Asala Katha: ସରକାରୀ କର୍ମଚାରୀଙ୍କ ଦରମା ବଢିବାର ରାସ୍ତା ପରିଷ୍କାର | 8th Pay Commission | Salary Increased

Поділитися
Вставка
  • Опубліковано 28 січ 2025

КОМЕНТАРІ • 257

  • @amitavmohanty1615
    @amitavmohanty1615 11 днів тому +44

    ଯେତେବେଳେ ସରକାରଙ୍କର ସବୁ ମାଗଣା ଯୋଜନା ତମେମାନେ ପାଉଛ , ମାଗଣା ରାସନ୍ ପାଉଛ, ମାଗଣା ସ୍ୱାସ୍ଥ୍ୟ ବୀମା ପାଉଛ, ମାଗଣା ଟଙ୍କା ପାଉଛ ଆଉ ସରକାରୀ କର୍ମଚାରୀ ଏସବୁ ପାଉନାହାନ୍ତି, ସେତେବେଳେ ତ କହୁନ ସରକାର ଏମିତି କରି ଭୁଲ କରୁଛନ୍ତି ବୋଲି ? ତମେମାନେ କଣ ବେକାର, ରୋଜଗାର କରି ଚଳୁନ ? ନାଇଁ ତମେମାନେ ସବୁ ମାଗଣା ଖାଇ ଖାଇ ଏମିତି ଅଭ୍ୟସ୍ତ ହେଇଗଲେଣି ଯେ ସବୁ ଯୋଜନା ସବୁ ଟଙ୍କା ତମମାନଙ୍କୁ ହିଁ କେବଳ ଦରକାର ।

  • @deben22
    @deben22 12 днів тому +72

    ସମୁଦାୟ ଜନସଂଖ୍ୟାର ମାତ୍ର 5 ପ୍ରତିଶତ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଥିବେ. ଯଦି ଦରମା ବଢ଼ିବ ତେବେ ଦରଦାମ୍ ରେ ମଧ୍ୟ ଅଚାନକ ବୃଦ୍ଧି ହୋଇପାରେ. ଯାହାଫଳରେ ନିମ୍ନ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ପ୍ରଭାବିତ ହୋଇପାରନ୍ତି.

  • @nirmaltripathy4264
    @nirmaltripathy4264 12 днів тому +25

    ସରକାରୀ କର୍ମଚାୀମାନଙ୍କୁ ମିଳିବା ଠିକ୍।
    କିନ୍ତୁ ବେସରକାରୀ ଚାକରିଆ କଣ କରିବେ।ତାଙ୍କ ପାଇଁ ସରକାର ଚିନ୍ତା କରନ୍ତୁ।

    • @ReshmapP-zh7ik
      @ReshmapP-zh7ik 12 днів тому +2

      Malika chinta karbe

    • @Wiseworldweb9272
      @Wiseworldweb9272 12 днів тому

      Besarakari chakiriya only tax pay karibe..

    • @adi7260
      @adi7260 11 днів тому

      @@nirmaltripathy4264 bullet dhariki gaon re rada kara 🤣🤣

    • @HimansuBehera-th8ph
      @HimansuBehera-th8ph 10 днів тому

      Modi sir bichar karibe sure

  • @anantadharua56
    @anantadharua56 12 днів тому +25

    ବେକାର କଥା କୁହନି ସପ୍ତମ ବେତନ ବେଳେ କେତେ ବଡ ବଡ କଥା କହୁଥିଲେ ବଢିଲା ବେଳକୁ କିଛି ନାହିଁ ମିତିଆ ଖାଲି ଭୂଆଁ ବୁଲା ଉଛି ସରକାର କଣ ମନ ଇଚ୍ଛା ଦେଇ ଦେବ

