତ୍ୟନ୍ତ ଗୁରତ୍ୱପୂର୍ଣ. ଦରଦାମ ଏବଂ ଅଇନି ଶୃଙ୍ଖଳା. ମୋହନ ସରକାତୁରନ୍ତ ଅତି ପ୍ରତି ଦୃଷ୍ଟି ଦେଲେ ଆସନ୍ତା ନିର୍ବାଚନ ପାଇଁ ପଥ ପରିଷ୍କାର ହେଇଯିବ. ଯାହା ମୋହନ ବାବୁ ବିଚାର କରିବେ. ଜୟ ଶ୍ରୀରାମ..
ଖାଲି ମନ ଗଢା କାହାଣୀ ଶୁଣାଉଛନ୍ତି
ଡବଲ ଇଂଜିନି ସରକାର ଡବଲ ସବୁ ଦ ମ୍ଦଦର,ଆହୁରି ଦରକାର ଆଉଗୋଟିଏ ସରକାର,ବିଜେପି ତୁମେ ଅପେକ୍ଷାକାର.
ମହାଶୟ ମଜୁରି ବୀ ବହୁଗୁଣରେ ବଢୁଛି।
ସୁନ୍ଦର୍ ଚର୍ଚ୍ଚା
💠 ସାମ୍ପ୍ରତିକ ପରିସ୍ଥିତିରେ ସବୁଠୁ ଭଲ ହେବ ଆଜ୍ଞା,, ସମ୍ମାନୀୟ ଝାରସୁଗୁଡ଼ା ବିଧାୟକ ଡଃ ଟଙ୍କଧର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀ କରିବା.. ଶିକ୍ଷିତ, ବିଚକ୍ଷଣ ବୁଦ୍ଧି, ବିଜେପିର ମୁଖପାତ୍ର,ଦୂରଦୃଷ୍ଟି ସମ୍ପନ୍ନ ସବୁ ଦୃଷ୍ଟିରୁ ଭଲ..🙏💐🌹🌸❣️
ଆଇନ ଶୃଙ୍ଖଳା ବିଷୟରେ ସରକାରଙ୍କୁ ଶକ୍ତ ହେବାକୁ ପଡିବ। ଚୋର, ହତ୍ୟାକାରୀଙ୍କ ମନରେ ଭୟ ସଂଚାର କଲା ପରି ପଦକ୍ଷେପ ନେବାକୁ ପଡିବ ।
ଜୟ ଶ୍ରୀ ଜଗନ୍ନାଥ
ସାମ୍ବାଦିକ ନ ହୋଇ ଗୋଟିଏ ଦଳ ପାଇଁ ପ୍ରଚାର କଲେ ଭଲ
Badhuchi ki point taa kahuchi ta
ବର୍ତ୍ତମାନ ଓଡିଶାର ଗ୍ରାମ୍ୟମାନଙ୍କରେ ଯୁବଗୋଷ୍ଟି ଚାଷ ବିମୁଖ ହେଲେଣି, କାରଣ ଚାଷ ପାଣିପାଗ ଉପରେ ସମ୍ପୂର୍ଣ୍ଣ ନିର୍ଭୟ କରିବାକୁ ପଡୁଛି, ପାଣିପାଗ ସନ୍ତୁଳନ ଠିକ ନଥିବାରୁ ଚାଷରେ କ୍ଷତି ହେଉଛି, ଦ୍ୱିତୀୟତଃ ପୋଲିସ ବିଭାଗକୁ ଘରୟିକରଣ କଲେ ବୋଧହୁଏ ଆଇନଶୃଙ୍ଖଳାରେ ସୁଧାର ଆସିପାରେ /
ବର୍ତମାନ ସରକାର୍ ଙ୍କ ପାଇଁ ଦରଦାମ ନିୟନ୍ତ୍ରଣ,ଆଇନ ଶୃଙ୍ଖଳା ରକ୍ଷା , ଦୁର୍ନୀତି ରୋକିବା ,ପୂର୍ବ ଦୁର୍ନୀତିର ତଦନ୍ତ କରିବା,ଦଳ ପାଇଁ ତ୍ୟାଗ କରିଥିବା ଅସଂଖ୍ୟ ବିଜେପି କର୍ମୀ ଓ ନେତାଙ୍କୁ ବିଭିନ୍ନ ପଦବୀରେ ଥଇଥାନ କରିବା ମୁଖ୍ୟ ପ୍ରସଙ୍ଗ ହେବ ।
ସ୍ୱାଗତଯୋଗ୍ୟ ଚେତାବନୀ
ଆଗରୁ ବିଦ୍ୟାଳୟରେ ସରସ୍ଵତୀ ପୂଜା ରେ ଯେଉଁ ଭୋଜି ହେଉଥିଲା ଏବେ ବି ସେହି ଭଳି ଭୋଜି ହେଉଛି। ଅଧିକ ହେଉଛି କ୍ଷୀରି ବସୁମତୀ ଚାଉଳ ରେ । ଗ୍ରାମାଞ୍ଚଳରେ ପରିବା ଦର ସହରାଞ୍ଚଳ ଅପେକ୍ଷା କମ୍ ଅଛି ।ଅର୍ଥକାରୀ ଫସଲ ଉପରେ ସରକାର ଅଧିକ ଗୁରୁତ୍ବ ଦେବା ଆବଶ୍ୟକ।ଅଧିକ ଅମଳ ହେବ ।ଯାହାଦ୍ୱାରା ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ଯ ଉପରେ ନିର୍ଭର କରିବେନି ।
ଶୀତଳ ଭଣ୍ଡାର ଓ ଆଳୁ ମିସନ୍ ବିଜେପି ସରକାର ର ପ୍ରଥମ ଚେଷ୍ଟା ହେଉ l
ଶିଷକ ମାନଙ୍କ ଇଛା ଶକ୍ତିର ଅଭାଵ
ଆପଣ ଭଲ କହୁଛନ୍ତି ପୋଲିସ ଦାୟି ହେବେ ହେଲେ ସରକାର ଦାୟୀ ନୁହଁନ୍ତି ଆପଣ କେବଳ ବିଜେଡ଼ି ବିଜେଡ଼ି ହେଉଛନ୍ତି ବିଜେପି ପ୍ରତି ଏତେ ନରମ କଣ ପାଇଁ କିଛି କହିବେ ଏ ବିଷୟରେ ମୁଁ ଆପଣଙ୍କ ଭିଡିଓ ଦେଖେ କିନ୍ତୁ ମୋତେ ଲାଗୁଛି ଆଉ ଦେଖିବିନି କାରଣ ଆପଣ ନିରପେକ୍ଷ ଆଲୋଚନା କରୁନାହାଁନ୍ତି
Right thik kahichanti apana
Thik katha ye takla BJP ra chamcha@@bankunanayak2601
Right 👍🏻
ଯେଉଁ ମାନେ ପାଣ୍ଡିଆନ ୨ ହେଉଛନ୍ତି ସେମାନେ ଵୁଝିଛନ୍ତି ରାଜ୍ୟରେ ପାଣ୍ଡିଆନ ଏକମାତ୍ର ଗୋଟିଏ ଖରାପ ଲୋକ ଆଉ ସମସ୍ତେ ଭଲ !
ମାଗଣା ବ।ଣ୍ଟି ବା ବନ୍ଦ ନ କଲେ ନ ଚାଷ ହେବା ନ। ଦରଦାମ୍ କମିବ। ପଇସା କୋଉଠୁ ଆସିବ?
