ପୁରୀରେ ସେବାୟତଙ୍କ ବେଶ ଧରି ସୁନା ଚେନ୍, ମୋବାଇଲ ଲୁଟୁଛନ୍ତି ଚୋର | Nandighosha TV

Поділитися
Вставка
  • Опубліковано 6 жов 2024
  • #puri #loot #RathaYatra #NandighoshaTV
    ପୁରୀରେ ମାତିଛନ୍ତି ଚୋର। ସେବାୟତଙ୍କ ବେଶ ଧରି ଚୋରି କରୁଛନ୍ତି ଚୋର। ଭିଡ଼ର ଫାଇଦା ଉଠାଇ ଭକ୍ତଙ୍କ ଠାରୁ ସୁନା ଚେନ୍, ମୋବାଇଲକୁ ଚୋରି କରି ଚମ୍ଫଟ ମାରୁଛନ୍ତି ଚୋର । ଏମିତି ଅଭିଯୋଗ ଆସିଛି ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ।
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    DishTV Channel No: 1367
    Airtel Digital TV Channel No: 611
    TATASky Channel No: 1779
    Hathw@y Channel No: 731
    NXT Digital Channel No: 16
    SITI Channel No: 17 & 458
    GTPL Channel No: 719
    SUN Direct Channel No: 667
    Asianet Channel No: 219

КОМЕНТАРІ • 183

  • @harikrupameher3660
    @harikrupameher3660 2 місяці тому +14

    ଆହା ଏ କି ଜଗନ୍ନାଥଙ୍କ ପ୍ରଭୁଙ୍କ ଲୀଳା,ଜଗନ୍ନାଥ ପ୍ରଭୁ ତମେ ଚୋର ବେଶରେ ଆଶିକି ଭକ୍ତଙ୍କୁ ଦର୍ଶନ ଦେଇକି ଯାଉଛ

  • @pradeepofficial198
    @pradeepofficial198 3 місяці тому +81

    ପୁରୀ ସେବାୟତ ମାନେ ହି ଲୁଟୁଛନ୍ତି ......

    • @HaraprasadRana-fm1uu
      @HaraprasadRana-fm1uu 2 місяці тому +8

      Jogi Adityanath UP ସରକାର ଭଳି ଆକ୍ସନ ନିଆଯାଇ ନ ହେଲେ ଓଡ଼ିଆ ରେ BJP ସରକାର ପାୱାର ଥାଇ ମଧ୍ୟ କିଛି ଲାଭ ନାହିଁ

    • @Sonu.pratihari720
      @Sonu.pratihari720 2 місяці тому

      Tamaku gandi maru chanti

    • @ashutoshpratihari5756
      @ashutoshpratihari5756 2 місяці тому

      To nani ki geichnti se

    • @santoshkumarpanda9968
      @santoshkumarpanda9968 2 місяці тому

      ​@@HaraprasadRana-fm1uuha ba 😂😂😂😂

    • @santoshkumarpanda9968
      @santoshkumarpanda9968 2 місяці тому

      ​@@HaraprasadRana-fm1uuup re bodhe chori hauni😂😂😂

  • @sidasoren1172
    @sidasoren1172 2 місяці тому +17

    ପୁରୀ ରଥଯାତ୍ରା ରେ ହଜାର ହଜାର ଫୋନ୍,ଚେନ୍, ପର୍ଷ, ଟଙ୍କା ଇତ୍ୟାଦି ଚୋର ହେଉଛି ସବୁ ବର୍ଷ ✊✊

    • @Viralwatcher24
      @Viralwatcher24 2 місяці тому

      ଜଗନ୍ନାଥ ରାଜ୍ୟରେ ଚୋରି କାହାକୁ କହିବି ଛି ଛି?

