ବିନା ଖର୍ଚ୍ଚରେ ଜୈବିକ ଚାଷ jibamrut and ghana jibamrut

Поділитися
Вставка
  • Опубліковано 15 лис 2024

КОМЕНТАРІ • 101

  • @chintamanidhal8187
    @chintamanidhal8187 Рік тому +1

    ସାହୁ ସାର୍ ଜୟ ଜଗନ୍ନାଥ ବୋହୁତ ସୁନ୍ଦର ବିଡିଓ

  • @jkvlogs3252
    @jkvlogs3252 Рік тому +3

    ବହୁତ ବଢିଆ । ପ୍ରତ୍ୟକ ଚାଷୀ ଭାଇ ମାନେ ଏହା ଜାଣିବା ନିହାତି ଦରକାର ।

  • @pramitapradhan4696
    @pramitapradhan4696 Рік тому +3

    ମୁଁ ଜୀଵାମୃତ ବ୍ୟବହାର କରୁଛି ସାର୍। ଆପଣ ଯେମିତି ଜୀଵାମୃତ ତିଆରି କରିବା କହିଛନ୍ତି ସେହିପରି ତିଆରି କରୁଛି

  • @biswanathchand7232
    @biswanathchand7232 Рік тому

    ପ୍ରୋଗ୍ରାମ ବହୁତ୍ ସୁନ୍ଦର ଲାଗୁଛି ଭାଇ । 👍🏻

  • @umeshkumarsahoo2743
    @umeshkumarsahoo2743 7 місяців тому

    ସାର ସବୁଠାରୁ ଭଲ ଜୈବିକ ଖତ କଣ ଏକ ଏକର ରେ କେତେ ଦିଆହବ. ଧାନ ଚାଷ ପାଇଁ କାଦୁଅ ରେ କେଉଁ ଜୈବିକ ଖତ କିମ୍ବା ସାର ଦିଆହବ

  • @pabitrakumarjena8649
    @pabitrakumarjena8649 Рік тому +1

    Sir saru chasa upare gote vedio anantu

  • @bhaktamishra9730
    @bhaktamishra9730 Рік тому

    ପ୍ରତ୍ୟେକ ଚାଷୀ ଏହାକୁ ଆପଣାଇଲେ ଗୋ ସମ୍ପଦର ସୁରକ୍ଷା ସହିତ କୃଷିର ବିକାଶ ହୋଇପାରିବ ।ଗ୍ରାମ୍ୟ ଅର୍ଥନୀତିର ଓ ପରିବେଶର ସୁରକ୍ଷା ହେବ।

  • @rajendrakumarmallick8074
    @rajendrakumarmallick8074 Рік тому

    Babhuta bhala lagila

  • @sarojsahoo2287
    @sarojsahoo2287 Рік тому

    Bahut sundhar

  • @soumyaranjanjena9915
    @soumyaranjanjena9915 Рік тому +1

    Good video🙏
    Informative video🎥

  • @parsuramjena7119
    @parsuramjena7119 Рік тому +2

    Thanks for your programs

  • @sushilbehera3583
    @sushilbehera3583 Рік тому

    ସାର୍ ବହୁତ ସୁନ୍ଦର

  • @KrupasindhuPattanaik
    @KrupasindhuPattanaik Рік тому +1

    Nice ...

  • @pramodkumardas5067
    @pramodkumardas5067 Рік тому +1

    ଜୈବିକ ଚାଷ କେଉଁଠି ଶିଖିବା ଯାଜପୁର ଜିଲ୍ଲାରେ

  • @raghunathsahu3795
    @raghunathsahu3795 9 місяців тому

    ସାର,,, ଜୀବମୃତ କୁ ଅମୃତଭଣ୍ଡା ଚାଷରେ କେଉଁ କେଉଁ ସମୟରେ କେତେ ମାତ୍ରାରେ ବ୍ୟବହାର କରାଯାଇ ପାରିବ