ପୂର୍ବ ବିଜେଡି ସରକାର ଲୋକମାନଙ୍କୁ ମାଗେଣା ଖୁଆଇ ଖୁଆଇ କୋଢ଼ିଆ କଲା ସେଥିପାଇଁ ଲୋକ ଆଉ ଚାଷ କଲେ ନାହିଁ ଯାହାର ଫଳ ଆଜିର ଏଇ ଦରଦାମ ବୃଦ୍ଧି। ବିଜେପି ସରକାର କୁ ସମୟ ଦିଆଯାଉ ଆଉ ବର୍ଷେ କି ଦୁଇ ବର୍ଷ ଯଦି ଏମିତି ଦରବୃଦ୍ଧି ଲାଗି ରହେ ତାହେଲେ ଆମେ ବିଜେପି କୁ ଦୋଷ ଦେଇପାରିବା ଆଉ ବାକି ରହିଲା ଆଇନ ଶୃଙ୍ଖଳା କଥା ମତେ ଲାଗୁଚି କିଛି ପାଣ୍ଡିଆନ୍ ପନ୍ଥି ଅଫିସର୍ ମୋହନ ସରକାର ଙ୍କୁ ବଦନାମ୍ କରିବାକୁ ଚାହୁଁଛନ୍ତି ବେଳ ଥାଉ ଥାଉ ସେମାନଙ୍କୁ ସାବାଡ କରାଯାଉ ନହେଲେ ଆଗକୁ ଅସୁବିଧାରେ ପଡ଼ିବେ ମୋହନ ସରକାର😢।
ରସୁଣ ଟିକେ ବଢ଼ିଛି କି ଦେଶି ବଢ଼ିଛି ଠିକ୍ରରେ କୁହନ୍ତୁ
Nirata Satya Katha
ଆପଣ ଜଣେ ବରିଷ୍ଠ ଏବଂ ଅନୁଭବୀ ସାମ୍ବାଦିକ ସେଥି ପ୍ରତି ଆପଣଙ୍କ ପାଇଁ ଯଥେଷ୍ଟ ସନମାନ ଏବଂ ଭଲ ପାଇବା ଅଛି କିନ୍ତୁ ଆପଣ ଛାତିରେ ହାତ ରଖି କହିଲେ ଆପଣ ବିଜେପି ପାଇଁ ନରମ ଆଉ ବିଜେଡି ପାଇଁ ଏତେ ଅସନ୍ତୁଷ୍ଟ କଣ ପାଇଁ ଏହା କଣ ଆପଣଙ୍କ ର ନିର୍ଭାକତା
ମୋଟା ଆକାର ରେ ମିଳିଲେ ଭଲ ଭଲ ଙ୍କ ର ମୁହଁ ବଙ୍କା
ପନିପରିବା ଚାଷ ଓଡ଼ିଶାରେ ପ୍ରାଧାନ୍ୟ ପାଉନି, ତେଣୁ ଏହାର ଦାମ ଉଚ୍ଚା ରହୁଛି ସାଧାରଣତଃ । ସରକାରଙ୍କୁ କିଛି ପ୍ରୋତ୍ସାହନ ଯୋଜନା କରିବାକୁ ପଡିବ।
ଯେଉଁ ମାନେ ଏବେ ଦରଦାମ କୁ ନେଇ ଆନ୍ଦୋଳନ କରୁଛନ୍ତି ତାଙ୍କ ଅମଳ ରେ କଣ ଦରଦାମ କମ୍ ଥିଲା କି? Month wise BJD ଅମଳର ବିଜେପି ଅମଳର ପରିବା ଇତ୍ୟାଦିର compairtive statement କୁ ନବୀନ ଦାସ ବାବୁ ଦେଖେଇ ଦେଲେ କିଏ ଭଲ ଓ କିଏ ଭେଲ ଜଣାଯିବ।
ଆରେ ସାମ୍ବାଦିକ ଭାଇ ସେହିଦର ଟା କେତେ ଦିନ ଲାଗି ରହିଥିଲା ସେ କଥା କୁହ ଆଉ ଏବେ ଦର କେତେଦିନ ଲାଗି ରହିଛି
ଆମେ ମଧ୍ୟ ଇଂରାଜୀ ସ୍କୁଲ ରେ ପଢିଲା ବେଳେ ପୂଜା ଚାନ୍ଦ ମାତ୍ର ଦୁଇ ଟଙ୍କା ଥିଲା. ଭାତ, ଡାଲମା, ଖଟା ଓ ଖିରି ହେଉଥିଲା. ହେଡ଼ ସାର ଥିଲେ ବୋଲଗଡ ନିକଟରେ ଥିବା ଚୁଡା ଗାଁ ର
ଜୟ ଜଗନ୍ନାଥ ଯୁଗ ବର୍ତ୍ତମାନ କହୁଛି yogi ଶାସନ ଦରକାର । କାରଣ ବିଗତ ୨୪ ବର୍ଷ ର ଶାସନ କାଳରେ ଦୁର୍ନିତି ଏତେ ବଢ଼ି ଯାଇଥିଲା ବୋଲି ଲୋକେ ବିଜେପି କୁ ବିଶ୍ୱାସ କଲେ ଯଦି ଏମିତି ଚାଲେ ତାହେଲେ ମୋହନ ସରକାର ବର୍ବାଦ ହବା ପାଇଁ ସମୟ ଲାଗିବନି। ଜୟ ଶ୍ରୀ କ୍ରୀଷ୍ଣା
❤❤❤ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 1ଷ୍ଟ
ଦର ଦାମ ବୃଦ୍ଧି ର ଅନ୍ଯ ଏକ କାରଣ ଯେ ଆମେ କିଛି ଉତ୍ପାଦନ କରିବୁ ନାହିଁ କିନ୍ତୁ ସବୁ କିଛି କିଣିବୁ,ଏଭଳି ମାନସିକତା ନେଇ ଆମେ ସମାଜରେ ଚଳୁ ଅଛୁ ।ଆଇନ ଶୃଙ୍ଖଳା ପରିସ୍ଥିତି କେତେକ ସ୍ଥଳେ ସରକାରଙ୍କୁ ବଦନାମ କରିବା ପାଇଁ ଜାଣି ଶୁଣି ସୃଷ୍ଟି କରା ଯାଉଅଛି ।
ପରିବା ଦର ବଢିଲେ ଚାଷୀ ଉପକ୍ରୁତ ହେବେ, ପରିବା ଦର ବଢିବା ଟା ସ୍ୱାଗତଯୋଗ୍ୟ
Mgh chasi panipariba hata re bikuchi ki bepari bikuchi
Sir, You are right . Price rising, inaction to corrouption, & law Order situation will loss BJP.