  • @SIKHYAOKAHANI
    @SIKHYAOKAHANI 12 днів тому +23

    ଗରିବ ମଧ୍ୟବିତ୍ତ ମରିବେ ଏଥର

    • @AmbarishNayak-z6c
      @AmbarishNayak-z6c 8 днів тому

      ଗରୀବ ମଧ୍ୟବିତ୍ତ ମାଗଣାରେ ଚିକିତ୍ସା ଚାଉଳ ସୁଭଦ୍ରା ଟଙ୍କା ପାଉଛନ୍ତି

  • @PradeepkumarNayak-y6d
    @PradeepkumarNayak-y6d 8 днів тому +1

    ବେସରକାର କର୍ମଚାରୀ ମାନଙ୍କ ର ଦରମା ବଢ଼ାନ୍ତୁ gov

  • @DrAkshays
    @DrAkshays 12 днів тому +17

    ତମକୁ ସରକାରୀ ଚାକିରୀ କରିବାକୁ କିଏ ଅଟକେଇଲା ???
    ଆମ ଭାରତୀୟମାନଙ୍କର ଏଇ ଅତୀବ *** ମାନସିକତା ପାଇଁ ଆମେମାନେ ଉଧେଇ ପାରୁନୁ !

    • @sushreedhal4009
      @sushreedhal4009 12 днів тому +1

      Right

    • @Hari1Jayanti
      @Hari1Jayanti 11 днів тому

      Patha padhaa ra Healthy Competition karibaa darkaar naaki nija rajyara service holder bhai bhauni maananku nichaa dekhaibaa darkaar.Competitve Exam achhi sethi nijara Ability show karantu je birodh manobhaba rakhiki dukha prakash karuchanti ,sarakaarank 8th p.c decission pain.

  • @JitendraDas-s8y
    @JitendraDas-s8y 12 днів тому +56

    ଦେଶରେ ସର୍ବନିମ୍ନ ଦରମା ମାସିକ ୫୦ ଲକ୍ଷ ଦିଅନ୍ତୁ ସରକାର .
    ଦେଶ ଗରିବ ବଢିବାରେ ନମ୍ବର ୧ ହେବ . ଦିନ ମଜୁରିଆ ଖାଇବାକୁ ପାଇବେନି , ସରକାର ଏହା ଦେଖି ଖୁସିରେ ନାଚିବେ . ମୋଦୀ ଜି ବି ନାଚିବେ, ଗରିବଙ୍କ ପେଟ ପୁରୀଯିବ !!!!

    • @kanhucharanrout5221
      @kanhucharanrout5221 12 днів тому +5

      ତା ସାଙ୍ଗରେ ଆଳୁ ବି ତିନି ଗୁଣା ହବ

  • @RajaKumar-pw8ox
    @RajaKumar-pw8ox 6 днів тому

    Thank God ❤❤❤

  • @deepaknaik1523
    @deepaknaik1523 12 днів тому +12

    ମୂଲିଆ ଙ୍କ ପାଇଁ ❤

  • @BibaswataDas-er5ye
    @BibaswataDas-er5ye 12 днів тому +23

    Good news for all government employees🎉

  • @Jdhere1166
    @Jdhere1166 12 днів тому +7

    Topic started 4:38

  • @ଅଭୟ
    @ଅଭୟ 9 днів тому +1

    ଠିକା କର୍ମ ଚାରି ଙ୍କ ଦରମା ବୃଦ୍ଧି ହେବ କି ନାହିଁ

  • @kntechnicalsupport6776
    @kntechnicalsupport6776 12 днів тому +7

    ବିରୋଧ କରାଯିବ ଦରକାର

  • @manojkumarekrambhakt7086
    @manojkumarekrambhakt7086 12 днів тому +6

    ଭାଇ ଦରମା ଯାହା ତ ବଢିବ ଆପଣ ମାନେ ଯେମିତି ହାଲା କରୁଛନ୍ତି
    ହେ bhagwan

  • @chakadolafashion5205
    @chakadolafashion5205 8 днів тому

    ଅନ୍ଧ ସରକାର କେବଳ ସରକାର ଚାକିରିଆ ମାନଙ୍କୁ ସୁବିଧା ଦିଆଯାଉଛି l ସାଧାରଣ ଲୋକଙ୍କୁ ମାହାଙ୍ଗା ଭାର ଲଦି ଦେଇ ଚାକିରିଆ ମାନଙ୍କୁ ଦରମା ଦେଲେ କିଛି ଲାଭ ନାହିଁ l

  • @rupecreation143
    @rupecreation143 12 днів тому +5

    600/-ଟଙ୍କା ଦିନ ମଞ୍ଜୁରୀ ହେବା ଦରକାର

    • @debasmitaparida2072
      @debasmitaparida2072 9 днів тому

      Ama ade 500/600 ru 700 tanka sahita dinaku di bakta khaiba o cha pana diajauchi .

