Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ବାକ୍ୟ ର ପ୍ରଶ୍ନ ଉତ୍ତର ଦେଉଥିବାରୁ ଧନ୍ୟବାଦ sir
ବହୁତ ଭଲ ବାକ୍ୟ କହିଥିବା ହେତୁ ଆପଣଙ୍କୁ ଧନ୍ୟବାଦ sri🙏🙏🙏
Jay masih ki ✝️🙏✝️🙏✝️🙏✝️🙏✝️🙏✝️🙏✝️
Thank you sir ,God bless you for your nice message.
God blees you 🥰♥️👍
Praise the lord sir 🙏
Praise,the,lord
ବହୁତ ଭଲ ଲାଗିଲା sir
Thank you God bless you ✝️✝️✝️✝️✝️🤝💯
Very good message sir 🙏🙏🙏 thank you ❤⛪⛪⛪⛪⛪
Thank you sir very good 💯
❤Nice 🎉Super message vid, God bless you.
Praise the lord
Prese the lord sir very nice dececosone
Very good sir 👏 👌 👍
God bless you brother 🙏 ❤
Good message for all.
Meri Christmas sir 🎅🎄🤶God bless you
Praise the Lord ❤❤
Bhai bakoy bahut bholo bughi heuchi isor asir bad korantu ,,
Good class kole Sir amen Haleluya, epori class video boneile anya loko modhya volore bujhi paaribe thank you.
ଭାଇ ପୂର୍ବ ଏବୁଂ ସ୍ୱଗ ଲୁସିଫର ପାଇଁ ଦେହବନ୍ତ ହେଲେ ବାଇବଲ ଲେଖା
Very good kuschin answer laka Mane bujantu aneka bisaya bibala r janebe
ଜଳକୁ ଦ୍ରାକ୍ଷା ରସରେ ପରିଣତ କରିଥିଲେ
Kn ଆଜ୍ଞ୍ୟା ଆପଣ ଏମିତି କରୁଛନ୍ତି, ଆପଣ ଜାଣିଛନ୍ତିକି ଯୀଶୁ କାହିଁକି ଆସିଥିଲେ
ଆପଣ ହିନ୍ଦୁ କି
ଗୋଟିଏ channel ରେ ଏବେ ଦେଖିଲି ,odia mirchi channel ରେ ଯେ ଗୋଟିଏ ହିରୋ ଯୀଶୁ ଙ୍କ ବିରୁଦ୍ଧରେ କହୁଛନ୍ତି ସେହି ଉପରେ ଟିକେ video କରନ୍ତୁ.କ୍ରିଷ୍ଟ ଧର୍ମ ଉପରେ ବହୁତ୍ କହୁଛନ୍ତି ।
Nischaya
ଲିଙ୍ଗରାଜ ଆଜ୍ଞା ଆପଣ କଣ ହିନ୍ଦୁ ଲୋକ କି ନ ଜାଣିଲା ଭଳି ପ୍ରଶ୍ନ କରୁଛ।
anyamananku manare madhya epori prashna thile jepori thik bhabore bujhi paribe ethipai se eprakar prashna rakhanti
ଅନ୍ୟମାନଙ୍କୁ ମନରେ ଏପରି ପ୍ରଶ୍ନ ଥିଲେ ସେ ଆଜ୍ଞା ନିଜେ ଲୋକ ମାନଙ୍କୁ ବୁଝେଇ କହିଥାହାନ୍ତା। ଅନ୍ୟ ମାନଙ୍କ ଦ୍ଵାରା ବୁଝେଇବା କଣ ଦରକାର।
ଅଣ ଖ୍ରୀଷ୍ଟିଆନ ଲୋକ ମାନଙ୍କ ପାଇଁ ଭିଡିଓ ହେଇଛି ଭାଇ । ଆଉ କିଛି ଲୋକ ଖ୍ରୀଷ୍ଟିଆନ ହେଇକି ମଧ୍ୟ ଏହି ପରି ପ୍ରଶ୍ନ ର ଉତ୍ତର ଦେଇ ପାରନ୍ତି ନାହିଁ ତେଣୁ ଏହି ଭିଡିଓ ଦେଖି ସେ ମନେ ବୁଝି ପାରିବେ ବୋଲି ଏହି ଭିଡିଓ ବନାଇବାର କାରଣ ଅଟେ ।d@HariharaGomango-ck6cq
ଭାଇ ତୋମେ ହିନ୍ଦୁ ନା ଖ୍ରୀଷ୍ଟିଆନ ନା ଅଣ ଖ୍ରୀଷ୍ଟିଆନ କୁହ ସେ ଲିଙ୍ଗରାଜ ଭାଇ ପ୍ରଶ୍ନ କରୁଥିବାର ତୁମେ କୋଉପଟେ ବୁଝୁଛ😅😅😂😂
ଭାଇ ଆପଣ ଯଦି Christian ତାହା ହେଲେ ଏତେ ବୁଝିବା ଦରକାର ନାହିଁ। ବାଇବଲ ପଢ଼ ଯୀଶୁଙ୍କୁ ବିଶ୍ୱାସ କର ଅଧିକ ବୁଝିବାକୁ ଚାହୁଁଛ ତେବେ ଭ୍ରାନ୍ତ ହେବା ସୁନଶ୍ଚିତ ।
Bhul kahuchanti agya
Verygood sir,but jisu Pani ku drakhya rasare parinat kale.
