Centre's Free Rice Announcement Big Blow To BJD As It Puts Full Stop On Rice Politics

Поділитися
Вставка
  • Опубліковано 20 вер 2024
  • Centre's Free Rice Announcement Big Blow To BJD As It Puts Full Stop On Rice Politics | Special Story
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 532

  • @hinapradhan5051
    @hinapradhan5051 Рік тому +68

    ଯୋଉଁ ଗରିବ ଲୋକଙ୍କ ରାସନ କାର୍ଡ ହୋଇପାରୁନାହିଁ ..ସେମାନଙ୍କ ହେଇନି ସେ ଅନାଇ ଥିବେ କି.. ସେମାନଙ୍କ ପାଁଇ କିଛି ସୁବିଧା କରାଯାଉ ସରକାର 🙏🙏🙏

    • @garudsaraf6927
      @garudsaraf6927 Рік тому +2

      Right

    • @chandramadhabdash6908
      @chandramadhabdash6908 Рік тому +1

      ନବୀନ କୁ କୁହ କାରଣ ଗାଁ ରେ ଯଦି ଆଉ କୋଉ ଦଳ କୁ ଭୋଟ ଦେବ ରାତି ପାହିଲା ପରେ ରାସନ୍ card କରିଦେବେ ବୋଲି କହୁଛନ୍ତି ମୋଦି ଯାହା କରୁଚି ଭଲ
      ବିଜେଡି ବହୁତ୍ ଅନ୍ୟାୟ କରୁଚି ୟାକୁ କିଏ ତ ଜଣେ ସାଇଜ କରିବ

  • @ChhabilaMunda
    @ChhabilaMunda Рік тому +8

    ସମସ୍ତଙ୍କୁ ଅନୁରୋଧ କରୁଛି କି, ସରକାର ଚାଷୀ ମାନଙ୍କୁ ଟିକେ ଦେଖନ୍ତୁ । ଚାଷୀମାନେ ସଠିକ୍ ପରିମାଣରେ ତାଙ୍କର ମୂଲ୍ୟ ମିଳି ପାରୁ ନି ।

  • @ranjanbabu9299
    @ranjanbabu9299 Рік тому +39

    କିଛି ବଡ କାମ କରି ନାହିଁ ତୁମ ସରକାର,,,କିଛି ଭଲ କାମ କର,, ଚାଷୀଙ୍କର କିଛି ଦୁଃଖ ବୁଝ..... ଚାଉଳ ନ ଦେଲେ ବି ଚଳିବ

    • @garudsaraf6927
      @garudsaraf6927 Рік тому

      Nikal nubde pursat se nikal

    • @rinkunayakrigfgjjn6081
      @rinkunayakrigfgjjn6081 Рік тому +1

      ବଡ଼ କାମ ହେଲା ନବୀନ କୁ କୁହ ଆମକୁ କାମ ଦଉ ଆମେ ଯେମିତି ଦାଦନ ପାଇଁ ଯିବୁନି

    • @skworld4898
      @skworld4898 Рік тому +1

      @@rinkunayakrigfgjjn6081 ସରକାର ଠିକା ନେଇନାହାନ୍ତି କାମ ଦବାକୁ ନା ମୋଦି ନ ନବୀନ। Business Kara । Entrepreneur ମାନଙ୍କ ପାଇଁ govt ବହୁତ ସ୍କିମ କଲାଣି। କେତେ loan ମିଳୁଛି ତା ସହ subsidy bi ହେଲେ ସବୁ ଦାଦନ ଖଟିବାକୁ ଚାହୁଛନ୍ତି ଖାଲି govt ଉପରେ depend hele କେମିତି development haba ? Anya ଦେଶ କୁ ଦେଖ ଆଉ କିଛି ଶିଖ।

    • @rinkunayakrigfgjjn6081
      @rinkunayakrigfgjjn6081 Рік тому +1

      @@skworld4898 ତୁମେ କୋଉ bejness କରିଛ

    • @ChhabilaMunda
      @ChhabilaMunda Рік тому

      ଠିକ୍ କଥା ପଦେ କହିଛ

  • @prakash01bal
    @prakash01bal Рік тому +1

    ତମ ମାନଙ୍କ ପାଇଁ ଓଡ଼ିଶାରେ ଆଉ କେହି ଧାନ ଚାଷ କରୁ ନାହାନ୍ତି । ତମେ ମାନେ ସିନା ଗରିବ ହଟେଇ ଦେବ । କିନ୍ତୁ ଓଡ଼ିଶାର ଲୋକଙ୍କୁ ପୁରା କୁଡିଆ କରିଦୌଚ। ଧନୀ ଲୋକ ତ କେବେ ଚାଷ କରିବେନି । ଯଦି ଚାଷ କରିବେ ଗରିବ । ତମେ ଯଦି ଏତେ ସୁବିଧା ଦବ। ଆଉ କିଛି ବର୍ଷ ପରେ ବିଲରେ ବାଳ ଫଳିବ । ଆଉ ସେହି ବାଳକୁ ସମସ୍ତଙ୍କୁ ଫ୍ରୀ ରେ ଦେବ।।।।।।।।।