  • @rowdyrathore8916
    @rowdyrathore8916 12 днів тому +11

    Bhul ତଥ୍ଯ.. 6th commission re 7000 jaha 10 years bhitare badhiki praya 16000 re pahanchithila, jemiti ki private company re hue 10 years pakha pakhi kama kale , ki company switch kale, but se 16000 tanka ku govt 18000 basic kale, 10 barsa re badhithiba sabu rate anusare matra 1500- 2000 badhila, tenu ete badhei chadhei dekheile lokanka mana re bhranta dharana jiba, sathik tathya pradan karajau and 8th pay re 7th pay lagibara 10 yrs pare jaha pauthibu ta thu 3-4 thousand adhika paibe karmachari, eta b bhranta dharana j sarkari office re 4-5 hrs ra kama hue boli..dhanyabad

  • @manjitmohanchand7305
    @manjitmohanchand7305 9 днів тому

    ବେକାର କଥା ଏମିତି କେବେ ଦରମା ବଢେ ନାହିଁ ।

  • @durgabisi2208
    @durgabisi2208 12 днів тому +5

    Very nice decision for Good to al govt employees Salary is increasing purchase is increasing ❤❤❤❤

  • @rupecreation143
    @rupecreation143 12 днів тому +4

    ବହୁତ ସରଳ ଭାବରେ ବୁଝାନ୍ତୁ ବହୁତ ସୁନ୍ଦର

  • @BBSRNews-l7q
    @BBSRNews-l7q 12 днів тому +3

    ଦରଦାମ ବଢିବ ୪ ଗୁଣା।

  • @satyabratapandaabhi6913
    @satyabratapandaabhi6913 8 днів тому

    କୋଉ ସଲା ଏ news କରୁଥିବା ଲୋକଙ୍କୁ ଏ news ଦେଇଛି ମୁଁ ଜାଣିନି, ଯଦି ଏମିତି ନହେଲା ଭାଇ ତୋତେ ଯେଉଁଠି ଦେଖିବି ପକା ଭାଷା ଖରାପ ଶୁଣିବୁ

  • @tamanna701
    @tamanna701 10 днів тому +1

    ଆଉ pvt company ବାଲା କେବଳ ଶୋଷଣ କରୁଛନ୍ତି ା

  • @bikramkesharisahu3591
    @bikramkesharisahu3591 10 днів тому +1

    ତାହେଲେ ଧାନ କୁଇଣ୍ଟାଲ 10,000 ଟଙ୍କା ହେବା କଥା

  • @mosesdora2427
    @mosesdora2427 12 днів тому +1

    ମୋତେ ଏଇଟା ଭରସା ଲାଗୁନି। ଆଗରୁ ବି ଏମିତି ପ୍ରତିଶ୍ରୁତି ଦେଖି ଆସିଛୁ।

  • @JIBANMALLIK-x6e
    @JIBANMALLIK-x6e 12 днів тому +16

    Govt ra tax sarakari chakiria dauchhi

  • @rakeshkumarbehera4318
    @rakeshkumarbehera4318 12 днів тому +6

    Tax କୁ ଅଧିକା କରି ଏଵେ 8th pay କୋମିଶନ lolipop ଦେବେ ସମସ୍ତଙ୍କୁ ସରକାର. ଆମର ଯଦି tax ଆଉ ବଜାର ଦରଦାମ କମି ଯାଏ ତେଵେ 8th pay କମିଶନ ଦରକାର ନାଇଁ l

  • @nice_budy
    @nice_budy 8 днів тому

    ସରକାର ପାଖରେ ପଇସା ନାହି, ଦରମା କଉଠୁ ଦେବ। ସବୁ ମାଗଣା ରେ ବଣ୍ଟା ଚାଲିଛି। ଏଟା ଖାଲି ସରକାରୀ କର୍ମଚାରୀଙ୍କୁ ଭୁଆଁ ବୁଲେଇବା କଥା😁

  • @foodtravel4388
    @foodtravel4388 12 днів тому +8

    Government should provide better salary and remuneration so that our own talent will not go to Usa or Europe.Need to pay more to attract the young talent to work for government of India instead of going abroad.

