BJD Star Campaigner Kartik Pandian conducts poll campaign in Begunia constituency || KalingaTV

Поділитися
Вставка
  • Опубліковано 8 тра 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 128

  • @smitasamal460
    @smitasamal460 14 днів тому +2

    ମୋର ଜଗନ୍ନାଥ ଙ୍କୁ ଗୋଟିଏ ପ୍ରାର୍ଥନା କି Bjd ହିଁ ଜିତୁ । ଯୋଉ ସରକାର କୃଷକ ମାନଙ୍କ ପାଇଁ ଏତେ କିଛି କଲା । ଯୋଉ ସରକାର ପ୍ରଥମେ କାଳିଆ ଯୋଜନା କଲା ।ଯାହାକୁ ଦେଖିକି ମୋଦି ବଳିଆ ଯୋଜନା କଲା । ଆଉ ସବୁଠୁ ବଡ଼ କଥା ମୋଦି ନବୀନ ସରକାରଙ୍କ ବିରୁଦ୍ଧରେ ରେ ଯେତେ ଯାହା କହିଲେ ବି ନବୀନ ସରକାର ଆଜି ପର୍ଯ୍ୟନ୍ତ ମୋଦି ଙ୍କ ବିଷୟରେ କିଛି ବି କହିନାହାନ୍ତି । ଏଇଟା ତାଙ୍କର ବଡପଣ । ତାଙ୍କ ନିଜ ଦଳ ର ଲୋକ ଯାହା କୁହନ୍ତୁ ପଛେ ସିଏ କିଛି କହିନାହାନ୍ତି। ଆଗରୁ ପିଲାମାନେ ସ୍କୁଲ ଯାଉନଥିଲେ , ସ୍କୁଲ ବ୍ୟବସ୍ଥା ଭଲ ନଥିଲା ତାକୁ ସୁଧାରି ଲେ ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଲାମାନଙ୍କ ପାଇଁ ମାଗଣା ଖାଦ୍ୟ , ପୋଷାକ, ପୁସ୍ତକ, ଯୋଗେଇଲେ ନବୀନ ପଟ୍ଟନାୟକ । ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ , ମହିଳା ଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବଧା କଲେ ।ହେଲେ ମୋଦି ସରକାର କହିଛନ୍ତି କି ମୁଁ ପୁରୁଷ ପାଇଁ ୫ ଲକ୍ଷ ଆଉ ମହିଳା ପାଇଁ ମଧ୍ୟ ୫ଲକ୍ଷ ର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେବେ ଆପଣ ମାନେ କୁହନ୍ତୁ କିଏ ଭଲ । ଏଇଟା ଠିକ୍ ସମୟ ଯିଏ ଆମ ରାସ୍ତା ସୁବିଧା କରିଛନ୍ତି , ଯିଏ ଆମର ଏତେ ସହଯୋଗ କରିଛନ୍ତି ତାଙ୍କର ଏବେ ଆମର ଆବଶ୍ୟକତା ରହିଛି ତାଙ୍କୁ ହିଁ ଆମେ ସହାୟତା କରିବା। ଆଉ ଏମିତି ରେ ବି ମୋଦି ସରକାର ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଆଜି ପର୍ଯ୍ୟନ୍ତ ଏମିତି ବହୁତ ହେଇଛି ମୋଦି ସରକାର ବହୁତ କିଛି ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଯିଏ ଆମ ଓଡ଼ିଶା ପାଇଁ ଏତେ କିଛି କରିଛି ଆମେ ତାକୁ ଭୋଟ ଦେବା
    ସିଏ ହେଲା Bjd । ଲୋକ ମାନଙ୍କୁ ଯେ ପର୍ଯ୍ୟନ୍ତ Bjd ସହାୟତା କରୁଥିଲା ସେ ପର୍ଯ୍ୟନ୍ତ ତାର ଗୁଣ ଗାଉଥିଲେ ହେଲେ ଆଜି ଯେତେବେଳେ ତାକୁ ସହାୟତା ଆବଶ୍ୟକ ଅଛି ଲୋକ ମାନେ ତାକୁ ଗାଳି କରୁଛନ୍ତି। ଯୋଉ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛେପ ପାଉଛନ୍ତି ଏମିତିକା ମଣିଷ କୁ ନମକ ହାରାମ୍ କୁହାଯାଏ।ଆରେ ସିଏ ତ ଗରିବ ଲୋକଙ୍କ ବନ୍ଧୁ। ଦୟାକରି କିଛି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ।❤❤❤❤। ଗୁଜୁରାଟ ରେ Bjp ଅଛି ହେଲେ ସିଏ ନମ୍ବର ୧ ହେଇପାରିଲାନି । ଗୋଟିଏ ବାହାର ଲୋକ କୁ ଆମ ଓଡ଼ିଶା କୁ ଟେକି ଦିଅନି । ଆଉ ବୁଢ଼ା ବୁଢ଼ୀ ଙ୍କ ପାଇଁ ଭର୍ତ୍ତା ବ୍ୟବସ୍ଥା bjd karichhi । ତେଣୁ Bjd ଙ୍କୁ ଜିତାନ୍ତୁ । ଜଣଙ୍କ ଠୁ ଏତେ ସହାୟତା ପାଇବା ପରେ ତାକୁ ଭୁଲିବା ଉଚିତ୍ ନୁହେଁ। Bjd ଙ୍କୁ ଜିତାନ୍ତୁ । ବିଜେପି କିଛି ରାସ୍ତା ନ ପାଇ କ୍ଷମତା ଲାଳସା ରେ କେତେ ଶସ୍ତା ରାଜନୀତି କରୁଛି।କେବଳ ଭୋଟ ପାଇଁ ଓଡିଶା କୁ ଏତେ ଥର ଆସୁଛି । ଯଦି ବିଜେପି ରେ ଲୋକପ୍ରିୟତା ରହିଛି ସରକାର ଗଠନ କରିବାର ଦମ୍ ରହିଛି ତାହାଲେ ଜଣଙ୍କ କଥା କୁ କାହିଁକି ବିକୃତ ଆଉ କଦର୍ଥ କରି ପ୍ରଘଟ କରୁଛି ? ଏହା କେଉଁ ରାଜନୀତି ର ପରିଚାୟକ ! ଓଡିଶା ରେ ଜନତା ଙ୍କ ପାଇଁ ହେଉଥିବା ବିକାଶ ମୂଳକ କାର୍ଯ୍ୟ କୁ ବିରୋଧ କରି ଓଡିଶା କୁ ପଛକୁ ଟାଣି ନେଉଛନ୍ତି bjp ର ନେତା ମାନେ । ଏମାନଙ୍କୁ ଟିକେ ହେଲେ ଲାଜ ନାହିଁ ।bjd ଙ୍କୁ ଯିତାନ୍ତୁ।ଏତେ ସୁବିଧା କଲା ପରେ ବି ଯାହାକୁ ସମ୍ମାନ ମିଳୁନି । Bjp ଥରେ କହିଥିଲେ କି ଘର ଜଣକୁ ଚାକିରି ମିଳିବ କାଇ ସେଇଟା ତ ହେଲାନି।Bjp kahuthile ki rourkela re medical college kholib hele Kain kichhi helani ta।ଆଉ ଏମିତିରେ ବି BJP Mane ଆମର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ର ପ୍ରଧାମନ୍ତ୍ରୀ ହିସାବ ରେ ଓଡ଼ିଶା କଣ ଭାରତ ରେ ଦାଦନ ହଟଉ ନାହାନ୍ତି କଣ ପାଇଁ କଣ ସେ ଖାଲି ଓଡ଼ିଶା କୁ ଆସିଲେ ହିଁ ଦାଦନ ରହିବନି ସେ ପ୍ରଧାମନ୍ତ୍ରୀ ହିସାବ ରେ ହଟାନ୍ତୁ।❤❤ ତେଣୁ bjd କୁ ଜିତନ୍ତୁ।bjp ଚାହିଥିଲେ bharat ର ପ୍ରଧାମନ୍ତ୍ରୀ ହିସାବ ରେ ଭାରତ ରେ ମଦ ବନ୍ଦ କରିପାରିଥାନ୍ତେ ।ଏଥିରେ bjd ର କିଛି ଦୋଷ ନାହିଁ । ରାଜନୀତି ନୁହେଁ ଦେବନୀତି ରେ ବିଶ୍ୱାସ ରଖେ Bjd❤❤❤❤