  • @jhalak1823
    @jhalak1823 Рік тому +35

    ଆମକୁ ମାଗଣା ଚାଉଳ ଦିଅନ୍ତୁ ନାହିଁ,,ବାସ ଖାଇବା ତେଲ ଦର ଓ ଡାଲି ଦର କମ୍ କରିଦିଅନ୍ତୁ

    • @SANJAY.FFGAMING
      @SANJAY.FFGAMING Рік тому

      🙄

    • @manamohanpatasani8043
      @manamohanpatasani8043 Рік тому

      ସେମିତି ହବନି। ହାତରେ ନ ମାରି ଭାତରେ ହିଁ ମାରିବେ।

  • @mangaltudu1472
    @mangaltudu1472 Рік тому +6

    ହଉ ପେଟଲ୍,ଡିଜେଲ୍ ସିମେଣ୍ଟ,ରୋଡ,ସାବୁନ୍ ସେମ୍ପୁ ଆଉ ଦର ଆଉ ଟିକେ ବଢେଇ ଦେଲେ ହେଲା ଏଥିରେ କଣ ଅଛି

  • @samirsethi3803
    @samirsethi3803 Рік тому +56

    ଆମକୁ କାମ ଦିଆଯାଉ ସୁରତ କାରିଗର ସଂଙ୍ଗ ଦାବି

    • @RakeshRana-je4ws
      @RakeshRana-je4ws Рік тому +5

      Nabina ku vote dia kama miliba ready for vote bjd 2024 puni bjd jitiba au puni tu me dadana jiba surat chakiri 😄😁😀 ooo ki khusi ,,,,

    • @aloksahoo8287
      @aloksahoo8287 Рік тому +1

      Right 👍 bro

    • @RakeshRana-je4ws
      @RakeshRana-je4ws Рік тому

      Bhikari budhhi chhada nahele amiti dadana hi kariba tume au next generation bi sethipain nija hack chhadei nia 25 year dekhila abe by hook or crook,,,, pariba jadi 24 election golden opportunity again vote for bjd then kick out nabina bjd no use weapon no any sympathy but use wallet paper or swith evm

    • @baikunthabehera3971
      @baikunthabehera3971 Рік тому

      Vota achhi 5dhina but suratru feruchhanti samanya votalagi .madha peibe vota dhebe

  • @pradiptakumarmahakhuda2377
    @pradiptakumarmahakhuda2377 Рік тому +35

    ବି ଜେ ଡି ଦଳ ଡାଲି ତେଲ ଲୁଣ ଦେବ. ତାପରେ ମାଗଣା ରେ ମଦ ବାଣ୍ଟିବେ. ଆଉ କାମ କରିବା ଦରକାର ପଡିବ ନାହିଁ.

  • @rabinpangi7355
    @rabinpangi7355 Рік тому +12

    GAS free Koritala but Ebe ame 1150 tanka dei boruchu ,semiti chaulo bi free dei pore tanka luti nebe