  • @aks1966-bps
    @aks1966-bps 12 днів тому +6

    ରାଜୀବ ସାହୁଙ୍କ ଏ ବିଷୟରେ ବୋଧହୁଏ knowledge କମ୍ ଅଛି। 18000*1.92=34560 maybe maximum basic pay . Multiple factor 2 ବି ହେବନି।

  • @parthapatnaik
    @parthapatnaik 12 днів тому +14

    DA becomes zero... So not a big effect...

  • @deardevesh0416
    @deardevesh0416 12 днів тому +33

    ଏଠି ଗରିବଙ୍କୁ ମାଗଣା ଦେଲେ ଶିକ୍ଷିତମାନେ ନିନ୍ଦୁଛନ୍ତି କିନ୍ତୁ ସରକାରୀ କର୍ମଚାରୀ ୪-୫ ଘଣ୍ଟା କାର୍ଯ୍ୟ କରି ମାତ୍ରାଧିକ ଦରମା ପାଉଛନ୍ତି

    • @mrsasikantavlog9813
      @mrsasikantavlog9813 12 днів тому +4

      Thik kahila bhai Gariba Aemiti hin Gariba Heiki Rahiba Dhani Aahuri Dhani Haba Aethi bhagwan Kichhi dekhu nahanti😢

    • @sruya21
      @sruya21 12 днів тому +10

      Tamku babu Kia kahila 4 ghanta 5 ghanta Sarakari chakiri kama karuchanti .Sarakari chakiri mane 24 * 7 available rahiba. Minimum ebey 8 ghanta kama karuchanti Samstey ama bhlI OFFICER MANE ta Rati 10-11 parjyanta basuchu department re. Jadi program thiba tahale rati anidra

    • @_mr___rajput
      @_mr___rajput 12 днів тому +3

      Kebhe jaiki Siachen border re prahara dauthiba bsf ku dekh ghare tu jau aram re soi paruchhu army sethe sita kakara re kn karuchhi

    • @lalitlipu2212
      @lalitlipu2212 12 днів тому +2

      Tmra kain gandi jaluchi amari tax paisa manga gefila belaku gili daucha au kiye kahila 4/5 ghanta,, Amara Ofc 10 ru 6:30

    • @Debajyoti_P
      @Debajyoti_P 12 днів тому +6

      Bhai ete aram kama au ete adhika darama hele apana v govt chakiri karantu. Apanaku kie mana karichi😂😂😂

  • @GNC-s7g
    @GNC-s7g 12 днів тому +2

    ଚାକିରିଆ ପାଈ ଦରମା ବଢିବ ମଧୁପେନ୍ସନ୍ 60/70ଵର୍ଷୀୟ ଲୋକଙ୍କ ପାଈ ବିଧବାଙ୍କ ପାଈ 3000ହେଉ

  • @chittaaahh...3618
    @chittaaahh...3618 12 днів тому +1

    Sarakari chakiria nka pain khaiba jinisha rate alaga au madhyabita loka nka pain khaiba rate alaga alaga kale bhala huanta

  • @jayshreemaji475
    @jayshreemaji475 12 днів тому +3

    New jt salary kete heba

  • @MDH316
    @MDH316 6 днів тому

    Govt service period should decrease to only 20 years so that other unemployed youth will get a govt job