  • @adibasiclub2221
    @adibasiclub2221 Рік тому

    Nimastra, bhramastra video chadibe sir

  • @ollywooddhamal86
    @ollywooddhamal86 Рік тому

    Sir Gua gacha re dele bhala hbaki

    • @krushisampada
      @krushisampada  Рік тому

      ସବୁ ଫସଲରେ ପ୍ରାୟୋଗ କରି ପାରିବେ

  • @umeshkumarsahoo2743
    @umeshkumarsahoo2743 9 місяців тому

    Ghana jibamruta pai jarsee gai gobara kama kariba ki nahni

  • @bijayanandapatra2980
    @bijayanandapatra2980 Рік тому

    Thanks you sir

  • @ajaymaharashtra6990
    @ajaymaharashtra6990 Рік тому

    Hieghly essential information

  • @fakirpradhan7038
    @fakirpradhan7038 Рік тому

    Sir ghanajibamrutare 2kg Baragacha mulara mati misantu.

  • @fakirmohansahoo2638
    @fakirmohansahoo2638 2 місяці тому

    Sir 🙏
    Mu jibamruta ତିଆରି କରିଚି
    Tike apananka sahita katha
    Hebaku chanhuci

  • @biswajitbiswal1799
    @biswajitbiswal1799 Рік тому

    ସାର୍ ନମସ୍କାର, ଗୋପାଳଭାଇ ସୁତ୍ରିଆ ଙ୍କ ଗୋକୃପା ଅମ୍ବୃତମ୍ ବିଷୟରେ ଭିଡିଓ ଟେ କରନ୍ତୁ। ଆଉ ଏହା ଓଡ଼ିଶାରେ କେଉଁଠି ମିଳିବ

    • @odiapuaomm9884
      @odiapuaomm9884 Рік тому

      ଆବଶ୍ୟକ ଅଛି ଯଦି ଫୋନ କରନ୍ତୁ ଆମ ପାଖରେ ଅଛି

  • @raghunathsahu3795
    @raghunathsahu3795 9 місяців тому

    ଦୟାକରି ଆପଣଙ୍କ Mob no ଦେଇ କିଛି ସମୟ ଦେଇ ପାରିଲେ ଉପକୃତ ହୋଇ ପାରନ୍ତି

  • @shreeyashradha3431
    @shreeyashradha3431 Рік тому

    Good

  • @sanjulatabehera9707
    @sanjulatabehera9707 Рік тому +1

    Plz nimaasthar video karntu

    • @krushisampada
      @krushisampada  Рік тому

      ନିଶ୍ଚିନ୍ତ ପ୍ରସ୍ତୁତ କରାଯିବ

  • @karttiknaturepark5733
    @karttiknaturepark5733 Рік тому

    Barsa dinia tomato chasa ra video banantu sir

  • @birajnaik6960
    @birajnaik6960 Рік тому +1

    Ka pa chasa karuchi

  • @godblessyou7640
    @godblessyou7640 Рік тому +1

    Sir ମୁଗ ଗଛ ଏଇ ବର୍ଷା ପାଣିରେ ବଢି ଯାଇ ଭୂତେଇ ଯାଇଚି ଫୁଲ ଫଳ ହଉନି କଣ କରାଯିବ plz sir🙏

    • @krushisampada
      @krushisampada  Рік тому

      ବର୍ଷା ଯୋଗୁଁ ରୋଗ ଲାଗିବାର ସମ୍ଭାବନା ରାହିଛି।ସେଥିପାଇଁ Ridomil gold lit ପ୍ରତି 2.5gm ହିସାବରେ ଗଛରେ ସ୍ପ୍ରେ କରନ୍ତୁ।ତା ସହିତ hormone Fantac plus lit ପ୍ରତି 1ml ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।