  • @user-ij5ic2ck8h
    @user-ij5ic2ck8h 24 дні тому +2

    ଓଡ଼ିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଭବିଷ୍ୟତ ଗଢିବା ପାଇଁ ପ୍ରେରଣା ଦେବା ସହିତ ସେମାନଙ୍କୁ ମାର୍ଗ ଦର୍ଶନ ଦେଖାଇଛନ୍ତି 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ।

  • @manasranjan723
    @manasranjan723 24 дні тому +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।ଶିଶୁମାନଙ୍କର ବିକାଶ ହେଲେ ରାଜ୍ୟ ର ମଧ୍ୟ ବିକାଶ ହେବ।ସେଥିପାଇଁ ଆମ ରାଜ୍ୟର ଶିଶୁ ମାନେ କେମିତି ଭଲ ଭାବରେ ପାଠ ପଢ଼ି ଦେଶ ର ଉନ୍ନତୀ କ୍ଷେତ୍ର ରେ ଆଗକୁ ଯିବେ ମାନ୍ୟବର ମୂଖ୍ୟମନ୍ତ୍ରୀ ନିରନ୍ତର ପ୍ରୟାସ କରୁଛନ୍ତି।

  • @user-hl6ml2wo9z
    @user-hl6ml2wo9z 24 дні тому

    ସାରା ଓଡିଶା ବାସୀଙ୍କ ଦୁଃଖ ନବୀନ ବାବୁ ବେଶ ଭଲ ଭାବେ ବୁଝୁଛନ୍ତି ସେଥିପାଇଁ ତ ବିଭିର୍ଣ୍ଣ ପ୍ରକାର ଯୋଜନା ଏବଂ ବିଭିର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।ଯାହାକି ଆମ ଓଡିଶା ର ବହୁତ ବିକାଶ ହେଉଅଛି।

  • @manasranjan723
    @manasranjan723 24 дні тому

    ଆଜି ସମଗ୍ର ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଭଲ ଭଲ ପଦକ୍ଷେପ ନେଇଛନ୍ତି l

  • @user-gi4ix1ss9j
    @user-gi4ix1ss9j 24 дні тому

    ବେଗୁନିଆରେ ନିର୍ବାଚନୀ ପ୍ରଚାର ରେ ବହୂ ସଂଖ୍ୟାରେ ଲୋକ ଯୋଗ ଦେଇଥିରେ ଓ ବହୁତ ଉତ୍ସାହିତ ଥିଲେ!

  • @user-gi4ix1ss9j
    @user-gi4ix1ss9j 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାରେ ସଂସ୍କୃତି ଓ ଐତିହ୍ୟ ଗୁଡିକୁ ରୂପାନ୍ତି କରଣ କରି ଐତିହାସିକ ପ୍ରଶଂସା ପାଇଛନ୍ତି!

  • @user-gi4ix1ss9j
    @user-gi4ix1ss9j 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ମମତା ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି ଓ ଲୋକେ ବହୁତ ଖୁସି ଅଛନ୍ତି!

  • @user-ij5ic2ck8h
    @user-ij5ic2ck8h 24 дні тому

    କୃଷି ଭିତ୍ତିଭୁମିର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି ତା ପଛରେ ପାଣ୍ଡିଆନ ସାରଙ୍କ ସହଯୋଗ ମଧ୍ୟ୍ୟ ରହିଛି l

  • @kanhucharanbehera3123
    @kanhucharanbehera3123 24 дні тому +3

    ଗୋଟେ ବଡ଼ ପବନ କରୁଛି ସୁର ଭଳି ଏ ବାଣ୍ଡିଆ କଥାକୁ କୁ ବି ଲୋକ କମେଡି ଭାବୁଛନ୍ତି

  • @user-hl6ml2wo9z
    @user-hl6ml2wo9z 24 дні тому

    ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡିଶା ଆଜି ବିକାଶର ନୂଆ ଦିଶାରେ ଦୃଶ୍ୟମାନ ହୋଇପାରୁଛି, ଏହା ଅନ୍ୟ ରାଜ୍ୟ ଅପେକ୍ଷା ଅଗ୍ରଣୀ ରାଜ୍ୟ ଭାବେ ବିବେଚିତ ହୋଇପାରୁଛି.

