SUDHANSHU@8: ଯାଜପୁର ସଠିପୁର ପଥପ୍ରାନ୍ତ କେନ୍ଦ୍ରରେ ଏମିତି ଅବସ୍ଥା ପାଇଁ ଦାୟୀ କିଏ ? | Focusplus

Поділитися
Вставка
  • Опубліковано 24 січ 2025

КОМЕНТАРІ • 62

  • @nirmalsahoo630
    @nirmalsahoo630 Місяць тому +1

    ଏ ଖବର ଟା ଓଡ଼ିଶା ବାସୀଙ୍କୁ ଦେଇଥିବାରୁ ଧନ୍ୟବାଦ୍

  • @ASISH_JENA
    @ASISH_JENA Місяць тому +14

    ଧନ୍ୟବାଦ୍ ଫୋକୋସ ଚ୍ୟାନେଲ କୁ

  • @pradeepsahu1304
    @pradeepsahu1304 Місяць тому +9

    ସୁଧାଂଶୁ ଭାଇ ଏମିତି ବହୁତ କିଛି ଯାଜପୁର ଅଛି.....

  • @brajakishorepadhi4022
    @brajakishorepadhi4022 Місяць тому +22

    ବବି କୁ ଯୋଗୀ ଆଦିତ୍ୟ ନାଥ ଯୋଗୀ ଭଳି ଆକସନ ଦରକାର ମୋହନ ମାଝି କରି ପାରିବେତ।

  • @himansupadhihari1142
    @himansupadhihari1142 Місяць тому +7

    ଭାଇ ଏହି ଭଳି ଆଉ ଯାଜପୁର ରେ ଅନେକ ଯାଗା ଅଛି। ସେଠି ବି ବୁଲନ୍ତୁ।

  • @PurnachandraBehera-if5tu
    @PurnachandraBehera-if5tu Місяць тому +1

    ବହୁତ ଗୁରୁତ୍ବପୁର୍ଣ କଥା କହିଥିବାରୁ ଧନ୍ୟବାଦ।

  • @NimainCharanRay
    @NimainCharanRay Місяць тому +11

    100% correct. Thanks

  • @chakradharabhoi5958
    @chakradharabhoi5958 Місяць тому +8

    Thank you bhai for this nrws

  • @SusantaKumar-u1v
    @SusantaKumar-u1v Місяць тому +3

    Good news

  • @basantakumarsethy5697
    @basantakumarsethy5697 Місяць тому +3

    Right katha bhai👍👍👍

  • @dhusasanmallick3162
    @dhusasanmallick3162 Місяць тому +3

    Right katha

  • @bijayadas1200
    @bijayadas1200 Місяць тому +4

    Yes Right 👍

  • @sushantapradhan5248
    @sushantapradhan5248 Місяць тому +4

    Right

  • @dillipkumarkumar1959
    @dillipkumarkumar1959 Місяць тому +1

    Babi dasa ku tadanta Kari jala patha jau. Thank you Sudhanshu Bhai ❤❤❤

  • @NIRANJANRout-bl6gk
    @NIRANJANRout-bl6gk Місяць тому +3

    ରାତିରେ ସେକ୍ସ ଚାଲୁଚି

  • @rajibpradhan429
    @rajibpradhan429 Місяць тому +3

    ସୁଧାଂଶୁ ଭାଇ ବୁଡ଼ା ବୁଢ଼ୀ ଭତ୍ତା ବିଷୟରେ ଟିକେ ,ଖବର ପ୍ରସାରଣ କରନ୍ତୁ।।

    • @nirmalsahoo630
      @nirmalsahoo630 Місяць тому