    • @chiky8549
      @chiky8549 Рік тому

      Gas free karini silinder free thila😂😂

  • @Chhotu538
    @Chhotu538 Рік тому +18

    Aeta Actually Central govt. ra Scheme

  • @lambudhar8556
    @lambudhar8556 Рік тому +1

    Modiji bohut Bhalo kamo କରୁଛନ୍ତି ବେକାର ଓଡ଼ିଶା ସରୋକର

  • @Akmusiproduction
    @Akmusiproduction Рік тому +22

    Vote ପାଇଁ ସବୁ କିଛି ଚାଲୁ ଚାଲୁ

  • @SDcreation-yy2xf
    @SDcreation-yy2xf Рік тому

    "କୋଭିଡ ସମୟ ରେ ରାସନ କାର୍ଡଧାରୀ ଙ୍କ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ, ଗରିବ କଲ୍ୟାଣ ଯୋଜନା ରେ ମାଗଣା କଲ୍ୟାଣ ଯୋଜନାରେ ମାଗଣା ଚାଉଳ,ଗହମ,ଡାଲି ପ୍ରଦାନ କରିଥିଲେ ଏହି କୋଭିଡର ଭୟାବହ ସମୟ ମଧ୍ୟରେ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଖରେ ପହଞ୍ଚାଇଥିଲେ ହେଲେ ରିଟେଲର ମାନଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ପାରିଶ୍ରମିକ ମିଳିପାରିନାହିଁ ଯାହା କି କିଛି ଦିନ ପୂର୍ବରୁ ସର୍ବ ଭାରତୀୟ ସଂଘ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମାତ୍ର କେନ୍ଦ୍ର ସରକାର ବହୁ ପୂର୍ବରୁ 110କୋଟି 86ଲକ୍ଷ ଟଙ୍କା ରାଜ୍ୟ ସରକାର ଙ୍କୁ ପ୍ରଦାନ କରିଥିଲେ କିନ୍ତୁ ସେ ଟଙ୍କା ଗଲା କୁଆଡେ..... ବାଟମାରଣା ହୋଇନି ତ ଡିଲରଙ୍କ ପାରିଶ୍ରମିକ........... ହଜମ କରି ଦେଇନାହାନ୍ତି ତ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସଚି ନାୟକ. ଯିଏ କି ବିଜେଡି ସରକାର ଙ୍କ ବହୁତ powerfull ମନ୍ତ୍ରୀ
    !!
    news ଚାନେଲ ମାନେ ଚାହିଁଲେ ଗଣମାଧ୍ୟମ chhanel ଦ୍ୱାରା ଏହାର ପର୍ଦାଫାଶ ହେଇ ପାରିବ

  • @sagareditor7113
    @sagareditor7113 Рік тому +14

    ଅନୀୟ ରଜୀୟ ରେ ଯେମିତି ଡାଲି ତେଲ ଚିନି। ଚଣା ଦଉଛନ୍ତି। ସେମିତି ଓଡ଼ିଶା ରେ ଦେଲେ ଭଲ ହୁଅନ୍ତା pls Naveen sir

    • @pradiptakumarmahakhuda2377
      @pradiptakumarmahakhuda2377 Рік тому +2

      ଅଉ ଖାଲି ରହିଲା ମଦ. ସେତକ ହୋଇଗଲେ ଅଉ କାହାକୁ କାମ କରିବାକୁ ପଡ଼ିବନି

    • @sagareditor7113
      @sagareditor7113 Рік тому

      @@pradiptakumarmahakhuda2377 mada kn pain debe k

  • @bindashVillage
    @bindashVillage Рік тому +2

    ଆମ ଟଙ୍କି କିଆ ଚାଉଳ ଭଲ ଅଛି , ମୋଦୀ ବାବୁ ଯୋଉ ଉଜଳା ଯୋଜନ କରିଥିଲେ ଆମ ଗରିବ ଲୋକେ Gas କିଣି ବା ମୁସ୍କୁଲି ହେଲା ନି ମାଗଣା ଚାଉଳ ଦେଇ ପୁଣି କିଛି ଗୋଟେ କରିବା ପାଇଁ ଚାଉ ଚନ୍ତି , ନବୀନ ବାବୁ dindabad

  • @ajaybadjena6799
    @ajaybadjena6799 Рік тому +37

    ନବୀନ ପଟ୍ଟନାୟକ ଙ୍କ ହୋସ ଉଡିଗଲା,

    • @banamalibehera8781
      @banamalibehera8781 Рік тому +2

      HASA lagila Bhai.

    • @Chhotu538
      @Chhotu538 Рік тому +5

      Sabu kendra jojana ku Naveen nijara kahi odisha basi nku boka banauchi

    • @theworldis1
      @theworldis1 Рік тому +2

      ​@@skj257 se Bhai jadi boka tu heuchi akala pushpanda bjd chamcha

    • @SOUMYA20011
      @SOUMYA20011 Рік тому

      @@Chhotu538 bhai semiti hele India re kaunasi state ra kaunasi scheme nahi....karana sabu scheme re ta central ra percentage rahuchhi...
      Au sei percentage ta rahibani ki karana central ku tax jauchhi sei paisa ta debanahi ki se

    • @Chhotu538
      @Chhotu538 Рік тому

      @@SOUMYA20011 Bhai tame thik bujhicha but Odisha re village area ra loke bujhiba darkar