  • @akupatro8802
    @akupatro8802 10 днів тому

    ଯିଏ private company re job କରୁଛି ତା'ର ଦରମା ।

  • @DevBlog-tw8ez
    @DevBlog-tw8ez 12 днів тому +4

    ଏବେ ନୁହଁ ୨୦୨୬ ରେ ହେବାର ଅଛି 😊 ଆପଣ ଆଗୁଆ ଡରଉଛନ୍ତି କଣ ପାଇଁ

  • @amarendrakumardas3285
    @amarendrakumardas3285 12 днів тому +9

    Very good news to all govt employees

  • @NrusinghaCharanRatha
    @NrusinghaCharanRatha 10 днів тому

    ଆଜ୍ଞା, ତିନି ଗୁଣା ଦରମା ଆଦୌ ବଢିବନି । ଫାଇନାଲ ନୋଟିଫିକେସନ ବାହାରିବା ପରେ ଆପଣ ଏଇଆ ହିଁ ଦେଖିବେ । ମୁଦ୍ରାସ୍ଫୀତି ଓ ବର୍ଦ୍ଧିତ ରେଟ୍ ଓ ଦେଶର ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖି ବିଶେଷଜ୍ଞ ମାନେ ଉଚିତ କଥା ନିର୍ଣ୍ଣ ୟ କରିବେ ।

  • @Timetraveller45
    @Timetraveller45 11 днів тому +1

    7:44 only for centre government employees 😂😂😂

  • @tamanna701
    @tamanna701 10 днів тому

    ସରକାର ଭୁଲ୍ କରୁଛନ୍ତି ା pvt company ପଇସା ନେଇ ସରକାରି ବାଲାଙ୍କୁ ଖୁସି କରୁଛନ୍ତି ା

  • @SusilBhoi-v4s
    @SusilBhoi-v4s 11 днів тому +1

    Outstanding Katha kn Haba

  • @anilbiswal7029
    @anilbiswal7029 11 днів тому +1

    Thik achi sarkar badaliba paen ready ruha

  • @MUNABHAIJAANBLOG
    @MUNABHAIJAANBLOG 11 днів тому +1

    ତମେ ମାନେ ଜଉ ଯୋଜନା ଉପରେ ଯୋଜନା ପାଉଛ ଆମ ମାନଙ୍କୁ କଣ ଦୁଖ ଲାଗୁନି

  • @nikunjasahu103
    @nikunjasahu103 12 днів тому +3

    ମାନସ ବାବୁ ଆପଣ ଭୁଲି ଯାଉଛନ୍ତି teachers rally at Lower PMG due to debared from their actual payment

  • @Ruturaj.2023
    @Ruturaj.2023 12 днів тому +1

    Outsoursing Employee ମାନଙ୍କୁ Salary ବଡ଼ିବ କି ନାହିଁ Sir କୁହନ୍ତୁ?

  • @chinupanda6197
    @chinupanda6197 12 днів тому +1

    GDS ମାନଙ୍କ ପାଇଁ news କର।

  • @SusilBhoi-v4s
    @SusilBhoi-v4s 11 днів тому +1

    Outstanding

  • @HimansuBehera-th8ph
    @HimansuBehera-th8ph 10 днів тому

    Modi sir sure chinta karibe .

  • @ManoranjanP2023
    @ManoranjanP2023 9 днів тому

    ସାର୍ ଗୋଟେ କଥା ପଚାରିବି କେବଳ 5% govt employees ର salary hike ରେ ଦେଶ ର ମାହାଙ୍ଗା problem solved haba... epfo govt ra check kara ଲୋକଙ୍କ salary kete...

  • @Dibakar83288
    @Dibakar83288 12 днів тому +3

    ଆମେ ହତଭାଗା Junior teacher (schematic )😢😢

  • @kamalamuduli7588
    @kamalamuduli7588 12 днів тому +4

    Actually how u read

  • @allinonebro3293
    @allinonebro3293 12 днів тому +2

    ସରକାରୀ ଚାକିରିଆ ମାନେ ମାଲା ମାଲ୍ ହେଇ ଗଲେ

  • @prasantakumar1456
    @prasantakumar1456 12 днів тому +5

    Outsoursing job life what either government or private.