  • @user-hl6ml2wo9z
    @user-hl6ml2wo9z 24 дні тому

    ଆମ ରାଜ୍ୟ ସରକାର ଥିବା ପଯ୍ୟନ୍ତ ଓଡ଼ିଶା ବାସୀଙ୍କର ଓ ଛାତ୍ର ସମାଜର କୌଣସି ଅସୁବିଧା ହେବ ନାହିଁ।ଆମ ରାଜ୍ୟ ସରକାର ନବୀନ ବାବୁ ହେଉଛନ୍ତି ଗରୀବ ଜନତା ଙ୍କ ସାଥୀ।

  • @user-hl6ml2wo9z
    @user-hl6ml2wo9z 24 дні тому

    ଆମେ ଓଡିଶାବାସୀ ଗର୍ବ ଅନୁଭବ କରୁଛୁ ଯେ ଯାହା କୈଣସି ସରକାରଙ୍କ ଅମଳରେ ହୋଇପାରି ନଥିଲା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ କାର୍ତ୍ତିକ ପାଣ୍ଡିଆନ ସାର ଙ୍କ ପାଇଁ ଓଡ଼ିଶାର ସବୁ ବିକାଶ କାର୍ଯ୍ୟ ସମ୍ଭବ ହୋଇପାରିଛି।

  • @manasranjan723
    @manasranjan723 24 дні тому

    ଆମେ ଓଡିଶାବାସୀ ଗର୍ବ ଅନୁଭବ କରୁଛୁ ଯେ ଏଭଳି ରୂପାନ୍ତିକରଣ ପୂର୍ବରୁ ହୋଇନଥିଲା କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5t ସଚିବ କାର୍ତ୍ତିକ ପାଣ୍ଡିଆନ ସାର ଙ୍କ ପାଇଁ ଏହି ସବୁ କାର୍ଯ୍ୟ ସମ୍ଭବ ହୋଇପାରିଛି।

  • @user-hl6ml2wo9z
    @user-hl6ml2wo9z 24 дні тому

    ମୁଖ୍ୟମନ୍ତ୍ରୀ ଙ୍କ ସୁଚିନ୍ତିତ ଯୋଜନା ସବୁ ଓଡି଼ଶାର ଜନସାଧାରଣଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଏବଂ ସମୃଦ୍ଧି ଆଣି ଦେଇଛି l

  • @user-hl6ml2wo9z
    @user-hl6ml2wo9z 24 дні тому

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଓଡ଼ିଶା ରାଜ୍ୟ ସାରା ବିଶ୍ୱରେ ଆଜି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି।

  • @manasranjan723
    @manasranjan723 24 дні тому

    5T ଅଧ୍ୟକ୍ଷ ଯେଉଁ ଜିଲ୍ଲାକୁ ଯାଆନ୍ତି ସେଠାରେ ଜନ ସାଧାରଣଙ୍କ ଅନୁରୋଧକୁ କେବେ ଅସମ୍ମାନ କରନ୍ତି ନାହିଁ। ଅତି ଶିଘ୍ର ଜନସାଧାରଣ ଦାବି ପୂରଣ କରିବା ପାଇଁ ଚେଷ୍ଟା କରନ୍ତି ।

  • @manasranjan723
    @manasranjan723 24 дні тому

    ନବୀନ ବାବୁ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍, ସେ ଯେପରି ସୀମିତ ସମୟ ରେ 5T ରୂପାନ୍ତର କରି ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା କରିଛନ୍ତି ତାହା ଏକ ଦିଗ୍ ଦର୍ଶନ

  • @umeshmahapatra7331
    @umeshmahapatra7331 24 дні тому

    ଓଡିଶା ର ସମସ୍ତ ସ୍କୁଲ ଏବଂ ହସ୍ପିଟାଲ ଓ ବସ ଷ୍ଟାଣ୍ଡ ଆଜି ରୂପାନ୍ତରିକରଣ କରଣ ହେଇଛି ଏକ ନୂଆ ରୂପ ପାଇଛି ଏବଂ ଅନେକ ପ୍ରକାର ସୁବିଧା ମିଳୁଛି ଲୋକଙ୍କୁ କେବଳ ନବୀନ ବାବୁ ଙ୍କ ପାଇଁ

  • @LDAS-rj3ys
    @LDAS-rj3ys 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ବିଭିନ୍ନ ଯୋଜନା ପରେ ଯୋଜନା ଦେଇ ଲୋକଙ୍କ ସବୁ ପ୍ରକାର ସହାୟତା ପ୍ରଦାନ କରିଛନ୍ତି!