  • @sudhasispatanayak968
    @sudhasispatanayak968 Рік тому

    ମୋଦି ବହୁତ ଲୋଭ ଲାଗିଲାଣି କେତେ କରିଲେ ବି କେନ୍ଦ୍ର ରେ ସରକାର ହାରିବ ବିଭିନ୍ନ ପ୍ରକାରର ଯୋଜନା କରିକୀ ଯାହା ଲୁଟିଲା ସହି ହେଉନି ଆଉ ବେକରରେ ଗାଡ଼ିର ନମ୍ୱର କଣ ଦରକର ଥିଲା ବାଦଳେଇଲା 450 ଲେଖେ ପଡ଼ୁଚି କଣ ଏମିତି ମାଗଣା ଚାଉଳ ଦେବାକୁ ଲୋକଙ୍କୁ ଲୁଟିବୁ ମାଗଣା କିଛି ନାଏ ବୋଲି କେବେ ଲୋକ ବୁଝିବେ ଯାହା ବି ଦିଅନ୍ତି ସରକାର ସବୁ ଆମ ଟଙ୍କା ରୁ ଦିଅନ୍ତି 😢😢😢

  • @chandrasekharsanta809
    @chandrasekharsanta809 Рік тому +8

    ଯାଣିନିଅ ଆଛାଦିନ ଆସିଗଲା

  • @janta_123
    @janta_123 Рік тому +39

    ନବୀନ ପଟ୍ଟନାୟକ କନ୍ କରୁଛି ଖାଲି ନେତା ପୁସୁଚୀ🤙🤙🤙🤙

  • @sabujasamantaray8728
    @sabujasamantaray8728 Рік тому

    ମାଗଣା ଚାଉଳ ର ଫାଇଦା ବିଜେପି ଉଠାଇ ପାରିବ ନାହିଁ। ଓଡିଶା ର ଲୋକମାନେ ଜାଣିଛନ୍ତି ନବୀନ ଚାଉଳ। ତାପରେ ଖାଦ୍ୟ ସୁରକ୍ଷା ଆଇନ କଂଗ୍ରେସ ସରକାର କଂ ସମୟରେ ହୋଇଥିଲା। ବିଜେପି ସରକାର କଂ ର ଏଥିରେ କିଛି ଅବଦାନ ନାହିଁ।

  • @suryakantasethy2599
    @suryakantasethy2599 Рік тому

    ମାଗଣା ଚାଉଳ ଅପେକ୍ଷା ସେଇ ପଇସା ରେ ଚାଷୀ ମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ଉଚିତ।

  • @saritamaharana4151
    @saritamaharana4151 Рік тому

    ସବୁ କାମ କେନ୍ଦ୍ରସରକାର ମାଧ୍ୟମ ରେ ହିଁ ହୋଇଥାଏ । କେନ୍ଦ୍ରସରକାର ଅର୍ଥ ଦ୍ବାରା ହିଁ ରାଜ୍ୟ ସରକାର ରାଜ୍ୟ ଚଳାନ୍ତି

  • @goldenheart1528
    @goldenheart1528 Рік тому

    ଏ ଚାଉଳ ପୁରା ବନ୍ଦ ହେବା ଦରକାର
    ଏ ଚାଉଳ ପାଇଁ ବେକାରୀ ବଢୁଛି
    ଲୋକଙ୍କୁ କାମ ଦିଅ

  • @gobindasahoo3222
    @gobindasahoo3222 Рік тому

    ଧାନ ରେଟ୍ କମେଇକି ଚାଉଳ ବଣ୍ଟନ କର ଶଳା ଅଟା କିଲ୍ ୩୦ ଧାନ କିଲ ୧୪ ବଢିଆ ରାଜନୀତି

  • @somanathkhara8368
    @somanathkhara8368 Рік тому +3

    Best step of Modi sarkar ,Nobin sarkar down falled.