✳️ absolutely right you Sir...👍
ଶୀତଳ ଭଣ୍ଡାର ବି ଅସ୍ମୀତା ସରକାର ପାଇଁ ଶୀତଳ। ଏବେ ବି ଅସୁବିଧା ପାଇଁ ଅନ୍ଯ ମାନଙ୍କୁ ଦୋଷ ଦେବା ଏକ ରାଜନୀତିର ମନ୍ତ୍ର।
ସାର ପ୍ରଣାମ 🙏🌹
କିଛିବି ଗପ କହି ଲୋକଙ୍କୁ ଭୁଆଁ ବୁଲାଇବା କଥା
Right❤❤❤
କିଛି ହେବନି, ଯଥା ପୂର୍ବଂ ତଥା ପରମ
ବିଜେପି ଶାସିତ ରାଜ୍ୟ ମାନଙ୍କରେ ମୁଦ୍ରା ସ୍ଫିତୀ ଓ ଦରବୃଦ୍ଧି ମାତ୍ରା ଅଧିକ ଯାହା ଏବେ ଓଡ଼ିଶା କୁ ଗ୍ରାସ କରିଛି 😢 ସଂସଦ ପରିସରରେ ଦର ବୃଦ୍ଧି ପାଇଁ ଆଲୋଚନା ପ୍ରସ୍ତାବ ଗୃହୀତ ହେବାକୁ ଦିଆ ଯାଉ ନାହିଁ କେବଳ Hindu in danger agenda ସର୍ବ ସମ୍ମୁଖରେ ଉତଥା ପନ କରି ଭୋଟ bank 🏦 ସୃଷ୍ଟି କରିବା ପ୍ରୟାସ ଜୋରଦାର ଏ ବିଜେପି ସରକାର କର୍ମକାଣ୍ଡ ମଧ୍ୟବିତ୍ତ ଗରିବ ଓ ଗରିବ ଙ୍କୁ ଭିକାରୀ ସଜେଇବା ଏ ସରକାର କାମ😂
ଚାଷକୁ ଶିଳ୍ପ ହିସାବରେ ଗ୍ରହଣ କରି କିଛି ଅନୁଦାନ ଦେଲେ ଦରଦାମ ନିୟନ୍ତ୍ରଣ କୁ ଆସିପାରେ
ଆଜ୍ଞା ନମସ୍କାର। 2024 ମସିହା ଇଲେକ୍ସନ ଛ ମାସ ପୂର୍ବରୁ ମଧ୍ୟ ରସୁଣ ଦର 250gm କୁ 70 ଟଙ୍କା ଭି ଥିଲା। କିନ୍ତୁ ଖାଇବା ତେଲ ଦର ବହୁତ ବଢ଼ି ଯାଇଛି।
To maa biaa katha tiye kahilu and manilu j dara dam badhichi boli
ବଜାର ଦର ସଦାବେଳେ market forces ଯଥା supply & demand decide କରେ
ବଡ଼ ବୋହୁ ହୋଇଥିବାରୁ ଘର ଦାୟିତ୍ଵ ଠିକ୍ ଭାବରେ ନିର୍ବାହ ନକଲେ ଡାଇଭୋର୍ସ ୧୦୦% ଥୟ।
Nahin das rajniti karuchanti
ଲଙ୍କାରେ,ହରି ସମ,ସବଦ
ପୂଜା ଚାନ୍ଦା ଆଉ କରାଯାଉନାହିଁ । ଆଜିକାଲି ତ ସବୁଦିନେ ସ୍କୁଲରେ ଭୋଜି । ଡୁଇ ଦିନ ଅଣ୍ଡା ଭୋଜି, ଦୁଇ ଦିନ ମିଲମେକର ଭୋଜି, ଦୁଇ ଦିନ ଡାଲମା ଭୋଜି ।
ଆଉ କେତେ ଗପ ଶୁଣାଇବେ
ବିଜେଡ଼ି ବିଜେପି / ମୋହନ ନବୀନ ପାଣ୍ଡିଆନ୍ ଆଉ ଧର୍ମେନ୍ଦ୍ର ଭିତରେ ଆପଣ ସୀମିତ ନରହି ଲୋକଙ୍କ କଥା କୁହନ୍ତୁ। ନେତା ମନ୍ତ୍ରୀ ଆଉ ସାମ୍ବାଦିକ ମାନଙ୍କୁ ଏ ଦର ବାଧିବନି କାରଣ ଆପଣମାନଙ୍କର ଉପୁରି ପଇସାରେ ଘରେ ଚଳେ । ଦରଦାମ୍ ଆଜିର ପ୍ରସଙ୍ଗ ନୁହେଁ ଆଗରୁ ଅଛି ବିଜେଡି ଚୁପ୍ ଥିଲା କାରଣ କ୍ଷମତା ଉପଭୋଗ କରୁଥିଲା । ଏବେ ବିଜେପି ସେଇ ରାସ୍ତାରେ। ଆଉ ଏ ଯୋ ସାମ୍ବାଦିକ ତାଙ୍କର ତ 'ଯୁଆଡେ ବର୍ଷା ସିଆଡ଼େ ଛତା' ନ୍ୟାୟ। ପ୍ରବାସୀ ଭାରତୀୟ ମାନେ ତମକୁ ଛାଡ଼ି ପଳେଇଲେ କିନ୍ତୁ ତମେ ତାଙ୍କୁ ଛାଡ଼ିପାରୁନ କାରଣ କଣ ?? ପ୍ରବାସୀ ଓଡ଼ିଆଙ୍କ ପାଇଁ କଣ କରିଚ ? ଦାଦାନ ଉପାଧି ଦେଇ ମାନସିକ କଷ୍ଟ ଦେଇନକି ? ଲୋକଙ୍କ ପାଖରେ ଯଦି ପ୍ରତ୍ୟକ୍ଷ କ୍ଷମତା ଥାଆନ୍ତା ତମମାନଙ୍କ ତଣ୍ଟି କଣାକରି ପାଇଥାଆନ୍ତେଣି ।
Today I purchased 5nos Phulkobi in Rs 50 at BDS colony Chandrasekhar Bhubaneswar
ମୋହନ ସରକାର ସତର୍କ ଘଣ୍ଟି ବାଜିବା ଆରମ୍ଭ ହେଲାଣି ସାବଧାନ।
Jay Jagannath sir namaskar apana jaha kahuchanti absolutely right 🙏🙏
ପନି ପରିବା ଦରଦାମ ବୃଦ୍ଧି ଯୋଗୁଁ ପୁଜାରେ ଭୋଜି ବନ୍ଦ ଏକଥା ନାହିଁ ଭାଇ ଭୋଜି ହାଇସ୍କୁଲ ରେ ହେଉନଥଲା। ତା ସାଂଗକୁ ସରକାରଙ୍କ ଛାଟ। ଆମେ ଶ୍ରୀ ପଞ୍ଚମୀ (ସରସ୍ବତୀ ପୂଜାରେ) ଅବଧାନ ଙ୍କ ସହ ସକାଳୁ ସକାଳୁ ନଦିରେ ସ୍ନାନ ସାରି ଶ୍ରୀ ଫଳ ଏବଂ ରଂଗୀନ ବେତ ଧି ଧରି ଦୁଇଦିନ ଛାତ୍ର ଛାତ୍ରୀ ମାନଙ୍କ ଘରକୁ ( ଅଭିଭାବକ) ଯାଇ ଶ୍ରୀ ପଞ୍ଚମୀ ଗିତ ଗାୟନ କରି ( ଅବଧାନ ଙ୍କ ସହ) ବୁଲୁଥିଲୁ ଅତି ଆନନ୍ଦ ରେ। ଅଭିଭାବକ ମାନେ ସସ୍ରଧାରେ ଯାହା ଦେଉଥିଲେ ପୁଜାରେ ଲାଗୁଥିଲା । ସରକାରଙ୍କ ଛାଟ ରେ ଏବେ ତାହା ସମ୍ପୂର୍ଣ୍ଣ ବନ୍ଦ । କେବଳ ମା'ଙ୍କ ପୂଜା ଟିକିଏ କରି ବିଦାୟ ଦେଉଛନ୍ତି । କେଉଁଠି ଟିକିଏ ଚୁଡାଘସା ହେଉଛି ତ କେଉଁଠି ପିଲା ନେଇଥିବା ଫଳ ପାଚିଲା ଭୋଗ ଦେଇ ଚଳେଇ ଦେଉଛନ୍ତି । 2. ମହଂଗା କଥାଟି ଠିକ୍ ନାହିଁ । ଏକଥା କେବଳ ରାଜନୌତିକ ଟିହାଇବା।
🎉🎉🎉
ଲୋକମାନଙ୍କର ନୈତିକତା ପତନ ହି law & order ପରିସ୍ଟିତିକୁ ନିୟନ୍ତ୍ରଣ କରେ
ମିଛ କଥା ଆମ ଉଲୁଣ୍ଡା ରେ ପନିପରିବା ଦର ବଢିଆ ଅଛି
ସରକାର ଭଲ ଆଳୁ ବିହନ ଦେଇଛନ୍ତି ବୋଲି ଡିଣ୍ଣିମ ପିଟିଲେ କିନ୍ତୁ ଆଳୁ ଅମଳ ହେଲେ କେଉଁଠି ରହିବ ସେ କଥା ଭୁଲି ଯାଇ ଛନ୍ତି, ଏ ନେତା ଗୁଡାକ ସାଧାରଣଲୋକଙ୍କୁ ବୋକା ଭାବି ଏମିତି ଫୁଟାଣିଆ କଥା କହୁଛନ୍ତି. ଲୋକେ ରାଗିଲେ ଏ ନେତାଙ୍କ ଚଉଦ ପୁରୁଷକୁ ପାଣି ଦେଇଦେବେ ଏ ନେତାମାନେ ଭାବୁନାହାନ୍ତି ,
JAI JAI SHREE JAGANNATH.