Sanatana movie bisayare tk kuha
କୁମାରୀ କହିଲେ କଣ
କୁମାରୀ କହିଲେ ଯିଏ ବିବାହ ହୋଇନଥିବେ
Vai abe gotiye odiya movie baharichi sonatoni boli . Taha bisoyore gotiye video bonao
ନିଜ ବାପା ମା କୁ ଛାଡି jou ଲୋକ ଅନ୍ୟ କୁ ଦେବତା ମନୁଚି ତା ଠୁଁ ଆଉ କେହି ବୋକା ଜାରଜ ଛୁଆ ନାହିଁ
Sir paster ku one week re thare aanibo apanan ko chennel ad odia re ok aadi napay ge sir Hui kana galach do.
ଏମିତିକା massege ଆଣନ୍ତୁ ନାହିଁ ଆପଣ bible ପଡ଼ିନଥିଲା ପରି ପ୍ରଶ୍ନ କରୁଛନ୍ତି sir
Sir ଯୀଶୁ ଖ୍ରୀଷ୍ଟ କଣ December 25 ରେ ଜନ୍ମ ଗ୍ରହଣ କରିଥିଲେ କି ଲୋକମାନେ ପାଳନ କରୁଛନ୍ତି ଏମିତି କ'ଣ ଲେଖା ଅଛି କି
ସୁସମାଚାର ବଢ଼ିଆ ହେଇଛି ଭାଇ କିନ୍ତୁ ଗାଟିଏ ଶବ୍ଦ mistake ଅଛି ଯାହାକି -ଯୋହନ :02:07-09 ଅନୁଯାୟୀ ପାଣିକୁ ଦ୍ରାକ୍ଷାରସ କରିଥିଲେ, କିନ୍ତୁ ଦ୍ରାକ୍ଷାରସକୁ ପାଣି କରି ନଥିଲେ commentre bhul thile sorry
ରକ୍ତ ପାତ ବିନା ପାପ ମୋଚନ ହୁଏ ନାହିଁ, ଏହି ଉକ୍ତି ଟି ସମ୍ପୂର୍ଣ୍ଣ ଭ୍ରାନ୍ତ ଶିକ୍ଷା ଅଟେ,ଯେହେତୁ ବଳିଦାନ ଏକ ଅନ୍ଧ ବିଶ୍ଵାସ ମାତ୍ର , ଆଜିର ଶିକ୍ଷିତ ସମାଜ ଏହାକୁ କଦାପି ଗ୍ରହଣ କରି ପାରିବ ନାହିଁ । ଯଦି ଯିହୁଦୀ ମାନଙ୍କ ଏହି ଉକ୍ତି ଟି ଯଥାର୍ଥ,ତେବେ ବିଜାତୀୟ ମାନଙ୍କର ବଳିଦାନ ପ୍ରଥା ମଧ୍ୟ ଯଥାର୍ଥ ଅଟେ । ବାସ୍ତବରେ ବଳିଦାନ ପ୍ରଥା ଏକ ଅନ୍ଧ ବିଶ୍ଵାସ ଅଟେ, ଯୀଶୁ କେବେ କହି ନାହାନ୍ତି ଯେ, ମୁ ତୁମ୍ଭମାନଙ୍କୁ ମୁକ୍ତି ଦେବା ପାଇଁ ବଳିଦାନ କରିବି କିମ୍ବା ରକ୍ତପାତ କରିବି ବୋଲି । ଯୀଶୁ କହିଲେ, ଜଗତର ମୁକ୍ତି ନିମନ୍ତେ ମୁ ଆପଣାର ପ୍ରାଣ ( life) ଦାନ କରିବା ପାଇଁ ଜଗତକୁ ଆସିଅଛି । ବଳିଦାନ ( ରକ୍ତପାତ )କରିବା ଓ ଜୀବନ ଦାନ କରିବା ମଧ୍ୟରେ ଭିନ୍ନ ଭିନ୍ନ ଅର୍ଥ ରହି ଅଛି । ଯଜ୍ଞ ବେଦୀରେ ବଳିଦାନ ଓ ରକ୍ତପାତ କରିବା ଏକ ଅନ୍ଧ ବିଶ୍ଵାସ ଓ ବ୍ୟବସ୍ଥା ସମ୍ବନ୍ଧୀୟ ଶିକ୍ଷା ଅଟେ , କିନ୍ତୁ ଅନ୍ୟ ନିମନ୍ତେ ଜୀବନ ଦାନ କରିବା ସ୍ବାଗତ ଯୋଗ୍ୟ ଓ ଈଶ୍ବର ଅଭିମତ ଅଟେ, ଯାହାକି ଯୀଶୁ କରି ଦେଖେଇ ଥିଲେ ଏବଂ ସେଥିରେ ଈଶ୍ଵର ସନ୍ତୁଷ୍ଟ ହେଲେ ।