  • @pradhananandchandra9920
    @pradhananandchandra9920 Рік тому

    Thank you for your information

  • @RANJANKUMARSAHOO-iq9nm
    @RANJANKUMARSAHOO-iq9nm Рік тому

    jivamruta re 5days pare dhala poka dekha jauchhi kna asbidha kahibe .phon no

  • @umeshkumarsahoo2743
    @umeshkumarsahoo2743 7 місяців тому

    Sabutharu best jaibika sara kana . Kama amount heavy work

  • @dillipmirdha2627
    @dillipmirdha2627 Рік тому +1

    How to spray

  • @AlokKumar-zc4ke
    @AlokKumar-zc4ke 10 місяців тому

    ❤❤❤❤❤

  • @umeshkumarsahoo2743
    @umeshkumarsahoo2743 5 місяців тому

    Sir ଜୀବମୃତ ପାଇଁ କ୍ଷେତ ରେ ଡ୍ରମ ପୋତି ପାଲ ଢାଙ୍କି ଜୀବମୃତ କଲେ ହବ ନା ନାଇଁ କାରଣ ଗଛ ନାଇଁ

  • @umeshkumarsahoo2743
    @umeshkumarsahoo2743 6 місяців тому

    Sir ଘନ ଜୀବମୃତ ପାଇଁ ଜର୍ସି ଗାଈ ଗୋବର କାମ କରିବ ନା ନାହିଁ ଦୟାକରି ଜଣାଇବେ,

    • @krushisampada
      @krushisampada  5 місяців тому

      ହଁ ବ୍ୟବହାର କରନ୍ତୁ

  • @ashokdora3271
    @ashokdora3271 Рік тому +1

    ଘନ ଜିବାମୃତ୍ ପାଇ କଞ୍ଚା ଗୋବର ନା ସଢ଼ ଖତ ଦରକାର

    • @krushisampada
      @krushisampada  Рік тому

      ଘନ ଜୀବାମୃତ ପାଇଁ କଞ୍ଚା ଦେଶୀ ଗାଈ ଗୋବର ବ୍ୟବହାର କରାଯାଏ

    • @odiapuaomm9884
      @odiapuaomm9884 Рік тому

      ସୋରିଷ ପିଡିଆ ଆବଶ୍ୟକ ଅଛି କି ?

  • @umeshkumarsahoo2743
    @umeshkumarsahoo2743 4 місяці тому

    Sir ଘନ ଜୀବମୃତ ପାଇଁ ଧନୀଚା ହବକି, ବେସନ ବଦଳରେ

    • @krushisampada
      @krushisampada  4 місяці тому

      ନା ବେସନ ପ୍ରଯୋଗ କରନ୍ତୁ

  • @saratnayak5754
    @saratnayak5754 Рік тому

    Sir dhana chasa re pakei habo ki

  • @umeshkumarsahoo2743
    @umeshkumarsahoo2743 7 місяців тому

    ସାର ଅଧା ଏକର ରେ ଗୋଟେ ଥର ରେ 400 ଲିଟର ଜୀବମୃତ ପ୍ରୟୋଗ କଲେ କଣ ହବ, ଭଲ ନା ଖରାପ ଦୟାକରି ଜଣାନ୍ତୁ

    • @krushisampada
      @krushisampada  7 місяців тому

      ଖ୍ୟାତି ନାହିଁ କିନ୍ତୁ Does anusaar 100lit ହିସାବରେ 21ଦିନ ଅନ୍ତରରେ 4ଥର ପ୍ରୟୋଗ କଲେ ଅଧିକ ଫାଇଦା ମିଳିଥାଏ

  • @swarnalatajena8836
    @swarnalatajena8836 Рік тому

    ଆମେ ଜୀବାମୃତ ପ୍ରସ୍ତୁତ କରି ଫୁଲ ଗଛରେ ଦେଇ ପାରିବୁନି ?🙏🙏

    • @krushisampada
      @krushisampada  Рік тому +1

      ଫୁଲ ଗଛ ମୁଳରୁ 6ଇଞ୍ଚ ଛାଡି ପ୍ରାୟୋଗ କରନ୍ତୁ।

  • @umeshkumarsahoo2743
    @umeshkumarsahoo2743 7 місяців тому

    Cow dung or goat dung which is best

  • @shyamsundarbiswal12
    @shyamsundarbiswal12 8 місяців тому

    Mu tiari karichi au dragon fruit plant re dauchi
    Jay jagannath 🪷🪷🛕

  • @umeshkumarsahoo2743
    @umeshkumarsahoo2743 5 місяців тому

    Sir ଜୀବମୃତ କୁ ପ୍ରୟୋଗ କଲେ, ତା ରାସାୟନିକ ସାର ପ୍ରୟୋଗ କରିବାକୁ ପଡିବ କି, ଯଦି ରାସାୟନିକ ସାର ପ୍ରୟୋଗ ନ କଲେ ଅମଳ କମିବ କୀ