ଅହେତୁକ ଦରଦାମ ବୃଦ୍ଧି ଆଉ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏ ସରକାର ପାଇଁ ବିପଦ ର ଘଣ୍ଟି.
ଆପଣ ସାମ୍ବାଦିକ ନୁହେଁ ଆପଣ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ମୁଖପାତ୍ର ଏ କଥା ସମସ୍ତେ ଜାଣି ସାରିଲିଣି
Sir modi kebe desha ru jiba..bahut kama dina re sarbanas heba desha
Jayjaganath swami 🙏 ♥ ❤
As per this guy, BJP govt is doing all good....only others are at fault.
Tqq nabin babu
ଆଳୁ ପିଆଜ ଦର କମୁ ନାହିଁ
Maganakhia scheme lagi daradam badhuchi karana au kia chasa ku pasand karunahanti
Only solution cold storage but law and order situation is more precarious which is off previous govt
Very nice presentation 👏
Your points are very valuable for assesment the present situation
ଦରଦାମ ବୃଦ୍ଧି ପ୍ରସଙ୍ଗ ସବୁବେଳେ ରହି ଆସିଛି। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମୋହନ ସରକାର ଦୃଢ଼ ପଦକ୍ଷେପ ନେବାକୁ ପଡିବ। ଶୀତଳ ଭଣ୍ଡାର ନିର୍ମାଣ ପାଇଁଁ ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନେବା ଉଚିତ୍।
1st view and 1st comment
ଭାଇମାନେ ଓଡ଼ିଶାରେ ସବୁ ଜିଲ୍ଲା ରେ 20ଟଙ୍କାର ଜଳଖିଆ ମିଳୁଚି ,,,ବିଜେଡି ବଳ ବି ଜଳଖିଆ ଖାଉଥିବେ ବୋଧେ ,,,,ନା ନବୀନ ମାଗଣା ଦେଇ ଦଉ ଥିଲା,,,,ଚାଷୀଙ୍କ ପାଇଁ ନବିନର ଛାତି ଫାଟି ପଡୁଛି,,,ପନିପରିବା ଦର ବଢିଲେ କାହିଁକି ଆନ୍ଦୋଳନ କରୁଛି ,,,,,
ରୋଡ୍ ସୁରକ୍ଷା ବହୁତ ଖରାଫ ଓଡିଶା ରେ.
Sir rasun kouthi250gr 70
ଇଏ ଭାଇ ମୋହନ ସରକାର କଣ କରୁଛି, ପୁରା ଟାଇଟ୍ ହଉନି କାହିଁକି, କଣ ହିଞ୍ଜିଡ଼ା ବୋଲି ପରିଚୟ ଦଉଚି ନା କଣ
Sir u r most right thinking but why DG samilani
CM Majhi should incorporate some of Yogi's strategies into his administrative measures while dealing with crimes and criminals.
Thanks for the impartial assessment.
ପରିବା ରେଟ ସିନା କମିଛି ଡାଲି ତେଲ କଣ ରେଟେ କଣ କମିଛି କି ?
ଆରେ ନବୀନା , ଥରେ ୨୦୨୧ ଡିସେମ୍ବର ୨୮ ମାତ୍ର ଦୁଇ ବର୍ଷ ପଛକୁ ଅନା ।Times of india କ'ଣ ଲେଖିଥିଲା ଆଜି ତୁ କରୁ ବାହାନା ।ରେପ୍ ପରେ ରେପ୍ ମଡ଼ର୍ର ପରେ ମଡ଼ର୍ର ଡାଲି ଲୁଣ ପାଣି ଖଣି ସବୁଠିଁ ଦୁର୍ନୀତି । ଘୋଡ଼ାଉ ଥିଲୁ ତୁ , ନଜାଣି କିଛି ,ରାସ୍ତାରେ ଭୋକୁଛୁ ଆରେ ମହାମତି ?ବି:ଦ୍ର: ଯେପର୍ଯ୍ୟନ୍ତ କିଛି ଲୋକଙ୍କୁ ନ ଘାଣ୍ଟିଛନ୍ତି ସେପର୍ଯ୍ୟନ୍ତ ବିଜେପି ସରକାର ଅପଦସ୍ତ ହେଉଥିବ ।ମୋହନ ସରକାରଙ୍କୁ ଅନୁରୋଧ , ତେତେ ହବ୍ ମବ୍ ଡଗ କରୁଛନ୍ତି କରନ୍ତୁ କିନ୍ତୁ ଆଗ ଚାଷ ଚାଷୀ ଓ ସାଧାରଣ ଲୋକଙ୍କୁ ଦେଖନ୍ତୁ । ଯେଉଁମାନେ କି ସରକାର ଗଢ଼ିବା ଓ ଭାଙ୍ଗିବା ଲୋକ ।
Mohan Majhi team Kama jaiki sitala Bhandara are
Nice Jacket❤❤
Kichi hebani. Jia sarkaraku aasu.
Sir ପ୍ରଣାମ mu ଆପଣଙ୍କୁ ପୁରୀରେ ଦେଖିଚି ଷ୍ଟେସନ re ଆପଣ yellow colour କୁର୍ତା ପିନ୍ଧିଥିଲେ ଜୈ ଜଗନ୍ନାଥ
❤🙏❤JAY SRI JAGANNATH❤🙏❤ PRANAM SIR❤🙏❤SRUSTIRE JETEDINA JAYNE SRUYA CHANDRA ATTA JATTA HEUTHHIBE SETEDINA JAYNE SABU JINISARE DARADAB BADHIBA HI BADHHIBA KOU SARAKAR ASILE MADHYA DARADAM KAMIBA NAHINGE EHHA NIRATA SATYA ❤🙏❤LEKHATI KETE SATA KETE MICHHA APANA BICHARAKA❤🙏💐🙏❤
Very good✅👍🌹 congratulations to you🙏🙏🙏
Pani pariba dra badiba abshyk chasi vai r hansha patib nabin da 🎉
New Issue requirment Inragulity #Exam issue
ମନଇଚ୍ଛା କାହାଣୀ ଶୁଣାଇ ଜନତା ଙ୍କୁ ଭୁଆଁ ବୁଲାଉଛନ୍ତି
ବିଜେପି ମାନେ ବାହାପିଆ ଯାତ୍ରା ପାର୍ଟି, ଭିଡକୁ ନୁହେଁ l
ଗଣ୍ଠି ଛିଡ଼ି ଯିବ, ଅର୍ଚ୍ଚନା ନାଗ ଅଧ ଘଣ୍ଟା ରେ BJD ଭାଙ୍ଗି ଦେବି ଭଳିଆ ହବ ନାହିଁ ତ ?