  • @sudhirmishra5255
    @sudhirmishra5255 Рік тому +1

    ମାଗଣା ଡାଲି,ତେଲ, ଚିନି ଦେଇ ଉଭୟ ଦଳ ପ୍ରତିଯୋଗିତା କରନ୍ତୁ।

  • @hariharmallick6271
    @hariharmallick6271 Рік тому

    ଆଗେ ମଣ୍ଡିରୁ ଧାନ ନିଅନ୍ତୁ ବିଜେପି ତା ପରେ ମାଗଣାରେ ଚାଉଳ ଦେବେ🎉

  • @manamohanpatasani8043
    @manamohanpatasani8043 Рік тому

    ସେଇଟା ହିଁ ତ ସେମାନେ ଚାହାନ୍ତି। ଆମେ ତାଙ୍କ ଉପରେ ନିର୍ଭର ହଉ। ଏବେ ତ ଏ ସବୁ medicine mix ଚାଉଳ। ଚାଉଳକୁ ଗୁଣ୍ଡ କରି ସେଥିରେ ଗୁଣ୍ଡ ଔଷଧ ମିଶେଇ ପୁଣି ଚାଉଳ ତିଆରି କରି ଦିଆ ଯାଉଛି। ତାକୁ ସରକାର ନା ଦେଇଛି fortified rice.
    Huge profit to big companies. Microsoft Pepsi ଭଳି ଆଗକୁ ବଡ଼ କମ୍ପାନୀ ମାନେ ଚାଷୀଙ୍କ ଜମି ସବୁ କିଣିନେବେ, ଆମକୁ ମୂଲିଆ କରି ଖଟେଇବେ, ବିଭିନ୍ନ ରାସାୟନିକ ଦେଇ ଅଧିକ ଅମଳ କରି ଆମକୁ ଵିକିବେ, ଯେତିକି ରୋଗ ଅଛି ଆଗକୁ ଆହୁରି ହେବ।କମ୍ପାନୀ politician ସମସ୍ତଙ୍କ ଲାଭ, ଜନତାଙ୍କ କ୍ଷତି।

  • @KrishnaPriyad8614
    @KrishnaPriyad8614 Рік тому

    କେଦ୍ର ଚାଉଳ ଅବ ଓଡିଶା ସରକାର କଳା ବଜାରି କରିବେ ପକୃତ ହିତା ଧିକାରି ବଂଚିତ ରହି ସରକାରଙ୍କ ନେତା ମାନଙ୍କର ଆଗେ ଆଉ ବାକି ଥିବ ଗୋଟେ ଗୋଟେ କାଡର୍ କରି ଦିଅନ୍ତୁ ସେମାନେ ବଂଚିଲେ ତ ଗରିବ ଖଟିଖିଆଙ୍କ ପେଟରେ ନା ତ ଦେବେ

  • @Ak_pati1
    @Ak_pati1 Рік тому +1

    ମୁଁ ଭାବୁଛି ଓଟିଭି politics ଛାଡି କି news ଦେଖାଇବା ଦରକାର୍ (satta ki dalalon)

  • @kalicharanmahapatra885
    @kalicharanmahapatra885 Рік тому

    , ମଦ ପିଇ ମାରିବାକୁ କହୁଥିବା ସରକାର ମୋଡ଼ିଥୁ ଚାଉଳ ଅନି ଆମକୁ ଦେଲେ ଆମେ ମଦ ପିଇ ପୁରସ୍କାର ନେବୁ ନା ୧,ଟଙ୍କାର ଚାଉଳ କୁ ୨୫,ତାଙ୍କ ମଦକୁ ପାଇ ବୁ,ନବୀନଙ୍କୁ ପଚାରିବା ଭଲ

  • @ramachandranaik143
    @ramachandranaik143 Рік тому

    ଭାଇ ମାନେ ମୁଦିସରକାର ମାଗଣା ଚାଉଳ ଦଉଜି ଏକ ବରସ ବୁଲି ଖୁସିହୁଅନି 2024 ପରେ କେତେ ଟକାଂରେ ଦଉଜି ଖାଲି ଦେଖିବା ମାଗଣାରେ କି ପଇସାରେ ଜଣାପଡିବ

  • @muktiranjanpatra4538
    @muktiranjanpatra4538 Рік тому

    THANK you 2023 Year Chaola Free ODISHA All Garibi Peoples

  • @susantakumarpalai4770
    @susantakumarpalai4770 Рік тому +3

    Badhia huanta

  • @sambhabanasahoo1451
    @sambhabanasahoo1451 Рік тому

    Bhala heichi a katha

  • @tapasdehuri8511
    @tapasdehuri8511 Рік тому

    ତାଙ୍କ ବାପାର ସମ୍ପତ୍ତି ଦେଉଛନ୍ତି, ଆମର ଟ୍ୟାକ୍ସ ପଇସାରେ ଦେଉଛନ୍ତି,

  • @satyaswain1801
    @satyaswain1801 Рік тому

    ରାଜ୍ୟର କରଜ ସୂଜା ଯାଉ

  • @akshayakumar8712
    @akshayakumar8712 Рік тому

    କେନ୍ଦ୍ର ସରକାର ଚାଉଳ ଦେଲେମାଗଣାରେ କିନ୍ତୁ ଓଡ଼ିଶା ସରକାର ନବୀନ ପଟ୍ଟନାୟକ କହିବ ମୁଁ ସବୁ ଦେଉଚି ଚାଉଳ ମାଗଣାରେ , ଯଦିଓ କେନ୍ଦ୍ର ସରକାର ଙ୍କର କର୍ମ ଚାରି ମାନଙ୍କ ଦ୍ଵାରା ଚାଉଳ ଦିଆ ଜାଆନ୍ତା ଓଡିଶା ସରକାର ନବୀନ ପଟ୍ଟନାୟକ ଓ ବିଧାୟକ ,ମନ୍ତ୍ରୀ, ଅଫିସର , ମାନେ ସବୁ କୁକୁର ଭଳି ରୁହନ୍ତି