    • @krushisampada
      @krushisampada  5 місяців тому

      Jivamrut ପ୍ରୟୋଗ କରିବା ପରେ ରାସାୟନିକ ସାର ପ୍ରୟୋଗ କରି ପାରିବେ

    • @umeshkumarsahoo2743
      @umeshkumarsahoo2743 5 місяців тому

      ରାସାୟନିକ ସାର ପ୍ରୟୋଗ ନକଲେ ଅମଳ କମିବକି

  • @fakirpradhan7038
    @fakirpradhan7038 Рік тому

    Sir jlbamruta re 1kg Pidia dia ntu

  • @saileshmohanta4355
    @saileshmohanta4355 Рік тому

    Describe full organi farming

  • @umeshkumarsahoo2743
    @umeshkumarsahoo2743 Рік тому

    ଜୀବମୃତ ଏକ ଏକର ରେ କେତେ ପରିମାଣ କୁ କେତେ ଥର ଦିଆଯିବ

    • @krushisampada
      @krushisampada  Рік тому

      ଜୀବାମୃତ ଏକର ପ୍ରତି 200lit ଓ 21 ଦିନ ଅନ୍ତରରେ 3-4ଥର ପ୍ରାୟୋଗ କରନ୍ତୁ।

  • @jajatikesharipradhan348
    @jajatikesharipradhan348 Рік тому +1

    Sabuthu bhala kita nasaka kana sir

    • @krushisampada
      @krushisampada  Рік тому

      ବିଭିନ୍ନ ପୋକ ପାଇଁ ବିଭିନ୍ନ କୀଟନାଶକ ରହିଛି।

  • @bkpcreation3dedit721
    @bkpcreation3dedit721 Рік тому

    Script agaru sir a bisayre kahithile

  • @umeshkumarsahoo2743
    @umeshkumarsahoo2743 7 місяців тому

    ସାର କୁକୁଡ଼ା ଲେଣ୍ଡି ରେ କଣ ଅଛି ଯାହା କ୍ଷେତ କୁ ଖରାପ କରିଥାଏ

  • @sameernahak9706
    @sameernahak9706 Рік тому

    Sir ମୋର ଗୁଆଁର ଗଛର ପତ୍ର ମୋଚା ଓ ଗୁଆଁର ଗୁଡ଼ିକ କଳା ପଡ଼ିଯାଉଛି କଣ spry କରିବି ...plz କୁହନ୍ତୁ.....

    • @krushisampada
      @krushisampada  Рік тому

      Diafenthuron 50%WP lit ପ୍ରତି 1.5gm ବା OSHEEN lit ପ୍ରତି 0.5ml ବା Alika lit ପ୍ରତି 0.5ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

    • @bkgaurishankarpattnaik7024
      @bkgaurishankarpattnaik7024 11 місяців тому

      କୋବି ଗଛର ପତ୍ର କାଟି ପୋକ ଖାଇ ଯାଉଛନ୍ତି ଜୈବିକ ଉପାୟ କୁହନ୍ତୁ ଆଉ ଯଉ ପୋକ ଦ୍ଵାରା ପତ୍ର ମୋ ଡି ହୋଇ ଯାଉଛି ଦୟାକରି କୁହନ୍ତୁ ସର

  • @abadhesh84
    @abadhesh84 Рік тому +1

    Dose of jibamruta ?

  • @RANJANKUMARSAHOO-iq9nm
    @RANJANKUMARSAHOO-iq9nm Рік тому

    dhala poka uapre vasuchhi .taku jamire paksibaki.

  • @JamunaGouda-kq4wb
    @JamunaGouda-kq4wb Рік тому

    Ambi gajam kruhc

  • @mithunbagarty4430
    @mithunbagarty4430 Рік тому

    Dalua dhana re kanda bindha lagi6i kou medicin dele bhala kamakariba

    • @krushisampada
      @krushisampada  Рік тому

      Cartap hydrochloride 50%SP lit ପ୍ରତି 1.5gm ବା Flubendiamide 20%WG drum ପ୍ରତି 6gm ବା Fipronil5%SC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @rajesh.2524
    @rajesh.2524 Рік тому +1

    Gunta.kahele.kana sir

  • @JasabantaPradhan-qb8lw
    @JasabantaPradhan-qb8lw Місяць тому

    niche chala patra hladhee

  • @anikshikdar5537
    @anikshikdar5537 Рік тому

    Can mustard cake be used instead of besan?