  • @bhajanmusic22
    @bhajanmusic22 2 місяці тому +2

    ମତେ ଲାଗୁଛି ପଣ୍ଡା ମାନଙ୍କ ବେକରେ ଯୋ ସୁନା ମାଳ ଝୁଲୁଛି... ସେ ଗୁଡାକ ରତ୍ନଭଣ୍ଡାର ର ନୁହେଁ ତ 🙏 ଜୟ ଜଗନ୍ନାଥ 🙏

  • @laxmidharmirror5500
    @laxmidharmirror5500 3 місяці тому +30

    ଆରେ ସେ ଡ୍ରୋନ camera ଟା ପରା ଲାଗିଚି ସେଥିରୁ ଚୋର କଣ ଧରା ପଡୁନି

    • @bhagabatsoren249
      @bhagabatsoren249 2 місяці тому +2

      ଡ୍ରନ କ୍ୟାମରା ଠେଲା ପେଲା ଚିପାଚିପି ଦେଖୁଥିଲା 😂

    • @RoyalGM-P0987
      @RoyalGM-P0987 2 місяці тому

      😂😂😂​@@bhagabatsoren249

  • @TuluKandi-t5h
    @TuluKandi-t5h 2 місяці тому +4

    ପୁରୀ ସେବାୟତ ମାନେ ଦାଦାଗିରି କରନ୍ତି ଭାରି କଟୁ ବାକ୍ୟ କୁହନ୍ତି ଗାଳି କରନ୍ତି ଧର୍ମ ସହିଲେ ହେଲା

  • @Trekkrider
    @Trekkrider 3 місяці тому +10

    ସେବାୟତ ମାନେ ହେଲା ଅସଲି ଚୋର

  • @ranjitkumarbehera5746
    @ranjitkumarbehera5746 3 місяці тому +4

    ଭଗବାନ କୁ ବି ଡର ନାଇଁ

  • @Tukunavlogsbdk
    @Tukunavlogsbdk 2 місяці тому +3

    ଏମାନେ ଅଣ ଓଡିଆ ବାଙ୍ଗାଲାଦେଶି

  • @Tukunavlogsbdk
    @Tukunavlogsbdk 2 місяці тому +4

    ମୁଁ ଏଥର ଚଢ଼ିରେ ଗୋଟେ ପକେଟ କରିବି

  • @PradiptaDas-sy4jn
    @PradiptaDas-sy4jn 3 місяці тому +4

    ଆଗରୁ ଏମିତି ହୁଏନି ଏଵେ କାଇ ଏତେ ଚୋରି ହେଉଛି ଶିଶିଟିଭି ଚେକିଗି କରାଜାଉ

  • @ramkrishnsaraka163
    @ramkrishnsaraka163 2 місяці тому +3

    ସେମାନେ ସେବାୟତ ହିଁ ଚର

  • @rajashreejena7185
    @rajashreejena7185 2 місяці тому +2

    Good good good nd 👏👏👏, because ,ଚୋର ମାନଙ୍କୁ ଜଗନ୍ନାଥ ଙ୍କ ସମର୍ଥନ। ........

  • @manuputul1395
    @manuputul1395 3 місяці тому +7

    ମୁଁ ବି same experience karichi, Srimandir bhitare ଜଗନ୍ନାଥ ଙ୍କୁ ଦର୍ଶନ କଲାବେଳେ ମୋ ପର୍ସ ru ଟଙ୍କା and bus ticket ଚୋରି କରି ନେଇଯାଇଥିଲେ

    • @Mdlook-k7g
      @Mdlook-k7g 2 місяці тому

      Au tame janipalani kichi

    • @manuputul1395
      @manuputul1395 2 місяці тому

      @@Mdlook-k7g ଜାଣି ପାରିଲି ଗର୍ଭଗୃହ ru ବାହାରିଲା ପରେ । ସେବେଠୁ mu sling bags ye bhalia ଗହଳି ଜାଗା ku neyiki jayuni ଅନ୍ଧ ଥରେ ବାଡ଼ି hajeyiba