ଖ୍ରୀଷ୍ଟିଆନ ଭାବରେ ଆମ୍ଭମାନଙ୍କୁ ଜାଣି ବାକୁ ହେବ ଯେ,ବ୍ୟବସ୍ଥା ସମ୍ବନ୍ଧୀୟ ବଳିଦାନ ପ୍ରଥା ସମର୍ଥନ ରେ ଯୀଶୁ କେବେ ମଧ୍ୟ ନ ଥିଲେ ଯେହେତୁ ପିତା ପରମେଶ୍ଵର ମଧ୍ୟ ସେଥିରେ ସନ୍ତୁଷ୍ଟ ନ ଥିଲେ ।ଏଣୁ ଲେଖା ଅଛି ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ କିମ୍ବା ତାହା ତୁମ୍ଭେ ଲୋଡିଲ ନାହିଁ । ଏବ୍ରୀ 10:5-10 ଅଧ୍ୟୟନ କରନ୍ତୁ ।ବଳିଦାନ ପ୍ରଥା ମନୁଷ୍ୟ ସ୍ଥାପନ କରିଛି, ଏହା ଈଶ୍ବରଙ୍କ ଠାରୁ ଆସି ନାହିଁ । ଈଶ୍ବର କଣ ହିଂସ୍ର ଜନ୍ତୁ ନା ପିଚାସ ଡାହାଣି ଯେ ସେ ରକ୍ତ ଚାହିଁବେ । ରକ୍ତର କଣ ଆବଶ୍ୟକତା ରହିଛି ଈଶ୍ବରଙ୍କ ପାଇଁ ? ଏହା କେବଳ ଅନ୍ଧ ବିଶ୍ଵାସ ମାତ୍ର । 9438326198
ସାର୍ ପ୍ଲିଜ୍ ଲେବୀୟ ୪ ପର୍ବ ରେ କିଏ କହିଥିଲେ
@JanathanMajhi-i2p ବ୍ୟବସ୍ଥା ପୁସ୍ତକରେ ବହୁତ ବିଷୟ ଲେଖା ଅଛି, କିନ୍ତୁ ସେସବୁ ଯେ ଈଶ୍ବରଙ୍କ ଦ୍ବାରା ସ୍ଥିରୀକୃତ ହୋଇ ଅଛି, ତାହା ବିଶ୍ଵାସ ଯୋଗ୍ୟ ନୁହଁ । ଆପଣ ଚିନ୍ତା କରନ୍ତୁ, ଯାହାକି ମନୁଷ୍ୟକୁ ପାପରୁ ଉଦ୍ଧାର କରି ପାରିବ ନାହିଁ କି ସିଦ୍ଧ କରି ପାରିବ ନାହିଁ ଏପରି ବ୍ୟବସ୍ଥା ଈଶ୍ବର କାହିଁକି ସ୍ଥାପନ କରିବେ । ଏବ୍ରୀ 10:1 ଦ୍ବିତୀୟରେ, ଈଶ୍ବର କଣ ମାଂସାସି ପ୍ରାଣୀ କି ଯେ ରକ୍ତ ମାଂସ ଭୋଜନ କରିବେ ? ଗୀତ 50:13 ତୃତୀୟରେ;ଈଶ୍ବର ଯିରିମିୟ ଭାବବାଦୀଙ୍କ ଦ୍ବାରା ସିଧାସଳଖ ଭାବେ କଥା କହିଲେ କି,ଆମ୍ଭେ ବଳିଦାନ ବିଷୟ ରେ କହିଲୁ ନାହୁଁ କି ଆଜ୍ଞା ଦେଲୁ ନାହୁଁ ଯିରିମିୟ 7:22 ।ଚତୁର୍ଥରେ; ଆଉ ଅନେକ ଭାବବାଦୀ ମାନେ ମଧ୍ୟ ବଳିଦାନକୁ ଗୁରୁତ୍ବ ଦେଇ ନାହାନ୍ତି ,Hoseya 6:6 ; 1samuel 15 :22ଯୀଶୁ ମଧ୍ୟ କହିଲେ Mathew 12:7 ଅଧ୍ୟୟନ କରନ୍ତୁ । ଆଉ ଏକ ବିଷୟ ଯଦି ଈଶ୍ବର ରକ୍ତ ମାଂସ ରେ ସନ୍ତୁଷ୍ଟ ଥିଲେ, ତେବେ ଆମ୍ଭମାନଙ୍କ ଈଶ୍ବର ଓ ବିଜାତୀୟ ମାନଙ୍କ ଈଶ୍ବରଙ୍କ ମଧ୍ୟରେ କଣ ଫରକ ରହିଲା ? ତେବେ ବାସ୍ତବ ବିଷୟ କଣ ? ବାଇବେଲରେ ବିଭିନ୍ନ ପ୍ରକାରର ବଳିଦାନ ରହିଅଛି । ବ୍ୟବସ୍ଥା ସମ୍ବନ୍ଧୀୟ ବଳିଦାନ ଅନ୍ଧ ବିଶ୍ଵାସ ,ମୁଁ ଏହାକୁ କଦାପି ସ୍ବୀକାର କରି ପାରିବ ନାହିଁ । ଯେହେତୁ ମୋର ଈଶ୍ବର ସତ୍ୟ ଓ ପବିତ୍ର ଅଟନ୍ତି । ଯୀଶୁଙ୍କର