  • @user-hl6ml2wo9z
    @user-hl6ml2wo9z 24 дні тому

    ବିଜୁ ଜନତା ଦଳ ସର୍ବଦା ଲୋକଙ୍କ ବିକାସ ଓ କଲ୍ୟାଣ ପାଇଁ କାମ କରୁଛି। ସେଥିପାଇଁ ସମସ୍ତଙ୍କର ବିଶ୍ୱାସ ବିଜୁ ଜନତା ଦଳ ଉପରେ ରହିଛି।

  • @user-fi1ry3un3f
    @user-fi1ry3un3f 24 дні тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାଲି ଲୋକ ଙ୍କ ଉନ୍ନତି ନୁହେଁ ଲୋକଙ୍କ ପାଇଁ ଧର୍ମ,ର ଧାର୍ମିକ ସ୍ଥଳୀ ଓ ଐତିହ୍ୟ ର ବିକାଶ ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି l

  • @user-fi1ry3un3f
    @user-fi1ry3un3f 24 дні тому

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଚାହାଁନ୍ତି ବିକାଶ ଲୋକଙ୍କ ପାଖରେ ପହନଂଚୁ ଓ ଲୋକେ ଉନ୍ନତି ପଥରେ ଆଗେଇ ଚାଲନ୍ତୁ,ଏହା ହିଁ ତାଙ୍କର ମୂଳ ଲକ୍ଷ୍ୟ l

  • @user-ij5ic2ck8h
    @user-ij5ic2ck8h 24 дні тому

    EdCIL ସଂସ୍ଥା ଭାରତୀୟ ସେନା ଏବଂ ଅଗ୍ନିବୀର ପାଇଁ ନିଯୁକ୍ତି ପରୀକ୍ଷା କରିଛି। ଏହି ସଂସ୍ଥା ଜରିଆରେ ହଜାର ହଜାର ସଂଖ୍ୟାରେ ଯବାନ ନିଯୁକ୍ତି ପାଇଛନ୍ତି ଓ ଦେଶର ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି।

  • @umeshmahapatra7331
    @umeshmahapatra7331 24 дні тому

    ବିଜେପି ଦଳ ଆମ ଓଡିଶା ବାସୀଙ୍କ ପାଇଁ କିଛି କରିନାହାନ୍ତି କେନ୍ଦ୍ର ସରକାର ଓଡିଶା କୁ ଅଣଦେଖା କରୁଛନ୍ତି କିଛି ସୁବିଧା ସୁଯୋଗ ମିଳୁନି କେନ୍ଦ୍ର ସରକାର ଙ୍କ ଠାରୁ

  • @umeshmahapatra7331
    @umeshmahapatra7331 24 дні тому

    ଯାହାବି ଓଡିଶା ବାସି ସୁବିଧା ପାଉଛନ୍ତି କେବଳ ନବୀନ ବାବୁଙ୍କ ପାଇଁ ସେ ଅନେକ ପ୍ରକାର ଯୋଜନା ଆଣି ଲୋକଙ୍କ ସ୍ୱାର୍ଥ ହାସଲ ପାଇଁ କାମ କରନ୍ତି

  • @manasranjan723
    @manasranjan723 24 дні тому

    ବିକାଶ ହିଁ ଏକ ମାତ୍ର ମୂଳ ଲକ୍ଷ୍ୟ ଆଉ ଉଦେଶ୍ୟ। ସାରା ଓଡିଶା ବାସୀଙ୍କ ଦୁଃଖ ନବୀନ ବାବୁ ବେଶ ଭଲ ଭାବେ ବୁଝୁଛନ୍ତି ସେଥିପାଇଁ ତ ବିଭିର୍ଣ୍ଣ ପ୍ରକାର ଯୋଜନା ଏବଂ ବିଭିର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।ଯାହାକି ଆମ ଓଡିଶା ର ବହୁତ ବିକାଶ ହେଉଅଛି।

  • @manasranjan723
    @manasranjan723 24 дні тому

    ନବୀନ ପଟ୍ଟନାୟକ ସାର୍ କିଭଳି ଓଡିଶା ର ଛାତ୍ର ଛାତ୍ରୀ ମାନେ ଉନ୍ନତ ଶିକ୍ଷା ଲାଭ କରି ବିଭିନ୍ନ ବୈଷୟିକ ଶିକ୍ଷା ଲାଭ କରି ପାରିବେ ସେଥିପ୍ରତି ଧ୍ୟାନ ଦେଉଛନ୍ତି।

  • @manasranjan723
    @manasranjan723 24 дні тому

    ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କର ଦୃଷ୍ଟି ଶକ୍ତି ପ୍ରଖର, ଓଡ଼ିଶାର ସ୍କୁଲ ଓ କଲେଜ ଗୁଡ଼ିକୁ ବିଶ୍ୱ ସ୍ତରୀୟ ରୂପାନ୍ତରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି!

  • @user-ij5ic2ck8h
    @user-ij5ic2ck8h 24 дні тому

    ଓଡିଶା ର ଐତିହ୍ୟ ଓ ସଂସ୍କୃତି ରାଜ୍ୟ ରେ ପରିଣତ ହେବାକୁ ଯାଉଛି, ଆମ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟ ଆଜି ସାରା ବିଶ୍ୱ ରେ ପ୍ରଶଂସିତ ହେଉଛି l

  • @user-nl9nz7lm9n
    @user-nl9nz7lm9n 24 дні тому

    ନବୀନ ବାବୁ ଯୋଗୁଁ ଆମର ଓଡ଼ିଶା ଆଜି ଏତେ ଆଗକୁ ଆଗେଇ ଯାଇଛି ଯେ ଭାବନା କରି ହେବ ନାହିଁ |

  • @user-hl6ml2wo9z
    @user-hl6ml2wo9z 24 дні тому

    ଭି କେ ପାଣ୍ଡିଆନ ସାର ଓଡ଼ିଶାର ଜନସାଧାରଣ ଙ୍କ ସେବା ନିମନ୍ତେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି, ଓଡ଼ିଶାର ପ୍ରତ୍ୟେକ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରଞ୍ଚାଳ ଯାଏ ସବୁଠି ଗସ୍ତ କରି ଲୋକଙ୍କ ଦୁଃଖ ସୁଖରେ ସାଥି ହୋଇଛନ୍ତି ।

  • @user-fi1ry3un3f
    @user-fi1ry3un3f 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଦୁର୍ନୀତି ମୁକ୍ତ ଶାସନ ଏବଂ ବଳିଷ୍ଠ ନେତୃତ୍ବ ପାଇଁ ଓଡ଼ିଶାର ପ୍ରଗତି, ବିକାଶ ଓ ସମୃଦ୍ଧିର ବାସ୍ତବତା କୁ ଗ୍ରହଣ କରି ପାରୁନାହାଁନ୍ତି ରାଜ୍ୟ BJP ଦଳ ଆଉ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

  • @user-hl6ml2wo9z
    @user-hl6ml2wo9z 24 дні тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ ଅଧିକ ବିଶ୍ୱାସ କରନ୍ତି, ଯାହା କୁହନ୍ତି ଠିକ୍ ସମୟରେ କରି ଦେଖାଇଦିଅନ୍ତି

  • @LDAS-rj3ys
    @LDAS-rj3ys 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ମମତା ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ମଧ୍ୟ ମରେ ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି!