  • @chanduramhembram2025
    @chanduramhembram2025 2 місяці тому

    ଆଗରୁ ଏମିତି ହେଇନଥିଲା ଏବେ ପରିବର୍ତ୍ତନ ହେଉଛି

  • @suchentakri9223
    @suchentakri9223 2 місяці тому +1

    ବହୁତ ବଢିଆ 👍👍👍👍

  • @ganeshpathy431
    @ganeshpathy431 2 місяці тому +2

    ସେବାୟତ ମାନେ ଚୋରାଇବେ। ଏଥିରେ ସରକାର କଣ କରିବେ।

  • @swadhinmaharana5989
    @swadhinmaharana5989 2 місяці тому

    ଲଜ୍ଜା ଜନକ ଖବର ଯେଉଁଥିରେ କି ଏତେ ମାତ୍ରାରେ ବୃଦ୍ଧି ପାଇଛି ଚୋରି ଆମର ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇଆସୁଥିବା ବେଳେ ଏ ଗୋଟିଏ ଚ୍ୟାନେଲ ଯିଏକି ଓଡିଶାର ବିଭିନ୍ନ ସ୍ଥାନରେ ଲୁଟି ଥିବା ବଡ଼ ଚୋର ମାନଙ୍କର ନାମ କରଣ ରୁ ବହୁତ ଦୂରରେ ରହୁଛି

  • @SibaReddy-t8f
    @SibaReddy-t8f 3 місяці тому +11

    ଆଗକୁ ଆଉରି କ'ଣ କ'ଣ ହେବ ଦେଖ

  • @jagasahu801
    @jagasahu801 2 місяці тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ🙏🙏

  • @sarathinag2190
    @sarathinag2190 2 місяці тому

    ଭଗବାନ ଙ୍କ ନାରେ ସବୁ ଚୋର ..........
    🚩 ଜେ ଶ୍ରୀ ରାମ 🚩

  • @srikantapradhan9758
    @srikantapradhan9758 2 місяці тому

    ପୁରୀ ରେ ବଡ଼ ଚୋର ଅଛନ୍ତି,ସାବଧାନ

  • @ganeshpathy431
    @ganeshpathy431 2 місяці тому +2

    ମନ୍ଦିର ଭିତରେ ସି ସି ଟିଭି ଲାଗିଲେ କିଏ ଚୋରି କରୁଛି ଜଣା ପଡିବ

  • @PRAMODBEHERA-il2mr
    @PRAMODBEHERA-il2mr 3 місяці тому +8

    Jaha heu, sei maane hi odisha ra asmita .... 😅

  • @biswajitchoudhury7599
    @biswajitchoudhury7599 2 місяці тому +3

    Bhai bhauni nku mora gote request puri rathayatra kimba anya mela ku jauthile kebe gold ornaments pindhi jantu nahi...

  • @Reenabehera0
    @Reenabehera0 2 місяці тому +2

    Ete bada aghatana hela au apana mantri mahasaya kahile eha kichhi nuhe eha mahabahu nka nila ete bada aghatana ama mauda mani ani bada thakura padi gale au ama mahabahu nka akhire luha kete khusire ghosa jatara ku asithile bada thakura padi gale sara dunia kanduchhi samasta nka akhire luha mahabahu nka akhire luha Jay jagannath 🙏🏻😭😭😭😭😭😭😭😭😭😭

  • @baishnabcharansahoo9119
    @baishnabcharansahoo9119 2 місяці тому

    ଯଦି ରଥଯାତ୍ରା ରେ ଚୋରମାନେ ଜଗନ୍ନାଥଙ୍କ ଭକ୍ତ ମାନଙ୍କର ଚେନ,ମୋବାଇଲ ଚୋରି କରି ନେଇ ଚାଲି ଯାଉଛନ୍ତି।ତାହାହେଲେ ଭଗବାନ ଜଗନ୍ନାଥ କଣ ଏହା ଦେଖି ପାରୁ ନାହାଁନ୍ତି?

