Idol Height Controversy: Loka Nakali Katha Asali | Kanak News
Вставка
- Опубліковано 10 вер 2021
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
For the latest Odisha News Follow us:
Visit: kanaknews.com/
Watch Live : ua-cam.com/users/KanakNewsLIVE...
UA-cam: / kanaktvonline
Twitter: / kanak_news
Facebook: / kanaknews
#KanakNews #MaskUpOdisha #LokaNakaliKathaAsali
ମୂର୍ତ୍ତି ବଡ଼ ହେଉ, ଜଗତଜନନୀ ପୂଜା ପାଆନ୍ତୁ। ଆମେ ବରଂ ଦେଖୁବାକୁ ଯିବୁନି ,କି ଭିଡ଼ କରିବୁନି। ଯାହା ଚାଲିଆସିଛି ତାର ବ୍ୟତିକ୍ରମ ହେବନାହିଁ।
ua-cam.com/video/BSOBKbjWuRc/v-deo.html
4ft is best for this year
Kanak TV servant of Navin Babu😆😆😆😆
Pragya bhai always best ❤️❤️❤️❤️❤️
Oh my God I can't control my laugh😂😂🤣🤣🤣awesome both of you..
No
@@annapurnaswain8189 agreed
Hello
Odia kahile huantani
Awesome 👍Super Performance Both Pragyan nd Sankar 👍
ବହୁତ୍ ସୁନ୍ଦର କମିଡି👌👌
ବିଲକୁଲ୍ ଠିକ କଥା,,
ମା ଦୁର୍ଗାଙ୍କ ର ମୁର୍ତ୍ତି ବଡ଼ ହେବା ଦରକାର,
ନବୀନ ସରକାର ଏ କଥା ବୁଝନ୍ତୁ ,
ଆମ ପୂଜା ପର୍ବ କୁ ଥଟ୍ଟା ପରିହାସ କରନ୍ତୁ ନାହିଁ,
ଆମେ ଓଡ଼ିଶା ବାସୀ ଚୁପ୍ ଅଛୁ ବୁଲି ଭାବନ୍ତୁ ନାହିଁ" ଯେ ଏମାନେ କିଛି ଜାଣୁ ନାହାନ୍ତି,
ଆମେ ସବୁ ଜାଣୁଛୁ ସବୁ ଶୁଣୁଛୁ,
Puja pai roll regulation,hau agaku election asuchi dekhiba setebele kn
Best Comedy prangya and Sankar bhai
You both are awesome
ମୂର୍ତ୍ତି ସହିତ କୋରନା ସମ୍ପର୍କ କଣ ଏ ସବୁ ରାଜନୀତି
ବିଲକୁଲ୍ ଠିକ କଥା,
Election ta asuchi na saithi pai ete
Sundargada re bjd sabhahela Sethi corona helani ,aau murti badahele corona hauchhi
କେବଳ ଆମ ଧର୍ମ ରେ ପୂଜା ପର୍ବାଣୀ ବେଳେ coorona ହଉଚି। କିନ୍ତୁ ଅନ୍ୟ ମାନଙ୍କ ପର୍ବ ବେଳେ ସରକାର ଚୁପ ରହୁଛନ୍ତି। ଏହି ଭଳି ହେଲେ ଆଉ ଦୁଇ ବର୍ଷ ପରେ ଗଣେଶ ପୂଜା ସରକାର ବନ୍ଦ କରିଦେବେ।
ବିଲକୁଲ୍ ଠିକ କଥା, ପଠାଣ ଅଶୁର ଓ ଖ୍ରୀଷ୍ଟିଆନ ଗୋଷ୍ଠୀଙ୍କ ପର୍ବ ବେଳେ କରୋନା ହଉନି ,ନେତା ମାନେ ରାଲି କଳାବେଳେ କରୋନା ହେଉନି, କିନ୍ତୁ ଆମେ ପୂଜା ପର୍ବ କଲେ କରୋନା ହେଇ ଯାଉଛି, କି ବିଚିତ୍ର ରାଜନୀତି,
ଶେଷରେ ଭାରତ ଭଳି ମହାନ୍ ଦେଶରେ ଏ ସବୁ ଶୁଣିବାକୁ ଓ ଦେଖି ବାକୁ ପଡୁଛି,
କ'ଣ ଆଉ ହବ ଏ ଦେଶରେ ,
ବେଇମାନ ନେତା ମାନେ ଆମ ହିନ୍ଦୁ ଦେଶ କୁ ଓ ହିନ୍ଦୁ ଧର୍ମାବଲାମ୍ବୀ ମାନଙ୍କୁ ବହୁତ ହଇରାଣ କରୁଛନ୍ତି,
ସୁପର
Very nice video 👍👍👍 good morning