  • @kamallochanrout
    @kamallochanrout Рік тому

    Jay jaganntha

  • @rajanikantaswainbabulu7863
    @rajanikantaswainbabulu7863 Рік тому

    ଏଇଟା କଂଗ୍ରେସ ସରକାର ମନମୋହନ ସିଂହ କରିଛନ୍ତି

  • @KishanKumar-to7gh
    @KishanKumar-to7gh Рік тому

    ଭୋଟ ଆସିଲା ଏବେ କେତେ ରାଜନୀତି ଚାଲିବ ଏବେ

  • @bikashlipu3337
    @bikashlipu3337 Рік тому +2

    ନବୀନ ବାବୁ ଆପଣ ଖୁସିତ

  • @santoshpatra1920
    @santoshpatra1920 Рік тому +1

    ବହୁତ ଭଲ ହେଇଛି 🙏

  • @rajendrajena971
    @rajendrajena971 Рік тому +2

    Good 👍

  • @lulunayak2226
    @lulunayak2226 Рік тому +1

    Vala hela

  • @usersubrat
    @usersubrat Рік тому

    Badhiya haichi

  • @chikun2000
    @chikun2000 Рік тому

    ବହୁତ୍ ଭଲ ହେଲା

  • @saritabehera8685
    @saritabehera8685 Рік тому +2

    ଏଥର ବିଜେଡି ସରକାର ଚାରି ପାଜୀରୁ ଗଲା

  • @tunisorentunisoren7599
    @tunisorentunisoren7599 Рік тому +4

    Sir amiti free chaula deba kte dina jae chaliba .

  • @sangitapradhan9717
    @sangitapradhan9717 Рік тому

    ବହୁତଭଲ ହେଲା

  • @ramachandranaik143
    @ramachandranaik143 Рік тому

    ମୁଦିସରକାର ଜେତେ ମାଗଣାରେ ଦେଲେବି ଉଡିଶାରେ କବେ mukhymatri ହେଇ ପାରିବ ନାହଁ

  • @iswarnayak1383
    @iswarnayak1383 Рік тому +4

    Odisha sarkar fast ନୟାଗଡ଼ dist re network basantu jauthi network nahi,,nayagarh dist daspalla bluck ra pokharigoccha ପଞ୍ଚାୟତ re

  • @santanukar6447
    @santanukar6447 Рік тому +5

    Why everyone one ignoring about "Corruption"

  • @kalicharanmahapatra885
    @kalicharanmahapatra885 Рік тому

    , ଏମଙ୍କର ଜନ୍ମ କେବଲ ଲୋକଙ୍କ ସେବା ପାଇଁ ,ମୋଦି ବାବୁଙ୍କ ଅଟେ ଲଲେ କଲେ କାହିକି ତଙ୍କୁହିଁ ଜଣା,କେନ୍ଦ୍ର ର ନାଆ କୁ ମୁଣ୍ଡେଇ ବୁଲୁଥିବା ନବିନା କୁ ଚିନିବାଟ ଏତେ ଲଟେ ହେଲା,ଓଡ଼ିଶା ବାସୀ କେବେ ଚିହ୍ନ ବେ