Otv, argus, or ଏଗୁଡା m.m ସରକାର
Another reason of vegetable price hike reason may be due to climate irregularities. Because crops depend upon weather
Pls sir nirapekyha mata rakhantu. Nahele only bjp viewers rahi jibe. Sadharana loka etaku pasand karu nahanti
Jay shree jagannath
Police is mainly responcible for disturbance in Law n Order
Right katha
ଆପଣଙ୍କ ତର୍ଜମା ଯଥାର୍ଥ ଅଟେ ଧନ୍ୟବାଦ
ଜୟ ଶ୍ରୀ ଜଗନ୍ନାଥ 🙏🌹।
ପ୍ରଧାନମନ୍ତ୍ରୀ , ରାଷ୍ଟ୍ରପତି ବାରମ୍ବାର ଆସୁଛନ୍ତି।ସାତ ମାସ ହେଲା ଏ ସରକାର ଖାଲି ନାଟକରେ ମାତିଛନ୍ତି। କିଛି ବି କାମ କରୁ ନାହାନ୍ତି। ଲୋକେ ଗୋଟିଏ ସରକାର ଅଛି କି ବୋଲି ପ୍ରଶ୍ନ କଲେଣି।ସବୁ ବିଭାଗ ମନମାନି କଲେଣି। ମନଇଛା ବିଦ୍ୟୁତ କାଟ ହେଉଛି। ଜଳଯୋଗାଣ ରେ ବ୍ୟାଘାତ। ଏମିତି ଅନେକ ।ଆଉ କେତେ ଦିନ ଗଲେ ଏ ସରକାର ଠିକ କାର୍ଯ୍ୟ କରିବ?
☀️ଦେଖୁ ଦେଖୁ ୫ ବର୍ଷ ବିତିଯିବ..ଶାଗ କି ଖଡା ସିଝିବନି ଆଜ୍ଞା,,,,,😂😂😂😂😂😂😂😂😂😂😂😂
To mota banda taku kati panire sijeile sijijiba tapare tu luna dei kamudi kamudi khaebu 😂😂😂😂😂
ଯେ ପର୍ଯ୍ୟନ୍ତ ଚାଷ ଓ ଚାଷୀଙ୍କୁ ଉଚିତ ସ୍ଥାନ ଦିଆ ନଯିବ ସେତେ ପର୍ଯ୍ୟନ୍ତ ଦରଦାମକୁ କଣ୍ଟ୍ରୋଲ କରି ହେବନି
ସାଦର ପ୍ରଣାମ, 🙏କଥାରେ ଅଛି, " ବାପ ଲଗାଇଲେ ତାଳ, ନାତିକୁ ହୁଏ କାଳ.. " ବିଗତ ସରକାରର ବିଫଳ ଯୋଜନାର କୁଫଳ ବର୍ତମାନର ସରକାର ତଥା ଜନସାଧାରଣ ଭୋଗୁଛନ୍ତି... ଏଣୁ ବର୍ତମାନର ସରକାର ଆଇନ - ଶୃଙ୍ଖଳା ତଥା ଦରଦାମ ଉପରେ ଧ୍ୟାନ ଦେବେ ବୋଲି ଆଶା କରୁ.. ଜୟ ଶ୍ରୀରାମ 🙏🙏🙏
ସାର ପ୍ରଣାମ. ଆପଣ ଠିକ କହିଛନ୍ତି. ଏ ସରକାର ଦୁଇଟି ବିଷୟ ଅତ୍ୟନ୍ତ ଗୁରତ୍ୱପୂର୍ଣ. ଦରଦାମ ଏବଂ ଅଇନି ଶୃଙ୍ଖଳା. ମୋହନ ସରକାତୁରନ୍ତ ଅତି ପ୍ରତି ଦୃଷ୍ଟି ଦେଲେ ଆସନ୍ତା ନିର୍ବାଚନ ପାଇଁ ପଥ ପରିଷ୍କାର ହେଇଯିବ. ଯାହା ମୋହନ ବାବୁ ବିଚାର କରିବେ. ଜୟ ଶ୍ରୀରାମ..
ଖାଲି ମନ ଗଢା କାହାଣୀ ଶୁଣାଉଛନ୍ତି
ଡବଲ ଇଂଜିନି ସରକାର ଡବଲ ସବୁ ଦ ମ୍ଦଦର,ଆହୁରି ଦରକାର ଆଉଗୋଟିଏ ସରକାର,ବିଜେପି ତୁମେ ଅପେକ୍ଷାକାର.
ମହାଶୟ ମଜୁରି ବୀ ବହୁଗୁଣରେ ବଢୁଛି।
ସୁନ୍ଦର୍ ଚର୍ଚ୍ଚା
💠 ସାମ୍ପ୍ରତିକ ପରିସ୍ଥିତିରେ ସବୁଠୁ ଭଲ ହେବ ଆଜ୍ଞା,, ସମ୍ମାନୀୟ ଝାରସୁଗୁଡ଼ା ବିଧାୟକ ଡଃ ଟଙ୍କଧର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀ କରିବା.. ଶିକ୍ଷିତ, ବିଚକ୍ଷଣ ବୁଦ୍ଧି, ବିଜେପିର ମୁଖପାତ୍ର,ଦୂରଦୃଷ୍ଟି ସମ୍ପନ୍ନ ସବୁ ଦୃଷ୍ଟିରୁ ଭଲ..🙏💐🌹🌸❣️
ଆଇନ ଶୃଙ୍ଖଳା ବିଷୟରେ ସରକାରଙ୍କୁ ଶକ୍ତ ହେବାକୁ ପଡିବ। ଚୋର, ହତ୍ୟାକାରୀଙ୍କ ମନରେ ଭୟ ସଂଚାର କଲା ପରି ପଦକ୍ଷେପ ନେବାକୁ ପଡିବ ।
ଜୟ ଶ୍ରୀ ଜଗନ୍ନାଥ
ସାମ୍ବାଦିକ ନ ହୋଇ ଗୋଟିଏ ଦଳ ପାଇଁ ପ୍ରଚାର କଲେ ଭଲ
Badhuchi ki point taa kahuchi ta
ବର୍ତ୍ତମାନ ଓଡିଶାର ଗ୍ରାମ୍ୟମାନଙ୍କରେ ଯୁବଗୋଷ୍ଟି ଚାଷ ବିମୁଖ ହେଲେଣି, କାରଣ ଚାଷ ପାଣିପାଗ ଉପରେ ସମ୍ପୂର୍ଣ୍ଣ ନିର୍ଭୟ କରିବାକୁ ପଡୁଛି, ପାଣିପାଗ ସନ୍ତୁଳନ ଠିକ ନଥିବାରୁ ଚାଷରେ କ୍ଷତି ହେଉଛି, ଦ୍ୱିତୀୟତଃ ପୋଲିସ ବିଭାଗକୁ ଘରୟିକରଣ କଲେ ବୋଧହୁଏ ଆଇନଶୃଙ୍ଖଳାରେ ସୁଧାର ଆସିପାରେ /
ବର୍ତମାନ ସରକାର୍ ଙ୍କ ପାଇଁ ଦରଦାମ ନିୟନ୍ତ୍ରଣ,ଆଇନ ଶୃଙ୍ଖଳା ରକ୍ଷା , ଦୁର୍ନୀତି ରୋକିବା ,ପୂର୍ବ ଦୁର୍ନୀତିର ତଦନ୍ତ କରିବା,ଦଳ ପାଇଁ ତ୍ୟାଗ କରିଥିବା ଅସଂଖ୍ୟ ବିଜେପି କର୍ମୀ ଓ ନେତାଙ୍କୁ ବିଭିନ୍ନ ପଦବୀରେ ଥଇଥାନ କରିବା ମୁଖ୍ୟ ପ୍ରସଙ୍ଗ ହେବ ।
ସ୍ୱାଗତଯୋଗ୍ୟ ଚେତାବନୀ
ଆଗରୁ ବିଦ୍ୟାଳୟରେ ସରସ୍ଵତୀ ପୂଜା ରେ ଯେଉଁ ଭୋଜି ହେଉଥିଲା ଏବେ ବି ସେହି ଭଳି ଭୋଜି ହେଉଛି। ଅଧିକ ହେଉଛି କ୍ଷୀରି ବସୁମତୀ ଚାଉଳ ରେ । ଗ୍ରାମାଞ୍ଚଳରେ ପରିବା ଦର ସହରାଞ୍ଚଳ ଅପେକ୍ଷା କମ୍ ଅଛି ।ଅର୍ଥକାରୀ ଫସଲ ଉପରେ ସରକାର ଅଧିକ ଗୁରୁତ୍ବ ଦେବା ଆବଶ୍ୟକ।ଅଧିକ ଅମଳ ହେବ ।ଯାହାଦ୍ୱାରା ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ଯ ଉପରେ ନିର୍ଭର କରିବେନି ।
ଶୀତଳ ଭଣ୍ଡାର ଓ ଆଳୁ ମିସନ୍ ବିଜେପି ସରକାର ର ପ୍ରଥମ ଚେଷ୍ଟା ହେଉ l
ଶିଷକ ମାନଙ୍କ ଇଛା ଶକ୍ତିର ଅଭାଵ
ଆପଣ ଭଲ କହୁଛନ୍ତି ପୋଲିସ ଦାୟି ହେବେ ହେଲେ ସରକାର ଦାୟୀ ନୁହଁନ୍ତି
ଆପଣ କେବଳ ବିଜେଡ଼ି ବିଜେଡ଼ି ହେଉଛନ୍ତି
ବିଜେପି ପ୍ରତି ଏତେ ନରମ କଣ ପାଇଁ କିଛି କହିବେ ଏ ବିଷୟରେ
ମୁଁ ଆପଣଙ୍କ ଭିଡିଓ ଦେଖେ କିନ୍ତୁ ମୋତେ ଲାଗୁଛି ଆଉ ଦେଖିବିନି କାରଣ ଆପଣ ନିରପେକ୍ଷ ଆଲୋଚନା କରୁନାହାଁନ୍ତି
Right thik kahichanti apana
Thik katha ye takla BJP ra chamcha@@bankunanayak2601
Right 👍🏻
ଯେଉଁ ମାନେ ପାଣ୍ଡିଆନ ୨ ହେଉଛନ୍ତି ସେମାନେ ଵୁଝିଛନ୍ତି ରାଜ୍ୟରେ ପାଣ୍ଡିଆନ ଏକମାତ୍ର ଗୋଟିଏ ଖରାପ ଲୋକ ଆଉ ସମସ୍ତେ ଭଲ !