ଇଲେକ୍ସନ ପ୍ରଚାର ରେ କୋଭିଡ ବଢ଼ୁନି, ମହାରମ ତାଜିଆ ରେ ସମସ୍ୟା ନାହିଁ, ଆଉ କେରଳ ରେ onam ପାଇଁ ନୁହେଁ, ମହାରମ ପାଇଁ ହେଇଥିଲା, ତୁମେ secular ଧଣ୍ଡ ଗୋଷ୍ଠି, ଗାଣ୍ଡିରେ ଦମ ଅଛି ତ ଇଲେକ୍ସନ ପ୍ରଚାର ବିରୁଦ୍ଧରେ କୁହ, ମହାରମ କି କ୍ରୀଷ୍ଟ ମାସ ଉପରେ କୁହ, ଏ ମାନ ଙ୍କୁ କମେନ୍ଟ କରି ବାକୁ ଗାଣ୍ଡିରେ ଦମ ନାହିଁ କେବଳ ହିନ୍ଦୁ ମାନଙ୍କୁ ହିଁ କମେଣ୍ଟ କରି ପାରିବ,
ଭଲ
Nice
Corona kahuchi murti 4 foot ru adhika ucha hele corona aasijiba 🤣🤣🤣
Hmm corona ko jana
Puja hela corrono
Kintu election beda corona nahii
Very nice, 👍
Nice pragyan
Very nice
Real comedy king pragyan bhai
Prangya bahi mast heichiiii🤣🤣
Very nice 👌
Super
Super video
East or west pragya-shankar is the best.
Pachare Musa chaluthiba ra kou mane lakhya kale 😁😁
👌👌
ପ୍ରଜ୍ଞା ଭାଇ best actor ❤❤❤❤❤ଶଙ୍କର ଭାଇ ନ ଥିଲେ ତ କିଛି ହବନି ❤❤❤❤
Who
ua-cam.com/video/BSOBKbjWuRc/v-deo.html
Sata re
Nice act
Mind blowing
Superb acting pragyan bhai
Best comedy
Excellent Acting
In Maharashtra in present 144 on Ganesh Chaturthi Time
Jay Sri Ganesh
Mast
Election re kete rule manucha ??
Suppr
Odisha sarkar no 10
Best jodi .best comedy
Pragyan Bhai Nice Acting 🎭 i
8:27 ... Awesome... 😂😂
Ek dam right
Last seen 😱😳 OMG
super
Best
Not problem in height , points is politics. Oppositions of Odisha have already gone mad. What they are speaking & what they are doing they do not know.
Puja pain ta regulations hela....dekhiva Political rally bele kn sabu restrictions hava....🤪🤪🤪
@@jeevanmohanty9258 Most probably you are going to success at Pipili
Jai Shree Ganeshaya Prabhu Namah
କଣ ପାଗଳ କି...... ମୂର୍ତ୍ତି ବଢିଗଲେ problem kn
12 m 40 s mein background mein ganpati Ji ke vahan ko jaate hue kaun kaun dekhe
ପ୍ରଜ୍ଞା ଭାଇ ୩୩କୋଟି ନୁହ ୩୩ଗୋଟି ଦେବା ଦେବୀ
Govt got solutions to deal with the srotage and cost of vaccine, but I wonder How does the size of idol will reduce Covid-19. Might be the most educated and powerful person taking decision, but remember everything will be counted.
Osm comedies😄😄😄🤣🤣🤣😂no control yarr😂
Omm ganesh namha
Mruti uchata hele kn corana badhi jibaki a ki niyam
Ok
Murti chhoto hele corona kamiba ki?