  • @santoshbehera338
    @santoshbehera338 Рік тому

    Badhia

  • @prustyprusty5614
    @prustyprusty5614 Рік тому

    Thik heichi

  • @manashbiswal3192
    @manashbiswal3192 Рік тому +2

    ଯେତେ କହିଲେବି bjd ସରକାର ନବୀନ ଦଉଛି ମୋଡ଼ି କିଏ

  • @rabindrapradhan7646
    @rabindrapradhan7646 Рік тому +7

    ମାନ୍ୟବର, ମାନ୍ୟବର, ମାନ୍ୟବର, ଯାହାହେଉ ଭଲ କହୁଛ

  • @basantatumunia6822
    @basantatumunia6822 Рік тому

    Naveen Babu apana khusi ta

  • @autotips1991
    @autotips1991 Рік тому

    ବାଳ ଆଲୋଚନା କୋଉ ଶଳା ଭଲ ନୁହେଁ, ଆମର ମାରି ଆମକୁ ଦେବେ

  • @Ashutosh55342
    @Ashutosh55342 Рік тому

    Shg group କୁ ବନ୍ଦ୍ କଲେ ଯାଇ, ବିଜେଡି କୁ ହରେଇ ହେବ।। ବିଜେଡି hatae ଓଡ଼ିଶା banchae

  • @alayaadhikari32
    @alayaadhikari32 Рік тому

    50 କେଜି ଚାଉଳ ବଦଳ ରେ 43 ରୁ କମ ଓଜନ ର ମିଳୁଥିଲା ।

  • @samanathmuduli1060
    @samanathmuduli1060 Рік тому

    ରାଜ୍ୟ ସରକାର ଆମକୁ card ତୋ ନାହିଁ ବିଆ ଦିଅ

  • @satyadurga1267
    @satyadurga1267 Рік тому +1

    Verygood

  • @sankarhembram6150
    @sankarhembram6150 Рік тому +3

    ଓଡ଼ିଶା ସରକାର ସବୁଠାରୁ ଅଧିକ ମହାନ୍ ଚର,,,,,

  • @ashokmaharana7477
    @ashokmaharana7477 Рік тому +8

    ନବିନ ଵାବୁ ଆମର ଚାଉଳ ଦରକାର୍ ନାହିଁ ଆମେ ଭୋଟ ଦେବାକୁ ଯିବାର ନାହିଁ

  • @pareshpradhan4896
    @pareshpradhan4896 Рік тому +1

    Very good

  • @binayakghadai8754
    @binayakghadai8754 Рік тому +2

    ମାତ୍ର ଏକ ବର୍ଷ

  • @EExpertise077
    @EExpertise077 Рік тому +1

    ରାଜ୍ୟର ବିଭିନ୍ନ ସ୍ଥାନରେ କର୍ମଚାରୀ ମାନଙ୍କର ଆଖି ଅନ୍ଧ ଏବଂ ହାତରେ ମଧ୍ୟ ସଠିକ୍ ତଥ୍ୟ ଦେଖିପାରନ୍ତି ନାହିଁ କି ଲେଖି ପାରନ୍ତି ନାହିଁ । ଯେମିତି କି ରେସନ କାର୍ଡ ରେ ମଧ୍ୟ ବହୁତ ତ୍ରୁଟି ପୂର୍ଣ୍ଣ ବାହାରେ

  • @mohan.nemalpurimohannemalp8284

    ଚାଷୀ ମାନଙ୍କ ମୁଣ୍ଡ ଉପରେ ଚାଷ କରି
    ଚାଉଳ ସସ୍ତା ରେ ଦେଉଛନ୍ତି ଧାନ କୁଇଣ୍ଟାଳ
    ୩୦୦୦ କରନ୍ତୁ ଚାଷୀ ମାନଙ୍କ ସମସ୍ୟା ଦୁର ହେବ
    ଚାଷୀ ମାନେ ଯଦି ଚାଷ କରି ବେ ନାହିଁ ତମ ଗାଣ୍ଡି ମୁଣ୍ଡ ଅନ୍ଧାର ହେଇଯିବ

  • @abyaktakumarrout9084
    @abyaktakumarrout9084 Рік тому

    ଏବେବି ଲୋକ ଜାଣିନାହାନ୍ତି ଚାଉଳ କେନ୍ଦ୍ର ସରକାର ଦେଉଛନ୍ତି ବୋଲି ଆମ ଓଡ଼ିଶା ସରକାର ମାତ୍ର ୨ ଟଙ୍କା ଦେଇ ବାଃ ବାଃ ନେଉଛନ୍ତି ଏବେବି ଆମ ଓଡ଼ିଶା ରେ ପଚାରିଲେ ଚାଉଳ କିଏ ଦଉଛି କହିବେ ନବୀନ ଆମ ନବୀନ 😀😀😀😀😀😀

  • @birendrasabar7480
    @birendrasabar7480 Рік тому

    Bahuta badia

  • @baaladharjena7923
    @baaladharjena7923 Рік тому

    Super ❤❤❤❤❤

  • @SasmitaBehera-i4e
    @SasmitaBehera-i4e Рік тому

    App apna Politics me Lage raho....Hum tow sirf darshak ban ke dekh rahe hai.

  • @puhanprachik5156
    @puhanprachik5156 Рік тому +1

    ଆଜି ନିଦ ଭାଙ୍ଗିଲା ବୋଧେ😒

  • @bhagabatbhoi7823
    @bhagabatbhoi7823 Рік тому

    ଭଲ ହେଲା

  • @dhanesworsha2226
    @dhanesworsha2226 Рік тому +2

    B J D pare Bala deba bala labha

  • @mohitbarik7470
    @mohitbarik7470 Рік тому

    ଆଜି ପର୍ଯ୍ୟନ୍ତ ସମସ୍ତ ଙ୍କୁ ତ ଘର ମିଳିନାହିଁ ସେଥିମଧ୍ୟରୁ ମୁଁ ଜଣେ

  • @atanukhuntiaatanukhuntia4792

    ଶ୍ରୀଲଙ୍କା ଅବସ୍ଥା ହେବାକୁ ଆଉ କେତେ ଦିନ ?????