  • @baralcreations4636
    @baralcreations4636 3 місяці тому +7

    For own careless

  • @susantatandia4539
    @susantatandia4539 2 місяці тому

    ଚୋର ମାନେ ଭଲ ଭାବେ ଜାଣିଛନ୍ତି ଭଗବାନ ନାହିଁ

  • @Viralwatcher24
    @Viralwatcher24 2 місяці тому

    ଜଗନ୍ନାତ ରଖ୍ୟ କରିବେ ଆପେକ୍ଷ୍ୟା କରନ୍ତୁ

  • @santoshkumarmishra2620
    @santoshkumarmishra2620 2 місяці тому

    ପୋଲିସ୍ ସଚେତନ କରିବାପରେ ମଧ୍ଯ ଟଙ୍କା ସୁନା ଅଳଙ୍କାର ସାଥିରେ ନେଇ ଯାଉଛନ୍ତି କାହିଁକି ?

  • @abhinandansutar197
    @abhinandansutar197 2 місяці тому +1

    ନିଜ ଜିନିଷ ନିଜ ଦାୟିତ୍ୱ ରେ ରଖନ୍ତୁ

  • @swadhinmaharana5989
    @swadhinmaharana5989 2 місяці тому

    ମୂଲ୍ୟ ହୀନ ଖବର ପ୍ରକାଶ କରିବା ସମସ୍ତଙ୍କୁ ଆଶେ ତୁମ ଚ୍ୟାନେଲ ତା ମଧ୍ୟରୁ ଏକ ଜନ ସାଧାରଣ ଙ୍କ ମତରେ କୋଉଁଠି ଭି ଚୋର ର ସନ୍ଧାନ ରେ ଯାଇଚ ନା ଯାଇପାରିବ ସାଧାରଣ ଲୋକ କଥା ହେଉ କି ରାଜନେତା ଙ୍କ

  • @SantoshkumarBehera-mw3vq
    @SantoshkumarBehera-mw3vq 2 місяці тому +1

    Mera odisha, jai jagannath

  • @udayadas9318
    @udayadas9318 3 місяці тому +2

    ଚୋରର ସରକାର ଗଲା ସାଧୁ ସରକାର ଆସିଲା ପୁଣି ଚୋରି କେମିତି ହଉଛି ?? ବଡ଼ ଦୁଃଖର ବିଷୟ । ଜଗନ୍ନାଥ ମାଝୀ , ବଳଦେବ ସିଂହଦେଓ ଆଉ ସୁଭଦ୍ରା ପରିଡ଼ା ଥାଉ ଥାଉ ଚୋରି ହେଇଯାଉଛି ।

    • @PrashantaKumar-rf3eh
      @PrashantaKumar-rf3eh 3 місяці тому +2

      Nice comment

    • @Lipkumar123
      @Lipkumar123 3 місяці тому

      Jai Shree⭕‼⭕Jagannath❤❤❤🙏🙏🙏. What do you mean to say. It's his/her own fault careless. If you always careful nobody can even touch you ok.

    • @manmayuri6006
      @manmayuri6006 2 місяці тому

      ଚୋରି ଆଗରୁ ବି ହେଉଥିଲା

    • @lingarajmaharana2144
      @lingarajmaharana2144 2 місяці тому

      Semane thile hin chori heba

    • @Mdlook-k7g
      @Mdlook-k7g 2 місяці тому

      Kahniki na naveen ku apaman kala sethipain emiti hela jadi naveen thanta ta hele lut heinathanta😅

  • @bhagyadharanayak
    @bhagyadharanayak 2 місяці тому

    ଲୁଟେରା ମାତିଛନ୍ତି. ହୁସିଆର

  • @santoshkumarmishra2620
    @santoshkumarmishra2620 2 місяці тому

    ଯାତ୍ରା କୁ ସୁନା ଚେନ୍ ପିନ୍ଧିଯିବା ପଇଁ ଜଗନ୍ନାଥ କହିଛନ୍ତି କି?