ବଳିଦାନ ପ୍ରେମର ବଳିଦାନ ଅଟେ, ସେ ଆମ୍ଭମାନଙ୍କ ନିମନ୍ତେ ପ୍ରହାରିତ ହେଲେ, ଆମ୍ଭେ ଯେଉଁ ମୃତ୍ୟୁ ଦଣ୍ଡ ପାଇବା କଥା ଥିଲା,ସେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ, ତହିଁରୁ ଆମ୍ଭେମାନେ ମୁକ୍ତି ପାଇଲୁ । ବର୍ତ୍ତମାନ ଏପରି ବଳିଦାନର ଆବଶ୍ୟକତା ରହିଛି ,ଯାହା ଖ୍ରୀଷ୍ଟଙ୍କ ପ୍ରଦତ୍ତ ବଳିଦାନ ଅଟେ , (ପ୍ର ଯୋହନ 3:16 ଅଧ୍ୟୟନ କରନ୍ତୁ ) ଏହି ପ୍ରେମର ବଳିଦାନ ବ୍ୟବସ୍ଥା ପୁସ୍ତକରେ ଦେଖା ଯାଏ ନାହିଁ, ପ୍ରାୟତଃ ପାପାର୍ଥକ ବଳି ହୋମାର୍ଥକ ବଳି ଦେଖାଯାଏ । ଆଉ ବାଇବେଲ ପ୍ରକାଶ କରେ ଯେ ଖ୍ରୀଷ୍ଟ ଯୀଶୁଙ୍କ ପ୍ରଦତ୍ତ ନୂତନ ନିୟମର ବଳିଦାନ ପୁରାତନ ନିୟମ ଉପରେ ଆଧାରିତ ନୁହେଁ ;ଏବ୍ରୀ 10:9 ; 8 :9 ; ଯଦି ଯୀଶୁ ବ୍ୟବସ୍ଥା ଅନୁସାରେ ବଳିଦାନ ହୋଇ ଥାନ୍ତେ ତାହା ହେଲେ ଜଣେ ମହା ଯାଜକ ହିଁ ତାହାଙ୍କୁ ଯଜ୍ଞ ବେଦୀକୁ ନେଇ ବଦ୍ଧ କରି ଥାନ୍ତେ । କାରଣ ବ୍ୟବସ୍ଥାରେ ଯାଜକ ବିନା ଅନ୍ୟ କେହି ବଳିଦାନ କରି ପାରେ ନାହିଁ । ଗୁରୁତ୍ବ ପୂର୍ଣ୍ଣ ବିଷୟ ହେଲା, ଯେଉଁ ବଳିଦାନରେ ଈଶ୍ବରଙ୍କର ସନ୍ତୋଷ ନାହିଁ; ସେ ସେପରି ବଳିଦାନ କାହିଁକି ଉତ୍ସର୍ଗ କରିବେ ? ସେ ପରା ବିଶ୍ବସ୍ତ ଦାସ , ଈଶ୍ବରଙ୍କଇଛା ସାଧନ କରିବା ପାଇଁ ସଜଗତକୁ ଆସିଥିଲେ ।(ଏବ୍ରୀ 10: 7- 8 ) ।
Mu Gote Jhia Mu Bhala Pauchi jadi se b Mote Bhala Paiba Tahele mu Hindu Ru Christian Bani Jibi... Dekha Jau Chamatkar Kemiti Hauchi
ବିବାହ ନିମନ୍ତେ ଖ୍ରୀଷ୍ଟିଆନ ହୁଅନ୍ତୁ ନାହିଁ , ପରିତ୍ରାଣ ନିମନ୍ତେ ଖ୍ରୀଷ୍ଟଙ୍କୁ ବିଶ୍ବାସ କରନ୍ତୁ ।
@@NituSingh-e2h nai bhai mu taku bahut bhala pauchi taha bina mu banchi paribini se jadi mate milijiba tahele mu sure Christian bani jibi
Pallaca basi bhul kauchantyi
Very good sir
Praise the Lord
ବାକ୍ୟ ର ପ୍ରଶ୍ନ ଉତ୍ତର ଦେଉଥିବାରୁ ଧନ୍ୟବାଦ sir
ବହୁତ ଭଲ ବାକ୍ୟ କହିଥିବା ହେତୁ ଆପଣଙ୍କୁ ଧନ୍ୟବାଦ sri🙏🙏🙏
Jay masih ki ✝️🙏✝️🙏✝️🙏✝️🙏✝️🙏✝️🙏✝️
Thank you sir ,God bless you for your nice message.