ମାଗଣା ବ।ଣ୍ଟି ବା ବନ୍ଦ ନ କଲେ ନ ଚାଷ ହେବା ନ। ଦରଦାମ୍ କମିବ। ପଇସା କୋଉଠୁ ଆସିବ?
ପୂର୍ବ ବିଜେଡି ସରକାର ଲୋକମାନଙ୍କୁ ମାଗେଣା ଖୁଆଇ ଖୁଆଇ କୋଢ଼ିଆ କଲା ସେଥିପାଇଁ ଲୋକ ଆଉ ଚାଷ କଲେ ନାହିଁ ଯାହାର ଫଳ ଆଜିର ଏଇ ଦରଦାମ ବୃଦ୍ଧି। ବିଜେପି ସରକାର କୁ ସମୟ ଦିଆଯାଉ ଆଉ ବର୍ଷେ କି ଦୁଇ ବର୍ଷ ଯଦି ଏମିତି ଦରବୃଦ୍ଧି ଲାଗି ରହେ ତାହେଲେ ଆମେ ବିଜେପି କୁ ଦୋଷ ଦେଇପାରିବା ଆଉ ବାକି ରହିଲା ଆଇନ ଶୃଙ୍ଖଳା କଥା ମତେ ଲାଗୁଚି କିଛି ପାଣ୍ଡିଆନ୍ ପନ୍ଥି ଅଫିସର୍ ମୋହନ ସରକାର ଙ୍କୁ ବଦନାମ୍ କରିବାକୁ ଚାହୁଁଛନ୍ତି ବେଳ ଥାଉ ଥାଉ ସେମାନଙ୍କୁ ସାବାଡ କରାଯାଉ ନହେଲେ ଆଗକୁ ଅସୁବିଧାରେ ପଡ଼ିବେ ମୋହନ ସରକାର😢।
ରସୁଣ ଟିକେ ବଢ଼ିଛି କି ଦେଶି ବଢ଼ିଛି ଠିକ୍ରରେ କୁହନ୍ତୁ
Nirata Satya Katha
ଆପଣ ଜଣେ ବରିଷ୍ଠ ଏବଂ ଅନୁଭବୀ ସାମ୍ବାଦିକ ସେଥି ପ୍ରତି ଆପଣଙ୍କ ପାଇଁ ଯଥେଷ୍ଟ ସନମାନ ଏବଂ ଭଲ ପାଇବା ଅଛି କିନ୍ତୁ ଆପଣ ଛାତିରେ ହାତ ରଖି
କହିଲେ ଆପଣ ବିଜେପି ପାଇଁ ନରମ ଆଉ ବିଜେଡି ପାଇଁ ଏତେ ଅସନ୍ତୁଷ୍ଟ କଣ ପାଇଁ ଏହା କଣ ଆପଣଙ୍କ ର ନିର୍ଭାକତା
ମୋଟା ଆକାର ରେ ମିଳିଲେ ଭଲ ଭଲ ଙ୍କ ର ମୁହଁ ବଙ୍କା
ପନିପରିବା ଚାଷ ଓଡ଼ିଶାରେ ପ୍ରାଧାନ୍ୟ ପାଉନି, ତେଣୁ ଏହାର ଦାମ ଉଚ୍ଚା ରହୁଛି ସାଧାରଣତଃ । ସରକାରଙ୍କୁ କିଛି ପ୍ରୋତ୍ସାହନ ଯୋଜନା କରିବାକୁ ପଡିବ।
ଯେଉଁ ମାନେ ଏବେ ଦରଦାମ କୁ ନେଇ ଆନ୍ଦୋଳନ କରୁଛନ୍ତି ତାଙ୍କ ଅମଳ ରେ କଣ ଦରଦାମ କମ୍ ଥିଲା କି? Month wise BJD ଅମଳର ବିଜେପି ଅମଳର ପରିବା ଇତ୍ୟାଦିର compairtive statement କୁ ନବୀନ ଦାସ ବାବୁ ଦେଖେଇ ଦେଲେ କିଏ ଭଲ ଓ କିଏ ଭେଲ ଜଣାଯିବ।
ଆରେ ସାମ୍ବାଦିକ ଭାଇ ସେହିଦର ଟା କେତେ ଦିନ ଲାଗି ରହିଥିଲା ସେ କଥା କୁହ ଆଉ ଏବେ ଦର କେତେଦିନ ଲାଗି ରହିଛି
ଆମେ ମଧ୍ୟ ଇଂରାଜୀ ସ୍କୁଲ ରେ ପଢିଲା ବେଳେ ପୂଜା ଚାନ୍ଦ ମାତ୍ର ଦୁଇ ଟଙ୍କା ଥିଲା. ଭାତ, ଡାଲମା, ଖଟା ଓ ଖିରି ହେଉଥିଲା. ହେଡ଼ ସାର ଥିଲେ ବୋଲଗଡ ନିକଟରେ ଥିବା ଚୁଡା ଗାଁ ର
ଜୟ ଜଗନ୍ନାଥ
ଯୁଗ ବର୍ତ୍ତମାନ କହୁଛି yogi ଶାସନ ଦରକାର । କାରଣ ବିଗତ ୨୪ ବର୍ଷ ର ଶାସନ କାଳରେ ଦୁର୍ନିତି ଏତେ ବଢ଼ି ଯାଇଥିଲା ବୋଲି ଲୋକେ ବିଜେପି କୁ ବିଶ୍ୱାସ କଲେ ଯଦି ଏମିତି ଚାଲେ ତାହେଲେ ମୋହନ ସରକାର ବର୍ବାଦ ହବା ପାଇଁ ସମୟ ଲାଗିବନି। ଜୟ ଶ୍ରୀ କ୍ରୀଷ୍ଣା
❤❤❤
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
1ଷ୍ଟ
ଦର ଦାମ ବୃଦ୍ଧି ର ଅନ୍ଯ ଏକ କାରଣ ଯେ ଆମେ କିଛି ଉତ୍ପାଦନ କରିବୁ ନାହିଁ କିନ୍ତୁ ସବୁ କିଛି କିଣିବୁ,ଏଭଳି ମାନସିକତା ନେଇ ଆମେ ସମାଜରେ ଚଳୁ ଅଛୁ ।ଆଇନ ଶୃଙ୍ଖଳା ପରିସ୍ଥିତି କେତେକ ସ୍ଥଳେ ସରକାରଙ୍କୁ ବଦନାମ କରିବା ପାଇଁ ଜାଣି ଶୁଣି ସୃଷ୍ଟି କରା ଯାଉଅଛି ।
ପରିବା ଦର ବଢିଲେ ଚାଷୀ ଉପକ୍ରୁତ ହେବେ, ପରିବା ଦର ବଢିବା ଟା ସ୍ୱାଗତଯୋଗ୍ୟ
Mgh chasi panipariba hata re bikuchi ki bepari bikuchi
Sir, You are right . Price rising, inaction to corrouption, & law Order situation will loss BJP.