  • @prafullakumarsamal5399
    @prafullakumarsamal5399 2 місяці тому

    ଏଇ ଠେସବୁ ଚୋରି ହେବ ଜଗନାଥ ନାହିଁ

  • @ganeshpathy431
    @ganeshpathy431 2 місяці тому +1

    ମନ୍ଦିର ଭିତରେ ସେବାୟତ ମାନେ ଗହଳିଆ ଦେଖି ଲୁଟ୍ କରୁଛନ୍ତି

  • @k.c.dgamerparamguru5357
    @k.c.dgamerparamguru5357 2 місяці тому

    Tate jouthi dekhibi nandighosh Bala mandira pakhare sedina pacharibi tate head line superb

  • @sakarsansarafsankar9235
    @sakarsansarafsankar9235 2 місяці тому

    ପୁରୀ ରଥଯାତ୍ରା ସମୟରେ ମୋବାଇଲ୍ ସୁନା ଗହଣା ପାଇସା ଲୁଟନ୍ତି

  • @basudevbehera2209
    @basudevbehera2209 2 місяці тому

    ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ

  • @harekrushnabehera3138
    @harekrushnabehera3138 2 місяці тому

    ସବୁ ତାଙ୍କରି ଇଚ୍ଛା ରେ ବାବା ।

  • @bibhutipanda6964
    @bibhutipanda6964 3 місяці тому +1

    0:42 0:45 0:46 0:47 0:47 0:47 0:48

  • @Radhageetanjali143
    @Radhageetanjali143 2 місяці тому

    ସେବାୟତ ମାନଙ୍କୁ id କାର୍ଡ ଦିଆଯାଉ

    • @baikunthanathnayak3841
      @baikunthanathnayak3841 2 місяці тому

      Bhai sebayat mananka already id card achi au rathyatra re ta semananku mandatory pakeiba 😂 bhai ye kau sebayata kama nuhan ye sabu se bangladesinka kama heithiba.

  • @bhagyadharanayak
    @bhagyadharanayak 2 місяці тому

    /ମହିଳା ଚୋର
    ହୁସିଆର

  • @navinhinjida
    @navinhinjida 2 місяці тому +1

    ନନ୍ଦିଘୋଷ ଚାଁନେଲ ଚୋର

  • @TuluKandi-t5h
    @TuluKandi-t5h 2 місяці тому

    Thik katha

  • @mrjitendralife
    @mrjitendralife 2 місяці тому

    ମୋରବି ମୋବାଇଲ ଚୋରିହୋଇଥିଲା ଗୁଣ୍ଡିଚା ଦିନ

  • @purnimanayak794
    @purnimanayak794 2 місяці тому

    Jay siyaram ha mora nanada ra madya bayag ra chen kholi thila kintu senei parini

  • @pdaswees1804
    @pdaswees1804 2 місяці тому +1

    Mo mobile chori hoijaichhi
    Pravu baladev nka ratha tanu tanu.....😢
    Jaga nischita bujhiba....e choro nka katha

  • @sudamkumar539
    @sudamkumar539 3 місяці тому +1

    E Barsha para advanced technology use kara jai thila sabu phus😅😅😅😅

  • @bibhutipanda6964
    @bibhutipanda6964 3 місяці тому

    Jay

  • @Sitarambariha-n1l
    @Sitarambariha-n1l 2 місяці тому +1

    Sabu barsha chori hua mobile chen atakana nuakatha ki nija jinisa nije sambhali rakhi paruna sekanamanisa

  • @PapuMoanty07
    @PapuMoanty07 2 місяці тому

    Bhai samsung mobile jadi chori hele milijibo charge thile phone off kariparibani choro

  • @meera2761
    @meera2761 3 місяці тому +2

    Ratna vandar bhi lut heba.......