  • @user-ij5ic2ck8h
    @user-ij5ic2ck8h 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଏକ ସମ୍ବୃଦ୍ଧିସାଳି ରାଜ୍ୟ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ରଖିଛନ୍ତି , ତାଙ୍କର ଏହି ଲକ୍ଷ୍ୟକୁ ନବୀନ ଓଡ଼ିଶାର ଅଧ୍ଯକ୍ଷ ଭି କେ ପାଣ୍ଡିଆନ ଅକ୍ଳାନ୍ତ ପରିଶ୍ରମ କରି ଏହି ଲକ୍ଷ୍ୟ ପୂରଣ କରି ଚାଲିଛନ୍ତି।

  • @user-fi1ry3un3f
    @user-fi1ry3un3f 24 дні тому

    ଓଡ଼ିଶାର ପ୍ରଗତି ରଥକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଏକ ନମ୍ବର ଭାବରେ ପରିଚିତ କୋରାଇଛନ୍ତି ହେଲେ ବିଜେପି ସହି ନପାରି ବିରୋଧ କରୁଛନ୍ତି |

  • @user-gi4ix1ss9j
    @user-gi4ix1ss9j 24 дні тому

    ଓଡ଼ିଶାର ଏକ ମାତ୍ର ବିକାଶ ପୁରୁଷ ହେଉ ଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ!

  • @user-hl6ml2wo9z
    @user-hl6ml2wo9z 24 дні тому

    ନବୀନ ବାବୁଙ୍କ ପ୍ରଗତିଶୀଳ କାର୍ଯ୍ୟରେ ଓଡିଶାର ଲୋକମାନେ ଖୁସି ଅଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ରକ୍ଷା କରି ଓଡିଶାରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି l

  • @manasranjan723
    @manasranjan723 24 дні тому

    ନବୀନ ପଟ୍ଟନାୟକ କିଭଳି ଓଡିଶା ର ଛାତ୍ର ଛାତ୍ରୀ ମାନେ ଉନ୍ନତ ଶିକ୍ଷା ଲାଭ କରି ବିଭିନ୍ନ ବୈଷୟିକ ଶିକ୍ଷା ଲାଭ କରି ପାରିବେ ସେଥିପ୍ରତି ଧ୍ୟାନ ଦେଉଛନ୍ତି!

  • @rahulsatapathy07
    @rahulsatapathy07 24 дні тому

    Odisha basi nka prati kartabya ku sabubele pure heart ru tulaichanti BJD.

  • @user-nl9nz7lm9n
    @user-nl9nz7lm9n 24 дні тому

    ବିଜେଡିର ଯଉଁଟା ଲକ୍ଷ୍ୟ ସେ ସେହି ଲକ୍ଷ୍ୟ କୁ ପୂରଣ କରି ଦେଖାଏ |

  • @user-fi1ry3un3f
    @user-fi1ry3un3f 24 дні тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ଠାପର ଭାବରେ କାର୍ଯ୍ୟ କରୁଛନ୍ତି ନିଜର କର୍ତ୍ତବ୍ୟ ଓଡିଶା ର ଉନ୍ନତି ପ୍ରତି ସବୁବେଳେ ତତ୍ପର l

  • @ashokrout3910
    @ashokrout3910 24 дні тому +2

    Manmath Routray Jindabad

  • @user-hl6ml2wo9z
    @user-hl6ml2wo9z 24 дні тому

    ଓଡିଶା କୁ ସମୃଦ୍ଧି ର ଶିଖରରେ ପହଁଞ୍ଚାଇବା କୁ ଚେଷ୍ଟା କରୁଥିବା ଓଡିଶା ମାଟିର ବିଜୁ ବାବୁ ଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଙ୍କୁ ଆଜି ଓଡିଶା ବାସୀ ଙ୍କ ପ୍ରିୟ ଓ ବିଶ୍ୱାସ ଯୋଗ୍ୟ ହୋଇ ପାରିଛନ୍ତି l

  • @user-gi4ix1ss9j
    @user-gi4ix1ss9j 24 дні тому

    ସାରା ଓଡ଼ିଶା ବାସୀଙ୍କୁ ଦାନା ଦେଇ ଲୋକଙ୍କୁ ଖୁସି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

  • @user-ij5ic2ck8h
    @user-ij5ic2ck8h 24 дні тому

    ରାଜ୍ୟ ରେ ସବୁ ପର୍ଯ୍ୟଟନ କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟ ଦକ୍ଷ୍ୟତା ପାଇଁ ଓ ତାଙ୍କ ନେତୃତ୍ୱ କୁ ପାଳନ କରି ଗ୍ରାଉଣ୍ଡରେ ପହଁଚି ସମସ୍ୟାର ସମାଧାନ କରୁଛନ୍ତି 5Tସଚିବ l

  • @user-hl6ml2wo9z
    @user-hl6ml2wo9z 24 дні тому

    ରାଜ୍ୟର ସବୁ ଜିଲ୍ଲାକୁ ସବୁବେଳେ ବିକାଶ ର ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଭେଟି ଦେଇ ଚାଲିଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ହୋଇ ପାରିଛନ୍ତି l