  • @MDH316
    @MDH316 6 днів тому

    There are two types of lncome one is productive and other is non productive but you may increase salary of any only on productive in come of our Country

  • @sunitatoppo2904
    @sunitatoppo2904 12 днів тому +3

    Jhaharo pement bisi tako tharu alu ret 200 tonka neba kotha

  • @SusilBhoi-v4s
    @SusilBhoi-v4s 11 днів тому

    Outstanding Katha kie Bujiba

  • @MDH316
    @MDH316 6 днів тому

    Compulsory retirement budjet should passed in our Country
    Or think to Family planning to reduce population and which will help to increase salary up to 500% of salary

  • @Bapi-Dona-Disha
    @Bapi-Dona-Disha 10 днів тому

    Health insurance Darkar

  • @haripriyanayak9505
    @haripriyanayak9505 12 днів тому +3

    Thank god

  • @bishnuprabhan4177
    @bishnuprabhan4177 12 днів тому +4

    Basic 33k hele kete salary milibbs

  • @MalatiGaipai
    @MalatiGaipai 12 днів тому +3

    3× salary kebe bi hebani...... maximum 5k or 8k bhitare bdhiba

    • @dhananjaysahoo4579
      @dhananjaysahoo4579 12 днів тому

      Basic ବଢେଇ ଦବ।କିନ୍ତୁ DA କୁ 0 କରିଦେବ।

  • @MDH316
    @MDH316 6 днів тому

    Now a days there are so talented youth are unemployed

  • @pratapkumarnayak6103
    @pratapkumarnayak6103 12 днів тому +7

    Wrong analysis of rate of increase of salary, for which poor govt. Employees are victimised in the eye of society.
    Kindly give statistics of income tax contribution of govt. Employee

  • @durbadaladash5646
    @durbadaladash5646 12 днів тому +6

    DA mileni aeta କହୁନୁ କାହିଁକି

  • @sashikantasahoo7275
    @sashikantasahoo7275 12 днів тому +4

    Sir apana kete darama pauchhanti

  • @archanaacharya754O
    @archanaacharya754O 12 днів тому +4

    Sampurna mithya 😂😂

  • @JYOTIRANJAN88.
    @JYOTIRANJAN88. 12 днів тому

    Valueless words

  • @AjaySethi-t3j
    @AjaySethi-t3j 11 днів тому

    Thanks

  • @abhimanyubehera6259
    @abhimanyubehera6259 9 днів тому

    Chatukri chhadantu sir

  • @suchonatvbyrashmiranjan8675
    @suchonatvbyrashmiranjan8675 12 днів тому +2

    Basic ta bodhi boe but DA ta add hoboni 186% basic re.30000 ta hobo 55000.But 55000 basic re DA 4 percent.55000+2200=57200 hoi pare

  • @sahoosangram25
    @sahoosangram25 12 днів тому

    ମାନସ ଭାଇ ତୁମ କଳନା ଭୁଲ ଅଛି l
    ଆଗୁରୁ ଆବୁରା ହୁଅନ୍ତୁ ନାହିଁ l

  • @aradhanadas-vb7xx
    @aradhanadas-vb7xx 12 днів тому +3

    😢pti mananka darama badhiba ki nai

  • @patraabhishek74
    @patraabhishek74 12 днів тому +5

    ଦୟାକରି ଲୋକମାନଙ୍କୁ ସଠିକ ତଥ୍ୟ ଦିଅନ୍ତୁ
    10 ବର୍ଷ ରେ ଥରେ pay Revised କିଛି ବଡ କଥା ନୁହେଁ.
    8th Pay Commission ବସିବ ବୋଲି କ୍ୟାବିନେଟ ମଞ୍ଜୁରୀ ମିଳିଛି,
    commission ରିପୋର୍ଟ ଦେବାପରେ କ୍ୟାବିନେଟ ଟାକୁ approved କଲେ ଯାଇକି ମିଳିବ ସେବି ଫୁଣି 2026 ପରେ ମିଳିବ ନଈ ନା ଦେଖୁନୁ ଲଙ୍ଗଳା କାଇଁ ହଉଛ 😂😂

  • @sidharthabadajena
    @sidharthabadajena 12 днів тому +1

    Jay kala...

  • @apasmitajena5079
    @apasmitajena5079 12 днів тому +6

    Nonsense sarakar
    Bekari samasya dura nai

  • @laxmidharrout8676
    @laxmidharrout8676 12 днів тому +4

    Aare Babu tu sarakari chakiri kaluni,Tora sei jogyata nathiba sarakari chakiri paibaku,tu to jogyata nei basarakari chakiri re kete darama pauchu?

  • @Chandan-z4d1v
    @Chandan-z4d1v 10 днів тому

    Sir out sourcing manankoro kn hebo

  • @dr.debashishdikshit4438
    @dr.debashishdikshit4438 11 днів тому +1

    Its for only central govt employees or state govt employees will also get this ??