  • @amrutamaitrisahoosahoo9336
    @amrutamaitrisahoosahoo9336 2 місяці тому

    Sebayata manankara dress code hele bhala, distinguished rahibe, I card haba darkar

  • @badansahu9844
    @badansahu9844 2 місяці тому

    କଟକିଆ ଗୁଟିଏଚୋର ଓ ବାଳ

  • @AshokPanda-qt4qn
    @AshokPanda-qt4qn 2 місяці тому

    Dhanyabada Sir Aha Chalichhi AME Sethipae Bhida Bhadre Puri jiba ku Sahas Heunahi Mor bigata 10 bars Agaru Paradise Hotel samanru Jaganatha Ratha Darshan kale belaku Mor Pocket re Chaligala Muthanre FIR kari Number ku Block kali Dhanyabada Police Mor kam kardela Mor man hela Kahiki Asili A Ratha jatraku Se Dinathu Mu pura Dari Jaechhi Jai Maa Samleiswari 🙏

  • @farmerandcooking165
    @farmerandcooking165 3 місяці тому +1

    Jou chormane chori karchanti ehi video ki bahut enjoy karuthibe 😅😅😅😅

  • @DeepaTandi-t2o
    @DeepaTandi-t2o 3 місяці тому

    Jay Jagannath

  • @GaneshMunda-v4q
    @GaneshMunda-v4q 2 місяці тому

    🙏🙏🙏🙏🙏

  • @SimanchalaRaita-fi4io
    @SimanchalaRaita-fi4io 2 місяці тому

    Jaganaths people are steeling in pury badadanda.

  • @biswajitchoudhury7599
    @biswajitchoudhury7599 2 місяці тому

    Au mobile ku jathasambhaba samna pocket re rakhantu

  • @janatanag115
    @janatanag115 2 місяці тому

    Jagannath prabhu kuade gale j ete chori hoigala

  • @susantatandia4539
    @susantatandia4539 2 місяці тому

    Jade jagarnnath satare thaante hele sethee chori ଦଙ୍ଗା hoi na ଥାଆନ୍ତେ

  • @rjsoy4432
    @rjsoy4432 2 місяці тому

    😂😂😂 ନନ୍ଦୀୟ tv ର ଚୋରୋ ଖୋଜା ଅଭିଯାନ ଏହା ପାଣ୍ଡୁ ର Master ପ୍ଳାନ 😅😅😅

  • @TRDash-ky9bc
    @TRDash-ky9bc 2 місяці тому

    Luckily mausa dhoti Pindi thile nahale pant chain kholi jatra nei jai thante....😂😂

  • @Sitarambariha-n1l
    @Sitarambariha-n1l 2 місяці тому

    Se Loka thakuchhi .seta.baniam pindichhi satnuha

  • @PapuMoanty07
    @PapuMoanty07 2 місяці тому

    Ta question pachara ku manibaku padibo

  • @ManitaBhatra-wr6wo
    @ManitaBhatra-wr6wo 3 місяці тому +2

    BJP sarkar kana Karu Tila

  • @NabakishorePanda-sb5dk
    @NabakishorePanda-sb5dk 2 місяці тому

    😊😊😊

  • @hariharpradhan1177
    @hariharpradhan1177 3 місяці тому

    Tame kanak ru asiki nandighosh re

  • @ManitaBhatra-wr6wo
    @ManitaBhatra-wr6wo 3 місяці тому +2

    Kebe suni no tili mu ai barshare sunili

    • @binodinibiswal1622
      @binodinibiswal1622 3 місяці тому

      Nai nai 2barsa tale mo husband nka bekaru mandira bhitare amiti chori heithila.......