God blees you 🥰♥️👍
Praise the lord sir 🙏
Praise,the,lord
ବହୁତ ଭଲ ଲାଗିଲା sir
Thank you God bless you ✝️✝️✝️✝️✝️🤝💯
Very good message sir 🙏🙏🙏 thank you ❤⛪⛪⛪⛪⛪
Thank you sir very good 💯
❤Nice 🎉Super message vid, God bless you.
Praise the lord
Prese the lord sir very nice dececosone
Very good sir 👏 👌 👍
God bless you brother 🙏 ❤
Good message for all.
Meri Christmas sir 🎅🎄🤶
God bless you
Praise the Lord ❤❤
Bhai bakoy bahut bholo bughi heuchi isor asir bad korantu ,,
Good class kole Sir amen Haleluya, epori class video boneile anya loko modhya volore bujhi paaribe thank you.
ଭାଇ ପୂର୍ବ ଏବୁଂ ସ୍ୱଗ ଲୁସିଫର ପାଇଁ ଦେହବନ୍ତ ହେଲେ ବାଇବଲ ଲେଖା
Very good kuschin answer laka Mane bujantu aneka bisaya bibala r janebe
ଜଳକୁ ଦ୍ରାକ୍ଷା ରସରେ ପରିଣତ କରିଥିଲେ
Kn ଆଜ୍ଞ୍ୟା ଆପଣ ଏମିତି କରୁଛନ୍ତି, ଆପଣ ଜାଣିଛନ୍ତିକି ଯୀଶୁ କାହିଁକି ଆସିଥିଲେ
ଆପଣ ହିନ୍ଦୁ କି
ଗୋଟିଏ channel ରେ ଏବେ ଦେଖିଲି ,odia mirchi channel ରେ ଯେ ଗୋଟିଏ ହିରୋ ଯୀଶୁ ଙ୍କ ବିରୁଦ୍ଧରେ କହୁଛନ୍ତି ସେହି ଉପରେ ଟିକେ video କରନ୍ତୁ.କ୍ରିଷ୍ଟ ଧର୍ମ ଉପରେ ବହୁତ୍ କହୁଛନ୍ତି ।
Nischaya
ଲିଙ୍ଗରାଜ ଆଜ୍ଞା ଆପଣ କଣ ହିନ୍ଦୁ ଲୋକ କି ନ ଜାଣିଲା ଭଳି ପ୍ରଶ୍ନ କରୁଛ।
anyamananku manare madhya epori prashna thile jepori thik bhabore bujhi paribe ethipai se eprakar prashna rakhanti
ଅନ୍ୟମାନଙ୍କୁ ମନରେ ଏପରି ପ୍ରଶ୍ନ ଥିଲେ ସେ ଆଜ୍ଞା ନିଜେ ଲୋକ ମାନଙ୍କୁ ବୁଝେଇ କହିଥାହାନ୍ତା। ଅନ୍ୟ ମାନଙ୍କ ଦ୍ଵାରା ବୁଝେଇବା କଣ ଦରକାର।
ଅଣ ଖ୍ରୀଷ୍ଟିଆନ ଲୋକ ମାନଙ୍କ ପାଇଁ ଭିଡିଓ ହେଇଛି ଭାଇ । ଆଉ କିଛି ଲୋକ ଖ୍ରୀଷ୍ଟିଆନ ହେଇକି ମଧ୍ୟ ଏହି ପରି ପ୍ରଶ୍ନ ର ଉତ୍ତର ଦେଇ ପାରନ୍ତି ନାହିଁ ତେଣୁ ଏହି ଭିଡିଓ ଦେଖି ସେ ମନେ ବୁଝି ପାରିବେ ବୋଲି ଏହି ଭିଡିଓ ବନାଇବାର କାରଣ ଅଟେ ।d@HariharaGomango-ck6cq
ଭାଇ ତୋମେ ହିନ୍ଦୁ ନା ଖ୍ରୀଷ୍ଟିଆନ ନା ଅଣ ଖ୍ରୀଷ୍ଟିଆନ କୁହ
ସେ ଲିଙ୍ଗରାଜ ଭାଇ ପ୍ରଶ୍ନ କରୁଥିବାର ତୁମେ କୋଉପଟେ ବୁଝୁଛ😅😅😂😂
ଭାଇ ଆପଣ ଯଦି Christian ତାହା ହେଲେ ଏତେ ବୁଝିବା ଦରକାର ନାହିଁ। ବାଇବଲ ପଢ଼ ଯୀଶୁଙ୍କୁ ବିଶ୍ୱାସ କର ଅଧିକ ବୁଝିବାକୁ ଚାହୁଁଛ ତେବେ ଭ୍ରାନ୍ତ ହେବା ସୁନଶ୍ଚିତ ।
Bhul kahuchanti agya
Verygood sir,but jisu Pani ku drakhya rasare parinat kale.