  • @jitart_Jituraj.
    @jitart_Jituraj. 12 днів тому +2

    Jadi daramaa 3 Guna badhe 2 Guna tax re jiba au rahila gote taha ku kharcha au bachila ₹0

  • @chinuodiavillagevlogs
    @chinuodiavillagevlogs 11 днів тому

    Private job karuthiba loka nka pai special bharata lagukarantu ama sarkar salary badila tapare puni nityabebahara jinisa reta badiba ame sadharana loka kemiti chalibu madhyabita paribara maribe na ration care achi na swasthya bima achi 😢

  • @exopsiba
    @exopsiba 10 днів тому

    Labour manakara darama kebe badhiba

  • @ashutoshsubudhi8199
    @ashutoshsubudhi8199 10 днів тому

    Private chakiria dukha kana pain?

  • @bbikashcammonman
    @bbikashcammonman 12 днів тому +11

    Private employee nkaa dukhaa kiee bujhibaa..

  • @rajendrapadhan4148
    @rajendrapadhan4148 12 днів тому +2

    Your Less knowledge sir regarding pay commission

  • @SubrataGamer-s4q
    @SubrataGamer-s4q 12 днів тому +5

    Majuduru. Manaka. Pain kan. Achi

  • @Rebel-584
    @Rebel-584 12 днів тому

    ଗଡ଼ବଡ଼ ରେ ବାବା

  • @biranchimajhi8381
    @biranchimajhi8381 12 днів тому +5

    Besi kichhi difference nai besi propaganda karani

  • @Debajyoti_P
    @Debajyoti_P 12 днів тому +6

    Ya pai dukha khabar kan pai😂😂😂 ya darama badhile baki lola dukhi huanti ki😂😂

  • @jyotibhusannanda933
    @jyotibhusannanda933 11 днів тому

    Jadi government salary Ankara badheiba odishare job karuthiba loke marijibe company hau je kaunsi sector hau labour act darama daunahanti sabu rate badhiba emane marijibe . government employees banchibe institute karithiba Malika Mane banchibe besi depend karuthiba private employees marijibe salary badhau mana nanhi private sector pain rules au action kariki salary badhau government tax asiba economic growth haba .samaste khusire rahibe Khali government employees nunhe ki private company au institute nunhe sadharan employee jia private re kama karuchi se bi khusire rahiba

    • @adi7260
      @adi7260 10 днів тому +1

      Tu to ghare gotie roseiya rakhiki taku aga 30,000 de per month.... Tapare jaiki company ku kahibu tora salary badheibaku....😂😂.... Achhi dam tora😁

  • @ashutoshsubudhi8199
    @ashutoshsubudhi8199 10 днів тому

    Sabu 10 Barsha re lagu heichi purba ru ebe jadi na deithanta govt ra ineligiblity heithanta

  • @PujasCorner07
    @PujasCorner07 12 днів тому +1

    Wow good news 😁 for me🤌🤗

  • @guptakpt8877
    @guptakpt8877 12 днів тому +3

    Private kana chakiria kana koribe

  • @priyabratarout2471
    @priyabratarout2471 12 днів тому +1

    But I want to do private job like you because growth is always in private sector. Govt job only for run your family

  • @Sweta3370-b8y
    @Sweta3370-b8y 12 днів тому +2

    Kouthi pain semanka ete salary badhuchi

    • @share3699
      @share3699 12 днів тому

      Every 10 year re hue..

  • @ManoranjanP2023
    @ManoranjanP2023 10 днів тому

    Sir apan ku bhala laguchi aama tax Paisa re govt employees enjoy karibai.. media employee nku salary 😢??aama tax Paisa re salary dianajau please...

  • @chiranjibmuduli7061
    @chiranjibmuduli7061 12 днів тому +3

    DA ta 0 ru start heba kai bekar news bane ki kahucha .tike pvt it salary dekha

  • @Livingcodes
    @Livingcodes 11 днів тому +1

    Yeh reporter nku bandhiki pitibaku anurodha ..3 guna badhiba jadi au commission kn pain basila