    • @krushisampada
      @krushisampada  Рік тому

      ବେଶନ ବଫଳରେ ସୋରିଷ ପିଡ଼ିଆ ବ୍ୟବହାର କରନ୍ତୁ ନାହିଁ

  • @purnachandradebata203
    @purnachandradebata203 Рік тому

    How to deal with gundi poka ?

    • @krushisampada
      @krushisampada  Рік тому

      ଗୁଣ୍ଡି ପୋକ କୁ ନିୟନ୍ତ୍ରଣ କରିବା ପାଇଁ ହଳଦିଆ ଅଠାଳିଆ card ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।ଜୈବିକ କୀଟନାଶକ Beuveria କୁ lit ପ୍ରତି 4gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
      ରାସାୟନିକ କୀଟନାଶକ MOVENTO lit ପ୍ରତି 1ml ବା Diafenthuron 50%WP lit ପ୍ରତି 1.5gm ବା Alika lit ପ୍ରତି 0.5ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @Susanta1981mohanty
    @Susanta1981mohanty Рік тому

    Agyan sir

  • @sushilbehera3583
    @sushilbehera3583 Рік тому

    ସାର୍ ଧାନ ଚାଷ ରେ ପ୍ରୟୋଗ କରାଯାଇ ପାରିବ କି

    • @krushisampada
      @krushisampada  Рік тому

      ସବୁ ଫସଲରେ ପ୍ରାୟୋଗ କରି ପାରିବେ

    • @sushilbehera3583
      @sushilbehera3583 Рік тому

      Thank you sir 🙏
      My inspiration

  • @Surya-do2vb
    @Surya-do2vb Рік тому +1

    Lembu gacha ra patra modi modi jauchi.. au phulaasuni ki phala..

    • @krushisampada
      @krushisampada  Рік тому

      ଲେମ୍ବୁ ଗଛରେ canker ରୋଗ ଲାଗିଛି।ଏହାକୁ ପରିଚାଳନା କରିବା ପାଇଁ Copper oxychloride 50%WP lit ପ୍ରତି 3gm ସହିତ plantomycine lit ପ୍ରତି 1gm ମିଶାଇ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଗଛ ମୁଳରୁ 3ft ଛାଡି 1ft ଓସାର ଓ 6ଇଞ୍ଚ ଗଭୀର ନାଳ କରନ୍ତୁ।ଗଛ ପ୍ରତି 3ଝୁଡ଼ି ଗୋବର ଖତ 300gm DAP ,200gm potash 200gm urea 100gm borax ମିଶାଇ ପ୍ରାୟୋଗ କରି ଜଳସେଚନ କରନ୍ତୁ।
      15ଦିନ ପରେ ହର୍ମୋନ Planofix କୁ 4lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।

  • @umeshkumarsahoo2743
    @umeshkumarsahoo2743 7 місяців тому

    ସାର କୁକୁଡ଼ା ଲେଣ୍ଡି କ୍ଷେତ ରେ ଲଗେଇଲେ ଭଲ ନା ଖରାପ

    • @krushisampada
      @krushisampada  7 місяців тому

      କୁକୁଡ଼ା ଲେଣ୍ଡି କୁ 6ମାସ ସଢ଼ିବାକୁ ଦିଅନ୍ତୁ। ତା ପରେ ସମାନ ପରିମାଣ ର ଗୋବର ଖତ ମିଶାଇ ପ୍ରୟୋଗ କରନ୍ତୁ।

    • @krushisampada
      @krushisampada  7 місяців тому

      କୁକୁଡ଼ା ଖତ କୁ ସିଧା ସଳଖ ଜମି ରେ ପ୍ରୟୋଗ କରିବା ଖରାପ।ଏହାକୁ 6ମାସ ରଖି ଗୋବର ଖତ ସହିତ ମିଶାଇ ପ୍ରୟୋଗ କରନ୍ତୁ