Sanatana movie bisayare tk kuha
କୁମାରୀ କହିଲେ କଣ
କୁମାରୀ କହିଲେ ଯିଏ ବିବାହ ହୋଇନଥିବେ
Vai abe gotiye odiya movie baharichi sonatoni boli . Taha bisoyore gotiye video bonao
ନିଜ ବାପା ମା କୁ ଛାଡି jou ଲୋକ ଅନ୍ୟ କୁ ଦେବତା ମନୁଚି ତା ଠୁଁ ଆଉ କେହି ବୋକା ଜାରଜ ଛୁଆ ନାହିଁ
Sir paster ku one week re thare aanibo apanan ko chennel ad odia re ok aadi napay ge sir Hui kana galach do.
ଏମିତିକା massege ଆଣନ୍ତୁ ନାହିଁ
ଆପଣ bible ପଡ଼ିନଥିଲା ପରି ପ୍ରଶ୍ନ କରୁଛନ୍ତି sir
Sir ଯୀଶୁ ଖ୍ରୀଷ୍ଟ କଣ December 25 ରେ ଜନ୍ମ ଗ୍ରହଣ କରିଥିଲେ କି ଲୋକମାନେ ପାଳନ କରୁଛନ୍ତି ଏମିତି କ'ଣ ଲେଖା ଅଛି କି
ସୁସମାଚାର ବଢ଼ିଆ ହେଇଛି ଭାଇ କିନ୍ତୁ ଗାଟିଏ ଶବ୍ଦ mistake ଅଛି ଯାହାକି -ଯୋହନ :02:07-09 ଅନୁଯାୟୀ ପାଣିକୁ ଦ୍ରାକ୍ଷାରସ କରିଥିଲେ, କିନ୍ତୁ ଦ୍ରାକ୍ଷାରସକୁ ପାଣି କରି ନଥିଲେ commentre bhul thile sorry
ରକ୍ତ ପାତ ବିନା ପାପ ମୋଚନ ହୁଏ ନାହିଁ, ଏହି ଉକ୍ତି ଟି ସମ୍ପୂର୍ଣ୍ଣ ଭ୍ରାନ୍ତ ଶିକ୍ଷା ଅଟେ,ଯେହେତୁ ବଳିଦାନ ଏକ ଅନ୍ଧ ବିଶ୍ଵାସ ମାତ୍ର , ଆଜିର ଶିକ୍ଷିତ ସମାଜ ଏହାକୁ କଦାପି ଗ୍ରହଣ କରି ପାରିବ ନାହିଁ । ଯଦି ଯିହୁଦୀ ମାନଙ୍କ ଏହି ଉକ୍ତି ଟି ଯଥାର୍ଥ,ତେବେ ବିଜାତୀୟ ମାନଙ୍କର ବଳିଦାନ ପ୍ରଥା ମଧ୍ୟ ଯଥାର୍ଥ ଅଟେ ।
ବାସ୍ତବରେ ବଳିଦାନ ପ୍ରଥା ଏକ ଅନ୍ଧ ବିଶ୍ଵାସ ଅଟେ,
ଯୀଶୁ କେବେ କହି ନାହାନ୍ତି ଯେ, ମୁ ତୁମ୍ଭମାନଙ୍କୁ ମୁକ୍ତି ଦେବା ପାଇଁ ବଳିଦାନ କରିବି କିମ୍ବା ରକ୍ତପାତ କରିବି ବୋଲି । ଯୀଶୁ କହିଲେ, ଜଗତର ମୁକ୍ତି ନିମନ୍ତେ ମୁ ଆପଣାର ପ୍ରାଣ ( life) ଦାନ କରିବା ପାଇଁ ଜଗତକୁ ଆସିଅଛି ।
ବଳିଦାନ ( ରକ୍ତପାତ )କରିବା ଓ ଜୀବନ ଦାନ କରିବା ମଧ୍ୟରେ ଭିନ୍ନ ଭିନ୍ନ ଅର୍ଥ ରହି ଅଛି ।
ଯଜ୍ଞ ବେଦୀରେ ବଳିଦାନ ଓ ରକ୍ତପାତ କରିବା ଏକ ଅନ୍ଧ ବିଶ୍ଵାସ ଓ ବ୍ୟବସ୍ଥା ସମ୍ବନ୍ଧୀୟ ଶିକ୍ଷା ଅଟେ , କିନ୍ତୁ ଅନ୍ୟ ନିମନ୍ତେ ଜୀବନ ଦାନ କରିବା ସ୍ବାଗତ ଯୋଗ୍ୟ ଓ ଈଶ୍ବର ଅଭିମତ ଅଟେ, ଯାହାକି ଯୀଶୁ କରି ଦେଖେଇ ଥିଲେ ଏବଂ ସେଥିରେ ଈଶ୍ଵର ସନ୍ତୁଷ୍ଟ ହେଲେ ।