✳️ absolutely right you Sir...👍
ଶୀତଳ ଭଣ୍ଡାର ବି ଅସ୍ମୀତା ସରକାର ପାଇଁ ଶୀତଳ। ଏବେ ବି ଅସୁବିଧା ପାଇଁ ଅନ୍ଯ ମାନଙ୍କୁ ଦୋଷ ଦେବା ଏକ ରାଜନୀତିର ମନ୍ତ୍ର।
ସାର ପ୍ରଣାମ 🙏🌹
କିଛିବି ଗପ କହି ଲୋକଙ୍କୁ ଭୁଆଁ ବୁଲାଇବା କଥା
Right❤❤❤
କିଛି ହେବନି, ଯଥା ପୂର୍ବଂ ତଥା ପରମ
ବିଜେପି ଶାସିତ ରାଜ୍ୟ ମାନଙ୍କରେ ମୁଦ୍ରା ସ୍ଫିତୀ ଓ ଦରବୃଦ୍ଧି ମାତ୍ରା ଅଧିକ ଯାହା ଏବେ ଓଡ଼ିଶା କୁ ଗ୍ରାସ କରିଛି 😢 ସଂସଦ ପରିସରରେ ଦର ବୃଦ୍ଧି ପାଇଁ ଆଲୋଚନା ପ୍ରସ୍ତାବ ଗୃହୀତ ହେବାକୁ ଦିଆ ଯାଉ ନାହିଁ କେବଳ Hindu in danger agenda ସର୍ବ ସମ୍ମୁଖରେ ଉତଥା ପନ କରି ଭୋଟ bank 🏦 ସୃଷ୍ଟି କରିବା ପ୍ରୟାସ ଜୋରଦାର ଏ ବିଜେପି ସରକାର କର୍ମକାଣ୍ଡ ମଧ୍ୟବିତ୍ତ ଗରିବ ଓ ଗରିବ ଙ୍କୁ ଭିକାରୀ ସଜେଇବା ଏ ସରକାର କାମ😂
ଚାଷକୁ ଶିଳ୍ପ ହିସାବରେ ଗ୍ରହଣ କରି କିଛି ଅନୁଦାନ ଦେଲେ ଦରଦାମ ନିୟନ୍ତ୍ରଣ କୁ ଆସିପାରେ
ଆଜ୍ଞା ନମସ୍କାର। 2024 ମସିହା ଇଲେକ୍ସନ ଛ ମାସ ପୂର୍ବରୁ ମଧ୍ୟ ରସୁଣ ଦର 250gm କୁ 70 ଟଙ୍କା ଭି ଥିଲା। କିନ୍ତୁ ଖାଇବା ତେଲ ଦର ବହୁତ ବଢ଼ି ଯାଇଛି।
To maa biaa katha tiye kahilu and manilu j dara dam badhichi boli
ବଜାର ଦର ସଦାବେଳେ market forces ଯଥା supply & demand decide କରେ
ବଡ଼ ବୋହୁ ହୋଇଥିବାରୁ ଘର ଦାୟିତ୍ଵ ଠିକ୍ ଭାବରେ ନିର୍ବାହ ନକଲେ ଡାଇଭୋର୍ସ ୧୦୦% ଥୟ।
Nahin das rajniti karuchanti
ଲଙ୍କାରେ,ହରି ସମ,ସବଦ
ପୂଜା ଚାନ୍ଦା ଆଉ କରାଯାଉନାହିଁ । ଆଜିକାଲି ତ ସବୁଦିନେ ସ୍କୁଲରେ ଭୋଜି । ଡୁଇ ଦିନ ଅଣ୍ଡା ଭୋଜି, ଦୁଇ ଦିନ ମିଲମେକର ଭୋଜି, ଦୁଇ ଦିନ ଡାଲମା ଭୋଜି ।
ଆଉ କେତେ ଗପ ଶୁଣାଇବେ
ବିଜେଡ଼ି ବିଜେପି / ମୋହନ ନବୀନ ପାଣ୍ଡିଆନ୍ ଆଉ ଧର୍ମେନ୍ଦ୍ର ଭିତରେ ଆପଣ ସୀମିତ ନରହି ଲୋକଙ୍କ କଥା କୁହନ୍ତୁ। ନେତା ମନ୍ତ୍ରୀ ଆଉ ସାମ୍ବାଦିକ ମାନଙ୍କୁ ଏ ଦର ବାଧିବନି କାରଣ ଆପଣମାନଙ୍କର ଉପୁରି ପଇସାରେ ଘରେ ଚଳେ । ଦରଦାମ୍ ଆଜିର ପ୍ରସଙ୍ଗ ନୁହେଁ ଆଗରୁ ଅଛି ବିଜେଡି ଚୁପ୍ ଥିଲା କାରଣ କ୍ଷମତା ଉପଭୋଗ କରୁଥିଲା । ଏବେ ବିଜେପି ସେଇ ରାସ୍ତାରେ। ଆଉ ଏ ଯୋ ସାମ୍ବାଦିକ ତାଙ୍କର ତ 'ଯୁଆଡେ ବର୍ଷା ସିଆଡ଼େ ଛତା' ନ୍ୟାୟ। ପ୍ରବାସୀ ଭାରତୀୟ ମାନେ ତମକୁ ଛାଡ଼ି ପଳେଇଲେ କିନ୍ତୁ ତମେ ତାଙ୍କୁ ଛାଡ଼ିପାରୁନ କାରଣ କଣ ?? ପ୍ରବାସୀ ଓଡ଼ିଆଙ୍କ ପାଇଁ କଣ କରିଚ ? ଦାଦାନ ଉପାଧି ଦେଇ ମାନସିକ କଷ୍ଟ ଦେଇନକି ? ଲୋକଙ୍କ ପାଖରେ ଯଦି ପ୍ରତ୍ୟକ୍ଷ କ୍ଷମତା ଥାଆନ୍ତା ତମମାନଙ୍କ ତଣ୍ଟି କଣାକରି ପାଇଥାଆନ୍ତେଣି ।
Today I purchased 5nos Phulkobi in Rs 50 at BDS colony Chandrasekhar Bhubaneswar
ମୋହନ ସରକାର ସତର୍କ ଘଣ୍ଟି ବାଜିବା ଆରମ୍ଭ ହେଲାଣି ସାବଧାନ।
Jay Jagannath sir namaskar apana jaha kahuchanti absolutely right 🙏🙏
ପନି ପରିବା ଦରଦାମ ବୃଦ୍ଧି ଯୋଗୁଁ ପୁଜାରେ ଭୋଜି ବନ୍ଦ ଏକଥା ନାହିଁ ଭାଇ ଭୋଜି ହାଇସ୍କୁଲ ରେ ହେଉନଥଲା। ତା ସାଂଗକୁ ସରକାରଙ୍କ ଛାଟ। ଆମେ ଶ୍ରୀ ପଞ୍ଚମୀ (ସରସ୍ବତୀ ପୂଜାରେ) ଅବଧାନ ଙ୍କ ସହ ସକାଳୁ ସକାଳୁ ନଦିରେ ସ୍ନାନ ସାରି ଶ୍ରୀ ଫଳ ଏବଂ ରଂଗୀନ ବେତ ଧି ଧରି ଦୁଇଦିନ ଛାତ୍ର ଛାତ୍ରୀ ମାନଙ୍କ ଘରକୁ ( ଅଭିଭାବକ) ଯାଇ ଶ୍ରୀ ପଞ୍ଚମୀ ଗିତ ଗାୟନ କରି ( ଅବଧାନ ଙ୍କ ସହ) ବୁଲୁଥିଲୁ ଅତି ଆନନ୍ଦ ରେ। ଅଭିଭାବକ ମାନେ ସସ୍ରଧାରେ ଯାହା ଦେଉଥିଲେ ପୁଜାରେ ଲାଗୁଥିଲା । ସରକାରଙ୍କ ଛାଟ ରେ ଏବେ ତାହା ସମ୍ପୂର୍ଣ୍ଣ ବନ୍ଦ । କେବଳ ମା'ଙ୍କ ପୂଜା ଟିକିଏ କରି ବିଦାୟ ଦେଉଛନ୍ତି । କେଉଁଠି ଟିକିଏ ଚୁଡାଘସା ହେଉଛି ତ କେଉଁଠି ପିଲା ନେଇଥିବା ଫଳ ପାଚିଲା ଭୋଗ ଦେଇ ଚଳେଇ ଦେଉଛନ୍ତି । 2. ମହଂଗା କଥାଟି ଠିକ୍ ନାହିଁ । ଏକଥା କେବଳ ରାଜନୌତିକ ଟିହାଇବା।