    • @Dameonbiswal3626
      @Dameonbiswal3626 2 місяці тому

      Gehi chup😊

  • @chandannayakl-0597
    @chandannayakl-0597 2 місяці тому

    Also I have lost my phone

  • @kdkrishnadas05
    @kdkrishnadas05 2 місяці тому

    Amara b mobile chori heichi

  • @SantoshkumarBehera-mw3vq
    @SantoshkumarBehera-mw3vq 2 місяці тому

    Bhai joumane ehei Kama karuchanti sei lokanku phasi diajau

  • @Ratik59
    @Ratik59 2 місяці тому

    Reporter Pachhare Nana Patekar 😮😮

  • @luckyvarietyshop9128
    @luckyvarietyshop9128 3 місяці тому

    Ratha Yatra. Re chain pindhi aasiba kan darkar

  • @ManitaBhatra-wr6wo
    @ManitaBhatra-wr6wo 3 місяці тому

    CCI kemra banajau

  • @golakhsahu6937
    @golakhsahu6937 2 місяці тому

    Police Bala hatha rahuchi kichi action neaunahanti

  • @MrpapuJena
    @MrpapuJena 2 місяці тому

    2 Egin ra kamal bhai mohan babu achhanti sabu opadidebe 😂😂😂😂

  • @केदारनाथमिश्रा

    Kete dina ? Kete lut? Hele sachetan hebe ?

  • @HariharaGomango-ck6cq
    @HariharaGomango-ck6cq 2 місяці тому

    Sebayata mane atagata achi

  • @nirupama1964
    @nirupama1964 2 місяці тому

    Sebayat kebebi chori karibeni. Semanka bhitare kichhi loka pati,tunda kari lokanka tharu Tanka aadaya karanti matra kebe chori karantini.

  • @rajlaxmipatro4370
    @rajlaxmipatro4370 2 місяці тому

    Are Bhai emiti kie mobile dhare ki

  • @reetabehera-dj7ur
    @reetabehera-dj7ur 2 місяці тому

    Thana front ru

  • @ManitaBhatra-wr6wo
    @ManitaBhatra-wr6wo 3 місяці тому

    Sebhaitang mangu kad banjau

  • @MIZUL..
    @MIZUL.. 3 місяці тому

    More bi chain neijaichhantii,.... evening 7 pm-7.05pm vitare😭😭08.07.2024 re, jagannath nka agare hata teki nehura heba time re😭😭

  • @sampadasahoo6889
    @sampadasahoo6889 2 місяці тому

    Jay Jagganath ladies chaln pindhi kahinki jauchhanti ama Orissa chorara gantaghara choramananku God must punished bada dukha laguchhi

  • @sabitamudra2848
    @sabitamudra2848 2 місяці тому

    Sybayta bysadare bahut asichanti dakhina diya boli kahi markmari lotuchanti

  • @anuragkrishna798
    @anuragkrishna798 3 місяці тому

    Put ur mobiles n money in lodge where u r staying

  • @reetabehera-dj7ur
    @reetabehera-dj7ur 2 місяці тому

    Amara bag katiki mob au 5000 tanka b nei gale chora

  • @bijaynayak1682
    @bijaynayak1682 2 місяці тому

    Naya Sarkar aane ki vajah se sab kuchh ho raha hai

  • @susantatandia4539
    @susantatandia4539 2 місяці тому

    Thik chori houchhe kana pain jauchha hene

  • @singraihembram5241
    @singraihembram5241 3 місяці тому +2

    bhokto too besi choro lutera... bodmas janti....

  • @simple-g4k
    @simple-g4k 3 місяці тому

    Police jte kahile b ei loka bujhibeni, suna pindhiki jibe

  • @prasankumarkanhor9479
    @prasankumarkanhor9479 2 місяці тому

    Thakur,hajiba jinisha deve,kintu jinisha akarare nuha...bhabare

  • @SantoshkumarBehera-mw3vq
    @SantoshkumarBehera-mw3vq 2 місяці тому

    No!kasting

  • @SantoshkumarBehera-mw3vq
    @SantoshkumarBehera-mw3vq 2 місяці тому

    Tebe kichhi badaliba