  • @armankarjy143
    @armankarjy143 Рік тому

    ପୁରା ଅଲ ସୁଆ କରିଦିଅ ।।

  • @bhimasennayak8348
    @bhimasennayak8348 Рік тому +1

    Right

  • @alayaadhikari32
    @alayaadhikari32 Рік тому

    Bhala heba

  • @UttamKumar-oy6fg
    @UttamKumar-oy6fg Рік тому +1

    Good job

  • @Ayurvedicguruji193
    @Ayurvedicguruji193 Рік тому +2

    Ye sabu vote pain 😂🙌

  • @simanchalaswain5809
    @simanchalaswain5809 Рік тому

    Aagathhu Karithhile Bhala hoethanta,
    Aebe Asala khela Aarambha heba,
    Odisha Sarkar nku High Court Tagid karibaa Satwey Sudhur Nahanti Rajya Sarkar,

  • @dillipbehera4215
    @dillipbehera4215 Рік тому

    ମୋଦି ସରକାର ତା ଘରୁ ଦଉଚି ଚାଉଳ ଓଡିଶାରୁ tex ନଉଚି ଚାଉଳ ଦଉଚି ତା ଘରୁ ଦଉନି ହେଲା

  • @chinmaykumarrout3017
    @chinmaykumarrout3017 Рік тому +3

    Chaula dele kichhi hebani jadi parucha tahale odisha re kichhi company kholajau gariba,khatikhia,mulia bahare dadana khatibaku jauchhanti Anya rajya ku seita Kan tumaku dekha jauni nabin sarkar sasana kalare odisha re gote company kholi parilananhi

  • @chittaranjanmohanty707
    @chittaranjanmohanty707 Рік тому

    Awasa jojana dele bhala ହୁଅନ୍ତା

  • @Untalented143Bgr
    @Untalented143Bgr Рік тому

    Modi he toh zindagi he ❤️👍❤️

  • @bhagbatpradhan2365
    @bhagbatpradhan2365 Рік тому

    ଓଡ଼ିଶା ରେ କୁଡ଼ିୟା ହେଇଗଲଣି ଲୋକ

  • @srustidhardey5817
    @srustidhardey5817 Рік тому +1

    Modi is beat leader next time bjp

  • @jayanteenanda768
    @jayanteenanda768 Рік тому

    ମୋଦି ଚାଉଳ ଦେଲେ ନବୀନ ଡାଲି ମାଗଣା ଦ ଉନି

  • @Sonalipanda1993
    @Sonalipanda1993 Рік тому +5

    Good stape

  • @gedaljagannath
    @gedaljagannath 5 місяців тому

    👍👍👍

  • @pashupati55
    @pashupati55 Рік тому +1

    *BJD wala Aparjyanta v jani nahanti and village loka ta abe b kahu chanti Rice Navin dauchi.* 🤣

  • @sipusingh6691
    @sipusingh6691 Рік тому

    ଆଉ କିଛି କରିପାରୁନ ସେଥିପାଇଁ ଗରିବ ଲୋକଙ୍କ ଏହାର କୁ ସମସ୍ତ ଙ୍କର ନଜର ନବୀନ ପଟ୍ଟନାୟକ ଥିଲା ପର୍ଯ୍ୟନ୍ତ ଆମର କିଛି ଟେନସନ ନାହିଁ

  • @dibyaswain209
    @dibyaswain209 Рік тому +5

    Mast modi jie🙏

  • @user-he4ng5fm7t
    @user-he4ng5fm7t 6 місяців тому

    ନବୀନ ବାବୁ କଣ କରୁଛ ଟିକେ ଶୁଣ

  • @swastikraj2768
    @swastikraj2768 Рік тому +1

    Hn....karma nijukti ni.....loka dadan jauchanti...au khali chaula dei hi vote pai haba.....sabu kala karakhana biki sarila......govt job re ta curruption tanka khai khai genda dala ra abhyas achhi....murkha lokanku chaula nadele vote ni....500 ta badhe ethara 1000 lekha dabaku padiba....dardam brudhi helani.....kou gote duita gariba pilanku daktar ki scientist heba pain paisa dei media re baha baha neuchhi rajya sarkar....kintu gariba lokar chhua bhala primary education pauni....jie semanaka saha samay katichhi se bujhiba....e mantri mane kn bhujhibe khali paisa ,nisa,au jhia darkar.....kete case dabi jauchi curruption file tale....vote bele media sesabu tike bahar karibara satsas rakhichi ki......?

  • @bindashVillage
    @bindashVillage Рік тому +2

    ନବୀନ ବାବୁ ଦିନ୍ଦାବାଦ 👌👌👌