Ama mirti 5put ru adhika haichi Amara kan kariba
Au dj bi bajiba
ନବୀନ କୁ ପଛାର
Nabin babu jani thibe😂
Samaya kahiba Kan chaluchi.
ମୂର୍ତ୍ତିର ହୁଛତା ଵଡୁ ମା ର ପୂଜା କରାଯାଏ ଜୟ ମା ଜଗତ ଜନନୀ
Last full comedy
Prangyan bhai thik kahichanti 👌👍💯😂😂😂😂
Pranya bhai appana khuduru kuni osssa ra video banantu
💚💚💚🌹🌹🌹🌹
Moj kardi pragya bro 🤣🤣🤣🤣
Madam right
Babu amara allensolly brand ra shirt pindhichanti r e wah
Dhandia Babu Thik Kahuchhanti
Excellent 😂😂😂😂😂😂😂😂😂😂
Agyan corona galapare sabu karibu kahile j kuhantu ni corona kbe jiba....
Political rally taku chota karile hebani...
cinema hal re hero mane corona sahita fight karuchhani 😁😁😂😂😂 Right kahuchha prangya vae
Super acting bhai super s upear bhai
କାର୍ଯ୍ୟକ୍ରମ ଯାହା ହଉ ନା କାହିଁକି, ନବୀନ ବାବୁଙ୍କ ପାଦ ଚଟା ବୁଦ୍ଧି କନକ ଟିଭି ର ଗଲା ନାହିଁ।🤣🤣🤣🤣🤣🤣🤣🤣🤣🤣
Pada kn mga mane pela chati debe
@@akhayakumarpanda8382 🤣🤣🤣🤣🤣🤣🤣🤣🤣🤣🤣🤣🤣
ଖାଲି ହିନ୍ଦୁ ପର୍ବ ପର୍ବାଣୀ ରେ କୋରଣା ହେଉଛି ଆଉ ମୁସଲମାନ ମାନଙ୍କ ପାଇଁ କୋରଣା ଉଡେଇ ଯାଉଛି ଆପଣ ମାନଙ୍କ ଏ ଚିନ୍ତା ଧାରାକୁ ମୁଁ ଦୃଢ ନିନ୍ଦା କରୁଛି, କୁମ୍ଭ ତ ଉତ୍ତରାଖଣ୍ଡ ରେ ହେଲା କିନ୍ତୁ ମହାରାଷ୍ଟ୍ରରେ କାହିଁକି କୋରଣା ହେଲା?? ଗୋଟିଏ ଫାଟ୍ସ ଚଲେଇଛ😡😡😡
Voteee
Pragyan Bhai jaha kahuchani right kahuchani
Hilarious comedy
Puja ra maja 😂😂😂😂😂😂
ua-cam.com/video/BSOBKbjWuRc/v-deo.html
Very nice performance
Hii
ତମେ କନକ ଵାଲା ତ ଗେଣ୍ଡା ଦଳିଆଙ୍କ ତଳ ଚଟା ସିଏ ଯାହା କହିବେ ସେଇଆ କରିବ।
ଅଲଜ୍ୟା ଲୋକ, ଓଡିଶା ଶିଶୁ ଓ ମହିଳା ନିର୍ଯାତନାର ଏକ ନମ୍ବର, ବେକାରୀ ଆଉ ଗରିବି ରେ ଅଗ୍ରଣୀ
ସେଇଥିପାଇଁ ଆମ ମୁଖ୍ୟମନ୍ତ୍ରୀ ଏକନମ୍ବର। ଆଉ କିଛି ଉନ୍ନତି କରିପାରିବେନି, ସମାଜର ଓ ଓଡ଼ିଶାର ପରମ୍ପରା ଭାଙ୍ଗିବାକୁ ଚକ୍ରାନ୍ତ କରୁଛନ୍ତି ଦେଶଦ୍ରୋହୀ ଗଣ। ଇଏ ନେତା ମନ୍ତ୍ରୀ ଭୋଜି ଭାତ ବାହାଘର କରିକି ଶହ ଶହ ଲୋକଙ୍କୁ ଆଣି ଯାତେରା କରୁଛନ୍ତି, ପ୍ରଦୀପ ମହାରଥୀ ମଲା ଶହ ଶହ ଲୋକ ଆସିଲେ କାଇଁ କିଛି ତ କରିପାରିଲନି!