  • @user-fi1ry3un3f
    @user-fi1ry3un3f 24 дні тому

    ନବୀନ ପଟ୍ଟନାୟକ ସଫଳତା ପୂର୍ବକ ନିଜ ଅତି ଉତ୍ତମ କାର୍ଯ୍ୟ ଓଡିଶା ରେ କରିଚାଲିଛନ୍ତି ଏବଂ ଓଡିଶା କୁ ନମ୍ବର 1 ରାଜ୍ୟ ବନାଇବାରେ ଲାଗିପଡିଛନ୍ତି ଏବଂ ଏହା ପୂର୍ବ ବର୍ଷ ସଫଳ ମଧ୍ୟ ହେଇଛି ସେ ଭଲ କାମ କରି ବେଷ୍ଟ ମୁଖ୍ୟମନ୍ତ୍ରୀ ଆୱାର୍ଡ ମଧ୍ୟ ପାଇଛନ୍ତି ବିରୋଧୀ ଦଳ ଖାଲି ରେ ଗପ ବନାଇ ଅନେକ ମିଛ ତଥ୍ୟ ଦେଇ ବିଜେଡି କୁ ତଳେ ପକାଇବାକୁ ଚାହୁଁଛନ୍ତି ହେଲେ ୟାର ହିସାବ ହବା ଦରକାର

  • @user-hl6ml2wo9z
    @user-hl6ml2wo9z 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ସୁବିଧା ପ୍ରତି ଦୃଷ୍ଟିଗୋଚର କରିଥାନ୍ତି। ଏବଂ ତା ସହିତ ଓଡିଶା ର କିପରି ଉନ୍ନତିକରଣ ହୋଇବ ତାହା ପ୍ରତ୍ୟକ ଦିନ ଭାବନ୍ତି ଏବଂ କରିଦେଖନ୍ତି ମଧ୍ୟ।

  • @user-hl6ml2wo9z
    @user-hl6ml2wo9z 24 дні тому

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5Tଅଧ୍ୟକ୍ଷ ଆଜି ଓଡ଼ିଶାର ବିକାଶ କରି ଓଡିଶାକୁ ସମୃଦ୍ଧିର ଓଡ଼ିଶାରେ ପରିଣତ କରିଛନ୍ତି ଏହାକୁ ଦେଖି ସହି ନ ପାରି ବିରୋଧୀ ମାନେ ମିଛ ଖବର ତିଆରି କରି ପ୍ରହସନ କରୁଛନ୍ତି ।

  • @LDAS-rj3ys
    @LDAS-rj3ys 24 дні тому

    5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବେଗୁନିଆ କୁ ନିର୍ବାଚନୀ ପ୍ରଚାର କରିବାକୁ ଆସିଛନ୍ତି ଓ ରାଜ୍ୟ ସରକାର କରିଥିବା ଯୋଜନା ଗୁଡ଼ିକ ଲୋକ ମାନଙ୍କୁ ଉତ୍ସାହିତ କରିଛନ୍ତି!

  • @LDAS-rj3ys
    @LDAS-rj3ys 24 дні тому

    ବିଜୁ ଜନତା ଦଳ ଏକ ଶ୍ରେଷ୍ଠ ଦଳ ସେ ଦଳ କେବେ ବି ନିର୍ବାଚନ ହାରିବ ନାହିଁ!

  • @umeshmahapatra7331
    @umeshmahapatra7331 24 дні тому

    ନବୀନ ବାବୁ ଲୋକଙ୍କୁ ମାଗଣା ଚିକିତ୍ସା ଦେଲେ ଖାଇବାକୁ ଚାଉଳ ଦେଲେ, ରହିବାକୁ ଘର ଦେଲେ,ଯିବା ଆସିବା ପାଇଁ ଲଷ୍ମୀ ବସ ଯୋଜନା ଆଣିଲେ ସେ ଲୋକଙ୍କ ପାଇଁ ସବୁ କିଛି କରୁଛନ୍ତି

  • @user-hl6ml2wo9z
    @user-hl6ml2wo9z 24 дні тому

    ଆଞ୍ଚଳିକ ଦଳ ଭାବେ ରାଜ୍ୟର ହକ୍ ପାଇଁ ଲଢେଇ କରି ସାଢେ ୪ କୋଟି ଓଡ଼ିଶାବାସୀଙ୍କ ମନ ଜିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @rahulsatapathy07
    @rahulsatapathy07 24 дні тому

    Loka nka pain chesta sabubele sarkar jari rakhichanti

  • @user-gi4ix1ss9j
    @user-gi4ix1ss9j 24 дні тому

    5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବେଗୁନିଆ କୁ ନିର୍ବାଚନୀ ପ୍ରଚାର କରିବାକୁ ଆସିଛନ୍ତି ଓ ରାଜ୍ୟ ସରକାର କରିଥିବା ଯୋଜନା ଗୁଡ଼ିକ ଲୋକ ମାନଙ୍କୁ ଅବଗତ କରୁଥିଲେ!

  • @user-nl9nz7lm9n
    @user-nl9nz7lm9n 24 дні тому

    ସବୁବେଳେ ପ୍ରଚାରରେ ଯାଆନ୍ତି ଆମର VK ପାଣ୍ଡିଆନ ସାର ଏବଂ କାମର ପ୍ରତିଶୃତି ଦିଅନ୍ତି ଏବଂ ସେହି ପ୍ରତିଶୃତିକୁ ଆମର ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ଣ୍ଣ କରନ୍ତି |

  • @user-hl6ml2wo9z
    @user-hl6ml2wo9z 24 дні тому

    ଓଡିଶା ବାସୀଙ୍କ ପାଇଁ ନିସ୍ଵାର୍ଥପର ଭାବରେ ସେବା କରିବା ମନବୃତି ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ବଢ଼ି ଯାଇଛି ସେଥିପାଇଁ ଲୋକେ ପୁଣି ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ପାଇବାକୁ ଚାହୁଁଛନ୍ତି l

  • @user-nl9nz7lm9n
    @user-nl9nz7lm9n 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏବଂ ନିର୍ବାଚନୀ ପ୍ରଚାର ପାଇଁ ଆମର VK ପାଣ୍ଡିଆନ ସାର ଆଜି ବେଗୁନିଆ ଯାଇଛନ୍ତି |