🎉🎉🎉
ଲୋକମାନଙ୍କର ନୈତିକତା ପତନ ହି law & order ପରିସ୍ଟିତିକୁ ନିୟନ୍ତ୍ରଣ କରେ
ମିଛ କଥା ଆମ ଉଲୁଣ୍ଡା ରେ ପନିପରିବା ଦର ବଢିଆ ଅଛି
ସରକାର ଭଲ ଆଳୁ ବିହନ ଦେଇଛନ୍ତି ବୋଲି ଡିଣ୍ଣିମ ପିଟିଲେ କିନ୍ତୁ ଆଳୁ ଅମଳ ହେଲେ କେଉଁଠି ରହିବ ସେ କଥା ଭୁଲି ଯାଇ ଛନ୍ତି, ଏ ନେତା ଗୁଡାକ ସାଧାରଣଲୋକଙ୍କୁ ବୋକା ଭାବି ଏମିତି ଫୁଟାଣିଆ କଥା କହୁଛନ୍ତି. ଲୋକେ ରାଗିଲେ ଏ ନେତାଙ୍କ ଚଉଦ ପୁରୁଷକୁ ପାଣି ଦେଇଦେବେ ଏ ନେତାମାନେ ଭାବୁନାହାନ୍ତି ,
JAI JAI SHREE JAGANNATH.
ଅହେତୁକ ଦରଦାମ ବୃଦ୍ଧି ଆଉ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏ ସରକାର ପାଇଁ ବିପଦ ର ଘଣ୍ଟି.
ଆପଣ ସାମ୍ବାଦିକ ନୁହେଁ ଆପଣ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ମୁଖପାତ୍ର ଏ କଥା ସମସ୍ତେ ଜାଣି ସାରିଲିଣି
Sir modi kebe desha ru jiba..bahut kama dina re sarbanas heba desha
Jayjaganath swami 🙏 ♥ ❤
As per this guy, BJP govt is doing all good....only others are at fault.
Tqq nabin babu
ଆଳୁ ପିଆଜ ଦର କମୁ ନାହିଁ
Maganakhia scheme lagi daradam badhuchi karana au kia chasa ku pasand karunahanti
Only solution cold storage but law and order situation is more precarious which is off previous govt
Very nice presentation 👏
Your points are very valuable for assesment the present situation
ଦରଦାମ ବୃଦ୍ଧି ପ୍ରସଙ୍ଗ ସବୁବେଳେ ରହି ଆସିଛି। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମୋହନ ସରକାର ଦୃଢ଼ ପଦକ୍ଷେପ ନେବାକୁ ପଡିବ। ଶୀତଳ ଭଣ୍ଡାର ନିର୍ମାଣ ପାଇଁଁ ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନେବା ଉଚିତ୍।
1st view and 1st comment
ଭାଇମାନେ ଓଡ଼ିଶାରେ ସବୁ ଜିଲ୍ଲା ରେ 20ଟଙ୍କାର ଜଳଖିଆ ମିଳୁଚି ,,,ବିଜେଡି ବଳ ବି ଜଳଖିଆ ଖାଉଥିବେ ବୋଧେ ,,,,ନା ନବୀନ ମାଗଣା ଦେଇ ଦଉ ଥିଲା,,,,ଚାଷୀଙ୍କ ପାଇଁ ନବିନର ଛାତି ଫାଟି ପଡୁଛି,,,ପନିପରିବା ଦର ବଢିଲେ କାହିଁକି ଆନ୍ଦୋଳନ କରୁଛି ,,,,,
ରୋଡ୍ ସୁରକ୍ଷା ବହୁତ ଖରାଫ ଓଡିଶା ରେ.
Sir rasun kouthi250gr 70
ଇଏ ଭାଇ ମୋହନ ସରକାର କଣ କରୁଛି, ପୁରା ଟାଇଟ୍ ହଉନି କାହିଁକି, କଣ ହିଞ୍ଜିଡ଼ା ବୋଲି ପରିଚୟ ଦଉଚି ନା କଣ
Sir u r most right thinking but why DG samilani
CM Majhi should incorporate some of Yogi's strategies into his administrative measures while dealing with crimes and criminals.
Thanks for the impartial assessment.
ପରିବା ରେଟ ସିନା କମିଛି ଡାଲି ତେଲ କଣ
ରେଟେ କଣ କମିଛି କି ?
ଆରେ ନବୀନା , ଥରେ ୨୦୨୧ ଡିସେମ୍ବର ୨୮ ମାତ୍ର ଦୁଇ ବର୍ଷ ପଛକୁ ଅନା ।
Times of india କ'ଣ ଲେଖିଥିଲା
ଆଜି ତୁ କରୁ ବାହାନା ।
ରେପ୍ ପରେ ରେପ୍ ମଡ଼ର୍ର ପରେ ମଡ଼ର୍ର
ଡାଲି ଲୁଣ ପାଣି ଖଣି ସବୁଠିଁ ଦୁର୍ନୀତି ।
ଘୋଡ଼ାଉ ଥିଲୁ ତୁ , ନଜାଣି କିଛି ,
ରାସ୍ତାରେ ଭୋକୁଛୁ ଆରେ ମହାମତି ?
ବି:ଦ୍ର: ଯେପର୍ଯ୍ୟନ୍ତ କିଛି ଲୋକଙ୍କୁ ନ ଘାଣ୍ଟିଛନ୍ତି ସେପର୍ଯ୍ୟନ୍ତ ବିଜେପି ସରକାର ଅପଦସ୍ତ ହେଉଥିବ ।
ମୋହନ ସରକାରଙ୍କୁ ଅନୁରୋଧ , ତେତେ ହବ୍ ମବ୍ ଡଗ କରୁଛନ୍ତି କରନ୍ତୁ କିନ୍ତୁ ଆଗ ଚାଷ ଚାଷୀ ଓ ସାଧାରଣ ଲୋକଙ୍କୁ ଦେଖନ୍ତୁ । ଯେଉଁମାନେ କି ସରକାର ଗଢ଼ିବା ଓ ଭାଙ୍ଗିବା ଲୋକ ।