2020 ମସିହାରେ ଲାଗିଲ ଯେ ରଥଯାତ୍ରା ବନ୍ଦ କରିବାକୁ, ମୁସଲମାନ ପ୍ରତିବାଦ କଲେ ହେଲେ ମୁଖ୍ୟମନ୍ତ୍ରୀ ଚୁପ, ଅଧିକ ଚାପ ହେଲାରୁ ସୁପ୍ରିମକୋର୍ଟ ଚିଠି ଲେଖିଲେ ଏଇ ଆମ ମୁଖ୍ୟମନ୍ତ୍ରୀ ସିଏ।
ଆଉ ଆମେ ଜାଣିନୁ କଣ କରୁଚ ତମେ, ଏ ଓଡ଼ିଆ ମାନେ ବି ସେଇଭଳିଆ ତମ ଭଳିଆ ବେଇମାନ ମାନଙ୍କୁ ମଦ ଚାଉଳ ଲୋଭରେ ଭୋଟ ଦେଉଛନ୍ତି।
ଛି ଛି ,
ମହାପ୍ରଭୁ ଭରସା
Medha bada hele corana kemiti badhiba mu kichi janiparuni 🤔
Murti chota hele bhasani re kam loka Hebe ta chada environment pollution bi kamiba..... committee members bujhiba darkar
Super 😂👌👌
jai sree gannpati bapa
Murti chota hele no problem bada murti hele kana lokanka bhakti nahi langala melody dance karuchanti maa jaha karuchanti thik karuchanti bhajan kirtan nahi puja mandapa re bada murti kele kana maa adhika bara debe jaha hauchi thik hauchi prabhu icha re hauchi manisa adhika utpata hauchi
govt ro Bala niyam
ଏ ସବୁ ରାଜ ନିତି ଏ ସଳା ସରକାର ବଦଳାଅ
872 sebayat......
Ama jagat janani maa puja heba darkar
Jou paisa murti bada kariba pain karcha karibe se paisa re bhoga kari niranna loka , pasu , pakhi nku khaibaku dele kan habani...
Takhura nka na re ...pari heba....katha ...khai....au kichi nahi
Move
Khali hindu festival re hi Corona houchi au magihe any religion ra festival re kichi houni khali bhounigihe amo hindu nku target kn pai
Vote bele corona hauni kahaku kintu murti bada hele corona hei jauchi wah
Kerala Bakri Eid video karuna
Number one CM from reverse ...
🤭🤭🤭🤪🤪🤪
Pargya Bhai nathile ta Kichi habanai sabu haba
ହେ ବଳବନ୍ତରା ବାବୁ.. ଧଣ୍ଡିଆ ଭାଇ,
ଜଣାଉଛି କୋଟିଏ ମୁଣ୍ଡିଆ.. ମଥା ନୁଆଁଇ
ହେ ବଳବନ୍ତରା ବାବୁ.. ଧଣ୍ଡିଆ ଭାଇ।।
ସେକ୍ରେଟାରୀ ପୂଜା କମିଟିର.. ନାଣ୍ଡିଆ ହୋଇ
ଧମକରେ ଛାଡ଼ିବେନି ପାଢ଼ୀ...ଭେଣ୍ଡିଆ.. ଗୁଣ୍ଡା ଲଗାଇ,
ଯେତେ ଯିଏ ଆସୁ ମଇଦାନକୁ ହୋ..
କି କରିବ ତୁମ..ଖଣ୍ଡିଆ ଭାଇ,
ହେ ବଳବନ୍ତରା ବାବୁ... ଧଣ୍ଡିଆ ଭାଇ।।
(କମେଡି ଖୁବ୍ ତାଉ.. ଫୁ ଉ ଲ୍ ରଡ୍ଡ.. ଜଳୁଛି ଦାଉ ଦାଉ)
🙏 ଜୟ ଜଗନ୍ନାଥ ସ୍ଵାମୀ 🙏
Super comedy
Bhai kii comedy 😂😂😂💝💝💝❤️❤️❤️