      ବୁଢ଼ା ବୁଢ଼ୀ କଥା ଅଯୋଗ୍ୟ ପୁଅ ଶୁଣିବାକୁ ଚାହାଁନ୍ତି ଯାହାର ଦରକାର ବୃଧାଶ୍ରମ ଅଛି ଛାଡ଼ିଦିଅ

  • @istarSTAR-oo5ts
    @istarSTAR-oo5ts Місяць тому +2

    Sundhanshu bhai jindabad 🔥🔥🔥🔥

  • @amulyabehera-r2d
    @amulyabehera-r2d Місяць тому +3

    Sabas.bhie

  • @paramanandajena9280
    @paramanandajena9280 Місяць тому

    Absolutely right 👍

  • @babanathasahu1029
    @babanathasahu1029 Місяць тому

    ମୋହନ ସରକାରକୁ କହି କିଛି ଲାଭ ନାହିଁ।ବି ଦାସ ଓ ପାଣ୍ଡିଆନଙ୍କୁ ଏ ମୋହନ ମାଝି ଡରୁଛନ୍ତି ।

  • @Hariharnaik-k2u
    @Hariharnaik-k2u Місяць тому +4

    Only tanka pain karithile

  • @KanhaChandran
    @KanhaChandran Місяць тому +1

    Good news sambadi sir

  • @AnkitKumarBehera-t5g
    @AnkitKumarBehera-t5g Місяць тому +2

    ❤❤❤

  • @pallimadhuriodiafolksong2771
    @pallimadhuriodiafolksong2771 Місяць тому +1

    ସୁଧାଂଶୁ ସାର ବବି ଦାସ ମା ବୀରଜା ପାଇଁ କାନ୍ଦୁ ଛନ୍ତି | ଦୂର ଦୁରାନ୍ତରୁ ଯାତ୍ରୀ ମାନେ ମା 'ଙ୍କ ଦର୍ଶନ ପାଇଁ ଯାଆନ୍ତି, ଟଏଲେଟ ଫିସ 20ଟଙ୍କା ନେଉଛନ୍ତି, ଅଥଚ ଟଏଲେଟ ଏତେ ଅପରିଷ୍କାର ଯେ ଭିତରକୁ ପାଦ ଦେଇହେଉ ନାହିଁ | ମା'ଙ୍କ ପାଇଁ ହୁଦୟ କେତେ କାନ୍ଦୁଛି? ସବୁ ନାଟକ ଚାଲିଛି |

  • @HimansusekharBiswal-g6j
    @HimansusekharBiswal-g6j Місяць тому

    ସବୁ ଠିକ୍ ଥିଲା କିନ୍ତୁ 6 ମାସ ହେବ ଏହି ଅବସ୍ଥା

    • @nirmalsahoo630
      @nirmalsahoo630 Місяць тому

      ସେମିତି ଲାଗିବ ନ ଖାଇ ପାରିଲେ ଅଙ୍ଗୁରୁ ଖଟା

  • @ganeswarbehera-fj6yu
    @ganeswarbehera-fj6yu Місяць тому

    ଏ ସରକାର ପୁରା ମାନ୍ଦା ସରକାର।
    ଏ ସରକାର ସେମାନଙ୍କୁ ପ୍ରଶ୍ରୟ ଦେଉଛି ଭାଙ୍ଗିକି ନେଇ ଯିବା ପାଇଁ। ଭାଇ ଆପଣ ପୁରା ମାତ୍ରାରେ ଲାଗି ଖବର ଦେଖୋଉ ଥିବାରୁ ଓଡ଼ିଶା ଲୋକମାନେ କିଛି ଜାଣିପାରୁ ଛନ୍ତି। ସେମାନେ ତ ଜନସାଧାରଣଙ୍କ ସେବା ନା କହି ଭୋଟ ଟା ପାଇଗଲା ପରେ ଓଡ଼ିଶା କୁ ଓ ଦେଶକୁ ଲୁଟିଲେ।ଏମାନେ ଲୋକଙ୍କୁ
    ଭୁଆଁ ବୁଲେଇ କୋଟିପତି ହେବାରେ ଲାଗିଛନ୍ତି।

  • @JhasaPradhan-bi5bv
    @JhasaPradhan-bi5bv Місяць тому

    Good idea 😮😮 somoste karibe use. Oyo😂😂

  • @ParabirPanda-to3rh
    @ParabirPanda-to3rh Місяць тому +1

    What are Police doing over there?