  • @user-hl6ml2wo9z
    @user-hl6ml2wo9z 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ BSKY ନବୀନ କାର୍ଡ ଯୋଜନା ଦ୍ବାରା ଓଡିଶାର ଗରିବ ଅସହାୟ ଓ ଭିନ୍ନକ୍ଷମ ଏବଂ ବୁଢ଼ା ବୁଢୀଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି ,ଯାହା ଭାରତ ବର୍ଷରେ କୌଣସି ମୁଖ୍ୟମନ୍ତ୍ରୀ କରି ନାହାଁନ୍ତି।

  • @manasranjan723
    @manasranjan723 24 дні тому

    ସହର ଠାରୁ ଗ୍ରାମାଞ୍ଚଳ ପଯ୍ୟନ୍ତ ବୋଲି ବୋଲି ଯୁବ ଓଡିଶାର ରୂପାନ୍ତରୀ କରଣ ନିମନ୍ତେ ଲାଗି ପଡିଛନ୍ତି 5ଟି ଅଧକ୍ଷ ଭିକେ ପାଣ୍ଡିଆନ ସାର l

  • @manasranjan723
    @manasranjan723 24 дні тому

    ଓଡିଶା ର ବିକାଶ ବାର୍ତା ନେଇ ପୁଣିଥରେ ଯାତ୍ରା ଆରମ୍ଭ କରିଛନ୍ତି 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ!

  • @user-nl9nz7lm9n
    @user-nl9nz7lm9n 24 дні тому

    ଯେଉଁ କାମ ଅସମ୍ଭବ ତାହାକୁ ଆମର ବିଜେଡି ଦଳ ସମ୍ଭବ କରିଦିଏ |

  • @user-hl6ml2wo9z
    @user-hl6ml2wo9z 24 дні тому

    ଓଡ଼ିଶା ରେ ବିଜୁ ଜନତା ଦଳ କୁ ସାଢେ଼ ଚାରି କୋଟି ଜନତା ଙ୍କ ଆଶୀର୍ବାଦ ରହିଛି।ତେଣୁ ଏଥର ବିଜେଡି ବାଜିମାତ କରିବ।

  • @user-gi4ix1ss9j
    @user-gi4ix1ss9j 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ବେଗୁନିଆ ଓ ବରଗଡ଼ କୁ NAC କରିଛନ୍ତି!

  • @user-fi1ry3un3f
    @user-fi1ry3un3f 24 дні тому

    5t ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବେଗୁନିଆ ଏବଂ ବରଗଡ଼ ଜିଲ୍ଲା ଗସ୍ତ କରି ଜନତାଙ୍କୁ କିଛି ପ୍ରଶ୍ନ ପଚାରି ଛନ୍ତି।

  • @kanhakumar6236
    @kanhakumar6236 24 дні тому

    ମୁଁ ବୁଝି ପାରୁନି ୟେ ଲୋକ ଟା କିଏ ????

  • @LDAS-rj3ys
    @LDAS-rj3ys 24 дні тому

    ବିକାଶ ର ଚିହ୍ନ ହେଲା ଶଙ୍ଖ ବିକାଶ ର ଦଳ ହେଲା ବିଜେଡି ଦଳ!

  • @LDAS-rj3ys
    @LDAS-rj3ys 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶରେ vk ପାଣ୍ଡିଆନ ନିର୍ବାଚନ ମୈଦାନ କୁ ଯାନ୍ତି ଓ ଲୋକ ମାନଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରନ୍ତି!

  • @user-nl9nz7lm9n
    @user-nl9nz7lm9n 24 дні тому

    ବିଜେଡି ହେଲା ବାଘ ପରିକା ଦଳ ହେଲେ ବିଜେପି ହେଲା ମୂଷା ତାହେଲେ କଣ ବାଘ ଆଗରେ ମୂଷା ଜିତିପାରିବ କି |

  • @user-nl9nz7lm9n
    @user-nl9nz7lm9n 24 дні тому

    ବିକାଶର ଚି଼ହ୍ନ ହେଲା ବିଜୁ ଜନତା ଦଳ ହେଲେ ଅବିକାଶର ଦଳ ହେଲା ବିଜେପି ଦଳ |

  • @user-gi4ix1ss9j
    @user-gi4ix1ss9j 24 дні тому

    Vk ପାଣ୍ଡିଆନ ସାର ନବୀନ ବାବୁଙ୍କୁ ଶଙ୍ଖ ଚିହ୍ନମୋହର ମାରି ଜୟ ଯୁକ୍ତ କରାନ୍ତୁ କହି ଲୋକଙ୍କୁ ଅନୁରୋଧ କରିଛନ୍ତି!ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷା କ୍ଷେତ୍ରକୁ ବିଶ୍ୱ ସ୍ତରୀୟ କରିବା ପାଇଁ ଲକ୍ଷ ରଖି ଛନ୍ତି!

  • @LDAS-rj3ys
    @LDAS-rj3ys 24 дні тому

    ଓଡ଼ିଶା ବାସୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଆଶୀର୍ବାଦରେ ପୁଣି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁ ଛନ୍ତି ଓଡ଼ିଶା ବାସୀ!

  • @user-nl9nz7lm9n
    @user-nl9nz7lm9n 24 дні тому

    ଯେଉଁଠି ବିଜେଡି ସେଉଁଠି ଭେଳା ଭେଳା ଲୋକ ଏହା ଏହିଁ ଆମର ବିଜେଡିର ସ୍ଵଚ୍ଛତା |

  • @rahulsatapathy07
    @rahulsatapathy07 24 дні тому

    Nija sachoy karjya upare jadhesta biswash rahichhi bjd ra.

  • @rahulsatapathy07
    @rahulsatapathy07 24 дні тому

    BJD ra ehi sachotata hin sabu situation ra samnna karibaku Sakti jogaichhi.

  • @rahulsatapathy07
    @rahulsatapathy07 24 дні тому

    Sarkar nka prayash prachesta odisha ra bikash ku agei nei chalichanti.

  • @rahulsatapathy07
    @rahulsatapathy07 24 дні тому

    BJD sachot re chali asichhi sethipain sabu situation ra samnna karibaku prastuta.