ଖ୍ରୀଷ୍ଟିଆନ ଭାବରେ ଆମ୍ଭମାନଙ୍କୁ ଜାଣି ବାକୁ ହେବ ଯେ,ବ୍ୟବସ୍ଥା ସମ୍ବନ୍ଧୀୟ ବଳିଦାନ ପ୍ରଥା ସମର୍ଥନ ରେ ଯୀଶୁ କେବେ ମଧ୍ୟ ନ ଥିଲେ ଯେହେତୁ ପିତା ପରମେଶ୍ଵର ମଧ୍ୟ ସେଥିରେ ସନ୍ତୁଷ୍ଟ ନ ଥିଲେ ।
ଏଣୁ ଲେଖା ଅଛି ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ କିମ୍ବା ତାହା ତୁମ୍ଭେ ଲୋଡିଲ ନାହିଁ । ଏବ୍ରୀ 10:5-10 ଅଧ୍ୟୟନ କରନ୍ତୁ ।
ବଳିଦାନ ପ୍ରଥା ମନୁଷ୍ୟ ସ୍ଥାପନ କରିଛି, ଏହା ଈଶ୍ବରଙ୍କ ଠାରୁ ଆସି ନାହିଁ । ଈଶ୍ବର କଣ ହିଂସ୍ର ଜନ୍ତୁ ନା ପିଚାସ ଡାହାଣି ଯେ ସେ ରକ୍ତ ଚାହିଁବେ । ରକ୍ତର କଣ ଆବଶ୍ୟକତା ରହିଛି ଈଶ୍ବରଙ୍କ ପାଇଁ ? ଏହା କେବଳ ଅନ୍ଧ ବିଶ୍ଵାସ ମାତ୍ର ।
9438326198
ସାର୍ ପ୍ଲିଜ୍ ଲେବୀୟ ୪ ପର୍ବ ରେ କିଏ କହିଥିଲେ
@JanathanMajhi-i2p
ବ୍ୟବସ୍ଥା ପୁସ୍ତକରେ ବହୁତ ବିଷୟ ଲେଖା ଅଛି, କିନ୍ତୁ ସେସବୁ ଯେ ଈଶ୍ବରଙ୍କ ଦ୍ବାରା ସ୍ଥିରୀକୃତ ହୋଇ ଅଛି, ତାହା ବିଶ୍ଵାସ ଯୋଗ୍ୟ ନୁହଁ ।
ଆପଣ ଚିନ୍ତା କରନ୍ତୁ, ଯାହାକି ମନୁଷ୍ୟକୁ ପାପରୁ ଉଦ୍ଧାର କରି ପାରିବ ନାହିଁ କି ସିଦ୍ଧ କରି ପାରିବ ନାହିଁ ଏପରି ବ୍ୟବସ୍ଥା ଈଶ୍ବର କାହିଁକି ସ୍ଥାପନ କରିବେ । ଏବ୍ରୀ 10:1
ଦ୍ବିତୀୟରେ, ଈଶ୍ବର କଣ ମାଂସାସି ପ୍ରାଣୀ କି ଯେ ରକ୍ତ ମାଂସ ଭୋଜନ କରିବେ ? ଗୀତ 50:13
ତୃତୀୟରେ;ଈଶ୍ବର ଯିରିମିୟ ଭାବବାଦୀଙ୍କ ଦ୍ବାରା ସିଧାସଳଖ ଭାବେ କଥା କହିଲେ କି,ଆମ୍ଭେ ବଳିଦାନ ବିଷୟ ରେ କହିଲୁ ନାହୁଁ କି ଆଜ୍ଞା ଦେଲୁ ନାହୁଁ ଯିରିମିୟ 7:22 ।
ଚତୁର୍ଥରେ; ଆଉ ଅନେକ ଭାବବାଦୀ ମାନେ ମଧ୍ୟ ବଳିଦାନକୁ ଗୁରୁତ୍ବ ଦେଇ ନାହାନ୍ତି ,Hoseya 6:6 ; 1samuel 15 :22
ଯୀଶୁ ମଧ୍ୟ କହିଲେ Mathew 12:7 ଅଧ୍ୟୟନ କରନ୍ତୁ ।
ଆଉ ଏକ ବିଷୟ
ଯଦି ଈଶ୍ବର ରକ୍ତ ମାଂସ ରେ ସନ୍ତୁଷ୍ଟ ଥିଲେ, ତେବେ ଆମ୍ଭମାନଙ୍କ ଈଶ୍ବର ଓ ବିଜାତୀୟ ମାନଙ୍କ ଈଶ୍ବରଙ୍କ ମଧ୍ୟରେ କଣ ଫରକ ରହିଲା ?