  • @rajuSahu-z6d
    @rajuSahu-z6d Місяць тому

    Good.su.

  • @NIRANJANRout-bl6gk
    @NIRANJANRout-bl6gk Місяць тому

    ତୁରନ୍ତ ଆକ୍ସନ ନେବା ନିହାତି ଦରକାର

  • @pankajfeelit9714
    @pankajfeelit9714 Місяць тому +1

    6 masa hla govt haichi govt ku kn dakha houni tata dakha gla dalal media bobby das naa re ta trp only bjp sabu vaga khauthila ebe total sabu khauchi dalal media

  • @hungryboys6492
    @hungryboys6492 Місяць тому +1

    ଔଷଧ ବିକଳେ ତାଟିଆ କାମୁଡିବା ଭଳି
    ଯାଜପୁର ର development ଦେଖୀ ସହି ନ ପାରୁଥିବା ଲୋକ ଙ୍କ ମତାମତ
    ଆମ ରକ୍ତ ର ଶେଷ ବିନ୍ଦୁ ଥିବ ପର୍ଯ୍ୟନ୍ତ ଆମେ bobby bhai କୁ vote ଦେବୁ

  • @satishjena3960
    @satishjena3960 Місяць тому

    ସ୍ଥାନୀୟ କଣ ବାବୁ ଚଟା , ତମର ପରା ସରକାର

  • @affan5264
    @affan5264 Місяць тому +1

    Thik se tah katha kahi paruna kahinki emiti houcha

  • @HariOmm-y3s
    @HariOmm-y3s Місяць тому

    ମୁଁ ତମ ଶାଗ ଗୋରୁବେପାର ବନ୍ଧ

  • @sarojkumarmohanty6139
    @sarojkumarmohanty6139 Місяць тому +1

    A mohan sarakar kichhi bi action neiparibe nahin ,

  • @narendraparida4522
    @narendraparida4522 Місяць тому

    Bhai jaha bi hauchi kan babidas karuchi but abe ta new sarkar kan karuchanti
    Bhai micha kan pi kahucha
    Tama pachare bahut tebul padichi but apananku disilani

  • @satyajitmohanty7718
    @satyajitmohanty7718 Місяць тому

    😢

  • @KrushnaMuduli-yu6nv
    @KrushnaMuduli-yu6nv Місяць тому

    Jajpuria.salle.prati.gaon.pada.sahire.ebhallikarjya.karuchhanti

  • @BasantaDas-qx3ky
    @BasantaDas-qx3ky 16 днів тому

    Arrest babies das

  • @BirajashankarPanda
    @BirajashankarPanda Місяць тому

    Sla liku chela

  • @PratapKumarBehera-j7t
    @PratapKumarBehera-j7t Місяць тому

    Thik Kahichhanti Sudansu Bhai

  • @sureshkumarsamal8314
    @sureshkumarsamal8314 Місяць тому

    Babi das Ra Bala opadiba

  • @gandharbbaral
    @gandharbbaral Місяць тому

    ଝଡ଼ପଡ଼ା ମାଡୁଆ

  • @shivaprasadjena8656
    @shivaprasadjena8656 Місяць тому

    Babi dash kebala nija katha chinta karanti kemiti korada korada tanka hadap heba jami kothabadi kemiti nija nare hoei pariba jemiti korana center korada korada tanka hapaka babi karichi dinare nc college padia dinare bali padiba ratire kholajiba babi jansadharana gariba lokara mangala kamana unati kebe chahin nathile

  • @BirajashankarPanda
    @BirajashankarPanda Місяць тому +1

    Hai reh mg tu kie be

  • @radhasyampradhan9728
    @radhasyampradhan9728 Місяць тому +1

    Bada tautara

  • @BalaramSaa-z4u
    @BalaramSaa-z4u Місяць тому

    Right