  • @umeshmahapatra7331
    @umeshmahapatra7331 24 дні тому

    ନବୀନ ବାବୁ ସାରା ଓଡିଶା ବାସୀଙ୍କୁ ରୋଜଗାର ର ବାଟ ଦେଖାଇଲେ ସେ କୃଷକ ହେଉ କି ନାରୀ ଆଜି ସମସ୍ତେ ନିଜ ଉର୍ନତି ର ମାର୍ଗରେ ଆଗେଇ ଚାଲିଛନ୍ତି

  • @user-po9zi5ks2e
    @user-po9zi5ks2e 24 дні тому

    4200 crore re Jagannath mandir ru jaha khaichha
    Seita Jagannath bichara karibe

  • @rahulsatapathy07
    @rahulsatapathy07 24 дні тому

    Sabu karjya loka hita sadhana pain sabubele kari asichanti sarkar.

  • @user-ij5ic2ck8h
    @user-ij5ic2ck8h 24 дні тому

    ଓଡିଶା ରେ bjd ସରକାର ଛଡା ଆଉ କେଉଁ ଦଳ ଆସିପାରିବ ନାହିଁ ଏହା କୋଉ ଦଳ କାହିଁକି ବୁଝିପାରୁ ନାହାନ୍ତି କେଜାଣି faltu ଉଦ୍ୟମ ଗୁଡାକ ଚଳାଇଛନ୍ତି

  • @rahulsatapathy07
    @rahulsatapathy07 24 дні тому

    Sabubele loka nka answer debaku prastuta achanti BJD.

  • @rahulsatapathy07
    @rahulsatapathy07 24 дні тому

    Unnati bikash re ama rajya odisha pratham .

  • @rahulsatapathy07
    @rahulsatapathy07 24 дні тому

    Sachot kama nijaku agare rakhi asichanti BJD.

  • @susantakumarparida477
    @susantakumarparida477 24 дні тому

    ଲଜ୍ଜ୍ୟା ନାହିଁ BJD ku

  • @user-po9zi5ks2e
    @user-po9zi5ks2e 24 дні тому

    Sabu karichhanti.
    BJP aasile jana padiba
    Jagannath mandir

  • @subratpintu2846
    @subratpintu2846 24 дні тому

    B j p jindabad ♥️👍 right

  • @ashokrout3910
    @ashokrout3910 24 дні тому +1

    Only Naveen

  • @akhaykumarsahoo4390
    @akhaykumarsahoo4390 24 дні тому +2

    Tamil pandu hatao ODISHA BANCHAOO

    • @umeshmahapatra7331
      @umeshmahapatra7331 24 дні тому

      ବିଜେପି ହଟାଓ ଓଡିଶା କୁ ଦୃନୀତିରୁ ବଞ୍ଚାଓ

  • @LDAS-rj3ys
    @LDAS-rj3ys 24 дні тому +1

    ମାନ୍ୟବର ମୁଖ୍ୟମନ୍ତ୍ରୀ କଲେଜ ପିଲା ମାନଙ୍କୁ 10ହଜାର ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିଛନ୍ତି ଓ ଶିକ୍ଷା କ୍ଷେତ୍ର ରେ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି!

  • @sripatiprasadrath9967
    @sripatiprasadrath9967 24 дні тому

    ABCD

  • @user-ij5ic2ck8h
    @user-ij5ic2ck8h 24 дні тому +1

    ରାଜ୍ୟରେ ଲୋକସଭା ଓ ବିଧାନଶୋଭା ନିର୍ବାଚନ ରେ ବିଜେଡି ସବୁବେଳେ ବିଜୟ ହାସଲ କରି ଆସିଛି ଏବଂ ଆଗକୁ କରି ଆସୁଥିବ.

  • @MokashaniVeracity-ik9hw
    @MokashaniVeracity-ik9hw 24 дні тому

    Mr Pandian is one of great cunning person like fox

  • @user-nl9nz7lm9n
    @user-nl9nz7lm9n 24 дні тому

    ବିଜୁ ଜନତା ଦଳ ଏକ ଶ୍ରେଷ୍ଠ ଦଳ ସେ ଦଳ କେବେବି ନିର୍ବାଚନ ହାରିବ ନାହିଁ |

  • @user-ij5ic2ck8h
    @user-ij5ic2ck8h 24 дні тому

    କୃଷି ଭିତ୍ତିଭୁମିର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି ତା ପଛରେ ପାଣ୍ଡିଆନ ସାରଙ୍କ ସହଯୋଗ ମଧ୍ୟ୍ୟ ରହିଛି l

  • @user-hl6ml2wo9z
    @user-hl6ml2wo9z 24 дні тому

    ଆମେ ଓଡିଶାବାସୀ ଗର୍ବ ଅନୁଭବ କରୁଛୁ ଯେ ଯାହା କୈଣସି ସରକାରଙ୍କ ଅମଳରେ ହୋଇପାରି ନଥିଲା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ କାର୍ତ୍ତିକ ପାଣ୍ଡିଆନ ସାର ଙ୍କ ପାଇଁ ଓଡ଼ିଶାର ସବୁ ବିକାଶ କାର୍ଯ୍ୟ ସମ୍ଭବ ହୋଇପାରିଛି।

  • @LDAS-rj3ys
    @LDAS-rj3ys 24 дні тому

    Tବେଗୁନିଆ ରେ ନିର୍ବାଚନୀ ପ୍ରଚାରରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ ଓ ବହୁତ ଉତ୍ସାହିତ ଥିଲେ!

  • @user-fi1ry3un3f
    @user-fi1ry3un3f 24 дні тому

    5T ଅଧ୍ୟକ୍ଷ ଯେଉଁ ଜିଲ୍ଲାକୁ ଯାଆନ୍ତି ସେଠାରେ ଜନ ସାଧାରଣଙ୍କ ଅନୁରୋଧକୁ କେବେ ଅସମ୍ମାନ କରନ୍ତି ନାହିଁ। ଅତି ଶିଘ୍ର ଜନସାଧାରଣ ଦାବି ପୂରଣ କରିବା ପାଇଁ ଚେଷ୍ଟା କରନ୍ତି ।