ତେବେ ବାସ୍ତବ ବିଷୟ କଣ ?
ବାଇବେଲରେ ବିଭିନ୍ନ ପ୍ରକାରର ବଳିଦାନ ରହିଅଛି । ବ୍ୟବସ୍ଥା ସମ୍ବନ୍ଧୀୟ ବଳିଦାନ ଅନ୍ଧ ବିଶ୍ଵାସ ,ମୁଁ ଏହାକୁ କଦାପି ସ୍ବୀକାର କରି ପାରିବ ନାହିଁ । ଯେହେତୁ ମୋର ଈଶ୍ବର ସତ୍ୟ ଓ ପବିତ୍ର ଅଟନ୍ତି । ଯୀଶୁଙ୍କର ବଳିଦାନ ପ୍ରେମର ବଳିଦାନ ଅଟେ, ସେ ଆମ୍ଭମାନଙ୍କ ନିମନ୍ତେ ପ୍ରହାରିତ ହେଲେ, ଆମ୍ଭେ ଯେଉଁ ମୃତ୍ୟୁ ଦଣ୍ଡ ପାଇବା କଥା ଥିଲା,ସେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ, ତହିଁରୁ ଆମ୍ଭେମାନେ ମୁକ୍ତି ପାଇଲୁ । ବର୍ତ୍ତମାନ ଏପରି ବଳିଦାନର ଆବଶ୍ୟକତା ରହିଛି ,ଯାହା ଖ୍ରୀଷ୍ଟଙ୍କ ପ୍ରଦତ୍ତ ବଳିଦାନ ଅଟେ , (ପ୍ର ଯୋହନ 3:16 ଅଧ୍ୟୟନ କରନ୍ତୁ ) ଏହି ପ୍ରେମର ବଳିଦାନ ବ୍ୟବସ୍ଥା ପୁସ୍ତକରେ ଦେଖା ଯାଏ ନାହିଁ, ପ୍ରାୟତଃ ପାପାର୍ଥକ ବଳି ହୋମାର୍ଥକ ବଳି ଦେଖାଯାଏ । ଆଉ ବାଇବେଲ ପ୍ରକାଶ କରେ ଯେ ଖ୍ରୀଷ୍ଟ ଯୀଶୁଙ୍କ ପ୍ରଦତ୍ତ ନୂତନ ନିୟମର ବଳିଦାନ ପୁରାତନ ନିୟମ ଉପରେ ଆଧାରିତ ନୁହେଁ ;ଏବ୍ରୀ 10:9 ; 8 :9 ;
ଯଦି ଯୀଶୁ ବ୍ୟବସ୍ଥା ଅନୁସାରେ ବଳିଦାନ ହୋଇ ଥାନ୍ତେ ତାହା ହେଲେ ଜଣେ ମହା ଯାଜକ ହିଁ ତାହାଙ୍କୁ ଯଜ୍ଞ ବେଦୀକୁ ନେଇ ବଦ୍ଧ କରି ଥାନ୍ତେ । କାରଣ ବ୍ୟବସ୍ଥାରେ ଯାଜକ ବିନା ଅନ୍ୟ କେହି ବଳିଦାନ କରି ପାରେ ନାହିଁ ।
ଗୁରୁତ୍ବ ପୂର୍ଣ୍ଣ ବିଷୟ ହେଲା, ଯେଉଁ ବଳିଦାନରେ ଈଶ୍ବରଙ୍କର ସନ୍ତୋଷ ନାହିଁ; ସେ ସେପରି ବଳିଦାନ କାହିଁକି ଉତ୍ସର୍ଗ କରିବେ ? ସେ ପରା ବିଶ୍ବସ୍ତ ଦାସ , ଈଶ୍ବରଙ୍କଇଛା ସାଧନ କରିବା ପାଇଁ ସଜଗତକୁ ଆସିଥିଲେ ।
(ଏବ୍ରୀ 10: 7- 8 ) ।